Exclusive Interview With Friend of India's Youngest Martyr Baji Rout Who Witnessed His Death

  Рет қаралды 1,221,131

Odisha Reporter

Odisha Reporter

Күн бұрын

ସହିଦ ବାଜି ରାଉତଙ୍କର କଥା କିଏ ନ ଜାଣିଛି। ହେଲେ ସେ ଘଟଣାକୁ ଦେଖିଥିବା ଜଣେ ଲୋକ ଏବେ ବି ଜୀବୀତ ଅଛନ୍ତି। ତାଙ୍କ ନାଁ କାହ୍ନୁଚରଣ ମଲ୍ଲିକ। ଘର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର। ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା। କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #odisha #BajiRout #SpecialInterview #freedomfighter #Dhenkanal

Пікірлер: 1 000
@pramodpradhan9171
@pramodpradhan9171 Жыл бұрын
ବାଜି ରାଉତ ଙ୍କ ଜନ୍ମମାଟିରୁ ଆପଣଙ୍କର ଏହି ଭିଡ଼ିଓ ଆନନ୍ଦ ହେଲା । ଧନ୍ୟବାଦ ।
@akshyasahu4335
@akshyasahu4335 Жыл бұрын
ଇଂରେଜ ମାନଙ୍କ ଅତ୍ୟାଚାର ସହିଥିବା ମହାନ ବ୍ୟକ୍ତି ମାନେ ଏବେ ବି ଅଛନ୍ତି, ଆଉ ଇଛା ହଉଛି ସେମାନଙ୍କ ପାଦଧୂଳି ନବାକୁ 🙏🙏🙏ମଉସା ଠିକ କହୁଛନ୍ତି ବାଜିରାଉତ ସହିଦ ହେଲାବେଳକୁ ବାର ବର୍ଷ ର ହେଇଥିଲେ 👍ଆଉ ଏ ମଉସା ଙ୍କୁ ସାତ ବର୍ଷ 🤔ଜୀବିତ ଇତିହାସ କୁ ସାମ୍ନା କୁ ଅଣିଥିବାରୁ ଧନ୍ୟବାଦ ସାର 🙏
@jivanpattanayak6120
@jivanpattanayak6120 6 ай бұрын
@@akshyasahu4335 ଭାଇ ବର୍ତ୍ତମାନ 77ଵର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବ୍ୟକ୍ତି ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ।ଅନେକ ବ୍ୟକ୍ତି ଏଭଳି ଆହୁରି ବଞ୍ଚିଛନ୍ତି।
@priyacharandas653
@priyacharandas653 5 ай бұрын
ଇଂରାଜୀ ଭାଷା ହେଉଛି ମ୍ଲେଛ ଭାଷା । ବିଧର୍ମୀ ମାନଙ୍କ ଭାଷା । ଇଂରାଜୀ ଭାଷା କୁ ହଟାଯାଉ
@sureshmalik2125
@sureshmalik2125 Жыл бұрын
ସତରେ ମଉସାଙ୍କ କଥା ଶୁଣି ମୋ ରୁମ ଟାଙ୍କୁରୀ ଉଠିଲା ଧନ୍ୟ ତମେ ମୋହା ପୁରୁଷ ତୁମକୁ କୋଟି କୋଟି ଜୁହାର 🙏🙏🙏🙏🙏🙏🙏🙏🙏
@bhabanisankardas8641
@bhabanisankardas8641 Жыл бұрын
Old is gold ଏଇଥି ପାଇଁ କୁହାଯାଇଛି, ବୟସ୍କ ଲୋକ ଆଗ କାଳ କଥା ଆଖିରେ ଯାହା ଦେଖି ଛନ୍ତି, କାନରେ ଯାହା ଶୁଣିଛନ୍ତି ସବୁ କଥା ଅଙ୍ଗେ ଲିଭେଇ ଛନ୍ତି ସବୁ ସତ କଥା 🙏ଏ ମହାଶୟ ଙ୍କୁ 🙏
@deshpremsahu2199
@deshpremsahu2199 Жыл бұрын
😔😔
@TheDesignDreams09
@TheDesignDreams09 7 ай бұрын
ବିଲକୁଲ ଠିକ କହିଛନ୍ତି ଭାଇ
@BikashPatra-z7c
@BikashPatra-z7c 5 ай бұрын
Apana Sethi thile aau ingreja mane tamaku chadi dele
@sidheswarKhillo-v7r
@sidheswarKhillo-v7r 5 ай бұрын
ଟିକ କଉଛନ୍ତି ମଉସା 🙏🙏🙏🙏🙏🙏🙏🙏🙏
@tukunkumar-zu1qm
@tukunkumar-zu1qm Жыл бұрын
ହେ ମହାନ୍ ବ୍ୟକ୍ତି ଆପଣଙ୍କୁ ପ୍ରଣାମ 🙏🙏🙏🙏 ଆପଣ ସେତେବେଳେ ଏତେ ଛଟୋ ଥାଇବି ଏତେ ସବୁ ମନେରଖିଛୋନ୍ତି ।
@fakirmohansahoo2079
@fakirmohansahoo2079 Жыл бұрын
ମଉସାଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@iamnatlina
@iamnatlina Жыл бұрын
ବାଜିଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ❤
@TheKallugamestar
@TheKallugamestar 2 ай бұрын
Thank you
@siddharthasankarray1236
@siddharthasankarray1236 Жыл бұрын
ବାଜି ରାଉତ ଙ୍କ ସାଙ୍ଗ ହିସାବରେ ତାଙ୍କୁ ସମ୍ମାନୀତ କରାଯାଉ
@ChandanKumar-km2ww
@ChandanKumar-km2ww 6 ай бұрын
Ys bro
@taraprasaddas4804
@taraprasaddas4804 5 ай бұрын
Respect kn karibe bhai ajira Dina re bi mousa nka situation re kichi bi change heini odisha government upare ghruna asuchi
@ମୁଁଓଡ଼ିଆମୋଗର୍ବଓଡ଼ିଶା
@ମୁଁଓଡ଼ିଆମୋଗର୍ବଓଡ଼ିଶା 4 ай бұрын
Bhai nije sahid paribar hoi bahut problem face karuchanti aau ae ta bajia ra sanga chada govt yanka pain aau Kariba vabuchanti​@@taraprasaddas4804
@aclass8356
@aclass8356 2 ай бұрын
@@taraprasaddas4804 pagal aurat . sanga hela kn hela ye kn karithila ki help baji pain ki desha pain . semiti hele baji ra ta 30 ta school sanga thibe samastanku debe na kn . wonam bhali bichara kara ni . man bhali chintadhara rakha
@dkb782
@dkb782 12 күн бұрын
😂
@shivashakti772
@shivashakti772 Жыл бұрын
ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତ ତଥା ସମସ୍ତ ସହୀଦ ମାନଙ୍କୁ କୋଟି କୋଟି ପ୍ରଣାମ 🙏🚩
@santoshpradhanfoodvlogs
@santoshpradhanfoodvlogs Жыл бұрын
Baji rout ku katay barsa hai thila marila belaku?
@BabyBarik-io2zt
@BabyBarik-io2zt Жыл бұрын
​@@santoshpradhanfoodvlogsbaji rout ku 12 barsa heithila nd se deso pai jibon deo deithile
@natureinspirerelaxation8922
@natureinspirerelaxation8922 Жыл бұрын
Around 12 year
@santoshpradhanfoodvlogs
@santoshpradhanfoodvlogs Жыл бұрын
@@natureinspirerelaxation8922 12 barsa ray 24 barsia kaama
@prasantsitha7738
@prasantsitha7738 Жыл бұрын
Fghtiut
@pabitramohangayan1482
@pabitramohangayan1482 Жыл бұрын
ବାଜୀ ରାଉତ ଙ୍କ ସହିତ ସମସ୍ତ ସହୀଦ ମାନଙ୍କୁ ଶତ ଶତ ପ୍ରଣାମ ❤। ମଉସା ଙ୍କୁ ବି ପ୍ରଣାମ 🙏
@malayarana5533
@malayarana5533 Жыл бұрын
@bharatasahu1628
@bharatasahu1628 Жыл бұрын
ଆପଣ ତାଙ୍କ ସାଙ୍ଗ ହୋଇ ଧନ୍ୟ l ଜୟ ହିନ୍ଦ୍ 🇳🇪
@bibhuti7502
@bibhuti7502 Жыл бұрын
Jay hind lekhichha hele bharata ra flag kouta janina 🤣🤣
@krushnamohansahoo5633
@krushnamohansahoo5633 Жыл бұрын
​@@bibhuti7502ଏ ବ୍ୟକ୍ତି ମଧ୍ୟ ସେ ଚୁତିଆ ରିପୋର୍ଟର ପରି
@satyajit7444
@satyajit7444 Жыл бұрын
ଭାରତ ର ଜାତୀୟ ପତାକା କୋଉଟା ଜାଣିନ 😅
@Ritun237
@Ritun237 11 ай бұрын
Murkha bharat ra flag kouta janinu 🇮🇳
@Village_thoughts
@Village_thoughts Жыл бұрын
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଅଙ୍ଗେ ନିଭାଇଛନ୍ତି ଏସବୁ ଇତିହାସ ଭଗବାନ ତାଙ୍କୁ ଭଲରେ। ରଖଙ୍କୁ ନମସ୍କାର
@sunilnath3572
@sunilnath3572 Жыл бұрын
😭🙏ସେହି ମହାନ ଆତ୍ମା ଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି 🙏😭
@bsantoshkumar1332
@bsantoshkumar1332 Жыл бұрын
ଆପଣ ଏଭଳି ଗୁପ୍ତ କଥାକୁ ଲୋକ ଲୋଚନକୁ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ଦୁଃଖର ବିଷୟ ଜଣେ ସ୍ୱାଧୀନତାର ପ୍ରତ୍ୟକଦର୍ଶୀଙ୍କୁ ଠିଆ କରି ପ୍ରଶ୍ନ ପଚାରିବା କେତେ ଯୁକ୍ତି ଯୁକ୍ତ କଥା ଆପଣ ମାନେ ବିଚାର କରିବେ 🙏
@SonaliSahoo-lb6un
@SonaliSahoo-lb6un 6 ай бұрын
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରମାଣ ମଉସା.. କିନ୍ତୁ ବୟସ୍କ ମଉସା ଙ୍କୁ ଏମିତି ଠିଆ କରି ପ୍ରଶ୍ନ କରିବା ଜମାବି thik ନୁହେଁ..ଟିକେ ବସେଇକି କଥା ହୁଅ.. 🙏🏻🙏🏻🙏🏻
@jmsbehera2844
@jmsbehera2844 Жыл бұрын
ଏମତି ଇଣ୍ଟର୍ଭ୍ୟୁ ପାଇଁ ଏହି ଭାଇ କୁ ଶୋଭ ପାଉ ନି aameti ଜାଗା ରେ ମନୋରଞ୍ଜନ ଯୋସି ରେପୋଟର ଦରକାର 😢😢😢😢😢😢😢
@KRISHNA-eu8bi
@KRISHNA-eu8bi Жыл бұрын
ମଉସାଙ୍କୁ ସମସ୍ତଙ୍କ ହୃଦୟରୁ କୋଟି କୋଟି ପ୍ରଣାମ 🇮🇳🇮🇳, ଜୟ ଜଗନ୍ନାଥ🙏🙏🙏🙏
@manojmohapatramanoj8137
@manojmohapatramanoj8137 Жыл бұрын
Mausamku. Sanman diyajau
@amritmallick2005
@amritmallick2005 Жыл бұрын
Nobody - I am at 1 am smiling seeing this HISTORIC MAN🥰☺️☺️👀🤍🇮🇳🇮🇳🇮🇳 JAY BHARAT
@amritmallick2005
@amritmallick2005 Жыл бұрын
And now I am crying 😭😭😭
@diptiranjansahoo3045
@diptiranjansahoo3045 Жыл бұрын
Hero heroine ଦେଖିଲେ ବସେଇବ studio ରେ ଆଉ ଏମାନେ କଣ ପାଇଁ standing haire ମୁର୍ଖ। ଟିକିଏ ବୁଦ୍ଧି ନାହିଁ।
@SINGALSANDHAYNIOFFICIAL
@SINGALSANDHAYNIOFFICIAL Жыл бұрын
Right
@ashoknaik4384
@ashoknaik4384 Жыл бұрын
Right
@ChutkiPapaFun
@ChutkiPapaFun Жыл бұрын
Ekdam thik katha, Yemane Nisa malik ku studio ku daakibe kintu
@amulyaswain5753
@amulyaswain5753 Жыл бұрын
Right sir
@basudevhalba5361
@basudevhalba5361 Жыл бұрын
ବସିକି କଥା କରାଉ ନାହାନ୍ତି
@Khusiparimusic7228
@Khusiparimusic7228 Жыл бұрын
ମଉସା ଆପଣ ଙ୍କୁ ହୃଦୟରୁ ପ୍ରଣାମ ତମେ ଆମର ଓଡ଼ିଶା ମାଟିର ଗର୍ବ ଗଉର୍ବ ଶାହାସି ବାଜି ରାଉତ ଙ୍କୁ ଦେଖି ଛନ୍ତି 🙏🙏
@MeenakshiMohanta
@MeenakshiMohanta 6 ай бұрын
ଏ ମଉସାଙ୍କୁ 🙏କଣ କହି ବି ଜାଣି ପରୁନି ହୃଦୟରୁ ଧନ୍ୟବାଦ୍ ଜଣାଉଛି 🙏🙏🙏🙏🙏
@prasantakumarnaik8055
@prasantakumarnaik8055 Жыл бұрын
ଧନ୍ୟ ଏ ବ୍ୟକ୍ତି ମଧ୍ୟ ମହାନ କୋଟି କୋଟି ପ୍ରଣାମ ବାବା
@semie1360
@semie1360 Ай бұрын
ଅତି ସୁନ୍ଦର କେବଳ ନୁହଁ ମହାନ ସାକ୍ଷ୍ୟାତକାର ସ୍ୱାଧୀନତା ର ଇତିହାସ ସମସ୍ତ ଭାରତୀୟ ହୃଦୟଙ୍ଗମ କରିବା ଜନ୍ମଗତ ଅଧିକାର
@onlineshopping9390
@onlineshopping9390 Жыл бұрын
ବହୁତ ସୁନ୍ଦର ନିୟୁଜ, ମନ ଖୁସି ହୋଇଗଲା
@jagannathsahoo133
@jagannathsahoo133 Жыл бұрын
ବାଜି ରାଉତଙ୍କ ଉପରେ ଓଲିଉଡ ରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଲେ ଭଲ ହୁଅନ୍ତା ।
@pravurambhramarray9248
@pravurambhramarray9248 Жыл бұрын
bhai a oliwood indersti chakuli pitha ra kana ganibe sir,baji rout nka u pare kana film Kari be
@sarthaksatapathy9208
@sarthaksatapathy9208 6 ай бұрын
Kahara setiki standard nahi tanka upare movi karibaku sir...
@sandhyamanas-gx9ve
@sandhyamanas-gx9ve 6 ай бұрын
Kete bhala huanta, odisa re super duper hit huanta
@ManoranjanP2023
@ManoranjanP2023 6 ай бұрын
Odia re telgu Hindi dubbed movie karibe...
@yamahatrbx5053
@yamahatrbx5053 6 ай бұрын
Anubhav nahele babushaan in lead role as Baajia😂
@brajakishoresahoobabu9866
@brajakishoresahoobabu9866 Жыл бұрын
ମଉସାଙ୍କୁ mor କୋଟି ପ୍ରଣାମ ଆଜି ବି ସ୍ଵାଧୀନତା ବାଦୀ ଅଛନ୍ତି ତାଙ୍କ ସମୟରେ ବିତି ଯାଇଥିବା ପ୍ରତେକ ଘଟଣା ବହୁତ୍ କଷ୍ଟ ସାଧ୍ୟ।ବାଜି ରାଉତ ଅମର ରହେ 🙏🙏🙏🙏
@biswabhusannanda8664
@biswabhusannanda8664 Жыл бұрын
Baji Rout amar rahe. You have become immortal and you will stay in the hearts of every Indian.
@nutankumarnayak3059
@nutankumarnayak3059 Жыл бұрын
Odisha reporter plz rusticate this reporter from ur organization....
@lightingseven5492
@lightingseven5492 Жыл бұрын
ଆମ ଭାରତ ଆଜାଦ ହୋଇନାହିଁ ସମସ୍ତ ଭାରତ ରେ ଇଂରାଜୀ ଭାଷା ରେ ହିଁ କାର୍ଯ୍ୟ ହେଉଛି, ତେଣୁ ମୋର ଅନୁରୋଧ ଏହା ଯେ ଏହି ଇଂରେଜ ଲୋକ ଙ୍କ ଭାଷା କୁ ଆମ ଭାରତ ରେ ନିଷେଧ କରାଯାଉ 🙏🏻🙏🏻ଆଉ ଆମ ଭାରତୀୟ ଭାଷା କୁ ଆମ ଅଫିସ, ସ୍କୁଲ, କଲେଜ, ଶିକ୍ଷା କ୍ଷେତ୍ର ରେ ଉପୟୋଗ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@bhaiteravlogbala
@bhaiteravlogbala Жыл бұрын
ନିଜଘର ଖିରି ପୁରୀ ଆମ ଲୋକାଙ୍କୁ ଭଲ ଲାଗେନା ପର ଘର ମାଗିଅଣା ତିଅଣ ଆମକୁ ଭଲ ଲାଗେ😂🤣
@aclass8356
@aclass8356 2 ай бұрын
@@bhaiteravlogbala english na sikhile ta bapa kn indian ku indian re kama debana . india re job kamigalani baharaku jibaku hauchi so english is most important . first india ku china bhali karajau then english ra kichi jarorat nhi padegi
@nirmalkumarbehuria6411
@nirmalkumarbehuria6411 Жыл бұрын
ବହୁତ ସୁନ୍ଦର ଘଟଣା ଟି ଉପସ୍ଥାପନା କଲେ ଭାଇ
@ganeswarbehera8639
@ganeswarbehera8639 6 ай бұрын
ସତ ରେ ଖୁବ୍ ଲୋମ ହର୍ଷଣ କଥା ମଉସା ଙ୍କୁ ଶତ ପ୍ରଣାମ
@GobindaSagaria
@GobindaSagaria Жыл бұрын
We have not seen Baji Rout . after seeing this,,it seems as we are talking and looking him...a grand salute to this great person who has spent his memorable moments with BAJI ROUT
@sanjaymohanty9357
@sanjaymohanty9357 Жыл бұрын
ଏମିତି କରି ଆମ ଜିବନ ବଞ୍ଚେଇ ଥିବାରୁ ମୁଁ ଆପଣଙ୍କୁ ପ୍ରଣାମ କରୁଚି 🙏🙏🙏🙏🙏🙏🙏🙏🙏
@adhira.12M
@adhira.12M Жыл бұрын
Sir ଏତିକି ଟିକେ respected ଦେବା କି ନାହିଁ ସିନିୟର୍ citizen ଲୋକଙ୍କୁ ତାଙ୍କୁ ଠିଆ କରିକି interview ନେଉଛନ୍ତି ଆଶା କରୁଛି କି ଆଗକୁ ଆଉ ଏମିତି ଭୂଲ ହେବ ନାହିଁ jai jagannath swami 🙏🙏🙏🙏
@rakeshparida4560
@rakeshparida4560 Жыл бұрын
ଅସଭ୍ୟ ରିପୋର୍ଟର... ଏତେ ବୃଦ୍ଧ ବୟସ୍କ ଜଣେ ମହାନ ବ୍ୟକ୍ତି ଙ୍କୁ ଠିଆ କରେଇ ପ୍ରଶ୍ନ ପଚାରୁଛ... ଟିକେ ଖରାପ ଲାଗୁନି...
@sisirpatro5892
@sisirpatro5892 Жыл бұрын
ବହୁତ୍ ଦୁଃଖ ଦାୟକ ସେ ସମୟ 😢 ଲୋମ ଟାଙ୍କୁରି ଯାଉଛି ।। କେତେ ଯେ କଷ୍ଟ ରେ ଆମକୁ ସ୍ଵାଧୀନ ମିଳିଛି ସେ କଥା ବୁଝିବା ବେଳକୁ ଆଖିରୁ ଲୁହ ଆସିଯାଇଛି 😢।।। ଜୟ ହିନ୍ଦ୍
@satyamrout8868
@satyamrout8868 Жыл бұрын
ରାଉତ ସୁଖ ହେଉ କିମ୍ବା ଦୁଃଖ ସମସ୍ତଙ୍କ ସହିତ 🙏❤️ THE TRUE LEGEND BAJII ROUT 💐🇮🇳
@jayantiswain1732
@jayantiswain1732 Жыл бұрын
କଣ କହିଵା ଆମର କେନ୍ଦ୍ର ସରକାର ଓଡ଼ିଶା ସରକାର ରେ ଥିବା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଵିଷୟ ରେ! ଏଭଳି ଘଟଣାର ଜୀବନ୍ତ ସାଖି ଥିବା ବ୍ୟକ୍ତିଙ୍କୁ ଚିନ୍ହିଁ ପାରିଲେ ନାହିଁ। ଜିଏ ଭୋଟ ଦେବ ତାଙ୍କୁ କେବଳ ଜାଣିବେ।
@sarojinidas8793
@sarojinidas8793 5 ай бұрын
ସତରେ,ଆପଣଙ୍କ କଥା ମୋ ଜେଜେ ଙ୍କୁ ମନେ ପକାଇବା ସହିତ ମୋ ଦେଶର ପରାଧିନତା ର କରୁଣ ଦୃଶ୍ୟ ଅନୁଭୂତ ହେଲା।ଆପଣଙ୍କ ଚରଣ ସ୍ପର୍ଶ ଜେଜେ
@BLOGGERAlok
@BLOGGERAlok Жыл бұрын
😰😰😰😰😰 ଢେଙ୍କାନାଳର ଗୌରବ ତଥାଉତ୍କଳ ମାଟିର ବୀର ପୁତ୍ର ବାଜି ରାଉତ ଅମର ରହେ 🙏🙏
@shydollpriti8691
@shydollpriti8691 Жыл бұрын
🙏🙏🙏🙏😢କେତେ କଷ୍ଟ କରି ଏ ଦେଶକୁ ନୂଆ ଜିବନ ଦେଇଛନ୍ତି ସେମାନେ
@ajitbehera3390
@ajitbehera3390 Жыл бұрын
We r so lucky to hear such a brave matter...
@ratiranjanbehera2106
@ratiranjanbehera2106 Жыл бұрын
ବହୁତ ଭଲ ମଉସା ଆପଣଙ୍କୁ ଦେଖିବାକୁ ଇଛା ହଉଛି ପାଖରେ
@pradiptakumarmishra768
@pradiptakumarmishra768 Жыл бұрын
The. SUPER HERO of INDIA BAJI ROUT...❤ Him too much...kaas puni ASANTU se Mahan ATMA....🙏🙏🙏
@kaminikantamohanty1787
@kaminikantamohanty1787 Жыл бұрын
Paying you my reverential pranam as you were the friend of Baji Rout, the youngest freedom fighter/martyr of India.
@debasisjena7074
@debasisjena7074 Жыл бұрын
Thankful to this journalist and this news channel for telecast this type of news 🙏
@deeptimohapatra3182
@deeptimohapatra3182 Жыл бұрын
Absolutely right👌👌
@pradeeptadash6501
@pradeeptadash6501 Жыл бұрын
ବାଜି ରାଉତ ଅମର ରହେ..... 🙏🙏🙏
@pratyusasahoo2693
@pratyusasahoo2693 6 ай бұрын
ସାନ ସିନା ଦାନ ତା ମହାନ୍ ❤❤❤❤❤😢କିଛି ତ deiparibani ଆଖିରୁ ଟିକେ ଲୁହ ମୋ ସ୍ଵାଧୀନତା ସଂଗ୍ରାମୀ ବାଜିଆ ପାଇଁ 😢😢😢😢😢🙏
@litugarnayak8452
@litugarnayak8452 Жыл бұрын
ମଉସା ଙ୍କ ଆଖି ଛଳ ଛଳ ହେଇ ଯାଉଛି 😭🙏😭
@ajitdalei7218
@ajitdalei7218 Жыл бұрын
ବାଜି ରାଉତ ଅମର ରହେ ଭାରତ ମାତା କି ଜୟ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@dkp5743
@dkp5743 Жыл бұрын
Thanks to odisha reportor for that kind of news.
@LalmohanDora-xe1wc
@LalmohanDora-xe1wc Жыл бұрын
ମଉସା ଏତେ ଗୁଡ଼େ ଆମ୍ବ ଗଛ ମଧ୍ୟ ଲଗେଇ ଛନ୍ତି ସବୁ ଗଛ ଆଜି କେତେ ସୁନ୍ଦର ବଢି ଫୁଳ ଫଳ ଦେଉଛନ୍ତି
@sivajirajpradhan1287
@sivajirajpradhan1287 Жыл бұрын
We are the last generation having opportunity to see our respected freedom fighters and people who witness of British era
@aurobindoswain685
@aurobindoswain685 Жыл бұрын
Yes🎉
@minatinaik4821
@minatinaik4821 Жыл бұрын
Really
@pujaranidakua3769
@pujaranidakua3769 Жыл бұрын
ଏଇ ଭଳି ଖବର ପ୍ରସାରଣ କରିଥିବାରୁ ବହୁତ୍ ବହୁତ ଧନ୍ୟବାଦ ଏବଂ ସେ ମଉସାଙ୍କୁ କୋଟି କୋଟି ନମନ
@anilkumarjena7590
@anilkumarjena7590 Жыл бұрын
ମଉଷା ଙ୍କୁ ପ୍ରଣାମ । ❤ From Anandapura, ODISHA.......
@rajyabardhan1017
@rajyabardhan1017 Жыл бұрын
ମଉସା ଆପଣକୁ କୋଟି ପ୍ରଣାମ, 🙏ଆଜି ବି ସେ ବିଭିଷିକା ଆପଣକୁ କଷ୍ଟ ଦେଉଛି ଓ ଅପାଙ୍କ ସେ ଘଟଣା ଦେଖିଛନ୍ତି 🙏🌹
@supermechanic9392
@supermechanic9392 Жыл бұрын
ବହୁତ ବଢିଆ ପ୍ରୟାସ 👏👏
@thinkcreativity3638
@thinkcreativity3638 Жыл бұрын
ଏତେ କମ୍ ବୟସ ରେ ସେ ନିଜ ମାଟି ପାଇଁ ବଳିଦାନ ଦେଇ ଦେଲେ 🙏 କୋଟି କୋଟି ପ୍ରଣାମ ତାଙ୍କୁ
@manassethi9828
@manassethi9828 Жыл бұрын
You are great Mousa Mora koti pranam Jaya hind Jaya Bharat 🙏🙏🙏
@dibyaranjanmohanty888
@dibyaranjanmohanty888 Жыл бұрын
Baji rout was a very brave and true patriot person ❤❤
@goutamjena9327
@goutamjena9327 Жыл бұрын
ଟିକେ ବେସେଇକି କଥା ହୁଅ l under matric media ଭାଇ
@SwarnapriyaJena23
@SwarnapriyaJena23 6 ай бұрын
Se kebala di kaudira odia actor actress manku chair debe
@abinashmishra7646
@abinashmishra7646 5 ай бұрын
kau media wala yeah na nahi gaon nahi murkha .tk basaiki katha hua
@AkashNayak-dv4yx
@AkashNayak-dv4yx 3 ай бұрын
😂😂
@pramodkumarjena6442
@pramodkumarjena6442 3 ай бұрын
ଧନ୍ଯ ନୀଳକଣ୍ଠପୁର ଗାଁର ମାଟି
@ଇନ୍ଦୁଗୁରୁମାଶିକ୍ଷୟତ୍ରୀ
@ଇନ୍ଦୁଗୁରୁମାଶିକ୍ଷୟତ୍ରୀ Жыл бұрын
ଅଶେଷ ଧନୟବାଦ୍
@KuniParibar
@KuniParibar 6 ай бұрын
ମଉସାଙ୍କୁ ସର୍ବ ପ୍ରଥମେ ମୋର କୋଟି କୋଟି ପ୍ରଣାମ 🙏କାହାଣୀ ଟି ଅତି କଷ୍ଟ ଦାୟକ ସାରା ଓଡ଼ିଶା ଜାଣିଛିି ତଥାପି ସେ ଯୁଗର ମଉସା ଅଛନ୍ତି ବହୁତ ଖୁସି ଲାଗୁଛି ମଉସାଙ୍କ ପାକୁଆ ପାଟିରୁ ଅତି ସୁନ୍ଦର କଥା ଶୁଣିବାକୁ ମିଳିଲା ସେଥିପାଇଁ ବହୁତ୍ ବହୁତ୍ ଧନ୍ୟ ବାଦ ମଉସା 🙏ସେହି ଭିତରେ ଆପଣଙ୍କର ଗୋଟିଏ କଥା ମନକୁ ଛୁଇଁଲା ବହୁତ ଟିକେ ହସି ଦେଇ କହିଲେ ହଁ ମା ସାଙ୍ଗରେ ପଳେଇଲି ଅତି ସୁନ୍ଦର ଲାଗିଲା ବହୁତ ବହୁତ ଅନ୍ୟବାଦ ମଉସା 🙏❤❤🙏
@anwesana.
@anwesana. Жыл бұрын
Baji Raut Katha sunili ama akhire bhi luha asuchi. Ate chota Chua desa pain nija jiban dela. Se bada sahid ama desa jati pain. Salam
@pramodkumarjena6442
@pramodkumarjena6442 Жыл бұрын
ଭଲ ଲାଗିଲା interview. ସହିଦ୍ ବାଜି ରାଉତ ଅମର ରହେ ।
@rishideogarh2367
@rishideogarh2367 Жыл бұрын
ଅଭଳି news ପ୍ରସାରିତ କରି ଥିବାରୁ ଧନ୍ୟବାଦ୍ ଦୟା କରି untalent boy ଭଳି news ପ୍ରସାରିତ କରିବେ ନାହିଁ
@pritiranjannath3797
@pritiranjannath3797 Жыл бұрын
ଏଇ reporter ଭାଇ ଙ୍କୁ ଚପଲ ହାରଟିଏ ପିନ୍ଧାଇବାକୁ ଇଚ୍ଛା ହଉଚି କାରଣ ଆପଣ ମାନେ ଜାଣିପାରୁଥିବେ।।
@AkashNayak-dv4yx
@AkashNayak-dv4yx 3 ай бұрын
😂😂😂😂😂
@gaganbiharipatra7165
@gaganbiharipatra7165 Жыл бұрын
Bhalo lagila satore kichi puhurta pain hojijaithili.....khub sundar.....bayaska lokonko interview nelabele bosibaku debe....thank you...khub bhalo
@manasmanas509
@manasmanas509 Жыл бұрын
Mausa nk Katha suni mo akhire bi luha 😢😢asijauchi Jay hind
@abhishekjena1798
@abhishekjena1798 Жыл бұрын
Thik katha bhai
@susantabehera1027
@susantabehera1027 Жыл бұрын
We are proud to this man who was the youngest sahid in india 🙏
@ruchikabehera5775
@ruchikabehera5775 Жыл бұрын
Pranam mausa. Ur tone of talking,mode of talking speak d truth . U should be given freedom fighter pension. Hope u getting,if not move proposal to collector and DM Dhenkanal. U are deserving that.❤🎉
@sureshdas3084
@sureshdas3084 Жыл бұрын
ଗୁଳି କରି ଇଂରେଜମାନେ ଲଜ୍ଜିତ କିନ୍ତୁ ଗୁଳି ଖାଇ ଭାରତୀୟ ମାନେ ଗର୍ବିତ | ଜୟ ହିନ୍ଦ |
@ASW_008
@ASW_008 Жыл бұрын
ଗୁଳି କରି kou ଇଁରେଜ ଲଜ୍ଜିତ ଜଣଙ୍କ ନାମ କୁହନ୍ତୁ ?
@samirpattanaik7789
@samirpattanaik7789 Жыл бұрын
JAI HIND. PRANAM. Government SHOULD HELP TO FREEDOM FIGHTER BAJI ROUT FRIEND.
@sibasissamantray2845
@sibasissamantray2845 Жыл бұрын
ମଉସାଙ୍କ ହସ ଟି ମନମୁଗ୍ଧକର। ଅତି ନିଶ୍ଚଳ ଖୁସି ।
@chitaranjanchhualasingh8026
@chitaranjanchhualasingh8026 Жыл бұрын
Jai hind🇮🇳🇮🇳🇮🇳🇮🇳🇮🇳🇮🇳
@mks-2228
@mks-2228 6 ай бұрын
ସ୍ଵାଧୀନତା ସଂଗ୍ରାମୀ ଙ୍କ ସାଙ୍ଗ ଙ୍କୁ ନମସ୍କାର 🙏, ଯିଏ ନିଜ ପୂର୍ବ ପୁରୁଷ ଙ୍କୁ, ନିଜ ଇତିହାସ ପ୍ରତି ଅବହେଳା ପ୍ରଦର୍ଶନ କରିଛି ସେ ସଭ୍ୟତା ନଷ୍ଟ ହେଇ ଯାଇଛି। ଆଜି ର ପିଢ଼ି ଅନେକାଂଶରେ ପାଶ୍ଚାତ୍ୟ ସଭ୍ୟତା ର ଅନୁକରଣ, ଅନୁସରଣରେ ଯୁକ୍ତି ତର୍କ କରି ଜୀବନ ଜିଉଛି ।
@pitabaskhuntia-nl3ms
@pitabaskhuntia-nl3ms Жыл бұрын
Satare mausha bahut mahan Old is Gold maushanku Sanmankaribakatha sia Amapaee Garba Jay Jagannath 🙏🙏🏻🙏
@prakashkundu5005
@prakashkundu5005 Жыл бұрын
ଏତେ ବୟସ ର ବ୍ୟକ୍ତି କୁ ଠିଆ ଠିଆ ରେ interview, ଦେହ ଥରୁଛି ବୃଦ୍ଧ ବ୍ୟକ୍ତିଙ୍କର,ଲଙ୍ଗୁଳି ମାନଙ୍କୁ ପାଖରେ ବସେଇ ବସେଇ int. କରୁଛ, ଧନ୍ୟ ତୁମ ଲୀଳା. ଦୟାକରି ଟିକିଏ senece ରଖ...
@pramodkumarrout7641
@pramodkumarrout7641 Жыл бұрын
Thanks. Very good interview. You explore such type of untold events for Odia people and publish in your Channel.
@nirmalbehera5506
@nirmalbehera5506 Жыл бұрын
ବେଲ ବେଳେ ଏମିତି ଲୋକଙ୍କ ପାଖରେ ପହଚିବ ଦରକାର thanks
@kamalabehera7051
@kamalabehera7051 Жыл бұрын
Salute to great soul❤
@KuniParibar
@KuniParibar 6 ай бұрын
ଯଉ ପିଲାର ଅଜା କି ଜେଜେ ବାପା ହୋଇଥିବେ ଏହି ମଉସା ଜଣକ ସେ ପିଲାଟି କେତେ ଭାଗ୍ଯବାନ୍ କେତେ ଶିକ୍ଷ୍ୟା ପାଇପାରିବ 😊 ପ୍ରତ୍ୟେକ ଟି ଘରେ ଏହି ଭଳି ଅଜା କି ଜେଜେ ବାପା ଟେ ନିହାତି ଦର କାର ଆଜିକା ପିଲାଙ୍କ ପାଇଁ |
@satyadurga1267
@satyadurga1267 Жыл бұрын
Jayhind 🇮🇳🇮🇳🇮🇳🇮🇳🙏🙏🙏
@SitakantasutaDukhana
@SitakantasutaDukhana 3 ай бұрын
ଏହି ମଉସା ଙ୍କ ବୟସ 92 ବରସ ହେବ ସେ କେମିତି ମନେ ରଖିଛନ୍ତି 🙏🙏🙏ଧନ୍ୟବାଦ ମଉସା
@dhirenmohapatra4584
@dhirenmohapatra4584 Жыл бұрын
ବାଜି ରାଉତ ଅମର ରହେ
@arunakumarbehera
@arunakumarbehera Жыл бұрын
Good presentation of our past. Have a salute to our martyrs.
@SureshKumar-xg3qw
@SureshKumar-xg3qw Жыл бұрын
This reporter doesn't know how to give respect to a freedom fighter calling him BAJIA
@daitarymohanty2107
@daitarymohanty2107 Жыл бұрын
ଯେହେତୁ ସେ ମଉସା ବାଜିଆ କହୁଛନ୍ତି ତାଙ୍କ ସହ କଥା ହେବାକୁ ସୁବିଧା ହେବାକୁ ବାଜିଆ ବୋଲି କହିଛନ୍ତି ସ୍ୱାଧୀନ ରାଉତ ଜଣେ ଭଲ ରିପୋର୍ଟର 🥰🥰
@taranumparween6059
@taranumparween6059 Жыл бұрын
​@@daitarymohanty2107 Yes Bro 👍🏻👍🏻
@samir4500
@samir4500 5 ай бұрын
Wah 🎉ବହୁତ୍ ଭଲ👍ମଉସା ଙ୍କୁ 🙏
@Rakesh48486
@Rakesh48486 Жыл бұрын
You are lucky dadu Salute to Baji Rout🙏🇮🇳🙏
@manturout5596
@manturout5596 Жыл бұрын
Nice Bhai best news 😊 ସେହି ବିର ମହାନ୍ ଆତ୍ମାକୁ ମୋ ତରଫରୁ ଶ୍ରଦ୍ଧାଞ୍ଜଳୀ 😢😢
@kedarsahu9888
@kedarsahu9888 Жыл бұрын
ପ୍ରଣାମ ପିତା ❤🙏🙏🙏
@karnaharijan-s3n
@karnaharijan-s3n 6 ай бұрын
ସହିଦ ର ସାଙ୍ଗକୁ ମୋରନମସ୍କାର 🙏🙏🙏
@NajrulIslam-mz5fw
@NajrulIslam-mz5fw Жыл бұрын
Congratulations ❤
@Uniqueworldvideo143
@Uniqueworldvideo143 Жыл бұрын
ମଉସା ଓ newsr ଭାଇ ଅସେସ୍ ଅସେସ୍ ଧନ୍ୟବାଦ୍ ❤😮😊😅
@basantakumar8943
@basantakumar8943 Жыл бұрын
Jay hind ❤
@ssrcreation9742
@ssrcreation9742 5 ай бұрын
🙏ହୃଦୟ ରୁ ନମନ୍ ସେହି ସହିଦ ମହାନ୍ ବିରପୁତ୍ର ମାନଙ୍କୁ 🙏
@Reenabehera0
@Reenabehera0 Жыл бұрын
Jay jagannath 🙏 Jay bharat 🇮🇳🙏 Jay odisha 🇮🇳🙏❤ Odisha
@minakshimallick1329
@minakshimallick1329 Ай бұрын
Bayaska lokara tike respect tk Dia Reporter sir Basiki pacharantu Ehi video ti bahuta Bala lagila Sehi mahan purusaki pranam
@subratdas357
@subratdas357 Жыл бұрын
ମୋଉସା ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🚩
@sampadthanapati362
@sampadthanapati362 Жыл бұрын
ଇ ରିପୋଟର ଲାଗି dislike ନତୁବା ବିପ୍ଳବୀ ବୀର ଙ୍କୁ ପ୍ରଣାମ ତତ୍ ସହିତ ବିପ୍ଳବୀ ବୃଦ୍ଧାବାବା ଙ୍କୁ ଦଣ୍ଡବତ🙏
@jatinkumarnayak123
@jatinkumarnayak123 Жыл бұрын
Baji rout amar rahe..
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
Sri Jagannath and Kalapahad
7:08
Argus News
Рет қаралды 902 М.
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Maa Kalijai Real Story Chilika Lake Odisha !! Chilika Kalijai Odisha
12:18
DIBYABRAMHA PRODUCTION
Рет қаралды 913 М.