BJP wins in three states, tension rises in BJD । Nirbhay Gumara Katha

  Рет қаралды 68,477

Nirbhay

Nirbhay

8 ай бұрын

BJP wins in three states, tension rises in BJD । Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -923739515

Пікірлер: 321
@rajeshkumarpanda6202
@rajeshkumarpanda6202 7 ай бұрын
ଏବେ ନବୀନ ସରକାର ମହିଳା କାର୍ଡ ଖେଳିବେ କିନ୍ତୁ ଫେଲ ମାରିବେ ଯଦି ବିଜେପି ରେ ଦଳ କନ୍ଦଳ ନହୋଇ କର୍ମକର୍ତ୍ତା ଏକାଠି ଲଢ଼ିବେ।ଓଡିଶା ରେ ସରକାର ପରିବର୍ତ୍ତନ ର ସମୟ ଆସିଯାଇଛି।
@bibhuti5999
@bibhuti5999 7 ай бұрын
ଓଡ଼ିଶାରେ ଜନ ଅସନ୍ତୋଷ ରହିଛି ନିଶ୍ଚିତ । 2024 ରେ ପ୍ରକାଶ ପାଇବ ।😢
@SatyaBlogs547
@SatyaBlogs547 7 ай бұрын
ଆମରି ହାତରେ ଆମ ଦେଶ ଭବିଷ୍ୟତ ଆମେ ହେଉଛୁ ଯୁବ ପୀଢ଼ି ହଟାଇବା ଏଠି ଅଧର୍ମ ଦୁର୍ନୀତି ଦେଖାଇବା ରାମ ରାଜ୍ୟ ଗଢି ଜାଗ ଓଡ଼ିଶାବାସୀ ଜାଗ ଆଉ କେତେ ଦିନ ମାଗଣା ଖାଇବା ସରକାର ହଟାଇବା ଆଉ ନୂତନ ସମ୍ଭାବନା ଆଣିବା ଓଡ଼ିଶା ସରକାର ପରିବର୍ତ୍ତନ କରିବା । ବିଦ୍ୟାଳୟ ଚିକଣ , ପୋଷାକ ମାଗଣା ଆଉ ଖାଇବା ମାଗଣା ଦେଇ ପାଠ ପଢା ଶୂନ କରି ଓଡ଼ିଶା ପିଲାଙ୍କ ମୁର୍ଖ କରି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଅ । ନିର୍ବାଚନ ସମୟ ଆସିଲେ ମଦ, ମାଂସ ଓ ଟଙ୍କା ଦେଇ ଭୋଟ ଦେଇ ପୁଣି ଦାଦନ ଖଟିବାକୁ ଯାଅ । ଓଡ଼ିଶା ସରକାର ମାନସିକତା । ଗୋଟିଏ ସ୍ୱର ରେ ଉଠି ଗଲେ ଭାଇ ହେବ ନାହିଁ ଦୁର୍ନୀତି ଦୂର ସେଥି ପାଇଁ ସମସ୍ତଙ୍କ ହାତ ଦରକାର ।
@biswanathsitha5142
@biswanathsitha5142 7 ай бұрын
Odisha ଗୋଟେ ମଦୁଆ ରାଜ୍ୟ , ଓଡ଼ିଆ ମାନେ ଭୋଟ ବିକି ପରିବାର ଉଜାଡ଼ିବା ଜାଣିଛନ୍ତି,,, ବିକାଶ କଣ ଜାଣନ୍ତି ନାହିଁ ।ମାଗଣା ଖିଆ ଭୋଟର ଏଠି ଭରପୁର।।।।।। ପରିବର୍ତ୍ତନ ଦରକାର।।।।
@swarnapravagiri6953
@swarnapravagiri6953 7 ай бұрын
Right
@garudadhwajbarik2790
@garudadhwajbarik2790 7 ай бұрын
You are right ✅️
@rrsgamer5810
@rrsgamer5810 7 ай бұрын
Right
@nrushinghnathsahu1630
@nrushinghnathsahu1630 7 ай бұрын
ଓଡିଶା ରୁ ବିଜେଡି ହଟୁ, ଏକଥା ଓଡିଶା ର ବହୁ ବିଜେପି ନେତା ଚାହୁଁ ନାହାନ୍ତି. ଏ କଥା ମୁଁ ଦୃଢତାର ସହ କହିବି
@prafulasingh2267
@prafulasingh2267 7 ай бұрын
ଜନତା ଯେତିକି ଆଗ୍ରହୀ ବିରୋଧୀ ସେତିକି ତତ୍ପର ନୁହଁନ୍ତି । ବିରୋଧୀ ଆଶାନୁରୂପ ତତ୍ପର ହେବା ଆବଶ୍ୟକ ।
@akshaykumarjena4071
@akshaykumarjena4071 7 ай бұрын
ବି ଜେ ପି ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ଥାଇବି ଦଳ ସୁଜଗ କାହିଁକି ନେଉନାହିଁ ତାହା ସମସ୍ତେ ଜାଣନ୍ତି। Parliament ରେ କାମ ଚଳୁଛି। ଧନବି ମିଳୁଛି। ଓଡ଼ିଆ ମୋଦିଙ୍କ ପାଖରେ କଣ ଭୁଲ କଲେ ଯେ ଓଡ଼ିଶାକୁ ଲୁଟିବା ପାଇଁ ଏହି ଲୁଟେରା ଦଳ ହାତରେ ଛାଡ଼ିଦେଇ କେନ୍ଦ୍ରରେ ବିଜେପି ଦଳ ଚୁପଚାପ୍ ବସିଛନ୍ତି। ଓଡ଼ିଶା ବିଜେପିରେ ଆଉ ଶକ୍ତି ଥିଲେତ ଦଳ ଲୋକଙ୍କ ପାଖରେ ପହଞ୍ଚିବ। ଓଡ଼ିଶା ଲୋକେ କଂଗ୍ରେସ କୁ ଗ୍ରହଣ କରିପାରୁନାହିଁ କି ବିଜେପିକୁ ଗ୍ରହଣ କରିବାକୁ ସୁଯଗ ପାଉନି। ଲୋକଙ୍କ ହାତରେ ବିକଳ୍ପ ନାହିଁ।
@bijaykumarbehera4545
@bijaykumarbehera4545 7 ай бұрын
Excellent analysis about odisha politics....sir...👌👌👌👌👌
@pabitrakumarchinhara4101
@pabitrakumarchinhara4101 7 ай бұрын
Sir pranam. ନବୀନ ଦାସ ଓଡିଶା ର ଗର୍ବ ଆଉ ଗୌରବ.
@dinabandhudash1896
@dinabandhudash1896 7 ай бұрын
ପରିବର୍ତ୍ତନ ନିଶ୍ଚିତ ଆବଶ୍ୟକ!
@maharananaresh-rn7nj
@maharananaresh-rn7nj 7 ай бұрын
ସବୁ ରାଜ୍ୟ ର ଲୋକେ ବଦଳିବେ, ହେଲେ ଆମେ ଓଡ଼ିଆ ଜମାରୁ ବଦଳି ବୁ ନାହିଁ,,
@chandipadapanda4707
@chandipadapanda4707 7 ай бұрын
ନବୀନଙ୍କ ର ସବୁ ଅଙ୍କ ଭୁଲ ହୋଇଯିବାକୁ ବସିଛି,ତେଣୁ ପୁଣି କାଳିଆ ଲୋଭ ଭୋଟର ମାନଙ୍କୁ ଦେଖାଉଛନ୍ତି ,ମନ ଜିଣିବା ପାଇଁ ।
@netajidash9367
@netajidash9367 7 ай бұрын
ବିଜଦ ବଟିକା ବିଜଦକୁ ଗିଳେଇବ ବିଜେପି ସମୟ ଆସୁଛି। ଓଡ଼ିଶା ଓ ଛତିଶଗଡ଼ ଉଭୟ ଆଦିବାସୀ ଅଧ୍ୟୁଷିତ ହେଲେ ହେଁ ଛତିଶଗଡ଼ରେ ଆଦିବାସୀ ଅନୁପାତ ବେଶୀ। ଉଭୟ ରାଜ୍ୟର major revenue ହେଲା ଖଣି। ଦେଶ ଯାକର ଖଣି ବେପାର ହେଉଚି ଦୁର୍ନୀତିର ଖଣି। ଝାଡ଼ଖଣ୍ଡ ସମେତ ଛତିଶଗଡ଼ ଏବଂ ଓଡ଼ିଶାରେ ଶାସକଦଳର ନେତାମାନଙ୍କ ଖଣି ବେପାରରେ ବଡ ଭାଗ। ଲିପ୍ତ ଅଫିସର ଓ ନେତାମାନଙ୍କ ନାଆଁରେ ମାମଲା ଚାଲିଛି। ଏଠି ହୁଅନ୍ତା ଯେ ଚାବି ପଡ଼ିଛି ବାଧ୍ୟବାଧକତାର। ସେଇଟା ଉଠିଗଲେ କାହା ନା କାହା ଘରୁ ନୋଟ ପାହାଡ଼ର ଭିଡିଓ ଟିଭିରେ ଆସିଗଲେ ଖେଲ୍ ଖତମ୍। ରାସ୍ତା ସଫା ହେଇଯିବ। ସମୟକୁ କେବଳ ଅପେକ୍ଷା।
@gyanabratamohanty4219
@gyanabratamohanty4219 7 ай бұрын
ବହୁତ ସୁନ୍ଦର ଆଲୋଚନା ଓ ସଠିକ ଆକଳନ 👍🙏🙏
@jajatinayak2778
@jajatinayak2778 7 ай бұрын
କାଳିଆ ଯୋଜନା 2019 ନିର୍ବାଚନ ବୈତରଣୀ ପାର ହେବା ପାଈଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ
@narayanchandrabiswal6892
@narayanchandrabiswal6892 7 ай бұрын
ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୃଦ୍ଧା ଅବସ୍ଥାରେ ସନ୍ତାନ ପ୍ରାପ୍ତି ସହ ସମାନ।
@nabinbeura3225
@nabinbeura3225 7 ай бұрын
ବାରଣ୍ଡାରେ ଜଗନ୍ନାଥ ଫଟୋରଖି ନବୀନବାବୁ ଦିନେ ଲୁଙ୍ଗି ପିନ୍ଧା ନମସ୍କାର ମାରୁଥିଲେ. ଆଜି କରିଡର ରାଜନୀତି.
@malaykumarpraharaj1864
@malaykumarpraharaj1864 7 ай бұрын
ନବୀନ ବାବୁ ପାଣ୍ଡିଆନଙ୍କ ଉପରେ ସମସ୍ତ ଦାୟିତ୍ୱ ଦେଇ ମସ୍ତବଡ଼ ଭୁଲ କରିଛନ୍ତି ବୋଲି ନବୀନ ବାବୁଙ୍କୁ ଭଲ ପାଉଥିବା ଲୋକମାନେ କୁହାକୁହି ହେଇ ମୋଦୀ ଜୀଙ୍କ ଜିନ୍ଦାବାଦ କଲେଣି, ତେଣୁ 2024 ରେ ନିଶ୍ଚିତ ଭାବରେ ବିଜେପି ଅନେକ ଅଧିକ ଭୋଟ ପାଇବ !
@Pinkumeher143
@Pinkumeher143 7 ай бұрын
right
@dasharathi2271
@dasharathi2271 7 ай бұрын
Dhana ebethu sopana dekha, jahara sanagathana drudha se jitiba, bjd samarthaka BJP ku vote debe bhabibaa 100 kotira murkhaami😅😅😅😅
@dasharathi2271
@dasharathi2271 7 ай бұрын
Tume bodhe buli buli bujhuthila, 😅😅😅😅
@ajitkumarbose8686
@ajitkumarbose8686 7 ай бұрын
Right sir
@manojkumarsaint7803
@manojkumarsaint7803 7 ай бұрын
Jay Shree Jagannath
@jayantmahanta9677
@jayantmahanta9677 7 ай бұрын
Bilkul sir 💯
@prasantamohapatra7767
@prasantamohapatra7767 7 ай бұрын
ବର୍ତମାନ ବିଜେପି ସବୁ କନ୍ଦଳ ଭୁଲି ଏକାଠି ଲଢ଼ିବା ଉଚିତ l କେନ୍ଦ୍ରୀୟ ବିଜେପି ଏବେ ନବୀନଙ୍କ ପ୍ରତି ଆଭିମୁଖ୍ୟ ବଦଳାଇବେ କାରଣ ଯୋଉଁଥିପାଇଁ ସେମାନେ ନବୀନବାବୁଙ୍କ ପ୍ରତି କୋମଳ ମନୋଭାବ ପୋଷଣ କରୁଥିଲେ ଆଉ ତାର ଆବଶ୍ୟକତା ନାହିଁ l ଏଥର ନବୀନ ବାବୁ ହାଏ ହାଏ ବିଜେଡି ବାଏ ବାଏ
@avayakumarbarik2882
@avayakumarbarik2882 7 ай бұрын
ଆପଣଙ୍କର ଏ ଅନ୍ୟାୟ ବିରୁଦ୍ଧରେ ସ୍ବର, ଓଡ଼ିଶା ବାସୀ ଙ୍କ ପାଇଁ ମାର୍ଗ ଦର୍ଶନ କରିବ ।
@user-wc6cy9hp3u
@user-wc6cy9hp3u 7 ай бұрын
Thanq sir nirat satakaths
@pramodapradhan9257
@pramodapradhan9257 7 ай бұрын
ସବୁବେଳେ ନବୀନ ଲଣ୍ଠନ ଦେଖାନ୍ତି କିନ୍ତୁ ଗତ ଭୋଟରେ ଲାଂଣ୍ଠନ କାମ ଦେବନି ଜାଣି ଏଲ ଇ ଡି ଟର୍ଚ୍ଚ ଦେଖାଇକି ଲୋକଙ୍କୁ କାଳିଆ ଜଳକା କରି ଭୋଟ ନେଇଥିଲେ
@user-nl3yv6pt3t
@user-nl3yv6pt3t 7 ай бұрын
Ok shar ❤❤❤
@bibhuti5999
@bibhuti5999 7 ай бұрын
ଓଡ଼ିଆ କାନ୍ଦୁଛି ......
@binayamishra3723
@binayamishra3723 7 ай бұрын
Jai jagannath
@alokkumarpanda7262
@alokkumarpanda7262 7 ай бұрын
ଆମର ଏଇଠି କିଛି ବିଭୀଷଣ ଅଛନ୍ତି ସେମାନଙ୍କ ବେପାର ବନ୍ଦ ହେଇଯିବ ତେଣୁ ସେମାନେ ବିଜେଡି କୁ ଜିତେଇବା ପାଇଁ ପ୍ରାଣ ପ୍ରଣେ ଚେଷ୍ଟା କରନ୍ତି 😂😂😂
@bhagirathimohanty3511
@bhagirathimohanty3511 7 ай бұрын
ଶ୍ରୀମନ୍ଦିରଏବଂଗ ଚାରିଦ୍ୱାର ନ୍ ଖୋଳବା ତଥା ବେକାରୀ ସମସ୍ୟା ବିଜେଡି ପାଇଁ ବହୁତକ୍ଷତି ହେବ.
@pratapchandrasamal2396
@pratapchandrasamal2396 7 ай бұрын
ସୁନ୍ଦର ଆଲୋଚନା, କିନ୍ତୁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ତର୍ଜଣରେ ହିଁ ଅଛି। ଲୋକେ ବା ଭୋଟର ବୋକା ନୁହଁନ୍ତି, କାହାକୁ ନିର୍ବାଚିତ କରିବେ ସେମାନେ ଠିକ୍ ଜାଣନ୍ତି। କୌଣସି ଅପ ପ୍ରଚାର, ଭେଳିକି କିମ୍ବା ପ୍ରଲୋଭନ ସେମାନଙ୍କୁ ପ୍ରଭାବିତ କରିନାହିଁ। ବିଶେଷ କରି ଓଡ଼ିଶାର ଭୋଟର ସବୁବେଳେ ନିଜର ପାରଦର୍ଶିତା ଦେଖାଇ ଆସିଛନ୍ତି। ସରକାରଙ୍କ ବିଫଳତାକୁ ବିରୋଧୀ ପକ୍ଷ ଯଦି ଜନ ଅସନ୍ତୋଷ ରେ ପରିଣତ କରି ନପାରିଲେ ତାହା ଲୋକଙ୍କ ଭୁଲ ନୁହେଁ। ଓଡ଼ିଶାର ବିରୋଧୀ ଦଳ ବିଶେଷ କରି ବିଜେପି ଏକଥା ବୁଝିବା ଦରକାର। ଖାଲି fan club ତିଆରି କରି କିମ୍ବା ମିଡିଆରେ ବଡ଼ ବଡ଼ ଭାଷଣ ଦେଇ ଅବା କିଛି ଗଣ ମାଧ୍ୟମକୁ ହାତ ବାରିଶି କରି ଲୋକଙ୍କ ହୃଦୟ ଜିଣି ହେବ ନାହିଁ। ଏଥିପାଇଁ ଯେଉଁ ପ୍ରସ୍ତୁତି,ସଂକଳ୍ପ ନେବା କଥା ଓଡ଼ିଶାର ବିରୋଧୀ ସେଥିରେ ଅସଫଳ ହୋଇଛନ୍ତି। ଆପଣଙ୍କୁ ଏହା ସ୍ବୀକାର କରିବାକୁ ପଡ଼ିବ। ପୋଷ୍ଟର boy ନହୋଇ ଗ୍ରାଉଣ୍ଡ କର୍ମୀ ହେଲେ କିଛି ପରିବର୍ତ୍ତନ ହେଇପାରେ। ନହେଲେ ପୁନଶ୍ଚ ନବୀନ। ପୁଣି ଶଙ୍ଖ ଘରେ ଘରେ। କମଳ ଫୁଲ ପଙ୍କ ପୋଖରୀରେ। ହାତ ତ ଖାଲି ଜଟଣୀରେ।
@Stripathy111
@Stripathy111 7 ай бұрын
Very Very good job
@BatakrushnaSwain-hj8qr
@BatakrushnaSwain-hj8qr 7 ай бұрын
ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପାଇଁ ମୋଦିଜୀ ଓ ଶାହାଜୀଙ୍କୁ ମୋର ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।ଏହା ସହିତ ସେ ଦୁଇ ମହାନ୍ ନେତାଙ୍କୁ ମୋର ଅନୁରୋଧ ଯେ ସେମାନେ ଓଡିଶା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଯେପରିକି ୨୦୨୪ ରେ ବିଜେପି ଓଡ଼ିଶାରେ ଶାସନ କ୍ଷମତା ହାସଲ କରିବ।
@biswajitmallik274
@biswajitmallik274 7 ай бұрын
❤❤❤
@bijaymohanty2248
@bijaymohanty2248 7 ай бұрын
ଶାହା ରୁଦ୍ଧଦ୍ଵାର ଆଲୋଚନା ପାଣ୍ଡିଆନଙ୍କ ସହ କରି ସାରିଛନ୍ତି, ନିଜ ଦଳୀୟ ପୁରୁଖା ନେତା ମାନେ ସେତେବେଳେ ବାହାର କମରାରେ ଜଗି ବସିଥିଲେ ! ଯାହାକି ଫଳପ୍ରଦ ହୋଇ ସାରିଛି ।
@garudadhwajbarik2790
@garudadhwajbarik2790 7 ай бұрын
👍
@BinodJena-fo8lm
@BinodJena-fo8lm 7 ай бұрын
For vote
@akhsyakumarbehera7298
@akhsyakumarbehera7298 7 ай бұрын
ନବୀନ ସରକାରରେ ଚାଲିଥିବା ଦୁର୍ନିତ ଗରମ ସୀମାରେ ଏକଥା ଲୋକ ମର୍ମେ ମର୍ମେ ଉପଲଦ୍ଧି କରୁଛନ୍ତି, ଏକଥା ରେ ମଧ୍ୟ ଲୋକ ଖୁବ୍ଧ । ତେଣୁ ବିଜେଡିକୁ କ୍ଷମତା ଚୁତ କରିବେ ।
@user-ov1bd7zj7f
@user-ov1bd7zj7f 7 ай бұрын
👍👌😘
@niharrout1005
@niharrout1005 3 ай бұрын
Right.sir
@krushnachnadrapadhy2129
@krushnachnadrapadhy2129 7 ай бұрын
ଯଥାର୍ଥରେ ଓଡ଼ିଆଙ୍କର ସ୍ବାଭୀମାନ ବୋଲି କିଛି ନାହିଁ ।
@bijanmishra5021
@bijanmishra5021 7 ай бұрын
ଓଡ଼ିଆ କଙ୍କଡା ବିନା ଘୋଡଣୀରେ କୁଆଡେ ଯିବେନି।
@Sangram278
@Sangram278 7 ай бұрын
❤very good analysis ❤.
@balajeesatapathy7937
@balajeesatapathy7937 7 ай бұрын
ଓଡ଼ିଶା ସରକାର ନିର୍ବାଚନ ସମୟରେ ବିଭିନ୍ନ ଯୋଜନା ଆଳ ରେ ଭୋଟ କିଣନ୍ତି। ସ୍ପଷ୍ଟ କହିବାକୁ ଗଲେ ଏହା note for vote, ସବୁ ଜାଣି ସୁଦ୍ଧା ବିରୋଧୀ ଏକ ପ୍ରକାର ସରକାରୀ ଦଳର ହାଥ ବାରିଶି।
@kishoresundarroy3518
@kishoresundarroy3518 7 ай бұрын
God bless you
@socialjustice3686
@socialjustice3686 7 ай бұрын
ଯିଏ ଜିତିବ ବୋଲି ସମସ୍ତେ କହୁଛନ୍ତି।। ଜରୁରୀ ନୁହେଁ ସିଏ ହିଁ ଜିତିବ।। କାରଣ ଲୋକମାନେ Survey ରେ ମଧ୍ୟ ନିଜର Original Opinion ଦେଉ ନାହାଁନ୍ତି।।
@ramkrishnapadhi1550
@ramkrishnapadhi1550 7 ай бұрын
😊
@shritishriya2211
@shritishriya2211 7 ай бұрын
​@@ramkrishnapadhi1550right
@bulusethy9220
@bulusethy9220 7 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@ppsahoo123
@ppsahoo123 7 ай бұрын
ତେଲ ମାରିବା ରେ ଓଡ଼ିଆ ପୁରା ଆଗରେ, ଖାଲି ପାଣ୍ଡିଆନ ସାର୍
@ashutoshmeher7352
@ashutoshmeher7352 7 ай бұрын
ସୁନ୍ଦର analysis. ହେଲେ ଆମେ ଓଡିଆ ଅଳ୍ପକେ ସନ୍ତୁଷ୍ଟ ଓ ପଖାଳ ଖାଇ ଶୋଇ ଯାଉ ନିଶ୍ଠିନ୍ତରେ । ଦେଖାଯାଉ ଆମେ କିଛି ଶିଖିଛୁ ନା ନାହିଁ
@brahmadeep8341
@brahmadeep8341 7 ай бұрын
Jay SriRam
@jayjagannath2883
@jayjagannath2883 7 ай бұрын
2024 ରେ ବିଜେପି ଓଡ଼ିଶା ରେ ସରକାର ଗଢ଼ିବ
@jagannathpanigrahi5286
@jagannathpanigrahi5286 7 ай бұрын
ଜୟ ଶ୍ରୀଜଗନ୍ନାଥ welcome Nirbhaya.
@sarojpatel4772
@sarojpatel4772 7 ай бұрын
Good anlysis
@RkMahapatra-lr4mm
@RkMahapatra-lr4mm 7 ай бұрын
Ur comparison & analysis quite correct.
@learntogether8344
@learntogether8344 7 ай бұрын
Alternative ନଥାଏ ବୋଲି ଲୋକେ ଆଖି ବୁଝି vote ଦିଅନ୍ତି
@sagarodisha
@sagarodisha 7 ай бұрын
Modi Magic 🪄 Odisha ରେ ଚଳିବନି, କାହିଁକି କି ନା BJD କେନ୍ଦ୍ର କୁ ଯେତେ ବେଳେ ଆବଶ୍ୟକ ସେତେବେଳେ ସମର୍ଥନ ଦେଇଦିଏ। ପ୍ରଥମେ BJP ଓଡ଼ିଶା ରେ ଜିତିବାକୁ ଦୃଢ଼ ଇଚ୍ଛାଶକ୍ତି ଶକ୍ତି ଆବଶ୍ୟକ, ତେଣୁ ଯାହା ହେବ ନବୀନ ବାବୁଙ୍କ ଉପରେ ନିର୍ଭର।
@purunachandrabehera2373
@purunachandrabehera2373 7 ай бұрын
ଇଲେକ୍ସନ ଜିତିବା ପାଇଁ ନବୀନ ବାବୁ କାଳିଆ ଯୋଜନା ଘୋଷଣା କଲେ।
@jagannathnayak2454
@jagannathnayak2454 7 ай бұрын
ପାଣ୍ଡିଆନ କାର୍ଡ ବୁଡ଼ାଇବ ବି ଜେ ଡି କୁ
@bibhuti5999
@bibhuti5999 7 ай бұрын
VKP pain ବୁଡ଼ିବ BJD
@jyotisankardandapat83
@jyotisankardandapat83 7 ай бұрын
ସାର ଓଡିଶା ରେ ତ ବଡ ବଡ ନେତା ବିକ୍ରୀ ହେଇ ଯାଉଛନ୍ତି ସାଧାରଣ ଜନତା କୁଂ ପଚାରେ କିଏ। ୨୦୧୯ ନିର୍ବାଚନ ରେ ବିଜେଡି କଂଗ୍ରେସ ନେତା କୁଂ କିଣି କି ଜିତିଥିଲା ଏଥର ତ ବିଜେପି ର ଧର୍ମେନ୍ଦ୍ର ପ୍ରଧାନ ବିକ୍ରୀ ହେଲା ଭଳି ଲାଗୁଛି।
@hritesh5903
@hritesh5903 7 ай бұрын
ପୁରାପୁରି ଠିକ, ସେ ଚାହୁଁଛି ଅପରାଜିତା ଷଡ଼ଙ୍ଗୀ ଏବଂ ମନମୋହନ ସାମଲ ନିର୍ବାଚନ ନ ଲଢନ୍ତୁ
@prasantswainbjp
@prasantswainbjp 7 ай бұрын
PMKisan samman Nidhi ଯୋଜନା କେନ୍ଦ୍ରର ହେଉଥିବା ଜାଣି ତର ତର ହେଇ ବିଜେଡ଼ି କୌଣସି ପୂର୍ବଯୋଜନା ନଥାଇ କାଳିଆ ଯୋଜନା ଆଣିଥିଲା। ରାଜ୍ୟ ତହବିଲ ନିଜ ବାପ ର ଭାବି ଅର୍ଥ ଲାଞ୍ଚ ପରିବାର ର ସବୁ ସଦସ୍ୟଙ୍କ ଦେଇ ଭୋଟ ହତେଇଥିଲା, ଯେଉଁଥିପାଇଁ ବିଜେପି ଆବଶ୍ୟକ 8ଲକ୍ଷ ଭୋଟ ହାତ ଛଡ଼ା କରିଥିଲା।
@laxmidharapanda6086
@laxmidharapanda6086 7 ай бұрын
ଅସଲି ଖେଳ ଆରମ୍ଭ ହେବା ଥୟ ଓ ମୋଦି ନବୀନ ପ୍ରେମ Breackup ହେବ ହିଁ ହେବ !
@abhimanyurout4574
@abhimanyurout4574 7 ай бұрын
ଏକଥା,ସହେଶହେରେ,ସତ୍ୟ
@SarojKumar-yz6gf
@SarojKumar-yz6gf 7 ай бұрын
ଆପଣ ଗୋଟେ କଥା ଉପସ୍ଥାପନ କଲେନାହିଁ ସେ ହେଲା ରାଜ୍ୟସଭା ଆସନ ମଧ୍ୟ୍ୟ ତିନି ରାଜ୍ୟ ଜିତିଲା ପରେ ବଢିବ ସଂଖ୍ୟା ଗରିଷ୍ଠ ପାଇଁ.
@bapupalbabu2042
@bapupalbabu2042 7 ай бұрын
Chalibo
@travelwithsumant2724
@travelwithsumant2724 7 ай бұрын
କେନ୍ଦ୍ର ର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୁ counter କରିବାକୁ କାଳିଆ ଯୋଜନା ପ୍ରଣୟନ କରା ଯାଇଥିଲା l ସବୁ କେନ୍ଦ୍ରୀୟ ଯୋଜନା କୁ ହଡପ କରି ନିଜ ନାମ ରେ କରିବାକୁ ଯେତେବେଳେ ଚେଷ୍ଟା କରି ବିଫଳ ହୁଅନ୍ତି ସେତେବେଳେ କେନ୍ଦ୍ର ପରି ଆଉ ଗୋଟେ ଯୋଜନା କରା ଯାଏ
@raghumaninayak9593
@raghumaninayak9593 7 ай бұрын
ନମସ୍କାର ଆପଣଙ୍କୁ, ଆଲୋଚନା ବହୁତ ଭଲ ଲାଗିଲା...
@aswinipradhan2237
@aswinipradhan2237 7 ай бұрын
Good analysis thank you sir
@sibaprasadkhadanga4375
@sibaprasadkhadanga4375 7 ай бұрын
ଆଗାମୀ ନିର୍ବାଚନରେ ବିଜେଡି ଦଳ ସବୁଥର ପରି ବିପୁଳ ସଂଖ୍ୟାରେ ଜିତି କ୍ଷମତା ହାସଲ କରିବା ସହଜ ହେବନାହିଁ । ହୁଏତ ଲୋକଙ୍କ ପୁଂଜିଭୂତ ଅସନ୍ତୋଷ ଦଳକୁ ଧରାଶାୟୀ କରିଦେଇପାରେ କିମ୍ବା ସ୍ବଳ୍ପ ବ୍ୟବଧାନରେ ଦଳ କ୍ଷମତାକୁ ଫେରିପାରେ ।ନବୀନ କଂ ବ୍ୟତୀତ ଆଉ ଯଦି କେହି ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତି ତେବେ ଦଳ ଦୁଇବର୍ଷ ମଧ୍ୟ ଶାସନ କରିବା କଷ୍ଟକର ହେବ । ଏହା ମୋର ଅନୁମାନ ।
@pradeepmisra816
@pradeepmisra816 7 ай бұрын
I appreciate your forecast of the exit pole. Your 60,%prediction became absolutely correct. Your analysis is commendable. Three salutes to you.
@sdprasad3071
@sdprasad3071 7 ай бұрын
BJD ର ସମସ୍ତ ନେତାଙ୍କ ମୁଖ୍ୟ ଏକ, ନବୀନ ବା ତାଙ୍କ ଚଳନ୍ତି ପ୍ରତିମା ପାଣ୍ଡିଆନ୍ କିନ୍ତୁ Congress ଓ BJP ରେ ତାହା ଦେଖିବାକୁ ମିଳୁନାହିଁ ଏବଂ ସେମାନେ ନିଜ ନିଜ ଭିତରେ ଲଢେଇରୁ ଫୁରୁସତ୍ ପାଉ ନାହାନ୍ତି ତ BJD ବିପକ୍ଷରେ ଲଢିବେ କୁଆଡୁ !! BJD ବିଧାୟକ ପ୍ରତିନିଧିଙ୍କ face value ଅଛି ଯାହା ତାଙ୍କ ସମ୍ମୁଖରେ ସେହି ଅଞ୍ଚଳର BJP ଓ Congress ପ୍ରତିନିଧିଙ୍କର ନାହିଁ | ଓଡ଼ିଆ ସ୍ୱାଭିମାନୀ ବୋଲି ହିଁ ନିଜ ଆଞ୍ଚଳିକ ଦଳକୁ କ୍ଷମତାସୀନ କରି ଆସିଛି 😊
@ranjitbhuyan5160
@ranjitbhuyan5160 7 ай бұрын
ଆପଣ ଯାହା ବି କୁହନ୍ତୁ ଓଡିଶା ସରକାରଂକ ଦୋଷ ଦୁର୍ବଳତାକୁ ଜନାଭିମୂଖୀ କରାଇବାରେ ବିରୋଧୀ ବିଫଳ।ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ କିଏ ତାହା ବି ଭୋଟରଂକୁ ଅଜଣା,କେନ୍ଦ୍ର ସରକାର ରାଜ୍ଯରେ ହେଉଥିବା ଦୁର୍ନୀତିକୁ ଅଣଦେଖା କରୁଛନ୍ତି ,ସହଯୋଗ ବି ଦଉଛନ୍ତୁ ।ତେଣୁ ପୁଣିଥରେ ଶଂଖକୁ କେହି ରୋକି ପାରିବେନି
@abanikumarmishra1924
@abanikumarmishra1924 7 ай бұрын
ବିଜେଡି ଗପ ସୁନାଉଛି କାଳିଆ ନାମରେ ଏକ ଘୋଷଣା କରିଦେଲେ ବହୁତ୍ ଭୋଟ ପାଇ ଯିବୁ
@santoshrout6327
@santoshrout6327 7 ай бұрын
Old pension 3000 telengana govt dele madhya loko govt change kari deu6nti kintu odia loko boka uneducated 500 old pension dele madhya loko vote deu6nti
@shishirpradhan7870
@shishirpradhan7870 7 ай бұрын
ସନାତନ ଵିରୋଧି ଦଳ ମାନେ ଆଉ ଜିତି ପାରିଵେ ନାହିଁ ସନାତନୀ ଜାଗିଲେଣି।
@drpanda9462
@drpanda9462 7 ай бұрын
Note for vote.
@debadattapattanaik2427
@debadattapattanaik2427 7 ай бұрын
ସାର୍, ବିଜେଡି ର ବିଜ୍ଞାପନ ବାବଦ ଖର୍ଚ୍ଚ ଉପରେ ଟିକେ ଆଲୋକପାତ କଲେ ଭଲ ହୁଅନ୍ତା।
@rabindrapradhan7646
@rabindrapradhan7646 7 ай бұрын
2024,, ରାଜନୀତି ର ନବ କଳେବର । ଯିବେ ଶଙ୍ଖ ଆଶିବେ ପଦ୍ମ।
@debasismohapatra2881
@debasismohapatra2881 7 ай бұрын
କାଳିଆ ଯୋଜନା 2019 ନିର୍ବାଚନ ପାଇଁ ଥୋପ ଥିଲା l
@santoshrout6327
@santoshrout6327 7 ай бұрын
Telengana re kcr farmer nku madhya facilities deuthile.madhya telangana loko govt change kari deu6nti. Odia loko boka, uneducated maximum.500 deidele vote dei debe. Development Odisha ku necessary nahni
@user-kh3dz3mu8r
@user-kh3dz3mu8r 7 ай бұрын
Joy sriram
@jagannathpanigrahi5286
@jagannathpanigrahi5286 7 ай бұрын
ନବୀନ ଯେତେ ଯୋଜନା କରି ଛନ୍ତି ନିଜକୁ ମଧ୍ୟ ମନେ ନଥିବ କିମ୍ବା ତାଙ୍କ ବିଭାଗୀୟ ମନ୍ତ୍ରୀ, ସେକ୍ରେଟାରୀ ଙ୍କୁ ମନେ ନଥିବ। ଏମିତି କି ଫାଇଲ୍ ଦଏଖଇମଧ୍ୟ ସଙ୍ଗେ ସଙ୍ଗେ କହି ପାରିବେ ନାହିଁ। ପ୍ରଧାନ କଥା ହେଲା ସବୁ ଯୋଜନା‌ ଅସମ୍ପୂର୍ଣ୍ଣ ଫଳପ୍ରଦ ହୋଇନାହିଁ। ସତେକି ,ଆପଣ କ'ଣ କହୁଛନ୍ତି? ୨. ନବୀନଙ୍କ ଜଗନ୍ନାଥ କାର୍ଡ କିଏ ନାହଁ ଜଗନ୍ନାଥଙ୍କୁ ଖୋଳ କରି ଦେଇଛନ୍ତି ନବୀନ ବାବୁ। ମଠ ମନ୍ଦିର ଭଙ୍ଗା ,ରତ୍ନଭଣ୍ଡାର, ନବକଳେବର, ଦିନରେ ଘଟ ପରିବର୍ତ୍ତନ, ଜଗନ୍ନାଥଙ୍କ ଟଙ୍କା ନେଇ ଅନଆମଧ୍ୟଏୟ ଵଏଙ୍କରଏ ବାନ୍ଧିଥିଲେ ଯେଉଁ ଵେଙ୍କ ଦେବାଳିଆ ହୋଇଗଲ ଅର୍ଥ ମନ୍ତ୍ରୀ ନିର୍ମଳା ସଇତଆରମଣ ଯଦି ଚାହିଁନଥାନ୍ତେ ସବୁ ଧନ ଡଉଵଇ ଯାଇଥାନ୍ତା। ଆହୁରି ଅନେକ କଥା ଅଛି। ହେଲେ ଆପଣ ଯାହା ଆମ ଓଡିଆଙ୍କ କଥା ମଧୁବାବୁ, ଗାନ୍ଧୀ, ଉଠକଙ୍କାଳ ଉଦାହରଣ ଦେଇ କହୁଛନ୍ତି ଆମେ ସେହି ଓଡ଼ିଆ ତ? ଆମ ପୁରି ବାସିନ୍ଦା ସେହି ଓଡ଼ିଆତ? ଆମେ ପଖାଳ ଖାଇ ଢୁଙ୍କୁରେଇଵା ଓଡ଼ିଆତ? ବାରମ୍ବାର ନବୀନ ଜାଲ୍ ରେ ପଡ଼ିବା ଓଡ଼ିଆ? ଆମ ଯୁବକ ଆଉ ଛାତ୍ରଛାତ୍ରୀ ମାନେ ସେହି ଓଡ଼ିଆ ତ ? ନା ଆପଣ କ'ଣ କହୁଛନ୍ତି କୁହନ୍ତୁ ନା ଲୁଚେଇ ଦେଉଛନ୍ତି।
@prafullapradhan3860
@prafullapradhan3860 7 ай бұрын
Naveen 😊Pandia Sarakar Odisha rae Ita Khandiea Kanhi Thoi Nanhanti .Jaya Jagannath.
@pradipkumarbarik585
@pradipkumarbarik585 7 ай бұрын
କାଳିଆ ଭୋଟ କିଣା
@bijayakumarmohanty8180
@bijayakumarmohanty8180 7 ай бұрын
Pandian ଙ୍କ regignation true or fake କହିବେକି?
@pragynamahanta2116
@pragynamahanta2116 7 ай бұрын
Jayshree ram,
@trilochanpatnaik6321
@trilochanpatnaik6321 7 ай бұрын
ଓଡ଼ିଶା BJD ମୁଖିଆ ଙ୍କ ର ଅଣ ଓଡିଆ ପ୍ରୀତି ଶତ ପ୍ରତିଶତ ଅଛି। ତେଣୁ ଓଡ଼ିଶା ବାସୀ ଙ୍କୁ ଯାଦୁ କରି ଜିତିବାକୁ କାଳିଆ ନାମରେ ଯୋଜନା ଗୁଡ଼ିଏ କରି ଓଡ଼ିଶାବାସୀ ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।
@subodhakumardash6750
@subodhakumardash6750 7 ай бұрын
ଆଜି ଦିନରେ ଦ୍ବୟୋଃ ବିବାଦେ ତୃତୀୟସ୍ୟ ଲାଭ। ରାଜସ୍ଥାନ ରେ ଅଶୋକ-ସଚିନ କନ୍ଦଳ, ମଧ୍ୟପ୍ରଦେଶ ରେ କମଲନାଥ-ଦିଗବିଜୟଙ୍କ ଆତ୍ମ ବଡିମା ହି କଙ୍ଗ୍ରେସ ର ଦୁର୍ଗତି। ଅଶି ଦଶକ ରେ କଙ୍ଗ୍ରେସ ଶାସନ କରିବାର କାରଣ ଅଣକଂଗ୍ରେସ ଭୋଟ ର ବିଭାଜନ।ଆଜି ପରିସ୍ଥିତି ଠିକ ସେହିପରି। ଯାହାବି ହେଉ ଧର୍ମେନ୍ଦ୍ର ପ୍ରଧାନଙ୍କର ଖେଳକୁ ଟିକିଏ ଅନୁଭବ କରନ୍ତୁ। ଆଶ୍ଚର୍ଯ୍ୟର କଥା,ଜନସାଧାରଣ ଠିକ କଥା ଚାହୁଛନ୍ତି, ବିଜେପିର ନେତୃବୃନ୍ଦ ଅନୁଭବ କରିବାର ସୌଭାଗ୍ଯ ଲାଭ କରୁନାହାନ୍ତି
@basantibalapanigrahi5289
@basantibalapanigrahi5289 7 ай бұрын
What about flight charge?
@trilochanpatnaik6321
@trilochanpatnaik6321 7 ай бұрын
ଆଗେ ବିଜୁ ବାବୁ ଙ୍କ ଫଟୋ ପଛରେ ରହି ଆଗରେ ନବୀନ ବାବୁ ଙ୍କ ଫଟୋ ରହୁଥିଲା ପୋଷ୍ଟର ମାନଙ୍କରେ। କିନ୍ତୁ ଏବେ ନବୀନ ବାବୁଙ୍କ ଫଟୋ ପଛରେ ରହିଛି ଓ ଆଗରେ vkp ଙ୍କ ଫଟୋ ପୁରା ମାତ୍ରାରେ ଯାଜ୍ଵଲ୍ୟ ମାନ ହେଉଛି। ଏଥିରୁ ଜଣା ପଡ଼େ ଆଗକୁ ନବୀନ ବାବୁ ଅଣ ଓଡିଆ ଶାସନ ଜାରି କରିବେ ଓଡ଼ିଶାରେ। ତେଣୁ ଓଡ଼ିଶାବାସୀ ସାବଧାନ ର ହ ।
@bibhumusictv691
@bibhumusictv691 7 ай бұрын
❤❤❤❤❤❤❤❤
@lipidas8266
@lipidas8266 7 ай бұрын
Sir Mogal mane bharataku aneka thara lunthan kari thile kintu semane satta pain asinathile semane dharma paribartana pain Bharata ku asithile agaku dekhantu kan heuchi?
@ramakantapanda6476
@ramakantapanda6476 7 ай бұрын
Your analysis very good
@mr.manashranjan2611
@mr.manashranjan2611 7 ай бұрын
Sir, odisha re kichhi hebani.... Ama odia Mane atyanta suvidha badi hoigaleni...
@chittaranjannayak3265
@chittaranjannayak3265 7 ай бұрын
Yes right analysis,if Aparajita satangi declare as CM candidate,it will be more chance.Modi ki Guarantee
@ManojKumarSabata-tj5hz
@ManojKumarSabata-tj5hz 7 ай бұрын
Vare nice turt fact good command many thanks
@nabinkishorkartta1285
@nabinkishorkartta1285 7 ай бұрын
ଓଡ଼ିଶାର ନେତୃତ୍ବରେ ନବୀନ ବାବୁ ଆଉ ନାହାଁନ୍ତି। ଏବେ ନବୀନ ବାବୁ ଆମ ଓଡ଼ିଶାର ନେତୃତ୍ବ ହସ୍ତାନ୍ତର କରିବାକୁ ଥିବାବେଳେ ଏ ବେ କିନ୍ତୁ ଆଉ ଓଡ଼ିଶା ବାସୀ ଜାଣି ସାରିଲେଣି ଯେ କାହା ହତକୁ ସାଶନ କ୍ଷମତା ଦିଆଯିବ।
@anusuyadevee9319
@anusuyadevee9319 7 ай бұрын
Nirata saty au ganatantra ra vabisyata🙏
@Atharbmajhee2023
@Atharbmajhee2023 7 ай бұрын
Chasinka bhota bank nija adaku taniba pain kalia jojana lunch karithila
@dhaneswardas7823
@dhaneswardas7823 7 ай бұрын
The people of Odisha demanding central Agencies to intervention immediately without hearing Modi or Naveen
@learntogether8344
@learntogether8344 7 ай бұрын
Bjp ଯଦି actually ଜିତିବା ପାଇଁ ଚାହିଁବ ଆରାମ ରେ ଜିତିବ କିନ୍ତୁ ସେମାନେ ଓଡିଶା ଲୋକ ଙ୍କୁ ଠକୁଛନ୍ତି ଦଳୀୟ ସ୍ୱାର୍ଥ ପାଇଁ
@swarajkumarbej3768
@swarajkumarbej3768 7 ай бұрын
ଓଡ଼ିଶାରେ ଭୁତ ସରକାର, ଭୁତ ଯୋଜନା ଭୁତ ଜନତା ଜନତା ।
@abhilomsabar2961
@abhilomsabar2961 7 ай бұрын
Sabu pralabhitare ghahana karuchanti
@roshnimohapatra2797
@roshnimohapatra2797 7 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏 ଯେତେ ବା କରୁଛ ଯୋଜନା କାହିଁକି ଜନେକି ସେ କଥା ବୁଝିବେ ଆଗମୀ ଦିନରେ ନିର୍ବାଚନ ବେଳେ ସୁଧ ମୂଳ କରି ଶୁଝିବେ............... ଓହୋ ରେ ଗାଦି ଲୋଭ ଯେ କୌଣସି ପ୍ରକାରେ ଗାଦି ଟିଏ ଲୋଡ଼ା ସେ ପାଞ୍ଚ ଥର ହଉ କିମ୍ବା ଛଅ ଥର ହଉ ଆମେ ଗୋଟେ ଗୋଟେ ଐତିହାସିକ ରେକର୍ଡ଼ ରଖିଦେଇଯିବୁ ରାଜ୍ୟ ହଉ କି ରାଜ୍ୟବାସି ହୁଅନ୍ତୁ ସେସବୁ ପଛେ ଗାତକୁ ଯାଉ ଆମ ର ପ୍ରତିପତି ସହିତ ଦୁର୍ନୀତି ଉପାୟରେ ଉପାର୍ଜିତ ଧନ ର ସ୍ତୁପ ଆମ ପାଖରେ ଥାଉ। ଆମ ଓଡ଼ିଶା ପଛେ ଅଣ ଓଡ଼ିଆ ତାମିଲ୍ ଲୋକଙ୍କ ପାଖରେ ବନ୍ଧା ପଡ଼ି ଯାଉ କିନ୍ତୁ ଲୋକମାନେ ଠିକ୍ ବୁଝି ଗଲେଣି............
Alex hid in the closet #shorts
00:14
Mihdens
Рет қаралды 14 МЛН
Spot The Fake Animal For $10,000
00:40
MrBeast
Рет қаралды 169 МЛН
路飞太过分了,自己游泳。#海贼王#路飞
00:28
路飞与唐舞桐
Рет қаралды 21 МЛН
WHAT’S THAT?
00:27
Natan por Aí
Рет қаралды 14 МЛН
Alex hid in the closet #shorts
00:14
Mihdens
Рет қаралды 14 МЛН