No video

ବୁଦ୍ଧି ଶିଖିଲେ କରି ଦେଖାଇଲେ || Bahuda Yatra || Gundicha Yatra || Lord Jagannath || Srimandir || OR

  Рет қаралды 20,027

Odisha Reporter

Odisha Reporter

Күн бұрын

#ବାହୁଡ଼ା_ଯାତ୍ରାକୁ_ବିଶୃଙ୍ଖଳାମୁକ୍ତ_କରିବାର_ସବୁଠୁ_ବଡ଼_ଦୃଷ୍ଟାନ୍ତ
ଏ ବର୍ଷ ଗୁଣ୍ଡିଚା ଯାତ୍ରାରେ ଏକାଧିକ ବିଲକ୍ଷଣ ଓ ବିଶୃଙ୍ଖଳା ପରେ ଚେତିଛି ପ୍ରଶାସନ, ସୁଦୃଢ଼ ହୋଇଛି ବ୍ୟବସ୍ଥା। ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାକୁ ବିନା କୌଣସି ବିଶୃଙ୍ଖଳାରେ ସମାପନ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ଆରମ୍ଭର ସମୟ ଥିଲା ଦିନ ୧୨ଟା। ହେଲେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା ଘଣ୍ଟାଏ ୧୫ ମିନିଟ୍ ଆଗୁଆ ଅର୍ଥାତ ସକାଳ ୧୦ଟା ୪୫ରୁ। ସେହିଭଳି ବେଶ୍ ସଅଳ ସଅଳ ସରିଥିଲା ଛେରାପହଁରା, ଚାରମାଳ ଫିଟା ଓ ଘୋଡ଼ାଲାଗି ଆଦି ନୀତିକାନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #lordjagannatha #puri #rathayatra #Odisha #OdishaReporter #gundichajatra

Пікірлер: 12
@bibhutijena3383
@bibhutijena3383 Ай бұрын
ଶ୍ରୀମନ୍ଦିର ର ପ୍ରଶାସକ ସବୁବେଳେ ଓଡ଼ିଆ ଏବଂ ଜଗନ୍ନାଥ ପ୍ରେମୀ ହେବା ଆବଶ୍ୟକ ।
@asutoshbiswal7173
@asutoshbiswal7173 Ай бұрын
Jay jagannath Swami ji 👏👏
@akshayswain1865
@akshayswain1865 Ай бұрын
Right
@tapukumarjena9522
@tapukumarjena9522 Ай бұрын
Jay shree Ram Jay Jagannath Swami 🙏🙏🙏🙏💐💐💐 very good
@BiswajitMallick-fb2lw
@BiswajitMallick-fb2lw Ай бұрын
Jay Jagannath Swami ❤❤❤
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
@sudhansujena6588
@sudhansujena6588 Ай бұрын
Best officer ever
@saitagolory-jl9zc
@saitagolory-jl9zc Ай бұрын
very good
@DusmantaNaik-mp6wp
@DusmantaNaik-mp6wp Ай бұрын
@saukatallikalapahad8833
@saukatallikalapahad8833 Ай бұрын
ଚେତିଲା ଝିଅ,ଘର କରେ।
@user-dx2zj5jh7v
@user-dx2zj5jh7v Ай бұрын
Nitikanti nuhe ,Nitiniama Kuhantu.
@hrusikeshkothia599
@hrusikeshkothia599 Ай бұрын
Gote ias ku ety coverage
Meet the one boy from the Ronaldo edit in India
00:30
Younes Zarou
Рет қаралды 15 МЛН