ଚା ଏବଂ ସ୍ଵାସ୍ଥ୍ୟ: ଡାକ୍ତରଙ୍କ ମତ ☕ || Tea Decoded: Doctor Speaks || IN ODIA

  Рет қаралды 3,564

Dr Sarthak Satpathy

Dr Sarthak Satpathy

Күн бұрын

Пікірлер: 38
@swapankumardey7246
@swapankumardey7246 5 күн бұрын
Enjoying tea doesn’t add calories to our body. My tea preparation is absolutely different to that of common practice with most of us. You can say it as “tea ceremony” like Japan. I never add tea leaves to the boiling water. I brew tea leaves. I use 100% Darjeeling leaf tea first flash. I first rinse the clay teapot with hot water and add tea leaves to the pot and add boiling water as per the required quantity and put the lid on and cover the teapot with a woollen tea-cosy and allow brewing for four to five minutes and then transfer the liquor to the tea pot and ship like wine and enjoy the aroma. I never add sugar and creamer.
@drsarthaksatpathy
@drsarthaksatpathy 4 күн бұрын
ଆପଣଙ୍କ ଚା ବନେଇବା ତରିକା ଅନ୍ୟତମ। ବହୁତ୍ ବହୁତ୍ ଧନ୍ୟବାଦ। ଜୟ ଜଗନ୍ନାଥ 🙏🏻
@swapankumardey7246
@swapankumardey7246 3 күн бұрын
@ ଅସଂଖ୍ୟ ଧନ୍ୟବାଦ। ଯଦିଓ ଆମ ବଂଶରେ କାହାର ମଧୁମେୟ ରୋଗ ନାହି, ତେବେ ମଧ୍ଯ ମୁ ଚାହାରେ ଚିନି ମିଶାୟ ନାହି। ଏହି ପ୍ରକାର ଚାହା ବନାଇବା ମୁ ମୋ ମା ପାଖରୁ ଶିଖିଛି। ମୋର ସ୍କୁଲ ପଢିବା ସମୟ ରୁ ଦେଖିଛି ଆମ ଘରେ ଟସ୍ କମ୍ପାନିର ଦାର୍ଜିଲିଂ ହ୍ୟେପିଭ୍ଯାଲି ରୁ ୧୦୦% ପତ୍ର ଚାହା ଆସୁଥିଲା। ଭରତ ସ୍ବାଧିନ ହେବା ପରେ ଟସ୍ କମ୍ପାନି ବନ୍ଦ ହୋଇଗଲା। ତା ପରେ ଲିପ୍ଟନ ଗ୍ରିନ ଲେବଲ ଚାହା ଆସୁଥିଲା। ବହୁତ ଦିନ ପରେ ଲିପ୍ଟନ ଆଉ ଅୁଚ୍ତ ମାନର ଚାହା ଇଓ୍ଯୋଲେ ଲେବେଲ ରେ ବଜାରକୁ ଆଣିଲା। ବର୍ତମାନ ଆମେ ଦୁଇଜଣ ସେହି ଚାହା ପିଇ ଥାଉ। ଶୁଣିଲେ ଆଶ୍ଚର୍ଯ୍ଯ ହେବେ, ଯେ, ଆମେ ସେହି ଚାହା ପତ୍ର କୁ ଦୁଇ ଥର ବ୍ରୁଅଂ (brewing) କରି ପିଉ। ସକାଳ ଓ ସନ୍ଧା ରେ। ଆଉ ଦୁଇ ମାସ ପରେ ମୁ ୮୦ ବର୍କ୍ଷରେ ପଦାର୍ପଣ କରିବି। କଟକ ସି.ଡି.ଏ ରେ ନିଜ ଘରେ ରୁହେ। ଏକ ମାତ୍ର ପୁଅ, ଏମେରିକାର ନାଗରିକ, ଏମେରିକାର ସିୟାଟେଲ ରେ ନିଜ ଘରେ ରୁହେ। ଆମର ୮ ବର୍ସର ଗୋଟିଏ ନାତୁଣି ଅଛି, ଗ୍ରେଡ ୩ ରେ ପଢେ। ପ୍ରତି ରବିବାର ତା ସାଂଗରେ ଆଇ ପ୍ୟାଡ ରେ ଫେସଟାଇମ ରେ ବହୁତ କଥା ହୁଏ। ଗତ ସାମାର ରେ ଆମେ ଦୁଇଜଣ ସେମାନନ୍କ ପାଖରେ ହୁଇ ମାସ ଥିଲୁ। ସେମାନେ ଆଗ ବର୍କ୍ଷ କଟକ ଆସିଥିଲେ। ଆପଣ, ଭଲରେ ରୁହନ୍ତୁ ଏବଂ କିଛି ରୋଚକ ବିସୟରେ ଆମକୁ ଜଣେଇ ଆମକୁ ଆଲୋକିତ କରାନ୍ତୁ।
@DamayantiSashni
@DamayantiSashni 2 күн бұрын
Very nice message thank you brother
@Murfy-o4m
@Murfy-o4m 3 күн бұрын
Thank you Doctor for your good advice on tea ☕
@nanditasarangi2638
@nanditasarangi2638 15 күн бұрын
ବହୁତ ସୁନ୍ଦର ତଥ୍ଯ 👍🏾 ଧନ୍ୟବାଦ ଜୟ ଜଗନ୍ନାଥ 🙏
@drsarthaksatpathy
@drsarthaksatpathy 15 күн бұрын
Share ନିଶ୍ଚିତ କରିବେ। ଜୟ ଜଗନ୍ନାଥ 🙏🏻
@MonaNinu-j6r
@MonaNinu-j6r 9 сағат бұрын
I love tea, by hook or kook I need tea
@SUBHASMITAMAHARANA-os5ps
@SUBHASMITAMAHARANA-os5ps 14 күн бұрын
Beautiful advice sir
@drsarthaksatpathy
@drsarthaksatpathy 14 күн бұрын
ବହୁତ୍ ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻
@nirjharinidash6034
@nirjharinidash6034 16 күн бұрын
Jai jagannath sir 🙏
@drsarthaksatpathy
@drsarthaksatpathy 16 күн бұрын
ଜୟ ଜଗନ୍ନାଥ 🙏🏻
@Anil-hq7fv
@Anil-hq7fv 19 сағат бұрын
Sir ଥଣ୍ଡା କେମିତି କମିବ ତା ବିଷୟରେ କୁହନ୍ତୁ
@babitadalai4779
@babitadalai4779 5 күн бұрын
Good advice 👍
@drsarthaksatpathy
@drsarthaksatpathy 5 күн бұрын
ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻
@nabinchandranandi6068
@nabinchandranandi6068 3 күн бұрын
ଚାହା କ୍ଷତିକାରକ । ଏକ ମାସ ଚାହା ଛାଡି ପରୀକ୍ଷା କରି ଦେଖନ୍ତୁ ଦେହ ଭଲ ରହିବ ।
@parasarasahu1073
@parasarasahu1073 5 күн бұрын
Good advice
@drsarthaksatpathy
@drsarthaksatpathy 5 күн бұрын
ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻
@sarosony
@sarosony 16 күн бұрын
Super sir 🙏🙏
@drsarthaksatpathy
@drsarthaksatpathy 15 күн бұрын
ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻
@cookwithindira
@cookwithindira 16 күн бұрын
Thankyou ♥️
@drsarthaksatpathy
@drsarthaksatpathy 15 күн бұрын
🤗🤗🤗
@NomadicJRS
@NomadicJRS 16 күн бұрын
Sir, Gunstock deformity can be corrected? Mo left hand elbow dislocated hei thila,ta pare hand bend hei jaichi.
@drsarthaksatpathy
@drsarthaksatpathy 15 күн бұрын
ଆପଣ ଜଣେ ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଜୟ ଜଗନ୍ନାଥ 🙏🏻
@sarosony
@sarosony 16 күн бұрын
❤❤❤
@ManaswiniBehera-j9w
@ManaswiniBehera-j9w 5 күн бұрын
Pcod upare video anantu
@SUBHASMITAMAHARANA-os5ps
@SUBHASMITAMAHARANA-os5ps 14 күн бұрын
Gall bladder remova pare fatty liver hebar chances badhijaeki sir kuhantu please 🙏
@drsarthaksatpathy
@drsarthaksatpathy 14 күн бұрын
ସେମିତି ସିଧାସଳଖ ଭାବରେ ତ ହୁଏ ନାହିଁ କିନ୍ତୁ ଯଦି ଆପଣଙ୍କ ଠାରେ ସେମିତି ହେଉଛି ଏହା ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ହେଇଥାଇପରେ। ରୋଗୀ କୁ ପରୀକ୍ଷା କରିଲେ ସଠିକ୍ ଜିନିଷ କହିହେବ। ନ ଦେଖି ଅନୁମାନ ଲଗାଇବା କଷ୍ଟ। ଜୟ ଜଗନ୍ନାଥ 🙏🏻
@Adityafoodandvlogs
@Adityafoodandvlogs 4 күн бұрын
Mote cha bahut bhala lage 3 times pie ❤❤❤bina cha re kebe dina kate nahin
@drsarthaksatpathy
@drsarthaksatpathy 4 күн бұрын
କେବେ ଦେଖା ହେଲେ ଚା ପିଇବା। ଜୟ ଜଗନ୍ନାଥ 🙏🏻
@RatnakarPalo-k5c
@RatnakarPalo-k5c 5 күн бұрын
Tea is a source of caffeine.
@drsarthaksatpathy
@drsarthaksatpathy 5 күн бұрын
ଠିକ୍ କହିଛନ୍ତି ଆପଣ।
@nirjharinidash6034
@nirjharinidash6034 16 күн бұрын
Sir mu au mo husband Dina ku 2times ☕piuchu.morning au evening re ,au alga time re ☕ piunu..
@drsarthaksatpathy
@drsarthaksatpathy 15 күн бұрын
🙏🏻🙏🏻🙏🏻☕
@jayantijayanti5768
@jayantijayanti5768 5 күн бұрын
Dinaku gote thara
@drsarthaksatpathy
@drsarthaksatpathy 4 күн бұрын
ବହୁତ୍ ବଢିଆ 😀
@sailabalapanda9454
@sailabalapanda9454 5 күн бұрын
Good Advice Sir.
@drsarthaksatpathy
@drsarthaksatpathy 4 күн бұрын
ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН
ЗНАЛИ? ТОЛЬКО ОАЭ 🤫
00:13
Сам себе сушист
Рет қаралды 4,1 МЛН
MAGIC TIME ​⁠@Whoispelagheya
00:28
MasomkaMagic
Рет қаралды 38 МЛН
5 Health & Lifestyle Myths-Dr. B M Hegde
15:28
Dr. B M Hegde Fans Club
Рет қаралды 74 М.
Most doctors don't know what health is.? - Dr. B M Hegde
23:46
Dr. B M Hegde Fans Club
Рет қаралды 88 М.
ජනාධිපති AKD  Excellent | Tissa Jananayake with Life (EP 145)
22:35
Tissa Jananayake with Life
Рет қаралды 267 М.
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН