Excuse Me Jaha Kahibi Sata Kahibi | Season-4 | Full Ep 14 | TarangTV | Papu Pom Pom Comedy

  Рет қаралды 130,930

Tarang TV

Tarang TV

Күн бұрын

#PapuPomPomComedy #ExcuseMeJahaKahibiSataKahibi #PapuPomPom
_
►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
►Like us on Facebook
/ tarangtv
►Follow us on Twitter
/ tarangtvodisha
►Follow us on Instagram
/ tarangtv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...
Visit our TarangTV website for further details: www.tarangtv.in
#TarangComedy

Пікірлер: 633
@Sinusahoowd2dm
@Sinusahoowd2dm 6 күн бұрын
ଓଡ଼ିଆ ହେଇ ବି ଆମକୁ ଓଡ଼ିଆ କହିବାକୁ ଲାଜ ଲାଗୁଚି ଓଡ଼ିଆ ପର୍ବ ପର୍ବାଣୀ ଓ ଲୋକ କଥା ହଜିଯାଉଛି ସେଇଥି ପାଇଁ ଜଣେ ହାସ୍ୟ ଅଭିନେତା ବା ଜଣେ କଳାକାର ଙ୍କ ର ଏକ ପ୍ରୟାସ ସତରେ ସ୍ବାଗତ ଯୋଗ୍ୟ 🎉
@suchismitatripathii
@suchismitatripathii 6 күн бұрын
ଯାହା ହଉ ପପୁ ଭାଇ ମୋ କଥା ରଖିଲେ entry seen କୁ change କଲେ
@Haramani30
@Haramani30 6 күн бұрын
Supar mo bhai
@iam_sidheswar__01
@iam_sidheswar__01 6 күн бұрын
Thik kahila bhai, odia pila bhari chhoda giha bahara state language kahibe hele nija language kahibeni😅
@Sinusahoowd2dm
@Sinusahoowd2dm 6 күн бұрын
​​​@@iam_sidheswar__01 ହଁ ଆଜ୍ଞା ସତ କହିଲେ ଜିଏ ନିଜ ଭାଷା କହିବାକୁ କୁଣ୍ଠା କରେ ସେ ନିଜ ମା କୁ ମା କହିବା କୁ ନିଶ୍ଚିତ କୁଣ୍ଠା କରୁଥିବ😢
@Sinusahoowd2dm
@Sinusahoowd2dm 6 күн бұрын
​@@suchismitatripathii👍😊
@mohakud.official
@mohakud.official 6 күн бұрын
ଭଗବାନ ବୋଧେ ସବୁତକ କଳା ଏହି ଲୋକଟି ପାଖରେ ଭରିଦେଇଛନ୍ତି...Real Genius Papu Sir❤❤❤
@rasmiranjan3850
@rasmiranjan3850 6 күн бұрын
ସତରେ ପପୁ ଭାଇ ମୋର ଗୋଟେ ହୃଦୟ କୁ କେତେଥର ଦେବି ଆପଣଙ୍କୁ.... ଆପଣ କେବଳ ଏକମାତ୍ର ଲୋକ ଯିଏକି ଆମ ହଜିଯାଉଥିବା ସଂସ୍କୃତି ଆଉ ସଭ୍ୟତା କୁ ବଜାୟ ରଖିଛନ୍ତି ଏଇ ସୁନ୍ଦର ଶୋ ମାଧ୍ୟମରେ.. Love you papu bhai 🙏
@jagannath12396
@jagannath12396 2 күн бұрын
😂😂❤️❤️❤️
@bijayakumarmaharana8330
@bijayakumarmaharana8330 6 күн бұрын
ଆଜି ପର୍ଯ୍ୟନ୍ତ ସିଜିନ୍ ୪ ର ଯେତେସବୁ ହେଇଛି ଆଜି ସବୁଠାରୁ ବେସି ମନଛୁଆଁ ହେଲା ।
@inw5808
@inw5808 2 күн бұрын
Bolo haribola
@ffpapaytoffline9493
@ffpapaytoffline9493 Күн бұрын
N n n n n n nn nice 20:00 un
@BB-LYRICS-MUSIC
@BB-LYRICS-MUSIC 6 күн бұрын
Papu ଭାଇ ତମେ ସବୁ କଳାରେ ସମ୍ପୂର୍ଣ୍ଣ | ତମେ ହଉଛ ଓଡିଶା ରେ iconic 🗣️👌👌👌
@anantamallick3634
@anantamallick3634 6 күн бұрын
ପପୁ ଭାଇଙ୍କର ଉପସ୍ଥାପନା ଶୁଣିଓ ଦେଖି ମୋ ହୃଦୟରେ ରୋମାଞ୍ଚିତ ହୋଇଗଲା
@AkshayaKumarMajhi-w3z
@AkshayaKumarMajhi-w3z 6 күн бұрын
❤ ମୋ ହୃଦୟର ରାଜା - ପପୁ ପମ୍ ପମ୍ ❤ ମୁଁ 2011 ମସିହା ଠାରୁ ଆପଣଙ୍କ ସମସ୍ତ episode ଦେଖୁଛି ଆପଣ ଜଣେ multi talented କଳାକାର , ସମସ୍ତଙ୍କ ବୃତ୍ତି ତଥା ଜୀବନ ଜୀବିକାକୁ ପୁରା ଜୀବନ୍ତ ଭାବରେ ଉପସ୍ଥାପନ କରୁଛନ୍ତି ❤ ତେଣୁ ମୋ ହୃଦୟର ରାଜାକୁ ମୁଁ ହୃଦୟରୁ କୋଟି କୋଟି ଧନ୍ୟବାଦ୍ ଜଣାଉଛି ........
@thirdeye9492
@thirdeye9492 6 күн бұрын
ପାଲା.. ଓଡ଼ିଶାର ସଂସ୍କୃତି ପରମ୍ପରା ଐତିହ ସହିତ ଅଙ୍ଗାଙ୍ଗୀଭାବେ ଜଡିତ...ପ୍ରାଚୀନ ସାହିତ୍ୟ ଶାସ୍ତ୍ର ପୁରାଣ କାବ୍ୟ କବିତା ଛାନ୍ଦ ଚମ୍ପୁ ଓଡିଶୀର ପ୍ରଚାର ପ୍ରସାର ସୁରକ୍ଷା କେବଳ ପାଲା ମାଧ୍ୟମରେ ହିଁ ହୋଇପାରିବ..... ଲୋକକଳାର ସୁରକ୍ଷା.... ଓଡ଼ିଆ ସଂସ୍କୃତି ରକ୍ଷା... ଖୁବ ସୁନ୍ଦର.. ଧନ୍ୟବାଦ ❤️💚👍
@sorenbabu6743
@sorenbabu6743 6 күн бұрын
କଳା କହିଲେ ପପୁ କୁ ବୁଝାଏ. ଓଡିଶାର ଗର୍ବ ଗୌରବ ପପୁ. ନୂଆଖାଇ ଜୁହାର 🙏🙏🌹🌹♥️
@deepakvlog4645
@deepakvlog4645 6 күн бұрын
ସତରେ ଆମେ କେତେ ତଳକୁ ଖସିଯାଉଛୁ, ଆଧୁନିକ ଯୁଗରେ ଯାଉ ଯାଉ ପାଶ୍ଚାତ କୁ ଭୁଲି ଯାଉଛୁ, ଆଉ ପପୁ ଭାଇ ଙ୍କୁ ହୃଦୟ ରୁ ପ୍ରଣାମ କରୁଛି ଆମେ ହଜାଇ ଦେଉଥିବା ସଂସ୍କୃତି ଙ୍କୁ ବଜାଇ ରଖିବାକୁ ଏକ ସୁନ୍ଦର ପ୍ରୟାସ 🎉🎉🎉🙏🙏🙏🙏🙏
@pralayaofficial1060
@pralayaofficial1060 6 күн бұрын
ଆଜିର ଏହି ଉପାଖ୍ୟାନ ଟିକୁ ଦେଖି ଆଖିରେ ଲୁହ ଆସିଗଲା..ମୋ ବାପା ମଧ୍ୟ ଜଣେ ପାଲା ଶ୍ରୀ ପାଳିଆ ଆଜି ମଧ୍ୟ ମୋ ବାପା ପାଲା ପରିବେଷଣ କରିବା ପାଇଁ ଯାଇଛନ୍ତି.. ସମସ୍ତ କଳାକାର ଙ୍କୁ ହୃଦୟ ରୁ ଶୁଭେଚ୍ଛା ବିଶେଷ କରି ପପୁ ଭାଇଙ୍କୁ ଆଜିର ଏହି ଉପାଖ୍ୟାନ କୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିବା ରୁ ❤❤❤
@jyotiranjanpattanaik6076
@jyotiranjanpattanaik6076 6 күн бұрын
ଏକ ନିଆରା ଅଧ୍ୟାୟ, ବହୁତ ବହୁତ ଧନ୍ୟବାଦ ଏପରି ଅଧ୍ୟାୟ ପରିବେଷଣ କରିଥିବାରୁ...🙏🙏🙏
@Sinusahoowd2dm
@Sinusahoowd2dm 6 күн бұрын
Hm ଆଜ୍ଞା ଠିକ୍ କଥା
@anantamallick3634
@anantamallick3634 6 күн бұрын
ସୁନ୍ଦର ଉପସ୍ଥାପନା ଯାହା ହଜିଯାଉଥିବା ଓଡ଼ିଶାର କଳା ସଂସ୍କୃତିକୁ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି ପପୁ ଭାଇ
@subratmeher3658
@subratmeher3658 6 күн бұрын
ପପୁ ପମ୍ ପମ୍ ଏମିତି ଜଣେ କଳାକାର ଯାହାକି ତାଙ୍କ ଦ୍ୱାରା ସବୁ ହୁଏ 🙏🙏🙏
@jyotiranjanpattanaik6076
@jyotiranjanpattanaik6076 6 күн бұрын
ବିନା skip ରେ ପ୍ରଥମ ଥର ଗୋଟିଏ ଏପିସୋଡ ଦେଖିଲି... ଧନ୍ୟବାଦ 🙏🙏🙏
@H.bhai_Reshma_Miku_creations
@H.bhai_Reshma_Miku_creations 6 күн бұрын
ଭାଇ ପପୁ ଭାଇଙ୍କର ସବୁ episode ଏମିତି ବିନା skip ❤
@DusmantCreations
@DusmantCreations 5 күн бұрын
Mubi
@Tanmay_sahoo
@Tanmay_sahoo 6 күн бұрын
Great voice Great patience Great knowledge Great presentation There is only one Man papu pom pom = Goosebumps 🔥
@dineshmohanty182
@dineshmohanty182 6 күн бұрын
ପପୁ ଭାଇ ଙ୍କ ପରି ଜଣେ talented ଅଭିନେତା ସାରା ଭାରତ ରେ ଖୋଜିଲେ ବି ମିଳିବେ ନାହଁ
@prabhukalyansahoo4528
@prabhukalyansahoo4528 6 күн бұрын
ପପୁ ଭାଇ ଏଇ episodeଟି ଆପଣଙ୍କ ପ୍ରତିଭାର ଭରପୁର ପ୍ରମାଣ। You're the real gem 💎 of Odia industry. Multi talented 👍 କୌଣସି ଚରିତ୍ର କରିବା ପୂର୍ବରୁ ତା ପାଇଁ ଆପଣଙ୍କ in-depth research ଆପଣଙ୍କ ଅଭିନୟକୁ ନିଖୁଣ ଆଉ ନିଆରା କରିଦିଏ। ଚମତ୍କାର 🫡 We're proud that You're in Odia industry.
@jagadishbarik-gp5vu
@jagadishbarik-gp5vu 6 күн бұрын
26:00 ଆପଣଙ୍କ ଗୀତ ଶୁଣି ମୋ ଆଖିରେ ଲୁହ ଆସିଗଲା 😢
@techodia24
@techodia24 3 күн бұрын
ସମସ୍ତ ତରଙ୍ଗ ପରିବାର ଏବଂ ପପୁ ଭାଇ ଆଉ ଆମ ପାଲା ସଂସ୍କୃତି ପରିବାର କୁ ହୃଦୟ ରୁ ଧନ୍ୟବାଦ୍ , ଆମ ନବେ ଦଶକର ପିଲାଙ୍କୁ ଆମ ପିଲା ଦିନ ମନେ ପଡ଼ିଗଲା ❤❤ ।
@SasmitaShashank
@SasmitaShashank 6 күн бұрын
ପପୁ ଭାଇ , ଆପଣ ଙ୍କୁ ବହୁତ ଶୀଘ୍ର ଜୟଦେବ ପୁରସ୍କାର ମିଳିବ!!! No doubt
@rakshyakarmahanta4227
@rakshyakarmahanta4227 6 күн бұрын
Papu bhai
@SasmitaShashank
@SasmitaShashank 5 күн бұрын
@@rakshyakarmahanta4227 Thanks for pointing out
@bhagirathibiswal715
@bhagirathibiswal715 5 күн бұрын
ଜୟ ଜଗନ୍ନାଥ, ଓଡ଼ିଶାର କଳା ଓ ସଂସ୍କୃତି ବଞ୍ଚେଇ ରଖିବା ଲାଗି ଏକ ପ୍ରୟାସ, ପାପୁ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପପୁ ବାବୁ ଜଣେ ଶ୍ରେଷ୍ଟ ଅଭିନେତା ମୁଁ ତାଙ୍କର ସମସ୍ତ ପ୍ରସଙ୍ଗ ଦେଖେ
@asimkumarsahoo9380
@asimkumarsahoo9380 6 күн бұрын
ମତେ ଏହି ଏପିସୋଡ ଟି ବହୁତ ଭଲ ଲଗିଲା କାରଣ ଏଥିରେ ସବୁ ନିଛକ ସତ ଗୁଡା କୁହାଯାଇଛି ଏତତ୍ ବ୍ୟତୀତ କମେଡ଼ି ହେଇନି ଯାହାକି ବହୁତ୍ ଭଲ ଲାଗୁଛି 👌❤
@bestmomentcricket7294
@bestmomentcricket7294 6 күн бұрын
ପାଲା ପରିବେଷଣ ଛୋଟ କଥା ନୂଁହେ.... ଆଜି ପପୁ ଭାଇ ଙ୍କ episode ଭଲ ଲାଗିଲା
@DON-BBSR
@DON-BBSR 6 күн бұрын
ଗୋଟେ ନୂଆ କଥା ଜାଣୀହେଲା ଆଜି 👍🙏
@royalbeauty.99
@royalbeauty.99 6 күн бұрын
"ଶୁଣ ସୁଜନ ହେ ପାଠ ପଢି ହେଲୁ ନାଶ.... ସମସ୍ତେ କାନ ରେ କଲମ ଖୋସିଲେ.. ବିଲ ବାଡି ହେଲା ଘାସ" 4:58
@subhrakantapati
@subhrakantapati 6 сағат бұрын
I love you baby 😅😅😅
@H.bhai_Reshma_Miku_creations
@H.bhai_Reshma_Miku_creations 6 күн бұрын
ଗୋଟିଏ ସତ କଥା କହିବି ଏହି episode ଟି ଦେଖିକି ଏବଂ ଶୁଣିକି ମୋ ଆଖିରେ ଲୁହ ଆସିଗଲା 😢 ମୋ ବାପାଙ୍କର ବାପା ଜଣେ ଜଣାଶୁଣା ବାଦକ କଳାକାର ଥିଲେ ଏବଂ ମୋ ବାପାଙ୍କ ବାପା ଜଣେ ଜଣାଶୁଣା ଗାୟକ ଥିଲେ 😮 ସେ ଯାହା ବି ହେଉ 😍 ଏ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା 😮
@satyajitguin222
@satyajitguin222 6 күн бұрын
ସବୁ episode ଠାରୁ ଏହି episode ସବୁଠୁ ଭଲ ହେଇଛି । ❤
@jagumw1422
@jagumw1422 6 күн бұрын
ପପୁ ଭାଇଙ୍କ ଭଳି ଜଣେ altranetive ଚରିତ୍ର ଆମ ଓଡ଼ିଆ ସିନେଜଗତ ପାଇଁ ଗର୍ବର କଥା i love you ପପୁ ଭାଇ ତମେ ସର୍ବଗୁଣ ସମ୍ପର୍ଣ୍ଣ, ମଜାରେ ମଜାରେ ତମେ ଦୁନିଆର ସବୁ ସତ କଥା ଦେଖାଉଛ ଆମ ଆଖି ଖୋଲିଦେଉଛ 😂😂😂😂
@motivationalraj9472
@motivationalraj9472 4 күн бұрын
Mu ete episode dekhichi aji kintu garba laguchi papu sir nka pain I love you sir we are proud of you satare odisha ra garba kebe rajneet ku asibeni jay papu sie jay tarang great concept
@er.saumya8581
@er.saumya8581 2 күн бұрын
କୌଣସି ଚରିତ୍ରରେ ଅଭିନୟ କରିବା ଆଗରୁ ପପୁ ଭାଇ କେମିତି ପ୍ରସ୍ତୁତି କରୁଛନ୍ତି ଜେ ଜାଣି ହଉନି ସେ ଜଣେ କଳାକାର ନା ବାସ୍ତବ ଚରିତ୍ର। ସତରେ ଏମିତି କଳାକାରଙ୍କୁ ହୃଦୟରୁ ଧନ୍ୟବାଦ।
@kumarsanu949
@kumarsanu949 6 күн бұрын
ଚମତ୍କାର ଉପସ୍ଥାପନ କେବେଳ ପପୁ ଭାଇ ହିଁ ଜଣେ ମଣିଷ ଯିଏ କି ସଂସ୍କୃତି ପାଲାକୁ ଉ୍ଜୀବିତ ର ପଥ ଲୋକ ଲୋଚନ କୁ ଆଣିପାରିଲେ
@balarambarik9722
@balarambarik9722 5 күн бұрын
ସତରେ ଆଜିର ଏଇ ଆଧୁନିକ ଦୁନିଆରେ ..ଆମ ଓଡିଆ ଭାଷାର ସଂସ୍କୃତି ଓ ପରମ୍ପରା କିପରି ଆମ ଜନମlନସରେ କିପରି ଏକ ସକାରାତ୍ମକ ପ୍ରଭାବ ପକାଇବ ତାହା ପପୁ ସାର.. ଦ୍ଵାରା..ତାହା .. ଏହି କାର୍ଯ୍ୟକ୍ରମ ମାଧ୍ୟମରେ.. ସୁନ୍ଦର ଭାବେ.. ପ୍ରକାଶିତ ହୋଇଛି... ଏହା ସ୍ବାଗତ ଯ୍ୟୋଗ ❤..
@sibasiba7588
@sibasiba7588 6 күн бұрын
ଆଜି ଏହି episode ଟି ଭଲ ଲାଗିଲା ଗୋଟେ ଲାଇକ ଟେ ହଉ👌👌😍
@manojsatapathy7849
@manojsatapathy7849 6 күн бұрын
ସୁନ୍ଦର ଉପସ୍ଥାପନା, ଚମତ୍କାର ପରିବେଷଣ...ଧନ୍ୟବାଦ ପପୁ ଦାଦା...Love from sambalpur....ଓଡ଼ିଆ ଅସ୍ମିତା...
@girimk8629
@girimk8629 5 күн бұрын
ଖୁବ ସୁନ୍ଦର ଏହା ପରେ , ଦାସ କାଠିଆ ବିଶୋୟ ରେ. Episode କରନ୍ତୁ
@MaheswarSingh-cg9yx
@MaheswarSingh-cg9yx 6 күн бұрын
ସତରେ ଆଜିର episode ସ୍ବାଗତଂ ଯୋଗୀୟ... 💐💐💐🙏
@eswarshoppingmart3051
@eswarshoppingmart3051 6 күн бұрын
Odisha re no 1 Papu pam pam bhai 🥰🥰🥰
@_BKpanda1993
@_BKpanda1993 6 күн бұрын
ପପୁ ସାର୍ ଗୋଟେ ଓଡ଼ିଆ ଫିଲ୍ମ୍ ପ୍ରଡିୟୁସର୍ ମାନଙ୍କ ବିଷୟରେ episode ଟେ ହଉ , ନହେଲେ ଓଡ଼ିଆ ଫିଲ୍ମ୍ ବୁଡ଼ିଯିବ 🙏, ମୋର ଅନୁରୋଧ ରଖିବେ 🙏
@asishbehera5231
@asishbehera5231 6 күн бұрын
Bas bas
@Mr-ishan123
@Mr-ishan123 6 күн бұрын
Right 👍
@udaykarkhatua9410
@udaykarkhatua9410 6 күн бұрын
ଭାଇନା ବଡ଼ ଡେଞ୍ଜର ଜାଗାରେ ହାତ ମାରିବାକୁ କହୁଛ କିନ୍ତୁ ଭଲ ଟପିକ ଟା ହେବ
@SudhirMeher77
@SudhirMeher77 6 күн бұрын
Cricket fan ଗୋଟେ episode ହଉ👍
@sushantasahu6107
@sushantasahu6107 6 күн бұрын
RCB fan..
@CRMohanty515
@CRMohanty515 6 күн бұрын
Csk
@Sobharamchhachhan
@Sobharamchhachhan 6 күн бұрын
Ipl au wc ...ra dukha ,raga ,khusi, mix
@hrxchinmaya
@hrxchinmaya 6 күн бұрын
2005 ମସିହା ରୁ ଆରମ୍ଭ ହେଇଥିଲା ଆପଣଙ୍କ comedy ସେ ପୁଣି 104FM ରେଡ଼ିଓ ଚକ୍ଲେଟ ଧୁମ୍ ମିଠାରେ,,,ଆଉ ଆପଣଙ୍କ ର ପ୍ରଥମ movie ତୁ ମୋ ଆଖିର ତାରା ,,,ମୁ ସେବେଠୁ ଦେଖିଆସୁଚି ,,
@OdiaSuvichar90
@OdiaSuvichar90 6 күн бұрын
ଅପ୍ରିୟ ସତ କଥା କହିଲେ ପପୁ ଭାଈ। ସତରେ ଆଉ ପାଲା ଦାସକାଠିଆ ଦେଖିନାହାନ୍ତି ,, କିନ୍ତୁ ଏମିତି ପପୁ ଭାଈ ବୁଝାଇଲେ ବୋଧେ ପୁଣି ଆଧ୍ୟାତ୍ମିକକୁ ଲୋକ ଫେରିଆସିବେ ❤
@ranjanmeher3217
@ranjanmeher3217 5 күн бұрын
ଏହିପରି ଶିକ୍ଷଣୀୟ ଅଧ୍ୟାୟ ଦେଖି ମନ ଖୁସି ହୋଇଗଲା । ଆଗକୁ ଏମିତି କିଛି ନୂଆ ନୂଆ ବିଷୟ ବସ୍ତୁ ଉପସ୍ଥାପନା କରିବାକୁ ଅନୁରୋଧ ।
@hrusikeshapanda5
@hrusikeshapanda5 6 күн бұрын
ଏକ ସୁନ୍ଦର ଉପସ୍ଥାପନା ପଲ୍ଲା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ତେଣୁ ପାଲା ଦେଖ ଓ ଶିଖ ଆମ ଓଡ଼ିଆ ପରମ୍ପରା
@pabitranath5075
@pabitranath5075 2 күн бұрын
Tame dekhucha ki
@hrusikeshapanda5
@hrusikeshapanda5 2 күн бұрын
ହଁ ଭାଇ ସମୟ ମିଲିଲେ ନିଶ୍ଚୟ ଦେଖେ ଏଵଂ ଆଗକୁ ଦେଖିବି।
@pabitranath5075
@pabitranath5075 2 күн бұрын
@@hrusikeshapanda5 dekha auu se anta hala dudha hala dekhani se guda dekhile bdy het 🔥 haba chhada auu kichi nuha
@hrusikeshapanda5
@hrusikeshapanda5 2 күн бұрын
ଯେବେ ସମୟ ହେଉଛି ପାଲା ବି ଦେଖ। ଖାଲି ନାଚ ଦେଖିଲେ କଣ କିଛି ନୂଆ ଶିକ୍ଷ୍ୟା ପାଇପାରିବ। ସବୁ କିଛି ଦେଖ ଆଉ ଶିଖିବାକୁ ଚେଷ୍ଟା କର।
@pabitranath5075
@pabitranath5075 2 күн бұрын
@@hrusikeshapanda5 sabu delha Bt se dudha hala dekhani
@ollywoodentertainment4239
@ollywoodentertainment4239 6 күн бұрын
ପପୁ ସାର୍ ଙ୍କୁ ପ୍ରଶଂସା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ 🙏 ମୋହାନ୍ କଳାକାର ❤
@maheswarbehera7719
@maheswarbehera7719 4 күн бұрын
ବହୁତ ଭଲ ଲାଗିଲା ଏହି ଏପିଶୋଡ। ପପୁ ଭାଇଙ୍କ ଦ୍ଵାରା ଏକ ନିଆଁରା ପ୍ରୟାସ। ପୁରା ମନକୁ ଛୁଇଁ ଗଲା ।👍🏻✅💯
@bapudd
@bapudd 4 күн бұрын
Ama... Kala.. sanskruti.. a bhali.. episode.. ahuri asu.. papu bhaii tarang tv.. ku dhanyawad... Especially ae episode painn
@jyotiranjannayakvlogs367
@jyotiranjannayakvlogs367 6 күн бұрын
This episode is something different ପପୁ ଭାଇ ଜଣେ multi talented artist ୟା ପରେ ଥଳ ମାରାଣ୍ଡି episode ଗୋଟେ ହେଇଯାଉ ❤ frm ଆନନ୍ଦପୁର, କେନ୍ଦୁଝର
@gopabandhubarik1054
@gopabandhubarik1054 Күн бұрын
Byomkesh bhai, your presence makes this episode unique and special. Hats off to you. I stay in Mumbai, but usually watch this episode always and repeatedly to the old episodes of Papu Bhai. He is too genius. Though I stay in Mumbai since last 30 years, but his dialogues recollects odisha culture and day to day life very accurately. Thanks to Tarang Channel and all the characters who represent and continue this episode from so many years.
@sukantadash3070
@sukantadash3070 5 күн бұрын
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପପୁ ବାବୁ ଙ୍କୁ ଅଶେଷ ଧନ୍ୟବାଦ୍ ।ଜୟ ଜଗନ୍ନାଥ ।।
@nilamadhabamohapatra5765
@nilamadhabamohapatra5765 6 күн бұрын
ସତରେ ଏମିତି ପପୁ ଭାଇ ସୁପର୍,ହୁଏତ ଏଇଠୁ ପାଲା ଅଗ୍ରଗତି ହେବ।ସମସ୍ତେ ପାଲା ଟିକେ ଦେଖନ୍ତୁ, ପାଲା, ଦାସ୍ କାଠିଆ କଳାକାର ମାନଙ୍କୁ ବଞ୍ଚିବାର ଖୋରାକ ଯୋଗନ୍ନ୍ତୁ। ଜୟ ଜଗନ୍ନାଥ, ଜୟ କଳା
@Biggy007
@Biggy007 6 күн бұрын
ପପୁ ଭାଈ ଅତି ଚମତ୍କାର ଅଭିନୟ ଓଡିଆ ଅସ୍ମିତା ❤
@subhasisop2788
@subhasisop2788 5 күн бұрын
Satare Papu bhai and team garba ଲାଗୁଛି ଆମ କଳା ସଂସ୍କୃତି କୁ ଆମ ପାଖରେ ପହଞ୍ଚାଇ ଥିବାରୁ ଜୟ ଜଗନ୍ନାଥ ବନ୍ଦେଉତ୍କଳ ଜନନୀ ମହାପ୍ରଭୁ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ ❤❤❤
@SidharthaBehera99
@SidharthaBehera99 6 күн бұрын
Odisha ra No. 1 Talent Papu Bhai❤
@rajnayak1989
@rajnayak1989 6 күн бұрын
Multi-talented Guy in our odisha. Salute .. PAPU PAM PAM
@bikramrana7311
@bikramrana7311 3 күн бұрын
The LEGENDARY man THE popu pom pom. I think there is no one actor in this world like popu bhai... SALUTE TO YOU SIR🎉
@brajamohanty6220
@brajamohanty6220 6 күн бұрын
ଅତି ସୁନ୍ଦର ଉପସ୍ଥାପନା
@user-oo1pz9sp2x
@user-oo1pz9sp2x 6 күн бұрын
ବହୁତୀ ବଢିଆ ପପୁ ଭାଇ ଆପଣ ବହୁତୀ ଜ୍ଞାନୀ ମଣିଷ ଜଣେ ବହୁତୀ ବଢିଆ..
@gopalpadhi1048
@gopalpadhi1048 6 күн бұрын
A beautiful presentation. Papu pam pam has presented a real problem, hope this art will survive by this type of discussion.
@Babulbabublog
@Babulbabublog 6 күн бұрын
ମୋ ପରି କିଏ କିଏ coment ପଡ଼ିବାକୁ coment box କୁ ଆସିଛ like କର ଜୟ ଜଗନ୍ନାଥ 🙏🙏
@nilamadhabamohapatra5765
@nilamadhabamohapatra5765 6 күн бұрын
ଆଉ ଗୋଟିଏ ପାଲା ଉପରେ episode କରାଯାଉ
@biswojitnayak9562
@biswojitnayak9562 6 күн бұрын
ପପୁ ଭାଇ ତୁମର କଳା ନିପୁଣତା ହୃଦୟ ସ୍ପର୍ଶୀ
@litusahu5267
@litusahu5267 6 күн бұрын
ପପୁ ଭାଇ ଅପୋନୋ ଥରେ ଗାଈ ଚାଷୀ ବା କ୍ଷୀର ବାଲା ବିଷୟରେ ଗୋଟିଏ ଅଧ୍ୟାୟ କରନ୍ତୁ
@uttamnaik4057
@uttamnaik4057 5 күн бұрын
Seriously ...Full pakage of acting....jou character kale bi Papu Bhai...10000% ❤❤❤❤❤
@hellosuryamani9684
@hellosuryamani9684 4 күн бұрын
ବହୁତ ବହୁତ ଧନ୍ୟବାଦ ପପୁ ଭାଇ ଓ ତରଙ୍ଗ ଟିମ୍ ❤🎉🎉
@Official_Khusi1
@Official_Khusi1 6 күн бұрын
ସବୁ ଠୁ ଏ ଟା ଭଲ ଲାଗିଲା 😂😂
@debendrabehera3
@debendrabehera3 6 күн бұрын
ଅତିସୁନ୍ଦର ଲାଗିଲା🙏🙏💐👍👍🙏👌
@binayatoshmallik2322
@binayatoshmallik2322 7 күн бұрын
The leaving Legend papu bhai. It's not easy yaar . Jane atee versatile acting kemiti kari pare bhabile munda kharab hei jauchi.
@pen-paperthoughts6711
@pen-paperthoughts6711 6 күн бұрын
odisha ra bahut vala kalakar mane chalijaichhanti, mora setiki mana dukha heini,but apana chaligale bahut mana dukha haba.
@dpdhal5362
@dpdhal5362 5 күн бұрын
ଏହା କେବଳ ଏକ Episode ନ ଥିଲା, ଆଧୁନିକ ସମାଜ ପାଇଁ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ❤😊। ଜୟ ଶ୍ରୀ ରାମ 🙇🌷
@Sunil-xc5nm
@Sunil-xc5nm 6 күн бұрын
ବହୁତ ସୁନ୍ଦର ଉପସ୍ଥାପନା 🙂 ଓଡ଼ିଆ ଅସ୍ମିତା କଥାରେ ନଥାଏ 😢 ଆମ ସଂସ୍କୃତି ବଞ୍ଚିଲେ ଓଡ଼ିଆ ର ପରିଚୟ ବଞ୍ଚିକି ରହିବ😢
@KumarPrabhat796
@KumarPrabhat796 5 күн бұрын
Odisha ra bada kalakara .is papu Bhai 🎉🎉🎉🎉❤❤ Love you papu Bhai
@bhagirathimohapatra3604
@bhagirathimohapatra3604 5 күн бұрын
ବହୁତ ବଢିଆ ଅଧ୍ୟାୟ 👍 ଧନ୍ୟବାଦ ତରଙ୍ଗ ଓ ଧନ୍ୟବାଦ ପପୁ ଭାଇ 👍
@kalicharanmishra2444
@kalicharanmishra2444 4 күн бұрын
ପପୁ ଭାଇଙ୍କ ମହତ୍ ଚିନ୍ତା ଧାରା ପାଇଁ ଅନେକ ଅନେକ ଧନ୍ୟବାଦ
@debabratamishra9633
@debabratamishra9633 6 күн бұрын
ଶ୍ରେଷ୍ଠ ଏପିସୋଡ୍ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ 🙏🙏🙏🙏🙏🙏🙏🙏🙏🙏🙏
@utkalswain4117
@utkalswain4117 6 күн бұрын
Waa waa 🙏🏻🙏🏻ପପୁ ଭାଇ ଏତେ ଦିନେ ଏ ନୂଆ ବେଶ ଆଉ ଲୋକ ଶିକ୍ଷା ମନକୁ ଛୁଇଁଲା 🙏🏻🙏🏻
@ranjanbarik4187
@ranjanbarik4187 6 күн бұрын
Papu Bhai tamee gyanara bhandara🙏🙏🙏🙏
@wisdomacademye-education3464
@wisdomacademye-education3464 6 күн бұрын
Really heartfelt ❤️
@dharmadhamaka4469
@dharmadhamaka4469 6 күн бұрын
Today is the best episode,papu Bhai u r great.Heartly love you.🙏
@Space_infinity.odisha
@Space_infinity.odisha 6 күн бұрын
Sarba sampurna byakti hauchhanti Papu sir❤❤❤❤❤🙏🙏🙏🙏🙏🙏☺️☺️☺️☺️☺️🙏🙏🙏🙏🙏
@manojkumardakua3934
@manojkumardakua3934 6 күн бұрын
ବହୁତ ବଢିଆ ପ୍ରୟାସ ମାଡିଚାଲ
@tapanbehera2350
@tapanbehera2350 6 күн бұрын
ଓଡ଼ିଶା ର ବିଦ୍ଗଧ କଳା ପାଲା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ଓଡ଼ିଆ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ପ୍ରୟାସ ସତରେ ସ୍ବାଗତଯୋଗ୍ୟ ପପୁ ଭାଇ
@jyotiskmahajankhantiodiya2390
@jyotiskmahajankhantiodiya2390 6 күн бұрын
Ati chamatkar upastapana Papu Bhai nku kn comments deba se ta legend
@tapiworld2353
@tapiworld2353 6 күн бұрын
Bahut bhala lagila Ama sanskrutire budi baku galane Bahut sikhibara ache
@Kumarraj-143
@Kumarraj-143 5 күн бұрын
ଏ ଭଳି ଭିଡିଓ ସବୁଦିନ ଆସୁ। ବହୁତ ସୁନ୍ଦର ହେଇଛି। ❤❤ଯେତେ episode ଆସିଛି ଏହି ସ୍କ୍ରିପ୍ଟ ଭଲ ହୋଇଛି।
@_mr_soumya553
@_mr_soumya553 6 күн бұрын
Real actor ❤
@ManoranjanMuduli-c1q
@ManoranjanMuduli-c1q 6 күн бұрын
ସୁପର୍ ପପୁ ଭାଈ ଆଇ ଲଭ୍ ୟୁ
@sahooamiya500
@sahooamiya500 6 күн бұрын
Bahut bhala concept..aei pari concept neiki aashantu..nischaya samaste BHT Bhala paiba debe..mo tarafaru..bahut bahut Abhinandan..Jai jagannath
@srikantadeepak9698
@srikantadeepak9698 6 күн бұрын
ଏପର୍ଯ୍ୟନ୍ତ ସବୁଠୁ ଭଲ episode
@SOUMENDRA_MATH_ACADEMY
@SOUMENDRA_MATH_ACADEMY 4 күн бұрын
Most amazing and unique episode of xcuse me jaha kahibi sata kahibi.... really heart touching
@skabid3867
@skabid3867 6 күн бұрын
Fast time dekhili Papu pampam ra nisha nathibara❤❤❤❤
@GourangadasDsa
@GourangadasDsa 2 күн бұрын
ସୁନ୍ଦର ଉପସ୍ଥାପନା ପପୁ ଭାଇ ବହୁତ ବହୁତ ଧନ୍ୟବାଦ ଏମିତି କଳା ବଜାଇ ରଖନ୍ତୁ
@sibaramsahu1417
@sibaramsahu1417 6 күн бұрын
Nirat satya katha au sundar upastapana .....jay kala au kala ra uranati
@skumar9752-u5f
@skumar9752-u5f 3 күн бұрын
ବ୍ୟାେମ୍ କେଶ କୁ ବଦଳାଇ ଅନ୍ୟକାହାକୁ ଅଣାଯାଉ ନହେଲେ କ୍ୟାମେରା କୁ ଅ|ଣନ୍ତୁ ନାହିଁ | ଅଭିନୟ ଶିଖିନି ତା ଏକ୍ସପ୍ରେସନ କାହାକୁ ଭଲ ଲାଗୁନି
@RinkuPradhan-u7l
@RinkuPradhan-u7l 6 күн бұрын
ପପୁ ଭାଇ ବହୁତ୍ ଭଲ ଲାଗିଲା,,,, କିନ୍ତୁ ଭାଇ ସବୁ ପୁରୁଣା episode ର ପୁଣି repeat କର,,,, ହୋଟେଲ ମାଲିକ,, ପରିବା ବେପାରୀ,,, ଏମିତି ସବୁ ପୁରୁଣା episode ଆଣ,,,,,public demand ଶକ୍ତି ବରାଳ plz
@KamakshyaSahoo-e7r
@KamakshyaSahoo-e7r Күн бұрын
Prakrutare aji kali au pala sunibaku miluni ae jou maikina sankrina abe baeia karichi sabu 😢pala puni feriba darkar jay pravu satyanarayana 🙏🏻🙏🏻🙏🏻🕉🕉🕉
@pintuvillagetour
@pintuvillagetour 4 күн бұрын
ପପୁ ପମପମ୍ ଙ୍କୁ ଆମ ଓଡ଼ିଆ ସଂସ୍କୃତିର ସଚେତନତା ପାଇଁ ହୃଦୟରୁ ଅଶେଷ ଧନ୍ୟବାଦ 💝💝💐💐
@pratapdash4863
@pratapdash4863 Күн бұрын
ଅତି ସୁନ୍ଦର ଉପସ୍ଥାପନା ,ଖୁବ୍ ଭଲ ଲାଗିଲା ❤
@anilkumarmaharana2206
@anilkumarmaharana2206 6 күн бұрын
❤❤❤❤❤❤ ପପୁ ସାର୍ ଯାହା କହୁଛନ୍ତି ତାହା ନିରାଟ ସତ୍ୟ କଥା ,ଏହି କଳିଯୁଗରେ ଏମିତି ଚାଲିଛି ,,ଅଶେଷ ଅଶେଷ ଧନ୍ୟବାଦ, ସତ୍ୟ କଥାକୁ ସାମ୍ନାକୁ ଆଣିଥିବାରୁ❤❤❤❤❤
@Spysince95
@Spysince95 5 күн бұрын
ପପୁଭାଇ ଆପଣ ଗୋଟେ ପାଲା ଦଳ କରନ୍ତୁ, ନିଶ୍ଚୟ ଆଗକୁ ଯିବେ ଓ ଓଡ଼ିଶାର କଳା ବି ବଞ୍ଚିଯିବ, ବହୁତ୍ ସୁନ୍ଦର ❤
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 6 МЛН
Electric Flying Bird with Hanging Wire Automatic for Ceiling Parrot
00:15
News Fuse 13 SEPT 2024
21:52
OTV
Рет қаралды 81 М.
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 2,1 МЛН
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20