CAG report exposed BJD... || Show(EP-291) || ODISHA PULSE

  Рет қаралды 15,018

Odisha Pulse

Odisha Pulse

Күн бұрын

Пікірлер: 58
@laxmidharapanda6086
@laxmidharapanda6086 Ай бұрын
ହାତ ଅଳସୁଆ ହେଲେ ନିଶ ବଙ୍କାହୁଏ ! କେବଳ ମୋଦି ଓ ସାହାଙ୍କ ପାଇଁ ନବୀନ ସୁଆଙ୍ଗ କରିବାକୁ ସୁଯୋଗ ପାଉଛି ! କାହିଁକି ଯେ ବିଜେପି ବିଜେଡି ସରକାର ବିରୁଦ୍ଧରେ ସିବିଆଇ ତଦନ୍ତ କରିବାର ନିର୍ଦେଶ ଦେଉନାହିଁ ବୁଝି ହେଉନାହିଁ ! ନବୀନ ସରକାର ଦୁର୍ନୀତିର ପାହାଡ଼ କହିଲେ ଭୁଲ ହେବନାହିଁ ! ତଥାପି ବିଜେପି ସରକାର ନିରବ କାହିଁକି ? ଭ୍ରଷ୍ଟାଚାର ର ଲୋପ ଓ ଭ୍ରଷ୍ଟାଚାରୀଙ୍କୁ ଦଣ୍ଡିତ କରିବାକୁ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି !
@kishorchsrichandan307
@kishorchsrichandan307 Ай бұрын
ଲୋକମତ ସେମାନଙ୍କ ପାଖରୁ ଦୂରେଇ ଯାଉଛି। ବିଜେଡି ବୁଝପାରୁନାହିଁ।
@kailashsingh1554
@kailashsingh1554 Ай бұрын
Thanks for effective presentation
@rameswar3765
@rameswar3765 Ай бұрын
ଅତି ରୁ ଇତି। ଏବେବି କ୍ଷମତାର ଲୋଭ ଯାଇ ନାହିଁ ।
@RanjanBehera-ge1kf
@RanjanBehera-ge1kf Ай бұрын
☀️.. ଅମଲାତନ୍ତ୍ର ହାତକୁ ଶାସନ ଟେକି ଦେଇ ସବୁଠୁ ଅପାରଗ ହେଉଛି ନବୀନ ପଟ୍ଟନାୟକ । ୨୪ ବର୍ଷ ରେ ଓଡ଼ିଶା କୁ ନା ଦାଦନ ମୁକ୍ତ କଲା ନା ଚାଷୀଙ୍କୁ ଜଳସେଚନ କି ଶିତଳ ଭଣ୍ଡାର ବ୍ୟବସ୍ଥା କଲା । ବର୍ଷ ବର୍ଷ ଧରି ଭ୍ରଷ୍ଟାଚାର ଦୁର୍ନୀତିରେ ବୁଡି ରହିଲା । ଗାଁ ଗହଳିରେ ମଦ ର ବନ୍ୟା । ଶିକ୍ଷା ବ୍ୟବସ୍ଥା ନକହିବା ଭଲ । ଏହା ହିଁ ଥିଲା ନବୀନ ପଟ୍ଟନାୟକ ର ଶାସନ ବ୍ୟବସ୍ଥାର ନମୁନା.......
@Sunsine5098
@Sunsine5098 Ай бұрын
ମା#ଆ ମଦୁଆ ଅଳସୁଆ ଟା।😂😂
@pramodkhatua9859
@pramodkhatua9859 Ай бұрын
Very good presentation
@samarmohapatra-jr3ne
@samarmohapatra-jr3ne Ай бұрын
ରାଜ୍ୟରେ ହଜାର ହଜାର କୋଟି କ୍ଷତି କଲା ପରେ କହୁଛି ଆମେ ରାଜ୍ୟ କୁ ଜଗିଛି, କେବଳ କ୍ଷମତା ଫେରି ପାଇବା ଛଡା ସେମାନେ ରାଜ୍ୟ ସ୍ୱାର୍ଥରେ କେବେ ନଥିଲେ ଭବିଷ୍ୟତରେ ବି ଆଶା କରିବା ପ୍ରହେଳିକା ମାତ୍ର
@dhaneswardas548
@dhaneswardas548 Ай бұрын
ବହୁତ ସୁନ୍ଦର ଉପସ୍ଥାପନା, ଧନ୍ୟବାଦ
@narasinghdas3623
@narasinghdas3623 Ай бұрын
ଅହଂକାରୀ / ଭ୍ରଷ୍ଟାଚାରିଙ୍କ କବଳରୁ ଆଜି ରାଜ୍ୟ ମୁକ୍ତି ପାଇଛି l
@rjsoy4432
@rjsoy4432 Ай бұрын
ନିଶ୍ଚିତ
@radhashyamsahoo756
@radhashyamsahoo756 Ай бұрын
Thanks
@nareshdash3796
@nareshdash3796 Ай бұрын
ବିଜେଡି ଦି ହାତ ପୁରେଇ ଲୁଟିଲା ।
@prafullaparida8638
@prafullaparida8638 Ай бұрын
24yr high court bench bjd kala nahin.abe kahuchhi.
@kamarajjena5461
@kamarajjena5461 Ай бұрын
👍🙏
@neerennayak7417
@neerennayak7417 Ай бұрын
ବିଜେପି କାହିଁକି ସିବିଆଇ inqari କରୁନି
@pradiptadas1726
@pradiptadas1726 Ай бұрын
ଭାଇ ଏମାନଙ୍କ ଭଦ୍ର ମୁଖା ଭାରି ମୋଟା ଗୋଧି ଚମଡାରେ ତିଆରି,ସହଜେ ଖୋଲିବନି ମ....
@satyapriyaswain8110
@satyapriyaswain8110 Ай бұрын
BJD Dala ra samaya sari asuchi
@binodsahoo3374
@binodsahoo3374 Ай бұрын
Could not compromise in opposition seat.
@MrTdas-d6b
@MrTdas-d6b Ай бұрын
ତାମିଲ ଲୋକ ଆସି ଓଡିଶା ରେ ଲୁଟ୍ ବୁଲୁଛି ହେଲେ କେହି କିଛି କହିପାରୁନାହାନ୍ତି
@ranajitjena4668
@ranajitjena4668 Ай бұрын
ସାମ୍ବାଦିକ ମହାଶୟ ଆପଣଙ୍କୁ ଗୋଲାମୀ କରିବାକୁ କେହି ମନା କରୁନାହାନ୍ତି କିନ୍ତୁ ଖବରର ସତ୍ୟତା ଟିକେ ଓଡିଶା ଜନସାଧାରଣଙ୍କୁ ଠିକସେ ଜଣାଇଲେ ଆପଣ ପଢିଥିବା ପାଠର ମହତ ରୁହନ୍ତା.
@rjsoy4432
@rjsoy4432 Ай бұрын
Just a Comedy 😂, ଏ କଥା ଯଦି bjd କୁ ବୁଝାଇ ଥାନ୍ତ ଯଦି ଆଜି ଏ ଦିନ ଦେଖିବାକୁ ପଡି ନ ଥାନ୍ତା 😅😅
@ranajitjena4668
@ranajitjena4668 Ай бұрын
ଏଠାରେ ବିଜେପି ଏବଂ ବିଜେଡି ଦଳ ଆସୁନି, ସାମ୍ବାଦିକ ହିସାବରେ ନିରପେକ୍ଷ ଭାବରେ ଖବର ପ୍ରସାରଣ ଓଡିଶା ଜନସାଧାରଣଙ୍କ ପାଇଁ କରିବାର ଆବଶ୍ୟକ ଅଛି.
@Ashish-mh5yj
@Ashish-mh5yj Ай бұрын
Khali rollbaji chalichhi BJD ra..
@debendranarayandash9040
@debendranarayandash9040 Ай бұрын
ଭଦ୍ର ଡକାୟତ ନବୀନ ପଟ୍ଟନାୟକ ହେଉଛି ଅହଙ୍କାରୀ ଖେମତା ଲୋଭି
@ashwinisahu6584
@ashwinisahu6584 Ай бұрын
Bjd chhata Pata....heuchhi mahila manka khùsi dekhi 😅😅😅😅😅
@rajanikantachoudhury2343
@rajanikantachoudhury2343 Ай бұрын
ପର କାନ୍ଧରେ ବନ୍ଧୁକ ଥୋଇ ଶିକାର କରିବା ଉଧେଶ୍ୟ. ନବୀନ ତୁମେ ବାୟା ହେଲଣି. ନିଶା ଛାଡ଼ିନି. ଉପରେ ପଡ଼ି ନିଜଭୁଲ କୁ ଲୁଚେଇ ଵା ଚାହୁଁଚି.
@padarbindasamal4365
@padarbindasamal4365 Ай бұрын
Full on Tamsha Chalichi, where is the action against the Corrupt officials It has already 3 months.
@aksahoo346
@aksahoo346 Ай бұрын
Kendra abahela kahi odisa ku khola karichanti abe kumbhira kandana kanduchanti. Loka sunuchanti. Hasuchhanti. Kahuchanti. Jantri nka pakhare jadi. Ate. Mantri nka pakhare kete
@arunkumarbehera9271
@arunkumarbehera9271 Ай бұрын
Bodhia. Assment
@sankarsansethy7305
@sankarsansethy7305 Ай бұрын
Ok sir
@lakshmanachhuria9379
@lakshmanachhuria9379 Ай бұрын
Paesa aur power manisa ku bahut talaku khasai diye.
@BhawaniPrasad-b9c
@BhawaniPrasad-b9c Ай бұрын
SABU KICHI PRESS NOTE KEBAL NABINA SWARTHA PAIN.
@fakiradikhit848
@fakiradikhit848 Ай бұрын
Maagihaa chora nabeen pandian ku guli kara.
@amarendramishra7839
@amarendramishra7839 Ай бұрын
Vasmasura bjd dala
@sukantapradhan4727
@sukantapradhan4727 Ай бұрын
Sundhi ra Bhai matal🎉🎉🎉
@mitumishra3216
@mitumishra3216 Ай бұрын
A Sabu Ghotala Pain Kebala Dai Heuchanti Odisha Ra Lokaman Bar Bar Vote Debara Pariman Sethi Pain Naveen Odisha Ku Thakichi
@subashpatra6884
@subashpatra6884 Ай бұрын
A..2ta.odisar..Kalanka..Odisar.Kala..Odisar..Dusman😊😅
@ashwinisahu6584
@ashwinisahu6584 Ай бұрын
PM SABU KARIBE CM KAHIBE SURE 🎉🎉🎉
@kamallochannayak9660
@kamallochannayak9660 Ай бұрын
BJD Very Corrupter Govt .Dhik.
@prasantaswain7298
@prasantaswain7298 Ай бұрын
B. J. D. Odishare au. Kan. Rakhichi. Sabu. Khaidei. Mahapurusa. Bolauchhanti
@bimachronicle7347
@bimachronicle7347 Ай бұрын
Opposition be look into. 😊
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଭାଡୁଆ bjd ଓଡିଶା ପାଇଁ କଳଙ୍କ
@BhawaniPrasad-b9c
@BhawaniPrasad-b9c Ай бұрын
NABINA DACAOIT
@mukundacharannayak4667
@mukundacharannayak4667 Ай бұрын
Naveen & Pandian was Double Docoit of Odisha.
@duhkhishyamnayak9496
@duhkhishyamnayak9496 Ай бұрын
Navee a.is.don
@RkBiswal-f8d
@RkBiswal-f8d Ай бұрын
BJD leadership explore new chapter with opposition's demand for febricated, and falsehood showing dramatic changes for their past deeds
@Balu-v8y
@Balu-v8y Ай бұрын
Agarukalinikahiki
@sushantakumardas9901
@sushantakumardas9901 Ай бұрын
Salaa The Most Corrupted BJD Party Headed by Mr Naveen Patnaik Consequitively 24 Years Aama Gariba Rajya ku Looti Looti Pura Khola Karichi aau 2024 Election re Sashana Gaadiru Bitaadita Helapare Ebe Karithiba Maha Maha Durniti and Serious Financial Irregularities ku Ghantaghodeiba Paien Prabala Drama, Prahasana ,Taamasha aau Press Conference kari Naatakbazzi Chaleichi .
@RanjanBehera-ge1kf
@RanjanBehera-ge1kf Ай бұрын
☀️ Right...........................👍 🌹🌷🌹
@JitendraBaral-ji7lo
@JitendraBaral-ji7lo Ай бұрын
Dakayat Nabin 24 Barsa Khani Lut Kari Khaichi Au Paschima Odisha Re Cort Kariba Kahi Thakichi Ebe Bhadra Dekhauchi Dhobali Thaka
@maheswarpradhan4247
@maheswarpradhan4247 Ай бұрын
Mohan majhi sarkar tadanta karibaru takat nanhi.All are kuhamunda kapila.
@RGPanda-z9s
@RGPanda-z9s Ай бұрын
JAIL HOIGALE AMANANKU ODISHA KHUSI HEBA .
Pandian ruins Naveen's tapasya of 12 years
22:55
Nirbhay
Рет қаралды 3,3 М.
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,8 МЛН
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 128 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 5 МЛН
Gold Prices Plunge // MG Hector Adds Two Variants
21:03
OdiaTechBulletin
Рет қаралды 71 М.