ଛାଡିଗଲା ପୁଲିସଗିରି, ସମସ୍ତେ କହୁଛନ୍ତି ଛି’ ଛି’ || Indian Army Major Assault Case || Odisha Reporter

  Рет қаралды 467,918

Odisha Reporter

Odisha Reporter

Күн бұрын

ଉଇ କେୟାର ଉଇ ଡେୟାରକୁ ଶକ୍ତ ଚାପୁଡା । ଆଇନକୁ ହାତକୁ ନେଲା, କାଠଗଡାରେ କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ତନାଘନା ପରେ 5 ପୋଲିସ ବାବୁଙ୍କୁ ସସପେଣ୍ଡ କଲେ ଡିଜି । କଣ କରୁଥିଲେ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ? ୫ ନିଲମ୍ବିତ ପୋଲିସଙ୍କ ବିରୋଧରେ ଚାଲିବ ତ ଅପରାଧିକ ମାମଲା ? Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #OdishaPolice #commissionratepolice #Army #BharataPurPoliceStation #Bhubaneswar

Пікірлер: 1 400
@balaramnatha2249
@balaramnatha2249 2 күн бұрын
ଏ ମାଘିଆ ଓଡ଼ିଶା ପୋଲିସ୍ ମାନଙ୍କୁ କେବଳ ମାଓବାଦୀ ଠିକ୍ ଜବାବ ଦେଇପାରିବେ ଆମ ସେନା ପାଈଁ ଆମେ ଆଜି ଶାନ୍ତିରେ ସୋଇପାରୁଛୁ ଆଉଏ ଓଡ଼ିଶା ପୋଲିସ୍ ଆମଠୁ ଲାଞ୍ଚ ନେଇ ପେଟ ବଢଉଛନ୍ତି ଏ ସଳାଙ୍କୁ କଠରୋ ଦଣ୍ଡ ଦରକାର
@pabitramohanty8510
@pabitramohanty8510 2 күн бұрын
Amitia police nku khali mada mariba katha au kou pari vhasa kahibi mu jani paruni sale mg ta m 🤬😡😡🤬🤬🤬🤬
@Adeel.196-g4f
@Adeel.196-g4f Күн бұрын
Bhi odisha ra two type ra police rahanti district police jaumana ki thana au phandi ra duty karanti and arm's police jaumana ki nexal damana kariba,low and adaur duty ra rahanti so sabu police samana nuha thana police pi ama bi badnam haijauchu
@aswingombhari8670
@aswingombhari8670 Күн бұрын
Odisha police bekar he faltu he
@Adeel.196-g4f
@Adeel.196-g4f Күн бұрын
@@aswingombhari8670 odisha ra loka hi odisha police ra join karanti,bihar ki andhrapradesh ra nuha so odisha loka kharap
@BijaykumarBanara
@BijaykumarBanara Күн бұрын
Chura police
@padmalayaprusty4526
@padmalayaprusty4526 2 күн бұрын
ଏମାନଙ୍କ ନାମରେ ଯେତେ ଅଭିଯୋଗ ସେତେ ପ୍ରମୋସନ। ସ୍ବତନ୍ତ୍ର ବ୍ୟବସ୍ଥା
@surendrabadamundi7275
@surendrabadamundi7275 2 күн бұрын
ଶିକ୍ଷିତ ଲୋକ ଙ୍କୁ ପୋଲିସ ଏମିତି ମାଡ଼ ମାରୁଛନ୍ତି, ଆମ ପରି ଦୁଖୀ ଆଉ ଗରିବ ଲୋକ ଙ୍କୁ କଣ ନ କରିବ ଏ ପୋଲିସ!
@SankerMeher
@SankerMeher 2 күн бұрын
Sata kahila
@dbss206
@dbss206 2 күн бұрын
Sikhita loka badmashi karuchanti
@CheringChering-n3k
@CheringChering-n3k 2 күн бұрын
Tu kahi ki dukhi apu gariba helu😂😂😂😂
@laxmidharnayak6240
@laxmidharnayak6240 2 күн бұрын
Laja laguni budha heluni michha kahuchu budha DCP sarm ana chahiye yadi to jhia sahita emiti heithile tu Kan emiti kaithantu chhi chhi
@bhagyabanrana6971
@bhagyabanrana6971 2 күн бұрын
Are Babu kebe tor sange Anta hela janbu ​@@dbss206
@kashinathdash4772
@kashinathdash4772 2 күн бұрын
କହାକୁ କିପରି ବ୍ୟବହାର କର।ଜିବ ପ୍ରଥମେ ପୋଲିସ କୁ ଶିକ୍ଷା ଦିଆଯାଉ।।
@rajupatnaik7776
@rajupatnaik7776 9 сағат бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@supaimurmu708
@supaimurmu708 2 күн бұрын
ସମସ୍ତ ଓଡିଶା ର ପୋଲିସ ମାନଙ୍କୁ ସୁପ୍ରିମ କୋର୍ଟ ଓ ତାଙ୍କର ସମ୍ପୋତି କୁ CBI ଦ୍ୱାରା ତଦନ୍ତ ହେଉ ଧନ୍ୟ ବାଦ୍।
@rajupatnaik7776
@rajupatnaik7776 9 сағат бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@pankaj143alibha
@pankaj143alibha Күн бұрын
ଗୋଟେ ନିବେଦନ ଆମ ଓଡ଼ିଶା ସରକାର କୁ ଏମିତି ପୋଲିସ କୁ ନିଲମ୍ୱିତ କରାଯାଉ ଓ ତାଙ୍କ ଉପରେ କଠୋର ଦଣ୍ଡ ବିଧାନ ଦିଆଯାଉ। ଜୟ ଜଗନ୍ନାଥ 🙏
@sarojpati4636
@sarojpati4636 2 күн бұрын
ଏ ଅତିରିକ୍ତ ଡିସିପି ସଂପୂର୍ଣ୍ଣ ରଚିତ ମିଥ୍ଯା କଥା କହୁଛନ୍ତି। ଆଙ୍କ ବିରୋଧରେ ବି ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅତ୍ଯନ୍ତ ନିନ୍ଦାଜନକ।
@BJDODISHA-dv3ez
@BJDODISHA-dv3ez Күн бұрын
Michhua adc
@namveensingh7
@namveensingh7 Күн бұрын
DCP also involved he should be suspended
@rajupatnaik7776
@rajupatnaik7776 9 сағат бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@laxmidharsahoo5250
@laxmidharsahoo5250 Күн бұрын
ପୋଲିସ ଲୋକ ମାନଙ୍କୁ କିପରି ବ୍ୟବହାର କରନ୍ତି ସେ କଥା ସାରା ଓଡିଶା ଜାଣନ୍ତି
@kailashmohanta6476
@kailashmohanta6476 2 күн бұрын
ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୋହନ ମାଝି ସରକାର।
@Debendradas-r8c
@Debendradas-r8c 2 күн бұрын
ଏମାନଙ୍କ ଘରେ ଭିଜିଲାନ୍ସ ରେଡକରାଯାଉ,
@user-rh5zt3tz9u
@user-rh5zt3tz9u 2 күн бұрын
ସବୁ ଅଫିସରଙ୍କ ଘରେ ରେଡ ହେଉ ଛି ପୋଲିସ ଅଫିସରଙ୍କ ଘର ରେଡ ହେଉ ନି କାହିଁ କି କଣ ସେମାନେ ଲାଞ୍ଚ ନେଇନାହାନ୍ତି
@dhadanarendra
@dhadanarendra 2 күн бұрын
Right
@Cashhuntbhadrak
@Cashhuntbhadrak 2 күн бұрын
👍
@SantanuDalai-xe2xq
@SantanuDalai-xe2xq 2 күн бұрын
ଭାଇ ସେମାନେ mla ର ଚମଚା samanka ଲାଗୁ ମଲା କୁ ପିସି ମିଳୁଛି
@Sanjeev1353
@Sanjeev1353 2 күн бұрын
Political escape karibe ki na micha kahiki lucheibe ​@@SantanuDalai-xe2xq
@_mr___rajput
@_mr___rajput 2 күн бұрын
​@@SantanuDalai-xe2xq emane sabu bjd time ra police sethi pai jete tagid kala pare bhi tanka puruna guna chhaduni Au emiti re rakhyka jadi bhakhyaka hebe tebe kn kara jiba ?
@chitaranjankara7226
@chitaranjankara7226 2 күн бұрын
DG ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ✋✋✋
@sureshnaik9238
@sureshnaik9238 2 күн бұрын
ଜଣେ army Major ଙ୍କୁ ପୋଲିସ ପିଟି ପାରୁଛି ମାନେ ସାଧାରଣ ଜନତା ପୋଲିସ ପାଖରୁ କଣ ଆଶା କରିବ
@sukantakumarsahoo9340
@sukantakumarsahoo9340 2 күн бұрын
Very truth
@kscreation8405
@kscreation8405 Күн бұрын
Army aau central defence soldier discipline aau country respect pain sabu chup ruhe na hele Tara kehi kichhi pari bani
@pranatiswain612
@pranatiswain612 Күн бұрын
aemane rati 3 ta re kuade jaithile ? kan hotel ku kanhiki raati 3 ta re jaithile ? gotie pua and gotiea jhia raati 3 taare road re jiba ta kan thil heichhi ki? durbuta nka habudare padile drink kari aasi police station re nijar balance fail kale, tenu police badeiba kicchi bhul nunhe ? aemaanku BJD Bala army nku hatabarish kari Mohan govt, ku badnaam karibaaku eaetiki Byabastha karuchhi. Ebe BJP govt. re ta aehi 5 jananku suspend karajaiparila, BJD govt. thile kehi suspend hoi na thaante, BJD ku kicchi paisa dei ki nija sit aethhu nei aau gote thanka re rakhidei\thanta
@RASMIRANJANDAS302
@RASMIRANJANDAS302 Күн бұрын
କୋଉ ପୋଲିସ କାହାକୁ ମାରିନାହାନ୍ତି ସେ ଆଗରୁ ମାଡ଼ ଖାଇକି ଆସିଥିଲେ ଥାନା, ଆଉ ବହୁତ ନିଶାରେ ଥିଲେ ଏଇଟା ବି ଜାଣନ୍ତୁ
@ArchanaraniDas-e3j
@ArchanaraniDas-e3j 17 сағат бұрын
Teat for tat
@manojkumarbindhani3404
@manojkumarbindhani3404 18 сағат бұрын
ଯଦି Army ଲୋକଙ୍କ ସହିତ ପୋଲିସ ର ଏପରି ବ୍ୟବହାର,ତାହେଲେ ସାଧାରଣ ଲୋକ ଙ୍କ ସହିତ କଣ ହେଉଥିବ ?ଏମାନେ ବର୍ଦି ର ଅପ ବ୍ୟବହାର କରୁଛନ୍ତି.ଏମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ .
@basantakumarpanda9022
@basantakumarpanda9022 2 күн бұрын
ଛି, ଛି କଲେ କିଛି ଲାଭ ନାହିଁ। ଓଡ଼ିଶା ପୋଲିସ୍ ରଦେ ହସୁଆ ହୋଇଗଲାଣି।
@JayantkumarSethi
@JayantkumarSethi 2 күн бұрын
କଥା କୁହାଳିଆ ପୋଲିସ ଅଫିସର । ଲାଞ୍ଚ ଖାଇ ଖାଇ ମିଛ କହିବା ଅଭ୍ୟାସ ହୋଇଗଲାଣି ।
@prataplenka1869
@prataplenka1869 2 күн бұрын
ମହିଳାଙ୍କ ଆଗରେ ଯୌନାଙ୍ଗ ଦେଖାଉଥିଲା ସର୍ବସାଧାରଣରେ ତାର ଯୌନାଂଗ କଟାଯାଇ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ପୋଲିସର ବ୍ୟବହାର ଜାଣି ନାହିଁନ୍ତି ଥାନରେ ପୋଲିସମାନେ ସାଧାରଣ ଲୋକ ମାନଙ୍କୁ କି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ବଦ୍ମାସ ପୋଲିସ ମାନଙ୍କୁ ଦାୟିତ୍ୱରୁ ବିଦା କରାଯାଉ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ନଚେତ୍ ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ କଳଙ୍କ ମୁଣ୍ଡାଇବେ
@sanatanpanda4689
@sanatanpanda4689 2 күн бұрын
Ahi police ra jaunangaku Kati diajau
@Sanjeev1353
@Sanjeev1353 2 күн бұрын
Asada charan is crime by BNS against all persons may be police or big political parties crocodile or big alpha animals siye ji bhi all should face especially police n police enquiry n internal committee examined before law judiciary n ayeen kanoon with high court forwardn take this matter to court as suo moto for this immoral grievance wrong interpretation and physical assault by police officer women officer also involved against army 🪖 people with their non acceptable behaviour moral, equal, neutral with, for, of this judiciary law regulations au kada karjya anusthan niyantu 🙏🏼😤😠
@biswanathpadhy8371
@biswanathpadhy8371 2 күн бұрын
Who is home minister?He has to take strong action.Dinikrushna Misha has to be dismissed forthwith in the interest of Justice.
@giribaripada9197
@giribaripada9197 2 күн бұрын
💯 right
@siddyantamajhi3784
@siddyantamajhi3784 2 күн бұрын
😂mohan babu au dekha nahanti se nua nua tike kn loka nka agare bulile tapare kuadde haji gale
@manaromaswain9328
@manaromaswain9328 Күн бұрын
ସରକାରଙ୍କୁ ଅନୁରୋଧ ଦୋଷୀ ମାନଙ୍କୁ ଚାକିରିରୁ 😢ବହିଷ୍କାର କରାଯାଉ , ଜୟ ଯବାନ
@prafullakumarsahoo1917
@prafullakumarsahoo1917 2 күн бұрын
ପ୍ରଶାନ୍ତ ଜଗଦେବ ଠିକ କହୁଥିଲେ( ଏ ପୋଲିସ ଵାଲା ଙ୍କ ଉପରେ ମୋର ପ୍ରବଳ ରାଗ )
@shan_ananta_786
@shan_ananta_786 2 күн бұрын
Prashant jagadeba sabu politics rahi chora police mane magiya gote gote lanchuaa au chora
@tarunkumarpriyadarsha4122
@tarunkumarpriyadarsha4122 2 күн бұрын
Sei mane he seba karuchnati au protect be karuchnati
@MSDEGINTECH123
@MSDEGINTECH123 2 күн бұрын
I like it indian army Jay hind. 🎉
@odiachinmayasahooofficial
@odiachinmayasahooofficial Күн бұрын
😂😂
@KshirodKumarNayakLaluNayk
@KshirodKumarNayakLaluNayk 2 күн бұрын
ଆଉ କିଛି କରିବା ଦରକାର ନାହିଁ ଏମାନଙ୍କୁ ଆର୍ମୀ ଅଧିକାରୀଙ୍କୁ ହସ୍ତାନ୍ତର କରିବା ଦରକାର ଆର୍ମୀର ପନିସମେଣ୍ଟ , ଆର୍ମୀର କର୍ଟ ମାର୍ଶଲ ଆଉ ଅନେକ ପନିସମେଣ୍ଟ ଅଛି ଆର୍ମୀ ଯାହା କରିବେ ସବୁ ଠିକ ହେବ ଜୟ ହୀନ୍ଦ, Ex Difence Driver
@sasanksekharaswain9208
@sasanksekharaswain9208 2 күн бұрын
ଲଜ୍ୟା ଘୋର ଲଜ୍ୟା , ଏମାନଙ୍କୁ ଲୋକ କିପରି ବିଶ୍ୱାସକୁ ନେବେ ,
@Avaya679
@Avaya679 21 сағат бұрын
So ridiculous behavior by the Odisha Police..... Police dept. ଭଲ ଭାବେ ଜାଣିବା ଉଚିତ ଯେ..... କେଇ ଜଣେ defence ଭାଇ ଟିଏ border ରେ ଠିଆ ହେଇଛି ବୋଲି ଦେଶର ସୁରକ୍ଷା ପାଇଁ ତୁମେ ଏଠି Police station ରେ ceiling fan ତଳେ ଓ Air conditioning room ରେ ବସି ନିଜର duty perform କରିପାରୁଛ.... ମାନ୍ୟବର ଓଡିଶା ସରକାର ଙ୍କୁ ମୁଁ ବିନମ୍ର ଅନୁରୋଧ କରିବି.... Entire Police dept. କୁ at least one yr ପାଇଁ defence କୁ ପଠାଯାଉ deputation ରେ.... So that ସେମାନେ ସେଠାରୁ ଆସି ଜାଣି ପାରିବେ life ଟା କଣ ଓ ଏଠି ଦବଙ୍ଗ ଗିରି ନୁହଁ..... ଭାଇ ଚାରା ନେଇ ଦେଶ ମାତୃକା ର ସେବା କରିବାକୁ ପଡେ..... ଜୟ ହିନ୍ଦ 🇮🇳🇮🇳🇮🇳
@satyanaik7321
@satyanaik7321 2 күн бұрын
ସେମାନଙ୍କୁ ଆର୍ମି କୁ ଦେଇଦିଅ ସେମାନେ ଠିକ୍ କରି ଛାଡି ଦେବେ 😂😂😂
@purnapalei5410
@purnapalei5410 2 күн бұрын
ପୋଲିସ ହେଉଛି ସରକାରଙ୍କ ଚାକର. ଜନସାଧାରଣ ଙ୍କୁ ସୁରକ୍ଷା ଶାନ୍ତି ଶୃଙ୍ଖଳା ଜନସେବା ପ୍ରଥମ କର୍ତ୍ତବ୍ୟ. କିନ୍ତୁ ପୋଲିସ କ୍ଷମତା ଓ power ଦେଖାଇ ଭୟଭୀତ କରିବା ଠିକ ନୁହେଁ. ତେଣୁ ଏପରି ପୋଲିସ କୁ ଚାକିରୀ ରୁ ସମ୍ପୂର୍ଣ ବିଦା କରିବା ଆବଶ୍ୟକ
@anantanahak2718
@anantanahak2718 17 сағат бұрын
Police heuchi sarkar nka chakara Aau civil department ta tama gharara chakara. Jie bhul karuchi taku kuha samastanku nuhe.
@learnenglishwithbrahma9368
@learnenglishwithbrahma9368 2 күн бұрын
ଏମାନଙ୍କର ନ୍ୟାୟ ସେନାଧ୍ୟକ୍ଷ ଓ ସେନାମାନଙ୍କୁ ହିଁ ଛାଡ଼ି ଦିଆ ଯାଉ।
@sushilkumardashdashsushi-ip9tz
@sushilkumardashdashsushi-ip9tz 2 күн бұрын
ମିଶ୍ର ବାବୁ କଣ ପିନ୍ଧିଥିଲେ ଓ କେଉଁଠି ଥିଲେ ତାଙ୍କର ମେଡିକାଲ ଯାଞ୍ଚ ହେବା ଦରକାର
@Gyana-d7o
@Gyana-d7o Күн бұрын
ପ୍ରକୁତରେ ଓଡ଼ିଶା ପୋଲିସକୁ ୫୦% ଷ୍ଟାଫ୍ ଙ୍କୁ ସୀମାକୁ ପଥାଯାଉ ଏମାନେ ସେଠାରେ ସାୱାର୍ଡ ହୋଇଯିବେ,ଆଉ ୫୦% ଅର୍ମୀଙ୍କୁ ଆଣି ଥାନା ରେ କାର୍ଯ୍ୟ କଲେ ବହୁତ୍ ଭଲ ହେବ।
@gundripasiproductions
@gundripasiproductions 2 күн бұрын
ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି.. ପୋଲିସ ଛି ଛି ଛି ଛି ଛି
@sushree5077
@sushree5077 2 күн бұрын
Right କଥା ରସ କରୁଥିଲେ ସେଥିପାଇଁ କ୍ୟାମେରା ନାହିଁ ପୋଲିସ ଷ୍ଟେସନ ରେ ଧର ପଡ଼ିବେ
@yagnasenisethi5218p
@yagnasenisethi5218p 2 күн бұрын
Police ra apari atyachar birodhare sarakar kathora padakhyepa neba uchit
@pradiptaria9067
@pradiptaria9067 Күн бұрын
R
@ArchanaraniDas-e3j
@ArchanaraniDas-e3j 17 сағат бұрын
ସତ ଆସିବାକୁ ଦିଆଯାଉ ରାଜନୀତି ନୁହେଁ
@jeetendrakumartiu1198
@jeetendrakumartiu1198 2 күн бұрын
ଜଣେ ପୂର୍ବତନ ମେଜର କୁ ଯଦି ଏପରି ବ୍ୟବହାର କରାଯାଉଛି ତେବେ ସାଧାରଣ ଲୋକଙ୍କୁ ପୋଲିସ ଠୁ କଣ ଆଶା କରାଯାଇପାରେ
@RasmitaSwain-ke4tt
@RasmitaSwain-ke4tt Күн бұрын
କାହାକୁ କେମିତି ବ୍ୟବହାର କରାଯିବ , ପ୍ରଥମେ ପୋଲିସ ଅଧିକାରୀ ଙ୍କୁ ଶିକ୍ଷା ଦିଆଯାଉ 😡
@GaganbihariBalabantaray
@GaganbihariBalabantaray 2 күн бұрын
ଦେଶକୁ ସୁରକ୍ଷା ଦେଉ ଥିବା ସୈନକ କୁ ଏ ଚୋର ଏ ମିତୀ କରୁଛନ୍ତି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ
@pratimanayak5637
@pratimanayak5637 18 сағат бұрын
ଓଡ଼ିଶା ସରକାର ରାଜ୍ୟରେ ହେଉଥିବା ସମସ୍ତ ଅପରାଧ ରେ ଥିବା ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,ଯେପରି କି ସର୍ବଦା ଅପରାଧ କରିବାକୁ ଲୋକମାନେ ଭୟ କରିବେ, ଓଡ଼ିଶା ଜଗନ୍ନାଥଙ୍କ ରାଜ୍ୟ, ଏଠାରେ ଅଶାନ୍ତ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର
@prasantakumar6857
@prasantakumar6857 2 күн бұрын
ଆର୍ଗୁମେଣ୍ଟ କରିବେ l ବୋଲି ତମେ ସଳେ ବାଡେଇବl ଛି ଛି ଓଡ଼ିଶା ପୋଲିସ୍ l ଜଣେ ସେନା ମେଜର ଉପରେ ଏମିତି ହେଇ ପାରୁଚି l ଆମେ ଗରିବ ଲୋକ ଙ୍କୁ ଏ ପୋଲିସ କଣ ନ କରିବ l ଛି ସେ ଘୋଡା ଗେହୀ ଲେଡି ପୋଲିସ ଅଫିସର କେମିତି ଜଣେ ଝିଅକୁ ଅତ୍ୟାଚାର କଲା l
@bharatpradhan2462
@bharatpradhan2462 2 күн бұрын
ପ୍ରଥମେ ପବ୍ଲିକ ମାଡ଼,ପରେ ଆଇନ ଚାଲୁ
@Chhua-j9j
@Chhua-j9j Күн бұрын
Correct
@ajitkumarrememberyou8412
@ajitkumarrememberyou8412 Күн бұрын
Right dekhibo kete ta maa khira pichi
@khirodkumarpanda4763
@khirodkumarpanda4763 2 күн бұрын
ଓଡ଼ିଶା ପୋଲିସ୍ ର କାରନାମା ଦାଣ୍ଡରେ ପଡି ହାଟରେ ଗଡିଲାଣି ଜାତୀୟ ଗଣମାଧ୍ୟମରେ ଓଡ଼ିଶା ପୋଲିସ୍ ର କାରନାମା ପ୍ରଚାର ଭାରି ଜୋରରେ ହେଉଛି ଭାରତୀୟ ସେନାଧ୍ୟକ୍ଷ ଘଟଣା କୁ ଗମ୍ଭୀରତା ର ସହ ନେଇ ନଜର ରଖିଛନ୍ତି ବିଜେଡି ଶାସନ ବେଳୁ କିଛି ପୋଲିସ୍ ଅଧିକାରୀ ଙ୍କ ମାନସିକତା ରେ ପରିବର୍ତ୍ତନ କରିନାହାନ୍ତି
@satyanaik7321
@satyanaik7321 2 күн бұрын
କଣ ରିପୋର୍ଟ କରିବେ ସେ କହିବେ ଆପଣ କାମ କରିବେ ସେ ଲେଡୀ ଅଫିସର୍ ଥାନ ରେ ଗାଣ୍ଡୀ ଦେଖାଉ ଥିଲା ଗଲାନି ଘଟଣା ସ୍ଥଳ କୁ ସଙ୍ଗେ ସଙ୍ଗେ ଯିବାର ଥିଲା 😂😂😂
@madhusudandhal302
@madhusudandhal302 2 күн бұрын
ପୋଲିସ ମାନେ କଣ ଭାବୁଛନ୍ତି army କିଛି କରିପାରିବନି Army ମାନେ ଯେତିକି ଭଲ ସେତିକି ଖରାପି ହେଲେ 👍🏽👍🏽👍🏽Samjhe kya 🥷🏽
@sanjayanaik-n9s
@sanjayanaik-n9s Күн бұрын
POLICE ସାଧାରଣ ଲୋକଙ୍କୁ କେମିତି ବ୍ୟବହାର କରୁଥିବେ ,,ଏଥୁରୁ ଜଣା ପଡୁଛି
@sanjayadas7539
@sanjayadas7539 2 күн бұрын
ପାୱାର ଅଛି ବୋଲି ଏମିତି ବ୍ୟବହାର କରିବା ଠିକ୍ ନୁହେଁ।
@deepakdeepu2646-t6p
@deepakdeepu2646-t6p Күн бұрын
ଓଡ଼ିଶା ପୁଲିସ୍ ର ଏପରି କୁକର୍ମ କୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ। ଓଡ଼ିଶା ପୁଲିସ୍ ପିଡୀତ ଙ୍କୁ ନ୍ୟାୟ ଦେବା ପ୍ରତିବଦଳରେ ପିଡୀତ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛି। ଏହାଠାରୁ ନିନ୍ଦନୀୟ ଘଟଣା ଆଉ କିଛି ହେଇନପାରେ।
@Brijeshmallick
@Brijeshmallick 2 күн бұрын
ଲୋକ ଶିକ୍ଷିତ ହେଲେ କଣ ହେବ ମାନସିକତା କିଏ ପରିବର୍ତନ କରିବ
@marinerambika6438
@marinerambika6438 16 сағат бұрын
Yeguda sikhita nuha,ye sala guda paisa dia chakar guda
@niranjanjena7973
@niranjanjena7973 2 күн бұрын
ଦୟା କରି ନିଜ ପିଲାଙ୍କୁ କେବେବି ପୋଲିସ ଚାକିରି କରିବା ପାଇଁ ଅନୁମତି ଦିଅନି,, ନ ହେଲେ ମା ଭଉଣୀ ଝିଅ ଙ୍କ ଇଜ୍ଜତ ଏକା କରିଦେବେ ଲୋକେ, ସବୁବେଳେ ପୋଲିସ ଗାଳି ଶୁଣେ ମା____,,,, ଭଉଣୀ ____,,,ଏମିତି ଅନେଗୁଡ଼ିଏ ଗାଳି, ଆଉ ଅଭିଶାପ ବି ଲୋକ ଦିଅନ୍ତି,,, ଆଉ କେଉଁ ଦେଶ କଥା କହି ପାରିବିନି ,ଭାରତ ରେ ବହୁତ୍ ବେକାର ପୋଲିସ
@BharatikrushnaRath
@BharatikrushnaRath 2 күн бұрын
ଏଭଳି ପୋଲିସ ଅଫିସର ମାନଙ୍କୁ ଦେଶର ସୀମା ରେ ନିଯୁକ୍ତି କରାଗଲେ ଜାଣିବେ ସେନା ଓ ପୋଲିସ ଭିତରେ ତଫାତ କେତେ.
@birendramunda5435
@birendramunda5435 2 күн бұрын
ସଠିକ୍ କଥା
@tapasiadhikari5103
@tapasiadhikari5103 2 күн бұрын
ଏ ପୋଲିସ ଵାଲା 200 ଟଙ୍କା ନେଇ ଭାରତ ଭିତରକୁ ଆତଙ୍କବାଦୀ କୁ ଛାଡ଼ିବେ
@luchimoharana5213
@luchimoharana5213 Күн бұрын
Emanku army re selection hebeni ....khali basiki Peta bahara karichhanti
@minaketanbhanja2503
@minaketanbhanja2503 Күн бұрын
Absolutely right 👌 👍👍👍
@shankarkumarsahu5170
@shankarkumarsahu5170 Күн бұрын
ଏମାନେ ଆଇନ ର ରକ୍ଷକ ନା ଭକ୍ଷକ ଏହି ଭଳି ଅଫିସର ଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@gangadhardash3430
@gangadhardash3430 2 күн бұрын
ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ କଥା କହିବା ପାପ !!
@abhimanyunayak4246
@abhimanyunayak4246 2 күн бұрын
ପୋଲିସ ଉପରେ ସେଇଭଳି କାର୍ଯ୍ୟ ହେଉ ପୋଲିସ ଜନତା କୁ ଦେଖିଲେ ସନମାନ ଦେବ
@bijayapppradhan4563
@bijayapppradhan4563 2 күн бұрын
ସିପାହୀରୁ iic ସେ କଣ ଶିଖିବେ। ବାହାଦୁରି ମାରୁଛନ୍ତି।
@parsuramjani1993
@parsuramjani1993 6 сағат бұрын
Odisha ଉପରେ national media coverage ବେଶି ଅଛି ସାବଧାନ ମୋହନ ସରକାର, ଜୟ ଶ୍ରୀ ରାମ
@bhabaniprasadrout
@bhabaniprasadrout 2 күн бұрын
ଯେଉଁ ଅଫିସର ଯୌନାଙ୍ଗ ଦେଖାଇଛି ତା ଘରେ ମା ଭଉଣୀ ନାହାନ୍ତି.
@chittaranjanbarik122
@chittaranjanbarik122 2 күн бұрын
ରାଜ୍ୟରୁ ପୋଲିସ ବିଭାଗକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଉ ଦେଖିବା ରାଜ୍ୟ ଠିକ ଚାଲୁଛି ନା ନାହିଁ।
@TunaDas-tt7xj
@TunaDas-tt7xj 2 күн бұрын
ଏ ମର୍ମ୍ହାହାତ ଘଟଣା ରୁ ଓଡ଼ିଶାର ଜନସାଧାରଣଙ୍କ ମନରେ ପୋଲିସ ଉପରୁ ବିଶ୍ବାସ ତୁଟି ଗଲା । ଯିଏ ଅଭିଯୋଗ ପାଇଁ ଆସନ୍ତି ସେ ପୋଲିସ ସହିତ ମୋର ପିଟ ହେବାକୁ ଆସନ୍ତି। ସେ ପୁଣି ମହିଳା। ପୋଲିସ ବାବୁ ଚୁଡ଼ି ପିନ୍ଧି ଥାନାରେ ବସ । ଏହା ଏକ ସଡ଼ଯନ୍ତ , ମହନ ସାର୍ ଏମାନଙ୍କୁ desmiss କରା ଯାଉ
@balakrishnamahanta7542
@balakrishnamahanta7542 Күн бұрын
ପୋଲିସ ଅଫିସର ମାନଙ୍କୁ ଭଲ ଭାବରେ ଶିକ୍ଷା ଦିଆ ଯାଉନାହିଁ 😢
@surjyasamanta6961
@surjyasamanta6961 2 күн бұрын
ପୋଲିସ ମିଛ କହୁଛି।
@sankarsangiri5695
@sankarsangiri5695 2 күн бұрын
କଲିକତା ପୋଲିସଙ୍କର କାମ ଶୁଣିଥିଲୁ ଏବେ ମିଡ଼ିଆରୁ ଓଡିଶା ପୋଲିସଙ୍କ କାମ ଜାଣିଲୁ, ଧନ୍ୟବାଦ
@biswaranjanbiswal7612
@biswaranjanbiswal7612 2 күн бұрын
ଏଥିରେ CBI ଯାଞ୍ଚ ହେବା ଦରକାର
@AnitaParmani
@AnitaParmani 2 күн бұрын
ଚୋର ପୁଲିସ ପଇସା ଯାହାର ଖାଇବ ତା କଥା ଶୁଣିବ ଆମ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନାର ଜଣେ ଷ୍ଟାପ ଅଛି
@bapisadangi3373
@bapisadangi3373 2 күн бұрын
ପୋଲିସ୍ କୁ, ମଉକା ଦେଖି ହାଣିଦିଅ
@user-pi1lc5ov3i
@user-pi1lc5ov3i 2 күн бұрын
ତା ପରେ ତ ମାଆ ଭଉଣୀ କୁ ତ ଘରେ ପଶି ଗେହିଁଲେ ତୁ କାହା ପାଖକୁ ଯିବୁ Polic କୁ ତୁ ହାଣୀ ମାରି ଦେଇଥିବୁ 😂😂
@Cashhuntbhadrak
@Cashhuntbhadrak 2 күн бұрын
​@@user-pi1lc5ov3i na bhai gali diantu nahi
@bapisadangi3373
@bapisadangi3373 2 күн бұрын
@@user-pi1lc5ov3i ପ୍ରଥମେ ତୋର ଭଉଣୀ କୁ ଠିଆପେଲିବି ତାପରେ ବୋଉର ପାଟିରେ ପୁରାଇ ବି, ଶେଷରେ ପୋଲିସ୍
@kartik_bhuyan_tapu
@kartik_bhuyan_tapu 2 күн бұрын
👍👍👍​@@bapisadangi3373
@biswajitmahakud3870
@biswajitmahakud3870 2 күн бұрын
❤❤❤​@@bapisadangi3373
@dambarudharmajhi1357
@dambarudharmajhi1357 7 сағат бұрын
ଓଡ଼ିଶା ପୋଲିସ ର ଭାଉ ଛଡାଅ.... ସାରା ରାଜ୍ୟ ରେ ବହୁ ଲୋକ ଚିନ୍ତା ରେ ଅଛନ୍ତି
@ShreearamMeher
@ShreearamMeher 2 күн бұрын
ମାଗିହା ପୋଲିସ ମାନଙ୍କର ଏତେ ସାହଶ ମେଜର କୁ ମଧ୍ୟ ଛାଡ଼ିଲେ ନି ସେଥିପାଇଁ ତ ପୋଲିସ କୁ କୁକୁର କହନ୍ତି
@UstanMedia
@UstanMedia 9 сағат бұрын
ସରକାର ପୋଲିସ ଚାକିରୀ ଦେବା ପୂର୍ବ ରୁ ଏହା ଦେଖନ୍ତୁ ସେ ଜଣେ ଯବାନ ହୋଇଥିବା ଆବଶ୍ୟକ ।
@Siba-ly7tf
@Siba-ly7tf 2 күн бұрын
Odisha police educated and intelligent ହେବ ଆବଶ୍ୟକ। ବିଛା ମନ୍ତ୍ର ନ ଜାଣି ସାପ ଗାତ ରେ ହାତ ପୁରାଇଲେ ଏହି ଅବସ୍ଥା ହେବ।
@Siddhant110
@Siddhant110 Күн бұрын
ତଦନ୍ତ ହଉ ଆଉ ଅପରାଧୀ କରିଥିବା ଲୋକଙ୍କ ଘରେ ବୁଲୁଡୋଜର ଚାଲ ଯାଉ 😎😎😎
@ManoranjanKanar-y9p
@ManoranjanKanar-y9p 2 күн бұрын
ଆଜିକାଲି Police ନିରୀହ ଲୋକଙ୍କୁ ବହୁତ ହଇରାଣ କରୁଛି ଏଇ ଭଳିଆ police ମାନଙ୍କୁ suspend କରାଯାଉ
@AmareswarKandi-h1m
@AmareswarKandi-h1m Күн бұрын
ଉଚ ପୋଲିସ ଅଧିକାରୀ ମାନେ ପ୍ରତି ଥାନାରେ ଏପରି ଘଟଣା ସବୁଦିନ ଘଟୁଛି ତେଣୁ ଉଚ ଅଧିକାରୀ ସାର ମାନେ ଦୟାକରି ଭଲରେ ଧ୍ୟାନ ଦିଅନ୍ତୁ
@swadhikarbetaj3768
@swadhikarbetaj3768 2 күн бұрын
ସସ୍ପେଣ୍ଡ୍ ଗୋଟିଏ ଦଣ୍ଡ ନୁହଁ? ପୁରା ଚାକିରୀରୁ ବହିସ୍କାର କରନ୍ତୁ।
@ratnakarsethi8403
@ratnakarsethi8403 2 күн бұрын
Right 👍
@BapunMahanta-wd6kz
@BapunMahanta-wd6kz 2 күн бұрын
ସବୁ ମିଛ କଥା ଓଡ଼ିଶା ପୋଲିସ ବାଲା ହିଁ ଚୋର (ସେ ଜଣେ ARMY 🪖 ) କହାକୁ କେମିତି ବ୍ୟବହାର ଦିଆ ଯିବ ବେଶ୍ ଭାବରେ ଜଣା | ଭାରତ ମାତା କି ଜୟ 🙏
@liteshkumar2496
@liteshkumar2496 2 күн бұрын
Bjd ସମୟର ନିଶା ଓଡିଶା ପୋଲିସ ର ଯାଇନି
@SantanuDalai-xe2xq
@SantanuDalai-xe2xq 2 күн бұрын
ୟେ ସଲେ ବିଜେଡି ର ଚାଟୁକାର ଥିଲେ ବବି ଦାଶ ର
@Aviator_7940
@Aviator_7940 2 күн бұрын
😂😂
@RajuKhatua-wj1wg
@RajuKhatua-wj1wg 2 күн бұрын
Odisha CM ଜଲଦି ଏମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନହେଲେ ପଶ୍ଚିମ ବଙ୍ଗ ଭଳି ପରିସ୍ଥିତି ଘଟିବ
@niranjanmohapatra9421
@niranjanmohapatra9421 2 күн бұрын
Suspension is not enough, they should be dismissed from their services.
@ratnakarsethi8403
@ratnakarsethi8403 2 күн бұрын
Right 👍
@ranjanpatel8608
@ranjanpatel8608 2 күн бұрын
ଆମର ବିଚାର ପତି ମାନେ ପୋଲିସ ଚାର୍ଜ ସିଟ ପଢ଼ୁ ନାହା ନ୍ତି ମିଛ ଚାର୍ଜ ସିଟ କିଛି କହୁ ନାହାନ୍ତି
@SPINFOTAINMENT
@SPINFOTAINMENT 2 күн бұрын
ଏଗୁଡା ଯେତିକି ଏମିତି କାମ କରୁଛନ୍ତି ଏଗୁଡା police ନୁହଁ କଞ୍ଚା ବେଧ ପିଲା ଗୁଡାକ । ଏଗୁଡ଼ାଙ୍କ ଗାଣ୍ଡୀ ପଟେ ଶାବଳ ପୁରେଇବା ଦରକାର public ଙ୍କୁ ସମସ୍ତେ ମିଶିକି ନହେଲେ ଏ ବେଧ ପିଲେ ଏମିତି ଜନସାଧାରଣଙ୍କ ଉପରେ ଅମାନୁଷିକ କାର୍ଯ୍ୟ କରିଚାଲିଥିବେ।
@pradiptakishorebal2978
@pradiptakishorebal2978 9 сағат бұрын
ଏ କେଶରେ ଯେଉଁ ପୁଲିସ ବାବୁ ଅଛନ୍ତି, ସେମାନଙ୍କୁ ଚାକିରିରୁ ବହିଷ୍କାର କରା ଯାଉ, ଏମାନଂକୁ ବର୍ଡର ଏରିଆରେ ବର୍ଷ ଟିଏ ପାଇଁ ପଠାଇ ବାକୁ ଅନୁରୋଧ,
@bimalaprasadbhanjasamanta9954
@bimalaprasadbhanjasamanta9954 2 күн бұрын
ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀ ହେବା ଦରକାର
@jamunakapujamunakapu4453
@jamunakapujamunakapu4453 Күн бұрын
ଯେତେବେଳେ ବି ପୋଲିସ ମାନଙ୍କ ଉପରେ ଏମିତି କିଛି ପଦକ୍ଷେପ ନିଆଯାଉଛି ସେତେବେଳେ ସାଧାରଣ ଜନତା ଭାରି ଖୁସି, ଜଣାନାଇଁ କଉ ଜନ୍ମ ର ରାଗ ଅଛି 😄😄😄😄😄
@bhabaniprasadrout
@bhabaniprasadrout 2 күн бұрын
ଏବେବି ଇଂରେଜ ଅମଳ ଭାବୁଛନ୍ତି
@sarojkumarsahoo9310
@sarojkumarsahoo9310 Күн бұрын
ପୋଲିସ କୁ ବ୍ୟବହାର ଶିଖିବା ଦରକାର। Army କୁ ବ୍ୟବହାର ଜଣା। ଲାଞ୍ଚ ଖାଉଥିବା OP
@snigdharani-pl8ze
@snigdharani-pl8ze 2 күн бұрын
ଡହରାମି ଦେଖାଉଥିଲା ନାମ ନେଇଛି
@kalucharanpatra5767
@kalucharanpatra5767 Күн бұрын
ସାଧାରଣ ଲୋକ ଟେ କ'ଣ କରିବ ? ସରକାରଙ୍କୁ ଅନୁରୋଧ ପୋଲିସ୍ ର ସଂପୂର୍ଣ୍ଣ ସଂସ୍କାର ଆଣନ୍ତୁ । ପୂର୍ବତନ ସରକାର ପାଇଁ ସେମାନଙ୍କ ର ଏହି ବ୍ୟବହାର ଖରାପ ହୋଇଛି
@santoshkumarmishra2620
@santoshkumarmishra2620 2 күн бұрын
suspend ନୁହେଁ କେବଳ ମାଡ ହିଁ ମାଡ ଦରକାରଥିଲା
@aapu_tv
@aapu_tv Күн бұрын
ଏମିତି ଲୋକଙ୍କୁ Direct.. ଚାକିରିରୁ ବହିଷ୍କାର କରିଦେଲେ ସବୁ ପୋଲିସ Officer ଭଲ ହେଇଯିବେ...|
@debasissahu2637
@debasissahu2637 2 күн бұрын
ତାଙ୍କୁ ଚାକିରୀରୁ ବିଦା କରାଯାଉ।
@munapapushorts9695
@munapapushorts9695 2 күн бұрын
କେହି ଦେହ କୁ ନେବେନି। ଏମିତି ପୋଲିସ ଙ୍କ ପାଈଁ ପ୍ରଶାନ୍ତ ଜଗଦେବ ହିଁ ଠିକ। ତାଙ୍କ ପାଖର ଏମିତିକା ପୋଲିସ ଙ୍କୁ duty ରେ ଲଗେଇ ଦିଅନ୍ତୁ। ସେ ଠିକ୍ କରିଦେବେ।
@lokanathrout8763
@lokanathrout8763 2 күн бұрын
ଦୃଷ୍ଟାନ୍ତମୂଳକ ଶାସ୍ତି ସରକାର ନେବା ଉଚିତ
@amrjitbiswal7243
@amrjitbiswal7243 2 күн бұрын
ଛି ଛି ଏମିତି ପୋଲିସ କୁ ବହିଷ୍କାର କରାଯାଉ ଶଳା ମିଛ କହୁଛି
@ranjankumarmohapatra1718
@ranjankumarmohapatra1718 2 күн бұрын
Addl. DCP should be punished for his irresponsible statement.
@kailashchandrajena8405
@kailashchandrajena8405 2 күн бұрын
Thik katha...ye additional DCP Doshi police ku Ghana ghodaibaku michha kahuchhi...nindaniy. Additional DCP birudhare govt. action neba uchit.
@studywithme1961
@studywithme1961 17 сағат бұрын
ଓଡିଶା ସରକାର ପ୍ରଥମେ ପୋଲିସ ବ୍ୟବସ୍ଥାକୁ ସୁଧାରିବା ଦରକାର, ତାପରେ ଅନlନ୍ୟ ବ୍ୟବସ୍ତା କରିବେ, କାରଣ ପ୍ରତେକ ଦିନ ପୋଲିସ ବିରୋଧରେ ଅଭିଯୋଗ ଆସିବା ସରକାର ଙ୍କ ପକ୍ଷ୍ୟେ ଭଲ ସୂଚକ ନୁହେଁ l
@mskumar981
@mskumar981 2 күн бұрын
Odisha police ku discipline sikhaya dia . Indian army bahut discipline ,bravery,unity thanti Sethi pai satru desh daranti .
@user-rf6qc8bs7s
@user-rf6qc8bs7s Күн бұрын
ପୋଲିସ ଉପରୁ ଲୋକଙ୍କ ଭରଷା ତୁଟିଲାଣି , ପୋଲିସ କେବେଳ ନେତା ମାନଙ୍କ ଚିଂହା ଲୋକଙ୍କ କଥା ଶୁଣିବ, ସାଧାରଣ ଲୋକ ଏବେ ବି ହଇରାଣ ହେଉଛନ୍ତି | ୟେ କେଶ ରେ ପୋଲିସ ଙ୍କ ବିରୁଦ୍ଧରେ କରିମିନାଲ କେଶ ଫାଇଲେ ହେବ ଦରକାର
@prafullakumarpanda5683
@prafullakumarpanda5683 2 күн бұрын
Good step thanks
@prabiramishra9758
@prabiramishra9758 2 күн бұрын
ଆମ ଦେଶର ଯବାନ ଆମ ପାଇଁ ଦ୍ୱିତୀୟ ଭଗବାନ ସଦୃଶ, ଦେଶ ପାଇଁ ପୋଲିସ ଗୁଣ୍ଡା ସଦୃଶ ଚୋର ବି ମଧ୍ୟ.
@rameshchandradash4605
@rameshchandradash4605 2 күн бұрын
Bhala heichi bada officer janantu ki bhali police work heuchhi,
@budhanathmohapatra150
@budhanathmohapatra150 2 күн бұрын
ଏ DCP ସମ୍ପୁର୍ଣ୍ଣ ମିଛ କହୁଛନ୍ତି, ଆଙ୍କୁ ତୁରନ୍ତ arrest କର।
@MitusundaraMitu
@MitusundaraMitu 2 күн бұрын
Police chi chi
@ManoranjnaPatra-dj1pf
@ManoranjnaPatra-dj1pf 9 сағат бұрын
ପୁରୁଣା ଅଭ୍ୟାସ ଛାଡରେ ଓଡିଶା ପୋଲିସ ! ନ ହେଲେ ଲୋକେ କହିବେ ଏମାନେ ସେଇ ବିଜେଡିପୋଲିସ !
@scdas01
@scdas01 2 күн бұрын
Suspending 05 is not enough. DCP Prateek Singh should be suspended also. He has expressed his mindset & perception on the case by making allegitions & holding the army major & his friend as main culpr & main cause pf the incident. I am sure, he is not an eye witness of the incident, must be talking to press on third hand information. Or everything has happened in his knowledge. He can be considered as a party to the incident. Therefore he is bias & prejudice. He is taking the side of the crime. So his presence on the DCP-chair would influence the enquiry. He therefore be suspended & report else where.
@sasmitasasmitaa
@sasmitasasmitaa 2 күн бұрын
Suspend saha case release naheba parjyanta jail rahiba darkar
@narottamparida50
@narottamparida50 Күн бұрын
ଏ ପୋଲିସ ମାନେ ବିଜେଡି ସମୟରେ ଏହିପରି ଦାଦାଗିରି କରୁଥିଲେ, ଅଭ୍ୟାସ ଟା ଛାଡ଼ିନି
@SrikantaGomango
@SrikantaGomango 2 күн бұрын
ବହୁତ୍ ଆନନ୍ଦର ବିଷୟ।
@chittaranjanbarik122
@chittaranjanbarik122 2 күн бұрын
ଆପଣ ମାନେ ଡ ଜଣେ ଜଣେ ଭଦ୍ର ଲୋକ ଆପଣଙ୍କ ପାଟିରୁ ଏପରି ଭାଷା କିପରି ବାହାରୁଛି, ଗୋଟେ ଘଟଣାକୁ ନେଇ ଆପଣମାନେ ଏତେ ବଡ ବଡ କଥା କହୁଛନ୍ତି, ପୋଲିସମାନେ ତ ତା ହେଲେ କଣ କାଠରେ ତିଆରି ହୋଇଛନ୍ତି ଯେ ଯିଏ ଯାହା ପାରିବେ କହିବେ ଯଦି ଆପଣମାନେ ଭାବୁଛନ୍ତି ପୋଲିସ ବିଭାଗ ରହିବା ଦ୍ବାରା ଆପଣଙ୍କର ଅସୁବିଧା ହେଉଅଛି ତା ହେଲେ ଆପଣମାନଙ୍କୁ ଚୋରୀ କରିବାକୁ ସୁବିଧା ହେବ
@bipinbiharisarangi9663
@bipinbiharisarangi9663 14 сағат бұрын
ମାଘିଆ ଏ ପୋଲିସ ବାଳଙ୍କୁ ଥାନାରେ ରଖି ନିଆ ଚେଙ୍ଗି ଦିଅ
@jayakrushnarana4501
@jayakrushnarana4501 Күн бұрын
ପୋଲିସ ଭାବୁଛି ଆମେ ଭଗବାନ ଯାହା କହିବୁ ଓ କରିବୁ ତାହା ଠିକ୍?
🍉😋 #shorts
00:24
Денис Кукояка
Рет қаралды 1 МЛН
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 60 МЛН