ଚିଠି ଦେଇ ମମତାଙ୍କୁ ଫସାଇଦେଲେ ନବୀନ ! ବୁମେରାଂ ହୋଇଗଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି Naveen Mamata

  Рет қаралды 1,070,774

Odisha Bhaskar

Odisha Bhaskar

Күн бұрын

Пікірлер: 441
@nirakarsahoo7004
@nirakarsahoo7004 5 ай бұрын
ପ୍ରତ୍ୟେକ ବ୍ୟକ୍ତି ସ୍ୱାଭିମାନ ର ସହିତ ବଞ୍ଚିବା ଶିଖନ୍ତୁ ଓ ଜାତିର ଟେକ ରଖନ୍ତୁ ଓ କିଛି ଦିନର ଏଭଳି ଅବ୍ୟବସ୍ଥାରେ ( ଯାହାକି ନବୀନ ବାବୁଙ୍କ ସମୟରେ ସୃଷ୍ଟ ) ନୂତନ ସରକାର କୁ ସହଯୋଗ କରନ୍ତୁ । ଆଳୁ ସମାସ୍ୟା କୁ ମୋହନ ସରକାର ଗମ୍ଭୀରତା ର ସହିତ ନେଇ ଆଗାମୀ ଦିନରେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ।
@Someshkumar013
@Someshkumar013 5 ай бұрын
ଦିଦି ଏଥର ଗାଦି ଛାଡ଼ିବେ
@Gameshort-hd5er
@Gameshort-hd5er 5 ай бұрын
ମୋର ଭିଡିଓ ଦେଖ
@santoshtripathy
@santoshtripathy 5 ай бұрын
ସରକାରଙ୍କ ପଦକ୍ଷେପ ଯଥାର୍ଥ। ଏବେ ଆଳୁ ଚାଷର ଆତ୍ମନିର୍ଭରଶୀଳ ଓଡିଶା ଦେଖିବା ବଡ଼ କଥା ହେବ ।
@archanabarik2330
@archanabarik2330 5 ай бұрын
Hau hela hela.....😡
@brahmanandanayak3947
@brahmanandanayak3947 5 ай бұрын
¹​@@archanabarik2330
@BKR337
@BKR337 5 ай бұрын
​@@archanabarik2330ଭେରି ନାଇସ୍ 😂
@riteshgamer65
@riteshgamer65 5 ай бұрын
ଏବେ ମମତା ଦିଦି ଖଞ୍ଜଣୀ ବଜାଇବେ ।
@BKR337
@BKR337 5 ай бұрын
ଏବେ ଆମ ସମସ୍ତଙ୍କର ଫଟେଇବ
@ocozGKyt
@ocozGKyt 5 ай бұрын
A ରଙ୍ଗ ରହିଲେ ହେଲା
@bibhutisahu4204
@bibhutisahu4204 5 ай бұрын
ଏ ରାକ୍ଷାସୁଣୀ ପକା ବଦମାସ, ବହୁତ ଲୋକଙ୍କୁ ମାରିଛି
@riteshgamer65
@riteshgamer65 5 ай бұрын
ଅତି ଗର୍ବେ ହତ ଲଙ୍କା ........
@Jay_Shri-Ram091
@Jay_Shri-Ram091 5 ай бұрын
ବହୁତ୍ ବଢିଆ, ବାଂଲାଦେଶୀ ଅନୁପ୍ରବେଶକାରୀ ସଙ୍ଖ୍ୟା ବହୁତ୍ ଦେଶ ରାଜ୍ୟ ରେ ହୋଇସାରିଲାଣି
@Gameshort-hd5er
@Gameshort-hd5er 5 ай бұрын
ମୋର ଭିଡିଓ ଦେଖ
@prasantparida8453
@prasantparida8453 5 ай бұрын
ଦିଦିକୁ ପାନେ ଦିଅ
@motilalmunda2816
@motilalmunda2816 5 ай бұрын
ମମତା ବେଙ୍ଗଲ ଚାଷୀମାନଙ୍କ ସହିତ ଖେଳୁଛି
@abhimanyurout4574
@abhimanyurout4574 5 ай бұрын
ମମତାଙ୍କ,ହିନମାନଷିକତା,ପାଇଁ, ପସ୍ତେଇବେ
@BenudharMajhi-oj2dd
@BenudharMajhi-oj2dd 5 ай бұрын
ସରକାର କୁ ସହଯୋଗ କରିବା ସମସ୍ତ ଙ୍କ କର୍ତ୍ତବ୍ୟ
@sajitkumar9254
@sajitkumar9254 5 ай бұрын
Are bhai 24. Brssha purbaRu kuade thila
@sajitkumar9254
@sajitkumar9254 5 ай бұрын
Bujhi parile Na nahi appannaku odishara mukhya mantri banibara thila sir
@babark6185
@babark6185 5 ай бұрын
ମମତା ଦିଦି ନବିନ ବାସଭବନ କୁ ପଠାଇ ଦିଅ
@rabindranathjena6052
@rabindranathjena6052 5 ай бұрын
ଆମେ ଆମ ଓଡିଶା ରେ ଚାଷୀ ମାନଙ୍କୁ ଆଳୁ ଚାଷ ପାଇଁ ଉପଯୁକ୍ତ ଶିକ୍ଷା ଆଉ ପ୍ରୋତ୍ସାହନ କଲେ ଆମକୁ ବଙ୍ଗାଳିଙ୍କ ପାଖରେ ହାତ ପତେଇବାକୁ ପଡ଼ିବନି l
@shibaprasadpodh5308
@shibaprasadpodh5308 5 ай бұрын
100% right
@Gameshort-hd5er
@Gameshort-hd5er 5 ай бұрын
ମୋର ଭିଡିଓ ଦେଖ
@9433sss
@9433sss 5 ай бұрын
ଭାଇ ଆମ ଓଡ଼ିଶା ର ମାଟି ଆଳୁ ପାଇଁ ସେତେଟା ଉପୋଜୋଗି ନୁହେଁ
@jatadharibehera3067
@jatadharibehera3067 5 ай бұрын
ଓଡ଼ିଶାକୁ ତ ନବୀନ କୃଷିରେ ଏକ ନମ୍ୱର୍ କରି ପୁରସ୍କୃତ ହୋଇଛନ୍ତି । ଏବେ ଦୁଇ ମାସ ଭିତରେ ବିଜେପି ଓଡ଼ିଶାର କୃଷି କୁ କୁଆଡେ ନେଇ ଲୁଚାଇ ରଖିଦେଲେ ?
@BimalMahabhoi
@BimalMahabhoi 5 ай бұрын
5:14 ​@@9433sss😊
@riteshgamer65
@riteshgamer65 5 ай бұрын
ନବୀନ ବାବୁଙ୍କ ବାହାଦୁରି ଧରା ପଡିଗଲା ।
@dibyaranjanbehera7927
@dibyaranjanbehera7927 5 ай бұрын
👍👍
@archanabarik2330
@archanabarik2330 5 ай бұрын
Nabin Babu nka pachhare lagi sabu mariba......😡😡
@BiswaJeet-r1x
@BiswaJeet-r1x 5 ай бұрын
​@@archanabarik2330au achi sunu papdi khaiba
@dr.doremon7883
@dr.doremon7883 5 ай бұрын
Kahibaku kan chahnucha bhai . Nveen patnaik na rahile kan desh chalibani ki​@@archanabarik2330
@niharranjanmohanty28
@niharranjanmohanty28 5 ай бұрын
Mohan sarkar ..good decision
@biswajitbiswal8935
@biswajitbiswal8935 5 ай бұрын
We always standing with our cm
@ranjitswain5692
@ranjitswain5692 5 ай бұрын
ନବୀନ ପଟ୍ଟନାୟକ ୨୪ ବର୍ଷ ରେ ଚାଷୀଙ୍କ ପାଇଁ କଣ କରିଛି। ସବୁ ଶୀତଳ ଭଣ୍ଡାର ଭୁଶୁଡ଼ିବା ଅବସ୍ଥାରେ। ଧାନ କ୍ଵିଣ୍ଟାଲ ପିଛା ୧୦୦ ଟଙ୍କା ସବ୍ସିଡି ଦେଇ ପାରିଲା ନାହିଁ। ଏବେ ବାଳ ଚିଠି ଲେଖିଛି।
@AnantaBhoi-ty6zh
@AnantaBhoi-ty6zh 5 ай бұрын
Bahut badhiya Bhai didi ra galu Maru
@alxnjfhnkkdh
@alxnjfhnkkdh 5 ай бұрын
That's the bare truth
@manoranjanbehera1199
@manoranjanbehera1199 5 ай бұрын
ଦିଦି ku ପଚରାଯାଉ କଣ ପାଇଁ ସେ ବନ୍ଦ କରିଥିଲେ କିଛି ତ ରିଜିନୀ ଥିବ
@jchoudhury274
@jchoudhury274 5 ай бұрын
BJD ଦୁର୍ନୀତି ଗ୍ରସ୍ତ ଦଳ ପାଇଁ ଆଜି a ଅବସ୍ଥା
@nareshbhanj5463
@nareshbhanj5463 5 ай бұрын
ଏଇଥିରେ ରଂଚେ ମାତ୍ର ସନ୍ଦେହ ନାହିଁ।
@samirnayak3768
@samirnayak3768 5 ай бұрын
Absolutely right
@Eeettffghjn
@Eeettffghjn 5 ай бұрын
ବିଜେଡି ଥିଲା ବେଳେ 10 ରୁ 15 ଟଙ୍କା ଭିତରେ ଥିଲା but ଏବେ 60
@MJBhajanSandhya
@MJBhajanSandhya 5 ай бұрын
ମମତା କୁ ଛେଚିବା ଦରକାର l ବୁଢୀହେଲାଣି ତାର କପଟିଆ ଗୁଣ ଗଲାନାହିଁ 😡😡🤣🤣
@prakashchandrapradhan8312
@prakashchandrapradhan8312 5 ай бұрын
ଦିଦି ଏବେ ମରା
@PinkuPatra-dt8xx
@PinkuPatra-dt8xx 5 ай бұрын
ମମତା ଦିଦି ର କଣ ଜୀବ. ଭାସିଯିବ ସେଠିକାର ଚାଷୀ
@sanjaytripathy9675
@sanjaytripathy9675 5 ай бұрын
ଏ ଘୋଡାଗେହୀକୁ ପାନେ ଦେବା ଦରକାର।
@RahuluddinGandhy
@RahuluddinGandhy 5 ай бұрын
Han bhai 😅
@samitatimaka
@samitatimaka 5 ай бұрын
Hmmm re bhai shata kathaa Akee
@RamaParaja-h8m
@RamaParaja-h8m 5 ай бұрын
L​@@samitatimaka
@dishmashreeswain2429
@dishmashreeswain2429 5 ай бұрын
She is a powerful lady it's not easy to deafeat her
@ramhansdah2430
@ramhansdah2430 5 ай бұрын
ମମତା ଫସିଗଲl ଓଡ଼ିଶା ନିଉଜ ବାଲା ଭାବୁଛନ୍ତି😂😂😂ପାଗଳ ନାଁ କି, ତା ଆଳୁ bangaladesh ପଠେଇବ 😂😂😂
@biswaketanmohanty495
@biswaketanmohanty495 5 ай бұрын
60 ଟଙ୍କା ଦେଇ କିଣିବୁ।।। କିନ୍ତୁ ମମତା ଆଳୁ ଖାଈଵୁନି
@Bhakati-bhada
@Bhakati-bhada 5 ай бұрын
ନବୀନ ବହୁତଭଲ
@subudhakumarjena001
@subudhakumarjena001 5 ай бұрын
ବାଳ ଭଲ ଗାଣ୍ଡିମାର ଶଙ୍କରା
@laxmidharmohanty1251
@laxmidharmohanty1251 5 ай бұрын
Chör
@basubhai6346
@basubhai6346 5 ай бұрын
Mor band ah
@rabindrapanda8726
@rabindrapanda8726 5 ай бұрын
ଭଲ କଲେ ଓଡ଼ିଶା ସରକାର,ଆଳୁ ଖାଇବା ବନ୍ଦ୍ କରି ଦେବୁ ସିନା ମମତା ଦିଦି ଙ୍କ ଆଳୁ ଆଉ ଖାଇବୁ ନାହିଁ ।।।
@bisoyibabuli
@bisoyibabuli 5 ай бұрын
ଦେଖ ଆଗକୁ କଣ ହଉଛି
@BijaykumarBanara
@BijaykumarBanara 5 ай бұрын
ନବୀନ ର ଚାଲ ଜଣା ପଡିଲା
@RasanandamurmuMurmu
@RasanandamurmuMurmu 5 ай бұрын
ମମତା ପିଚା ମରେଇ ହଉ
@lifestyleindia649
@lifestyleindia649 5 ай бұрын
ପ୍ରକୃତ ଓଡ଼ିଆ ଯୋଉ ମାନେ କୋଲକତା ଆଳୁ କୁ ବର୍ଜନ କରି ନିଜ ସ୍ୱାଭିମାନ ର ପରିଚୟ ଦେବା ଉଚିତ..
@RubiDehury-q9m
@RubiDehury-q9m 5 ай бұрын
ସରକାର ହେବତ ଏମିତି ହେବା ଦରକାର
@salegramkar3029
@salegramkar3029 5 ай бұрын
ଏମିତିହେଲେ ପଶ୍ଚିମ ବଙ୍ଗର ଜେକୌଣସି ଗାଡିଆସିଲେ ଓଡିଶାସିମାକୁଛାଡନତୁନାହିଁ
@JayakrushnaDehury-es4hb
@JayakrushnaDehury-es4hb 5 ай бұрын
ମମତା ବାଞ୍ଝକୁ ନବୀନ ବାଞ୍ଝ. ନବୀନ କହୁଥିଲେ ଓଡିଶା ମୋର ପରିବାର କିନ୍ତୁ ମମତା ବାଞ୍ଝକୁ ଆଳୁ ନଦେବା ପାଇଁ ନବୀନ ଚିଠି ଲେଖିଥିଲେ. ନବୀନ ତୂ ଟିକେ ସୁଧୁରି ଯା. ତୋ ରାଜନୀତି ଓଡ଼ିଶାବାସୀ କୁ ଜଣା.
@yourdoctor200
@yourdoctor200 5 ай бұрын
ମମତା ର ପାଣି ମରିଗଲାଣି
@KamalRana-r4x
@KamalRana-r4x 5 ай бұрын
ଏଥର ତୁମେ ସବୁ ତାଡି ସଫା କରି ଦେବ ଜୟ ବିଜେପି 😅😢😂
@nirakarsahoo7004
@nirakarsahoo7004 5 ай бұрын
ବନ୍ଧୁ , ସବୁ କାଳରେ କିଛି କିଛି ବିଭୀଷଣ ଓ ଜୟଚନ୍ଦ୍ର ଓ ଚରଣ ପଟ୍ଟନାୟକ ମାନେ ଏ ସମାଜରେ ରହିଥାଆନ୍ତି ।
@mraja3119
@mraja3119 5 ай бұрын
୨୪ ବର୍ଷା ରେ କିଛି ଉପାଡି ପାରିଲେନି ଏବେ ଚିଠି ରେ ଚୋଡିବ
@Real.Alex.943
@Real.Alex.943 5 ай бұрын
Bala odia ashmita kahuthiba loko tk odia sikhi jaoo😅😅
@Real.Alex.943
@Real.Alex.943 5 ай бұрын
Barsha na anubhaba
@mraja3119
@mraja3119 5 ай бұрын
🌹
@mraja3119
@mraja3119 5 ай бұрын
🌹
@SubhendukumarSahani
@SubhendukumarSahani 5 ай бұрын
ଜୟ ଶ୍ରୀ କୃଷ୍ଣ
@purnachandra1694
@purnachandra1694 5 ай бұрын
ଏ ବେଦ୍ଧି ମମତା ନବୀନ ଚୁର 25 ବର୍ଷ ର ଶାସନ କିଛି କଲୁ ନାହିଁ.ନାଲି ଚଚମା ଦେକ କଣ ହଉଚି.
@santoshkumarrout8761
@santoshkumarrout8761 5 ай бұрын
ଓଡ଼ିଶା ଦେଇ wb ର ଆଳୁ ଗାଡ଼ି ଗଲେ ଓଡ଼ିଶା ପୋଲିସ ଲକ୍ଷେ ଟଙ୍କା ଚାନ୍ଦା ନେଇ ଗାଡ଼ି ଛାଡ଼ିବ , ଜୟ ଜଗନ୍ନାଥ 🪷🚩🚩🚩
@sujit_sahoo
@sujit_sahoo 5 ай бұрын
Thik katha
@SPD1206
@SPD1206 5 ай бұрын
ସବୁ କର କାହା ତତଲା ନିଶ୍ୱାସ ର ଭାଗିଦାର ହୁଅନି 🙄 ଧର୍ମ ସହିବନି 🙏
@lokanathdash6899
@lokanathdash6899 5 ай бұрын
Good lesson to W.Bengal and the diplomatic.
@SubhendukumarSahani
@SubhendukumarSahani 5 ай бұрын
ଜୟ ଶ୍ରୀ ରାମ
@lifestyleindia649
@lifestyleindia649 5 ай бұрын
ବେଙ୍ଗଲ ବନ୍ଦ କରିବା ପରେ ଏବେ ବେଙ୍ଗଲ ରୁ ଆସୁଛି କେମିତି.. ଏହା ସମ୍ପୂର୍ଣ ବନ୍ଦ ହେବା ଦରକାର ରହିଛି..
@mraja3119
@mraja3119 5 ай бұрын
ଭଲ କିଳା ନେଇଛି ଦିଦି , ତୋ ,,,,,, ଘଇତା କୁ କହ ପିଠିରେ ପଡିବ
@ranjanparida105
@ranjanparida105 5 ай бұрын
Thanks mohan sarkar bjp jindabad bad koreibjp jindabad bad Akash Bhai jindabad bad
@ranjandas9540
@ranjandas9540 5 ай бұрын
Good speak
@litunmallik204
@litunmallik204 5 ай бұрын
Good odisha government
@laxmidharmohanty1251
@laxmidharmohanty1251 5 ай бұрын
gööd 3:32
@amarbag5933
@amarbag5933 5 ай бұрын
ଓଡ଼ିଶା ରୁ ବଙ୍ଗାଳୀ ହଟାଅ
@bhaktimarga853
@bhaktimarga853 5 ай бұрын
ନଵୀନ ବାବୁ ଯଦି କୋଡିଏ ଟ୍ରିପ ଆଳୁ ଆଣି ଲୋକଙ୍କୁ ବିକ୍ରି କରିଥାନ୍ତେ ତାଙ୍କର ନାମ ବଢିଥାଆନ୍ତା . ଲୋକଙ୍କୁ କେତେ ଭଲ ପାଆନ୍ତି ଲୋକେ ଜାଣିଲେଣି.
@haraprasadmahanta4657
@haraprasadmahanta4657 5 ай бұрын
ରାମ‌ ରାଜ୍ୟ ର ଆଳୁ ଓଡିଶା ଜନତା ଖାଇବେ ରାକ୍ଷସୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ର ଆଳୁ ଖାଇବେ ନାହିଁ
@VimoSingh-zs8gz
@VimoSingh-zs8gz 5 ай бұрын
ଓଡ଼ିଶାର ବାସି ମାଗାଣା ଖାଇବା ୟପି ରୁ ଆସୁଛି ଆଳୁ ଆଉ ଚିନ୍ତା ନାହିଁ
@Gostomahanta
@Gostomahanta 5 ай бұрын
Hmmmmm😂
@anantasamal5654
@anantasamal5654 5 ай бұрын
ओडिसा रे आलू cultivate kara jauu
@dasarathisingh599
@dasarathisingh599 5 ай бұрын
ଏବେ ମମତା ଆଳୁ ତା ଜାଗାରେ pureidio
@utsabmallik1662
@utsabmallik1662 5 ай бұрын
Bahut bhalla heichi jay mohan sir
@LaxmidharSamal-gt1pg
@LaxmidharSamal-gt1pg 5 ай бұрын
Best take step BJP Govt well come.
@SubhendukumarSahani
@SubhendukumarSahani 5 ай бұрын
ଜୟ ଶ୍ରୀ ଜଗନ୍ନାଥ
@AYUSH-n6j
@AYUSH-n6j 5 ай бұрын
Write,bath,👌👌👌👌👌
@Just_randomhuman
@Just_randomhuman 5 ай бұрын
Mamata Interlude😂😂😂😂😂
@uvapatnaik9346
@uvapatnaik9346 5 ай бұрын
ତୁ ଯିବୁ ଆଉ ବେଶୀ ଦିନ ନାହିଁ। ଛଅ ମାସରେ ସବୁ ସଫା ହେଇଯିବ ବିଜେପି ବାଲା
@rupa1073
@rupa1073 5 ай бұрын
ଆଗକୁ ସମସ୍ତେ ମୋହନ ସରକାର ପାଇଁ ଫଶିବେ ରୁହ😂 ନବୀନ ପଟ୍ଟନାୟକ ପାଇଁ ମମତା ପଶିଲା ମୋହନ ମାଝି ପାଇଁ ସମସ୍ତେ ଫଶିବେ😂😂 ନାଁ କ'ଣ FRIENDS😊😅
@ranjitswain5692
@ranjitswain5692 5 ай бұрын
24 ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କରିଛି ଚାଷୀଙ୍କ ପାଇଁ। ଧାନ କ୍ଵିଣ୍ଟାଲ ପିଛା 100 ତାଙ୍କ ସବ୍ସିଡି ଦେଇ ପାରିଲା ନାହିଁ। ଯାହା ଶୀତଳ ଭଣ୍ଡାର ଥିଲା ସେ ବି ଭୁଶୁଡ଼ି ଗଲା। ଗାଁ ରେ ପାରିବା ଚାଷ ବନ୍ଦ ହୋଇଗଲା। ନବୀନ ପଟ୍ଟନାୟକ ଓଡ଼ିଶା କୁ ଖୋଳ କରିଛି। କୋଉ କ୍ଷେତ୍ର ରେ ନବୀନ ପଟ୍ଟନାୟକ ଉନ୍ନତି ଆଣିଚି।
@sushilswain3307
@sushilswain3307 5 ай бұрын
B,,,,,,na
@kumarpapu3225
@kumarpapu3225 5 ай бұрын
Hi rupali❤
@gourachandrasingh8913
@gourachandrasingh8913 5 ай бұрын
ଆରେ ନବିନ ସରକାର ଗୋଟିଏ ମେଣ୍ଢା ସରକାର ଥିଲା ।ତା ଦଳର ଯେତେ MLA,MP, Mantriଥିଲେ ,ସମସ୍ତେ ଗୋଟିଏ ଗୋଟିଏ ମେଣ୍ଢା ଓ ମେଣ୍ଢି ଥିଲେ । ରାଜନୀତି କଣ ଏମାନଙ୍କୁ ଜଣା ନ ଥିଲା ।ଦେଶ ସେବା , ଜନସେବା ଏମାନଙ୍କୁ ଜଣା ନ ଥିଲା। ଏମାନଙ୍କୁ ଜଣା ଦିନରେ ଲୋକଙ୍କୁ ଲଣ୍ଠନ ଦେଖେଇବା ଆଉ ଦେଶକୁ ଲୋକ ପାଟ କରିବା । ଏମାନଙ୍କ ଗାଣ୍ଡିରେ ଟିକିଏ ସରମ ଥାନ୍ତା କି, ଅଲାଜୁକ ସବୁ ବିଜେଡି ଦଳିଆ 😢😢😢 6:48
@Social_-Reformer
@Social_-Reformer 5 ай бұрын
ବହୁତ ଭଲ
@ChittaRanjanSahani
@ChittaRanjanSahani 5 ай бұрын
ଆଗାମୀ ଦିନ କୁ ଓଡ଼ିଶା ବାସୀ ମାନେ କଣା କରିବେ
@gajendramallick5639
@gajendramallick5639 5 ай бұрын
Bilkul correct kahichanti sir
@niharranjanmohanty9727
@niharranjanmohanty9727 5 ай бұрын
Nama neba mamata
@jokergameing9885
@jokergameing9885 5 ай бұрын
Navin sir best sorkar
@ArjunMallick-r7v
@ArjunMallick-r7v 5 ай бұрын
ନମସ୍କାର ମୋର 'କମେଣ୍ଟର ଗ୍ରାହକ ବୃନ୍ଦ" ଦୟା କରିକିରି ଭଲ କିରି ବୁଝି ବାକୁ ଚେଷ୍ଟା କର ସଦା ବେଳେ ନେଗେଟିଭ କୁହନି କି ନେଗେଟିଭ ଦେଖ, ନବୀନ ଭାଇ, ମମତା ଭାଉଜଙ୍କୁ ଚିଠି ଲେଖିଲେ ଯୋଉଟା କିଏ ଦେଖିଚି.....????? ଯିଏଭି ଦେଖିଚ ଦୟା କରିକିରି ସେଇ ଚିଠି ଟିକୁ ପୋଷ୍ଟ କଲେ ଆମ୍ଭେମାନେ ସେଇ ଚିଠି ଦେଖିଲେ ଆମେ ମାନେ କିଛି ଶିଖିବୁ, ମାନେ ଆମ girlfriend (Dani Daniels) ପାଖକୁ ଚିଠି ଲେଖନ୍ତୁ, ଆମ୍ଭେମାନେ କିଛି ଶିଖିବାକୁ ପାଆନ୍ତୁ ଇତି ଆପଣଂକର ବିଶ୍ୱସ୍ତ କୁଳାଙ୍ଗାର, ବେଲଜ୍ୟା, ବେହିଆ ଇତ୍ୟାଦି ଇତ୍ୟାଦି Back Bancher Unique Star Arjun 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@devdilwale6166
@devdilwale6166 5 ай бұрын
ଆଉ ଦରକାର ନାହିଁ.... ଆଳୁ ଅନ୍ୟ ରାଜ୍ୟ ରୁ ଅଣl hobo..... ଆଳୁ ରେ ଦିଦି ର ଗା ରେ ପୁରାଇ ଦିଅ
@Kalundia436
@Kalundia436 5 ай бұрын
ଆପଣା ଗ୍ୟାନେ ସର୍ବ ସିଧି ଗା ମରେଇ ହେଲେ ଦିସେ ବୁଧି.
@satyabanmohanta4007
@satyabanmohanta4007 5 ай бұрын
କୋର୍ଲି😂 😂😂
@skarsad2489
@skarsad2489 5 ай бұрын
Bjd Sarkar ek number
@chimpubhai218ff5
@chimpubhai218ff5 5 ай бұрын
@radhakantameher2775
@radhakantameher2775 5 ай бұрын
Bahut badhiya padakhrp
@kanhucharangouda9716
@kanhucharangouda9716 5 ай бұрын
ଆମ ଓଡ଼ିଶାର କେତେକ ସ୍ଥାନରେ ଆଳୁଚାଷ ପାଇଁ ଜଳବାୟୁ ମାଟି ବେଶ୍ ଅନୁକୂଳ କିନ୍ତୁ ସରକାର ଆଳୁଚାଷ ପ୍ରତି ଗୁରୁତ୍ବ ନଦେଇ ଆଳୁ କେମିତି ବାହାର। ରାଜ୍ୟରୁ କିଣିବେ ସେ କଥା ଚିନ୍ତା କରୁଛନ୍ତି । ଯେଉଁ ଦେଶରେ ସରକାର ଜବାନ୍ ଓ କିଷାନ୍ ପ୍ରତି ଗୁରୁତ୍ବ ଦେବେ ସେ ଦେଶରେ କୋୖଣସି ସଙ୍କଟ ନଥିବ।
@sadasibapanda2061
@sadasibapanda2061 5 ай бұрын
Great .cm
@D.production123
@D.production123 5 ай бұрын
👌❤️
@dharmanandabhutia767
@dharmanandabhutia767 5 ай бұрын
Good diseson mukhyamantri
@sipunusipunu1314
@sipunusipunu1314 5 ай бұрын
ଯାହା ହେଲା ଭଲ ହେଲା
@AnnoyedBeetle-tk4wv
@AnnoyedBeetle-tk4wv 5 ай бұрын
Mamata didi madam best of luck.
@bhaktkiShakti-h2i
@bhaktkiShakti-h2i 5 ай бұрын
Super ❤❤
@mbmanas1551
@mbmanas1551 5 ай бұрын
Bihar ku amiti dakar mohan sarkar plz odisa ku banchao
@RanjankumarSamal-os2fm
@RanjankumarSamal-os2fm 5 ай бұрын
Our C.M is 100% right
@barsha518
@barsha518 5 ай бұрын
thik heiche
@sankarsahu2512
@sankarsahu2512 5 ай бұрын
ନବିନ ବାବୁ ଆଳୁ ରାଜନୀତି କରନ୍ତୁ ନାହିଁ
@soren-37
@soren-37 5 ай бұрын
ମମତା ଦୀଦୀ ହିଁ ଆଳୁ ଯଗାଇ ପାରିବେ ଆଉ କେହି ପାରିବେ ନାହିଁ
@kailashsinku9498
@kailashsinku9498 5 ай бұрын
ନବୀନ ପଟ୍ଟନାୟକଙ୍କ ଏହି ଚିଠି ଲେଖି ଥିଲେ ଛି ଶଳେ କହିଲା କଣ ନା ୨୪ ବରଷର ରାଜନୀତି ....
@jitendriyameher3489
@jitendriyameher3489 5 ай бұрын
Odisha gotia bhala nispati neichhi Ahaku agaku madhya jari rakhajau
@rabindraanath
@rabindraanath 5 ай бұрын
ଜୟ ଜଗନ୍ନାଥ ଭରସା 🙏🙏🙏
@RanjankumarSamal-os2fm
@RanjankumarSamal-os2fm 5 ай бұрын
Steps should be taken to produce potato in our state and provide 70% subside to build cool stores
@motilalmunda2816
@motilalmunda2816 5 ай бұрын
ଭଲ ହେଇଚି
@rasikagiri5227
@rasikagiri5227 5 ай бұрын
Didi au Rakshi pathebe nahin.
@AtkZmoviesbox
@AtkZmoviesbox 5 ай бұрын
Nabin babu Jindabad ❤
@nareshbehera6824
@nareshbehera6824 5 ай бұрын
ପୁର୍ବରୁ ଆଳୁ ମିଶନ ଯୋଜନା କାର୍ଯ୍ୟକାରୀ କଣ ହେଲା , ଦାମ ,ପ୍ରଦିପ, ଅରୁଣ, ରାଜା,। କୃଷୀ ମନ୍ତ୍ରୀଗଣ କୁଆଡେ଼ ଗଲ , ମିଶନ ଯୋଜନାରେ, ଆଇଏଶ ଙ୍କ ଚାମଚା ୨୫ କଣ ____ କରୁଥିଲ । ମରିଜାଉନ । ଲଜ୍ଜ୍ଯା ଲାଗୁନି ।
@DactorKing-ez5uh
@DactorKing-ez5uh 5 ай бұрын
ମମତା ଜମା ଫସି ନାହିଁ ଯଦି ଫସିଛି ଶେ ମୋହନ ଫୋସି ଛି ମମତା ଆଳୁ ଓଡିଶା ଛାଡ଼ି ବିହାର,ଝାଡ଼ଖଣ୍ଡ,ଅନେକ ରାଇଜ ରେ ବିକୁଛି ହେଲେ ଓଡିଶା up ରୁ ଅଣୁଛି ଅଧିକା ଦର ରେ ସେଇଥି ପାଈଁ ଆଳୁ ରେଟ୍ ବର୍ତମାନ ବି ବଢ଼ି ରହିଛି
@kalandisingh4787
@kalandisingh4787 5 ай бұрын
Bjd prem ଛାଡୁନି
@kanhascreation49
@kanhascreation49 5 ай бұрын
Badhia hela
@kamallochannayak9660
@kamallochannayak9660 5 ай бұрын
Alu Chash Pain Chashinku Uschaa Karantu CM Sir .
@sangramVlogs833
@sangramVlogs833 5 ай бұрын
Good
@ashokpraharaj2492
@ashokpraharaj2492 5 ай бұрын
ନବୀନ ନବୀନ ଯାହା କରିଛନ୍ତି ଠିକ କରିଛନ୍ତି
@bipinchandrapatel8420
@bipinchandrapatel8420 5 ай бұрын
Nabin's nature is British way of thinking.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
'ASO Job on Sale': Who's Behind The Corruption
5:46
OTV
Рет қаралды 189 М.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН