ଦେଖନ୍ତୁ JTS Orientation ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଥମିକ ଶିକ୍ଷକଙ୍କ ଦରମାକୁନେଇ କଣ କହିଲେ

  Рет қаралды 40,810

Rashmi Tube

Rashmi Tube

Күн бұрын

ଦେଖନ୍ତୁ JTS Orientation ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଥମିକ ଶିକ୍ଷକଙ୍କ ଦରମାକୁନେଇ କଣ କହିଲେ
#rashmitube

Пікірлер: 137
@suryamanibhoi1549
@suryamanibhoi1549 5 күн бұрын
ଶିକ୍ଷା ଓ ଶିକ୍ଷକ ପ୍ରତି ଯଦି ଏତେ ଦରଦ ଅଛି ତେବେ 4200 GP ଦିଅ ନଚେତ... କିଛି ହବ ନାଇଁ
@bikhyatbiharimishra5941
@bikhyatbiharimishra5941 5 күн бұрын
ଯଦି ଶିକ୍ଷକ ଙ୍କ ଉନ୍ନତି ଚାହୁଁଛନ୍ତି ଅନ୍ୟ ରାଜ୍ୟ ଭଳି ଦରମା ପ୍ରାଥମିକ ଶିକ୍ଷକ ଙ୍କୁ ଦିଅନ୍ତୁ
@sibaramsahu8873
@sibaramsahu8873 5 күн бұрын
@@bikhyatbiharimishra5941 ଶିକ୍ଷକ ଙ୍କ ଉନ୍ନତି ନା ଶିକ୍ଷାର ଉନ୍ନତି ।
@skumars4553
@skumars4553 5 күн бұрын
କହିଲେ କଣ ହେବ ଦରମା ବଢିବ କି ନା ପେନସନ ହେବ ଶିକ୍ଷକ ଯଦି ନେତା ମନ୍ତ୍ରୀ ଙ୍କ ଭାବିଷ୍ୟତ ତିଆରି କରୁଛନ୍ତି ତାହାର ଫଳ କଣ ଏତିକି ଦରମା ପୁଣି ଜିଲ୍ଲା ବାହାରେ. କେମିତି ଚଳୁଛନ୍ତି କେବେ ଧ୍ୟାନ ଦେଇଛନ୍ତି କି ଖାଲି ତଟକା କଥା କହିଲେ କିଛି ଲାଭ ନାହିଁ ତେଣୁ ବେଶୀ ନ ଟେକି କାମରେ କରି ଦେଖାନ୍ତୁ. ପେଟ ପୋଡ଼ିଯାଉଛି ଶିକ୍ଷକ ମାନଙ୍କ ର କଥା ଶୁଣିଲେ କଣ ସମାଧାନ ହୋଇଯିବ କି?
@gangabrahma3978
@gangabrahma3978 5 күн бұрын
ଖାଲି ଭାଷଣରେ ପେଟ ପୂରେ ନାହିଁ । ବିଦ୍ୟାଳୟରେ ରହିଥିବା ତାରତମ୍ୟ ପାଇଁ ସେଇ ଗୁରୁଙ୍କ ମନୋବଳ ଭାଙ୍ଗି ପଡ଼ୁଛି । ଜଣେ ୮୦ ହଜାର ପାଉଥିବା ବେଳେ ଆଉ ଜଣେ ୭୦୦୦ ଟଙ୍କା ଦରମା ପାଇ ଠିକ୍ ଭାବେ କାମ କରି ପାରିବ ?
@subhamkumardhal601
@subhamkumardhal601 5 күн бұрын
Regular posting heba uchit , upajukta darama deba uchit
@SatrughanNayak-qf1rt
@SatrughanNayak-qf1rt 5 күн бұрын
ଆପଣ ମାନେ ଖୁସି ତୋ, ନିଜ ହାତରୁ ଖାଇ ଘୋଡ଼ଚଢ଼ିବା ପରି ଲାଗୁଛି, ନେତା ମାନେ ଦରମା ନେବେ ଲକ୍ଷ୍ୟ ଲକ୍ଷ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦଶ ହଜାର ଟଙ୍କାରେ ମଧୁବାବୁ, ଗୋପବନ୍ଧୁ ତିଆରି କରିବେ ଆମ ନେତାମାନେ ଭାଷଣ ଦେଉଛନ୍ତି
@jayantasahoo3704
@jayantasahoo3704 5 күн бұрын
ଆମେ କେତେ ବିଚିତ୍ର ଯାଉ ରାଜ୍ୟର ମୂଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କର ସମସ୍ୟା ଭଲ ଭାବରେ ଜାଣିଛନ୍ତି ଫୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି ସେ ରାଜ୍ୟର ପିଲା 11 ହାଜର ଟଙ୍କାରେ ବେଠି ଖଟିବାକୁ ଯାଉଛନ୍ତି। ଏଇଥିରେ ଏତେ ଗର୍ବ ଫୁନି , କିଛି ଲାଭ ନାହିଁ ଆଜ୍ଞା ରେଗୁଲାର ରେ ଚାକିରି କରନ୍ତୁ।
@justifiedjogaforall5938
@justifiedjogaforall5938 5 күн бұрын
ଆନ ସ୍ଵର୍ଗ ସୁଖ ଲୋଡ଼ା ନାହିଁ ଯଦି ଶିକ୍ଷକ ହୋଇଛି କେହି ଶିକ୍ଷକ ବୃତ୍ତି କୁ. ଆଦରିଛି ଯିଏ ଏ ତାର ବଡ ସୌଭଗ୍ୟ ସେ କର୍ମ ଡୋରୀରେ. ବନ୍ଧା ହୋଇ ଅଛି ଏ ଦେଶ ଶିଶୁ ଙ୍କ ଭାଗ୍ୟ ପୂର୍ବ ଜନମ ର. ପ୍ରାରବ୍ଧ ର ଫଳ ମଣିଷ ଗଢିବା ପାଇଁ............ 1 କୋଟି ଜନମ ର. ସୁ ଫଳ ତା ବଳେ ଏ ବୃତ୍ତି ପାଇଚି ମୁହିଁ ମୋ କର୍ମ ପଥରେ. ଆସୁ ଯେତେ ବାଧା କେବେ ପଶ୍ଚାତ୍ପଦ ହେବି ନାହିଁ ମାନବ ଜନମ. ଜୀବନ ଦର୍ଶନ ଗଢି ତୋଳିବା ର ପାଇଁ.... ..... 2 ତରୁ ତୃଣ ଘେରା. ପୁଷ୍ପ ଉଦ୍ୟାନ ରେ ଶିଶୁ ଙ୍କର କୋଳାହଳ କୁନି କୁନି ଓ ଠେ ନାଲି ଗୁଲୁଗୁଲୁ ମିଷ୍ଟ, ଶ୍ରାବ୍ୟ ହସ ରୋଳ ଶିଶୁଙ୍କ ମେଳରେ ଜ୍ଞାନ ବାଣ୍ଟିବାକୁ ମନ ହୁଏ ହାଇ ପାଇଁ........ ...3 କୋମଳ, ଚପଳ, ବାଳୁତ ମନକୁ ମାପିପରେ ଅବା କିଏ. ? ମାପିବା ଦକ୍ଷତା ଅଛି ବୋଲି ଗୁରୁ ମାପ ଦଣ୍ଡ ଧରି ଥାଏ ସେହି ମାପ ଦଣ୍ଡ. ଗଢ଼ଇ ଶିଶୁ ଙ୍କୁ ମଣିଷ ପଣିଆ ଦେଇ........4 ମାଟି ପିଣ୍ଡୁଳା ଟି. କୁମ୍ଭକାର ହସ୍ତେ ଗଢାଇ ନିଅଇ ରୂପ ଅଜ୍ଞାନୀ ଶିଶୁ ଙ୍କୁ. ଶିକ୍ଷକ ଗଢନ୍ତି ଆଚାରୀ କଠିନ ତପ ଜ୍ଞାନ ତରୁ ଭାବି. ଶିଶୁ ଆଶ୍ରା କରେ ତାର ଜୀବନ ଗଢ଼ିବା ପାଇଁ....... 5 ପଶୁ ର ଅନ୍ତ୍ରର ବୁଝି ପଶୁ ପlଳେ ଉତ୍ତମ ପଶୁ ପାଳକ ଶିଶୁ ର ଅନ୍ତର. ବୁଝି ଜ୍ଞାନ ଢାଳେ ଭାବ ପ୍ରବଣ ଶିକ୍ଷକ ତେଣୁ ଅଜ୍ଞ ଶିଶୁ. ଭକ୍ତି ଅର୍ଘ୍ୟ ଢାଳେ ଗୁରୁ ପଦେ ମଥା ନଇଁ........ 6 ଆଜିକାର ଶିଶୁ. ଆଗାମୀ କାଲିର ହେବ ଦେଶ କର୍ଣ୍ଣଧାର ଶିକ୍ଷକ ଙ୍କ ଦାନେ. ଗଢି ହେବ ଜ୍ଞାନ ଦୟା, କ୍ଷମା, ଶିଷ୍ଟା ଚାର ଏତେ ବଡ଼ ଦାନ. କେ କରି ପାରିବ ଜଗତ୍ କଲ୍ଯାଣ ପାଇଁ...... ...7 ବାପା ମାଆ ସିନା. ଜନମ ଦିଅନ୍ତି କରମ ତା ନିଜ ତପ ସେହି ତପସ୍ୟାରେ. ସାହାରା ହୁଅନ୍ତି ବିଭବ, ଜ୍ଞାନ ଶିକ୍ଷକ ଅଣ ପରିଶୋଧ. ରୁଣ ଗୁଣ ଗାଏ ଯାବତ୍ ଜୀବନ ପାଇଁ........ 8 ଜ୍ଞାନ ଆହରଣ. ଜ୍ଞାନ ବିତରଣ ସେହି ଶିକ୍ଷକ ସ୍ୱ ଧର୍ମ ମଣିଷ ତିଆରି କାରଖାନାର ସେ ଜ୍ଞାନ ଯନ୍ତ୍ରୀ ରୂପେ ଗଣା ଜ୍ଞାନୀ ଗୁଣୀ ଜନ. ଗଢିଲେ ଏ ଦେଶ ବିଦେଶରେ ହେବ ଜଣା ଧନ୍ୟ ସେ ଶିକ୍ଷକ. ସଂଗ୍ରାମ ରେ ରତ ଦେଶ ଗଢିବାର ପାଇଁ........ 9 କୁମୁଦ ଚନ୍ଦ୍ର ଦଳାଇ ମୋ - 9861889305
@npcreation4373
@npcreation4373 5 күн бұрын
ସବୁ ଠାରୁ ନିର୍ଲଜ ସରକାର ମୋହନ ସରକାର
@pabitrakumarswain2033
@pabitrakumarswain2033 5 күн бұрын
ଭାଷଣରେ ପେଟ ପୂରେନି
@paramanandabehera8403
@paramanandabehera8403 5 күн бұрын
କମେଡି ଭିଡ଼ିଓ ଦେଖିଥିଲେ ଖୁସି ମିଳିଥାନ୍ତା ପିଲାଙ୍କୁ ଆଶ୍ୱାସନା ଟିକିଏ ନାହିଁ ଆଉ ଯାହା କହିଥିଲେ ପ୍ରଥମେ କରନ୍ତୁ ତାପରେ ଅନ୍ୟ କୁ ଆକ୍ଷେପ କର
@bijitaswapadhan5072
@bijitaswapadhan5072 5 күн бұрын
1st CM of our Odisha who has delivered a very heart touching speech for the newly appointed teachets. Your thoughts and feelings will must encourage and gives life to all the teachers of odisha. Hope, Your speech will reflect in your deeds . Sincer Thanks to you, Majhi sir.
@ranjankumarpatra9057
@ranjankumarpatra9057 5 күн бұрын
Pela janicha tame.,
@ranjankumarpatra9057
@ranjankumarpatra9057 5 күн бұрын
Chaaticha bodhe mohan re
@dibakarnayak4530
@dibakarnayak4530 5 күн бұрын
କିଛି ନାହିଁ ଖାଲି ଭୋଟ ରାଜନୀତି। ସ୍କିମାଟିକ ଉଚ୍ଛେଦ ଓ ଟଙ୍କା 4200 ଗ୍ରେଡ ପେ କଥା କୁହ। OPS କଥା କ'ଣ ହେଉଛି।।
@biswambharmanahira966
@biswambharmanahira966 5 күн бұрын
Regular posting deiparila nai katha bada. Prathamika siksha pai kana karichhanti. Khali bhasana marile heba nai.
@patnaikmanoj8507
@patnaikmanoj8507 5 күн бұрын
ଭାଇ ଭଉଣୀ ମାନେ ଯାହା ମିଳୁଛି ଖୁସି ହେଇଯାଅ... ଏମିତି ବି ଶିକ୍ଷକ ସମାଜ ରେ ଅଛନ୍ତି ବର୍ଷ ବର୍ଷ ଧରି ଶିକ୍ଷକତା କରି ଟଙ୍କା ଟେ ଅନୁଦାନ ନ ପାଇ ଅବସର ନେଇଛନ୍ତି.
@Ranjanmallick1999-tr1ih
@Ranjanmallick1999-tr1ih 5 күн бұрын
Thik katha bhai aji kali ra generation ra pila Khali Paisa Paisa hele emt hele uttam sikhyaka kebe bi hei paribeni ...
@mindfreshdilkhush8575
@mindfreshdilkhush8575 5 күн бұрын
Bhai sekan entrance dei quality Kari job karithile na nija village re school kholi joining heithile Bhai kahiba agaru tike bhaba kan kahucha
@pareshchandrajena7408
@pareshchandrajena7408 5 күн бұрын
କଥା କୁହା କପିଳା
@rohitnayak3788
@rohitnayak3788 5 күн бұрын
If people would send their children to Govt. Schools like Delhi govt. Then your wards will be sounded good.
@jayadevsenapati4521
@jayadevsenapati4521 5 күн бұрын
ସମୁଦ୍ର କୁ ଶଂଖେ... ବିଦ୍ୟାଳୟ ରେ ଶିକ୍ଷକ ନାହିଁ... ଶିକ୍ଷକ ନିର୍ଯାତିତ
@amarjena8858
@amarjena8858 5 күн бұрын
ଭିତି ଭୂମି କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଭାଷାରେ କେବଳ ସ୍କୁଲ ରେ ରଙ୍ଗ ମାରି ତାଳି ସାଉଁଟିବାର କାମ.. ଯାହା ଅତୀତରେ ପୂର୍ବ ସରକାରଙ୍କ ସମୟରେ ଚାଲିଥିଲା..... 11,100/-- ରେ କେବେ ଗୁଣାତ୍ମକ ଶିକ୍ଷା ମିଳିବନି.... କୌଣସି feeder school ବି କାମ କରିବନି ଯେ ପଯ୍ୟନ୍ତ ଶିକ୍ଷକ ଙ୍କୁ ସୁଦୃଢ କରିନି...
@BindasBinod1987
@BindasBinod1987 5 күн бұрын
Plz abolish contractual system for JTC n count 6yrs (contractual period) in service for JT
@prasantakumardash3962
@prasantakumardash3962 5 күн бұрын
For qualitative education salary is not an obstacle,it needs the curicity and enthusiasm of a person.So I request all the new teachers to be dedicated.
@basantamunda3653
@basantamunda3653 5 күн бұрын
Select pilamane GB MISHRA school re Padhibe. Anya mane dadan khatibe.... .
@sankarbeherdalai5943
@sankarbeherdalai5943 5 күн бұрын
Ready to PMG
@dhirendranathrout3005
@dhirendranathrout3005 4 күн бұрын
ମୁଖ୍ୟ ମନ୍ତ୍ରୀ ଯଦିଓ ଭଲ, ମାତ୍ର କ୍ଉଣସି କାର୍ଯ୍ୟ ଯଦି ନିଜ ବିବେକ ଅନୁସାରେ କରିପାରନ୍ତେ, ତେବେ ଭଲ ହୁଅନ୍ତା।
@sarbeswarbaskey1359
@sarbeswarbaskey1359 Күн бұрын
C.M Nabin pattnayak Secondary tr Managku Regular posting dele.C.M Mohan Charan Majhi Primary tr Ranku Debe G.P-4200. Tebe Shikshya Ra Unnati heba Otherwise........
@NarayanaPadhy-yc3vm
@NarayanaPadhy-yc3vm 5 күн бұрын
ପ୍ରତ୍ୟେକ ଯୁବ ଡାଇବେଟିସ ରୋଗୀ ଚାକିରି ଖଣ୍ଡେ ନ ପାଇ ପାଠ ପଢ଼ି ବେକାର ଯୋଗୁଁ ଚିନ୍ତରେ ଡାଇବେଟିସ ରୋଗ ବଢ଼ି ଚାଲଛି ମୁଖ୍ୟ ମନ୍ତ୍ରୀ ମହୋଦୟ, ସେମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ନିର୍ଦ୍ଧାରିତ ବୟସ ସୀମା ଇତ୍ୟାଦି ବାଦ ଦେଇ ବ୍ଲଡ଼ ରିପୋର୍ଟ ଆଧାରରେ ଯୋଗ୍ୟତା ଭିତିକ ସରକାରି ଚାକିରି ଗୋଟିଏ ଗୋଟିଏ ସମସ୍ତ ଯୁବ ଡାଇବେଟିସ ପୀଡିତ ବ୍ୟକ୍ତି ମାନଙ୍କୁ ଡାକ୍ତର ଖାନା ନିକଟରେ ଦେଇ ପାରିଲେ ସେମାନେ ଚିନ୍ତା ମୁକ୍ତ ହୋଇ ଡାଇବେଟିସ ପ୍ରାଦୁର୍ଭାବ କୁ ରୋକିବା ପାଇଁ ସମର୍ଥ ହୁଅନ୍ତେ ଓ ମୁଖ୍ୟ ମନ୍ତୀ ଜନ ସେବା ପାଇଁ ଉଚ ପ୍ରଶଂସିତ ହୋଇ ପାରନ୍ତେ Joy ଜଗନ୍ନାଥ
@priyabrataswain5273
@priyabrataswain5273 5 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ops ଲାଗୁ କରନ୍ତୁ
@prakashchandramarandi4727
@prakashchandramarandi4727 5 күн бұрын
Udi napay beta jay johar kohi montri hele ebe Jay Jagannath adibasi nay tumi jati adibasi but mon diku bramhan
@santoshpurohit7553
@santoshpurohit7553 5 күн бұрын
Niyamita karantu jagannath apananku o sarakara nku ashirbad Karantu .
@suryamanibhoi1549
@suryamanibhoi1549 5 күн бұрын
ଯାଏ ଜଗର.. ନାଥ
@sushantb8524
@sushantb8524 2 күн бұрын
Only for requirement only but teacher getting low grade payments as primary school teacher..,... give 4200 grade pay for all primary school teachers to get development of our education system....but speech is only for motivation only. All teacher know about what you telling in speech our honorable CM SIR.
@bulusir.......3400
@bulusir.......3400 5 күн бұрын
Salary katha kn kuhantu
@satyasahu2074
@satyasahu2074 5 күн бұрын
ସମସ୍ତ କର୍ମଚାରୀ ରେଗୁଲାର ପ୍ରାଥମିକ ଶିକ୍ଷକ ଠିକା ନିଯୁକ୍ତି କାହିଁକି। ଛି ଛି
@ashismohapatra9159
@ashismohapatra9159 5 күн бұрын
ପ୍ରାଥମିକ ଶିକ୍ଷକଙ୍କ ଦରମା 4200 grade pay କେବେ କରିବେ ମୁଖ୍ୟମନ୍ତ୍ରୀ ମହାଶୟ,କେବେ 6 ବର୍ଷକୁ ଭରଣା କରିବେ ଆମର?ଆମ ବିଗତ ଜୀବନକୁ କେବେ ଫେରି ପାଇବେ ପ୍ରାଥମିକ ଶିକ୍ଷକ?????ଉତ୍ତର ଦେବେ ହେ ମହାମାନ୍ୟ ମୁଖ୍ୟମନ୍ତ୍ରୀ,ଆପଣ ବି ଥିଲେ ଜଣେ ପୂର୍ବରୁ ଶିକ୍ଷକ,ଶିକ୍ଷକଙ୍କ ପ୍ରତି କି ଦାଇତ୍ୱ ଓ ସମ୍ମାନ ଅଛି,ଆଗାମୀ ଦିନ କହିବ?
@gyaneswarpradhani2823
@gyaneswarpradhani2823 3 күн бұрын
ଦରମା ଟିକେ ବଢ଼ା ହେଉ ଆଜ୍ଞା
@thabir69
@thabir69 2 күн бұрын
Kie lekhideichi ki manyabar c.m mohan sir ?
@sanjaylohar-y3c
@sanjaylohar-y3c 5 күн бұрын
Asli CM of Odisha❤
@jadumanimirdha9321
@jadumanimirdha9321 5 күн бұрын
ଜଗରନାଥ ନୁହଁ ଜଗନ୍ନାଥ ଆଏ ଆଜ୍ଞା
@dhirendranathrout3005
@dhirendranathrout3005 4 күн бұрын
ପେଟ ପୋଡ଼ି ଯାଉଥିବା ବେଳେ, ଭବିଷ୍ୟତ ଅନ୍ଧାର ବେଳେ କିଏ ଓ କିପରି ଉନ୍ନତ ଶିକ୍ଷା ପ୍ରଦାନ କରିପାରିବ।
@sarbeswarbaskey1359
@sarbeswarbaskey1359 Күн бұрын
Manasikatara paribartana Samajaku paribartana karipariba.Otherwise.....
@bbkpatra2829
@bbkpatra2829 5 күн бұрын
Cm sir kete teacher recruitment kale kn heba sikshya department fail sabu 45mint period pare sabu staff room re full rest salary high work zero govt school re kn pahi pila padiba ku jaunahanti pvt school re join heuchanti
@suchandramajhi1772
@suchandramajhi1772 5 күн бұрын
Prathame regular Kara taapare jai jagannath kahiba
@sarbeswarbaskey1359
@sarbeswarbaskey1359 Күн бұрын
Now a days Education is Business in our State
@Dr_GDM
@Dr_GDM 5 күн бұрын
Darama thik nadele kichhi hebanahi
@sakuntalaroul2311
@sakuntalaroul2311 5 күн бұрын
G P and 6 year katha kan hela?
@sahadevrath5304
@sahadevrath5304 5 күн бұрын
ଶିକ୍ଷକମାନେ କୁମ୍ଭାର ଆଉ ଛାତ୍ରଛାତ୍ରୀ ମାନେ କଞ୍ଚାମାଟି । କଞ୍ଚାମାଟିରୁ ଯାହା ଚାହିଁଲେ ଚାହା କରିହେବ , ଯେମିତି କଳସ,, ସରା, ଦିପାଳୀ, ମୂର୍ତ୍ତି, ଚିଲମ, କଣ୍ଢେଇ, ଫୁଲ ଦାନୀ ଇତ୍ୟାଦି ।
@balarajbirtia9062
@balarajbirtia9062 5 күн бұрын
କେହି ବି କୋରାପୁଟ ଓ ମାଲକାନଗିରି, ନବରଙ୍ଗପୁର ର ଘଟଣା ସମ୍ପର୍କରେ ପଦେ କହିଲେନି।
@HimanshuKumarMohapatra-dd7bf
@HimanshuKumarMohapatra-dd7bf 5 күн бұрын
କଣ କରିବା କଥା କୁହ କେବଳ ଭାଷଣ ନୁହେଁ।
@sahadevrath5304
@sahadevrath5304 5 күн бұрын
ଶିକ୍ଷକମାନେ କୁମ୍ଭାର ଆଉ ଛାତ୍ ଛାତ୍ରୀମାନେ କଞ୍ଚାମାଂସ । କଞ୍ଚାମାଟିରେ ଯାହା ଚାହିଁଲେ ତାହା କରିହେବ, ଯେମିତି କଳସ, ଦିପାଳୀ, ସରା, ମୁର୍ତ୍ତୀ ,ଚିଲମ, କଣ୍ଢେଇ😮ଇତ୍ୟାଦି ।
@basantajharana6153
@basantajharana6153 5 күн бұрын
Dam ଅଛି ତ first ରୁ regular କର
@onlycompetitiveexam8300
@onlycompetitiveexam8300 5 күн бұрын
Mantri manankara darama 10,000 karile vala huan ta
@TakimunNisha-j3w
@TakimunNisha-j3w 5 күн бұрын
THANK YOU CM OF ODISHA
@rajatbarik-u3t
@rajatbarik-u3t 5 күн бұрын
Ea Amar CM Bhala re Jagannath uchharana Kari paruni
@dhirendranathrout3005
@dhirendranathrout3005 4 күн бұрын
ଓ ପି ଏସ୍ ,୪୨୦୦ ଜିପି ନ ହେଲେ ଶିକ୍ଷା ର ଉନ୍ନତି ଅସମ୍ଭବ।
@sanjeebkumarnaik1979
@sanjeebkumarnaik1979 5 күн бұрын
pls tell about the demands of teachers and ops,otherwise after 5 year there have no time to repeant.
@SrinivasTadingi
@SrinivasTadingi 5 күн бұрын
CM odisha jindabad
@hemantkumarbalabantray2075
@hemantkumarbalabantray2075 5 күн бұрын
Contractual kebe uthiba ? mohan bhai
@Swastik_educational
@Swastik_educational 4 күн бұрын
PMG katha Mane achhi naa andalana kahithiba
@sudhirmeher6160
@sudhirmeher6160 5 күн бұрын
ସମାନ କାମକୁ ସମାନ ଦରମା କଥା ଏହି BJP ସରକାରର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରିନାହାନ୍ତି, କେବଳ ଭାଷଣ ଦେଇ ଚାଲିଛନ୍ତି, ତେଣୁ ଗୋଟିଏ ମାସ ପରେ BBSR ଯିବା ଏବଂ strike କରିବା ।
@d.kpradhan5696
@d.kpradhan5696 5 күн бұрын
ସମସ୍ତେ ଆସିବେ ରାଲୀ ରେ😂😂😂😂4200 ପାଇଁ
@shibudashofficial9904
@shibudashofficial9904 5 күн бұрын
Darama dia sabu thik heba,thik darama dele bhitti bhumi b badhiba
@ranjankumarpatra9057
@ranjankumarpatra9057 5 күн бұрын
Mgh cm of odisha.....
@Itsbadal-y2d
@Itsbadal-y2d 5 күн бұрын
Prafulla ghadei jetebele sikshyamantri thila emititeki puni pakei thila tenu sikshakanka katha bujha .contractual uthao 42 Gp kara ghosana kara. Sighra Deri kale dala pain asubidha heba.
@ranjankumarpradhan4254
@ranjankumarpradhan4254 5 күн бұрын
politics chhadi uttama barta diantu cm sir
@sarbeswarbaskey1359
@sarbeswarbaskey1359 Күн бұрын
Primary & Secondary Salary Difference Saraka Bhangideba Mind it Be Careful.
@jadumanimirdha9321
@jadumanimirdha9321 5 күн бұрын
Gata sarkar sabu karichhanti ,khali ops nai kari apan ops kari dekhantu
@royscommunication8936
@royscommunication8936 5 күн бұрын
ଜଗରନାଥ ଏ ପୁଣି କିଏ ହୋ😂
@Abhi-panda
@Abhi-panda 5 күн бұрын
😆😆😆😆
@bijayjena9621
@bijayjena9621 5 күн бұрын
Samaroha na samahara kouta thik age Odia sabda ra correct karantu, au bhasan baji nakari sikshyakanka petare lata maribata kamanntu bahut bhasana suni suni pr Tr tie kanduchi gumuri gumuri, ta pilachhua kemiti e mahanga samayare manisa hebe sei tension re se kete lahuluhana hauchi ta antarara asuna kohaku suni jadi samasyaku samadhan kariparile hueta e prakarara bhasanara mulya rahiba, kain pr Tr tie kn 4200/-GP paibaku jogya nuhen se kathata padatie kahileni, bhokila petaku age anna deba chinta karantu, aji samay asichhi parikshyara samay apanaka pain, khali scl kholi tr nku bhatia dei goti sramik bhabare jabardasti kambojhare hantasanta kale Odisha edn kebala bhasanare hin rahijiba, karana guru acharya mane jeun paryanta kastare Jinan bitauthibe setebela paryanta Kichhi hebani karan sikhytie samajre tara arthika manadandare nijara position ku mapuchi oajaga ghaku kahaku dekheile ki kie dekhuchi na nije dekhi paruchi, anya padosi rajya tulanare ama rajyare kn sarkaranka income sources kam na income kam kahiki e Pr tr tie bhikari pari jeevan jiuchi kn sie cie pila gadhiba bhokila petare nija dress hale kinibaku tini thara bhabuchi e masare kinibi kinahin tara bapamaa nka dayitua nabare achhiki nahin, apanpa nije dine tr mananka andolanaku jathartha boli kahithile aji kemiti bhulile, nije bhabantu thare kete tr retirement neigale kemilti bina pension re semane chaluthibe kebe bhabi chanti kemiti achhanti semane nija future dark kemiti bhabuchanti Odisha edn bhagya badaliba boli apana bhala bhabe janisarichanti daridrata satruku jadi tr nka pchhare lagei diajiba tebe ama sarkar thik chaliba karana pr tr gote andha muka au badhira swara utolana kale pura bhokare mariba enu aku ei medicine hin darkar kintu tr samaj kebe marena sabu kasta durdinaku samna karijane au gote Katha hela kalia bharasara shakti ei biswasare sabudine tr tie banchirahu eha hin kamana JAY JAGANNATH 🙏😱😱Au lekhunahi besi Kichhi, karana kalia dekuchhi. Samaya sabu thik kadeba, JAY Odisha pr Trs.
@ranjankumarpatra9057
@ranjankumarpatra9057 5 күн бұрын
Sabu chora in one frame...
@ahalyabarik9437
@ahalyabarik9437 5 күн бұрын
Jay Jagannath taPandian ku copy karuchanti ki
@aksahoo346
@aksahoo346 5 күн бұрын
9hajar darama dei pogram karucha belajya. Katha
@akbarik6025
@akbarik6025 5 күн бұрын
୬ମାସ ହେଇଗଲା ଏପର୍ଯ୍ୟନ୍ତ dress ପଇସା ଆସିଲା ନାହିଁ
@JyotiranjanSahu-xw1xg
@JyotiranjanSahu-xw1xg 5 күн бұрын
Mora samasta odisha basi nku anurodha.....eii michua sarkar ku.... panchayat election re bida kari ba....nahele....odisha ku khola kari deba...... Aji eka lajya jana ka....katha .....pila mana nka khai ba....pain asi chhi 200 tanka ...pila mana nku 1 pic macha.....au kichhi nahi .....chhi ete chota lok sarkara....
@Aspesaldaywithsaivlogs
@Aspesaldaywithsaivlogs 5 күн бұрын
Abolish contractual system from primary teacher
@mindfreshdilkhush8575
@mindfreshdilkhush8575 5 күн бұрын
GM
@sarbeswarbaskey1359
@sarbeswarbaskey1359 Күн бұрын
Same in not good,So done new Formula Sir
@omprasadgamingyt2348
@omprasadgamingyt2348 5 күн бұрын
Mohan majhi ....good for all
@bkprusty6162
@bkprusty6162 4 күн бұрын
Khali kathare kamare nuhn
@ratanmeher23
@ratanmeher23 5 күн бұрын
Khajuri gacha ra ki guna gaibi mularu pahacha pahacha
@manojkishorbibhar3313
@manojkishorbibhar3313 5 күн бұрын
Contractual uthai 4200gp darkar,a bhasan au kete sunbu😅
@Yourdancer1133
@Yourdancer1133 5 күн бұрын
Jay jagarnnath nuhe Jay Jagannath
@SURESHCHANDRANAYAK-nv1dc
@SURESHCHANDRANAYAK-nv1dc 5 күн бұрын
ମୋହନ ସରକାର ପ୍ରଥମ ଶ୍ରେଣୀ ଛୁଆ ଭଳି କପି କରି ପଢୁଛନ୍ତି ଯେ, ଓଡ଼ିଆ କୁ ପଢୁଛନ୍ତି, ଓଡ଼ିଆ ଓସ୍ମିତା କେମିତି ହେଲା 😂
@alaxmibalabantaray8001
@alaxmibalabantaray8001 5 күн бұрын
Peta na purile kia padheibeni
@romanchaldharua1778
@romanchaldharua1778 5 күн бұрын
Primary re sufficient teacher darakar
@SaratSing-xv4wj
@SaratSing-xv4wj 5 күн бұрын
4200&ops hela sabu heba
@rohitnayak3788
@rohitnayak3788 5 күн бұрын
Sir, acknowledge the pride and honour of the teacher, because in Odisha teachers are highly obsessed, oppressed and depressed, in one hand you are citing the glory of odia language and at the other hand intensed to open new English medium schools. Stop this hypocrisy
@sunaramsoren5127
@sunaramsoren5127 5 күн бұрын
Why Jagarnnath ?
@rakeshkumarmahakul7968
@rakeshkumarmahakul7968 5 күн бұрын
Just see what BJP did to govt schools in gujrat
@Itsbadal-y2d
@Itsbadal-y2d 5 күн бұрын
AAu OPS SIGHRA GHOSANA KARA JE KATHA KAHITHILE BIRODHI DALERE THILE.
@MaheswarPradhan-kl1gq
@MaheswarPradhan-kl1gq 5 күн бұрын
Double engine kichhi kam ku nuhanti
@achyutanandaparhi2845
@achyutanandaparhi2845 5 күн бұрын
Never vote bjp BJD No chalk day must be observed all over odisha
@AjayakumarJena-t6u
@AjayakumarJena-t6u 5 күн бұрын
Mulia tharu kam darama karidala
@asharaniacharya8032
@asharaniacharya8032 5 күн бұрын
Chai ki bhasana😂 puni
@MadhushmitaPadhan
@MadhushmitaPadhan 5 күн бұрын
Shikshyakanka daramakunei kahinki apananku duhkha laguni kain se kathata ta apana kahileni
@DebendraBaralebadia
@DebendraBaralebadia 5 күн бұрын
Pura 5barsha achhi khali 100 dina jaichhi vote prachar start heigala 11000 tankia JTC mananku nei kalinga stadium re Sabu state re primary teacher grade pay 2800,3600 au 4200 ru adhik kintu Odisha re only 2200/- tar bhashan tui sun na beshi bhashan maruchhu re mohana
@raghunathbastia6717
@raghunathbastia6717 5 күн бұрын
Galu madhav
@SURESHCHANDRANAYAK-nv1dc
@SURESHCHANDRANAYAK-nv1dc 5 күн бұрын
କାହାକୁ ଦିଆଗଲା ଏତେ ଟଙ୍କା
@romanchaldharua1778
@romanchaldharua1778 5 күн бұрын
Salary bathaile sina heba.
@sohan8475
@sohan8475 5 күн бұрын
Mantri mane toh thik nuha! Tomorrow manonkor munda b thik nahi, 11000 doromare baharoku pothaucha, kou drustiru teacher bholo hei pathi podhaibe. Kan sethi rohiba pain gharo tiari kori thobo toh? Apon mane hi teacher ku prothom re samman dei jani nahanti!
@urmilasahoo5807
@urmilasahoo5807 5 күн бұрын
Bhasan badaBadhia.but Salary kichhiheu badheithile bhala lagithanta.
Synyptas 4 | Жігіттер сынып қалды| 3 Bolim
19:27
pumpkins #shorts
00:39
Mr DegrEE
Рет қаралды 90 МЛН
Кәсіпқой бокс | Жәнібек Әлімханұлы - Андрей Михайлович
48:57
Когда отец одевает ребёнка @JaySharon
00:16
История одного вокалиста
Рет қаралды 12 МЛН
MINISTER SURYABANSHI SURAJ SAID ABOUT FREEDOOMFIGHTER BAJIROUT
9:03
Rajdhani Reporter
Рет қаралды 33 М.
Synyptas 4 | Жігіттер сынып қалды| 3 Bolim
19:27