ଦେଖନ୍ତୁ ନବୀନଙ୍କୁ ଝାଡିଲେ Mohan Majhi, cm Mohan Majhi cuttack visit, mohan majhi news, ds world

  Рет қаралды 444,467

Ds World

Ds World

Күн бұрын

Пікірлер: 1 400
@SabitaaaBhoi
@SabitaaaBhoi Ай бұрын
ଧନ୍ୟବାଦ ମୋହନଵାଵୁ ଓଡ଼ିଆ
@srinibashnaik7750
@srinibashnaik7750 3 ай бұрын
ଏହି ଭଳି ମୁଖ୍ୟ ମନ୍ତରି ଆମର ଦରକାର❤ଧନ୍ୟ ବାଦ
@kamalinesahoo.80
@kamalinesahoo.80 4 ай бұрын
ଜଗନ୍ନାଥ ଙ୍କ କୃପାରୁ ଆମକୁ ଆମ ମନ ବୁଝିଲା ଭଳି ମୁଖ୍ୟମନ୍ତ୍ରୀ ଟିଏ ମିଳିଛନ୍ତି। ଅର୍ଗସ ନ୍ୟୁଜ କୁ ଧନ୍ୟବାଦ।
@shibajisahu4855
@shibajisahu4855 4 ай бұрын
Mukhya mantri hebata emiti
@laxmidas7515
@laxmidas7515 3 ай бұрын
Time. Ketemaneecha
@somanathpanda9689
@somanathpanda9689 2 ай бұрын
ଏବେ ଓଡିଶାର ବିକାସ ପାଇଁ ନୁଆ ଜନପ୍ରତିନିଧି.ଧନ୍ୟବାଦ..।
@subashchandragiri2279
@subashchandragiri2279 4 ай бұрын
Congratulation new CM sir💐💐🙏 ମୋହନ ଜଗନ୍ନାଥଙ୍କର ଅନ୍ୟ ନାମ, ଭଗବାନ ନିଜେ ଓଡିଶା କୁ ଶାସନ କରିବେ 🙏🙏
@alakanayak4545
@alakanayak4545 3 ай бұрын
ମୋହନ ସାର୍ ଅତି ସୁନ୍ଦର ଭାବରେ ଗରିବ ଙ୍କ ଦୁଃଖ ବୁଝିବେ ଗରିବ ହିଁ ବୁଝିପାରେ ଗୋଟିଏ ଗରିବଙ୍କ ଦୁଃଖ ବଡ ଲୋକ କ'ଣ ଗରିବ ଙ୍କୁ ବୁଝିପାରେ❤❤❤❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଭଲରେ ରଖନ୍ତୁ ଓଡ଼ିଶା ବାସୀ ଙ୍କୁ
@KuntalaBehera-k3s
@KuntalaBehera-k3s Ай бұрын
🙏🙏 ନମସ୍କାର sir,କୋଟି କୋଟି ଧନ୍ୟବାଦ ,ଯେତେ ଧନ୍ୟବାଦ ଦେଲେବି କମ ହେବ, ବହୁତ ବହୁତ ଖୁସି.ଆମ କଟକ ପ୍ରତି ଏମିତି ସର୍ବଦା ଧ୍ୟାନ ରଖି ଥିବେ. ମୁଁ ଓ ଆମେ କଟକ ବlସି ବହୁ ଗର୍ବିତ, ଆନନ୍ଦିତ. ପୁଣି ଥରେ ଆପଣକୁ ମୋର କୋଟି କୋଟି ପ୍ରଣାମ ଓ ଧନ୍ୟବାଦ, ଜୟଜଗନ୍ନାଥ.
@Kartikmajhi-q6i
@Kartikmajhi-q6i Ай бұрын
ମାଝୀ ବାବୁ ❤❤❤
@sanatanpradhan6851
@sanatanpradhan6851 Ай бұрын
ସାଧାରଣ ଲୋକଙ୍କ ପାଇଁ ହିଁ ମୁଖ୍ୟମନ୍ତ୍ରୀ ନେତାମାନଙ୍କ ପାଇଁ ନୁହେଁ, ନବୀନ ବାବୁ ନେତାମାନଙ୍କ କଥାରେ ଚାଲୁଥିଲେ,କିନ୍ତୁ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାର ସେମିତି କରିବେ ନାହିଁ। କାହିଁକି ନା ସେ ହୃଦୟରେ ବହୁତ ବଡ଼। @ଜୟ ଜଗନ୍ନାଥ@(GOOD CHIEF MINISTER)
@jeetendrakumarmohanty2963
@jeetendrakumarmohanty2963 2 ай бұрын
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ର ପ୍ରବଳ କ୍ଷମତା ଲାଳସା ଥିଲା, ବହୁତ୍ ଗର୍ବ ଓ ଅହଂକାର ଥିଲା, ତେଣୁ ସେ ତାଂକ ଜୀବନକୁ ବହୁତ୍ ଭୟ ରହୁଥିଲା,ସେ ଭାବିଥିଲେ ଜୀବନ ଥିବା ପର୍ଯ୍ୟନ୍ତ କ୍ଷମତାକୁ ଉପୋଭୋଗ କରି ଥାଆନ୍ତେ, ଶ୍ରୀ ଜଗନ୍ନାଥ ସବୁ ସହି ଯାଆନ୍ତି କିନ୍ତୁ ଗର୍ବ ଓ ଅହଂକାରକୁ ସହ୍ୟ କରିପାରନ୍ତି ନାହିଁ, ସେଥିପାଇଁ ଶ୍ରୀ ଜଗନ୍ନାଥ ଓଡିଶାର ଜନସାଧାରଣଙ୍କ ମାଧ୍ୟମରେ ପୂର୍ବ ସରକାରଙ୍କୁ ବରଖାସ୍ତ କଲେ, ମୂଖ୍ୟମନ୍ତ୍ରୀ ହେବା ଏମିତି
@ganeswarnayak7161
@ganeswarnayak7161 4 ай бұрын
ମୋହନ ଭାଇ ମାଟିର ମଣିଷ , ମାଟିର ମହକ, ଜନତାଙ୍କ ପ୍ରତିନିଧି, ଓଡ଼ିଶାର ଗର୍ବ ଏବଂ ଗୌରବ ।
@BijaykumarBanara
@BijaykumarBanara 3 ай бұрын
Good m ❤❤❤❤❤
@ARCHANAKANHAR-sq4ot
@ARCHANAKANHAR-sq4ot 2 ай бұрын
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଙ୍କୁ ମର ଓଡିଶା ପାଇଁ ବହୁତ କୁଶୀ
@SunakarNayak-cj8qv
@SunakarNayak-cj8qv 4 ай бұрын
ଆଜି ଓଡିଶା ଧନ୍ୟ ହୋଇ ଯାଇଛି। ଆଜି ସାଧାରଣ ଲାନତ ଗଣତନ୍ତ୍ରର ସ୍ଵାଦ ଚାଖିଲେ ।ଆମ ଦେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କ ର ଜଗନ୍ନାଥ ମଙ୍ଗଳ କରନ୍ତୁ ।ଆଜି ପବିତ୍ର ଓଡ଼ିଶାର ମାଟି ମା ଧନ୍ୟ ହୋଇଗଲା । ଜୟ ମୋହନ ଚରଣ ମାଝି ମୁଖ୍ୟ ମନ୍ତ୍ରୀ।ଜୟ ଜୟ ଜୟ ଜୟ ଜୟ।
@brajeswarisingh909
@brajeswarisingh909 4 ай бұрын
🙏
@sarojkantapatra4021
@sarojkantapatra4021 4 ай бұрын
ନବୀନ sarkar thiba ସମୟରେ ସାଧାରଣ ଲୋକ ନ୍ୟାୟ ପାଇବେ କଣ ଚମଚା ମାନେ ଭେଟିବକୁ ବି ଦେଉନଥିଲେ ଆଉ ଏବେ ମୁଖ୍ୟମନ୍ତ୍ରୀ ଙ୍କୁ ଯିଏଯିବ ସିଏ ଭେଟିପାରିବ. ଧନ୍ୟବାଦ ଦେବୀ ମାଝୀ ସାରଙ୍କୁ ଜୟ ଜଗନ୍ନାଥ.
@SunakarNayak-cj8qv
@SunakarNayak-cj8qv 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ମୋର ବହୁତ ବହୁତ୍ ଅଭିନନ୍ଦନ ଜଣାଉଛି। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।
@krishnapanigrahi3427
@krishnapanigrahi3427 4 ай бұрын
😮
@krishnapanigrahi3427
@krishnapanigrahi3427 4 ай бұрын
😢
@sahebbhatra5895
@sahebbhatra5895 3 ай бұрын
ଚରମାଇଘା ମିଛ କଥାଖହୁଚି
@panchananpradhan729
@panchananpradhan729 4 ай бұрын
ସତରେ ମୁଖ୍ୟମନ୍ତ୍ରୀ ଙ୍କ 25:21 କଥାବାର୍ତ୍ତା ଚାଲିଚଳନ ଦେଖିଲେ ଆମ ନିଜ ଲୋକଟିଏ ଭଳି ଅନୁଭବ ହେଉଛି ,ସତରେ ଅତି ସୁନ୍ଦର୍ ମୁଖ୍ୟମନ୍ତ୍ରୀ ଟିଏ ପାଇଛୁଁ। ଜୟ ଶ୍ରୀ ରାମ ଜୟ ଜଗନ୍ନାଥ
@trilochanpatnaik6321
@trilochanpatnaik6321 4 ай бұрын
ଆଜି ପଚିଶ ବର୍ଷର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପରିବର୍ତ୍ତେ ଜଣେ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ପାଇଛନ୍ତି।
@SmrutiranjanMschiku-fi5wd
@SmrutiranjanMschiku-fi5wd 4 ай бұрын
Sir nka video dekhi nayak ଫିଲ୍ମି ଅନିଲ କପୁର କଥା ମନେ ପଡୁଛି. Best cm of ଓଡିଶା
@banamalihansdah8463
@banamalihansdah8463 4 ай бұрын
ଧନ୍ୟବାଦ ଭାଇ
@BhagatNaik-o9y
@BhagatNaik-o9y 2 ай бұрын
Veri nice CM
@damniksunani7577
@damniksunani7577 4 ай бұрын
🙏, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୋଟି କୋଟି ପ୍ରଣାମ, ଏମିତି ହେବା କଥା 🙏
@jajatikesariroutray
@jajatikesariroutray 3 ай бұрын
13:37
@RameshChandraMallick-vj9wq
@RameshChandraMallick-vj9wq 3 ай бұрын
ଜୟ ଜଗନ୍ନାଥ ସ୍ବାମୀ ମୁଁ ଜଣେ ସାଧାରଣ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପାଖକୁ ଯିବା ଆମ୍ଭ ମାନଙ୍କ ପାଇଁଁ ସୋଭାଗ୍ୟ Best of new CM
@trilochanpatnaik6321
@trilochanpatnaik6321 4 ай бұрын
ମୋହନ ଓ ନବୀନ ଆକାଶ ପାତାଳ ପ୍ରଭେଦ। ଗତ ଚବିଶ ବର୍ଷ ଧରି ଓଡ଼ିଶା ବାସୀ ହିଟଲର୍ ଶାସନ ଭୋଗୁଥିଲେ। ଏତେଦିନ ପରେ ପ୍ରଭୁ ଜଗନ୍ନାଥ ଓଡ଼ିଶା ବାସୀ ଙ୍କ ଦୁଃଖ ବୁଝିଲେ।
@DaluramSingh-n4y
@DaluramSingh-n4y 3 ай бұрын
@@trilochanpatnaik6321 ନବୀନ ପଟ୍ଟନାୟକ କାଳରକରାଳ ଗର୍ଭରେ ଲୀନ ହେବେ। ଆଉ ଦରକାର ନାହିଁ ନବୀନ ଶାସନ
@bipinakumardashbipinakumar9248
@bipinakumardashbipinakumar9248 3 ай бұрын
ନୂଆ ରାଜ୍ୟ ସୃଷ୍ଟି ହେଲାଜୟ ବିଜେପି ଜୟ ମୁଖମନ୍ତ୍ରୀ ମୋହନ ମାଝି
@deepakpatradeepakpatra-nx6nf
@deepakpatradeepakpatra-nx6nf 4 ай бұрын
ସୁପର CM ଓଡିଶାର
@mangalsinghchatar6869
@mangalsinghchatar6869 3 ай бұрын
Thank you midia chennel
@Dsworld_odisha
@Dsworld_odisha 3 ай бұрын
Welcome
@kaibarttamajhi5548
@kaibarttamajhi5548 4 ай бұрын
Thanks Midia Bhai, News capture karithibaru, ODISHA basi nku Jane JUBA NETA CM Darkarthila.
@surendrakumarpradhan2315
@surendrakumarpradhan2315 4 ай бұрын
ଖୁବ୍ ସୁନ୍ଦର ମୁଖ୍ୟ ମନ୍ତ୍ରୀ , ଜୟ ଗୁରୁ ।
@SunakarNayak-cj8qv
@SunakarNayak-cj8qv 4 ай бұрын
ଅର୍ଗୁସ ସାମ୍ବାଦିକ ମହାଶୟ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଜଣାଉଛୁ।
@Ranjan_Mohanty
@Ranjan_Mohanty 4 ай бұрын
@@hariharasethy1819 ଆଉ ତୁ ପାଣ୍ଡୁ ର ଚାକର
@jitendranaik9979
@jitendranaik9979 4 ай бұрын
After 10 hour jagannath dekhuchhanti
@AryashreeUtkalika
@AryashreeUtkalika Ай бұрын
Exle!t,d,moharana
@ManguliDas-ux4ps
@ManguliDas-ux4ps 4 ай бұрын
ମୋହନ ଜି ଓଡ଼ିଆ ପୁଅ ସେ ଗୌରବ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@dhirendrapati3671
@dhirendrapati3671 4 ай бұрын
Jay jagannath 🙏❤️ Jay shree Ram 🚩🙏 mo nua odisha ❤️love you odisha ❤️mo odisha change heigala sethi pai ame bahut khushi,aei kama aji jadi possible heichi argus news ra bahut abadan achi,tq Argus news❤
@basantakumar9273
@basantakumar9273 4 ай бұрын
ଜନତା ଙ୍କ ନେତା ର ପରିଚୟ। ଜୟ ଜଗନ୍ନାଥ।
@SubashSamantaraya
@SubashSamantaraya 2 ай бұрын
My dear c.m mu bhari khusi
@arajunmaharana6147
@arajunmaharana6147 4 ай бұрын
ପୁଣ୍ୟ ଉତ୍କଳ ପ୍ରଦେଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା ବୋଲି କହିବାକୁ ହେବ l ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅପାର ଅନୁକମ୍ପାରେ "ସର୍ବେ ଭବନ୍ତୁ ସୁଖିନଃ "l 🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@alishabanara9610
@alishabanara9610 3 ай бұрын
Odisha pain new cm sir bohut bhala kama kari chalichanti ago ku bhi emiti kari chalatu Jay Jagannath 🙏
@sanjaysamantasinghar5205
@sanjaysamantasinghar5205 4 ай бұрын
ଧନ୍ୟବାଦ.ମାଝୀଙ୍କ ବାପାମାଙ୍କୁ
@Somyabhoi1118
@Somyabhoi1118 4 ай бұрын
ନବିନ ପଟ୍ଟନାୟକ ପାଖକୁ କେହି ବି ଯାଇ ପାରୁନଥିଲେ
@champamalik2033
@champamalik2033 4 ай бұрын
ବହୁତ୍ ସୁନ୍ଦର କଥା , Nabin pattanayak Sir ଯେତେବେଳେ ବାରୁ ଅ ଆସନ୍ତି , ସେତେବେଳେ ମୁଁ ଦେଖିବାକୁ ଯାଉଥିଲି ସାଥିରେ ନେଇ ଯାଇଥିଲି ମୋ ଦୁଃଖ ଦୂର କରିବା ପାଇଁ ଖଣ୍ଡିଏ ଚିଠି । ନବୀନ ବାବୁ ଙ୍କୁ ଛୁଇଁବା ତ ଦୂରର କଥା , ଦେଖିବାକୁ ମିଳୁ ଥିଲା ଅଧ କିଲୋମିଟର ଦୂରରେ। Police Sir ଙ୍କୁ ବହୁତ୍ request କରି ଥିଲି , ତାହା ପହଁଚିଲା ନାହିଁ । Mohan Sir ଙ୍କୁ ସମୟ ଦିଅନ୍ତୁ , ସେ ନବୀନ ପଟ୍ଟନାୟକ ଙ୍କ ଠାରୁ ଶହେ ଗୁଣ ଅଧିକ ଭଲ ହେବେ ନିଶ୍ଚିତ ଭାବରେ । Jay Jagannath
@brajeswarisingh909
@brajeswarisingh909 4 ай бұрын
🙏,, ପ୍ରଭୁ ଆମ ଦୁଃଖ ଶୁଣି ଭଲ ମୁଖ୍ୟମନ୍ତ୍ରୀ ଦେଇଛନ୍ତି, ବାକି ରହିଲା ଆମେ ତାଙ୍କୁ ସୋପର୍ଟ କରିବା କଥା 🙏
@GangadharSahu-zf5zg
@GangadharSahu-zf5zg 3 ай бұрын
Bhai Jagannath heuchhanti bjd balance.bhul lekhidelaki
@netranandasahoo
@netranandasahoo Ай бұрын
Mohan.was.Krishna And was mahatma Gandhi was Mohan das And Mohan majhi is likly
@DwarikanathNayak-y9n
@DwarikanathNayak-y9n 4 ай бұрын
ନେତା ହେଵତ ଏମିତି , ଏ ହେଉଛନ୍ତି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ , 24 ବର୍ଷ ପରେ ମୋ ମନ ଖୁସିରେ ଭରପୁର ଜୟ ଶ୍ରୀରାମ 🙏🙏🙏
@GangadharSahu-zf5zg
@GangadharSahu-zf5zg 3 ай бұрын
Prathame Jagannath
@laxmansoren4193
@laxmansoren4193 3 ай бұрын
I love mohon sir
@nirupamasahoo9879
@nirupamasahoo9879 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୋର ହାର୍ଦିକ ଅଭିନନ୍ଦନ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପାଖରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛି ତାଙ୍କ ର ଚଲାପଥ କୁସୁମିତ ହେଊ !
@mamalimamali-me7fj
@mamalimamali-me7fj 3 ай бұрын
ସତ୍ୟ ଯୁଗ ଅସିଗଲା ପରି ଲାଗୁଛି ମୋହନ ସାର୍❤
@santoshkumarmukhi1056
@santoshkumarmukhi1056 4 ай бұрын
କଟକ ମାଟି ସ୍ୱାଗତ କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତମ 💙🙏
@OmmprakashRoutray-bw1jq
@OmmprakashRoutray-bw1jq 2 ай бұрын
very very nice
@Dsworld_odisha
@Dsworld_odisha Ай бұрын
Thanks a lot
@BasantMohapatra-jh6vw
@BasantMohapatra-jh6vw 4 ай бұрын
ଏ ଦୃଶ୍ୟ ଦେଖି ଆଖି ରୁ ଲୁହ ବାହାରୁଚି ଓ ମନରେ ଗର୍ବ ଆସୁଛି l ମୁଖ୍ୟମନ୍ତ୍ରୀ ଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ l
@shyamsunderbhoi7522
@shyamsunderbhoi7522 4 ай бұрын
Nice
@ashokkumardash1444
@ashokkumardash1444 2 ай бұрын
ବାସ୍ତବରେ ମାନ୍ୟବର ପ୍ରଧାନମନ୍ତ୍ରୀ। Modiji mohadaya ଓଡ଼ିଶାରେ ଜନସାଧାରଣଙ୍କ ମନଲାଖି Mukshyamantri ଙ୍କୁ ଓଡିଶାବାସୀଙ୍କୁ ଭେଟି ଦେଇଥିବାରୁ ମୁ ତାଙ୍କୁ ସାଧୁବାଦ୍ ଦେଉଛି।ଜଗନ୍ନାଥ ମହାପ୍ରଭୁ ତାଙ୍କୁ ahirbad କରନ୍ତୁ।
@benudharmishra5224
@benudharmishra5224 4 ай бұрын
ପୁର୍ବାଭାସରୁ ଜଣାଯାଏ ଓଡିଶାର ଭାଗ୍ୟ ବଦଳି ପାରେ
@krushnasrichandan5455
@krushnasrichandan5455 4 ай бұрын
Very dainemik news channel many many thanks
@Dsworld_odisha
@Dsworld_odisha 4 ай бұрын
Welcome
@basantabhaibms3913
@basantabhaibms3913 4 ай бұрын
ଆଜିଏକ ସ୍ମରଣୀୟ ଦିନ କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଟକ ଆଗମନ ସମୟରେ ନେତାଜୀଙ୍କ ଜନ୍ମ ସ୍ଥାନ ରେ ମୁଁ ଉତ୍ତରୀୟ ଦେବା ସହିତ ଆମେରିକାର ରୁ ଆଣିଥିବା ଏକ ଡଟ ପେନ ପ୍ରଦାନ କଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଠାରୁ ଶ୍ରଦ୍ଧାରେ ଗ୍ରହଣ କରିବା ସହିତ ପେନ ଟି ପକେଟ ରେ ରଖିଲେ ଧନ୍ୟବାଦ ବସନ୍ତ ଭାଇ
@Dsworld_odisha
@Dsworld_odisha 4 ай бұрын
Nice.
@HrushikeshNayak-u8n
@HrushikeshNayak-u8n 3 ай бұрын
ଦେଖ ପାଣ୍ଡୁ ଆମ ଓଡ଼ିଶା ଶ୍ରେଷ୍ଠ ଆମ ମୁକ୍ଷ୍ୟ ମନ୍ତ୍ରୀଙ୍କୁ ବିଜେଡି ବାଲା ଏଭଳି ସୁକ୍ଷ୍ୟମନ୍ତ୍ରି ପାଇବ ନାହିଁ ଶ ବିଜେତି ବାଲା ତୁମେ ମାନେ ସବୁ ଗାତ ଦେଖ ପସିବାକୁ ଆଉ ବାଟ ନାହିଁ ତୁମର ।
@dillipsuren9253
@dillipsuren9253 3 ай бұрын
Nice
@narayanbej9835
@narayanbej9835 4 ай бұрын
ଏଇ ଭଳି ମୂଖ୍ୟମନ୍ତ୍ରୀ ଦରକାର ଥିଲା ଆମର
@AryashreeUtkalika
@AryashreeUtkalika Ай бұрын
Exlent
@Dsworld_odisha
@Dsworld_odisha Ай бұрын
Thanks
@AnirudhaBehera-o9f
@AnirudhaBehera-o9f 4 ай бұрын
ସାଧାରଣ ଜନତାଙ୍କର ମୂଖ୍ୟମନ୍ତ୍ରୀ 🎉🎉 ଆମ ଜଗତସିଂହପୁର ଜିଲ୍ଲାକୁ ମୂଖ୍ୟମନ୍ତ୍ରୀ ମାହୋଦୟଙ୍କୁ ନିମନ୍ତ୍ରଣ କରୁଅଛି। 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@HrushikeshNayak-u8n
@HrushikeshNayak-u8n 3 ай бұрын
ଏ ଭଳି ମୁକ୍ଷ୍ୟ ମନ୍ତ୍ରି ମୋହନ ମାଝି ଙ୍କୁ ମୋର କୋଟି କୋଟି ପ୍ରଣାମ 🎉🙏🙏🙏🙏🙏🙏🙏🙏🙏
@RubenJani-jz9uv
@RubenJani-jz9uv 4 ай бұрын
ଓଡ଼ିଶାର ନୂତନ CM ପ୍ରକୃତରେ ଜନସାଧାରଣଙ୍କ ସମସ୍ୟାକୁ ବୁଝିବା ଏବଂ ସମସ୍ୟାର ସମାଧାନ କରିବାର କ୍ଷମତା ଅଛି ତେଣୁ CM ମୋହନ ମାଝୀ ସାରଙ୍କୁ ହୃଦୟର ସହିତ ସ୍ବାଗତ କରୁଛି
@parimalspr
@parimalspr 4 ай бұрын
Jay guru,Jayajagannath, Excellent Enjoyment Apurbo C.M of Odisha.Iswar tankar Mangol koruntu
@pradipkumarmishra9244
@pradipkumarmishra9244 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଅଭିନନ୍ଦନ। ଜଳେଶ୍ଵର।
@sarojinibehera3680
@sarojinibehera3680 3 ай бұрын
ମାଝୀ ସାର୍ ଆପଣଙ୍କ ଭଳି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନୁହନ୍ତି
@Prafullakumar1881
@Prafullakumar1881 4 ай бұрын
ସାଧାରଣ ଲୋକଙ୍କର ସରକାର କାହିଁକି ନା ସମସ୍ତଙ୍କ ସହିତ ସାଧାରଣ ଲୋକଙ୍କ ର ସହଯୋଗରେ ସରକାର ଟିଏ ହୋଇ ଥାଏ l
@kailashmishra9860
@kailashmishra9860 3 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ଏବଂ ଆପଣ ଓଡ଼ିଶାର ସର୍ବପ୍ରଥମ ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
@SHANKHALIMAJHI-mi3fn
@SHANKHALIMAJHI-mi3fn 4 ай бұрын
ଓଡିଶାରମୁଖ୍ୟମନ୍ତ୍ରୀମୋହନଚରଣମାଝୀଆପଣଙ୍କୁକୋଟିକୋଟିଧନ୍ୟଵାଦ ଜୟଜଗନ୍ନାଥ🎉🎉🎉
@prince.2014
@prince.2014 3 ай бұрын
ଏମିତି କ୍ସାର୍କର ଦରକାର ଜୟ ଶ୍ରୀ ରାମ
@sabitaranijena8057
@sabitaranijena8057 4 ай бұрын
Morning show 's the day. ଜନତାଙ୍କ ନେତା ଜନତାଙ୍କ ପାଇଁ ବିକଳ ଓ ବିହ୍ୱଳ ।। ଏଇ ସୌଭାଗ୍ୟ ସଦା ସର୍ବଦା ରହୁ ଓ ଉତ୍ତରୋତ୍ତର ବ୍ରୁଦ୍ଧି ହେଉ ।। ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ରୁପା କରନ୍ତୁ।।
@ashokkumardash1444
@ashokkumardash1444 2 ай бұрын
E bhli lokapriya mukshyamantri Odisha pai ଥିବାରୁ ଆମେ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ। ମିଡ଼ିଆ ଭାଇମାନଙ୍କୁ ଯେପରି ସ୍ଵାଧୀନତା ଓ ଆନ୍ତରିକତା ଦେଖାଇଛନ୍ତି ତାହା ବାସ୍ତବିକ୍ abhinandaniya।
@HariharDas-pb2vb
@HariharDas-pb2vb 4 ай бұрын
Jay Jagannath. My aim fulfilled. I expect such C.M.
@DebaprasadSahoo-ek6tb
@DebaprasadSahoo-ek6tb 11 күн бұрын
best cm orissa
@SureshMohanty-vs6gn
@SureshMohanty-vs6gn 4 ай бұрын
You are the qualified person for the C M chair
@HareKrushna-f3d
@HareKrushna-f3d 4 ай бұрын
Se ଆଉ କାହା ନିର୍ଦେଶରେ ଚାଲିବେ ନାହଁ ,କେବଳ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ହୁକୁମ୍ ରେ ଚଲୁଚନ୍ତି,ସବୁରି ମୂଳରେ ସେ ହିଁ ସାହା । ବନ୍ଦେ ଉତ୍କଳ ଜନନୀ ।
@manbodrana5313
@manbodrana5313 4 ай бұрын
ଧନ୍ୟବାଦ୍ ବର୍ତ୍ତମାନ ର ମୁଖ୍ୟ ମନ୍ତ୍ରୀ ଓଡ଼ିଶା ।
@deepakmeher1572
@deepakmeher1572 4 ай бұрын
ଜୟ ଜଗନ୍ନାଥ ଆମ ଓଡ଼ିଶାକୁ ଭଗବାନ୍ ଏ ମିତି ଜନ ତା ପିରିୟ ମୁଖ୍ୟ ମନ୍ତ୍ରୀ ଦେବେ ବୋଳୀ ମୋମନେ ଭାବିନଥିଲି ମୁ ମୋ ଓଡିଶାବାସୀଙ୍କୁ ଏବଗ୍ ଶ୍ରୀ ଜଗନ୍ନାଥ କୁ କୋଟିକୋଟି ପ୍ରଣାମ ଜୟ ଶ୍ରୀ ମୋହନ ଚରଣ ମାଝୀ ଏ ମୀତି ଜନତା ମୁଖ୍ୟ ମନ୍ତ୍ରୀ ହୋଇ ଥାନ୍ତୁ ନବୀନ ପଟ୍ଟନାୟକ ସିଖି ନିଅ ରାଜନୀତି
@bibhutibhusanbehera5279
@bibhutibhusanbehera5279 4 ай бұрын
Thank you DS world news for our new popular Odia Chief Minister
@anirudhanaik3196
@anirudhanaik3196 4 ай бұрын
ଭାଇ ୟା ପୂର୍ବରୁ ଯାଉ ମାନ୍ୟତା ନବୀନ ବାବୁଙ୍କୁ ତାହା ଏବେବି ମିଡ଼ିଆଭାଇ ତାହା ଉଚ୍ଚାରଣ କର ଫର୍ମ cm
@kaibarttamajhi5548
@kaibarttamajhi5548 4 ай бұрын
Bahut Bahut Abhinandan MAJHI SIR,
@nareshpattnaik2454
@nareshpattnaik2454 4 ай бұрын
ଅନ୍ୟ ମିଡ଼ିଆ ଙ୍କୁ ସରମ ଲାଗୁଥିବ କାରଣ ନବୀନ ଆମ ରାଜ୍ୟର ୨୪ ବର୍ଷ ର ଶାସକ ଏ ପରି ଭାବ ବିହ୍ବଳ ସିନ ଗୋଟିଏ ଦେଖେଇ ପାରିବେ?
@sanjaysamantasinghar5205
@sanjaysamantasinghar5205 4 ай бұрын
ଲୋକି ଙ୍କର ସରକାର ମାଝୀ ବାହୁ ଜନତ
@HrushikeshNayak-u8n
@HrushikeshNayak-u8n 3 ай бұрын
ଓଡ଼ିଶାର ପ୍କୁକୃତ ମୁକ୍ଷ୍ୟମନ୍ତି. ଯୋଗ୍ୟ ସୂକ୍ଷ୍ୟମନ୍ତ୍ରି ଶାଢ଼େ ଚାରି କୋଟି ଓଡ଼ିଶା ବାସି ହିଡେସୁ ଜୟ ଶ୍ରୀ ରାମ 🎉🗽🙏🙏🙏
@bikashaprusty
@bikashaprusty 4 ай бұрын
Very good.Thanks.JayshreeRam.
@chhatishmohanta4282
@chhatishmohanta4282 4 ай бұрын
Very good
@sanjaysamantasinghar5205
@sanjaysamantasinghar5205 4 ай бұрын
ମାନବ ସେବା ହିଁ ମାଧବ ସେବ
@keshabrout-t1n
@keshabrout-t1n 2 ай бұрын
Happy.keshab
@ashokkumardash1444
@ashokkumardash1444 2 ай бұрын
Mohan Bhai Swagatam.Odia asmitam .Maa Cuttack Chandi nka asirbad ମାନ୍ୟବର Mukshyamantri ମୋହନ ଚରଣ ମlଝି ଙ୍କୁ ଆଶୀର୍ବାଦ କରନ୍ତୁ ଏତିକି more maa nka nikatare maguni
@BLACKPERK_FF
@BLACKPERK_FF 4 ай бұрын
Super fast and fantastic work
@JayantiSwain-rz2sd
@JayantiSwain-rz2sd 3 ай бұрын
ଆରେ ବି ଜେ ଡ଼ି ବାଲାଏ ଦେଖ ମୁଖ୍ୟମନ୍ତ୍ରୀ ହେଵତ ଏମିତି.
@birakishorenayak1690
@birakishorenayak1690 4 ай бұрын
ଆମ ରାଜ୍ୟରେ ଏବେ ରାମରାଜ୍ୟ ଆସିଛି । ଜୟ ଜଗନ୍ନାଥ🙏
@GoraMajhi-zr5jg
@GoraMajhi-zr5jg 3 ай бұрын
Mohan Majhi juhar ❤
@samirkumarnayak2975
@samirkumarnayak2975 4 ай бұрын
ଶତୃ ମାନଙ୍କ ଦାଉ ରୁ ସୁରକ୍ଷା ପାଇଁ ବୁଲେଟ ପ୍ରୁଫ ବ୍ଯବହାର କରିବା ଉଚିତ।
@KingSibuliMurmu-os5gb
@KingSibuliMurmu-os5gb 4 ай бұрын
Immediately
@pragyanadigital
@pragyanadigital 3 ай бұрын
ସୁପର ମୁଖ୍ୟମନ୍ତ୍ରୀ,,,,,,
@benudharmishra5224
@benudharmishra5224 4 ай бұрын
ମୋହନ ମୋହିଲେ ଓଡିଶାର ମନ
@uttamdas6148
@uttamdas6148 3 ай бұрын
Good CM Jay Shri Ram
@ramchandrahembram6287
@ramchandrahembram6287 4 ай бұрын
M.c majhi. great and simple cm of india.thank you.
@santoshkumaracharya7325
@santoshkumaracharya7325 3 ай бұрын
ଏମିତିକା ମୁଖ୍ୟ ମନ୍ତ୍ରୀ ଓଡିଶା କୁ ଦରକାର୍ ଥିଲା, BJP ଜିନ୍ଦାବାଦ
@JogeswarMajhi-lt7hj
@JogeswarMajhi-lt7hj 4 ай бұрын
ଏହା ନନ୍ଦିଘୋଷ ଟିଭି ପ୍ରସାରଣ କଲେ ଭଲ ହୁଅନ୍ତା
@santoshkumarbaral7039
@santoshkumarbaral7039 2 ай бұрын
ଜନତା ଙ୍କ ମୁଖ୍ୟମନ୍ତ୍ରୀ
@chandramanimohapatra1869
@chandramanimohapatra1869 4 ай бұрын
B J।P POSTAR CHIRUTHIBA ଛୋଟି। ନାନୀ ଦେଖିବା DARKAR
@rameshchandraswain6516
@rameshchandraswain6516 4 ай бұрын
Tame
@nayakavinash3991
@nayakavinash3991 4 ай бұрын
Proud to be a odisha vasi❤.. welcome sir.. may lord always with u❤🎉
@rameshchandranayak8974
@rameshchandranayak8974 4 ай бұрын
ଅଶେଷ ଅଶେଷ ଧନ୍ୟବାଦ।
@sanjayakumarjena1131
@sanjayakumarjena1131 4 ай бұрын
Koti koti pranam C.M sir & all my Odisha people 4.5 crores🙏
@preranasingh294
@preranasingh294 4 ай бұрын
ନବୀନବାବୁ କୁ 14ଜନ୍ମ ଲାଗିବ
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 2,9 МЛН
VAMPIRE DESTROYED GIRL???? 😱
00:56
INO
Рет қаралды 8 МЛН
10 ମୁଣ୍ଡ ଯିବ ! | Odisha Reporter
2:40
Odisha Reporter
Рет қаралды 522 М.
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 2,9 МЛН