ହରିଜନ ଜାତିର ଜନ୍ମ ଇତିହାସ !କାହିଁକି ଏମାନେ ଅଛୁତ ହେଲେ | History of Harijan | History of Harijan word

  Рет қаралды 1,137,213

Aamara Charcha

Aamara Charcha

Күн бұрын

ହରିଜନ ଜାତିର ଜନ୍ମ ଇତିହାସ !କାହିଁକି ଏମାନେ ଅଛୁତ ହେଲେ | History of Harijan | History of Harijan word
#brahman #basya #khyetriya #sudra #harijan #varna #jati #caste #brahman #viralvideo #aamaracharcha #jatipramanpatra #odiabhakti #vlogs #vlogvideo #motivationalvideo #odiamotivationvideo #casteproblem
Ancient Indian caste system
Varna System
History of Harijan
Harijan
harijan news
harijan act
harijan song
harijan pada
harijan kirtan
harijan kie
harijan ka matlab kya hota hai
Bahujan awwaz
bahujan tv
bahujan khabar
bahujan samachar
ambedkar
c creation
sambalpuri song
music and dance
harijan patrika
gandabaja
sambalpuri film
jati varnam shlok
jati varna system
jati varnam shlok in sanskrit
jati varna or caste
jati varna
jati varna caste
lag jati varna tumhare shabab mein
jati vs varna
varna jati caste book
varna jati caste book review
Odisha Latest News
Odisha Latest
Latest News
Odisha Poltics
Odia Famous People
Orissa News
Orissa Latest News
Odisha Orissa
Bhuabneswar
Cuttack
Puri
News Odisha
Oriya News
Odia News
Breaking News
News Headlines
Odisha
Odisha News
Latest Odisha News
DURABARTTA NEWS
Caste
----------------------------------------------------------------------
Copyright Disclaimer Under Section 107 of the Copyright Act 1976 allowance is made for "fair use" for purposes such as criticism comment news reporting teaching scholarship and research. Fair
use is a use permitted by copyright statute that might otherwise be infringing. Non-profit educational or personal use tips the balance in favor of fair use.
🙏🙏🙏
Thankyou for your visit. consider subscribing our channel aamaracharchaodia for more videos.

Пікірлер: 2 000
@rabindrananda8151
@rabindrananda8151 Жыл бұрын
ଆମେ ସମସ୍ତେ ହରିଜନ,ଆମେ ସମସ୍ତେ ସନାତନ
@rameshharipal2462
@rameshharipal2462 4 ай бұрын
ହରିଜନ ଅର୍ଥ ଜାରଜ ସନ୍ତାନ
@sibu695
@sibu695 3 ай бұрын
Yes we all are harijan
@jitendrasuna6212
@jitendrasuna6212 3 ай бұрын
Yeah correct!! 👍👍​@preetidivine4054
@M.rSirsirsirsirsir
@M.rSirsirsirsirsir 2 ай бұрын
ଭାଈ ମାନେ କେତେକ ହରିଜନ ଅଛନ୍ତି ଭଲ ଅଟନ୍ତି ଆଉ କେତେକ ହରିଜନ ଅଛନ୍ତି ଭଗବାନ ଙ୍କୁ ମାନନ୍ତି ନାହଁ ହେବେ ବି ଗାଈଗୋରୁ ମାରିକାଉଛନ real Hindus not eat beef
@bikramadityajena3770
@bikramadityajena3770 2 ай бұрын
Bandatana na
@senapatisabar3517
@senapatisabar3517 4 ай бұрын
ହରି+ଜନ = ହରିଜନ ହରି = ସ୍ଵଂୟ ଶ୍ରୀ କୃଷ୍ଣ ଜନ = ଲୋକମାନେ ହରିଜନ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ ❤😊🔥💥
@lopitaSenapati
@lopitaSenapati 3 ай бұрын
Right
@rajamajhi3847
@rajamajhi3847 3 ай бұрын
Bala naa 😂😂😂
@sanjivsaviour
@sanjivsaviour 3 ай бұрын
Wow, amiti kahiki kon tame inequality ku justify karucha😅 Ate b sata kuhani
@Hand-d4h
@Hand-d4h 3 ай бұрын
Right
@SrinuKumar-cu2cl
@SrinuKumar-cu2cl 3 ай бұрын
ତାହେଲେ ତୁ ହରିଜନ 😂😂😂
@SB16m2mciBT
@SB16m2mciBT 6 ай бұрын
ଭାଇ ବୋହୁତ ଭଲ ଲାଗିଲା ❤ କିନ୍ତୁ ଆଜିବି ଆମ ଗାଁ ରେ 😢 ହରିଜନ ସବ୍ଦକୁ ବାରୁଛନ୍ତି ମନ୍ଦିର ଭିତରକୁ ଯିବାକୁ ହରିଜନଙ୍କୁ ମନା ଷ୍ଟେଟ୍ ଗୋଭେର୍ମେଣ୍ଟ ଙ୍କୁ ମୋର ନିବେ ଦନ ଏହି କି ଯେ ଏହା ଉପରେ ତଦନ୍ତ କରାଯାଉ ❤❤❤❤
@prakashnayak6584
@prakashnayak6584 2 ай бұрын
tama address kuha tempel address kuha
@ommprakash7
@ommprakash7 2 ай бұрын
Kau district?
@Cartoon-s5l9s
@Cartoon-s5l9s 2 ай бұрын
Government kitchi karibani bro jaha Kariba katha tume mane hni kariba
@mithunkandi1426
@mithunkandi1426 2 ай бұрын
Village...
@sabitamukhisabitamukhi247
@sabitamukhisabitamukhi247 Ай бұрын
Mote horijono kohi mo sohito kehi sango huonti nahi 😢😢
@Ramesh-mi9mq
@Ramesh-mi9mq 3 ай бұрын
ଆମ ହରିଜନ🙏ଆମ ଜାତି ପାଇଁ ଆମେ ଗବ୍ରୀତ❤ ଜୟ ଜଗନ୍ନାଥ
@SANGRAM_295
@SANGRAM_295 Ай бұрын
Yes
@MohanKhadia-mk3581
@MohanKhadia-mk3581 Ай бұрын
Bahut badhiya vdo
@dishaoflife5546
@dishaoflife5546 Жыл бұрын
ବହୁତ୍ ବଢିଆ ଲାଗିଲା ସୁନିକୀ l କିନ୍ତୁ ତଥା କଥିତ ହିନ୍ଦୁ ଧର୍ମ ରକ୍ଷାକାରି ଧର୍ମ ଧ୍ଵଜାଧାରି ମାନେ ସୁଦ୍ର ଦଳିତ ହରିଜନ ମାନଙ୍କୁ କୌଣସି ମନ୍ଦିର ଧର୍ମସ୍ତଳି ରେ ପ୍ରବେଶ ନିଷେଧ କରୁଛନ୍ତି ଅତ୍ୟାଚାର କରୁଛନ୍ତି । ଏହି ସବୁ କଥାନି ସଙ୍କରା ଚର୍ଯ୍ୟ ମାନଙ୍କୁ ବୁଝାଇଲେ ଭଲ ହୁଅନ୍ତା
@RakeshKumarPanda-m2g
@RakeshKumarPanda-m2g 6 ай бұрын
😢😢😢😢😢😢
@laxmiprasadnaik1256
@laxmiprasadnaik1256 6 ай бұрын
Karuthile vai ebe ta bahut kam au jadi kie karuchanti tahele mote e mail karantu tar charipurusha mane pakeidebi
@odiachitrakatha
@odiachitrakatha 4 ай бұрын
@dishaoflife554 Tame nije tama dharma ra rakhyaka...tame bhalapauthiba devta ra photo rakha, mutri rakha puja kara...
@Hindutwa829
@Hindutwa829 4 ай бұрын
​@@laxmiprasadnaik1256karichhanti kn karibu
@Hindutwa829
@Hindutwa829 4 ай бұрын
Tate kouthi mana houchhi kaha
@rabindrasabar2141
@rabindrasabar2141 Жыл бұрын
ଜାତି ଦୁଇ ପ୍ରକାର ଗୋଟିଏ ପୁରୁଷ ଗୋଟିଏ ନାରୀ❤ ul
@SarojBehera-yo7qq
@SarojBehera-yo7qq Жыл бұрын
Right very nice
@JhooRajhu-wq2he
@JhooRajhu-wq2he Жыл бұрын
No jati gotye siye hauchi e manba jati arthat manisha jati Nari au purisha ovaya saman
@maheswarseth8433
@maheswarseth8433 6 ай бұрын
Purusa nari jati nuhanti...manusya ra dui biparita linga
@jaymaabanadurgayoutubechen7777
@jaymaabanadurgayoutubechen7777 6 ай бұрын
Kinnar kau jati bhai
@BNB164
@BNB164 6 ай бұрын
jaymaabanadurgayoutubecheSemane Harijana.
@bhabaninayak7810
@bhabaninayak7810 Жыл бұрын
ଭାଇ ହରିଜନ ଶବ୍ଦ ବ୍ୟବହାର କରିପାରିବେ ନାହିଁ ଭାରତୀୟ ସୁପ୍ରିମକୋର୍ଟ ରଦ କରି ଛନ୍ତି ଜୟ ଭିମ୍ ଜୟ ଭାରତ
@jagabandhupanaka1439
@jagabandhupanaka1439 Жыл бұрын
ମୂର୍ଖ ମାନେ
@mrcreationxyz2005
@mrcreationxyz2005 Жыл бұрын
Au bhai kn kuha jiba
@Abhimanyu97762
@Abhimanyu97762 Жыл бұрын
କୋର୍ଟ ମନାକରିଛନ୍ତି କହିବାକୁ ହେଲେ କୋର୍ଟ କହିଛନ୍ତି କଣ ଦଲିଲ ରେ ଲେଖିବାକୁ
@bhabaninayak7810
@bhabaninayak7810 Жыл бұрын
@@Abhimanyu97762 ଦଲିଲ ରେ ଲେଖା ହୁଏ ଜିଏ ଯେଉଁ ଜାତିର ସେୟା ହିଁ ଲେଖା ହୁଏ ହରିଜନ ନୁହେଁ କେଉଁ ମସିହାର ଦଲିଲ ଭଲରେ ପଢନ୍ତୁ
@jayramsanta
@jayramsanta Жыл бұрын
ହରିଜନ କୁ. ଜନହରି କହିବା?
@radhefitness707
@radhefitness707 Ай бұрын
Absolutely right video
@chinmayagadanayak5239
@chinmayagadanayak5239 Ай бұрын
ଜାତିରେ ହରିଜନ କିନ୍ତୁ ସେମାନଙ୍କ ହୃଦୟ ନିର୍ମଳ
@gajendratandi1349
@gajendratandi1349 Жыл бұрын
ଧର୍ମ କିଛି ନାଇ ମାନବତା ହି ଧର୍ମ
@Honey143s
@Honey143s 3 ай бұрын
💯 Your right bro. ✔️ mue naese harijan hele. Bhal ke bhal kahemu na ho
@rajnayak5964
@rajnayak5964 Жыл бұрын
ମଣିଷକୁ ମଣିଷ ଭଳିଆ ବେବହାର କର ତାହାଲେ ତୁମେ ମଣିଷ ବୋଲି ଜଣାଜାଏ ଉଚ ନିଚ କହୁଥିବା ଲୋକ କେବେ ସେ ମଣିଷ ନୁହେଁ ଜୟ ଜଗନ୍ନାଥ
@ShesadebMirdha
@ShesadebMirdha Жыл бұрын
Semiti hele tume bramahna hei thile kana kari thanta jadhi tumar gharako jadhi keu harijana asanti kana tume gharako pasibabu deva .....
@ShesadebMirdha
@ShesadebMirdha Жыл бұрын
@@sukultudu137 tu harimaagihari ki
@ShesadebMirdha
@ShesadebMirdha Жыл бұрын
@@sukultudu137 magiha biaru janma hebunita aao kaothire janma hebu
@Aryan-fx6io
@Aryan-fx6io Жыл бұрын
Right bhai🙏🙏🙏
@rajibkumarparida6
@rajibkumarparida6 Жыл бұрын
Tahele ghusuri charali manaku kuha mandira re puja karibe ....tume bramhana nku kuha ghusuri chareibe. Chaliba ta. Govt . Ku kuha aga sc st kota uthau samastanku general caste karu tapare chinta kariba.
@sommahanand1955
@sommahanand1955 Жыл бұрын
ବହୁତ ସୁନ୍ଦର ଭାବରେ ଜାତିପ୍ରଥା ବିଷୟରେ କହିଛନ୍ତି ଯାହା କି ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ ‌।
@BhaktaPodh-l2m
@BhaktaPodh-l2m Ай бұрын
I am a harijan nice vidio
@jayanarayanmohapatra263
@jayanarayanmohapatra263 6 ай бұрын
ଖୁବ୍ ସୁନ୍ଦର ଭାବରେ ଆଲୋଚନା ହୋଇଛି। ଜାତିପ୍ରଥା ଏକ ବିକୃତ ମାନସିକ ଚିନ୍ତାଧାରା। ଏଥିରୁ ତୁରନ୍ତ ମୁକ୍ତ ହେବା ଆବଶ୍ୟକ।
@b.ksunaniofficial9643
@b.ksunaniofficial9643 2 ай бұрын
Thanks 🙏🙏🙏 sir
@rakeshmallick776
@rakeshmallick776 2 ай бұрын
ଭାଇ ଠିକ୍ କଥା କହିଲେ । ଜାତି ପ୍ରଥା ଉଠି ଯିବା କଥା କିନ୍ତୁ ପ୍ରଥମ ରୁ ସେମାନ ଙ୍କୁ କଣ ପାଇଁ reservation ଦିଆ ଗଲା ତାଙ୍କୁ stipend ଦିଆ ଗଲା ସମସ୍ତେ କହୁଛ ଭୀମ ରାଓ ଆମ୍ବେଦକର ସମ୍ବିଧାନ ଲେଖିଛନ୍ତି ମୁଁ ତ କହିବି ସେ ସବୁ ର କାରଣ ତାଙ୍କ ମନ ଙ୍କୁ reservation ଦିଆ ଗଲା stipend ଦିଆ ଗଲା ଆମେ ପଚାରିଲେ କହିଲେ ସେ ଛୋଟ ଜାତି ସେମାନ ଙ୍କୁ ମିଳିବ ଯଦି ସେ ସମୟ ରେ ସମସ୍ତ ଙ୍କୁ ସମାନ ଭାବ ରେ ଦେଖିଥା ନ୍ତେ ତାହେଲେ ଏବେ e video ବନେଇବା ପାଇଁ ପଡ଼ିନଥାନ୍ତା
@jayaramkandi8797
@jayaramkandi8797 Ай бұрын
ଭାଇ ତମେ ବାବା ସାହେବ୍ ଆମ୍ଭେ କର ଙ୍କ ଆଗରୁ ଜନ୍ମ ଗ୍ରହଣ କରିବାର ଥିଲା​@@rakeshmallick776
@umeshrana88
@umeshrana88 Жыл бұрын
ମୋ ଅନୁସାରେ ସାରା ଦୁନିଆ ରେ କେବଳ ଗୋଟିଏ ଜାତି ରହିବା ଆବଷ୍ୟକ ତାହା ହେଉଚି ମାନବ ଜାତି ମଣିଷ ର ମଣିଷ ପଣିଆ ହିଁ ତା ପରିଚୟ ଦୟା ଧର୍ମ ହି ମଣିଷ ର ପ୍ରଥମ ପରିଚୟ ଜୟ ଜଗନ୍ନାଥ
@kabitamohanta1718
@kabitamohanta1718 Жыл бұрын
ଭାଇ ଯଦି କେହିବି ଏ video ଦେଖୁଛ ଗୋଟେ କଥା ମୋ ତରଫରୁ ସବୁ ନାମ ଶେଷରେ ସନାତନ ଲେଗେଇଲେ ଭଲ ହେବ କେହିବି ଜାତି ପ୍ରଥା ଉଠେଇ ପାରିବେନି
@SusilaSusila-k9n
@SusilaSusila-k9n Жыл бұрын
Thank you🙏 a sabu bhagabankar lila
@dasrath71
@dasrath71 Жыл бұрын
Jati pratha band heba darkar
@umeshrana88
@umeshrana88 11 ай бұрын
@@kabitamohanta1718Sanatana kebal india re achhi sara sansar re nahi iswar sarw sansar re achhanti kebal india re nuhe
@examkiduniya4436
@examkiduniya4436 7 ай бұрын
Bhai gotiyye jati hele samaste kou nama re nija parichay deiparibe
@knowledgeisgod3652
@knowledgeisgod3652 Жыл бұрын
ଖୁବ୍ ଭଲ କଥା ଟିଏ କହିଲେ ଆପଣ। ସଭିଏ ସନାତନ ଆଉ ହରି ଙ୍କ ସନ୍ତାନ। ତେଣୁ କୋଟା ସିଷ୍ଟମ ସଂରକ୍ଷଣ ଆଦିର ସୁବିଧା ସମସ୍ତଙ୍କୁ ସମାନ ଭାବେ ମିଳୁ।
@mamabarik1643
@mamabarik1643 Жыл бұрын
Thank you
@banamalinaik3925
@banamalinaik3925 Жыл бұрын
ଆମେ ରାଜି ତମ କଥାରେ ବିଭାଗର ମାନେ ଝିଅ ଦିଆ ନିଆ ହେଉ
@Babula-y7z
@Babula-y7z Жыл бұрын
Cota bramhana manankara mandirare 100 persent semane Mandira chadi diantu dalita tanku arakyana dei debe Raji ta
@devrajchhatriyaofficial1565
@devrajchhatriyaofficial1565 Жыл бұрын
ସମସ୍ତେ ପାଉଛନ୍ତି କୋଟା,
@jashminisenapati432
@jashminisenapati432 Жыл бұрын
Ryt
@bhabanisankar1397
@bhabanisankar1397 Жыл бұрын
କାଳିଆ ପାଖରେ ଯାତି ଅଯାତି କିଛିନାହିଁ କି ଯମରାଜ ପାଖରେ ଧନିଗରିବ କିଛିନାହିଁ
@TopicofWorld-k2y
@TopicofWorld-k2y 4 ай бұрын
ସବୁ ମିଛ 😂😂😂😂 ତେବେ ବ୍ରାହ୍ମଣ ମାନେ କାହିଁକି ଆଦିବାସୀ ମାନଙ୍କର ଜିନିଷ ଛୁଇଁବା ମନା କରନ୍ତି??
@hirankumar1297
@hirankumar1297 4 ай бұрын
Lakhmi chandala jati gharaku jaithibaru Jagannatha lakhminku nija ghare prabesa koribaku mona korithile
@hirankumar1297
@hirankumar1297 4 ай бұрын
Jagannatha puran podha
@dailyupdate2217
@dailyupdate2217 4 ай бұрын
✅️
@Bikashkumar9107-jm2ew
@Bikashkumar9107-jm2ew 4 ай бұрын
Thik katha bhai . Kalia pakhare suna jati ki ajati nahi hele a Manisha mananka pakhare para achhi .mu bele bele bhabe j ae loka Mane mo Kalia saanta thu b bada bodhe nahale amane kn ucha nicha bheda bhaba rakhante ki ?
@bholanathnayak1951
@bholanathnayak1951 4 ай бұрын
Hari om Tatsat,Trahimam Bhagavate Vasudevay Namo namah.Jay Sanatana,Jay Sree Hari Ebam,Jay Harijan.🙏🙏🙏💅💅💅Namaste.
@subashnayak4611
@subashnayak4611 Жыл бұрын
ସତରେ ଭାଇ ଏଇ ଜାତି ଅଜାତି ପାଇଁ,,, ମୁଁ ଆମ ଗାଁ ର,,,କୌଣସି ଭୋଜିକୁ ବି ଯାଏନି। କାରଣ ଆମେ ଛୋଟ ଜାତିର। ଆଜି ପର୍ଯ୍ୟନ୍ତ କେହି ଡାକିବି ନାହାନ୍ତି,,,ଆମ ଗାଁ ର ପିଲା ବି ସବୁ ସେମିତି। ସେଥି ପାଇଁ ମୁଁ କାହା ସହ ମିସେନି।
@Iamyour-v4h
@Iamyour-v4h 6 ай бұрын
😮😢 soo sad
@lizarani7396
@lizarani7396 6 ай бұрын
Thik karicha , jouthi sanmaan nahi sethiki kn pain jibaa
@mrutyunjayabhuyan1441
@mrutyunjayabhuyan1441 6 ай бұрын
😂😂
@sundarmaniharijan7973
@sundarmaniharijan7973 6 ай бұрын
Bohut bholo jaino
@Gurubachan688
@Gurubachan688 6 ай бұрын
ମୋ ଭାଇ ଆପଣଙ୍କ ମନ୍ତବ୍ୟ ମୋତେ ବହୁତ ଦୁଃଖ ଦେଲା ଆପଣ ନିଜେ କହୁଛନ୍ତି ଆମେ ଛୋଟ ଜାତି । ମନରୁ ଜାତି ଭାବନା ଦୂର କରନ୍ତୁ । ଆମେ ସମସ୍ତେ ସମାନ । ଯେ ପ୍ରକୃତରେ ମଣିଷ ବିର୍ଯ୍ୟ ରେ ଜନ୍ମିତ ସେ କାହାକୁ ଛୋଟ ବୋଲି ଭାବିବ ନାହିଁ।
@munamohantyvlogs6459
@munamohantyvlogs6459 Жыл бұрын
ଜୟ ଜଗନ୍ନାଥ ଅତି ସୁନ୍ଦର ସତ୍ୟତା ବହୁତ ଭଲ ତଥ୍ୟ
@annaho8460
@annaho8460 Жыл бұрын
ଆପଣଙ୍କୁ ଧନ୍ୟବାଦ !! ଇତିହାସକୁ କେବେ ହେଲେ ଲୁଚାଇ ରଖିପାରିବେ ନାହିଁ। ଗୈାତମ ବୁଦ୍ଧଙ୍କ ପୂର୍ବରୁ "ଜମ୍ବୂଦୀପ "ଥିଲା ଭାରତର ନାମ ସେହି ସମୟରେ ନାଗ ବଂଶର ରାଜା ମାନେ ରାଜ୍ୟସ୍ତ କରୁଥିଲେ।ତାଙ୍କୁ କଫି କରି ବର୍ତ୍ତମାନ ଭିବିନ୍ନ କାଳ୍ପନିକ ଦେବା ଦେବୀ ସୃଷ୍ଟି କରାଯାଇଛି।ବୈଦ୍ଧ ଭିକ୍ଷୁକଙ୍କୁ ମାରି ମଠ, ଗୁମ୍ଫା ସବୁ ବର୍ତ୍ତମାନ ମନ୍ଦିର କୁହାଯାଉଛି। ଆପଣ ବିଶ୍ଵାସ କରିବେ ନାହିଁ। "ଗୈାତମ ବୁଦ୍ଧଙ୍କ ସ୍ତୂପ "ବର୍ତ୍ତମାନ ଶିବଲିଙ୍ଗ, ଗୈାତମ ବୁଦ୍ଧଙ୍କୁ କେତେ ବେଳେ ବିଷ୍ଣୁ, କେଦାରନାଥ, ତିରୁପତି ବାଲାଜୀ ଏମିତି କେତେ କ'ଣ ରୂପେ ବ୍ରାହ୍ମଣ ମାନେ ବୁଦ୍ଧ ମୂର୍ତ୍ତିକୁ ଶାଢ଼ୀ ଅଳଙ୍କାର ସଜାଇ ବେପାର ଚଳାଉଛନ୍ତି।ସତ୍ୟ ସାମ୍ନାକୁ ଆସିଲାଣି!! କୁହାଯାଏ ପୁରୀ ଜଗନ୍ନାଥ ମନ୍ଦିରର ପୃର୍ବରୁ ବୈଦ୍ଧ ମଠ ଥିଲା। ଅନେକ କଥା ଆପଣ କହୁନାଆନ୍ତି। ଇତିହାସ ଭଲ କରି ଅଧ୍ୟୟନ କରି ଭିଡିଓ ବଦଳାନ୍ତୁ?
@ratikantanaik7183
@ratikantanaik7183 Жыл бұрын
Fake story by nav budhha😂
@tankadharsabar1656
@tankadharsabar1656 Жыл бұрын
False story
@sriyanshupadhi6627
@sriyanshupadhi6627 6 ай бұрын
ତମ ଧର୍ମ ର ବାପ ହେଉଛି ସନାତନ ଧର୍ମ . କେଉଁଠୁ ଚାଲିଆସୁଛନ୍ତି ସବୁ 😂
@akc-ku758
@akc-ku758 4 ай бұрын
Jay bhim
@sriyanshupadhi6627
@sriyanshupadhi6627 4 ай бұрын
@@akc-ku758 chota bhimm🤣🤣
@bishnumusic5477
@bishnumusic5477 Жыл бұрын
ଭଲ କଥା ଟିଏ, ସତରେ କେହି କେବେ ଜାତି ଭେଦ ଉପରେ ଭାସିନଯାଇ ଆମେ ସବୁ ଭାଇ ଭାଇ ହେଇ ଏକାଠି ରହିବା ❤❤❤🙏🙏🙏
@ChandanKumar-sq5cm
@ChandanKumar-sq5cm Жыл бұрын
Hei paribani ame alaga dharm nebu
@odishaeducation7635
@odishaeducation7635 Жыл бұрын
​@@ChandanKumar-sq5cm Tama education ra level kn tama katha re janapaduchhi😊
@Debashishbagarty1053
@Debashishbagarty1053 Жыл бұрын
​@@odishaeducation7635sister cast and reservation system band hele mora full support,cast system pai mora 30000 lost hela,mora obc cast,2022 laptop distribution re bolangir cutt of St cuttof 454,sc460,au general 501,mora500 mark thila😢😢😢
@screation1666
@screation1666 Жыл бұрын
​@@odishaeducation7635 hmm
@iam7134
@iam7134 6 ай бұрын
​@@ChandanKumar-sq5cmgovt post baharile kahiba khali tankara ate cut off amara ate cut off jete bele jati katha kahile SE te bele tame chhuibani paka maghia guda ka tame sabu
@shrinibassutar7763
@shrinibassutar7763 Жыл бұрын
ବାହ୍ମୁଣ ହିଁ ମନୁଶ୍ମୃତି ମାଧ୍ୟମରେ ଏଭଳି ଜାତି ଭେଦ ସୃଷ୍ଟି କରି ଆମ ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି । ସମସ୍ତେ ଏକତ୍ରିତ ହୋଇ ଚକ୍ରାନ୍ତକାରୀ ବାହ୍ମୁଣ ଙ୍କ ଉପରେ ପ୍ରତିଶୋଧ ନିଅ ।
@PrabhasJagadala
@PrabhasJagadala 6 ай бұрын
କୃତଜ୍ଞତା ର ସହିତ ଧନ୍ୟବାଦ ଅର୍ପଣ କରୁଅଛି sir ଏହି ଭିଡିଓ ପାଇଁ... ଜୟ ହିନ୍ଦ ଜୟ ଭାରତ
@bhabaninayak7810
@bhabaninayak7810 Жыл бұрын
ସମୟ ଆସିବ ସେର୍ସ୍ଟ ଜାତି କହୁଥିବା ଲୋକେ ନିଶ୍ଚିତ ଦିନେ ପତନ ହେବ ସମୟ ଥାଉ ଥାଉ ସୁଧିର ଯାଆନ୍ତୁ ଜୟ ଭିମ୍
@sundarmaniharijan7973
@sundarmaniharijan7973 6 ай бұрын
Yes
@RajeshSindhria-ot9qp
@RajeshSindhria-ot9qp Жыл бұрын
ହରି ଜନ ମାନେ ହରି ଙ୍କ ପୁତ୍ର ଆମେ ସମସ୍ତେ ହରିଙ୍କ ପୁତ୍ର ଜେ ଶ୍ରୀ କ୍ରୀଷ୍ଣା ❤ 😊
@niranjanbehera7576
@niranjanbehera7576 Жыл бұрын
ପ୍ରମାଣ ଦିଏ
@LipsaJena-q7w
@LipsaJena-q7w Жыл бұрын
ଆରେ ଭାଇ ହରିଜନ ମାନେ ହେଲେ ମନ୍ଦିର ରେ ନର୍ତ୍ତକୀ ସାଜି ଥିବା ବେଶ୍ୟା ଙ୍କ ପୁତ୍ର... ଆଉ ବେଶ୍ୟା ଜନ୍ମ କରି ଥିବା ପୁତ୍ର କୁ ହରି ଙ୍କୁ ଦାନ କରି ଦିଏ...
@LipsaJena-q7w
@LipsaJena-q7w Жыл бұрын
ସେଥିପାଇଁ ତାଙ୍କ ସେମାନଙ୍କୁ ହରିଜନ କୁହା ଯାଏ
@RajeshSindhria-ot9qp
@RajeshSindhria-ot9qp Жыл бұрын
ଭଗବାନ ଙ୍କ ନଜରରେ ସମସ୍ତେ ସମାନ ସମସ୍ତେ ତାଙ୍କ ସନ୍ତାନ ସେଥିପାଇତ ପୁରୀ ବଡ଼ଦାଣ୍ଡ ସମସ୍ତଙ୍କ ପାଇ ଖୋଲାଅଛି ଜେ ଜଗନ୍ନାଥ 🙏🙏
@RajeshSindhria-ot9qp
@RajeshSindhria-ot9qp Жыл бұрын
ଅନିରୁଧ୍ୟ ମହାରାଜ ଙ୍କ ଭାଗବତ ଶୁଣ ଶବୁପ୍ରଶନ୍ନ ର ଉତ୍ତର ପାଇଜିବ
@surendranaik8831
@surendranaik8831 Жыл бұрын
ଆତ୍ମ ସମୀକ୍ଷା କରନ୍ତୁ ଦଳିତକୁ ଆଦର କରନ୍ତୁ ,
@relaxmomentmm360
@relaxmomentmm360 Жыл бұрын
ଭଗବାନ କାହାର ଦୁଃଖ ସହି ପାରନ୍ତିନି, କର୍ମ ଫଳ ତୁରନ୍ତ ଦିୟନ୍ତି.ଉଚ୍ଚ ନୀଚ ଜାତି ଭେଦ. ତାର ଫଳ ସ୍ୱରୂପ ଆଜିର ଦିନରେ SC, ST ମାନଙ୍କୁ ବଡ ପଦବୀରେ ସ୍ଥାନ ମିଳୁଛି 😄, ଆମ ରାଷ୍ଟ୍ରପତି କିଏ? 😄😄😄, God is always for all🙏
@murarisahu9996
@murarisahu9996 4 ай бұрын
ଛୁଆଁ ଅଛୁଆଁ କଥା ଟାକୁ କିଏ ବାହାର କଲା ପ୍ରଥମେ 😂 ତାହା ଯୁକ୍ତି ରଖ ହରିଜନ ମାନେ ଅଛୁଆଁ ନୁହଁନ୍ତି କିନ୍ତୁ ସେମାନେ ଅଭକ୍ଷା ଖାଇଲେ, ପ୍ରମାଣ ଦେବି ଆଜି ପର୍ଯ୍ୟନ୍ତ ଖାଉଛନ୍ତି ତା ହେଲା ଗୋ ମାଂସ ଯିଏ ଗୋ ମାଂସ ଖାଇଲା ସିଏ ଅଛୁଆଁ ଆହୁରି ଯୁକ୍ତି ଅଛି cmnt ରେ ଲେଖିବା ସମ୍ଭବ ନୁହ
@kapilbabu7800
@kapilbabu7800 Ай бұрын
Right
@kalandinaik7795
@kalandinaik7795 22 күн бұрын
Are Bhai Muslim Loka ta Go Mansa khauchanti . Tanku ta Chhuin ki Mutton ta kemiti Aniki Khaucha. Fast Tuma Manasikata chenge kara
@subashmallick9820
@subashmallick9820 Жыл бұрын
ଜୟଜଗନାଆ ପଣସତକହୀ ଲେ ଆମେ ସଭିଏ ଏକ ଜଗନାଥ ଆମ ବଡଠାକୁର,
@bharatbehera8671
@bharatbehera8671 Жыл бұрын
ଜାତି ଧର୍ମ ମଣିଷ ସମାଜରେ ରହିବା ଉଚିତ୍। ଏହା ଦ୍ବାରା ମଣିଷ ସମାଜ ନିଜ ନିଜ ଗୋଷ୍ଟି ମଧ୍ୟରେ ଏକ ସମାନତାରେ ବାନ୍ଧି ରହେ । କିନ୍ତୁ ମଣିଷ ସମାଜ ଜାତି ଧର୍ମ ନାଁରେ ଓ ଶାସ୍ତ୍ରର କିଛି ଅନ୍ଧବିଶ୍ୱାସରେ ପଡ଼ି ଛୁଆଁ ଅଛୁଆଁ, ଉଚ୍ଚନୀଚ, ଘୃଣା, ବାଛବିଚାର ଆଦି କରି ଆସୁଛି, କିନ୍ତୁ ଏହା କରିବା ଉଚିତ୍ ନୁହେଁ। ସମଗ୍ର ମାନବ ସମାଜ ଯଦି ସମାନ, ତା ହେଲେ ସବୁ ଜାତି ଧର୍ମ ବି ସମାନ। କେହି କାହାର ଉର୍ଦ୍ଧରେ କି ନିନ୍ମରେ ନୁହନ୍ତି।
@santoshsuna5558
@santoshsuna5558 Жыл бұрын
Right sir
@abofficial7456
@abofficial7456 Жыл бұрын
ଭାଇ କହିଲେ ଟିକେ ଜାତି ଯଦି 4 ପ୍ରକାର ତେବେ ରକ୍ତ କାହିଁକି ଗୋଟିଏ Colour ଏବଂ ରକ୍ତ କାହିଁକି ୪ପ୍ରକାର କଲର୍ ନୁହ ଟିକେ କୁହନ୍ତୁ ?
@santoshkumarbeheraonpassiv8226
@santoshkumarbeheraonpassiv8226 Жыл бұрын
କିଏ କହିଲା ରକ୍ତ ଗୋଟେ ପ୍ରକାର । ରକ୍ତ ଆଠ ପ୍ରକାର((A+,B+,AB+,O+,A-,B-,AB-,O-)) କୌଣସି ରକ୍ତ କାହା ସହିତ ମିସେ ନାହିଁ, ଭୁଲରେଶହିତ ଦେଲ କ((A+))କୁ((B+)),((O+)) କ
@abofficial7456
@abofficial7456 Жыл бұрын
@@santoshkumarbeheraonpassiv8226 besi gyana de naa Mu pacharili blood ra colour kete prakara ? Janichu jadi kaha 😂😂😂😀😀
@santoshkumarbeheraonpassiv8226
@santoshkumarbeheraonpassiv8226 Жыл бұрын
Tu janichhu blood composition kana
@TRUEWORLDGRAVITY
@TRUEWORLDGRAVITY Жыл бұрын
ଏହି ଜାତିପ୍ରଥା କୁ ହଟାଇଲେ ସମସ୍ତେ କେତେ ସୁନ୍ଦର ଭାବରେ ଜୀବନ ଯାପନ କରିପାରନ୍ତି l ଜାତିପ୍ରଥା ହୋଟିଲେ ହି ହିନ୍ଦୁ ରାଷ୍ଟ୍ର ସମ୍ଭବ ହେବ ।❤❤❤❤ Only love. Cast ହେଉଚି ଗୋଟିଏ ତାହା ହେଉଛି ମଣିଷ ଜାତି। Love to any one।❤❤❤❤❤❤
@G.S.BROTHER
@G.S.BROTHER Ай бұрын
@@TRUEWORLDGRAVITY ଯଦି ଜାତି ବାଦି ଖତମ ହେଇଯିବ । ମନୁବାଦ୍ଦି ର ଦୁକାନ ବନ୍ଦ ହେଇ ଯିବ ସେଥି ପାଇଁ ଜାତିବାଦ ଖାତମ୍ ହେଇ ପାରିବ ନାହିଁ।
@jadabbadhia3805
@jadabbadhia3805 4 ай бұрын
Jai hanuman 🙏thanku sir bahut bhal katha sath kath vyakhya haichi
@nityanandapatra9521
@nityanandapatra9521 Жыл бұрын
ଏଇ ଜାତି ପ୍ରଥା ଏ ସମାଜ ରୁ ନ ଗଲେ ଏହା ହିଁ ଦିନେ ହିନ୍ଦୁ ଧର୍ମ ର ବିନାଶର କାରଣ ହେବ
@rasmancomedy3852
@rasmancomedy3852 Жыл бұрын
👍👍👍
@PatniMahanand
@PatniMahanand Жыл бұрын
Sata katha
@dillipkumarmallick4195
@dillipkumarmallick4195 Жыл бұрын
Definitely 🎉🎉🎉🎉
@bigdady1281
@bigdady1281 Жыл бұрын
True fact
@beyondlife532
@beyondlife532 Жыл бұрын
Its true bro 100%
@somanathkhara8368
@somanathkhara8368 Жыл бұрын
କୃଷ୍ଣ ହିଁ ହରିଜନ!ଆଉ କେହି ନୁହନ୍ତି ହରିଜନ।
@BapujiMallik-ty4ww
@BapujiMallik-ty4ww Жыл бұрын
Bhai apana jeun video ti karichhanti eha sampurna mana gadha kahani ethire kichhi tathya o satya nahi..apana nije madhya jani nahanti jaha apana kahibaku prayas karuchhanti ..Apana nije kuhantu sanatana sabda kouthu asichi?
@prafullaprafulla-ik1jk
@prafullaprafulla-ik1jk Жыл бұрын
Hare babu krusna nanda gauda thile
@KalkiAvatar-z2e
@KalkiAvatar-z2e Жыл бұрын
​@@prafullaprafulla-ik1jkକ୍ରୁଷ୍ଣଗଉଡ ବୋ ଲି କେମିତି ଜାଣିଲ ହୋ
@rameshmajhi4317
@rameshmajhi4317 Жыл бұрын
ହେଲେ ତୁମକୁ ମନ୍ଦିର ପ୍ରବେଶ ନିଷେଧ କାହିଁକି
@realreaction931
@realreaction931 Жыл бұрын
​apana hI kahi diantu sanatan kaouthi aasichi
@kanshralientertain3749
@kanshralientertain3749 Жыл бұрын
ଭାବ ଭକ୍ତି ସ୍ନେହ ଶ୍ରଦ୍ଧା ଆଉ ଦୁନିଆରେ ନାହିଁ ସଭିଁଏ ନିଜ ନିଜ ଭିତରେ ଚାଲିଛନ୍ତି
@RinkiRinki-b3s
@RinkiRinki-b3s 2 ай бұрын
Satre bhai
@shradhakarbarik708
@shradhakarbarik708 17 күн бұрын
ମୋ ମତରେ ହରିଜନ ର ଅର୍ଥ ହରିପ୍ରଭୁଙ୍କ ର ପ୍ରଥମ ସନ୍ତାନ ଆମଠୁ ସମସ୍ତେ ଖ୍ୟାତି ହୋଇ ଛନ୍ତି ଏବଂ ଭେଦ ଭାବ କହିଲେ ଆମରି କର୍ମ ଲୋକଙ୍କ ଆଖିରେ ନିଚ ଦେଖା ଯାଇଛି ଓ ମୋତେ ହରିଜନ କହିଲେ ଭଲ ଲାଗେ ମୁ ସୁଦ୍ଧା ଗଣା ଅଟେ
@biswaranjandas2844
@biswaranjandas2844 Жыл бұрын
Jay Jagannath 🙏🙏🙏
@biswamitramishra7186
@biswamitramishra7186 Жыл бұрын
ଆମ ସନାତନ ଧର୍ମ ଅନୁସାରେ ସମସ୍ତେ ହିନ୍ଦୁ ଆମର ଗୋଟିଏ ଜାତି ତାହା ହେଉଚି ହିନ୍ଦୁ
@ShesadebMirdha
@ShesadebMirdha Жыл бұрын
Yebeta kahuchha hindu boli jete bele tume baha hebaku tukel dekhi Baku jiba sete ble kana kahiba ki mo hindu jatira pua aao mate jeo jatira jhia hele bhi chaliba kahiba ki bhai tume
@unemployee7056
@unemployee7056 Жыл бұрын
@@ShesadebMirdha hahaha..one day identity of brahmins will disappear
@kingjamesraitakjr7536
@kingjamesraitakjr7536 11 ай бұрын
ତେବେ ହିନ୍ଦୁ ଧର୍ମରେ ଏତେ ଭେଦଭାବ କାହିଁକି ଅଛି ଯେ ? ସବୁ ମିଥ୍ଯା ।।।।
@sriyanshupadhi6627
@sriyanshupadhi6627 6 ай бұрын
​@@kingjamesraitakjr7536sanatan dharm ku badnam karuibaku chahu thiba loka bahar karichi
@LahajalAkash
@LahajalAkash 5 ай бұрын
You right bro
@OdiaTokaprasad
@OdiaTokaprasad 3 ай бұрын
❤❤❤❤ ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କ ଭିଡିଓ । ଆମେ ସମସ୍ତେ ଏକ ହେଲେ ଦେଶ ବଢିବ ଓ ଉନ୍ନତି ଆଡ଼କୁ ଗତି କରିବ ।❤❤❤
@rajeshnag6972
@rajeshnag6972 3 ай бұрын
Bahut sundar re kahile sir thanks you sir
@sasmitamaliksasmita4065
@sasmitamaliksasmita4065 8 ай бұрын
Jay hin bhai apananku anek anek danya bad
@RajuRaju-ym9eh
@RajuRaju-ym9eh Жыл бұрын
absolutely right
@sureshmalik2125
@sureshmalik2125 Жыл бұрын
ମୁଁ ଜଣେ ହରିଜନ ପିଲା ଆମ ଗାଁ ରେ ବି କିଛି ଲୋକ ଜାତି ବାରୁଛନ୍ତି ମୋତେ ଭାରି ଦୁଃଖ ଲାଗେ ଆଉ ରାଗ ବି ଲାଗେ ନିରାଟ ସତ୍ୟକଥା କହିଛନ୍ତି ଭାଇ ଆପଣଙ୍କୁ ଧନ୍ୟବାଦ 🙏🚩🚩
@sipunuperei4455
@sipunuperei4455 Жыл бұрын
Sata kahila bhai mu be jane harijana semiti ama gan re chalichi
@biswaranjannayak2532
@biswaranjannayak2532 Жыл бұрын
Hii Bhai mu bi jane hari jana pila aame friend hei pariba
@sipunuperei4455
@sipunuperei4455 Жыл бұрын
Instagram id dia
@badaldkl7921
@badaldkl7921 Жыл бұрын
ଶଶୁର ପିଏ ରକ୍ତ ନେଲା ବେଳେ କହୁ ନାହାଁନ୍ତି ହରିଜନ ବୋଲି
@sipunuperei4455
@sipunuperei4455 Жыл бұрын
@@badaldkl7921 sata kahila bhai amananku mada darkar khali
@nirodnaik2308
@nirodnaik2308 Жыл бұрын
ବହୁତ ସୁନ୍ଦର ଭାବରେ କହି ଦେଖାଇଛ
@manasranjan700
@manasranjan700 3 ай бұрын
Where is his facts to his story
@sureshchandra7597
@sureshchandra7597 11 ай бұрын
ATI Sundar Katha. Harijan word upare katthor Dandavidhan heba Darkar.
@shortinglife-zu1si
@shortinglife-zu1si 4 ай бұрын
Thank you sir nice video 100% sata👍🙏
@bhabaninayak7810
@bhabaninayak7810 Жыл бұрын
ଦେଶ ଯେତେ ବଳେ ଆଜାଦ୍ ହେଲା ସେତେବେଳେ ଭାରତର ଦେବା ଦେବି ସଂଖ୍ୟା ଥିଲା 33 କୋଟି ଆଉ ଜନ ସଂଖ୍ୟା 30 କୋଟି ତଥାପି ବାବା ସାହେବ ଆମ୍ବେଦକର ସମ୍ବିଧାନ ଲେଖିଥିଲେ one man army Indian God father baba sahib Ambadokor Jay bheem Jay Bharat
@chudavlog2.0
@chudavlog2.0 Жыл бұрын
Bhai 33 koti pachhara logic janichhan ki..33 koti ra artha hauchi 33 prakar .
@LingaraKumuti-gr1ei
@LingaraKumuti-gr1ei Жыл бұрын
Satiya kan sir
@LingaraKumuti-gr1ei
@LingaraKumuti-gr1ei Жыл бұрын
Jadi sanaatana Dharma satiya tebe dalita manaku mandira prabesa nahii kahii ki?
@LingaraKumuti-gr1ei
@LingaraKumuti-gr1ei Жыл бұрын
Siba,Ram kebala ucha jati ra vagaban ki
@guruchaanmeher5076
@guruchaanmeher5076 Жыл бұрын
ଆପଣ ଜେତେ କହିଲେ କ ଣ ହେବ ଯେ ପରଯନ୍ତ କଲିଯୁଗ ଥିବ ସେ ପରଯନ୍ତ ଏ କଥାକୁ କେହି ବି ବିଶ୍ବାସ କରିବେ ନାହିଁ ଜୟ ଶ୍ରୀ ରାମ
@HariKrishna-yk6yl
@HariKrishna-yk6yl Жыл бұрын
Jay Jagannath swami
@babubaby3378
@babubaby3378 Жыл бұрын
Aie jati pain aji mate sabubele dukha Casta sahibaku paduchii 😭😭😭😭😭😭😭😭
@nirojnayak8146
@nirojnayak8146 Жыл бұрын
Kn hela other caste marriage koricho ki😂
@Mr.Lk.accountant
@Mr.Lk.accountant 8 ай бұрын
Intercaste marriage kari6 ki sister?? Happy re ruha lyf tym 🙏🙏 Au family sahita b contact re ruha
@rashmikantapanda1143
@rashmikantapanda1143 4 ай бұрын
ନାଆଁ, ଏମାନେ ରାମ ଜନ
@kajl715
@kajl715 3 ай бұрын
Bohut bhala video heichi❤ Jai jagannath 🙏
@umeshrana88
@umeshrana88 Жыл бұрын
ମଣିଷ କୁ ମଣିଷ ପରି ବ୍ୟବହାର କର ରାକ୍ଷାସ କୁ ରାକ୍ଷାସ ପରି ବ୍ୟବହାର କର
@rexedits2.o-bs5bd
@rexedits2.o-bs5bd Жыл бұрын
Jay Bheem 💙✊🏻
@jitendradalei3245
@jitendradalei3245 Жыл бұрын
ଭାଇ ଭିଡ଼ିଓ ରେ କଥାଟା ମନକୁ ଛୁଇଁଲା ♥️👌
@jamineebarik217
@jamineebarik217 4 ай бұрын
Thank u 🙏i proud to be a harijan
@mamata_dei
@mamata_dei 19 күн бұрын
Right Jay Jagannath 🙏🏻🙏🏻
@pt.abhayakumartripathyshar3496
@pt.abhayakumartripathyshar3496 Жыл бұрын
ଏପରି ଭିଡ଼ିଓ ନିମନ୍ତେ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି l ଭଲ ଲାଗିଲା l ଜୟ ସନାତନ....... ଜୟ ଭଗବାନ 🕉️
@Abhimanyu97762
@Abhimanyu97762 Жыл бұрын
ହରିଜନ ଜାତି କିଏ ତିଆରି କରିଛି ଏହି ସରକାର କରିଛି କଣ ପାଇଁ ସରକାର ଜମି ପଟା ରେ ଜାତି ଲେଖୁଛି
@komalpoojari2568
@komalpoojari2568 Жыл бұрын
Tama ghara pata cheak kara
@Abhimanyu97762
@Abhimanyu97762 Жыл бұрын
ମୁଁ ଚେକ କରିଛି ତୁମେ ଦେଖ
@Debashishbagarty1053
@Debashishbagarty1053 Жыл бұрын
​@@Abhimanyu97762100% right, schhloraship apply, admission re ,job re,cast laguchhi
@sadgirlpriya-x2m
@sadgirlpriya-x2m 3 ай бұрын
Think bhai Hari Jana laka nka ra pata hauni 😢😢
@ramanisingh6944
@ramanisingh6944 Жыл бұрын
ହରିଜନ ଅର୍ଥାତ ହରିଙ୍କ ଜନ(ଲୋକ), ଏ ହରି କିଏ ? ପ୍ରଥମେ ହରିଙ୍କୁ ଖୋଜାଜାଉ ତାପରେ ତାଙ୍କ ଲୋକ (ହରିଜନ) କିଏ ଜଣା ପଡ଼ିଯିବ ।
@shashikantasasina2289
@shashikantasasina2289 Жыл бұрын
Right
@rohanbarik572
@rohanbarik572 Жыл бұрын
You won my respect sir
@nirdfgghjjk7185
@nirdfgghjjk7185 6 ай бұрын
Absolutely right❤❤❤❤❤❤
@lizarani7396
@lizarani7396 6 ай бұрын
Mana ku chuinlaa katha ti 😊
@akc-ku758
@akc-ku758 4 ай бұрын
I love India
@Bikashkumar9107-jm2ew
@Bikashkumar9107-jm2ew 4 ай бұрын
ଜୟ ଜଗନ୍ନାଥ ଭାଈ ଆପଣଙ୍କ ଉପସ୍ଥାପନ ବହୁତ ସୁନ୍ଦର ଥିଲା ବୌଦ୍ଧ ରୁ ମୁ ବିକାଶ ଦୀପ ଏ ସମାଜ ନୀଚ ଆଉ ଦଳିତ ବୋଲି କହୁଥିବା ଜାତି ର ପୁଅ । ଭାଈ ମୋ ମତରେ ସିନେମା ଆଉ ସିରିଆଲ ରେ ହୁଏତ ଜାତି ପ୍ରଥା ନ ଥାଇ ପାରେ ହେଲେ ଏ ସମାଜରେ ଏବେ ବି ଛୁଆଁ ଅଛୁଆଁ ଭେଦଭାବ ଅଛି । ଆଉ ସେଇଟା ଦୁରେଇବ ବା କେମିତି କାହିଁକି ନା ସୁପରୀମକୋର୍ଟ ଜାତି ପ୍ରଥା କୁ ହଟେଇ ଥିବା ନାୟଧିସ ପରା ଛୋଟ ଜାତି ର ଲୋକ ଙ୍କ ଛଉଁନି । ମୋ other' caste ସାଙ୍ଗ ସାଥୀ ମାନେ ବାହାରେ ଗାଁ ବାହାରେ ଥିଲେ ମିଶିକି ଖାଇଦେବେ ହେଲେ ଗାଁ ଭିତରେ ଚଳିବନି । ମୁ ଗୋଟିଏ କଥା ବୁଝି ପାରେନି ଯେ ଯଦି ଆମକୁ ଛୁଁ ଇ ଲେ ଜାତି ତ ପଲଉଛି ତ ଆମ ସହିତ ଗୋଟାଏ ପ୍ଲେଟ ରେ ଖାଇଲା ବେଳେ ଜାତି ତ କାଉଠୀ ରଖି କି ଆସୁଚନ୍ତି।
@SahadevDhamajhi-g4g
@SahadevDhamajhi-g4g 4 ай бұрын
Bhai jiA ta saita misiki khauchi ,se kebe nicha ucha jati babi natiba ,au tu se byakti jana ku JATI kn drsauchu ,tu kebe se lokaku ghare khai a ku dak- tu nije pratame nijaku nicha mane karibu .sabu Tatya bibel,ki Purana ru pai pariba nai, kichi tatya time Anusare badali jaA...jahaku lekhi pariba nai .kaekina kichi loka nija ehhare , family,kutumba ra ehhare banchiba ku pasanda kare ...taku bhala lage....bhagaban ku chadi dele kanasi byakti ra ghara kata purana re ki bibel re ghara kata lekha jai nai...aji parjanta gatihe family ru kete family heichi mu jani nai ..🙏🏻manisa ku deki manisa banchiba sikuchi..
@Rajat-p3h
@Rajat-p3h Ай бұрын
ଗୋଟିଏ ଜାତି ସନାତନ❤❤❤❤ Jay shree Krishna
@ganeswarnayak7161
@ganeswarnayak7161 Жыл бұрын
ଭାଇ ନମସ୍କାର, ଆପଣ ଙ୍କୁ କୋଟି କୋଟି ଧନ୍ୟବାଦ, ଆପଣ ଯାହା ଉପସ୍ଥାପନ କଲେ ତାହା ଅକ୍ଷରେ ଅକ୍ଷରେ ସତ ,ସତ୍ୟ ସନାତନ ଧର୍ମକୁ ନଷ୍ଟ କରିବା ପାଇଁ ବିଧର୍ମିଗଣ ଚକ୍ରାନ୍ତ କରି ଶେଷ କରି ପାରି ନାହାଁନ୍ତି , ମାତ୍ର କୁଚକ୍ରି ଙ୍କ ଚକ୍ରାନ୍ତ ରେ ଶିକାର ହୋଇ ଥିବା ବର୍ତମାନ ର ପଥଭ୍ରାଷ୍ଟ ବିଧର୍ମୀ ମାନେ ସନାତନ ଧର୍ମର ପରମ ଶତ୍ରୁ।ହିନ୍ଦୁ ସମାଜ ଏକ ହେଲେ କଳା ବାଦଲ ସବୁଦିନ ପାଇଁ ହଟି ଜୀବ। ଜୟ ସତ୍ୟ ସନାତନ 🙏🏻🇮🇳🙏
@tophandas4643
@tophandas4643 Жыл бұрын
ଏହା କେମିତି ହେବ? ଉତ୍ତର - ଯାହାକୁ ଅଛୁଆଁ କହୁଛନ୍ତି ସେମାନଙ୍କୁ ନିଜର ଝିଅ ପୁଅ ବାହା କରେଇବା ଆପଣ ଏହା କରିପାରିବେ କି ଯଦି ହଁ ତେବେ ଆପଣଙ୍କ କଥା ସତ୍ୟ ନାହଁ ତ ଆପଣ ଏହି ମିଛ କଥା କୁ ଆଉ କାହାକୁ କୁହନ୍ତୁ ନାହିଁ 🙏
@soumyaranjansethi6037
@soumyaranjansethi6037 Жыл бұрын
Jai bhim. Thanks baba sahab. Amaku reservation milichi. Mo family re sabu government job karuchhanti
@KulamaniMallick-u1i
@KulamaniMallick-u1i 2 ай бұрын
ମୁ ବି ଜଣେ ହରିଜନ ପିଲା ଆମ ଗାଁ ରେ ଆଜିବି ଭୋଜି ହେଲେ ଆମକୁ ଅଲଗା ଖାଇବାକୁ ଦେଉଛନ୍ତି ଆଉ ଅଲଗା ଲୋକଙ୍କୁ ଭଲ ଜାଗାରେ ଖାଇବାକୁ ଦେଉଛନ୍ତି କଣ ଭାଇ ଆମେ କଣ ଏତେ ଖରାପ ପ୍ରଭୁ ଆପଣ ବିଚାର କରିବେ ଜୟ ଜଗନ୍ନାଥ
@Southernboy19
@Southernboy19 2 ай бұрын
Sorry bhai ame sobu saman❤
@bikashlogicalboy7766
@bikashlogicalboy7766 2 ай бұрын
😢😢suniki dukha lagila but tame true way re ruha sabu thik heijiba
@ommprakash7
@ommprakash7 2 ай бұрын
Kau district bhai?
@bijayasingh3599
@bijayasingh3599 Ай бұрын
😒😒
@Alien-vt9ed
@Alien-vt9ed Ай бұрын
Kulamani tome kou district ru.....
@KshirodBarik-lb8fd
@KshirodBarik-lb8fd 11 ай бұрын
ବ୍ରାହ୍ମଣବାଦ୍ ମୂର୍ଦାବାଦ୍
@mylifemystyle6250
@mylifemystyle6250 6 ай бұрын
Bahuta sundara
@rasmancomedy3852
@rasmancomedy3852 Жыл бұрын
Jye Sambidhan 🙏🇨🇮 Jaye Bhim 💙🙏
@jogeswarpatta6715
@jogeswarpatta6715 Жыл бұрын
ମନୁବାଦି ଆଧାରରେ ଆଧାରୀତ ।
@lajarmajhi
@lajarmajhi Жыл бұрын
ଧନ୍ୟବାଦ୍ ଆଜ୍ଞା ସୁନ୍ଦର ବିଷୟ ଲୋକ ଲୋଚନକୁ ଆଣିଲେ
@abhijeetdas..aradhanafound4387
@abhijeetdas..aradhanafound4387 2 ай бұрын
Bhai jai jagannath
@LataMajhi-n7h
@LataMajhi-n7h Ай бұрын
Tik kahuchha sir
@narayandalai9799
@narayandalai9799 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@mahatudu2103
@mahatudu2103 Жыл бұрын
Bando Bando Bando mane
@rajesharautaray8109
@rajesharautaray8109 Жыл бұрын
​@@mahatudu2103jisu giha jisu giha jisu giha mane😂😂😂😂😂
@bharatkumarnial893
@bharatkumarnial893 2 ай бұрын
ମୁଁ ବି ହରିଜନ। କିନ୍ତୁ ବହୁତ୍ ଦୁଃଖର କଥା। ମୋ ଗାଁ ରେ 100 ପ୍ରତିଶତ ହରିଜନ ଜାତି କୁ ଘୃଣା କରି ଆସୁଛନ୍ତି ଗାଁ ର କୌଣସି ପୂଜା ହେଲେ ହରିଜନ ମାନଙ୍କୁ ବରଣ କରା ଯାଏ ଛୁଇଁ ଦେଲା ପାଣି କୁ ପିଅନ୍ତି ନାହିଁ। ଏବେ ମୁଁ ନୂଆପଡ଼ା ସହରରେ ରୁହେ। ଏଠି ଜାତି ପ୍ରଥା। ଦିନେ ଘର ଭଡ଼ା ପାଇଁ ଗୋଟେ ପଡା କୁ ଗଲି ସିଏ ରହିବ କହିଲା ଆଉ ଆଧାର କାର୍ଡ ମହିଳା ମୁ ବି ଖୁସି ହୋଇ ଦେଇଦେଲି। କିନ୍ତୁ ମୋ ଜାତି ଜାଣିଲା ପରେ ସିଏ ମନା କରି ଦେଲା । ମୁଁ ଅନେକ ଜାଗା ରେ ମୋ ଜାତି କୁ ନେଇ ଘୃଣିତ ହେଇ ଆସିଛି।
@Southernboy19
@Southernboy19 2 ай бұрын
Jagannath apanakna sahita ochi bhai
@HSahu-bz4wp
@HSahu-bz4wp Ай бұрын
@@bharatkumarnial893 Congress party sabu dine sasan karbar lagi st sc reservation baharkariche au Congress party ehire dayi hai
@pabitramalick6253
@pabitramalick6253 Жыл бұрын
ବେଳେ ବେଳେ ଦୁଃଖ ଲାଗୁଛି ମୁଁ ହିନ୍ଦୁ ଧର୍ମ ରେ କାହିଁକି ଜନ୍ମ ନେଲି ମାଗିଆ ପଠାଣ ଏଠାରେ ହଜାରେ ଭଲ ଜାତି ଝୀଅକୁ ପ୍ରେମ ଜାଲରେ ପକାଏ ଧୋକା ଦବା ମାରିବା ଗୋଟିଏ ଖେଳ ସେ ଭଲ ତାକୁ ଘରେ ପୁରେଇ ଛନ୍ତି କିନ୍ତୁ ହରିଜନ ନୁହେଁ
@ratikantanaik7183
@ratikantanaik7183 Жыл бұрын
Bhai tame bi pana ki😂😂
@pabitramalick6253
@pabitramalick6253 Жыл бұрын
@@ratikantanaik7183 ତମେ ଖଣ୍ଡିଆ କି ସେଥିପାଇଁ ଆଉ କିଛି ଦିନ ଅପେକ୍ଷା କର ହିନ୍ଦୁ ନଥିବ ଖାଲି ପଠାଣ ଛୁଆ ଜାତି କଲେ ବାନ୍ତି ପଠାଣ କଲେ ଶାନ୍ତି ହିନ୍ଦୁ ଝୀଅ ଏବେ ପଠାଣ ହାତରେ ମରିବେ ଆମେ ହିନ୍ଦୁ ପାଣ ହେଉ ରକ୍ତ ସଂଗ୍ରହ ବେଳେ କଥା ବାର୍ତ୍ତା
@PrasantakumarDas-rb6vg
@PrasantakumarDas-rb6vg 3 ай бұрын
Hariomm,bahut,badiaa🎉
@abhirammallick9420
@abhirammallick9420 6 ай бұрын
ପ୍ରଥମ କଥାଟି ହେଲା ଏମିତି ଏକ ଭିଡିଓ ଆଜି ଦେଖିବାକୁ ମିଳିଲା ଯେଉଁଥିରେ କୌଣସି ପ୍ରକାର ଖରାପ କମେଣ୍ଟ ଦର୍ଶକ ମାନେ କରି ନାହାନ୍ତି କି ଏହି ଭିଡିଓ ବିରୁଦ୍ଧରେ ବି କେହି ପଦେ ଲେଖି ନାହାନ୍ତି ବୋହୁତ ବଢିଆ..... ଏଥର ମୋ ଅଙ୍ଗେ ଲିଭେଇ ଥିବା କଥା ଟିଏ କହୁଛି ମୁଁ ବି ଜଣେ ହରି ଜନ ମୋ ନା ଅଭିରାମ ମଳିକ ମୋ ବାପାଙ୍କ ନାମ ହରି ହର ମଳିକ ମତେ ଏବେ ୩୦ ବର୍ଷ ହେଲାନି ମୁଁ ଜନ୍ମ ରୁ କେବଳ ଏତିକି ଜାଣିଛି ଯେ ଆମର କୁଳ ଦେବତା ହେଉଛନ୍ତି ମା ଧ୍ୟାନ ଧାଇ ଖାଲି ଶୁଣିଚି କିନ୍ତୁ ଆଜି ପର୍ଯନ୍ତ ତାଙ୍କ ମୂର୍ତ୍ତି କେମିତିକା ମୁଁ ଦେଖିନି କାରଣ ହେଉଛି ଆମକୁ ସେ ମନ୍ଦିର ଭିତରକୁ ଯିବା ମନା 😭
@BineshSuna-w6j
@BineshSuna-w6j 6 ай бұрын
Harijan jati Jay ❤
@prafullakumarsamal5399
@prafullakumarsamal5399 4 ай бұрын
କେମିତି ସୁଧୀରିବେ ଲୋକେ ଜାତି କୁ ଏମାନେ ମୃଖ
@Reenabehera0
@Reenabehera0 Жыл бұрын
Jay jagannath Jay jagannath Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 kehi bada sana nahi samaste ame bhai bhai ame mane samaste bahut sundar bahut bhala Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️♥️🌹🌹🌹🌹🌹🌹🌹🌹🌹
@Nandaodishavlogger
@Nandaodishavlogger 4 ай бұрын
ବ୍ରାହ୍ମଣ ମାନେ ହିଁ ହରିଜନ
@alivetour-t6j
@alivetour-t6j 4 ай бұрын
✓🤔
@dhananjayapradhan4608
@dhananjayapradhan4608 3 ай бұрын
ଜୟ ଜଗନ୍ନାଥ। ଜୟ ଭାରତ। ଭାଇମାନେ ବ୍ରାହ୍ମଣ ହିଁ ଜାତି ପ୍ରଥା ଅଛି।
@narayandalai9799
@narayandalai9799 Жыл бұрын
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@sanjayabidika645
@sanjayabidika645 5 ай бұрын
ତୁମକୁ ଧନ୍ୟବାଦ ଭାଇ, ଏ ଜ୍ଞାନ ଭିଡିଓ ଦେଇଛ 🙏କଟି କଟି 🙏ଜୟ ଜଗନ୍ନାଥ
@rakeshkumar2192
@rakeshkumar2192 4 ай бұрын
ସାର୍ ବହୁତ୍ ଭଲ କଥାଟିଏ କହିଲେ ଏସବୁ ତଥ୍ୟ ଗୁଡ଼ିକ ସାରା ଓଡ଼ିଶା ବାସି ଜାଣିବା ଦରକାର୍
@BanitaSethi-l1h
@BanitaSethi-l1h 2 ай бұрын
Right
@JitendraBarik-wu2ld
@JitendraBarik-wu2ld 3 ай бұрын
Thanks brother
@jitukumar889
@jitukumar889 Жыл бұрын
Jay bhim jay sambidhan 🌼🌺🌸🙏
@suraj-o9o8e
@suraj-o9o8e 6 ай бұрын
ଯିଏ ହରି☝️ଙ୍କ ପ୍ରିୟ ସେ ହରିଜନ ମୁଁ ଗର୍ବିତ ହରିଜନ ମୁଁ ସନାତନି ହିନ୍ଦୁ ଶ୍ରୀ ହରି☝️ଙ୍କ ସନ୍ତାନ ଜୟ ସତ୍ୟ ସନାତନ ଜୟ ଶ୍ରୀରାମ ଜୟ ଜଗନ୍ନାଥ👏👏
@akc-ku758
@akc-ku758 4 ай бұрын
Jay bhim
@suraj-o9o8e
@suraj-o9o8e 4 ай бұрын
@@akc-ku758 ଜୟ ଭୀମ ଜୟ ସୀତା ରାମ👏
@sureshmalik6687
@sureshmalik6687 2 ай бұрын
Jai Jai shree Ram 🌹 very nice very beautiful. Jai jagannath. 💯🙏🙏🙏
@suraj-o9o8e
@suraj-o9o8e Ай бұрын
ଜ୍ଞାନୀ ଗୁଣି ଯେତେ ମହର୍ଷି ବାଲ୍ମୀକି ମାତା ଶବରୀ ରବି ଦାସ ବନି ଗଲେ ମୁଣ୍ଡ ବିକା ଯେତେ ଭୀମଟା ବନି ଗଲେ ମୁଁ ଗର୍ବିତ ଯେ ମହାନ୍ ତପସ୍ୱୀ ମାତା ଶବରୀ ଙ୍କ ପୁତ୍ର ଓ ବଂଶଜ ଜୟ ଶ୍ରୀ ରାମ👏👏👏
@suraj-o9o8e
@suraj-o9o8e Ай бұрын
ଜ୍ଞାନୀ ଗୁଣି ଯେତେ ମହର୍ଷି ବାଲ୍ମୀକି ମାତା ଶବରୀ ରବି ଦାସ ବନି ଗଲେ ମୁଣ୍ଡ ବିକା ଯେତେ ଭୀମଟା ବନି ଗଲେ ।ମୁଁ ଗର୍ବିତ ଯେ ମହାନ୍ ତପସ୍ୱୀ ଶବରୀ ମାତାଙ୍କ ପୁତ୍ର ଓ ବଂଶଜ ଜୟ ଶ୍ରୀ ରାମ👏👏
@saraswatinayak1240
@saraswatinayak1240 Жыл бұрын
Bohut Sundar Katha kahuchhanti sir 🙏 jay shivsackti 🙏♥️🌹♥️🙏
@jagijibannaik994
@jagijibannaik994 2 ай бұрын
Right
@iceflame2389
@iceflame2389 2 ай бұрын
Good concept
@kandhamalgumagarh6406
@kandhamalgumagarh6406 Жыл бұрын
ହରିଜନ ଲୋକଙ୍କୁ ହରିଜନ ପରି ଦେଖ ଭଲ
@SisukantPradhan-xx4nk
@SisukantPradhan-xx4nk Жыл бұрын
ସତ ପ୍ରତିଶତ ଠିକ୍ ଆପଣଙ୍କ ମତରେ ମୁଏକମତ ଅଟେ
@kingjamesraitakjr7536
@kingjamesraitakjr7536 Жыл бұрын
ତେବେ ହିନ୍ଦୁ ଧର୍ମରେ ଏତେ ଭେଦ ଭାବ କାହିଁକି ରହିଛି ?
@kamallochankhillo9798
@kamallochankhillo9798 Жыл бұрын
କାରଣ ହିନ୍ଦୁ ଧର୍ମ ଏକ ସତ୍ୟ ତା ରେ ନୁହେଁ,,ହିନ୍ଦୁ ଧର୍ମ ଲୋକଙ୍କୁ ଜାତି, ଧର୍ମ, ବର୍ଣ୍ଣ ଅଲଗା ବା ଉଚ୍ଚ ନିଛ ଶିଖାଇ ଥାଏ, ତେବେ ଉଛ ନିଚ୍ଛ କହି ହିନ୍ଦୁ ଧର୍ମ ହି ଛୁଆ ଅଛୁଆଁ ଭେଦ ଭାବ ସୃଷ୍ଟି କରେ !
@bhabaninayak7810
@bhabaninayak7810 Жыл бұрын
@@kamallochankhillo9798 u r right answer sir Jay bheem Jay sombidhan
@ranjansm6014
@ranjansm6014 Жыл бұрын
​@@bhabaninayak7810hn mo bala beem bheemte😂😂😂
@ranjansm6014
@ranjansm6014 Жыл бұрын
​@@kamallochankhillo9798 aji irej au mughal mananka kusasana tama bhalia murkha mananka upare padichhi jie nija dharma ku bi janiparuni kuhata tike kau upanyasa re lekha jaichhi ucha icha katha sale dhanda chaleichha nijara ta munda kharap aau 5 janka b munda kharap karidaba
@myenvironment5916
@myenvironment5916 Жыл бұрын
Ambedkar pain
@sanjayabidika645
@sanjayabidika645 3 ай бұрын
ସତ କଥା କହିଛ 🌹👍
JATI AJATIII CASTISMII CASTE II PAPU SIR ONLINE II PAPU POM POM
21:07
Papu PoM PoM Creations
Рет қаралды 242 М.
规则,在门里生存,出来~死亡
00:33
落魄的王子
Рет қаралды 26 МЛН
Do you choose Inside Out 2 or The Amazing World of Gumball? 🤔
00:19
LIFEHACK😳 Rate our backpacks 1-10 😜🔥🎒
00:13
Diana Belitskay
Рет қаралды 3,9 МЛН
Konark Sun Temple !! Odisha Konark Temple Story
20:59
DIBYABRAMHA PRODUCTION
Рет қаралды 5 МЛН
规则,在门里生存,出来~死亡
00:33
落魄的王子
Рет қаралды 26 МЛН