DAGA JEMITI RAHICHHI JANHARE ।। ଦାଗ ଯେମିତି ରହିଛି ଜହ୍ନରେ

  Рет қаралды 3,751,707

Subas music

Subas music

Күн бұрын

Subas Music Presents the Official Studio version A Sad Songs Daga Jemiti Rahichi Janhare Viral Girl Sasmita Jena in Lingraj Temple Viral Trough out the Chanel on Pratidin TV with Rahul Bhai Music/Lyrics- Santosh Kumar The Song Produced By Subas Ch Sahoo The Banner of Subas Music
Enjoy & Subscribe To Our Chanel - / @subasmusicodia
L I K E || C O M E N T || S H A R E || S U B S C R I B E
♫ Click on "SUBSCRIBE" and Press the Bell Icon For Latest Video Updates
♪ || Song Credits || ♪
🎸 Song - Daga Jemiti Rahichhi Janhare
🎸 Singer - Sasmita Jena
🎸 Music&Lyrics - Santosh Kumar
🎸 Arrangement - Subasis Kumar
🎸 Mixing & Mastering- Deep Music Studio
🎸 Dubing - Deep Music Studio
🎸 Producer- Subas Ch. Sahoo
♫ For Businesses Enquiry Contact - 99384 48277
"Daga Jemiti Rahichhi Jahnare " Now Playing On -
♪ Spotify :
♪ Wynk :
♪ JioSaavn :
♪ Gaana :
♪ KZbin Music :
♪ Apple Music:
♪ Amazon Music:
♪ Hungama:
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
© All Copyright Reserved By Subas Music
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♫ Anti Piracy Disclaimer ♫
The Copyright of This Content Belongs to "Subas Music" Production House. Any unauthorised re-production, re-distribution or re-upload is strictly prohibited. Legal action will be taken against those who violate the copyright of this material presented.
Hashtag-
#Dagajemitirahichhijanhare
#sasmitajena
#vairalgirl
#lingarajtemple
#odiasadsong
#newodiasong
#odiasong
#odianewsong
#sasmitasong
#subhashmusic
#odiasongsasmita

Пікірлер: 10 000
@Adityafoodandvlogs
@Adityafoodandvlogs Жыл бұрын
ଭଉଣୀ ଙ୍କ କଣ୍ଠ ଅତି ସୁନ୍ଦର ଗୀତ ଟି ମଧ୍ୟ ଦୃଦୟସ୍ପର୍ଶୀ ❤❤❤ଏଇ ଭଉଣୀ ଙ୍କୁ ସାହାଯ୍ୟ କରିଥିବା ଭାଇ ମାନକୁଂ ବହୁତ ଧନ୍ୟବାଦ୍ 👌👌👌👌👌
@sidhantakumar4511
@sidhantakumar4511 Жыл бұрын
Thank you sir ❤❤❤❤❤❤
@sanumalik4996
@sanumalik4996 Жыл бұрын
ପୁରା ହାର୍ଟ ଛୁଇ ଗଲା ❤ ବହୁତ ସୁନ୍ଦର ଗାଉ ଚନ୍ତି।ଆଗକୁ ବଡ଼ Jay Jagannath 🙏
@lusiyoutubechannel5599
@lusiyoutubechannel5599 Жыл бұрын
ବହୁତ ବହୁତ ସୁନ୍ଦର ଗାଇଛନ୍ତି 👍👍👍ଭଉଣୀ ଏବଂ ଯେଉଁ ଭାଇ ମାନେ ଏଇ ଭଉଣୀ ଙ୍କୁ ସୁଯୋଗ ଦେଇଛନ୍ତି ତାଙ୍କୁ ମୋ ହୃଦୟ ରୁ ଧନ୍ୟବାଦ 🙏🙏🙏❤❤❤
@azubizu2534
@azubizu2534 Жыл бұрын
ଆପଣଙ୍କୁ ଅଭିନନ୍ଦନ 🙏
@abinashtripathy6675
@abinashtripathy6675 Жыл бұрын
Very nice
@rasmitatanti7931
@rasmitatanti7931 Жыл бұрын
ସୁଭାଷ ଭାଇ, ରାହୁଲ ଭାଇ ଏବଂ ସନ୍ତୋଷ ଭାଇଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଭଉଣୀକୁ ସୁଯୋଗ ଦେଇଥିବାରୁ ....... ତାଙ୍କ ପାଇଁ ଗୋଟେ like ♥️
@pravatkumar1070
@pravatkumar1070 Жыл бұрын
ଅତି ସୁନ୍ଦର ଗୀତ ଲେଖା ଭାଇ ଧନ୍ୟବାଦ ସୁନ୍ଦର କଣ୍ଠ ଭଉଣି ଙ୍କର 🙏🙏🙏🙏
@laxmipangi8258
@laxmipangi8258 Жыл бұрын
ଯେଉଁମାନେ ଏ ଭଉଣୀର କଣ୍ଠସ୍ବର ଗୀତ ଶୁଣିବାକୁ ଆସିଛନ୍ତି ଏ ଭଉଣୀ ପାଇଁ ଗୋଟେ like କରିଦେବା । ଜୟ ଜଗନ୍ନାଥ ମାଡି ଚାଲ । ❤❤❤❤
@arjunhuika238
@arjunhuika238 Жыл бұрын
👍👍👍
@khusisamantara9576
@khusisamantara9576 Жыл бұрын
👍 right
@anusingh8298
@anusingh8298 Жыл бұрын
Super duper ❤️❤️
@anusingh8298
@anusingh8298 Жыл бұрын
God 🙏 bless you
@rudrakshyapatrarudra8352
@rudrakshyapatrarudra8352 Жыл бұрын
👍👍👍👍
@steminarani5803
@steminarani5803 Жыл бұрын
ବହୁତ ସୁନ୍ଦର ଗୀତ ଭଉଣୀ ପ୍ରଥମ ଥର ପାଇଁ ଶୁଣି ଭଲ ଲାଗୁଛି ପ୍ରଭୁ ଆଶୀର୍ବାଦ କରନ୍ତୁ 🎉🎉🎉❤️❤️❤️❤️💖
@SNSTUDIO-gc6fc
@SNSTUDIO-gc6fc Жыл бұрын
Great singing 💝💝
@SFEofficial_25
@SFEofficial_25 Жыл бұрын
God bless you
@maaDurgavlogs
@maaDurgavlogs Жыл бұрын
ବହୁତ ସୁନ୍ଦର 🎉 lovely vaics God bless you 😍
@sanatanpalai5889
@sanatanpalai5889 Жыл бұрын
Jay Jagannath 🙏🙏🙏
@kruttibasmuduli7832
@kruttibasmuduli7832 Жыл бұрын
Super🙏
@vjtrinathvlogs7880
@vjtrinathvlogs7880 Жыл бұрын
Hidden talent record ❤❤❤❤ ଏମିତି ଆହୁରି ବଢ଼ିଆ ବଢ଼ିଆ ଗୀତ ସସ୍ମିତା ଙ୍କ କଣ୍ଠରୁ ଆମେ ଶୁଣିବାକୁ ଚାହୁଁଛି
@anilbehera9903
@anilbehera9903 Жыл бұрын
ଅତି ସୁନ୍ଦର ❤️ ହର ହର ମହାଦେବ 🙏ବାବା ଲିଙ୍ଗରାଜଙ୍କ କୃପା ସବୁବେଳେ ତୁମ ଉପରେ ରହୁ, ଆଗକୁ ବଢିଚାଲ
@tikinagochhayat616
@tikinagochhayat616 Жыл бұрын
ଭଉଣୀ ମୋର ହୃଦୟ ଧନ୍ୟବାଦ ଯେଉଁ ଦ୍ଭାଇମାନଙ୍କ ପାଇଁ ଭଉଣୀଏଇ ଜାଗାରେ ପହଞ୍ଚୀଛନ୍ତି ସେ ଦ୍ଭାଇମାନଙ୍କୁ ମୋର ପ୍ରଣାମ🙏🙏🙏
@pitambartandi1460
@pitambartandi1460 Жыл бұрын
ବହୁତ ସୁନ୍ଦର ହେଇଛି ଭଉଣି 👌👌👌.. ଯେଉଁ ମାନେ ଏ ଭଉଣୀ କୁ ସୁଯୋଗ ଦେଇଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ
@susantbehera3402
@susantbehera3402 Жыл бұрын
ଯେଉଁ ଭାଈ ମାନେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।।।।।।
@cutemanju
@cutemanju Жыл бұрын
ବହୁତ ସୁନ୍ଦର ଗୀତ ଗାଇଛନ୍ତି ❤❤❤ଯେଉଁମାନେ ସୁଯୋଗ ଦେଇଥିବାରୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ❤❤
@samaruhernna4118
@samaruhernna4118 Жыл бұрын
ଯେଉଁ ଲୋକ ମାନେ ସସ୍ମିତା ଙ୍କୁ ଗୀତ ଗାଇ ବା କୁ ସୁଯୋଗ ଦେଇଛନ୍ତି ବହୁତ ଧନ୍ୟବାଦ ନ୍ୟୁଜ ଦାଦା ଙ୍କୁ ବି ମୋତରଫରୁ ଧନ୍ୟବାଦ ଜୟ ଜଗନ୍ନାଥ ସ୍ୱାମୀ
@pareshdutiyachand3239
@pareshdutiyachand3239 Жыл бұрын
ଗିତ ଟା ମନ କୁ ଛୁଇଁଗଲା । ବହୁତ ବହୁତ ଭଲ ଗାଇଛନ୍ତି ଭଉଣୀ ❤️। ଗିତ ଗାଇବା ପାଇଁ ସୁଯୋଗ ଦେଇଥିବା ସମସ୍ତ ଦାଦା ମାନଙ୍କୁ ମୋର ହୃଦୟରୁ ପ୍ରଣାମ 🙏 ।
@Jena__vlogs__1__7879
@Jena__vlogs__1__7879 Жыл бұрын
ବହୁତ ସୁନ୍ଦର ଗୀତ ଟିଏ ସସ୍ମିତାକୁ ଗାଇବାକୁ ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ 🎉🎉❤❤❤❤
@pradeepsahoo954
@pradeepsahoo954 Жыл бұрын
ତୁମ ଜୀବନରେ ଯାହା ଘଟିଛି, ଏହି ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଇ ଛି, ବହୁତ୍ ଭଲ ଲାଗିଲା ଇଶ୍ଵର ଙ୍କ ଆଶୀର୍ବାଦ ତୁମ ଉପରେ ଥାଉ, ଓମ୍ ନମଃ ଶିବାୟ 🙏
@jagasahu5279
@jagasahu5279 Жыл бұрын
❤❤❤❤❤❤❤️❤️❤️❤️❤️🤝🤝
@srikantananda2992
@srikantananda2992 Жыл бұрын
Nice
@minatinayak7308
@minatinayak7308 4 ай бұрын
Jay jagannath
@rasmitadalei8135
@rasmitadalei8135 Жыл бұрын
ଛୋଟ ପିଲାଙ୍କ ପରି voice ଆଉ ବହୁତ୍ ସୁନ୍ଦର୍ ହେଇଛି ଗୀତ ଟି ଏବଂ ହୃଦୟକୁ ଛୁଇଁ ପାରିଛି।❤❤❤❤❤
@krglbskeyjbkz1004
@krglbskeyjbkz1004 Жыл бұрын
ଭଜନରେ ବି ତାଙ୍କୁ ଗାଇବାକୁ ସୁଯୋଗ ଦିଆଯାଉ ❤❤❤❤❤ ଜୟ ଜଗନ୍ନାଥ 🙏🏻🙏🏻
@manjulatapattnaik6957
@manjulatapattnaik6957 Жыл бұрын
ବହୁତ ସୁନ୍ଦର କଣ୍ଠ - ପ୍ରଭୁଙ୍କ ପାଖରେ ଏତିକଗୁହାରି କରୁଛି ଝିଅର ଗତିପଥ ଆଗକୁ ଆଗକୁ ଯାଇ ଜୟ ଜଗନ୍ନାଥ🙏🙏🙏🙏
@haramohansahoo2977
@haramohansahoo2977 Жыл бұрын
ଯେଉଁ ଭାଇ ଏ ଭଳି ପ୍ରତିଭାକୁ ଆଜି ଏ ସୁଯୋଗ ଦେଇପାରିଛନ୍ତି ସେ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ
@anantasamal5654
@anantasamal5654 Жыл бұрын
Thank you 💗
@beshrabayarproduction
@beshrabayarproduction Жыл бұрын
Thank you Brother 😂
@odiasairupachanel1389
@odiasairupachanel1389 Жыл бұрын
Nihati
@SagunJoharOfficial-zx4dy5sl9c
@SagunJoharOfficial-zx4dy5sl9c Жыл бұрын
🙏👍
@CutiyRitisavlog
@CutiyRitisavlog Жыл бұрын
Rahul bhai many many thins
@dilipnag7876
@dilipnag7876 Жыл бұрын
ଆଶେଷ ଧନ୍ୟବାଦ ପ୍ରତେକ କଳାକାର ଭାଇ ମାନଙ୍କୁ. ଯିଏ ଏ ଭଉଣୀର ପ୍ରତିଭା କୁ ଜାଣିପାରିଲ. ଆଉ ସୁଯୋଗ ଦେଇ ଥିବାରୁ ଗାଇବାକୁ 👍🙏
@itzsru824
@itzsru824 Жыл бұрын
Right
@JenaGolari
@JenaGolari Жыл бұрын
ବହୁତ ସୁନ୍ଦର ଗୀତ ଭଉଣୀକୁ ଯେଉଁ ମାନେ ସୁଯୋଗ ଦେଇଛନ୍ତି ଧନ୍ୟ ବାଦ
@arunakarali3509
@arunakarali3509 Жыл бұрын
Nice 👍
@ManassbpGaming
@ManassbpGaming Жыл бұрын
I love odia song 😊 mind blowing
@srsmedia6672
@srsmedia6672 Жыл бұрын
Good 👍👍👍 keep it up jay Jagannath 🙏
@ldmusic5921
@ldmusic5921 Жыл бұрын
Nice voice
@XtHappy1.0
@XtHappy1.0 Жыл бұрын
Thanks 👍
@makurunaik9809
@makurunaik9809 Жыл бұрын
ଭଗବାନ ତୁମର ଗତି ପଥ ଆହୁରି ଆଗକୁ ଅଗ୍ରସର କରାନ୍ତୁ ଜୟ ଜଗନ୍ନାଥ 🙏🙏🙏🙏
@prashantabajeni6485
@prashantabajeni6485 Жыл бұрын
ଯେଉଁ ଭାଇ ମାନେ ଏ ଭଉଣୀ ଏତେ ସାହାଯ୍ୟ କରିଛନ୍ତି ତାଙ୍କୁ ଧନ୍ୟବାଦ
@ranjitmastiofficial2079
@ranjitmastiofficial2079 Жыл бұрын
ଶ୍ରାବଣ ମାସ ଗୋଟେ ଯିବ ଭଜନ ହେଉ ଏ ଭଉଣୀ ଙ୍କ କଣ୍ଠ ରେ❤
@sushantsahoo2323
@sushantsahoo2323 Жыл бұрын
ବହୁତ ସୁନ୍ଦର ହେଇଛି ଗୀତଟିଏ ଭ‌ଉଣୀ ବହୁତ ଭଲ ଗାଇଲେ ଜୟ ଜଗନ୍ନାଥ 🙏🙏🙏🙏
@SrStudentRemixDj06
@SrStudentRemixDj06 Жыл бұрын
ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ ଭଲ ଲାଗିଲା ଦିଦିଙ୍କ ଗୀତା Like କର ❤❤
@user-xb2fn7cz3x
@user-xb2fn7cz3x Жыл бұрын
ନିହାତି ଭାବରେ ଏହା ଏକ ବଡ଼ ଧରଣର ସାହାଯ୍ୟ ଭଗବାନ ଙ୍କ ଦୟାରୁ ସମସ୍ତ member ଙ୍କ ମଙ୍ଗଳ ହେଉ
@MeeHembram1997
@MeeHembram1997 Жыл бұрын
Well done didi.best of luck.
@arunsahoo3027
@arunsahoo3027 Жыл бұрын
Nice
@manojpani1231
@manojpani1231 Жыл бұрын
ବହୁତ ଖୁସି ଲାଗିଲା, ଅତି ମହତ୍ କାର୍ଯ୍ୟ ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ମଂଗଳ କରନ୍ତୁ ପ୍ରଭୁ 🙏🙏🙏
@ashokkumarnaik143
@ashokkumarnaik143 Жыл бұрын
ଭଗବାନ ତୁମକୁ ବହୁତ ଆଗକୁ ନିଅନ୍ତୁ... 🙏🙏🙏
@nilu143
@nilu143 Жыл бұрын
ସନ୍ତୋଷ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସସ୍ମିତା ଭଉଣୀଙ୍କୁ ସୁଯୋଗ ଦେଇଥିବାରୁ, ଜୟ ଜଗନ୍ନାଥ ❤❤❤❤❤
@warriors1012
@warriors1012 Жыл бұрын
Santosh bhai Abe g marauchhanti bro.... Aaji kali duniya re bhala karile kharap
@manaspatnaik4142
@manaspatnaik4142 Жыл бұрын
ସୁଯୋଗ ଦେଲେ ବୋଲି ଏବେ ଏମିତି କହୁଚି
@biswaranjannayak2532
@biswaranjannayak2532 Жыл бұрын
ଦାଗ ଯେମିତି ରହିଛି ଜହ୍ନ ରେ ତୁ ସେମିତି ରହି ଗଲୁ ମନ ରେ very sad 😢 line and sister nkara voice କୁ ମାନି ବାକୁ ପଡ଼ିବ fantastic voice 😍
@kshyamakarmahanta7345
@kshyamakarmahanta7345 Жыл бұрын
ବହୁତ ବହୁତ ସୁନ୍ଦର ଗାଇଛନ୍ତି ଭଉଣୀ ଏବଂ ଯେଉଁ ଭାଇ ମାନେ ଏଇ ଭଉଣୀଙ୍କୁ ସୁଯୋଗ ଦେଇଛନ୍ତି ତାଙ୍କୁ ମୋ ହୃଦୟ ରୁ ଧନ୍ୟବାଦ ❤❤❤👏👏👏
@hbkjrjagaliwalavlog7846
@hbkjrjagaliwalavlog7846 Жыл бұрын
Johar
@SudamGarnayak-kb9yo
@SudamGarnayak-kb9yo Жыл бұрын
ଦିଦି ଙ୍କ ଗୀତ ବହୁତ୍ ଭଲ ଲାଗିଲା ❤ ଦିଦି ଙ୍କ ଆଶା ଭରସା ସଫଳ ହେଉ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଵହୁତ ସୁନ୍ଦର ଗୀତ ଗାଇଲେ ଦିଦି
@banamalinag196
@banamalinag196 Жыл бұрын
Very nice
@bhaktabandhubarik2451
@bhaktabandhubarik2451 Жыл бұрын
So Sweet emotional presentation 💗💗💗👍👍👍 I like it very much 🌻💐🌻💐🌻 Thanks to the official offering a chance to a great talent 💗💐💗💐💗🌻
@madhujena-tn7xi
@madhujena-tn7xi Жыл бұрын
ଜୟ ଜଗନ୍ନାଥ 🙏 ଯେଉଁ ମାନେ ଏ ଭଉଣୀ ଙ୍କୁ ଗୀତ ଗାଇ ବାକୁ ସୁଯୋଗ ଦେଇ ଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ଓଡିଶାର ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ ଏ ଭଉଣୀ ଙ୍କୁ ଆଗକୁ ଯିବାକୁ ସାହାଯ୍ୟ କରନ୍ତୁ 🙏
@madhusmitaparida2764
@madhusmitaparida2764 Жыл бұрын
ବହୁତ ସୁନ୍ଦର ଗୀତ ଗାଉଛନ୍ତି ଦିଦି 😊 ଧନ୍ୟବାଦ ସେଇମାନଙ୍କୁ ଯେଉଁ ମାନେ ଦିଦି ଙ୍କୁ ଏଇ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି 🥰 ଯୋଉ ମାନଙ୍କୁ ଏହି ଦିଦି ଙ୍କ ଗୀତ ଭଲ ଲାଗୁଚି ସେମାନେ ଦିଦି ଙ୍କ ପାଇଁ ଗୋଟେ ଲାଇକ କରନ୍ତୁ☺️
@Ajaya_efx
@Ajaya_efx Жыл бұрын
ଭଗବାନ ଆପଣ ଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ ଏହା ଭଗବାନ ଙ୍କ ଠାରେ ମୋର ପ୍ରାଥନା ଏବଂ ଏମିତି ଆଗକୁ ବଡ଼ନ୍ତୁ 🙏 ସମସ୍ତେ ଏ ଦିଦି କୁ ସାହାଯ୍ୟ କରନ୍ତୁ ଜୟ ମା ସମଲେଶ୍ୱରୀ 🙏🙏🙏🙏🙏
@user-fd5hj4uk3d
@user-fd5hj4uk3d Жыл бұрын
Hymithaajaya
@A_guy_from_Sambalpur
@A_guy_from_Sambalpur Жыл бұрын
Request to creator don’t stop her with one chance, give her more n more chance to perform this type of singing .Heard a new voice sound from Odia industry. I am sure she will make you proud and us too... Have a great time........Thanks ❤
@AJINDIAPRODUCTIONHOUSE
@AJINDIAPRODUCTIONHOUSE Жыл бұрын
Bhae ama production house tarapharu gote gita tiaari karibu
@A_guy_from_Sambalpur
@A_guy_from_Sambalpur Жыл бұрын
That’s great initiative... Thanks
@saajanswastik9240
@saajanswastik9240 Жыл бұрын
ପଂକରୁ ପଦ୍ମ ଫୁଟିଲାପରି ଏହି କଲାକାର ଫୁଟି ମହକି ଗଲା,ଏହା ଯେ ସୁଯୋଗ ଦେଇଛନ୍ତି ତାଂକୁ ଅଶେସ୍ ଧନ୍ୟବାଦ❤❤❤
@FILMIDEEWANA1
@FILMIDEEWANA1 Жыл бұрын
"ଭାଵିଲୁନି ତୁ ଥରେ କେମିତି ମୁ ବଞ୍ଚିବିରେ” This Line Creat HISTORY 💥🔥❤️❤️👏👏👌👌
@youthforactionodisha3214
@youthforactionodisha3214 Жыл бұрын
ଭଉଣୀ ମୋର ହୃଦୟ ଧନ୍ୟବାଦ ଏବଂ ଯେଉଁ ଭାଇ ମାନଙ୍କ ପାଇଁ ଭଉଣୀ ଏଇ ଜାଗା ରେ ପହଞ୍ଚିଛନ୍ତି। ସେ ଭାଇମାନଙ୍କୁ ମୋର ପ୍ରଣାମ 🙏🙏🙏
@PrafullaDhurua-xy8ov
@PrafullaDhurua-xy8ov Жыл бұрын
So beautiful song 🎵 👌👌👌
@sahadevraksa9115
@sahadevraksa9115 Жыл бұрын
ଭଉଣୀକୁ ସୁଯୋଗ ଦେବାରୁ ଧନ୍ୟବାଦ ଆପଣଙ୍କୁ । ଭଗବାନ ଆପଣଙ୍କୁ ଭଳରେ ରଖିଥାନ୍ତୁ।
@beautifuldasbabu4207
@beautifuldasbabu4207 Жыл бұрын
ମହାପ୍ରଭୁ ଙ୍କ କୃପା ଦୃଷ୍ଟି ସସ୍ମିତା ଙ୍କ ଉପରେ ଏମିତି ରହିଥାଉ l ଚମତ୍କାର ଭାବେ ଗାଇ ଛନ୍ତି l 🙏🌹
@village_girl_sony
@village_girl_sony Жыл бұрын
ଯେଉଁ ଭାଇ ମାନେ ଏ ଭଉଣୀ ଙ୍କୁ ଏତେ ବଡ ସୁଜଗ ଦେଇଛନ୍ତି ସେ ଭାଇ ମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ୍ 🙏✨
@sidhantakumar4511
@sidhantakumar4511 Жыл бұрын
❤❤❤❤❤❤
@sujitkumarnaik7466
@sujitkumarnaik7466 Жыл бұрын
Thank you
@tukunadas2070
@tukunadas2070 Жыл бұрын
Very sweet singing❤❤❤
@wecan8123
@wecan8123 Жыл бұрын
Awesome 👌.. "Grateful appreciation to the kind person who illuminated her path, guiding her into the limelight with a touch of love and warmth. Their thoughtfulness has made a world of difference, and we are truly thankful for their presence in her life."
@bablupujari2395
@bablupujari2395 Жыл бұрын
Thanks all of you love your Al team members ଜଣେ ଅସହାୟ ଭଉଣୀ ଙ୍କୁ ଏ ପରି ସୁଜଗ ଦେଇଥିବାରୁ ❤
@karttikbehera9504
@karttikbehera9504 Жыл бұрын
Thanks you
@SusantiSahoo
@SusantiSahoo Жыл бұрын
Bahut sundar laguchi good
@sameerdash-mp7gt
@sameerdash-mp7gt Жыл бұрын
Good
@sbnleo
@sbnleo Жыл бұрын
Jau Bhai a bhauninku suyoga deichhanti gita gaibapain sei bhainku mora koti koti pranam bhai
@gayatreedash3409
@gayatreedash3409 Жыл бұрын
Great work 👍👍👍👍 sabas all team members
@DesiVlogger8293
@DesiVlogger8293 Жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ All team members ଏତିକି ସୁଜଗ ଦେଇଥିବାରୁ 🎉❤
@chiran920
@chiran920 Жыл бұрын
ବହୁତ ସୁନ୍ଦର ଗୀତ ଗାଇଛୁ ଦିଦି 👌👌❤️ତୁମକୁ ଭଗବାନ ଆଗକୁ ନେଉ
@pmishra9076
@pmishra9076 Жыл бұрын
Deep lyrics , n genius song. The essence of odia song well represented. Thanks for such a lovely song
@Bestlife43
@Bestlife43 Жыл бұрын
OMG 😱 her voice 🔥🔥🔥 thanks to all team members 🙏🙏 ଏମିତି ନୂଆ ନୂଆ ପ୍ରତିଭା ଆମ ସମାଜରେ ବହୁତ ଅଛନ୍ତି ତେଣୁ ଆଶା କରୁଛି ଆଗକୁ ସେମାନଙ୍କୁ ମଧ୍ୟ ଏମିତି ସୁଯୋଗ ଦେବା ପାଇଁ ଚେଷ୍ଟା କରିବା 🙂 ଜୟ ଜଗନ୍ନାଥ 🙏🙏🙏🙏❤️❤️❤️❤️❤️
@rinarani4118
@rinarani4118 Жыл бұрын
ବହୁତ୍ ଭଲ ହେଇଛି ❤❤ ଆଉ ବଢ଼ୀୟା ଗାଇଛନ୍ତି ହାର୍ଟ କୁ ଛୁଇଁଲା ଆଉ ଏ ଭଉଣୀଙ୍କୁ ଗୀତ ଗାଇବାର ଶୁଜଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ❤🤗🤗
@bibhubhaiduniya2195
@bibhubhaiduniya2195 Жыл бұрын
ସବବୁଠୁ ଖୁସି ଲାଗୁଚି ଏବବେବି ମଣିଷ ପଣିଆ ବଂଚିଞ୍ଚି ❤️🙏🙏🙏 ବହୁତ ବହୁତ ଧନ୍ୟବାଦ ଏ ଭଉଣୀକୁ ଶୁକଗ ଦେଇଥିବାରୁ ❤️🙏🙏🙏
@deepaksahoo6018
@deepaksahoo6018 Жыл бұрын
ବହୁତ ସୁନ୍ଦର 👌👌 ସମସ୍ତ ଙ୍କ ଉପରେ ଜଗନ୍ନାଥଙ୍କ ଆଶ୍ରିବାଦ ସବୁବେଳେ ଥାଉ 🙌
@trinathkuldeep3377
@trinathkuldeep3377 Жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଗୀତ ବହୁତ୍ ବଢିଆ ହେଇଛି ଜୟ ଜଗନ୍ନାଥ 🙏🙏❤️😍
@sumitramajhi7137
@sumitramajhi7137 Жыл бұрын
ଧନ୍ୟବାଦ ସବୁ ମେମ୍ବର ମାନଙ୍କୁ ଅସହାୟ ଭଉଣୀଙ୍କୁ ସାହାଯ୍ୟ କରିଥିବାରୁ
@KanhuHansdah-nt2hd
@KanhuHansdah-nt2hd Жыл бұрын
ବହୁତ ସୁନ୍ଦର ଗାଇ ଛନ୍ତି ଦିଦି , ଜେଉଁ ମାନେ ସୁଜଗ ଦେଇଛନ୍ତି ଧନ୍ଯବାଦ ସେଇମାନଙ୍କୁ
@djbaidhar5112
@djbaidhar5112 Жыл бұрын
ବହୁତ୍ ସୁନ୍ଦର୍ like super 🙏🙏🙏🙏🙏🙏🙏
@freefirelove6971
@freefirelove6971 Жыл бұрын
"ତୋ ସ୍ମୃତି ମତେ ନୀତି ମାରେ"❤❤❤❤ ଏଇ lineଟି ବହୁତ୍ ସୁନ୍ଦର ଲାଗୁଛି ❤❤❤❤
@DambaruDas-hi9pu
@DambaruDas-hi9pu Жыл бұрын
ଭଉଣୀ ତମର ସ୍ବର ବହୁତ ସୁନ୍ଦର। ସେ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ସଙ୍ଗୀତ ଦୁନିଆରେ ନୂଆ ସ୍ବର ଆଣିଥିବାରୁ।🥰
@subalnayak7698
@subalnayak7698 Жыл бұрын
ବହୁତ ସୁନ୍ଦର କଣ୍ଠ ଏ ଭଉଣୀଙ୍କର ଆଉ ଏଇ ପରି ଅସହାୟ ଲୋକଙ୍କୁ ସୁଯୋଗ ଦେଇଥିବାରୁ ସମସ୍ତ ଟିମ ମେମ୍ବରଙ୍କୁ ହୃଦୟରୁ ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏
@BikramKumar-dh4zu
@BikramKumar-dh4zu Жыл бұрын
Heart touching songs.Thank you Subash bhai for giving her chance.Beautyful lyrics and melodious music.
@sirishmunduya1360
@sirishmunduya1360 Жыл бұрын
ଗୀତଟିର ପ୍ରତ୍ୟେକ ଧାଡ଼ିରେ ଲେଖା ଅଛି ଅନେକ ହୃଦୟସ୍ପର୍ଶୀ ଅର୍ଥ । ❤❤❤ ଧନ୍ୟବାଦ entire team କୁ ଆଉ ସସ୍ମିତା ଭଉଣୀଙ୍କୁ ମଧ୍ୟ ଅନେକ ଶୁଭେଚ୍ଛା 🎉🎉🎉🎉
@amitmk403
@amitmk403 Жыл бұрын
🎉Wow Super Song ହେଇଛି ଏହି ଗୀତ ଶୁଣି ମୋତେ ବହୁତ୍ ବହୁତ୍ ଭଲ ଲାଗିଲା ଏବେ ଆପଣଙ୍କ ମାନଙ୍କୁ ଭଲ ଲାଗିଥିଲେ So please like କରିଦିଅ ଏବ ତମ କୁ ଭଗବାନ୍ ସବୁବେଳେ ମଙ୍ଗଳ କରୁନ୍ତୁ ଜୟ ଜଗନ୍ନାଥ 🙏
@sanjeebkumbhar9323
@sanjeebkumbhar9323 Жыл бұрын
Wow.. Super song
@hemalatamajhi6912
@hemalatamajhi6912 Жыл бұрын
ବହୁତ ଭଲ ଗାଉ ଛନ୍ତି ଦିଦି, ହ୍ରୁଦୟ ରୁ କହୁଛି, ଆପଣ ଙ୍କ ର ଭବିଷ୍ଯତ ଉଜ୍ଜ୍ବଳ ହେଉ। ❤❤❤❤
@rabinayak7895
@rabinayak7895 Жыл бұрын
nice vooc and good song💥💥💥💥💥👏👏👏👏👏👏👏👏👏👏👏👏👏
@pratimavlogsodia6975
@pratimavlogsodia6975 Жыл бұрын
ଭଗବାନ କରନ୍ତୁ ଭଉଣୀ ତୁମେ ଆହୁରି ଆଗକୁ ବଢ଼ି ଚାଲ ମତେ ବହୁତ ଭଲ ଲାଗିଲା ତୁମର ସୁନ୍ଦର ଗୀତ ଯୋଉ ଭାଇ ମାନେ ଏଇ ଭଉଣୀ କୁ ଆଗକୁ ଆଣିଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏
@rajendrabehera8129
@rajendrabehera8129 Жыл бұрын
ବହୁତ୍ ସୁନ୍ଦର ତୁମର କଣ୍ଠସ୍ୱର ଭଉଣୀ । ଯେଉଁ ଭାଇମାନେ ତୁମକୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏 ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଏମିତି ଭଲ ଭଲ ଗୀତ ଗାଇ ଆଗକୁ ଯାଅ ।
@Sahooji91
@Sahooji91 Жыл бұрын
Her voice is so beautiful.please give more chance her to sing many songs.A hidden talent is blooming.
@ranjumahapatraranjumahapat1918
@ranjumahapatraranjumahapat1918 Жыл бұрын
🎉🎉❤❤very nice song
@malisethi5688
@malisethi5688 Жыл бұрын
ଗୀତଟି ବହୁତ ମନ ଛୁଆଁ ହେଇଚି ! ଏ ଭଉଣୀ ଙ୍କୁ ସୁଯୋଗ ଦେଇ ଥିବାରୁ ପୁରା team ଙ୍କୁ ବହୁତ ବହୁତ ଧନ୍ୟବାଦ!all the best and keep it up 🙏.
@debendrasethy1101
@debendrasethy1101 Жыл бұрын
As a music composer l Personally salute to the music director and that honourable person who give opportunity to this sweet singer.
@bapubapu9376
@bapubapu9376 Жыл бұрын
You're right, sir. 👍
@Binodkumar-zt1op
@Binodkumar-zt1op Жыл бұрын
ଶ୍ରୀ ଶ୍ରୀ ପ୍ରଭୁ ଲିଙ୍ଗରାଜ ବାବାଙ୍କ ପାଖରେ ପ୍ରାର୍ଥନା କରୁଛି ଭଉଣୀ ତୁମେ ଆହୁରି ଆଗକୁ ଯାଅ 🙏
@Dipun387
@Dipun387 Жыл бұрын
ଏଇ ଦିଦି ଙ୍କୁ ସୁଯଗ ଦେଇ ଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ. ସୁନ୍ଦର କଣ୍ଠ ସ୍ୱର
@Bncreation429
@Bncreation429 Жыл бұрын
🙏🙏🙏ଦୟାକରି ଆପଣଂକୁ କହୁଛି ସୁବାଷ ଭାଇ ଏହି ଗରିବ ଝିଅ କୁ ଫେମସ କରନ୍ତୁ 🙏🙏🙏
@cutearadhya4849
@cutearadhya4849 Жыл бұрын
Thanks to all team members for giving this valuable opportunity to Sashmita 🎉🎉🎉nice voice❤❤❤❤
@Mr__Pradhan__Manoj
@Mr__Pradhan__Manoj Жыл бұрын
ଗୀତ ଟି ମନ କୁ ଛୁଇଁଲା .. really Heart Touching Song 💖☺️☺️☺️
@moguruswami5882
@moguruswami5882 Жыл бұрын
ଏମିତି ନୂଆ ନୂଆ କଣ୍ଠ ଶିଳ୍ପୀ ଅନେକ ଲୁଚି ରହି ଛନ୍ତି, ସୁଯୋଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ 🙏🏻
@technical_patita_18
@technical_patita_18 Жыл бұрын
What a unbeatble voice sister........ Really this is God gifted ....... Carry on sister ......... God always with you ..... And the all society will coporate to you ..... May your songs stay blessed in all viewers heart ......❤
@rabigomango2945
@rabigomango2945 Жыл бұрын
ଜେଉ ଭାଇ ଏ ସସ୍ମିତା ଙ୍କୁ ସୁଯୋଗ ଦେଇଛନ୍ତି ସେ ଭାଇଙ୍କୁ ଧନ୍ୟବାଦ 👌👍👌👍🙏🙏🙏🙏🙏💯💯💯💯💯
@manasmanas4134
@manasmanas4134 Жыл бұрын
4:57
@manasmanas4134
@manasmanas4134 Жыл бұрын
@manasmanas4134
@manasmanas4134 Жыл бұрын
Babita sundara
@sainaswayam4631
@sainaswayam4631 Жыл бұрын
Thanks a lot to all the team members of the production house for giving her chance to sing ..God bless you Sasmita❤❤
@RanusmitaDas-ye2hq
@RanusmitaDas-ye2hq Жыл бұрын
Ete sundar geeta lekhithiba loko ku mora heartly thankyou
@padmacpradhan1458
@padmacpradhan1458 Жыл бұрын
ପ୍ରଭୁ ଯୀଶୁ ଅଶେଷ ଅଶେଷ ଆଶିର୍ବାଦ କରନ୍ତୁ ଏମିତି ଭଲ ଭଲ ଗୀତ ଗାଈ ଚାଲନ୍ତୁ❤❤❤🎉🎉🎉🎉🎉
@ODIABUZZ
@ODIABUZZ Жыл бұрын
Jay Jagannath👏
@bhaskarswain7050
@bhaskarswain7050 Жыл бұрын
Jay jisu..... 🎉
@MrLOKS
@MrLOKS Жыл бұрын
@@bhaskarswain7050 ok tote britain sasan darkar
@debadattavlog
@debadattavlog Жыл бұрын
Jay Jagannath
@mahesh1982
@mahesh1982 Жыл бұрын
Suprb
@Bhabyavlogs6303
@Bhabyavlogs6303 Жыл бұрын
Thanks to all the team members for the giving her chance to singing... God bless you sasmita ❤❤
@user-yv7mc4fc8b
@user-yv7mc4fc8b Жыл бұрын
ବହୁତ ବଢିଆ ଗାଇଛନ୍ତି ଭଉଣୀ...... ସତରେ ଭଉଣୀ ଙ୍କର ଏହି talent କୁ ଓଡିଶା ବାସି ଦେଖି ବହୁତ ଖୁସି ଏମିତି ଆହୁରି ମଧ୍ୟ talent ଲୁଚିରହିଛି ଖାଲି ଲୋକଲୋଚନ କୁ ଆସିବା ଦରକାର ❤❤
@amritadas4025
@amritadas4025 Жыл бұрын
Very nice song ❤❤❤❤
@Pratapkumarmaharana2518
@Pratapkumarmaharana2518 Жыл бұрын
ଭଗବାନ ଙ୍କ କୃପା ବର୍ଷା ଯେତେବେଳେ ହୁଏ, ସେତେବେଳେ ପଙ୍କରୁ ପଦ୍ମ ଫୁଲ ଫୁଟେ,, ଠିକ ସେମିତି ଏ ଭଉଣୀ ଙ୍କ ପ୍ରତିଭା ଲୋକଲୋଚନକୁ ଆସିଛି 🌹ଜୟ ଜୟ ଜଗନ୍ନାଥ 🙏
@birendrarana1239
@birendrarana1239 Жыл бұрын
Right brother
@Pratapkumarmaharana2518
@Pratapkumarmaharana2518 Жыл бұрын
@@birendrarana1239 ଧନ୍ୟବାଦ ଭାଇ ❤️
@JgcgTyhcgtgbvgg
@JgcgTyhcgtgbvgg Жыл бұрын
Right
@sudamsabar1465
@sudamsabar1465 Жыл бұрын
❤ ଏଇ ଭଉଣୀ ଙ୍କୁ ସାହାଯ୍ୟ କରିଥିବା ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ 👌👌👌
@krishnaprasadrath
@krishnaprasadrath Жыл бұрын
A great salute to the team and the MAA (the singer)🙏 Jai Srikrishna 🙏
@mrmunayt7151
@mrmunayt7151 Жыл бұрын
Beautiful song 🎉👌👌👌
@DurjayaKanhar-pp9zs
@DurjayaKanhar-pp9zs Жыл бұрын
ବହୁତ ସୁନ୍ଦର ହେଇଛି ମନ କିଣି ନେଇଛି❤ ସତରେ ହୂଦୟ କୁ ଛୁଇଲା ପରି ଗୀତ ଟିଏ ❤👍🙏🙏
@pintupangi9291
@pintupangi9291 Жыл бұрын
What A Soulful Voice Direct Touching to my inner heartbeat 🎉🎉🎉🎉Thanky so much Him those who Corporate To him 🎉🎉🎉🎉God bless y Sasmita didi 🎉🎉🎉
@anitasa7509
@anitasa7509 Жыл бұрын
Super excellent performance 👍❤🎉 Dil se thanks ❤
@sunitachandrapadia7351
@sunitachandrapadia7351 Жыл бұрын
Such a beautiful comment bro yr.comment touching to my heart 🎉🎉🎉
@rkbossrahul7254
@rkbossrahul7254 Жыл бұрын
ଭଉଣୀ ଙ୍କ କଣ୍ଠ ସ୍ୱର ବହୁତ୍ ସୁନ୍ଦର୍ ସମସ୍ତଙ୍କୁ ଧନ୍ୟବାଦ୍ ଭଉଣୀ ଙ୍କୁ ଆଗକୁ ନେଇଥିବାରୁ 🥰👏🙏🙏🥀
@rajeshkullu5536
@rajeshkullu5536 Жыл бұрын
ବହୁତ ସୁନ୍ଦର ଗୀତ, ଧନ୍ୟବାଦ୍ ଯିଏ ତାଙ୍କୁ ଏହି ସୁଯୋଗ ଦେଲେ,,,,,
@binayabhai6474
@binayabhai6474 Жыл бұрын
Supar song ପ୍ରକୃତରେ ମିଠା ଭୟେସ 🙏🙏❤️
@Surya5103
@Surya5103 Жыл бұрын
ଭଗବାନ୍ ସବୁବେଳେ ଖୁସି ରେ ରଖନ୍ତୁ 😢😊 ବହୁତ୍ ସୁନ୍ଦର୍ ସ୍ୱର ପୁରା ଛୋଟ୍ ପିଲା ସ୍ୱର ଭଳି ଶୁଭୁଚି 😊 ଗୋଟିଏ 👌👍 ଛୋଟ like ହେଉ 😊
@jitendrasahu9073
@jitendrasahu9073 Жыл бұрын
ବହୁତ୍ ସୁନ୍ଦର୍ ସ୍ୱର୍ ଆଗକୁ ଏମିତି ଗୀତ ଗାଇ ଚାଲ ଭଉଣୀ,ଆଉ ଯେଉଁ ମାନେ ଭଉଣୀ କୁ ସୁଯୋଗ ଦେଇଛନ୍ତି ଭଗବାନ ସେମାନଙ୍କୁ ଖୁସିରେ ରଖନ୍ତୁ 👍👍👍👍
@sabitamohanty2182
@sabitamohanty2182 Жыл бұрын
Very very nice tone.God may bless her in maintaining this.