No video

Debate With Students | Religious Images On Currency Notes | Rationalist Vs Believers Of GOD

  Рет қаралды 217,166

Kanak News

Kanak News

Жыл бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #currency

Пікірлер: 1 000
@mallick7473
@mallick7473 Жыл бұрын
ମୋ ମତରେ ବିଜ୍ଞାନ କୁ ତା ବାଟରେ ଛାଡ଼. ଶାସ୍ତ୍ର, ଧର୍ମ, କୁ ତା ବାଟରେ ଛାଡ଼, ଧନ୍ୟବାଦ 🙏🙏🙏🙏🙏🙏
@Sam3290-s9l
@Sam3290-s9l Жыл бұрын
ଧ୍ୟାନ ରୁ ଜ୍ଞାନ, ଏବଂ ଜ୍ଞାନ ରୁ ବିଜ୍ଞାନ,, Hare Krishna 🙏
@24_santanurath56
@24_santanurath56 Жыл бұрын
@@Sam3290-s9l ethire hare krishna ra relationship kn rahila🤣
@MrBusyOfficiall
@MrBusyOfficiall Жыл бұрын
@@24_santanurath56 Ratha to gandi re bhariba botho 😂pore bujhibo 😝
@Humanity299
@Humanity299 Жыл бұрын
ମୋ ମତରେ ଧର୍ମ (କର୍ତ୍ତବ୍ୟ) କୁ ତା ବାଟ ରେ ଛାଡ଼ ଚାଲ ହଣା କଟା ହେବା 🤣🤣
@JaiShreeRam-mv3my
@JaiShreeRam-mv3my Жыл бұрын
ନର ଦେହେ ନାରାୟଣ ଭଗବାନ୍ ମଣିଷଙ୍କ ହୃଦୟରେ ହିଁ ଅଛନ୍ତି। ଜୟ ଜଗନ୍ନାଥ 🙏
@madanmahapatra138
@madanmahapatra138 Жыл бұрын
ଲକ୍ଷ୍ମୀ ପୁରାଣ ବଳରାମ ଦାସ ଲେଖିଛନ୍ତି, ବିଶ୍ୱାସ ରଖି ଭଲ କର୍ମ କର ଭଗବାନଙ୍କୁ ଦେଖିପାରିବ କି ନାହିଁ ତାହା ଆପେ ଆପେ ଜାଣିପାରିବ ତୁମେମାନେ
@badajingalashrma.
@badajingalashrma. Жыл бұрын
ଠିକ୍ କଥା
@bishnudas2507
@bishnudas2507 Жыл бұрын
ସମ୍ପୂର୍ଣ ଭୁଲ କାରଣ ଜାତିପ୍ରଥା
@badajingalashrma.
@badajingalashrma. Жыл бұрын
@@bishnudas2507 କାହିଁକି ଭୁଲ୍
@Humanity299
@Humanity299 Жыл бұрын
@@bishnudas2507 ଆପଣ ଭୁଲ୍ ଭାବୁଛନ୍ତି ଜାତି ସେମିତି ହୁଏନି କର୍ମ ରୁ ହିଁ ଜାତି।
@asishkumarprustyjitu9987
@asishkumarprustyjitu9987 Жыл бұрын
ଯେଉଁମାନେ କହୁଛନ୍ତି ଭଗବାନ କୁ ଦେଖାଅ ସେ ମାନଙ୍କ ପାଇଁ ଆମେ ଆମ ବାପା ଙ୍କୁ ଦେଖିଛୁ ତାଙ୍କ ବାପା ଙ୍କୁ ଦେଖିଛୁ, ତାଙ୍କ ବାପାଙ୍କୁ ଦେଖିଛୁ କିନ୍ତୁ ତାଙ୍କ ବାପା ତାଙ୍କ ବାପା ତାଙ୍କ........ ତାଙ୍କ ବାପା ବି ଥିବେ ବା ଥିଲେ ଆମେ ଦେଖିଛୁ କି ଶେଷରେ ବା ପ୍ରଥମେ ଯିଏ ଥିଲେ ସେ ହେଉଛନ୍ତି ଭଗବାନ ଜୟ ଜଗନ୍ନାଥ 🙏
@sndaringbadi5154
@sndaringbadi5154 Жыл бұрын
ଆମର ବିଶ୍ୱାସ ହିଁ ଭଗବାନ
@laxmisoren8514
@laxmisoren8514 Жыл бұрын
Balo na..😂😂😂
@MadhuCraftClub
@MadhuCraftClub Жыл бұрын
​@@laxmisoren8514kzbin.info/www/bejne/qKPTgqGmec6hd9E
@AllhaSuarwala
@AllhaSuarwala Жыл бұрын
ଆମ ବିଶ୍ବ ବ୍ରାହ୍ମଣ୍ଡ ,ଆମ ମଣିଷ ଜୀବ ଜଗତକୁ ଯିଏ ତିଆରି କରିଛନ୍ତି। ଯେଉଁ ଶକ୍ତି ଆମକୁ ତିଆରି କରିଛି ସେହିଁ ଭଗବାନ।
@balakrushnaharijan8988
@balakrushnaharijan8988 Жыл бұрын
Bharat re Dharm jaati bartamanjugara dustbin ,1. Bharat duspin 2. Auliya kachra. Heuchi manushya kiaba Pranabayau thaiba jiba samaste dina asiba gadi asibo apna karma Anujai phala paiba
@patitakumarchoudhury9855
@patitakumarchoudhury9855 Жыл бұрын
ଭଗବାନ ନାହାନ୍ତି, କିଛି କହନ୍ତି , ଅସୁବିଧା ପଡିଲେ ମନ୍ଦିରରେ ଆଣ୍ଠେଇ ପଡନ୍ତି, 🙏🙏
@surajsamal6711
@surajsamal6711 Жыл бұрын
😂😂 right
@alok.mishra
@alok.mishra Жыл бұрын
Nah kehi ନାହାନ୍ତି ମଦିରରେ ଭିଡ଼ କମିଲାନି
@anilmoticreation4761
@anilmoticreation4761 Жыл бұрын
Right
@kamalsaibhatra4841
@kamalsaibhatra4841 Жыл бұрын
Absolutely right
@adishakti55
@adishakti55 Жыл бұрын
Bhagaban name Manisha deichanti maniba pain au ame samaste Tahari ansha bahare kahin khojuche
@nandalalsingh5398
@nandalalsingh5398 Жыл бұрын
ସାର୍ ଯଉ କଥା କହିଲେ କି ଧର୍ମ ଏବଂ ଲକ୍ଷ୍ମୀ ପୁରାଣ ବିଷୟରେ ତାହା ୧୦୦ରୁ୧୦୦ ଠିକ୍।
@tulasiramtulsibulsi9695
@tulasiramtulsibulsi9695 Жыл бұрын
ଭଗବାନ ଅଛନ୍ତି ବୋଲି ମୁଁ ଆଜି ହେ ଦୁନିଆକୁ ଠିକ୍ ଭାବରେ ଦେଖି ପାରୁଛି । ଜୟ ଜଗନ୍ନାଥ।।🙏🙏🙏
@stylishsujit266
@stylishsujit266 Жыл бұрын
ଭଗବାନ ଙ୍କ ପାୱାର ଦେଖି ହୁଏ ନାହିଁ ଭାଈ, ଆମେ ଇଞ୍ଜେକ୍ସନ ର ପାୱାର ଦେଖି ହୁଏ ନାହିଁ , ହେଲେ ଆମ ର ଯଦି ଦେହ ଖରାପ ହୋଇ ଥାଏ ସେଇ ଇଞ୍ଜେକ୍ସନ ର ପାୱାର ଦେଖାଇ ଥାଏ, ସେମିତି ଭଗବାନ ଙ୍କ ପାୱାର ଆମେ ଦେଖି ପାରୁ ନାହିଁ ହେଲେ , ଭଗବାନ ସବୁ କିଛି କରି ପାରିବା👍
@rajanipandatechvlogs3879
@rajanipandatechvlogs3879 Жыл бұрын
Right
@umakantpradhan1285
@umakantpradhan1285 Жыл бұрын
,ବାଳ ନା
@24_santanurath56
@24_santanurath56 Жыл бұрын
Bronwe can see power of injection have you know about 🔬microscope we can see which particle go through injection to our blod
@saumyaranjan2791
@saumyaranjan2791 Жыл бұрын
ଧନ୍ୟ ତମେ ଓଡ଼ିଶା news channel ତମକୁ ଯୋଉ ସୃଷ୍ଟି ସ୍ଵୟଙ୍ଗ ଜନ୍ମ ଦେଲେ ତମେ ଆଜି ତାଙ୍କୁ ନେଇକି debet କଲ. ଧନ୍ୟ ଧନ୍ୟ. ଦେଶ ,ରାଜ୍ୟ କେମିତି ଆଗକୁ ଯିବ ସେ ବିଷୟରେ debet ଆଣିଲେ ଖୁସି ଲାଗନ୍ନ୍ତା
@prakashsahoo8176
@prakashsahoo8176 Жыл бұрын
Bhagban heuchanti...gyana...au jiye bhagbanku...biswas karantini...bhagban taku budhi sunyo...Kari diyonti....jahaku samaja...pagalo..boli kahi thay...
@saumyaranjan2791
@saumyaranjan2791 Жыл бұрын
@@prakashsahoo8176 ସେହି ଭଳି ସମସ୍ୟା ଆସି ପହଞ୍ଚିଛି ଓଡ଼ିଶାରେ ଜାତି ଜାତି କୁ ନେଇ ଭଗବାନଙ୍କୁ ନେଇ ତର୍କ ସୃଷ୍ଟି କରାଯାଉଛି
@rajendrahikaka1800
@rajendrahikaka1800 Жыл бұрын
ପ୍ରକୃତି ଭଗବାନ ଅଛନ୍ତି ଆମ ଭିତରେ ହିଁ ଅଛନ୍ତି ଭଗବାନ
@ramakantabanua5772
@ramakantabanua5772 Жыл бұрын
God is Almighty ..
@BikashKumar-my9mr
@BikashKumar-my9mr Жыл бұрын
ପ୍ରକୃତ ଭଗବାନ ବାପା ମା
@Sam3290-s9l
@Sam3290-s9l Жыл бұрын
ସର୍ବତ୍ର ବ୍ରହ୍ମମୟ 🙏
@odishacreation2734
@odishacreation2734 Жыл бұрын
@@BikashKumar-my9mr you are right bro .
@24_santanurath56
@24_santanurath56 Жыл бұрын
@@BikashKumar-my9mr mandira ku kn paini jaucha sidha katha bapa maa is bapa maa there is no god
@You-kq9ek
@You-kq9ek Жыл бұрын
ଯାହାକୁ ବିଶ୍ୱାସ ନାହିଁ - ବିଶ୍ୱାସ କରନା - କାହା ପାଖରେ ସମୟ ନାହିଁ ତମକୁ ବୁଝାଇବାକୁ - ଘୋର ସଙ୍କଟ ରେ ପଡିଲେ - ଆପେ ଡାକିବ ଭଗବାନ ରକ୍ଷା କର😂😂
@sanjayapadhan6641
@sanjayapadhan6641 Жыл бұрын
That's right
@smokepubg4667
@smokepubg4667 Жыл бұрын
Balanaa
@theworldmountain
@theworldmountain Жыл бұрын
Hahahah.... BEPARA DHARM... GOLAM DHARAM...
@ratnakarrana8317
@ratnakarrana8317 Жыл бұрын
Correct
@theworldmountain
@theworldmountain Жыл бұрын
SCSTOBC hindu dharm ra GOLAM jou dina OBC Loka mane kahibe amaku bhi MANDIR re pooja kariba adhikaar dia boli /magibe.. Se dina thu semane ACHUAAN(UNTOUCHED) re count heijibe
@vlogingwithbapi2489
@vlogingwithbapi2489 Жыл бұрын
ଭଗବାନ୍ ସବୁବେଳେ ଆମ ସହ ଅଛନ୍ତି ଜୟ ଜଗନ୍ନାଥ 🙏🙏
@ikhdhamaka3997
@ikhdhamaka3997 Жыл бұрын
ଏ ମାନେ ପାଠ ପଢି କି କିଛି ଲାଭ ନାହିଁ ସମୟ ଆସିଲେ ଜାଣିବେ କି ଭଗବାନ ଅଛନ୍ତି କି ନାହିଁ
@reeyamallick8240
@reeyamallick8240 Жыл бұрын
Right bro
@shravankumarmishra5513
@shravankumarmishra5513 3 ай бұрын
ବାଳ ଭଗବାନ୍ କିଏ ନାହିଁ କୋଉଠି ବି 😂😂
@rkscreator8095
@rkscreator8095 Жыл бұрын
ହଁ ଭଗବାନ୍ ଅଛନ୍ତି। ମୁଁ ସବୁବେଳେ ହର ହର ମହାଦେବ କହେ।ଏହାର ଅର୍ଥ ହେଲା ସବୁ ଲୋକଙ୍କ ମଧ୍ୟରେ ଭଗବାନ୍ ଅଛନ୍ତି।
@StudyPolityWithMe
@StudyPolityWithMe Жыл бұрын
ବିଶ୍ୱାସ କରନ୍ତୁ ,ଅନ୍ଧବିଶ୍ୱାସ ନୁହେଁ।।😊
@manojpradhan4791
@manojpradhan4791 Жыл бұрын
Right 👌
@odishacreation2734
@odishacreation2734 Жыл бұрын
Kahaku Biswas rakhibe kuhantu ,mun kahibi subhalaxmi nka upare Biswas rakhantu ,subhalaxmi nku chinhile ta Biswas ku katha uthiba ,na dekhiki kemiti Biswas karibe subhalaxmi nku ,kuhantu ta
@sibasankarkabi2466
@sibasankarkabi2466 Жыл бұрын
ଜୟ ଜଗନ୍ନାଥ 🙏🙏🙏 ଭଗବାନ ଅଛନ୍ତି ନିଶ୍ଚୟ ଅଛନ୍ତି ଯୋଉ ପିଲା ଭଗବାନ୍ ଙ୍କୁ ମାନୁ ନାହାନ୍ତି ତାଙ୍କୁ ତାଙ୍କ ବାଟରେ ଛାଡି ଦିଆଯାଉ। ସମୟ ଆସିଲେ ସେ ନିଜେ ଭଗବାନ୍ ପାଖରେ ଠିଆ ହେଇ ଭିଖ ମଗିବେ।
@24_santanurath56
@24_santanurath56 Жыл бұрын
Sir Stephen Hawking bisayare tike padhantu se loka total proof karideichi je bhagaban nahanti
@24_santanurath56
@24_santanurath56 Жыл бұрын
Tame eina kotipati Or tama ra kichi problem nanhi?????? Bhagaban nku biswas karucha ti
@sibasankarkabi2466
@sibasankarkabi2466 Жыл бұрын
@@24_santanurath56 Tame kan Kahucha, Bhagaban nku biswas karibani ?
@sibasankarkabi2466
@sibasankarkabi2466 Жыл бұрын
@@24_santanurath56 hau daba tk mu padhibi
@shravankumarmishra5513
@shravankumarmishra5513 3 ай бұрын
ବାଳ ବିଶ୍ବାସ କରିବ ଭଗବାନ୍ ବୋଲି ଏ ଦୁନିଆରେ କେହି ନାହିଁ 😂😂😂😂ସବୁ ଅନ୍ଧବିଶ୍ୱାସ ପାଖଣ୍ଡିର ଶିକାର ହେଉଛ ଯେତେବେଳେ ମନ୍ଦିରରେ ଯୌନଶୋଷଣ ଅନ୍ୟାୟ ଅତ୍ୟାଚାର ନାରୀ ଦୁଷ୍କର୍ମ ଦିନକୁ ଦିନ ବଢ଼ିବାରେ ଲାଗୁଛି କୋଉଠି ଶୋଇଥାଉଚି ତମ ଭଗବାନ୍ ସେ କଣ ଆତଙ୍କବାଦୀ କି ସବୁବେଳେ କହୁଛି ଯେ ମତେ ଡାକ ନହେଲେ ଦୁଃଖରେ ରହିବ ତାକୁ ନଡାକିଲେ କଣ ଖୁସିରେ ରହିହେବନି କାଇଁ କେତେଲୋକଙ୍କୁ ବିପଦରୁ ଉଦ୍ଧାର କଲାନି ମୋତେ ହିସାବ ଦିଅ ବାଳ କିଛି କରିପାରିବନି ସମସ୍ତଙ୍କୁ ଡରେଇକି କହୁଛି ଯେ ମତେ ଭଜ ସେ କି ବାଳ ଭଗବାନ୍ 😂😂😂😂😂😂 ମୂର୍ଖ ମାନେ ସତକୁ ଜାଣରେ ଭଗବାନ୍ ବୋଲି ଦୁନିଆରେ କିଛି ବି ନାହିଁ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@krushnachandrasasmal6854
@krushnachandrasasmal6854 Жыл бұрын
ଅଧିକ ପଣ୍ଡିତ ଭାବିଲେ ମୂର୍ଖ ବୋଲି ପ୍ରମାଣିତ ହେବେ 🙏sooo ଭଗବାନ୍ ଅଛନ୍ତି ଆଉ ରହିଥିବେ🙏 ଗ୍ରହଣ କର 🙏
@fantasyrocket11
@fantasyrocket11 Жыл бұрын
Thanka naa kn
@hasantamajhi4095
@hasantamajhi4095 Жыл бұрын
Bilkul sat katha
@XFACTORZORO
@XFACTORZORO Жыл бұрын
Pramana tie deidia bhaii...sange sange grahana karibi...katha rahila.. Kintu emiti badhya karani grahana karibaku...
@kishordash2451
@kishordash2451 Жыл бұрын
ଭଗବାନ =ଭଗ_ଶରୀର ,ବାନ_ଶୃନ୍ଯ। ଭୟରେ ଭକ୍ତି, ବିଶ୍ବାସ ରେ ଭକ୍ତି ।ମଣିଷର ସଂସ୍କାର ଆବଶ୍ୟକତା ।ଭଗବାନ ନଥିଲେ ନାହିଁ ଲୋକଙ୍କ ଭୟ ଥାଉ ବିଶ୍ବାସ ଥାଉ।ନହେଲେ ଅନ୍ଯାୟ ଅତ୍ଯାଚାର ବ୍ଯଭିଚାର ବହୁତ ବଢି ଚାଲିବ।ଶୃଙ୍ଖଳା ଭାଙ୍ଗିଯାଇ ବିଶୃଙ୍ଖଳା ବ୍ଯାପୀଯିବ ।
@monalisachattar1814
@monalisachattar1814 Жыл бұрын
ବିଶ୍ୱାସ ଯେଉଁଠି ଭଗବାନ ସେଇଠି, ଜୟ ଜଗନ୍ନାଥ 🙏
@iamatheist.8924
@iamatheist.8924 Жыл бұрын
Biswas nakale kichhi asubidha haba ki ??? Mane mote aae Rama Krishna Allah Jesus sabu puruna lagileni nua kichhi bhagaban create Kari biswas start karibi na kan. Ame believe nakale kichhi asubidha nahi ta ?
@arjungolari7726
@arjungolari7726 Жыл бұрын
ଆପଣ ଭଗବାନଙ୍କୁ, ବିଶ୍ୱାସ କର କି ନ କର ଆମର କିଛି ଯାଏ ଆସ ନାହିଁ. କିନ୍ତୁ ଭଗବାନଙ୍କୁ ଅପମାନ କି ଥଟା କରନି. ଧର୍ମ କୁ ରକ୍ଷl କର ଧର୍ମ ତୁମର rakya kariba. 🙏🙏🙏jay Jagannath 🚩🚩🚩🚩
@santoshmujangia9789
@santoshmujangia9789 Жыл бұрын
ଭାଇ ବହୁତ ଭଲ କଥା କହିଲା
@omprakash-o.m.t.h8600
@omprakash-o.m.t.h8600 Жыл бұрын
Bahut badhiya jai shree ram🕉🕉🕉
@shravankumarmishra5513
@shravankumarmishra5513 3 ай бұрын
ବାଳ ନା ଭଗବାନ୍ କାଳ୍ପନିକ ନିଜ ବାପା ମାଆଙ୍କୁ ଭଲପାଅ କୋଉ କାଳ୍ପନିକ ଭଗବାନ୍ କୁ ନୁହେଁ ଯିଏ ନାହିଁ ତାକୁ ଡାକନି ଯିଏ ଅଛି ତାକୁ ଡାକ
@RajeshSahu-ut9iv
@RajeshSahu-ut9iv Жыл бұрын
କିଛି ଭାଇ ଓ ଭଉଣୀ ମାନେ କହିଲେ ଯେ ଭଗବାନଙ୍କୁ ଦର୍ଶନ କରାଇ ଦେବେ ଯଦି ଭଗବାନ ଅଛନ୍ତି ବୋଲି ମାନିବେ, ହେଲେ ମୁଁ କହୁଛି ସେମାନେ ଜେଜେ ବାପାଙ୍କ ଜେଜେ ବାପା ଙ୍କୁ ଦେଖାଇ ପାରିବେ କି ନାହିଁ ହେଲେ ସେମାନେ କହିବେ କି ଜେଜେ ବାପାଙ୍କ ଜେଜେ ବାପା ନ ଥିଲେ ବୋଲି କୁହନ୍ତୁ ନ ଥିଲେ ବୋଲି।
@Gopinath-sb7hl
@Gopinath-sb7hl Жыл бұрын
Jeje Bapa nka Bapa thile mu pramana dekheibi ,tame pramana dekhei ba ta
@XFACTORZORO
@XFACTORZORO Жыл бұрын
Rajesh bhaii .. ଛୁଆ ବେଳୁ ଏମିତି ବୋକା ନାଁ କୋଉଠି course କରିଚ
@shravankumarmishra5513
@shravankumarmishra5513 3 ай бұрын
ଆରେ ବାଇମନ ରାଜେଶ ତୋ ବାପର ଜେଜେବାପା କଣ ସୂର୍ଯ୍ୟକୁ ଖାଇଥିଲା କି???? କୃଷ୍ଣ ପରି ଝିଅଙ୍କ ସହ ରସୁଥିଲା କି??? ବ୍ରହ୍ମା ପରି ନିଜ ଝିଅକୁ ବାହା ହେଇଥିଲା କି????? ଏଟା ପ୍ରମାଣ କରେ ତାହେଲେ ଯାଇକି ତୋ କଥାକୁ ମୁଁ ବିଶ୍ୱାସ କରିବି😂😂😂😂😂😂😂 ଶଳା ଗବଗାଣ୍ଡି ଭଗବାନ୍ ବୋଲି କେହି ନାହିଁ ଏତେ ନାହିଁ ମୋ ପ୍ରଶ୍ନର ତୁ ଉତ୍ତର ଦେ😂😂😂😂
@kanhasing261
@kanhasing261 Жыл бұрын
ଆଗରେ ବିଞାନ ନ ଥିଲା ତଥାପି ଲୋକମାନେ ବନ୍ଚୁ ଥିଲେ ନା ଏବେ ବିଞାନ ହେଲା ପରେବି ବନ୍ଚିବେ ହେଲେ ଏବେ କା ର ଆଉ ଆଗଯୁଗର ବନ୍ଚିବା ବହୁତ ଫରକ
@sarnasantal528
@sarnasantal528 Жыл бұрын
ଯାହା ଲାଗୁଛି ଏମାନେତ ଆଦିବାସୀମାନଙ୍କ ଠୁବି ତଳକୁ ପଳେଇ ଗଲେଣି
@RahulRaj-qq7jv
@RahulRaj-qq7jv Жыл бұрын
ଯେଉଁ ଗଧ ପିଲାମାନଙ୍କର ବିଜ୍ଞାନ ଉପରେ ବିଶ୍ୱାସ ନାହିଁ ସେମାନେ ବିଜ୍ଞାନ ପଢିବା ଛାଡି ମଠ,ମନ୍ଦିର ନିର୍ମାଣ କରି ହରେକୃଷ୍ଣ ହରେରାମ ଜପିବ ଯାଅ ଆମେ ଜାଣିଲୁ ତମେ ପାଠ ପଢି ଟାଡି ପକେଇବ। ଯଦି ତୁମେମାନେ ଲାଞ୍ଚ ଦେଇ ଚାକିରି ପାଅ ଲାଞ୍ଚ ନେଇ ନେଇ ଲୋକ ଙ୍କୁ ଶୋଷଣ କରିବ, ଯେଉଁ ବ୍ରିଜ ନିର୍ମାଣ କରିବ ଦୁଇ ଦିନ ରେ ଭାଙ୍ଗିଯିବ, ଡକ୍ଟର ହେଲେ ପଇସା ପାଇଁ ରୋଗୀଙ୍କ ଜୀବନ ନେଇଯିବ। ତୁମେମାନେ ଦେଶ କୁ ଅନ୍ଧକାର ରେ ଠେଲିଦେଇ ଧର୍ମ ନାମ ରେ ଧନ୍ଦା ଖୋଲିବ ଦେଶ କୁ ପୁରା ବିକି ଦେବ ତୁମେମାନେ ମଣିଷ ସମାଜ ର ଶତ୍ରୁ ବିଜ୍ଞାନ ପଢିକି କି ଲାଭ । ଏଇ ଗଧମାନେ କୁଆଡେ ଆମ ଦେଶ ର ଭବିଷ୍ୟତ
@mahadevcreations1659
@mahadevcreations1659 Жыл бұрын
ଅଦାଲତ ରେ ଥିବା ଜର୍ଜ ସାହେବ୍ କୁଁ ପଚରା ଯାଉ ଭଗବାନ୍ ଅଛନ୍ତି କି ନାଇଁ
@bhabanibehera7051
@bhabanibehera7051 Жыл бұрын
ଭଗବାନ ଙ୍କ ବିନା କିଛି ବି ସମ୍ଭବ ନୁହେଁ ବିଜ୍ଞାନ କେତେ ଆଗେଇଲେ ବି ପ୍ରକୃତି ର ବିନା ବ୍ୟବହାର ରେ କୌଣସି ଗୋଟେ କାମ ବି କରିପାରିବ ନାହିଁ ପ୍ରକୃତି କହିଲେ ଭଗବାନ କୁ ବୁଝାଏ
@soumyasamal6767
@soumyasamal6767 Жыл бұрын
ସବୁବେଳେ ଧର୍ମ ଅଛି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@iamatheist.8924
@iamatheist.8924 Жыл бұрын
Kouthi achhi ??? Bhagaban kouthi achhi ??
@StudyPolityWithMe
@StudyPolityWithMe Жыл бұрын
I am not an atheist.. I believe in God.. and I also believe that belief in god is not compulsory. it varies people to people...
@luckyjena7117
@luckyjena7117 Жыл бұрын
Yes ...... God never interfere with your will. It's your choice to choose god or not.
@StudyPolityWithMe
@StudyPolityWithMe Жыл бұрын
@@luckyjena7117 Yes Exactly😊
@24_santanurath56
@24_santanurath56 Жыл бұрын
I always tell people you believe in God I don't have problem but if you compare with science I will not spare you the comparison is like a fresh apple to wasted lemon
@jailalbahadur3740
@jailalbahadur3740 Жыл бұрын
​@@24_santanurath56 Why should we not compare ?
@annapurnapradhan82
@annapurnapradhan82 Жыл бұрын
Jagat jadi sata tahele jaganatha bi sata jay jaganatha 🙏🙏🙏
@24_santanurath56
@24_santanurath56 Жыл бұрын
Any logic is there? Kn kahuchanti nike bujhiparuchanti
@sairajmohapatra7702
@sairajmohapatra7702 Жыл бұрын
@@24_santanurath56 mind your own business
@odishamirror2954
@odishamirror2954 Жыл бұрын
ଯଦି ଅଧ୍ୟାପକ ମାନେ ଏତେ ମୂର୍ଖ ସେମାନେ କଣ ସାଇଣ୍ଟିସ ବାନେଇଁ ବେ 😃😃😃
@apcreations2287
@apcreations2287 Жыл бұрын
ବିଜ୍ଞାନ ପିଲାଙ୍କୁ ଟିକେ ପଚାରନ୍ତୁ ପୁରୀ ଜଗନ୍ନାଥ ମନ୍ଦିରରେ ବାନା କାହିଁକି ପବନର ବିପରୀତ ଦିଗରେ ଉଡ଼େ ମନ୍ଦିର ଭିତରକୁ କାହିଁକି ସମୁନ୍ଦ୍ର ର ଗର୍ଜନ କାହିଁକି ଶୁଭୁନି ପ୍ରତୀକ ମଣିଷ ଦେହରେ ଭଗବାନ ଅଛନ୍ତି କାହାରି ଦେହରେ ଗୋଡ଼ ବାଜିଲେ ଆମେ ବିଷ୍ଣୁ ବୋଲି 🙏🙏କହିଥାଉ ସେକଅଣ କୁହନ୍ତି କେହି ଇସ୍ୟର ବିସ୍ୟାସି କେବେ ଭାବି ନଥିବେ କେବେ ଏ ଦିନ ଦେଖିବାକୁ ପଡ଼ିବ
@mrodisha0120
@mrodisha0120 Жыл бұрын
ହିଁ ଭଗବାନ ଅଛନ୍ତି ମୁଁ ଦେଖିଛି, ବିଜ୍ଞାନ କୁ ବିଜ୍ଞାନ ଜାଗାରେ ରହିବାକୁ ଦିଅନ୍ତୁ ଆଉ ଭଗବାନ ତାଙ୍କ ଜାଗାରେ,
@24_santanurath56
@24_santanurath56 Жыл бұрын
Ghara pacha pate🤣🤣🤣🤣🤣🤣🤣
@XFACTORZORO
@XFACTORZORO Жыл бұрын
Kouthi dekhicha..🤣🤣bhaii...aamaku tk ta address dia...
@shravankumarmishra5513
@shravankumarmishra5513 3 ай бұрын
କାଇଁ ଭାଇ କୋଉଠି ଦେଖିଥିଲ କିଆ ବୁଦା ମୂଳେ ନା ଆଉ କୋଉଠି ମତେ ଟିକେ ଦେଖାଅ 😂😂😂😂
@nilendrisahoovlogs312
@nilendrisahoovlogs312 Жыл бұрын
I believe to God 101%🙏🏻🙏🏻🥰🥰❤️❤️
@shyam7134
@shyam7134 Жыл бұрын
ଧର୍ମ ରକ୍ଷତି ରକ୍ଷତଃ।
@rkscreator8095
@rkscreator8095 Жыл бұрын
ଭଗବାନ୍ ହେଉଛନ୍ତି ଗୋଟେ spirit ଭଳି।ଆଖିକୁ ଦେଖାହୁଏନି ସତ ହେଲେ ଅନୁଭବ କରିହୁଏ।
@Somu380
@Somu380 Жыл бұрын
Correct
@odishacreation2734
@odishacreation2734 Жыл бұрын
SATA hele bhagaban karichhanti. Boli kahi hue and michha hele Bhagya ku dosa diajae , Am I right?
@24_santanurath56
@24_santanurath56 Жыл бұрын
Bhagaban mo life re kebe mu feel karini I am sure kebe karibini because mu patha padhichi😂😂😂😂😂 go with logic bro
@banamalinayak9917
@banamalinayak9917 Жыл бұрын
@@24_santanurath56 hm re sala Tu salaa papi. Tate puni bhagaban dekhaa debe Tu mo bala padhichhu naa. Salaa. Manisa sruti helabele kn science thilaa ki au surya chandra taraa pruthibi to maa ra ghaitaa srusti karilaa magiaa. Tame mane indiaare rahibaa kathaa nuhe magiaa.. Magiaa science dekhauchhu. Science kou grantharu asichhi be kahiparibu. Sience kn tu manaku lekhithilu kibe.. Tu mo balaa loka taa j tate bhagban asi dekha deidebe au naa ki.
@comedyboy88
@comedyboy88 Жыл бұрын
@@24_santanurath56 dekha bhai mane bhagwan achanti ki nahi mu janini kintu jete bele ama mane mariba mala pare jana padiba samstu nku kie achi kie nahi bhuta achi ta bhagwan bhi thaba kana achi kan nahi ame mariba pare janiba ao jadi mariba pare kichi jana jauni ta hele kehi nahanti mu bhi sei dina ku wait karichi
@cricketgameworld2166
@cricketgameworld2166 Жыл бұрын
I believe both God and Science.
@cricketgameworld2166
@cricketgameworld2166 Жыл бұрын
But God is almighty🙏
@nalinikantagochhayatbapi600
@nalinikantagochhayatbapi600 Жыл бұрын
god is science
@AllhaSuarwala
@AllhaSuarwala Жыл бұрын
ମୁଁ ବି ଏଇ ଦୁଇଟାକୁ believe କରେ
@24_santanurath56
@24_santanurath56 Жыл бұрын
Bhai emiti bhul karani 🤣 di ta danga re goda diani science and God is like hell and sky
@24_santanurath56
@24_santanurath56 Жыл бұрын
@@nalinikantagochhayatbapi600 ete bekar katha mo life re suninathili
@aswinikumarpradhan4841
@aswinikumarpradhan4841 Жыл бұрын
ଭଗବାନ ଏକ ଅଦୃଶ୍ୟ ମହାଶକ୍ତି । ଯଦି ନାହିଁ ତାହେଲେ ଯାଉମନେ ମାନୁ ନାହାନ୍ତି ସେମାନଙ୍କୁ ଏକ ଚାଲେଞ୍ଜ ଆଜି ସେହି ଲୋକ ସହିତ ଯାହା ବି ହେଉଛି ତାହା କଣ୍ କଲି ସେହି ସମୟରେ ସେହି କାମ କରି ପାରିବେକି ।ଖାଇବା ,ପିଇବା ସବୁ ।
@madanmahapatra138
@madanmahapatra138 Жыл бұрын
ଲକ୍ଷ୍ମୀ ପୁରାଣ ବଳରାମ ଦାସ ଲେଖିଛନ୍ତି, ବିଶ୍ୱାସ ରଖି ଭଲ କର୍ମ କରିବ ତାହା ପରେ ଭଗବାନଙ୍କୁ ଦେଖି ପାରିବ କି ନାହିଁ ସେତବେଳେ ଆପେ ଆପେ ଜାଣିପାରିବ ତୁମେମାନେ , ଜୟ ଜଗନ୍ନାଥ।
@jagnyeswarpandasanjujuprem371
@jagnyeswarpandasanjujuprem371 Жыл бұрын
God is always with us
@rajeshkumarsethi596
@rajeshkumarsethi596 Жыл бұрын
ମୁଁ ସେହି ପିଲା ର ପ୍ରଶ୍ନ ରେ ଉତ୍ତର ଦେବାକୁ ଚାହେଁ ଯିଏ ପଚାରିଥିଲେ infinity ଜାଗା ରେ ମୁଁ କଣ ଭଗବାନ ଲେଖି ପାରିବି ଶୁଣ ବାବନ ଆମେ ଯେତେବେଳେ ଇଂରାଜୀ ବିଷୟ ପରୀକ୍ଷା ଦେବାକୁ ଯାଉଛେ ଆଉ ପ୍ରଶ୍ନ ଆସିଛି What is the clour of milk ? ଏହାର ଉତ୍ତର ଆମେ ଯଦି ସେଠାରେ white ନା ଲେଖି ଓଡ଼ିଆ ରେ ଧଳା ଲେଖି ଆସିବା ତାହେଲେ ଆମକୁ ସେଠି ନମ୍ବର ମିଳିବ କିଛି ? କାହିଁକି ନା ଆମ ଇଂରାଜୀ ବିଷୟ ରେ ପରୀକ୍ଷା ଦେଉଛେ / ତ ଆମେ ଜାଣିଲେ କଣ କିଛି ଉପଯୁକ୍ତ ଶବ୍ଦ ହେଉ ଜିନିଷ ଵା କିଛି ବି ହେଉ ତାର ବ୍ୟବହାର ଉପଯୁକ୍ତ ଜାଗାରେ ହେବ / ଜୀବନରେ ଏମିତି ଏକ ପରୀକ୍ଷା ଵା କାଗଜ ରେ ଏମିତି ଏକ ପ୍ରଶ୍ନ ଆସିବ ଯାହାର ଉତ୍ତର infinity ହେଇଥିବ କିନ୍ତୁ ଆମେ ସେଠି ଭଗବାନ ଲେଖିବା ନହେଲେ ସେ ପରୀକ୍ଷା ରେ ଉତୀର୍ଣ୍ଣ ହେଇ ପାରିବା ନାହିଁ / ବୁଝିଲ
@XFACTORZORO
@XFACTORZORO Жыл бұрын
Se pila ra prasna ku khub sundar uttara dela.. Kintu .. se prasna ta hin bahut bada bhul prasna thila... Main prasna hela... bhagaban kie? Crowd jou bhagaban ku dekhauchi...sie na au kie?? Jadi aau kie...tahele...mu Shiva,Allah,jisu,...adi nku kahinki Puja karibi???
@nigamanandamahakud4431
@nigamanandamahakud4431 Жыл бұрын
ହଜାର ହଜାର ବର୍ଷ ପୂର୍ବରୁ ସୌରଜଗତରେ ନଅଟି ଗ୍ରହ ଅଛି ବୋଲି ଆମ ଭାରତର ମୁନି ଋଷି ମାନେ ଭାଗବତ ଓ ରାମାୟଣ ରେ ବର୍ଣ୍ଣନା କରିଛନ୍ତି । କିନ୍ତୁ ବୈଜ୍ଞାନିକ ମାନେ କେବେ ନଅ ଟି ଗ୍ରହ ବଳି ପ୍ରମାଣ କଲେ ,,, ଆମ ଭାଗବତ ଓ ରାମୟଣର ଆଗରୁ କି ? ଯଦି ଆଗରୁ ନାହିଁ ତେବେ ଭଗବାନ ଅଛନ୍ତି ।
@shravankumarmishra5513
@shravankumarmishra5513 3 ай бұрын
ବାଳ ଅଛି କେହି ଭଗବାନ୍ ନାହିଁ ଭଗବାନ କାଳ୍ପନିକ 😂😂😂😂ସବୁ ଅନ୍ଧବିଶ୍ୱାସରେ ଅଛ 😂😂😂
@niranjannayak9827
@niranjannayak9827 Жыл бұрын
କର୍ମ ହିଁ ଭଗବାନ
@santoshsatapathy4249
@santoshsatapathy4249 Жыл бұрын
Great scientist hnble APJ Abdul Kalam says " God is always with me " what s more ?
@preetiexpress5060
@preetiexpress5060 Жыл бұрын
Right
@Suresh-vq1we
@Suresh-vq1we Жыл бұрын
Right
@santoshsatapathy4249
@santoshsatapathy4249 Жыл бұрын
Many more thanks for your optimistic views
@XFACTORZORO
@XFACTORZORO Жыл бұрын
Imagine a question in your science exam...is explain gravity? And a guy had written... Great scientist Newton believed in gravity.. what's more?😂😂😂 Grow up brother.
@sanjay4886
@sanjay4886 Жыл бұрын
Work is worship. Good is God. Science may good and evil. It depends on use.
@rahulgouda5131
@rahulgouda5131 Жыл бұрын
100👏👏👏
@varietyraulo7067
@varietyraulo7067 Жыл бұрын
ହିନ୍ଦୁମାନଙ୍କ ସବୁ ଅନ୍ଧ ବିଶ୍ଵସ ଅଧିକ ଅଛି ମତେ କହାନ୍ତି ମୁଁ ପକା ଉତର ଦେବୀ
@skjena5530
@skjena5530 28 күн бұрын
ଯଦି ଭଗବାନ ଅଛି ଆମ ଦେଶର କୋଟି କୋଟି ଟଙ୍କା ଖର୍ଚ୍ଚ କରି କାହିଙ୍କି ମେଡିକାଲ ତିଆରି କରୁଛନ୍ତି,
@subhashreemajhi9658
@subhashreemajhi9658 Жыл бұрын
ପୁରାଣ ସତ୍ୟ ହେଉ ବା କାଳ୍ପନିକ ହେଉ ଭାରତରେ ପୁରାଣ ଅଛି ବୋଲି ଭାରତରେ ଶୃଙ୍ଖଳା ଅଛି ତେଣୁ ବିଶ୍ୱାସ ହିଁ ଭଗବାନ
@priyaansuvillagelifevlog4689
@priyaansuvillagelifevlog4689 Жыл бұрын
No discipline
@akhappiness5186
@akhappiness5186 Жыл бұрын
Bharat re santi surnkhala nahi
@rajendrahikaka1800
@rajendrahikaka1800 Жыл бұрын
ଭାଇ ମୁଁ ତୋ ନିଜେ ଭଗବାନ
@bishnupriyamohapatra7414
@bishnupriyamohapatra7414 Жыл бұрын
ବିଶ୍ୱାସ ହିଁ ଭଗବାନ🙏 ଯଦି ତୁମେ ନିଜ ବିଶ୍ୱାସକୁ ଦେଖିପାରିବ ତେବେ ଭଗଵାନଙ୍କୁ ଦେଖି ପାରିବ।
@skjena5530
@skjena5530 28 күн бұрын
ବ୍ରାହ୍ମଣ ମାନେ ନିଜ ବେପାର ବଢେଇବ ପାଇଁ ଧର୍ମକୁ ଅଧିକ ପ୍ରଚାର କରୁଛନ୍ତି
@Sachinkumar-tv5ur
@Sachinkumar-tv5ur Жыл бұрын
ଭଗବାନ ମାନିବା ଜିନିଷ ଜାଣିବା ଜିନିଷ ନୁହ
@ZeeMusicLab
@ZeeMusicLab Жыл бұрын
APJ Abdul Kalam ଭଗବାନ ଙ୍କୁ ବିଶ୍ୱାସ କରନ୍ତି ଏବଂ ଗୀତା ପଢ଼ନ୍ତି ❤️❤️❤️ "ନମନ୍ତୀ ଫଳିନୋ ବୃକ୍ଷା ନମନ୍ତୀ ଗୁଣିନୋ ଜନାହା " ମୂର୍ଖ ସର୍ବଦା ନିଜକୁ ସର୍ବଜ୍ଞ ମନେକରେ ଯଥା ରାବଣ Shiv Tandav (Dancing position) is in NASA called Cosmic Shiva 😎 ତୁମେ ମୂର୍ଖ ତୁମ ସହ ଯୁକ୍ତି କରିବା ହିଁ ମୂର୍ଖାମୀ
@XFACTORZORO
@XFACTORZORO Жыл бұрын
Imagine a question in your science exam.. how can you prove gravity through daily life experiments?... And a so called maha gyani wrote: Newtown believed in gravity ... Tu murkha jie emitika prasna baneichu🤣🤣🤣
@ZeeMusicLab
@ZeeMusicLab Жыл бұрын
@@XFACTORZORO what type of murkh? I didn't understand! My question is to believe god in scientific way like Gautam Budhha and Vivekanand. There is no god outside or in temple, ... Its in your inside as form of ENERGIES. Inner Piece, Meditation, Yoga is the only way of NIRVAN. Namo Budhhay.....Namah Shivay 🙏🕉️🕉️
@XFACTORZORO
@XFACTORZORO Жыл бұрын
@@ZeeMusicLab aare bokachoda...ebe nije...padh ...Tora purba comment...mate kaha kouthi...god ku form of energy lekhichu..au mu bujhi parilini
@ZeeMusicLab
@ZeeMusicLab Жыл бұрын
@@XFACTORZORO sir ଏଥିରେ ରାଗୁଛନ୍ତି କାହିଁକି?? ମୁଁ ଲେଖିଥିଲି କି, Natraj ଙ୍କ ମୂର୍ତ୍ତି କୁ ଏବେବି NASA ରେ ରଖାଯାଇଛି. Cosmic Dancee bele bi position thik emiti rahe so..... I want to say that you have to avoid superstitions in the name of Religion. There are lots of superstitions available in society. But GOD is The source of Consciousness..... 🙏🙏🙏 As per Bhagwat Geeta, he is everywhere in every form of energy.
@sipunibiswal9074
@sipunibiswal9074 Жыл бұрын
ଆମ ର ଏହି ଆଧୁନିକ ମଣିଷ ସମାଜ ର ଲୋକ ମାନେ ଆଉ ଭଗବାନ କୁ ବିଶ୍ବାସ କରୁନାହାନ୍ତି ତ ପୁରୀ ଶ୍ରୀ ମନ୍ଦିର ରେ କଣ ପାଇଁ ଲକ୍ଷ୍ଯ ଲକ୍ଷ୍ଯ ଭକ୍ତମାନଙ୍କ ଭିଡଲାଗିଛି କଣ ଟଙ୍କା ପାଇଁ କି ଯେଉଁ ମଣିଷ ମାନେ science କୁ ବିଶ୍ବାସ କରନ୍ତି ଓ ଭଗବାନ କୁ ନୁେହଁ ତାହା ହେଲେ ତୁମର କଣ ବାପା ମାଆ ବି ମିଛକି ଆରେ ବହୁ ବିଦ୍ୟା ଭୟଙ୍କର କାରଣ ଏବେ ସବୁ ପ୍ରଥା କୁ ଏହି ଆଧୁନିକ ମଣିଷ ମାନେ ଭୁଲ୍ ପ୍ରମାଣ ତ କରିବାରେ ଲାଗିଛନ୍ତି 😡ଗୋଟିଏ କଥା ମନ ରେ ରଖିବା ଉଚିତ୍ ଆମ ଭାରତ ଏକ ଦେବ ରାଷ୍ଟ୍ର ଓ ସବୁ ରାଷ୍ଟ୍ର ଠାରୁ ଭିନ୍ନ ଅଟେ ସବୁ ଦେଶ ରେ ଭିନ୍ନ ଭିନ୍ନ ପ୍ରଥା ଓ science ଏକମାତ୍ର ଗୋଟିଏ ମାଧ୍ଯମ ବା ପରୀକ୍ଷା ଏହା ଦ୍ବାରା ଏକ ପଦାର୍ଥ ର ପରୀକ୍ଷଣ କୁ ବୁଝିବା ଛଡା ଆଉ କିଛି ବି ନାହିଁ ପ୍ରାଚୀନ କାଳରୁ ଭଗବାନ ଚିର ସତ୍ଯ ok
@pradoshkumar7833
@pradoshkumar7833 Жыл бұрын
ଫିଲ୍ମ ରେ ଯଦି କିଛି ଧର୍ମ କୁ ଵା ଭଗବାନ କୁ ନେଇକି କିଛି ଭୁଲ କହିଦିଏ. ତା ବିରୁଧ ରେ କାର୍ଯ୍ୟାନୁଷ୍ଠାନ ହଉଚି.କିନ୍ତୁ ଏ ବିଜ୍ଞାନ କୁ ମାନିଲା ଵାଲା ତ ସିଧା କହୁଛନ୍ତି ଭଗବାନ ନାହାନ୍ତି ବୋଲି.ଆଉ କିଛି ବାଲାନ୍ସ କରି କହୁଛନ୍ତି.ସେଥିପାଇଁ ତ ବିଜ୍ଞାନ କୁ ମାନିଲା ଵାଲା କେବେ ଭଗବାନ କୁ ମାନିବେନି.ଆରେ ବିଜ୍ଞାନ ଯୋଗୁଁ ଆମେ ବହୁତ ଉପକୃତ ହଉଛୁ ଏ ବ୍ରହ୍ମାଣ୍ଡ ବିଷୟରେ ବହୁତ କିଛି ଜାଣିପାରୁଛୁ. ଆଉ ବିଜ୍ଞାନ ଦ୍ୱାରା ସବୁ କ୍ଷେତ୍ର ରେ ଆମେ ଆଗକୁ ଯାଇପାରୁଛୁ.ବିଜ୍ଞାନ ଆଉ ଭଗବାନ ଦୁହେଁ ଜରୁରୀ ଆମ ପାଇଁ.
@mithunbarik8987
@mithunbarik8987 Жыл бұрын
ଭଗବାନ ଅଛନ୍ତି ବୋଲି ସମସ୍ତେ ମାନନ୍ତି ସମସ୍ତେ ଡରନ୍ତି ଆଉ ସେଥିପାଇଁ କିଛି ଭୁଲକାମ ଲୋକ ବାହାରେ ଖୁସି ଖୁସି କରନ୍ତି ହେଲେ ନିଜଘରେ ସହଜରେ କରନ୍ତି ନାହିଁ ଭାବନ୍ତି ପାପ ହବ
@24_santanurath56
@24_santanurath56 Жыл бұрын
I don't believe in God also I don't do bad works so it is possible without we can be a good person
@manojpradhan3706
@manojpradhan3706 Жыл бұрын
ଆମକୁ ଡାକ ହୋ ଭାଇନା ମହାପ୍ରଭୁ ଙ୍କର ଲୀଳା ବର୍ଣନା କରିବୁ ଭାଗ୍ୟ ଥିଲେ 🙏ଏ ଆଜିକାଲିକା tiktok ପିଲା kn କହିବେ
@manojpradhan4791
@manojpradhan4791 Жыл бұрын
😍😊
@mdmahadev7004
@mdmahadev7004 Жыл бұрын
ବିଜ୍ଞାନ କୁ ବିଶ୍ୱାସ କରିକି ଭଗବାନ କୁ ଦେଖି ବାକୁ ଚାହୁଁଚ ଭଗବାନ କୁ ବିଶ୍ୱାସ କର ଜଦି ଭଗବାନ କୁ ଦେଖି ବାକୁ ଚାହୁଁଚ 🔱ହର ହର ମହାଦେବ 🔱
@mdmahadev7004
@mdmahadev7004 Жыл бұрын
🔱ଓଁ ନମଃ ଶିବାୟ 🔱
@rabinarayanmunda2198
@rabinarayanmunda2198 Жыл бұрын
ଗୋଟିଏ ସଂସ୍କାର ଗୋଟିଏ ନିୟମ ଗୋଟିଏ ଧର୍ମ ସନାତନ ଧର୍ମ ଆଉ ଗୋଟିଏ ସଂସ୍କାର ନାହିଁ ଆଉ ଗୋଟିଏ ନିୟମ ନାହିଁ ମଣିଷ ଧର୍ମକୁ ଜାଣି ପାରିବେ ନାହିଁ ମିଥ୍ୟାରେ ବିଜ୍ଞାନ ପୁରାଣ ଶାସ୍ତ୍ର ଗୀତା ଭାଗବତ ସବୁ କୁ କୁସଂସ୍କାର ବିଶୁଆସ କରନ୍ତି !
@rajanipandatechvlogs3879
@rajanipandatechvlogs3879 Жыл бұрын
Thik
@kalandicharanpanda4164
@kalandicharanpanda4164 Жыл бұрын
ଭଗବାନ ଅଛନ୍ତି କି ନାହିଁ, ବିବେକା ନନ୍ଦ ଆତ୍ମଜୀବନୀକୁ ପଢନ୍ତୁ କାରଣ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ଓ ପୁରାଣକୁ ପରିହାସ କରନ୍ତି !
@XFACTORZORO
@XFACTORZORO Жыл бұрын
Tame bhaii Stephen Hawking bisayare padha...
@sankarsanasahoo8455
@sankarsanasahoo8455 Жыл бұрын
I think There is no Pure science student who has studied science properly. That's why the debate went so far If I would have enjoyed it if I had been there
@anuarjun1992
@anuarjun1992 Жыл бұрын
ସୂର୍ଯ୍ୟ ହିଁ ଭଗବାନ
@niranjannayak9827
@niranjannayak9827 Жыл бұрын
ଭଗବାନ ଅଛନ୍ତି କିନ୍ତୁ ଆମେ ଜାଣି ପାରୁନାହୁ ଅନୁଭବ କରିପାରିବ
@bihutioom
@bihutioom Жыл бұрын
ଭାଇ, ଫାଲତୁ ତର୍କ ବନ୍ଦ କର, ପ୍ରଥମେ କୁହ ଧର୍ମ କଣ ତାର ସଂଜ୍ଞା ଦିଅନ୍ତୁ
@Aspirant_jr975
@Aspirant_jr975 Жыл бұрын
God is almighty 💗
@laxmitvr9651
@laxmitvr9651 Жыл бұрын
ଓ ସାର ଭାଇ ମାନେ ତୁମେମାନେ ମେଣ୍ଟାଲ ନାଇଁ ହୁଅ ପ୍ରକୃତ ରେ କର୍ମ ହିଁ ଭଗବାନ
@ramkrishnagouda9086
@ramkrishnagouda9086 Жыл бұрын
ଭଗବାନ ଅଛନ୍ତି ବୋଲି ସବୁ ଜୀବଜଗତ ତିଷ୍ଠି ରହିଛି ସବୁ ସୁନ୍ଦର ଲାଗୁଛି ମାନିଲେ ସବୁ ବୁଝାପଡିଯିବ,ବୁଝ କି ନବୁଝ ଆମଠୁ ବୟୋଜ୍ୟେଷ୍ଠ ଲୋକମାନେ ପରମ୍ପରା ବା ନୀତି ନୀୟମ ସବୁ କରିଛନ୍ତି ସବୁ ଭଲପାଇଁ ହିଁ କରିଛନ୍ତି ତାଙ୍କୁ ମାନିବା ଦରକାର
@shravankumarmishra5513
@shravankumarmishra5513 3 ай бұрын
ବାଳ ନା କୋଉ ଭଗବାନକୁ ମୁଁ ମାନୁନି କାହିଁକି ନା ଭଗବାନ୍ କାଳ୍ପନିକ
@bisunayak7329
@bisunayak7329 Жыл бұрын
ଭଗବାନ ଜନ୍ମ ଦେଲା ବୋଲି କି ଆଜି ତମେ ବଞ୍ଚିତ ଗୁରୁ ଶିକ୍ଷା ଦେଲା ବୋଲି ଶିକ୍ଷିତ ଯୁବକ ପାଲଟିଛନ୍ତି ଆଧୁନିକ ବିଶ୍ବାସ ସେହି ପିଲାଙ୍କ ପାଇଁ ମୋ'ର ମାଡ଼ ମାରିଥିବା ଦରକାର।
@XFACTORZORO
@XFACTORZORO Жыл бұрын
Mate janma deini bhagaban Mu biswas karibini ...aase maribu... Address de nahale ..mu jibi to pakhaku...kemtii maribu dekhibi
@Bitanswain98
@Bitanswain98 Жыл бұрын
Emane science ku neiki bhagaban nku manuchanti!! 🤣🤣..
@bibekanandaparida6279
@bibekanandaparida6279 Жыл бұрын
ଭଗବାନ ଅଛନ୍ତି ମୁଁ ବିଶ୍ୱାସ କରେ (ଜୟ ଜଗନ୍ନାଥ)
@tinkatech7671
@tinkatech7671 Жыл бұрын
କି ଯୁଗ ହେଲାରେ ଶେଷରେ ଭଗବାନ କୁଂ ପରିକ୍ଷା ଦବାକୁ ପଡିବ ।😓😓😓😓
@mohanmallik
@mohanmallik Жыл бұрын
ମୂର୍ଖ ମାଘିଆ ଯାକ କୁ ବୁଝାଅନି Sir ଏ ଭଳି ଲୋକକୁ ସନାତନ ଧର୍ମ ରୁ ବାହାର କରନ୍ତୁ ଜୟ ଜଗନ୍ନାଥ❤️
@ripo1559
@ripo1559 Жыл бұрын
Hmmm Jay Shri Ram 🙏🙏🙏
@XFACTORZORO
@XFACTORZORO Жыл бұрын
Maagia କହିକି ସୋଦିବା ଲୋକ।।।କୁ କେତେ ଶିକ୍ଷା ମିଳିଛି।।। ଜଣା ପଡ଼ୁଛି।।। ଯୋଉମନେ ତୁମ ଭଳି ଅଶିକ୍ଷିତ ଭଗବାନ ନାଁ ରେ ବେପାର କରନ୍ତି।
@sanjay4886
@sanjay4886 Жыл бұрын
Believe and truth are different.
@debendranathmallik5902
@debendranathmallik5902 Жыл бұрын
ଦୁନିଆରେ ଭଗବାନ ନାହାନ୍ତି କହିଛନ୍ତି (ଗୌତମ ବୃଦ୍ଧ )
@Luvsahu4836
@Luvsahu4836 Жыл бұрын
ଈଶ୍ବରକୁ ବିଶ୍ବାସ କରନ୍ତୁ, ହେଲେ ଅନ୍ଧ ପରି, କଣା ପରି ବିଶ୍ବାସ କରନ୍ତୁ ନାହିଁ। ସତ୍ୟକୁ ହିଁ ବିଶ୍ବାସ କରନ୍ତୁ, ସତ୍ୟ ହିଁ ଈଶ୍ବର ଅଟନ୍ତି।
@ananta7506
@ananta7506 Жыл бұрын
କଳି ଯୁଗରେ ନେତା ହେଉଛି ଭଗବାନ। ଯଦି କଳିଯୁଗରେ ସତ୍ୟରେ ଭଗବାନନ୍କୁ ଖୋଜିବା ତ ନୀତିଦିନ ଘଟୁଥିବା ଦୃଶ୍ୟମାନ ହିଁ ପାଇବା। ସତ୍ୟରେ ହିଁ ଯିଏ ଭଗବାନ ଙ୍କୁ ମାନେ ସେ ଧର୍ମ କର୍ମ ରେ ବ୍ୟଭିଚାର ରଖେ ନାହିଁ।👍
@rajendrahikaka1800
@rajendrahikaka1800 Жыл бұрын
ମୁଁ ଭଗବାନଙ୍କୁ ଦେଖୁଛି ମୋ ଭିତରେ
@santali417
@santali417 Жыл бұрын
ମୁ ଦେଖୁଛି ମ ଭିତରେ ଭଗବାନ୍
@sunimallick1498
@sunimallick1498 Жыл бұрын
Hare Krishna , God lives in our heart
@saratnayak3664
@saratnayak3664 Жыл бұрын
ଧର୍ମ ମାଧ୍ୟମରେ ଜୀବନର ସୁରକ୍ଷା ରଖାଯାଇଛି
@shubhrakantbarik9156
@shubhrakantbarik9156 Жыл бұрын
ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂରେ । ବିଜ୍ଞାନ ଆଉ ଗୋଟେ ସୂର୍ଯ୍ୟ ତିଆରି କରନ୍ତୁ ଆମେ ଭଗବାନ ଙ୍କ ଅପେକ୍ଷା ବିଜ୍ଞାନ କୁ ଅଧିକ ବିଶ୍ୱାସ କରିବୁ
@manojpradhan4791
@manojpradhan4791 Жыл бұрын
Wow it's amazing 🙏🙏
@chetankumarpradhan8555
@chetankumarpradhan8555 Жыл бұрын
those people who follow science don't compare with god ..
@24_santanurath56
@24_santanurath56 Жыл бұрын
Exactly I also tell don't compare science with God it is like fresh apple (science) to wasted lemon (dharma)
@Devils___Lex
@Devils___Lex Жыл бұрын
Science is open to criticism and truth finding where Religion tells it's final
@smokepubg4667
@smokepubg4667 Жыл бұрын
😂😂😂
@alok.mishra
@alok.mishra Жыл бұрын
Religion mc
@deeptipanda4615
@deeptipanda4615 Жыл бұрын
ଯିଏ ଭଗବାନ ଦେଖିବାକୁ ଚାହିଁଛନ୍ତି ସେହିମାନେ ପ୍ରଜାପତି ଇଶ୍ୱରୀୟ ବିଦ୍ୟାଳୟ କୁ ଯାଆନ୍ତୁ ତାଙ୍କୁ ଭଗବାନଙ୍କ ସନ୍ଧାନ ମିଳିବ.
@Mahakaa_dewana
@Mahakaa_dewana Жыл бұрын
Thank you God for my all problem solved 🙏💯
@bini12386
@bini12386 Жыл бұрын
What a logic meeting yaar superb 💞
@soumya7574
@soumya7574 Жыл бұрын
Doctor b kuhanti operation hela pare critical situation re ebe ama hata re kichi nhi sabu uparabala hata re
@magunimagunipradhan5224
@magunimagunipradhan5224 Жыл бұрын
Right sir Hindu ଧର୍ମ କୁ ବିଶୁଆସ କରନ୍ତୁ
@badajingalashrma.
@badajingalashrma. Жыл бұрын
ଭଗବାନ୍ ନିଜ ଭିତରେ ଅଛନ୍ତି। ଭାବରେ ଭଗବାନ୍ ଙ୍କୁ ଡାକିଲେ ପାଇପାରିବା। ଜଣେ ଯଦି ଭଗବାନ୍ କୁ ପୁରା ବିଶ୍ୱାସ ଭକ୍ତି ରେ ଧ୍ୟାନ କରେ ସେ ଏକ ଯୋତି ହିଁ ଦେଖିବାକୁ ପାଇବ।ଏଥିରେ କୌଣସି ସନ୍ଦେହ ନାହିଁ।ଭଗବାନ୍ ଙ୍କର ଅନେକ ରୂପ ଅଛି।ଯଦି ତମେ ଜଗନ୍ନାଥଙ୍କ ମନ୍ଦିର କୁ ଯାଇ ମା ତାରିଣୀ ବୋଲି ଡାକିଦେଲେ ଜଗନ୍ନାଥ ଖରାପ ଭାବିବନି। ଭଗବାନ୍ ଙ୍କୁ କେମିତି ପାଇବା? ଭଗବାନ୍ ନିଜ ଭିତରେ ଅଛନ୍ତି ତାଙ୍କୁ ଯୋଗ ପ୍ରାଣାୟାମ ସାହାଯ୍ୟରେ ତାଙ୍କୁ ଜାଗ୍ରତ କରିବାକୁ ପଡେ। ଯିଏ କହନ୍ତି ଭଗବାନ୍ ସ୍ଵର୍ଗରୁ ଆସନ୍ତି ସେ କିଛି ଜାଣିନାହିଁ ।ଯିଏ କହୁଛି ଭଗବାନ୍ କେହି ନାହାନ୍ତି ତାର ମୃତୁ ହେଲେ ଯାଇ ଜାଣିପାରିବ। ଗୁରୁଙ୍କ ଭିତରେ ଭଗବାନ୍ ଙ୍କୁ ଦେଖିବାକୁ ପାଇବା। ଆପଣମାନେ ଗୁରୁ କରନ୍ତୁ। ଗୁରୁ ବିନା ମୁକ୍ତି ନାହିଁ। JAYGURU JAYMAA.
@lambodarmallick2410
@lambodarmallick2410 Жыл бұрын
God exists everywhere surely
@sethibabu23
@sethibabu23 Жыл бұрын
Biswash hin god 🙏🙏 Ramayan, Mahabharata ku scientific Lekhichi....
@aswinikumarpradhan4841
@aswinikumarpradhan4841 Жыл бұрын
ବାୟୁ କୁ ସେ ଦେଖି ପାରୁ ନାହାନ୍ତି ସେଥି ପାଇଁ ବାୟୁ ବି ନାହିଁ ।ଲଜ୍ୟା
@ajitraut5840
@ajitraut5840 Жыл бұрын
ଶଳା ଭଗବାନଙ୍କୁ ମାନୁନଥିବା ଲୋକ ମାନେ ସବୁ ମରିବେ
@XFACTORZORO
@XFACTORZORO Жыл бұрын
ମୁଁ ତ ବଞ୍ଚିଛି 45 ବର୍ଷ ହେଲାଣି😂
@shravankumarmishra5513
@shravankumarmishra5513 3 ай бұрын
ଆଉ ତୁ ମାନୁଥିବା ପିଲା ଜଣେ ଅମର ହେଇକି ରହିବୁ ଭଗବାନର ଚାକର ହେଇ😂😂
@Devils___Lex
@Devils___Lex Жыл бұрын
Jai Science
@manasranjansahoo6645
@manasranjansahoo6645 Жыл бұрын
Mu janichi tu to maa thu janma kebe bi heiinathibu...gote bada mecin ru tu baharichi....mu to kathare ekamata....
@itzz
@itzz Жыл бұрын
@@manasranjansahoo6645 Aree bhai ta gandi mari dela 🤣🤣🤣
@RahulRaj-qq7jv
@RahulRaj-qq7jv Жыл бұрын
@@manasranjansahoo6645 tu keuthi janam heichhu Mate laguchhi tu tar Maa ra mali ru janam heichhu
@manasranjansahoo6645
@manasranjansahoo6645 Жыл бұрын
Mu janichi tu gote coumpture chhuata...tu jetebele janma helu bodhe to dehare kebe bi Nala rakta mali laginathiba..... coumpture keyboard aau aau Tara to dehare gudeii heiithiba...mu ebe janili coumpture ra kete dam....
@XFACTORZORO
@XFACTORZORO Жыл бұрын
@@manasranjansahoo6645 aare boka choda... bhagaban kana to bapa...🤣🤣 Na bhagaban samastanka maa nka saha souchi...chhua janma karibaku... Tu biology padhunu bodhe😂
@Satyajit_Parida.
@Satyajit_Parida. Жыл бұрын
DEBATE SHOULD INCREASE KNOWLEDGE NOT FIGHT
@harisahoo7369
@harisahoo7369 Жыл бұрын
Thanku Sir very good
@dnandadinesh
@dnandadinesh Жыл бұрын
ଏଥିରୁ ଜଣା ପଡୁଛି ଆମର ଗତି କୁଆଡେ ଏବଂ ଏବେ ଶିକ୍ଷା ବ୍ୟବସ୍ଥା କେଉଁ ଦିଗକୁ ନେଉଛି ଆଜିର ପିଢିକ.... ପ୍ରଶ୍ନରୁ ଜଣାଯାଉଛି ତାଙ୍କର ଘରେ ବାପା ମା କି ସଂସ୍କାର ଦେଉଛନ୍ତି
@arusmrutipandab7122
@arusmrutipandab7122 Жыл бұрын
Please au Bhagwan Ku Neiki au tamsha karani jemiti ama bapa maa nku Gali dele jemiti amaku kasta hua think semiti ama Bhagwan knu kahile ama Hindu dharmaku bi sethiki kasta Lage🙏🙏
@MrBoomScarfall
@MrBoomScarfall Жыл бұрын
ଆମେ ଏଇଭଳି ଡିବେଟ ଚାହୁଁ ଦେଖିବାକୁ କିଛି ଶିଖିବାକୁ ମିଳୁଚି 🙏
@tspandandapat1722
@tspandandapat1722 Жыл бұрын
Jay Jagannath Swami 🙏
@raghunarhkarjee947
@raghunarhkarjee947 Жыл бұрын
ମିଡିଆବାଲାଙ୍କୁ ମୋର ଅନୁରୋଧ !ଆପଣ ସିଧା ବୈଜ୍ଞାନିକ ମାନଙ୍କୁ ପଚାରି ବୁଝନ୍ତୁ ଭଗବାନ ଅଛନ୍ତି କି ନାହିଁ ସେମାନେ ସବୁପ୍ରମାଣ ଦେବେ! ବେକାର ଟାରେ ଲୋକମାନଙ୍କୁ ରୁଣ୍ଡ କରି ବିଭ୍ରାନ୍ତ କରୁ ଛନ୍ତି !ଏଠି ନିଜର ବଡ ପଣିଆ ଦେଖାଇବା କୁ ଏମିତି କରୁଛନ୍ତି
Box jumping challenge, who stepped on the trap? #FunnyFamily #PartyGames
00:31
Family Games Media
Рет қаралды 31 МЛН
Lehanga 🤣 #comedy #funny
00:31
Micky Makeover
Рет қаралды 28 МЛН
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 38 МЛН
Они так быстро убрались!
01:00
Аришнев
Рет қаралды 3 МЛН
Sarokaar - Existence of God Vs Science
45:44
Sansad TV
Рет қаралды 864 М.
Box jumping challenge, who stepped on the trap? #FunnyFamily #PartyGames
00:31
Family Games Media
Рет қаралды 31 МЛН