delu mote maha sikhya odia poem || ଦେଲୁ ମୋତେ ମହା ଶିକ୍ଷା

  Рет қаралды 59,801

Sahityagara

Sahityagara

Күн бұрын

Пікірлер: 70
@manoranjanjena7289
@manoranjanjena7289 2 жыл бұрын
My teacher had taught me in class 4 in 1974 at Balia Haripur school , his name is Satya narayan singh of Badapada of Pattamundai.. Myself Er M jena, B Tech 1988 vssur Burla. My pranam to him
@sahityagara5108
@sahityagara5108 2 жыл бұрын
ସତ୍ୟ ନାରାୟଣ ସିଂହ ସାରଙ୍କୁ ମୋର ମଧ୍ୟ ମଥାନତ ପ୍ରଣାମ । ମନୋରଞ୍ଜନ ସାର୍ ଆପଣଙ୍କ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଆପଣଙ୍କ ହୃଦୟରେ ଥିବା ଭକ୍ତି ଓ ନିଷ୍ଠାର କୌଣସି ବିକଳ୍ପ ନାହିଁ । ଆପଣ ସଫଳତାର ଶୀର୍ଷରେ ଥାଇ ମଧ୍ୟ ଗୁରୁଙ୍କ ପ୍ରତି ଯେଉଁ ଭକ୍ତି ରଖିଛନ୍ତି ତାହା ପ୍ରେରଣା ଦାୟୀ, ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ସହ ସ୍ଵାଗତ ଜଣାଉଛୁ 💐🙏🙏
@RajaPandit-hz9mu
@RajaPandit-hz9mu 3 күн бұрын
Wonderful poem ❤❤❤❤
@soumyaranjanlenka2728
@soumyaranjanlenka2728 2 ай бұрын
Mu ei padya ku bahut like kare. Belebele mu mane mane geeta ku gae. Raja bahut mahan o dayalu. So he is remembered till today n remeined immortal.
@sahityagara5108
@sahityagara5108 2 ай бұрын
Good sir for your love towards the odia poems. Thanks
@rameshchandranayak7768
@rameshchandranayak7768 4 ай бұрын
ଦେଶପ୍ରେମ ପାଇଁ ଏଭଳି ଚିନ୍ତାଧାରାକୁ ପାଥେୟ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲରେ ଏ ଉପାଦେୟ ଶିକ୍ଷା ପିଲାବେଳର ସ୍ମୁତିକୁ ଉଜାଗର କରିଛି. ଧନ୍ୟବାଦ !
@sahityagara5108
@sahityagara5108 4 ай бұрын
ଧନ୍ୟବାଦ୍ ଆଜ୍ଞା !
@ajaysamal1195
@ajaysamal1195 2 ай бұрын
ପିଲା ଦିନର ଗୀତ 🙏🙏🙏🙏🙏🙏
@sahityagara5108
@sahityagara5108 2 ай бұрын
ଆଜ୍ଞା 🙏🏼🥰🥰
@anitabehera6390
@anitabehera6390 2 ай бұрын
ବହୁତ ବହୁତ ସୁନ୍ଦର ହେଇଛି
@sahityagara5108
@sahityagara5108 2 ай бұрын
ଧନ୍ୟବାଦ୍ ଆଜ୍ଞା 🙏🏼
@srikantagharai8325
@srikantagharai8325 3 жыл бұрын
ଶୀକ୍ଷଣୀୟ ବାର୍ତକବିତାଟିରେ ସୁନ୍ଦର କଣ୍ଠ👌😊🌻
@sahityagara5108
@sahityagara5108 3 жыл бұрын
ଅଶେଷ ଅଶେଷ ଧନ୍ୟବାଦ୍ ଭାଇନା🙏🙏🙏❤️❤️❤️
@himansumuduli540
@himansumuduli540 2 ай бұрын
It's very beautiful & memories 🙏
@sahityagara5108
@sahityagara5108 2 ай бұрын
🥰
@narayanamishra2084
@narayanamishra2084 3 жыл бұрын
ଆପଣଙ୍କ ସ୍ପଷ୍ଟ ଆବୃତ୍ତି ମନୋମୁଗ୍ଧକର👍
@sahityagara5108
@sahityagara5108 3 жыл бұрын
ଅଶେଷ ଧନ୍ୟବାଦ୍ ସାର୍ ❤️🙏
@namitarout1088
@namitarout1088 Жыл бұрын
ଚମତ୍କାର ପ୍ରଦର୍ଶନ ଆଜ୍ଞା 🙏
@sahityagara5108
@sahityagara5108 Жыл бұрын
ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ 🥰🙏
@rohitsethy7741
@rohitsethy7741 3 жыл бұрын
ଅତି ସୁନ୍ଦର l
@sahityagara5108
@sahityagara5108 3 жыл бұрын
ଧନ୍ୟବାଦ୍ ସାର୍....💝🙏
@govindapanda6918
@govindapanda6918 2 ай бұрын
ଧନ୍ୟବାଦ ସାର୍
@sahityagara5108
@sahityagara5108 2 ай бұрын
ସ୍ବାଗତ କରୁଛୁ ଆଜ୍ଞା 🥰
@NS160-OfficialVoger
@NS160-OfficialVoger 2 ай бұрын
Thanks for old memories ❤❤❤
@sahityagara5108
@sahityagara5108 2 ай бұрын
🥰👍🏼
@madhumitasethi480
@madhumitasethi480 3 жыл бұрын
Super singer🙏🙏👍👍👍❤️❤️❤️
@sahityagara5108
@sahityagara5108 3 жыл бұрын
ଅଶେଷ ଧନ୍ୟବାଦ୍ dear💐🥰
@bhagirathidalasinghray5351
@bhagirathidalasinghray5351 2 ай бұрын
୧୯୮୭ମସିହାରେ ମୁଁ ଚତୁର୍ଥଶ୍ରେଣୀରେ ପଢୁଥିବାବେଳେ ଏହିଗୀତଟିକୁ ଆମର ଶ୍ରେଣୀଶିକ୍ଷକ ବହୁତ ସୁନ୍ଦରଭାବେ ଆବୃତି କରୁଥିଲେ ।ଏବେ ସେହି ପୁରୁଣାଗୀତକୁ ଶୁଣିବାବେଳେ ପିଲାଦିନର ଚତୁର୍ଥଶ୍ରେଣୀକଥା ମନେପଡିଯାଉଛି ।
@sahityagara5108
@sahityagara5108 2 ай бұрын
ଧନ୍ୟବାଦ୍ ଆଜ୍ଞା ମତାମତ ପାଇଁ 🥰🙏🏼
@pranatidildilbecharasahoo6719
@pranatidildilbecharasahoo6719 2 ай бұрын
Very nice kabita.
@sahityagara5108
@sahityagara5108 2 ай бұрын
Thank you so much
@durbindaamat8401
@durbindaamat8401 2 ай бұрын
ବହୁତ୍ ସୁନ୍ଦର ❤❤❤❤❤ଧନ୍ୟବାଦ ସାର୍
@sahityagara5108
@sahityagara5108 2 ай бұрын
🥰🥰
@arjunsahoo1852
@arjunsahoo1852 2 жыл бұрын
Many many thanks @Sahityagara 😘
@sahityagara5108
@sahityagara5108 2 жыл бұрын
Heartly welcome arjun sir💞🤗🙏
@arjunsahoo1852
@arjunsahoo1852 2 жыл бұрын
୨୦୦୬ ମସିହା ରେ ମୁଁ ଯେତେବେଳେ ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିଲି ସେତେବେଳେ ଏ ବିଷୟ ଟି ମୋର ଅତିପ୍ରିୟ ଥିଲା, ଆଜି ୧୬ ବର୍ଷ ପରେ ମୋବାଇଲ ରେ ଏ କବିତା ଶୁଣି ମୋ ଆଖି ରେ ଲୁହ ଆସି ଗଲା, କୁଆଡେ ଗଲା ମୋ ପିଲା ଦିନ, ସେ ସ୍କୁଲ ସମୟ , ଆଜି ସିନା ବଡ଼ ହୋଇଯାଇଛି , କିନ୍ତୁ ୧୬ ବର୍ଷ ର ସେ ଅଭୂଲା ସ୍ମୃତି ଆଜି ବି ସବୁ ଗୋଟି ଗୋଟି ହୋଇ ମନେ ପଡେ। କିନ୍ତୁ ଗୋଟେ କଥା ସତ ଯେ ପିଲା ଦିନ ସମୟ ଆଉ କେବେ ବି ଆଶିବନୀ, ବହୁତ୍ ମନେ ପଡେ ସେ ଦିନ ସବୁ ......😭
@sahityagara5108
@sahityagara5108 2 жыл бұрын
ହଁ ସାର୍ ସେଇ ପିଲାଦିନ ଆଉ ଫେରିବନି....😭 ସେ ସ୍ମୃତିକୁ ମନେ ପକାଇ ହିଁ ଆମେ ସେ ପିଲାଦିନକୁ ଫେରିଲା ପରି ଆନନ୍ଦ ପାଇ ପାରିବା । ଅଶେଷ ଧନ୍ୟବାଦ୍ ସାର୍, ଆମ ପ୍ରୟାସକୁ ସାର୍ଥକ କରିବା ପାଇଁ 💞🤗🙏🙏
@pradeepsahu-ep3hr
@pradeepsahu-ep3hr 2 ай бұрын
@sahityagara5108
@sahityagara5108 2 ай бұрын
🥰🥰
@arunagouda6288
@arunagouda6288 2 ай бұрын
❤❤❤❤❤
@sahityagara5108
@sahityagara5108 2 ай бұрын
🥰
@PradipGarnayak-jc1nj
@PradipGarnayak-jc1nj Жыл бұрын
My favourite song
@sahityagara5108
@sahityagara5108 Жыл бұрын
😍😍💐
@BarshaPradhan-x8i
@BarshaPradhan-x8i Жыл бұрын
Happy teachersdaygurujiiamdiparaut
@sahityagara5108
@sahityagara5108 Жыл бұрын
Thanks dear, God bless you 😍
@srijabehera3499
@srijabehera3499 2 жыл бұрын
Nice
@sahityagara5108
@sahityagara5108 2 жыл бұрын
Thank you so much 😍
@Ashokgupta-uk3cw
@Ashokgupta-uk3cw 3 ай бұрын
1989 re ame class 4 th re padhithhilu. aji piladina katha mane pakai baru bahut bahut dhanyabad
@sahityagara5108
@sahityagara5108 2 ай бұрын
ସ୍ବାଗତ କରୁଛୁ ଆଜ୍ଞା 🥰🥰🙏🏼
@ManojkantSamal
@ManojkantSamal 2 ай бұрын
Nostalgic ❤!
@sahityagara5108
@sahityagara5108 2 ай бұрын
🥰🥰
@anitabehera6390
@anitabehera6390 2 ай бұрын
ମୁଁ ବି ଏହି କବିତାଟି ପଢ଼ିଛି
@sahityagara5108
@sahityagara5108 2 ай бұрын
ଆଜ୍ଞା
@tapanpanda4419
@tapanpanda4419 2 ай бұрын
ସ୍ଵର ଜ୍ଞାନ ରଖି ଗୀତ ଗାଇବା ଉଚିତ
@sahityagara5108
@sahityagara5108 2 ай бұрын
ଏଇଟା ଗୀତ ନୁହଁ କବିତା । ଆଉ ଆମେ କହୁନାହୁଁ ଯେ ଆମ ଭିଡିଓକୁ ଆପଣଙ୍କ ପରି କଣ୍ଠକାର ମାନେ ଦେଖନ୍ତୁ ଆଉ ମତାମତ ଦିଅନ୍ତୁ ବୋଲି...
@jasminmayapandab3496
@jasminmayapandab3496 2 ай бұрын
ଭାଈ ସ୍ୱର ବହୁତ୍ କର୍କଶ 😂😂😂 କିନ୍ତୁ କବିତା ଟି ଭଲ ଲାଗିଲା ​@@sahityagara5108
@shreeya1116
@shreeya1116 2 ай бұрын
Apankara ei gote katha pain apana agaku jai paribe nahin​@@sahityagara5108
@bkdas7544
@bkdas7544 2 ай бұрын
Pilabela sahitya bahi chaturtha shreni sastha adhyay kabita ..... Kabi....Godavarish Mohapatra
@sahityagara5108
@sahityagara5108 2 ай бұрын
ଆପଣଙ୍କ ସ୍ମୃତି ଶକ୍ତିକୁ ମାନିବାକୁ ପଡ଼ିବ 🙏🏼🥰
@krushnamaninayak3205
@krushnamaninayak3205 Жыл бұрын
Janani janama bhumi ei mora gan , bhuli nanhi na bhulibi kebe tara naa . E gita ti class 2 ra . Dayakari upload karantu .
@sahityagara5108
@sahityagara5108 Жыл бұрын
Try karibu aapananka wish fulfil karibaku , thanks 🙏
@rohitkumarrana6452
@rohitkumarrana6452 2 ай бұрын
Amar patha padhalata swara alaga heuchhi
@sahityagara5108
@sahityagara5108 2 ай бұрын
ହଁ ଆଜ୍ଞା 🥰
@bhagabanprusty7927
@bhagabanprusty7927 Жыл бұрын
Sir ଆପଣ ପୁରୁଣା ସାହିତ୍ୟ ବହିର "ଜାତୀୟ ପକ୍ଷୀ" କବିତାଟି ଜାଣିଜାଣିଥିବେ ତାହାଲେ ଦୟାକରି ପୋଷ୍ଟ କରନ୍ତୁ 🙏🏻🙏🏻plz
@sahityagara5108
@sahityagara5108 Жыл бұрын
ମୋ ପାଖରେ ନାହିଁ ସେଇ କବିତା ଟି....ପାଇଲେ ନିଶ୍ଚୟ ପୋଷ୍ଟ କରିବି , ଧନ୍ୟବାଦ୍ 🙏🤗
@JhasketanRohidas-h5h
@JhasketanRohidas-h5h Жыл бұрын
Sar puruna sahitya bahi ra poem sabu post karantttu
@sahityagara5108
@sahityagara5108 Жыл бұрын
Ok post Kariba 👍
@rakhimahapapatra9779
@rakhimahapapatra9779 2 ай бұрын
Kou class
@rashmi11kv
@rashmi11kv 3 жыл бұрын
Sir, Desa prema dipa jala .poetry thila.?
@sahityagara5108
@sahityagara5108 3 жыл бұрын
ଆଜ୍ଞା, ପ୍ରସ୍ତୁତ କରିବୁ 🙏
У вас там какие таланты ?😂
00:19
Карина Хафизова
Рет қаралды 16 МЛН
Não sabe esconder Comida
00:20
DUDU e CAROL
Рет қаралды 60 МЛН
Try Not To Laugh 😅 the Best of BoxtoxTv 👌
00:18
boxtoxtv
Рет қаралды 7 МЛН
Fakir Mohan Senapati ।। Life story ।। Jeebani ।। E Matira Ratna-2 ।। Rajesh Satpathy
7:35
ମହାନ ଆମ ମାତୃଭାଷା Mahan ama matrubhasha
Рет қаралды 177 М.
У вас там какие таланты ?😂
00:19
Карина Хафизова
Рет қаралды 16 МЛН