ଧାନ ଦଵି ଯାଉଛି କି ? // ଧାନ ଵଢୁ ନାହିଁ କି ? //ଧାନ ଚାଷ ର ସାର// paddy crops not growing

  Рет қаралды 11,720

Kureful tv

Kureful tv

Күн бұрын

Пікірлер: 25
@sumantathakur5934
@sumantathakur5934 2 ай бұрын
👍
@Kurefultv
@Kurefultv 2 ай бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@sumantathakur5934
@sumantathakur5934 2 ай бұрын
@@Kurefultv ନମସ୍କାର
@Ipshita4598
@Ipshita4598 2 ай бұрын
40 ରୁ 45 ଦିନ ଭିତରେ Quantis spray କଲେ କେନ୍ତା ହେବା
@Kurefultv
@Kurefultv 2 ай бұрын
ଆରାମରେ ଦେଇ ପାରିବେ
@sanjayabhoi247
@sanjayabhoi247 2 ай бұрын
Quantis spray କାୟେ ଥି ଲାଗି କର ସନ୍
@duhitakumura9904
@duhitakumura9904 2 ай бұрын
ରୋଇବାର ୩୫/୪୦ ଦିନ ହେଇଛି Humic acid ଆଉ NPK 19 19 19 କୁ ଗୁଟେ ସାଥିରେ ମିଶେଇ କି Spary କରି ଦେଇ ହେବକି ଆଜ୍ଞା
@KrushiGyanaKendra
@KrushiGyanaKendra 2 ай бұрын
Kichi asuvidha nuhe diantu
@KishanlalRana-t4i
@KishanlalRana-t4i 2 ай бұрын
Good evening sir, Dhan ga6 mota heba ar kam ucha hebar ta tk kahun sir, dhan ga6 badhile padi jau6e
@Kurefultv
@Kurefultv 2 ай бұрын
ୟୁରିଆ ସାର କମ୍,ତା ସହିତ ୧୦-୧୨ କେଜି ଡିଏପି,୮-୧୦ କେଜି ପଟାସ,ତଳେ ଦିଅନ୍ତୁ, ଉପରେ ଏନ୍ ପି କେ ୦୦:୫୨:୩୪ ଏକ କେଜି ଓ ବୋରନ୍ ୧୦୦ ଗ୍ରାମ ସ୍ପ୍ରେ କରନ୍ତୁ
@sumantathakur5934
@sumantathakur5934 2 ай бұрын
@@Kurefultv ଧାନ ଗଛ ର ହାଇଟ୍ କେ ଦେଖି କରି ୟୁରିଆ ଦେବା କଥା କଥାରେ ଅଛେ ଡଣା ବଡଲେ ଝୋଳ ଧାନ ବଡ ଲେ ପୋଲ୍
@devbiswal5334
@devbiswal5334 2 ай бұрын
ବହୁତ୍ ଭଲ ଲାଗିଲା
@Kurefultv
@Kurefultv 2 ай бұрын
ଧନ୍ୟବାଦ
@himanshusekharmajhi4268
@himanshusekharmajhi4268 2 ай бұрын
ଦାଦା ଜୁହାର 🙏🙏🙏, କମ୍ ଖର୍ଚ୍ଚରେ କେନ୍ତାକରି ହେବା ଯେ ଟିକେ ବତ
@Kurefultv
@Kurefultv 2 ай бұрын
କେବଳ ଏନ୍ ପି କେ ୦୦:୫୨:୩୪ ଏକ କେଜି ଓ ଵୋରନ୍ ୧୦୦ ଗ୍ରାମ ସ୍ପ୍ରେ କରନ୍ତୁ
@negibariha3741
@negibariha3741 2 ай бұрын
Dada mor ta Ada mathi Ada lugudi Ada pache baharu jhe da ade agau baharuche dada tike kah dada please 🙏🙏
@Kurefultv
@Kurefultv 2 ай бұрын
ଧାନ ବାହାରିବା ଆଗରୁ ୦୦:୫୨:୩୪ ଏନ୍ ପି କେ ଦେଇ ପାରିବେ
@debasishnayak7237
@debasishnayak7237 2 ай бұрын
sir cupper oxichloride sahita zinc o humic acid ku mix Kari pakai pariba ki
@Kurefultv
@Kurefultv 2 ай бұрын
କପର୍ ଅକ୍ସି କ୍ଳୋରାଇଟ୍ ଅଲଗା ଦିଅନ୍ତୁ
@sanatanghivela7
@sanatanghivela7 2 ай бұрын
Rog tk lagu che kana demaa sir
@Kurefultv
@Kurefultv 2 ай бұрын
ଇମ୍ପ୍ଲିଗୋ ଦିଅନ୍ତୁ ନହେଲେ ଭାଇଗୋ ଦିଅନ୍ତୁ
@sanjayabhoi247
@sanjayabhoi247 2 ай бұрын
ସାର ମୋର ସନମ୍ ଧାନ କେ ୪୭ ଦିନ ହେଲା ଦୁଇ ନମ୍ବର କିସ୍ତି ନ ପିଲ ସାର ହିସାବରେ DR Fasal ଡବା ସାର ୧୦ kg ଓ ୟୁରିଆ ୫୦ kg ଦେଲି ଅନ୍ୟ ସାର ନୁହେଁ ଦେବାର ଆଜି ତିନି ନମ୍ବର କିସ୍ତି ନ ୟୁରିଆ ୨୦ kg ପଟାସ୍ ୫ kg ଦେଲି ଆଉ କେନ ସାର ଦେବାର କଥା
@Kurefultv
@Kurefultv 2 ай бұрын
ୟୁରିଆ ସାର ଗଛର ଗ୍ରୋତ୍ ଦେଖି ଦିଅନ୍ତୁ, ଅଧିକ ଦେଲେ ଗଛ ବଢି ଯିବ, ଏବେ ଆପଣ ହ୍ଯୁମିକ୍ ଏସିଡ୍ ଓ ଫୁଲ୍ ଵିକ୍ ଏସିଡ୍ ପ୍ରୟୋଗ କରନ୍ତୁ
@sanjayabhoi247
@sanjayabhoi247 2 ай бұрын
ପାଣି ନେ ସ୍ପ୍ରୀ କର ମି କେ
Сестра обхитрила!
00:17
Victoria Portfolio
Рет қаралды 553 М.
How Strong Is Tape?
00:24
Stokes Twins
Рет қаралды 61 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 37 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 505 М.
Hirakud 57: Long Bold Grain Paddy for a Bumper Rabi Harvest
3:16
Mangal Murti Seeds
Рет қаралды 19 М.
Сестра обхитрила!
00:17
Victoria Portfolio
Рет қаралды 553 М.