ଧାନର ପତ୍ରପୋଡ଼ା ରୋଗ ପାଇଁ ଗୋବର ଖତ 100% ନିୟନ୍ତ୍ରଣ Management of BLB disease of paddy by Cow dung

  Рет қаралды 40,019

KRUSHI SAMPADA

KRUSHI SAMPADA

Күн бұрын

Пікірлер: 67
@MahendraBisi
@MahendraBisi 2 ай бұрын
ଏକ ଡାରାମରେ କେତେ ଏମେଳଦେଵା ଅଛି ତୁମେହ ସାର
@krushisampada
@krushisampada 2 ай бұрын
Video ରେ ସମ୍ପୂର୍ଣ ତଥ୍ୟ ରହିଛି
@bikashpanda1443
@bikashpanda1443 Жыл бұрын
sir ପ୍ରକୃତ କାମ କରୁଥିବା ତ
@sambhunatha7194
@sambhunatha7194 Жыл бұрын
Civikse
@PINTUOFFICIAL7
@PINTUOFFICIAL7 2 ай бұрын
Sir cotton re b kama deba ki
@krushisampada
@krushisampada 2 ай бұрын
ହଁ ସବୁ ଫସଲ ରେ ବ୍ୟବହାର କରନ୍ତୁ
@sudammahaling497
@sudammahaling497 Жыл бұрын
ଜୀର ଚାଷ ଉପରେ ଏକ ଭିଡିଓ ପ୍ରସ୍ତୁତ କରନ୍ତୁ ଶାର
@sureshmajhi2686
@sureshmajhi2686 2 ай бұрын
Gobar & fungicide misai proyog kole heba k sir
@majhimithun
@majhimithun 2 жыл бұрын
550
@butunasahoo9157
@butunasahoo9157 2 жыл бұрын
Good video
@bhlmasenmadkami9166
@bhlmasenmadkami9166 Жыл бұрын
Pataropadaraglahagihsi
@soumyaranjanjenasoumyaranj7288
@soumyaranjanjenasoumyaranj7288 2 жыл бұрын
Helping video
@ashokkumarpradhan3868
@ashokkumarpradhan3868 2 жыл бұрын
Sir mu dhana chasa karichi mu gromor 28 28 00 pakeideichi AAU kau Sara pakeibi
@krushisampada
@krushisampada 2 жыл бұрын
ପିଲ ସାର ହିସାବରେ ଧାନ ରୋଇବାର 20ଦିନ ପରେ urea ସାର ଏକର ପ୍ରତି 30kg ଓ potash 10kg ପ୍ରାୟୋଗ କରନ୍ତୁ।
@krushisampada
@krushisampada 2 жыл бұрын
ଥୋଡା ସାର ହିସାବରେ ଏକର ପ୍ରତି Urea 20kg ଓ potash 10kg ପ୍ରାୟୋଗ କରନ୍ତୁ।
@MahendraBisi
@MahendraBisi 2 ай бұрын
ସାର ତୁମର ଫୋନ ନହର ଦିଅ
@batakrushnamandal6787
@batakrushnamandal6787 2 жыл бұрын
V nice sir
@bablupadhan3383
@bablupadhan3383 2 жыл бұрын
Bangi pain liquid insecticide kana spray kara jiba
@krushisampada
@krushisampada 2 жыл бұрын
Chloropyriphos 50%+ Cypermethrin 5% lit ପ୍ରତି 2ml ବା Lambda cyhalothrin 5% EC lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
@chandankumardash6149
@chandankumardash6149 2 жыл бұрын
Sir , ghasamara sahita insecticide misai pari bu ki
@krushisampada
@krushisampada 2 жыл бұрын
ଘାସ ମରା ସହିତ insecticide ମିଶାଇ ପ୍ରାୟୋଗ କରନ୍ତୁ ନାହିଁ।
@chandankumardash6149
@chandankumardash6149 2 жыл бұрын
Good morning sir,Thanks 🙏 amamanaku ahipari saharjya karu thibaru
@nigambagartti2789
@nigambagartti2789 2 жыл бұрын
ସାର ନମସ୍କାର ଆମରି ଜମିରେ ପତ୍ର ପେଡାରୋଗ ଲାଗିଛି ଗବରଖତରେ ଔଷଧ ତିଆରି କରାଗଲା 15ଳିଟରପାଣିରେ କେତେ ଏମେଳ ଦିଆଯିବା ସାର୍ ଦୟାକରି କୁହନ୍ତୁ
@kha419
@kha419 Жыл бұрын
ଏକର ପ୍ରତି କେତେ? ବିଲରେ କେତେ ପାଣି ରହିବ ଦରକାର?🙏
@balarampanigrahi8881
@balarampanigrahi8881 2 жыл бұрын
Sir baigan fasalre pakeipariba
@krushisampada
@krushisampada 2 жыл бұрын
ବାଇଗଣ ଫସଲରେ ପ୍ରାୟୋଗ କରନ୍ତୁ ନାହିଁ।
@kailashbihari9
@kailashbihari9 2 жыл бұрын
sir ଧାନ କୁ ପାଣି ବୁଡାଇବାରୁ ଧାନ ପତ୍ର ମାନେ ସଡି ଯାଇଛି କେମିତି କରିବା , ସାର ମଧ୍ୟ ପ୍ରୟୋଗ କରି ନାହିଁ ୨୦ ଦିନ ହେଲା ନି ସମାଧାନ କହନ୍ତୁ
@krushisampada
@krushisampada 2 жыл бұрын
ତଳି ଘରା ରେ 10 decimil ପ୍ରତି 4kg urea ଓ 2kg potash ସାର ପ୍ରାୟୋଗ କରନ୍ତୁ।Hexaconazole 5%EC lit ପ୍ରତି 1ml ବା NATIVO lit 0.5gm ହିସାବରେ ସ୍ପ୍ରେ କରନ୍ତୁ।
@ashokkumarpradhan3868
@ashokkumarpradhan3868 2 жыл бұрын
Dhana chasa jamire Sara mariba ra kete samaya pare barsha hele chaliba
@grismoproduction7106
@grismoproduction7106 2 жыл бұрын
Sir mo jamire dhana baharuchhi aau patrapada dekha deuchhi abe kana kale heba tike janeibe
@krushisampada
@krushisampada 2 жыл бұрын
ଅପରାହ୍ନରେ ସ୍ପ୍ରେ କରନ୍ତୁ।5ଦିନ ଅନ୍ତରରେ 3ଥର ସ୍ପ୍ରେ କରନ୍ତୁ।
@kamalakanta9239
@kamalakanta9239 2 жыл бұрын
Sir ମୋର ଧାନ ରୋଇବାର 1ମାସ ହେଇଗଲାଣି ୟୁରିଆ ସାର ଦେଇସାରିଛି ଗଛ ମଧ୍ୟ ସୁସ୍ଥ ଅଛନ୍ତି କିନ୍ତୁ ଏବେ କିଛି ଗଛରେ ପତ୍ର ମୋଡି ହୋଇ ସୁଡ଼ଙ୍ଗ ଭଳି ହୋଇ ଭିତରେ କିଛି ସରୁ ବାଲି ଭଳି କଳା କଳା ଛୋଟ ପୋକ ଦେଖା ଯାଉଛନ୍ତି, sir କଣ ଉପଚାର କରିବି ଟିକେ କୁହନ୍ତୁ l
@krushisampada
@krushisampada 2 жыл бұрын
ଧାନ ଫସଲରେ ପତ୍ରମୋଡ଼। ପୋକ ଲାଗିଛି।ଏହାକୁ ପରିଚାଳନା କରିବା ପାଇଁ Chloropyriphos 50%+ Cypermethrin 5% lit ପ୍ରତି 2ml ବା Fipronil 5% SC lit ପ୍ରତି 2ml ବା Cartap hydrochloride 50% SP lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
@manashranjanbiswal2912
@manashranjanbiswal2912 2 жыл бұрын
ଏକ ଏକରରେ କେତେ ଡ୍ରମ ସ୍ପ୍ରେ କରାଯିବ
@krushisampada
@krushisampada 2 жыл бұрын
ଏକର ପ୍ରତି 8drum ପାଣି ସ୍ପ୍ରେ କରନ୍ତୁ।
@akshaykumarnayak6397
@akshaykumarnayak6397 2 жыл бұрын
Sir ଆମର ଧାନ ରୁଆ ସାରିଥିଲା 5ଦିନହେବ | ବନ୍ୟା ପାଣିରେ 10 ଦିନ ହେବ ବୁଡି ଯାଇଛି କଣ ଉପଚାର କରିବାକୁ ପଡିବ
@krushisampada
@krushisampada 2 жыл бұрын
ଜମି ରୁ ଜଳ ନିଷ୍କାସନ କରନ୍ତୁ।ଏକର ପ୍ରତି 25kg urea , 15kg potash ଓ 10kg ଜୈବିକ ସାର BIOZYME ପ୍ରାୟୋଗ କରନ୍ତୁ।ମୂଳ ସଢ଼ା ଲାଗିଥିଲେ HEXACONAZOLE 5% ec lit ପ୍ରତି 2ml ବା NATIVO lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।
@akshaykumarnayak6397
@akshaykumarnayak6397 2 жыл бұрын
ଏବେ ଆଉ କେଉଁ ଧାନ ଗଜା କରି ରୁଇଲେ ହେବ
@debendrasethi4111
@debendrasethi4111 2 жыл бұрын
Sir,dhana Tali ruhibara 22dina, barsa jagu ghasa mara ousada pakei parilinahi . bartaman chinchidi ghasa bahu parimanare ,Plz matekuhantu kana ousada pakeibi.
@krushisampada
@krushisampada 2 жыл бұрын
ଵର୍ତମାନ ଘାସ ମରା Whip super କୁ ଏକର ପ୍ରତି 250ml ହିସାବରେ ବା drum ପ୍ରତି 25ml ହିସାବରେ ସ୍ପ୍ରେ କରନ୍ତି। ଜମି ରୁ ପାଣି କାଟି ସ୍ପ୍ରେ କରନ୍ତୁ ଓ 2ଦିନ ପରେ ପାଣି ଭରି ଦିଅନ୍ତି।
@sujatasahu5370
@sujatasahu5370 2 жыл бұрын
Sir kandabindha poka laguchhi Kan Kariba Abe
@akshayasahoo4750
@akshayasahoo4750 2 жыл бұрын
Kemiti spray karajiba.
@tukumajhi8629
@tukumajhi8629 2 жыл бұрын
କେତେ ପରିମାଣରେ ଏ କ ଢୋଲ ରେ ଦେବା sir ଟିକେ ବତାଇ ଦେବେ. ନମସ୍କାର ସାର.
@krushisampada
@krushisampada 2 жыл бұрын
10 lit ପାଣିରେ 2kg ବା 1drum ପାଣିରେ 3kg ଦେଶୀ ଗାଈ ସଜ ଗୋବର।
@pankajsahu5258
@pankajsahu5258 2 жыл бұрын
E kar prati kete litara gobar pani
@kamalakantahana7695
@kamalakantahana7695 2 жыл бұрын
Kana acer 2 kg gobar prayog kariba
@niraputel299
@niraputel299 2 жыл бұрын
ହାଇ ବ୍ରିଟ ଧାନ ରୋଇବା 45ଦିନ କେଉଁ କେଉଁ ସାର କେତେ କେତେ ଦେବା ଦରକାର
@krushisampada
@krushisampada 2 жыл бұрын
ଧାନ ରୋଇବାର 45 ଦିନ ରେ ଥୋଡ଼ ଅବସ୍ଥା ଆସିଥାଏ।hybrid ଧାନ ପାଇଁ ଥୋଡ଼ ସାର ହିସାବରେ Urea ଏକର ପ୍ରତି 25kg ଓ potash 10kg ପ୍ରାୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Borax 10.5% lit ପ୍ରତି 2gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@nandakishorehembram7467
@nandakishorehembram7467 2 жыл бұрын
ସାର ଖାଲି ଗୋବର ପାଣିକୁ ସ୍ପ୍ରେ କରିବା ନା ତ‌ହିଁରେ ପାଣି ମିଶାଇବା
@krushisampada
@krushisampada 2 жыл бұрын
10lit ପାଣିରେ 2kg ଗୋବର ଖତ ମିଶାନ୍ତୁ।
@nandakishorehembram7467
@nandakishorehembram7467 2 жыл бұрын
@@krushisampada thanks sir
@ଲକ୍ଷ୍ମୀକାନ୍ତସେଲମା
@ଲକ୍ଷ୍ମୀକାନ୍ତସେଲମା 2 жыл бұрын
ସାର୍ କେଉଁ ପ୍ରଜାତିର ମେଣ୍ଢା ଅଛନ୍ତି କି ଦୁଇଟି ଛୁଆ ଜନ୍ମ ଦେଉଥିବା ଓ କେଉଁଠି ମିଳିବ ଦୟାକରି ଉତ୍ତର ରଖନ୍ତୁ ।🙏🙏
@sankarsabarbvlog493
@sankarsabarbvlog493 2 жыл бұрын
କେତେ ଗୋବର ପାଣିରେ କେତେ normal ପାଣି ମିଶିବ
@krushisampada
@krushisampada 2 жыл бұрын
10lit ପାଣିରେ 2kg ସଜ ଗୋବର ।ଏହାକୁ ଛାଣି ସ୍ପ୍ରେ କରନ୍ତୁ।
@babulikishorgopal100
@babulikishorgopal100 2 жыл бұрын
Planto mycin
@karnapradhan7584
@karnapradhan7584 2 жыл бұрын
1 drum Pani re kete gobara khata Pani pakeiba ku padiba
@BhoiBulu
@BhoiBulu 2 жыл бұрын
Dose kahi neli
@bijayakumarsahu9090
@bijayakumarsahu9090 2 жыл бұрын
Kete parimanara daba 1litre re
@krushisampada
@krushisampada 2 жыл бұрын
10lit ପାଣିରେ 2kg ସଜ ଗୋବର ଗୋଳାଇ ଛାଣି ସ୍ପ୍ରେ କରନ୍ତୁ।
@nirmalkumarmohanta9710
@nirmalkumarmohanta9710 2 жыл бұрын
How to apply Solarpump sir
@pradyumnamund9478
@pradyumnamund9478 2 жыл бұрын
Sir ଆପଣଙ୍କର wats app number debe ki
@batakrushnamandal6787
@batakrushnamandal6787 2 жыл бұрын
Sir mob no tike deontu
@pravakarswain539
@pravakarswain539 2 жыл бұрын
Sir ବର୍ଷାପାଣିରେ ତଳୀ ବୁଡିଜାଇଛି ପାଣିଛାଡ଼ିବା ପରେ କେଉଁ ସାର ପ୍ରୟୋଗ କରିବା ଉଚିତ ଆଉ କେତେଦିନ ପରେ ଧାନ ପୋତିବା ଉଚିତ
@krushisampada
@krushisampada 2 жыл бұрын
ବର୍ଷା ଛାଡିବା ପରେ10decimil ଜମିରେ 4kg urea ,2kg potash ଓ 1kg ଜୈବିକ ସାର ପ୍ରାୟୋଗ କରନ୍ତୁ।ରୋଗ ଲାଗିଲେ Hexaconazole 5% EC lit ପ୍ରତି 1ml ବା NATIVO lit ପ୍ରତି 0.5 gm ହିସାବରେ ସ୍ପ୍ରେ କରନ୍ତୁ।21-25 ଦିନର ତଳି ଲଗାନ୍ତୁ।
@bjnalu6374
@bjnalu6374 2 жыл бұрын
Nice video
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 13 МЛН
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН
Poi-Poi-Poi-Poi-Poi-Poi-Po-Pi!! | Baby Zombie vs Baby Herobrine 😁
00:29
Wait for the last one 🤣🤣 #shorts #minecraft
00:28
Cosmo Guy
Рет қаралды 23 МЛН
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 13 МЛН