ଧନୀଙ୍କ କଟିବ ରାସନ୍ କାର୍ଡ, ୪୮ ଘଣ୍ଟାରେ ଗ୍ୟାସ କନେକସନ୍ ନଦେଲେ ନିଆଯିବ ଆକ୍ସନ। supply Minister Krushna Patra.

  Рет қаралды 96,174

Pratidin TV

Pratidin TV

Күн бұрын

ଧନୀଙ୍କ କଟିବ ରାସନ୍ କାର୍ଡ, ୪୮ ଘଣ୍ଟାରେ ଗ୍ୟାସ କନେକସନ୍ ନଦେଲେ ନିଆଯିବ ଆକ୍ସନ। supply Minister Krushna Patra. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 184
@SonuMaharana-lf8pt
@SonuMaharana-lf8pt 2 ай бұрын
ଏହା ମୋହନ ସରକାରଙ୍କ ବହୁତ୍ ଭଲ ପଦକ୍ଷେପ ।ଦେଖାଯାଉ ଧନୀ ବର୍ଗର ଲୋକଙ୍କୁ କିପରି ଚିହ୍ନଟ କରିବେ? ଦଳର କୁଜି ନେତା ମାନଙ୍କୁ ଧରି ,କିଛି ଲାଞ୍ଚ ଦେଇଦେଲେ ଅଯୋଗ୍ୟ ଭି ଯୋଗ୍ୟ ପାଲଟିଯାନ୍ତି। ଦେଖା ଯାଉ bjp ସରକାରଙ୍କ ଡବଲ ଇଞ୍ଜିନ ସରକାର ରାଜ୍ୟରେ କିପରି ଚୋର ମାନଙ୍କୁ ଧରୁଛି ।
@chandutravels5109
@chandutravels5109 2 ай бұрын
Hmm. Pare jana padibo ni ki kete bhala upadesh bole not bandi buli gala bodhe Gareeb Mae besi kasta pai chanti Dani na re gareeb ku mado
@ଅଭୟ
@ଅଭୟ 2 ай бұрын
କେବେ କଟା ହେବ ଆମ ଗାଁ ରେ ବହୁତ ଧନୀ ଲୋକ ପାଇଛନ୍ତି ଗରିବ ଲୋକ ରାସନ କାର୍ଡ ପାଇଁ ବ୍ଲକ ଅଫିସ୍ ପଞ୍ଚାୟତ ଅଫିସ୍ ଯାଇ ଯାଇ ହଇରାଣ ହେଉଛନ୍ତି ଶୀଘ୍ର ସେ ମାନଙ୍କୁ ରାସନ କାର୍ଡ ଯୋଗାଇ ଦିଅନ୍ତୁ ସାର୍ ଖଳି ଭାଷଣ ବାଜି କଲେ କଣ ହେବ
@upendrakumarmohanty6320
@upendrakumarmohanty6320 2 ай бұрын
ଧନୀ ର ସଂଜ୍ଞ! ନିର୍ଧାରଣ କଣ ମହୋଦୟ କିଛି କହିଲେନି?
@ashokdora3271
@ashokdora3271 2 ай бұрын
ଯେଉଁ ପରିବାର ରେ ସରକାରୀ ଚାକିରୀ କରିଛନ୍ତି କିମ୍ବା pention ଧାରି ଅଛନ୍ତି ସେ ମାନଙ୍କ ଠାରୁ ମଣ୍ଡିରେ ଧାନ କିଣା ନଯାଉ, ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ରେସନ ଦିଆନଯାଉ, ଗ୍ୟାସ ,ପେଟ୍ରୋଲ,ଡିଜେଲ ରେଟ କମାଇବା,electric ୩୦୦ unit free ଆଉ ୩୦୦୦ ଭ ତା ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଦବା ଏ କଥା ରେ ମଧ୍ୟ ଗୁରୁତ୍ଵ ଦୀୟନ୍ତୁ । ଏଥର ତମ ମାନଙ୍କ କଥା, m l a ମାନଙ୍କ ସର୍ବାଧିକ ବୟସ ସୀମା ୬୦ ବର୍ଷ କରାଯାଉ ,ଧନୀ m l a ମାନଙ୍କର pention ବନ୍ଦ କରାଯାଉ, minimum qualification BA ରଖାଯାଉ, ଭୋଟ କରି ଅଯଥା ଖର୍ଚ୍ଚ,ଅଯୋଗ୍ୟ ବ୍ୟକ୍ତି ଶାସନରେ ଦାୟିତ୍ଵ, ଏଥିରୁ ମୁକ୍ତି ପାଇବା ପାଇଁ upsc exam ଦେଇ qualify କରୀ MLA ହୁଅ ।
@prasantakumarbisoyi4231
@prasantakumarbisoyi4231 2 ай бұрын
ଆମ ଗାଁରେ ତ ବହୁତ୍ ଲୋକର ରାସନ୍ କାର୍ଡ କଟିବ ।ଆଉ କାଟିବା ଦରକାର୍ ବି।
@princesspinky3860
@princesspinky3860 2 ай бұрын
Right
@ijf-v7z
@ijf-v7z 2 ай бұрын
ଯେଉଁମାନେ ମଣ୍ଡି ରେ. ଲକ୍ଷ୍ୟ. ଲକ୍ଷ୍ୟ... ଟଙ୍କା ର.ଧାନର ବିକ୍ରି କରୁଛନ୍ତି. ତାଙ୍କର ରାସନ କଟୁ ବାଦ. ପଡିଛନ୍ତି ତାଙ୍କୁ. ଯୋଡ଼ାଯାଉ
@ShibaprasadSwain-ry8ur
@ShibaprasadSwain-ry8ur 2 ай бұрын
ରାସନ୍ କାର୍ଡ ଧାରୀ ଧାନ ମଣ୍ଡି ରେ ଧାନ ନ ଦିୟନ୍ତୁ
@subhransudalai8360
@subhransudalai8360 2 ай бұрын
@@ijf-v7z ଭାଇ ଧାନ ସିନା ଲକ୍ଷ ଲକ୍ଷ ଟଙ୍କା ର ଦେଉଛନ୍ତି ସେଥିରେ ଲାଭାଂଶ କେତେ ସେଇଟା ବି ହିସାବ ହେବା ଦରକାର, ଗୋଟିଏ ଏକର ଜମି ରୁ ଲାଭ ଅତିବେଶୀ ରେ ୮ରୁ ୧୦ ହଜାର ଭିତରେ, ସିଏ କେତେ ଲାଭ ପାଉଥିବ କି? ଯଦି ୧୦ଏକର କରେ ଅତିବେଶୀରେ ଏକ ଲକ୍ଷ, ସେଥିରେ ତା ପରିବାର ଚାଲିପାରିବ ତ? ଲୋକେ ରାସନ ଲୋଭରେ ନୁହେଁ health card ଆଉ ଅନ୍ୟାନ ସୁବିଧା ଆଶାରେ କାର୍ଡ କରୁଛନ୍ତି,govt ଯେଉଁ ଶିଳ୍ପ ମାନଙ୍କୁ ଲକ୍ଷ ଲକ୍ଷ କୋଟି ଛାଡ଼ କରୁଛନ୍ତି ସେସବୁ କଣ ପାଇଁ? ସବୁ ରାଜନୀତି ଭାଇ
@subhransudalai8360
@subhransudalai8360 2 ай бұрын
ଧନୀ ଆଉ କିଏ ଅଛନ୍ତି, ଗଲା ୧୦ବର୍ଷ ର ମୋଦୀ ଶାସନ ରେ ସମସ୍ତେ ତଳିତଳାନ୍ତ ମୋଦୀ ବାହାବା ନଉଛନ୍ତି ୮୦କୋଟି ଲୋକ ରାସନ୍ ପାଉଛନ୍ତି
@hrushikeshbebartta4178
@hrushikeshbebartta4178 2 ай бұрын
ସାର ପେଟ୍ରୋଲ ଡିଜେଲ ରେ ଅପ ମିଶ୍ରଣ ହେଉଛି ପେଟ୍ରୋଲ ରେ କିରୋସିନି ମିଶ୍ରଣ ହେଉଛି ଏବଂ ଡିଜେଲ ରେ ବି କିରୋସିନି ମିଶ୍ରଣ ହେଉଛି
@rakesh_choice_odia
@rakesh_choice_odia 2 ай бұрын
ଆମେ ବହୁତ ଖୁସି କାରଣ ଏମିତି ହେଲେ ତୁମ ସରକାର ର ପତନ ଜଲ୍ଦି ହେବ ଆମେ ଅନେଇକି ବସିଛୁ କାରଣ ତୁମେ ଭାବୁଛ କି ଏଥିରେ କେବଳ ବିଜେଡି ଲୋକ ଅଛନ୍ତି ନାଇଁ ମଁ ବେଜେପି ର ବି ବହୁତ ବଡ ଲୋକିଆ ଅଛନ୍ତି ମଁ ସୁନ୍ଦର ନିଷ୍ପତି 🙏🏼 ତୁରନ୍ତ ରାସନ କାର୍ଡ କାଟ
@mirak2673
@mirak2673 2 ай бұрын
😊ଆରେ ମନ୍ତ୍ରି ମହଦୟ ଯେଉଁ ନେତା ମନ୍ତ୍ରି ଦୁଖି ଗରିଵ ମାନଙ୍କ ଟଙ୍କା ପ୍ଇସା ମାରିଖାଉଛନ୍ତି ତିନି ତାଲା ଵିଲଡିଗ୍ କରୁଛନ୍ତି ତାହା ତମ ଆଖିକୁ ଦେଖା ଯାଉନି କିଏ ଯଦି ମଧ୍ୟଵିତ ପରିଵାର ଯଦି ରାସନ କାଡ ଖଣ୍ଡେ ରଖିଛି ତାହାଲେ ତମେ ଆଇନ କାନୁନ୍ ଦେଖ୍ଉଛ ତମେ ଚୁପା ଆଇନ ଦେଖ୍ଉଛ
@susantanath8775
@susantanath8775 2 ай бұрын
🕉🌹ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦରମା କିଏ ବୃଧ୍ୟି କରିବେ କହିଲେନି, ଏ ବିଷୟରେ ସରକାରଙ୍କୁ ଅବଗତ ଅଛି ତ🌹🙏🙏🙏🙏🙏
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 ай бұрын
ମନ୍ତ୍ରୀ ବହୁତ୍ ମିଛ କହୁଛନ୍ତି
@Aaaarss
@Aaaarss 2 ай бұрын
ତୁମେ ଜଣେ ସତ୍ କୁହା ମେସିନ ବୋଧେ
@subhransudalai8360
@subhransudalai8360 2 ай бұрын
@@BHARATCHANDRASAHOO-mw9oc ବାସ୍ତବତା ନଦେଖି ଖାଲି ଉପରଠାଉରିଆ ଗପ,govt servants pension ପାଇବେ ନାହିଁ, ଥରେ ବିଧାୟକ, ସାଂସଦ ହେଲେ ଜୀବନ ସାରା ପେନସନ, ଈଏ କି କଥା
@KarunakarDhani-eo2sl
@KarunakarDhani-eo2sl 2 ай бұрын
ତଦନ୍ତ କରି ଶିଘ୍ର ଶୀଘ୍ର ଧନୀ ଓ ବଡ଼ ବଡିଆ ଙ୍କ ରାସନ୍ କାର୍ଡ କାଟି ଗରିବ ଦୁଃଖୀ ଙ୍କୁ ଦିଆଯାଉ ।
@joginathpanda8836
@joginathpanda8836 2 ай бұрын
ମାଗଣା ରାସନ୍ ବନ୍ଦ କର
@bidyadhardash2619
@bidyadhardash2619 2 ай бұрын
Magana kie kahaku dauchi deshar Jane nagarika dinaku kete tanka tax deuchi janicha ? Tara kete % return deuchi? 5kg rice/month
@kapilcharanmohanty9673
@kapilcharanmohanty9673 2 ай бұрын
Totally kahaku nuhe ,sethipain market re chaula kilo 40 tanka
@godgift4711
@godgift4711 2 ай бұрын
Goribo poisa ...goribo ku ration throw ru milu chi ..hele bohut kom miluchi..
@pradiptakumarsahu6340
@pradiptakumarsahu6340 2 ай бұрын
Good
@sanjibbehera9702
@sanjibbehera9702 2 ай бұрын
ମୂଲ୍ୟ ଉପରେ କିଛି କହିଲେ ନାହିଁ. କାରଣ ମୂଲ୍ୟର ବୁଝ ଖାଉଟି ବହନ କରୁ ଏହା ସରକାରଙ୍କ ଅଟଳ ନିଷ୍ପତି.
@Janaki___mukhi_97
@Janaki___mukhi_97 2 ай бұрын
ଟିକେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକରେ ତଦନ୍ତ କରାଯାଉ। ବିଶେଷ କରି ଡିଲରମାନଙ୍କ ଉପରେ। ବଞ୍ଚି ଥିବା ଲୋକେ ପାଉନାହାନ୍ତି।ମଲାଲୋକ ଚାଉଳ ପାଉଛି।
@rakesh_choice_odia
@rakesh_choice_odia 2 ай бұрын
ବିଜୟ ମାଲିଆ ଯେଉଁ ପଇସା ସବୁ ନେଇ ପଳେଇଲା କିଏ ଦବ
@chandan7786
@chandan7786 2 ай бұрын
ଯାଜପୁର ରେ କାହିଁକି ଗହମ ମିଳୁନାହିଁ,,,ବବି ଦାସ କେତେ କମିସନ ନେଇଛନ୍ତି ଆର୍ଷୀବାଦ ଅଟା କମ୍ପାନୀଠାରୁ
@surjittripathy7536
@surjittripathy7536 2 ай бұрын
କେବେ କଟହେବ, ସ୍ୱାମୀ, ସ୍ତ୍ରୀ ୨ ଜଣ ଯାକ ପେନସନ ର ଦୁଇ ଦୁଇଟା କାର ସେମାନେ ପାଉଛନ୍ତି ରେସନ, ଜୋତିପୁର, chmpua
@allodia2735
@allodia2735 2 ай бұрын
ଜେଉ ମାନେ ଧନି ଲୋକ ସେ ଲୋକଙ୍କ ପାଖେ ଚାରି ଚକିଆ ଗାଡି ଅଛେ ୩୫ କେଜି ବାଲା ରାସନ୍ କାର୍ଡ ରହିଚେ ଜିଏ ଅତି ଗରି ଲୋକ ରାସନ୍ କାର୍ଡ଼ ଟିଏ ପାଇଁ ପାରୁନାହଁ
@DukhiniNath
@DukhiniNath 2 ай бұрын
ଭଲ ହେବ
@madhusmitadhir6913
@madhusmitadhir6913 2 ай бұрын
ଧାନ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି, govt. ରୁ pension ପାଉଛନ୍ତି, ଚାରିଚକିଆ ଗାଡି ଚଢୁଛନ୍ତି ସେମାନେ ration card ଉପଭୋକ୍ତା ଅଟନ୍ତି....
@sarojmohanty1617
@sarojmohanty1617 2 ай бұрын
Balangir ku asantu dakhibe 2 mahala ghara, Ghare AC lagichi. 2 ru 3 ta bike. Tathapi ration card dhari.
@sanjaypradhan841
@sanjaypradhan841 2 ай бұрын
କିଛି ରାସନ୍ କାର୍ଡ ହିତାଧିକାରୀ ନିଜ ଜମିର ଧାନ ମଣ୍ଡିରେ ବିକ୍ରି କରୁଛନ୍ତି । ପ୍ରଥମେ ସେମାନଙ୍କ ରାସନ୍ କାର୍ଡ କଟା ଯାଉ
@techideawithhimansu5232
@techideawithhimansu5232 2 ай бұрын
ଗପ ପ୍ରବଳ କାମ ଦ୍ରୁବଳ
@pramodsahu4459
@pramodsahu4459 2 ай бұрын
ଆଗାମୀ ଦିନ ରେ କଂଗ୍ରେସ
@chandan7786
@chandan7786 2 ай бұрын
ମୁଣ୍ଡ ପିଛା ରାସନ ଦେଇ ସରକାର ଜନସଂଖ୍ୟା ବ୍ରୁଦ୍ଧୀ କୁ ପ୍ରଶ୍ଚାହନ ଦେଉ ନାହାନ୍ତି ତ ???
@DillipBhoi-mu1dk
@DillipBhoi-mu1dk 2 ай бұрын
ଧନୀ ଲୋକଙ୍କ ଶ୍ରେଣୀ ବିଭାଗ କରି ରାସନ କାର୍ଡ ଉଛେଦ କରାଯାଉ ମହାୟଶୟ
@NareshMahanta-gq9pw
@NareshMahanta-gq9pw 2 ай бұрын
Bahut badhiya padakhep
@jagabandhugiri6980
@jagabandhugiri6980 2 ай бұрын
Good evening sir odisha Jay Jagannath 🙏🙏🙏🙏 Happy New year 2024
@parvakarnayak645
@parvakarnayak645 2 ай бұрын
Good dicisan new sarkar continue chaking
@manojdas7825
@manojdas7825 2 ай бұрын
Good decision
@anandabehera2025
@anandabehera2025 2 ай бұрын
ସାର୍ ମୁଁ 6/7 ବର୍ଷ ହେଲାଣି ଉଜ୍ଜଳା ଗ୍ୟାସ ଫର୍ମ 4/5 ଥର ଆପ୍ଳାଇ କଲିଣି ,ବହୁତ ଥର ଡିଲର ଅଫିସ କୁ ଦଉଡ଼ି ଲି କିନ୍ତୁ ମୋର ଏ ପର୍ଯନ୍ତ ଉଜ୍ଜଳା ଗ୍ୟାସ କନେକ୍ସନ ପାଇନାହିଁ। ମୁଁ କଣକଲେ ଗ୍ୟାସ କନେକ୍ସନ ପାଇବି ।
@vande3063
@vande3063 2 ай бұрын
Right
@dasharathi2271
@dasharathi2271 2 ай бұрын
Minister Mahasaya,bhasana marani, kama kari dekhaa
@subashpuhan
@subashpuhan 2 ай бұрын
୪ଚକିଆ ଗାଡି ଥିବା ଲୋକଙ୍କର କଟିବ?
@dillippradhan3536
@dillippradhan3536 2 ай бұрын
Very good
@SantoshMahanandia-f1d
@SantoshMahanandia-f1d 2 ай бұрын
Sir mu boudh ru kahuchi bjd neta sabu jagare dhani but ration card gariba ku dia Jai nai jenmane sarkar ke dhan biku Chan semane antadaya card sarpanch manki tanka dei Kari anichan jenu chaula pauchan sene biki dauchan Paisa dhari gharke auchan etar prakruta tadant kara jau
@santoshswain3113
@santoshswain3113 2 ай бұрын
U are great minister
@SJCreationsodisha2019
@SJCreationsodisha2019 2 ай бұрын
Bahut bola heba sir
@simanchalpanda331
@simanchalpanda331 2 ай бұрын
It is a good decision.Rasan Card is a provision only for the poor people
@harikrushnapradhan4667
@harikrushnapradhan4667 2 ай бұрын
Ok
@jagabandhugiri6980
@jagabandhugiri6980 2 ай бұрын
Jay Hind India 🇮🇳🙏🙏🙏🙏 Happy New year 2024
@JpPrakash-k4n
@JpPrakash-k4n 2 ай бұрын
Pertol kemiti kamiba se bisayare alochana kalani kain
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 ай бұрын
ବହୁତ ଧନୀ ଲୋକ ରେଶନ କାର୍ଡ ପାଇଛନ୍ତି ବହୁତ୍ BJP ଲୋକ ରେଶନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ।ମନ୍ତ୍ରୀ କୁହୁଡ ପହିଛନ୍ତି , ମନ୍ତ୍ରୀ ଚକର କଥାରେ ମିଛ କହୁଛନ୍ତି ।Bjd ଲୋକମାନେ ଧନୀ ହେଲେ ମଧ୍ୟ ଚାଉଳ ପାଉଛନ୍ତି ।
@PralayDalabehera
@PralayDalabehera 2 ай бұрын
ବିଜେଡି ଲୋକ ଙ୍କୁ ତମ ବାପା ଦଉ ଥିବେ ।
@indradumnadehuri7428
@indradumnadehuri7428 2 ай бұрын
ek number heba
@jagabandhugiri6980
@jagabandhugiri6980 2 ай бұрын
Jay Hind Modi Jay Hind 🇮🇳🇮🇳🙏🙏 Happy New year 2024
@jagabandhugiri6980
@jagabandhugiri6980 2 ай бұрын
Jay Hind 🙏🙏🙏🙏😅
@harprasadsenapati3945
@harprasadsenapati3945 2 ай бұрын
Bharat re samaste gariba
@apartimoharana2763
@apartimoharana2763 2 ай бұрын
ଆପଣ ପାରିବେ ନାହିଁ. ଆପଣ ରିମୋର୍ଟରେ ପରିଚାଳିତ ହେବେ. ପୁଅ ପୌରାଞ୍ଚଳ ସଦସ୍ୟ ଥାଇ ବାପ ପାଉଛି ଆନ୍ତର୍ଦୟ ଚାଉଳ. ଯାହାର କିଛି ନାହିଁ ସେ ପାଉଛି ମାତ୍ର ପାଞ୍ଚ କିଲୋ. ଭୋଟ ପାଇଁ ନାଟ
@ayush1725
@ayush1725 2 ай бұрын
Au ebe ta double engine sarkar heigala..au cng gas connection ta kebe ade deba boli bhabicha?? Na petrol diesel price badhijiba ru tama engine au chaluni😂
@godgift4711
@godgift4711 2 ай бұрын
Koraput narayanpatna re bhi bohut building thiba ghro loko ro ration card ochi..
@sinitidash2979
@sinitidash2979 2 ай бұрын
Right 👍 answer deichanti sir . Nishita padakhyap neba darkar Odisha state re BJP sarkar .
@raghumaninayak9593
@raghumaninayak9593 2 ай бұрын
କାର ରଖିଥିବା ଲୋକ ବି ରାସନ ଚାଉଳ ପାଉଛନ୍ତି ଚମ୍ପୁଆ ଜିପି ବଡନଇ
@lalitasahu6879
@lalitasahu6879 2 ай бұрын
100ପାକିଟ୍ ରୁଅଧିକଧାନ ବିକୁଥିଳେ କଟିଵକିରାସନ
@sarojgamer7234
@sarojgamer7234 2 ай бұрын
ଓଡ଼ିଶାରେ ଗହମ କରିବା କଣ ଠିକ୍ ?
@sriraoandprusty8291
@sriraoandprusty8291 2 ай бұрын
First disconnect Farmers card second who use personal car and one to above house in one family
@MrBimal143
@MrBimal143 2 ай бұрын
middle class loko kichhi subidha Pai parunahanti
@vande3063
@vande3063 2 ай бұрын
Jami bari dekhi ration card koriba darkar...
@DillipBhoi-mu1dk
@DillipBhoi-mu1dk 2 ай бұрын
ଜଣେ ଲୋକର ନାମରେ କେତେ ଜମି ଥିଲେ ସେ ରାସନ କାର୍ଡ ପାଇବାକୁ ଯୋଗ୍ୟ?
@pravakarpradhan1571
@pravakarpradhan1571 2 ай бұрын
ମାଗଣା ଇଲେକ୍ଟ୍ରି କେବେ ମିଳିବ
@lalitasahu6879
@lalitasahu6879 2 ай бұрын
🎉
@AmiyaSc
@AmiyaSc 2 ай бұрын
ଆଗ ଆ ଘରେ ଦେଖ କେତେ କୁଇଣ୍ଟାଲ ଚାଉଳ ବାହାରୁଛି।ଶଳା ପୁରା ଗପ କହୁଛି।
@nibeditadhamudia6737
@nibeditadhamudia6737 2 ай бұрын
Pura name list dekhao
@debendrakumarbadhai5193
@debendrakumarbadhai5193 2 ай бұрын
Bpl card review heu, Who is bpl,fist clarify according to rule maintain this.
@food73991
@food73991 2 ай бұрын
Ready
@nabaghananaik7953
@nabaghananaik7953 2 ай бұрын
Nai nai se bhul kara nai
@raspatinayak
@raspatinayak 2 ай бұрын
Glass ra rate kybay kom habo
@HariharaGomango-ck6cq
@HariharaGomango-ck6cq 2 ай бұрын
Vote purbaru ehi katha kahilani
@JagannathPradhan-mu7ef
@JagannathPradhan-mu7ef 2 ай бұрын
Ebe jou Mane kahu chhanti puri aau balangir aasa haire bb kouthi thila 😮😮😮😮😮😮
@darpaharibhuyan8109
@darpaharibhuyan8109 2 ай бұрын
Kampaisare kemiti paibe bujhantu
@baraladurgaprasadrao2871
@baraladurgaprasadrao2871 2 ай бұрын
Patrol & Diesel price uper kn khota hela kuhantu Sir.
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 ай бұрын
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥାର , କୁରୁମ୍ତଟପ ଗ୍ରାମ ପଞ୍ଚାୟର ତଦନ୍ତ କରନ୍ତୁ ମାଳ ଲୋକ ଙ୍କ ଚାଉଳକୁ ଦିଲାର୍ ଖାଇଛି ।ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ zero ।kurumatapa G,P ପ୍ରାୟ 3 ମାସ ଦିଲ ଚାଉଳ ଖାଇଥିଲେ ମଧ୍ୟ ପ୍ରାୟ 25ଲକ୍ଷଟଙ୍କ ଆଜି ପର୍ଯ୍ୟତ ଗରିବ ଜନସାଧାରଣ ପାଇ ପ୍ରିଲେ ନାହିଁ ।ମନ୍ତ୍ରୀ ଏହା ଉପରେ ତଦନ୍ତ କରିବେକି ।
@mukundaparida3252
@mukundaparida3252 2 ай бұрын
Tahasil ru janch hele jana padiba kete jaga achi
@manojswain5620
@manojswain5620 2 ай бұрын
Diesel petrol re GST lagu kara . Au pabana chasa karani hela 😂😂😂😂
@subadgiri9846
@subadgiri9846 2 ай бұрын
Petrol tanki re water subidha nahiki hawa deunahanti
@avijitpatra5883
@avijitpatra5883 2 ай бұрын
Petrol pump re Toilet ra subidha kie dekhiba
@kedarmohanty6383
@kedarmohanty6383 2 ай бұрын
ମାଡ଼ି ଚାଲ 😂😂🎉
@mihirkumarbarik6867
@mihirkumarbarik6867 2 ай бұрын
Sir. Ration card. Katiba jami uttchhed. Kariba sabu rate badheila jhintika mari bani posila bhali jio rate badhei ambani 5 thausand. Koti kharcha kala. Lokanka paisa re gariba banchiba kemiti jabab diantu odiya ashmita. Taha double engine sarkar
@KumarBapi-lx3zu
@KumarBapi-lx3zu 2 ай бұрын
Gas .Electric bil .Rasan .pariba .kabhe Rate Kam hiba
@jaykrushna6166
@jaykrushna6166 2 ай бұрын
Jia rice paiba, se Kalia ki pm kisan paisa paiba thik nuhe. Kotha, vehicle, business, service sabu thik vabe inquire heu. 1 village re 4/5 maximum jogya.
@ashoknanda1170
@ashoknanda1170 2 ай бұрын
Dhani Lakan ka ku Card Issue Kari thiba Officer nka Upper Action nia Jau
@chhayakantaparida7979
@chhayakantaparida7979 2 ай бұрын
Nua kebe haba Kuhantu mora nahin
@nibeditadhamudia6737
@nibeditadhamudia6737 2 ай бұрын
Na hele ame beleive Kariba kemiti 15 lakha loka free rasan neuthile
@abcreationall2990
@abcreationall2990 2 ай бұрын
Sir dam kam
@sarojkumarmanasingh6052
@sarojkumarmanasingh6052 2 ай бұрын
Au price kahilani ta Price kebe kamib petrol diesel gas Loka vakua au nai
@HarapriyaJena-n7p
@HarapriyaJena-n7p 2 ай бұрын
Ahimitikahi5brsajiba.behiaasarRakara.odishRe.bjp.
@Jogender875
@Jogender875 2 ай бұрын
Kebe keche haine sir
@haramohansatapathy4174
@haramohansatapathy4174 2 ай бұрын
GST hata bada katakuhana.Gariba luha bohutiba
@KrutibasBhatra-x2y
@KrutibasBhatra-x2y 2 ай бұрын
Danilaka bato dei jituchi amesinagaribo
@ManojMohanty-e8o
@ManojMohanty-e8o 2 ай бұрын
300 unit bijuli chada katha kan hela
@som-z7f
@som-z7f 2 ай бұрын
Khali ta dhani gariba 😂 chalu
@bapujibapujigochhayat2099
@bapujibapujigochhayat2099 2 ай бұрын
Sir Bhadrak tihidi kolha GP bharati gochhayat ration cut what for
@hembramkipra87
@hembramkipra87 2 ай бұрын
only for bjp govt. 5 years. next Cong.
@HaricharanSingh-w2x
@HaricharanSingh-w2x 2 ай бұрын
Ba,,,,,, kataheba
@pradhan4704
@pradhan4704 2 ай бұрын
140 koti abadi re 80 koti gariba achhanti.modi sarkar ra agla plan 2024 me aur 5.koti garib banayenge..total 85 koti..to ration kahar katiba..
@kcbtech7045
@kcbtech7045 2 ай бұрын
25ru15
@SubodhaMishra-li9jl
@SubodhaMishra-li9jl 2 ай бұрын
Sabu adea
@purusottamnayak7029
@purusottamnayak7029 2 ай бұрын
Neta katha adhik , kaam kam
哈哈大家为了进去也是想尽办法!#火影忍者 #佐助 #家庭
00:33
火影忍者一家
Рет қаралды 117 МЛН
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 66 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 27 МЛН
Good teacher wows kids with practical examples #shorts
00:32
I migliori trucchetti di Fabiosa
Рет қаралды 11 МЛН
Who Are Eligible To Receive PM-Kisan Money?
7:11
Kanak News
Рет қаралды 980 М.
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,9 МЛН
哈哈大家为了进去也是想尽办法!#火影忍者 #佐助 #家庭
00:33
火影忍者一家
Рет қаралды 117 МЛН