Potato Politics | ମମତାଙ୍କୁ ପାନେ ଦେଲେ ମୋହନ ସରକାର | ବ୍ଲାକମେଲିଂରୁ ବାର୍ଗେନିଂକୁ ଓହ୍ଲାଇଲା ପଶ୍ଚିମବଙ୍ଗ

  Рет қаралды 1,739,856

Prameya News7

Prameya News7

Күн бұрын

West Bengal descended from blackmailing to bargaining of potato exports. | ବ୍ଲାକମେଲିଂରୁ ବାର୍ଗେନିଂକୁ ଓହ୍ଲାଇଲା ପଶ୍ଚିମବଙ୍ଗ
#westbengal #odisha #potato_exports #vegetable_marketing #mamata_banerjee #mohanmajhi #potato_politics #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Пікірлер: 3 000
@akashkumarsahu7852
@akashkumarsahu7852 Ай бұрын
ବହୁତ୍ ଖୁସି ଲାଗିଲା ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମଝୀ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି 🫡🫡🫡
@justenjoy1206
@justenjoy1206 Ай бұрын
😃😃😃 vasline deidelaa mohan sarkaar 😃😃😃😃💪💪💪bjp
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍👍
@pabanbehera3130
@pabanbehera3130 Ай бұрын
Balo mohon majhi
@jitendranaik9979
@jitendranaik9979 Ай бұрын
Alu decision alu sarkar subsidy dei rate kom korantu
@jolimurmu6601
@jolimurmu6601 27 күн бұрын
👌👌👌👌👌👌
@bijayaojha6596
@bijayaojha6596 Ай бұрын
ବହୁତ ସୁନ୍ଦର ପଦକ୍ଷେପ, ଏବେ ଓଡିଶା ରାସ୍ତା ଦେଇ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ,ମାଛ ଇତ୍ୟାଦି ଗାଡି ମାନଙ୍କ ଠାରୁ ଶହେ ଗୁଣା ଅଧିକ ଟିକସ ଆଦାୟ କରାଯାଉ ।ତାହେଲେ ଯାଇ ମମତାବାନୁର ଗର୍ବ ଭାଙ୍ଗିବ ।
@bijaykumarmahanta5691
@bijaykumarmahanta5691 Ай бұрын
Bangali ro bahuth garbo
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍
@kishorechandrarana6608
@kishorechandrarana6608 Ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋହନ୍ ସାର୍
@pareshnayak1986PDBTMNP
@pareshnayak1986PDBTMNP Ай бұрын
ବହୁତ ଭଲ ହୋଇଛି ଆମ ମୋହନ ସରକାର ଜିନ୍ଦାବାଦ
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍
@GCAVENUETENANTSASSOCIATION
@GCAVENUETENANTSASSOCIATION Ай бұрын
ନବୀନ ସମୟରେ ଆଳୁ ରେଟ ୨୦ ଟଙ୍କା ଏବେ ମୋହନ ମାଝୀ ସରକାର ସମୟରେ ଆଳୁ ୫୦ ଟଙ୍କା... ବହୁତ୍ ଖୁସି ଲାଗିଲା, ଆମ ମୋହନ ସରକାର ଜିନ୍ଦାବାଦ । 🤣🤣🤣
@sudhirakumarbisoyi2011
@sudhirakumarbisoyi2011 Ай бұрын
ଯେଶା କୁ ତେସା ଆପଣାଇ ବହୁତ୍ ବଢିଆ decision mohan sarkar
@KILLD768
@KILLD768 Ай бұрын
ବନ୍ଦେ ଉତ୍କଳଜନନୀ ବନ୍ଦେ ମାତରଂ ବଙ୍ଗାଳ ଆଳୁ ଓଡ଼ିଶା ବଜାରକୁ ନ ଆସୁ ମହଙ୍ଗା ହେଉ ପଛେ ଉତ୍ତର ପ୍ରଦେଶର ଆଳୁ ହିଁ ଆମେ ଖାଇବା।
@subhrajitpanigrahi1551
@subhrajitpanigrahi1551 Ай бұрын
ଆହୁରି ମଜା ଆସନ୍ତା ଯଦି ଆମ ଓଡ଼ିଶାରେ ଆଳୁ ଚାଷ ହୁଅନ୍ତା ଆଉ ଆସୁଥିବା ସବୁ ଜିନିଷ ଆମ ରାଜ୍ୟ ରେ ପ୍ରସ୍ତୁତ ହୁଅନ୍ତା
@user-iw9od4gu2z
@user-iw9od4gu2z Ай бұрын
ସବୁ ସ୍ୱାର୍ଥପର ଓ ପର ଆଶା
@Allroundershorts523
@Allroundershorts523 Ай бұрын
Sata kariparibani sir aku taku vika magi banchiba pacha nija kasta karibani .koraput ra alu chasahua so sathikara chasi mananku kichi subidha deajayu🙏🙏🙏🙏
@user-rt7ic2xi5b
@user-rt7ic2xi5b Ай бұрын
At first 270 core cashback from BJD Leadership that made corrupt Alu Mission to Odisha Treasury
@ashissethy3936
@ashissethy3936 Ай бұрын
Ata media kahiba nahii
@Ranjan.628
@Ranjan.628 Ай бұрын
Aloo mission fail hoichi 😂😂😂😂
@rakeshdash4730
@rakeshdash4730 Ай бұрын
ବଢିଆ ପଦକ୍ଷେପ। ମୋହନ ସରକାରଙ୍କ ଦ୍ଵାରା ସଠିକ ପଦକ୍ଷେପ।
@AKBadhyatmik9956
@AKBadhyatmik9956 Ай бұрын
ଭାଇ ଭଉଣୀ ଙ୍କ ଡ୍ରାମା ଶେଷ 😄
@KrishnaJena-xx8up
@KrishnaJena-xx8up Ай бұрын
Alu ra rate kamila ki
@vivekparida9221
@vivekparida9221 Ай бұрын
Comment karuthiba loka Tama adde kete aluu 😂 Sabu athii drama
@_mr___rajput
@_mr___rajput Ай бұрын
​@@KrishnaJena-xx8upchasa kale kamiba
@jashobantanpanda3127
@jashobantanpanda3127 Ай бұрын
​@@vivekparida922130 tanka
@pradeepkumarpradhan6454
@pradeepkumarpradhan6454 Ай бұрын
AIIMS Hospital ରୁ ମଧ୍ୟ ବାନ୍ କରାଯାଉ ବଙ୍ଗାଳୀ ମାନଙ୍କୁ, ଆମ ଓଡ଼ିଆ ଲୋକ ମାନଙ୍କୁ ଚିକିତ୍ସା ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଏ ଶଳା ବଙ୍ଗାଳୀ ଙ୍କ ପାଇଁ ।
@tariniprasad3822
@tariniprasad3822 Ай бұрын
Thik katha Vai
@banamalisubudhi9716
@banamalisubudhi9716 Ай бұрын
Bahut badhia bhai... Eita haba darkaar ..
@sujatapatra8472
@sujatapatra8472 Ай бұрын
Mun bi ekamata…Bengali mane bahut harkat karuchhanti
@anuppatra1707
@anuppatra1707 Ай бұрын
Bhai eeita India vs Pak nuhe, its a internal matter. Emiti state differences rahile sabu affect padiba. Coastal Odisha cities like Balasore, Bhadrak, Bhubaneswar, Cuttack etc Kolkata upare dependent aachanti trade pai. Bengal Odisha re bahut kichi trade chale, sabu baand kariba ku padiba tama hisab re gale.
@debashisjena2004
@debashisjena2004 Ай бұрын
Khali AIIMS nuha...Odisha ra sabu hospital re bangali mananku chikitsa mana kara jibaa darkar
@thirdeye9492
@thirdeye9492 Ай бұрын
... ସୂତୀ ଶାଢ଼ୀ ହାୱାଇ ଚପଲ... ଏଥର ଦେଖ ମାଝୀ ର କମାଲ....ମମତାଜ଼ ବେଗମ .. ଖେଲ ଖତମ 😄😄😂
@KrishnaJena-xx8up
@KrishnaJena-xx8up Ай бұрын
Alu rate kamila ki, alu ra Quality dekhicha
@manojkumarsingh6285
@manojkumarsingh6285 Ай бұрын
Bandona aau
@Funnytrainvideos-u1g
@Funnytrainvideos-u1g Ай бұрын
Sala UP quality is far better than WB ,don't show nabin priti
@ganjidilu7427
@ganjidilu7427 Ай бұрын
Thik kohile sir hrudayaru dhanyabad❤❤❤❤
@chintamanisahoo3056
@chintamanisahoo3056 Ай бұрын
​@@KrishnaJena-xx8up alu quality re gandire puareiba...alu rate 15 tanka achi....sala tame bjd ra amt chati chati acha j kia kale tame sahiparuna...tu alu khani ...
@pradeeppattnayak.1894
@pradeeppattnayak.1894 Ай бұрын
ବହୁତ ବଢିଆ ପଦକ୍ଷେପ।ମୋହନ ସରକାରଙ୍କ ଏହା ସଠିକ୍ ପଦକ୍ଷେପ।ଓଡିଶାବାସୀଙ୍କ ତରଫରୁ ଆନ୍ତରିକ ଧନ୍ଯବାଦ ।ଓଡିଶାରେ ଆଳୁଚାଷ ଉପରେ ପ୍ରାଧାନ୍ଯ ଦିଆଯାଉ।
@balaramsethi9484
@balaramsethi9484 Ай бұрын
ଆଳୁ ଛାଡି electric bill 300unit ଛାଡ କେବେ ହେବ
@Kharvela.-
@Kharvela.- Ай бұрын
​@@balaramsethi9484ଯଦି ବିଲ ନଦେଇ ପାରୁଛୁ ନେ ନା।
@bhabanishankarpati466
@bhabanishankarpati466 Ай бұрын
Wait kara..Bjp government sabu problem ra solutions karideba
@jayantakumarmohanty9050
@jayantakumarmohanty9050 Ай бұрын
​@@balaramsethi9484କୁଣ୍ଡିଆ ଔଷଧ ଆଗେ ଲଗାଅ....
@prabinkumar8877
@prabinkumar8877 Ай бұрын
Bedha ku thik heichi belebele ta gandi galu khauchi
@LalatenduSwain
@LalatenduSwain Ай бұрын
ଆମ ଚାଷୀ ଭାଇ ମାନଙ୍କୁ ସରକାର ସହଯୋଗ କଲେ ସେମାନେ ଆଳୁ ଚାଷ ଭଲରେ କରିପାରିବେ , ଆମେ ନିଜେ କରିବା ଟା ଠିକ୍ ହେବ ।
@omsrisainamoh2603
@omsrisainamoh2603 Ай бұрын
ନିଛିନ୍ତ ଭଲ ହଇଛି ମୋହନ sir 🙏🏻🙏🏻🌹🌹🌹କୋଟି କୋଟି ନସ୍କାର 🙏🏻🙏🏻🌹
@basudevswain6766
@basudevswain6766 Ай бұрын
ବହୁତ ବଢିଆ ପଦକ୍ଷପ ନେଇଛନ୍ତି ମୋହନ ସରକାର 🙏🏻🙏🏻🙏🏻
@kirankumar1973
@kirankumar1973 Ай бұрын
Worst sarkar
@kirankumar1973
@kirankumar1973 Ай бұрын
Bjd pakhe ye Bala saha saman
@subratksethi001
@subratksethi001 Ай бұрын
@mkjitendra4784
@mkjitendra4784 Ай бұрын
ଗେଣ୍ଡାଳିଆଙ୍କୁ ଏ କଥା ହଜମ ହବନି 🤣 , ସେମାନେ ସେହି ନବୀନ ଚିଠି ପାଖରେ ରହି ଗଲେ 😁
@puhanprachik5156
@puhanprachik5156 Ай бұрын
😂😂
@lio_shaan
@lio_shaan Ай бұрын
Kire to fhn ru Kan balance sari jaithila tu chiti lekhuchu
@RakeshSahoo-x2s
@RakeshSahoo-x2s 23 күн бұрын
Bala uipadiba odia
@prafullakumarbehera7774
@prafullakumarbehera7774 Ай бұрын
ବହୁତ ସୁନ୍ଦର ପଦକ୍ଷେପ, ଏହାପରେ ଓଡ଼ିଆରେ କିପରି ଆଳୁ ଅଧିକ ଉତ୍ପାଦନ ହେବ ଓ ତାର ସଂରକ୍ଷଣ ବ୍ୟବସ୍ଥା ସହିତ ଚାଷିମାନଙ୍କ ଉନ୍ନତି ନିମନ୍ତେ ସିତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନେବା ସରକାରଙ୍କର ପ୍ରଥମ କାମ
@kanhahomedecorating6602
@kanhahomedecorating6602 Ай бұрын
ମମତା ବେଧେ ତୁ ଯେଉଁ ହୀନ ମାନସିକତା ରାଜନୀତି କରୁଚୁ ସେ ପାଣ୍ଡିଆନ ବୋଲରେ ତୁ ଯେଉଁ ଦିନ ଓ଼ଡିଶା ଆସିବୁ ସେଇଦିନ ଓଡିଶା ବାସି ତୋ ଗଲୁ ମାରିବେ
@satyabijay8226
@satyabijay8226 Ай бұрын
Thanks bro correct
@papupattnaik803
@papupattnaik803 Ай бұрын
Bhai ki gali dela ma mana khusi hei gala.a mg ghodagehi didi hela sadhe khaniki
@sudhiradash8114
@sudhiradash8114 Ай бұрын
Power of Odisha 👍
@hkdasssh8268
@hkdasssh8268 Ай бұрын
ସ୍ବାଭିମାନୀ ଓଡ଼ିଆଙ୍କୁ ଆଳୁଚାଷ କରିବା ପାଇଁ ପ୍ରେରିତ କରାଯାଉ
@ashokkumardas6003
@ashokkumardas6003 Ай бұрын
Right
@shaitansingh9698
@shaitansingh9698 Ай бұрын
Kebala Alu nai, pura irrigation department ku strong karajau❤
@gazal2603
@gazal2603 Ай бұрын
But soil is not suitable for potato farming
@anantasamal5654
@anantasamal5654 Ай бұрын
❤❤❤❤❤ekdam❤right❤bhai❤❤❤❤❤❤❤❤❤❤❤❤❤❤❤❤❤❤❤❤
@PravatSahoo-ch3pc
@PravatSahoo-ch3pc Ай бұрын
24 barsare navee babu zadi sabu block re col stor hoie thanta ama odisa chasi sabu upa kruta hoi thante alu kila Rs.10 odisa re thanta
@rabinarayanpal9741
@rabinarayanpal9741 Ай бұрын
ଉତ୍ତର ପ୍ରଦେଶ ଆଳୁ ଭଲ କ୍ୱାଲିଟି ଏବଂ ଓଡିଶା ପାଇଁ ସବୁ ସମସ୍ୟାର ସମାଧାନ 👍👍👍
@lokanathtanty-us2oj
@lokanathtanty-us2oj Ай бұрын
Kintu alu kilo 20 vitare rahiba darkar, jemiti garibo loka te afford kari paruthiba darkar, kintu alu kg 30 hei gale gariba loka toh chaado, gote middle class family v alu kiniba agaru chinta kariba
@gadgetwala6358
@gadgetwala6358 Ай бұрын
Kn kbe Nabin Babu nka time re alu rate badhini na kn but hn sabu kichhi dhire dhire haba abe abe ta new govt banila kichhi dina time deba jaruri@@lokanathtanty-us2oj
@nareshpanda4485
@nareshpanda4485 Ай бұрын
ଓଡିଶା ରେ ଯଦି ପର୍ଯ୍ୟପ୍ତ ପରିମାଣରେ ଶୀତଳ ଭଣ୍ଡାର ତିଆରି ହେବ ଆଉ ଚାଷୀ ଙ୍କୁ ଆଉ ଚାଷ କୁ ସରକାର ସବୁ ପ୍ରକାର ସାହାଯ୍ୟ ଦେବେ ଆଳୁ ବର୍ଷ ସାରା 15ରୁ 20ଭିତରେ ରହିବ
@arabindasahoo4600
@arabindasahoo4600 Ай бұрын
Transport charges ଅଧିକ ହେବ, ଏବେ ଆଳୁ ର ମୂଲ୍ୟ କେମିତି ସେହି ସାମନ ରହିବ???
@pranabeshbhanja1533
@pranabeshbhanja1533 Ай бұрын
Bhai alu gote emiti pariba jouta kii 100/- hele bii loka kinibey .... Katha hela je gariba loka purna ru 1kg kinuthile ebe 1/2 kg re kama chalaeibey​@@lokanathtanty-us2oj
@dayasagarsahu6360
@dayasagarsahu6360 Ай бұрын
ବହୁତ ଭଲ ହେଇଛି । ଓଡ଼ିଶାରେ ଆଳୁ ଓ ପିଆଜ ଚାଷ ହେଉ ।
@kamalakantadas6050
@kamalakantadas6050 Ай бұрын
ଉତ୍ତର ପ୍ରଦେଶ ଆଳୁ ବେଙ୍ଗଲ ଆଳୁ ଠାରୁ ବହୁତ୍ ଭଲ କ୍ୱାଲିଟୀ ର । ବର୍ତ୍ତମାନ ବେଙ୍ଗଲ ଆଳୁ ବନ୍ଦ ହେବ । ବର୍ତ୍ତମାନ ନୂତନ ସରକାର୍ ଦୃଢ଼ ନିଷ୍ପତ୍ତି ନେଉଛି ।ଧନ୍ୟବାଦ୍ ।
@arabindasahoo4600
@arabindasahoo4600 Ай бұрын
Transport charges ଅଧିକ ହେବ, ଏବେ ଆଳୁ ର ମୂଲ୍ୟ କେମିତି ସେହି ସାମନ ରହିବ???
@sabitendudasvlogs1398
@sabitendudasvlogs1398 Ай бұрын
Ki chutiya katha kahiki sala aloo re b bhala kharab bachilu
@abinashsahu8694
@abinashsahu8694 Ай бұрын
Adhika b heipare jadi up ru asiba
@kamalakantadas6050
@kamalakantadas6050 Ай бұрын
@@arabindasahoo4600 ବେଙ୍ଗଲ ର ଏକଚାଟିଆ କାରବାର ବନ୍ଦ ହେଲେ ଦର ସ୍ଥିର ରହିବ ।
@BadalkumarlenkaBadal
@BadalkumarlenkaBadal Ай бұрын
Hou bada bhai tuma ghara ra maanki pachara up ra aalu vala na kolkata alu bhala. Rajniti pain nijara gas aau test comramice karni re koita sata seta maaan aau kou rajniti party ku support karni. Bhagaban tumara mangala karantu. Jai jagannath odisha tola kou njd ki BJP ki cong party tola nuha aame freedom toka . ❤ Tu sala koi party toka heithibu magia
@NilaNiladas-lu4sq
@NilaNiladas-lu4sq Ай бұрын
ବଙ୍ଗାଳୀ ଠୀକା ଧାର୍ ଙ୍କୁ ବେନ୍ କରାଯାଉ ଓଡ଼ିଶା ଦିନ ମଜୀରିଆଙ୍କୁ କାମ ମେଳିବ
@babaisalok1
@babaisalok1 Ай бұрын
କାମ କଣ ଏବେ ମିଳୁନି ? ସବୁ ଶଳା କର୍ମ ଖୋଡିଆ ଗୁଡାକ
@babaisalok1
@babaisalok1 Ай бұрын
ସବୁ ମାଗଣାଖିଆ ଘରେ ପାଉଚ ମାରି ଶୋଇଲେ କାମ କୁଆଡୁ ମିଳିବ
@chittaranjanmajhi6738
@chittaranjanmajhi6738 Ай бұрын
Pouch premi 😂😂
@rashmiranjanmuduli2903
@rashmiranjanmuduli2903 Ай бұрын
Kete tanka re asibu kaha mu debi se kam neuchanthi setiki reat nabu karibu ta
@Kishan.100
@Kishan.100 Ай бұрын
Right
@GatikrushnaBehera-nm7di
@GatikrushnaBehera-nm7di 28 күн бұрын
ଜୟ ଜଗନ୍ନାଥ 🙏🙏🙏ଜୟ ହୋ ମୋହନ ସରକାର you are great mohan charan BHAJAPA SARAKAR ଜୟ ଶ୍ରୀରାମ 🙏🙏🙏
@ramakantamohanty6558
@ramakantamohanty6558 Ай бұрын
Thanks to mohan majhi. You have taken right decision
@user-en1uk5xs1n
@user-en1uk5xs1n Ай бұрын
ପଶ୍ଚିମ ବଙ୍ଗାରୁ ଆଳୁ ଆଣିବା ବନ୍ଦକରି ଉତ୍ତରପ୍ରଦେଶରୁ ଆଳୁ ଅଣାଯାଉ, ମମତାର ଘମଂଡ ଭାଙ୍ଗିବା ଦରକାର
@ranibehera4394
@ranibehera4394 Ай бұрын
ମୋହନ ମାଝି ❤❤ ଯେତେ ପ୍ରଂଶସା କଲେ ମଧ୍ୟ କମ୍ ହେବ ❤❤ BJD କର୍ମୀ କୁଆଡେ ଗଲେ ଦେଖ କିପରି ନବୀନ ଶାସନ ଓ ମୋହନ ❤ ସରକାର ❤❤
@GCAVENUETENANTSASSOCIATION
@GCAVENUETENANTSASSOCIATION Ай бұрын
ମୋହନ ମାଝି 🤣🤣🤣
@manabendrasahani6677
@manabendrasahani6677 Ай бұрын
ସବୁ କର ଓଡ଼ିଆ ଜାତି ର ସ୍ୱାଭିମାନ କୁ ହାତ ଦେବନି 🔥🔥🔥 Outstanding step 🎉😎🔥
@user-pt2yo7sr7v
@user-pt2yo7sr7v Ай бұрын
ମୋହନ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ ଭଲ ପଦକ୍ଷେପ ନେଇଛନ୍ତି ମୋହନ ସାର୍
@diliproutray2372
@diliproutray2372 Ай бұрын
ବଢିଆ ହେଇଚି ଦିଦିକୁ ପାନେ ଦରକାର ଥିଲା ।ନିଜକୁ କଣ ଭାବୁଚି କେଜାଣି ଓଡ଼ିଶାରୁ ସବୁ ରପ୍ତାନି ବନ୍ଦ ହେବା ଦରକାର ।ଜୟ bjp
@pradeepkumarsinha803
@pradeepkumarsinha803 Ай бұрын
ଅହଂକାର ହେଊଛି ମଣିଷର ଅଧଃପତନ ବା ମୃତ୍ଯୁର କାରଣ।
@laxmidharbehera7549
@laxmidharbehera7549 Ай бұрын
WB ଆଳୁ ତୁମେ ରଖ ଆମେ ଓଡ଼ିଆ ଭାରି ସ୍ଵାଭିମାନୀ ଆମର WB ଆଳୁ ଦରକାର ନାହିଁ❤❤❤
@pradipmohanty4727
@pradipmohanty4727 Ай бұрын
ସରକାର ଙ୍କୁ ସହଯୋଗ କରନ୍ତୁ। ଉତ୍ତର ପ୍ରଦେଶରୁ ଆଳୁ ଆସୁ, ଆମେ କିଲୋ ପିଛା ୫ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହେବା ଉଚିତ୍ କାରଣ ଏହା ସ୍ଵାଭିମାନ ର କଥା।
@RaghunathDalai-ek4ob
@RaghunathDalai-ek4ob 29 күн бұрын
Bhai alu 65 tanka Puri Market re
@subhrajitpanigrahi1551
@subhrajitpanigrahi1551 Ай бұрын
ପୁରା ମଜା ଆସିଗଲା
@anandamohakuda4943
@anandamohakuda4943 Ай бұрын
Bhull tathya
@prakasrout2636
@prakasrout2636 Ай бұрын
Thik ta kahun​@@anandamohakuda4943
@SPapuSingh
@SPapuSingh Ай бұрын
🤦‍♂️​@@anandamohakuda4943
@WerewolfWerewolf-bn7jy
@WerewolfWerewolf-bn7jy Ай бұрын
You saying these footags are fake 🤥.​@@anandamohakuda4943
@sarojakumarmishra1563
@sarojakumarmishra1563 Ай бұрын
ଓଡ଼ିଶା ସରକାରଙ୍କୁ ଅନୁରୋଧ ୟୁପିରୁ ସବୁଦିନ ପାଇଁ ଆଳୁ ଆସୁ ବଙ୍ଗଳା ଆଳୁ ଯେପରି ଓଡ଼ିଶାରେ ପଶି ନପାରିବ ସେଥିପାଇଁ କଠୋର ବ୍ୟବସ୍ଥା କରନ୍ତୁ
@kapilasmahakur8371
@kapilasmahakur8371 Ай бұрын
Yes👍
@prasantakudasdas1113
@prasantakudasdas1113 Ай бұрын
Right
@Tooyoum
@Tooyoum Ай бұрын
Nai Bhai odisa nije nirbharasila heba darkar naki Anya rajya upare
@Pzxxxxxx
@Pzxxxxxx Ай бұрын
10ଟଙ୍କା ରେ ଆଳୁ ଦେଲେ ଆଣିବା
@vikramkumar...2265
@vikramkumar...2265 Ай бұрын
35 tanka re kie alu kiniba
@himanshukumarram9998
@himanshukumarram9998 Ай бұрын
❤ବିଜେପି. ନେକ୍ସଟ 20 ବର୍ଷ 👍🏾👍🏾👍🏾👍🏾👍🏾
@babajinath2067
@babajinath2067 Ай бұрын
ମମତା ଦିଦିଙ୍କୁ ବାଂଲାଦେଶ ରେ ଛାଡିଦିଅ।
@jharnabehera9978
@jharnabehera9978 Ай бұрын
😂
@asit_mohanty
@asit_mohanty Ай бұрын
Tame thika neuna ame paisa debu
@BaikunthanathPradhan
@BaikunthanathPradhan Ай бұрын
​@@asit_mohanty😊😊😊
@nilimaroutray4567
@nilimaroutray4567 Ай бұрын
Correct 💯
@kulamaninaik7126
@kulamaninaik7126 Ай бұрын
From the​@@jharnabehera9978
@user-ud1lp4oh5t
@user-ud1lp4oh5t Ай бұрын
ଏହା ହେଉଛି ଓଡିଆ ପୁଅ ମୋହନ ଙ୍କ କାରାନାମି ଅଣ ଓଡିଆ ନବୀନ ପଟ୍ଟନାୟକ ନୁହେଁ
@pikachuComment
@pikachuComment Ай бұрын
Mohan majhi ବି ଅଣ ଓଡ଼ିଆ କାରଣ ତାଙ୍କର ମାତୃ ଭାଷା ଓଡ଼ିଆ ନୁହେଁ ସାନ୍ତାଳୀ ।
@mitrazfans8870
@mitrazfans8870 Ай бұрын
Gandu sarkar ate BJP ​@@pikachuComment
@shibupattanayak3836
@shibupattanayak3836 Ай бұрын
Santali language amara Odisha ra language faltu comments karantu nahin.Nabin,Mahan Odia
@pikachuComment
@pikachuComment Ай бұрын
@@shibupattanayak3836 santali jharkhand language
@mitrazfans8870
@mitrazfans8870 Ай бұрын
@@shibupattanayak3836 tmk sanatan darkar ki kam darkar.... Ek log bolte jo ram ka ny o kisi ka ny... Mein mahadev ka bhakt hun mein bolunga jo mahadev ka ny o kisi ka ny sanskrit language sikho bsdk pehle or bad mein sanatan banna..
@niranjanpatro8284
@niranjanpatro8284 Ай бұрын
Nice work done by the Odisha Government.Congratulations to Odisha Govt.
@itishrikhusi7894
@itishrikhusi7894 Ай бұрын
ବହୁତ ବହୁତ ଧନ୍ୟବାଦ ମୋହନ sir
@tusarpanda5148
@tusarpanda5148 Ай бұрын
Up ରୁ ଆଳୁ continue ଆଣିବା ଦରକାର.
@vfggsaho7441
@vfggsaho7441 Ай бұрын
Bhalakari. Dekhebe. Sala. Sura. Budha.
@sipun5
@sipun5 Ай бұрын
Kichi darkar nahi. Genda mane puni kahibe ama navin alu.
@MithunKumarofficial-oc8ig
@MithunKumarofficial-oc8ig Ай бұрын
ସରକାର. ଜଉଠି ବି ଆଣନ୍ତୂ ଆଳୂ ଆମକୂ କମରେ ମିଳିବା ଦରକାର
@sabitasahu4670
@sabitasahu4670 Ай бұрын
​мαнαℓια мιℓι вαиι.... ραιѕα ∂єιкι кнαιвα ѕιкнα...
@MamataBehera-db5ll
@MamataBehera-db5ll Ай бұрын
Transporting lete kharcha haba janicha
@rakeshkumarmohantymohanty8620
@rakeshkumarmohantymohanty8620 25 күн бұрын
🌷🌼🌷 ଆମ ସରକାର ସୁପର ସରକାର ତାଙ୍କୁ ଅନେକ ଧନ୍ୟବାଦ୍ 🙏
@swapnaswain255
@swapnaswain255 Ай бұрын
Up ରୁ ଆଳୁ ଅନାଯାଉ,, WB ku ଓଡ଼ିଶା ରୁ ଏକ୍ସପୋର୍ଟ ବଣ୍ଡ କରାଯାଉ,, ଆଳୁ import ମଧ୍ୟ ବଣ୍ଡ କରାଯାଉ WB ଠାରୁ
@KrishnaJena-xx8up
@KrishnaJena-xx8up Ай бұрын
West bengal ru odisha export band kale bepari mane ka karibe
@pankajvlogs3864
@pankajvlogs3864 Ай бұрын
ଯୋଗାଣ ମନ୍ତ୍ରୀ ପାତ୍ରsir ଙ୍କୁ ଧନ୍ୟବାଦ
@anandamohakuda4943
@anandamohakuda4943 Ай бұрын
Mamata ku pane au gandimarao odisha basi 😅😅
@manojbabu6690
@manojbabu6690 Ай бұрын
ବଢିଆ
@Babylovesbabu
@Babylovesbabu Ай бұрын
ମମତା ଦିଦି ତମେ ନବୀନ କୁ ଚିଠି ଲେଖ 😄😄😄😄😄
@jayjagannath-Puri123
@jayjagannath-Puri123 Ай бұрын
Naveena prema re dhoka khaile mamata
@bindassenjoying7794
@bindassenjoying7794 Ай бұрын
😂😂😂😂😂
@MusicTiger-Bls
@MusicTiger-Bls Ай бұрын
🎉🎉🎉🎉🎉
@jeyporetoka3562
@jeyporetoka3562 Ай бұрын
😂😂😂
@mantubiswal4960
@mantubiswal4960 Ай бұрын
😂😂
@SPD1206
@SPD1206 Ай бұрын
ଏତେ ନୀଚ ସ୍ତର ମାଇକିନା,ନୀଚ ଚିନ୍ତା ଓ ଘଟିଆ ରାଜନୀତି ଛି ଦେଖ ଆଗକୁ କଣ ହବ
@bijaykumarmahanta5691
@bijaykumarmahanta5691 Ай бұрын
Bangali ro prakruti seya
@parampara2965
@parampara2965 Ай бұрын
Good job krusna bhai
@mkmanasranjan3296
@mkmanasranjan3296 Ай бұрын
Mamata begum ku pane milila Dhanyawad mohan sir 🎉🎉🎉
@hrudanandasahuofficial
@hrudanandasahuofficial Ай бұрын
ବିଜେପିସରକାର ବହୁତଭଲ 👍
@user-qd2vr5pr5i
@user-qd2vr5pr5i Ай бұрын
👌👌👌👌👍👍👍 ଯେସାକୁ ତେସା । ୟେ ହୈ ବିଜେପି ।
@debendranathpal813
@debendranathpal813 Ай бұрын
ଏଥି ପାଇଁ ଧନ୍ୟବାଦ୍ ଜଣାଉଛୁ ମୁଖ୍ୟ ମନ୍ତ୍ରୀ ଙ୍କୁ। କିନ୍ତୁ ଆଳୁ ଚାଷୀ ଓ ଚାଷ ର ବ୍ୟାପକ ବୃଦ୍ଧି ପାଇଁ ଉଦ୍ୟମ ଲୋଡା ନିତ୍ୟାନ୍ତ। ଯାହା ପୂର୍ବର ସରକାର କାଗଜ କଲମରେ ସିମୀତ ରଖିଥିବା ଲାଗେ।
@kanchu.santosh
@kanchu.santosh Ай бұрын
Sir ମୁଁ ବହୁତ୍ ଖୁସି ହୁଅନ୍ତି ଯୋଉ ଅଣ ଓଡିଆ ମାନେ ଆଶି ଆମ୍ ଓଡିଶା ରେ ଆଶି ସର୍ କାରୀ ଜାଗା ସବୁ ମାଡି ବସିଲେଣି ଏମାନ ଙ୍କୁ ବାହାର୍ କରା ଯାଉ (କୋଉ ଅଣ ଓଡିଆ ମନ ଙ୍କ କଥା କହିଲି ବୁଝି ପାରୁଥିବେ ) ପ୍ଲିଜ୍ ସେମାନଙ୍କୁ ସରକାରୀ ଜାଗାରୁ ବାହାର୍ କରାଯାଉ 🙏
@soukialarout2900
@soukialarout2900 Ай бұрын
Bahut bhal haba bhai
@subratmohapatra5128
@subratmohapatra5128 Ай бұрын
Influencial step of Odisha Government 👍
@user-co8kp4tj6c
@user-co8kp4tj6c Ай бұрын
ଏବେ ସମ୍ଭାଳନ୍ତୁ। ଚାଷୀ, ଶୀତଳ ଭଣ୍ଡାର ଓ ଟ୍ରକ ପରିବହନ କରୁଥିବା ଗାଡ଼ି ମାଲିକ ସମସ୍ତେ କ୍ଷତି ସହିବେ। ମମତା ଦିଦି କାହାକୁ କି ଉତ୍ତର ଦେବେ? ଏଥର ମନ ଘର ଧରିଯିବ। ବେପାରୀ ଙ୍କ ଠାରୁ ଦିଦି ଆଳୁ ନେଇ ଆଳୁ ଭର୍ତ୍ତା, ଆଳୁ ଦମ, ଆଳୁ ଚପ, ଆଳୁ ପକୁଡି କରି ଖାଇବେ।
@p.n.mishra8799
@p.n.mishra8799 Ай бұрын
ପଶ୍ଚିମ ବଙ୍ଗର ଚାଷୀ, ଶୀତଳ ଭଣ୍ଡାର, ପରିବହନ ଶ୍ରମିକ ଓ ଟ୍ରକ ମାଲିକ ସମସ୍ତେ କ୍ଷତିଗ୍ରସ୍ତ ହେବେ
@JayShreeRam10905
@JayShreeRam10905 Ай бұрын
ଭାଇ ଆଳୁ ଚଟଣୀ, ଆଳୁ ଫ୍ରାଏ, ଆଳୁ ପୋଡ଼ା ଛାଡିଦେଇଛ 😂😂😂😂😂😂
@aaryan8829
@aaryan8829 Ай бұрын
😂😂😂😂​@@JayShreeRam10905
@smartsonu7704
@smartsonu7704 Ай бұрын
Bhai semanaku kichi khayti hebani. Semana nka alu jemiti sariba katha sariba. Aau up ra alu tk low quality. UP ru alu asuchi mane tax bi adhika lagiba. Kahinki na se gote state para Kari ki asiba. Aau WB hauchi Amara neighbour state. Tax Kam lagiba. Jaha dwara ki alu ra rate bi Kam heba. Bt up ru asile adhika rate heba
@_mr___rajput
@_mr___rajput Ай бұрын
​@@smartsonu7704 up ra alu WB alu thu bahu guna re bhala se size hau ki test hau. 👍👍 Adhika price padipare dura ru asuchhi jehetu kintu Odisha bepari chanhile kam dam re bikri pari paribe karana up alu size WB ru bahu bhala so alu size pai adhika price nauthiba bepari ebe thi price re bikri pari paribe 👍👍 Au sabu thu bada Katha hela kete dine emiti depended hoiki rahiba alu chasa piaja tomato ame chasa karibara samaya asi jaichhi odisha govt cold Store karibaku jauchhi 👍
@MrTKB-tc2gs
@MrTKB-tc2gs Ай бұрын
ଆଳୁ ପଛେ ଟିକିଏ ଅଧିକ ଦାମ ହେଉ, ହେଲେ ମମତା ଖାନ୍ ର ଗର୍ବ ଚୁର୍ ମାର୍ ହେଉ, ଏବେ ମମତା କାହାକୁ ଆଳୁ ବିକ୍ରୀ କରିବୁ କରେ
@Sagar11532
@Sagar11532 Ай бұрын
Matra per kg 50 paesa adhika padiba
@24mohitk
@24mohitk Ай бұрын
Hahhaa mumtakj khan😂
@debendranathnayak2640
@debendranathnayak2640 Ай бұрын
Mohan sir im very proud of your well decision against potato 🎉🎉🎉🎉
@nirakarasankhua9610
@nirakarasankhua9610 Ай бұрын
Very nice steps by mohan sir government.
@akshyadash9091
@akshyadash9091 Ай бұрын
ମୋହନ ମାଝୀ ସରକାର ଭଲ ପଦକ୍ଷେପ ନେଇଛନ୍ତି
@nationfirst703
@nationfirst703 Ай бұрын
Jesa ku tesa .. solid steps taken by CM. Carry on and kindly help and train our framers for Potato cultivation and avail more cold storage. Jai Odisha.
@Prince-zf1pp
@Prince-zf1pp Ай бұрын
BJD ର ପ୍ଲାନ୍ ପାଇଁ ଆଳୁ ବନ୍ଦ୍ କରାଯାଇଛି ସବୁ ଜଣା ପଡ଼ି ସାରିଛି
@harekrishnamajhi4326
@harekrishnamajhi4326 Ай бұрын
ଏଇଠି ରାଜନୀତି ନୁହଁ ଓଡ଼ିଶାରେ ଯେଉ ଅସୁବିଧା ହେଥିଲା ଆଳୁ ପାଇଁ କଣ ମମତା ମୁକ୍ତ ରେ ଦେଉଥିଲେ କି... ତାକୁ ବନ୍ଦ କରାଗଲା କେତେ ହିନମାନ୍ୟ ରାଜନୀତି...ଏମିତି ନ ହେବାକଥା.....
@maheswarpadhan9678
@maheswarpadhan9678 Ай бұрын
right bhai
@sriballavmohanty4822
@sriballavmohanty4822 Ай бұрын
Tu b Odisha re janma neichu seita b Bjd ra plan . Jadi nabujhi paruruchu jahaku bapa dakuchu taku pachare Bjd kemiti tote Odisha re janma kala ?
@gadgetwala6358
@gadgetwala6358 Ай бұрын
​@@sriballavmohanty4822heire murkha tame Mane ta nije nibana ku bapa baneiki basichha....BJD harigala boli jau hina rajaniti karuchhi seita dekha jauni toh akhiku agaku ahuri kukura vali hariba bjd
@LipunMahanta-uq6lv
@LipunMahanta-uq6lv Ай бұрын
ଠିକ୍ କହିଲ ଭାଇ
@amarkumarpal5340
@amarkumarpal5340 Ай бұрын
ବହୁତ ସୁନ୍ଦର ପଦକ୍ଷେପ
@mahavir453
@mahavir453 Ай бұрын
JAI HO🙏🚩 MAMTA BANERJEE IS A 3 CLASS CM OF WB
@bhagyarathisahu5794
@bhagyarathisahu5794 Ай бұрын
Right decision
@charanyaaripada1960
@charanyaaripada1960 Ай бұрын
ବହୁତ୍ ଭଲ ହୋଇଛି ସାର ୱଷ୍ଟବେଙ୍ଗଲକୁ ପାନେଡିଆନ୍ତୁ
@BBStudios24
@BBStudios24 Ай бұрын
Odisha has every capabilities to be self sufficient, grow potato in odisha.
@abanipradhan
@abanipradhan Ай бұрын
Very good ❤❤❤❤
@coachgangadharvpradhan
@coachgangadharvpradhan Ай бұрын
ଉଚିତ ପଦକ୍ଷେପ।ବହୁତ ବହୁତ ଧନ୍ୟବାଦ।
@user-ut7fh2te1h
@user-ut7fh2te1h Ай бұрын
ଆମ ନୁଆ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟ ବାଦ୍ ,,
@samartarei
@samartarei Ай бұрын
Good job Mohan cm sir
@chakradharmahanta6131
@chakradharmahanta6131 Ай бұрын
Right 👍👍 decision ❤❤
@kabibhaiofficial9313
@kabibhaiofficial9313 24 күн бұрын
ଏବେ ଲାଗିଲା ମଜା... ଧନ୍ୟବାଦ ମୋହନ ସରକାର...
@gangadharsatapathy316
@gangadharsatapathy316 Ай бұрын
ଧନ୍ୟବାଦ୍ ମନ୍ତ୍ରୀ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ❤❤
@Manoranjan187
@Manoranjan187 Ай бұрын
ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କରେକି ବଙ୍ଗଳୀ ମିସ୍ତ୍ରୀ ମାନଙ୍କୁ ଓଡ଼ିଶାରୁ ବାହାର କରାଯାଉ କାହିଁକି ନା ଆମ ଓଡ଼ିଶାର ଲୋକମାନେ ଆଉ କାମ ପାଉ ନାହାନ୍ତି
@PostalBGI
@PostalBGI Ай бұрын
Bengal mistri bhala kama karuchhanti.. so loke tanku choose kale odisha mistri tanka thu bhala kichi kara
@pradeeptaofficial213
@pradeeptaofficial213 29 күн бұрын
Great step👍 thanks to our honorable Chief minister mohan sir🙏
@sharadamohanty5629
@sharadamohanty5629 Ай бұрын
Excellent and outstanding decision taken by our BELOVED CHIEF MINISTER . JAI SHREE JAGANNATH 🙏
@gopabandhudas5683
@gopabandhudas5683 Ай бұрын
ଓଡ଼ିଶାରେ ଆଳୁ ଚାଷ ପାଇଁ ଚାଷୀ ମାନଙ୍କୁ ପର୍ଯ୍ଯାପ୍ତ ସୁବିଧା ସାଙ୍ଗକୁ ଆବଶ୍ଯକୀୟ ଶୀତଳ ଭଣ୍ଡାର ଖୋଲା ଯାଉ। ତାହାହିଁ ହେବ ମନମାନିର ଉପଯୁକ୍ତ ଜବାବ।
@niranjanpatra84
@niranjanpatra84 Ай бұрын
Beautiful action mohan Sir ❤
@atmaramdasatmaramdas3879
@atmaramdasatmaramdas3879 Ай бұрын
ଓଡ଼ିଶା ସରକାରଙ୍କ ସୁନ୍ଦର ପଦକ୍ଷେପ 🙏
@GCAVENUETENANTSASSOCIATION
@GCAVENUETENANTSASSOCIATION Ай бұрын
ସରକାରଙ୍କ ସୁନ୍ଦର ପଦକ୍ଷେପ ଦ୍ଵାରା ଏବେ ବି ଆଳୁ ମହଙ୍ଗା ମିଳୁଛି.. କିଏ ବ୍ଲାକମେଲିଂ କରୁଛି ଓ କିଏ ବାର୍ଗେନିଂ କରୁଛି ବିଜେପିର ସମର୍ଥକଙ୍କୁ ଏଇ କଥାଟା ବୁଝିବା ବେଶି କଷ୍ଟକର ହେବନି ।🤣
@BUNNYGAMER229
@BUNNYGAMER229 Ай бұрын
ବହୁତ ବଢିଆ ହୋଇଛି ମୋହନ ଭାଈ। ଜୟ ଜଗନ୍ନାଥ।
@GCAVENUETENANTSASSOCIATION
@GCAVENUETENANTSASSOCIATION Ай бұрын
ସରକାରଙ୍କ ସୁନ୍ଦର ପଦକ୍ଷେପ ଦ୍ଵାରା ଏବେ ବି ଆଳୁ ମହଙ୍ଗା ମିଳୁଛି.. କିଏ ବ୍ଲାକମେଲିଂ କରୁଛି ଓ କିଏ ବାର୍ଗେନିଂ କରୁଛି।🤣
@ramakantapadhan2396
@ramakantapadhan2396 Ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍
@ganeswarbehera-fj6yu
@ganeswarbehera-fj6yu Ай бұрын
ଧନ୍ୟବାଦ ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଭାଇ ଧନ୍ୟବାଦ ।
@KALAHANDIDIARY
@KALAHANDIDIARY Ай бұрын
ଆମ ଓଡିଶା ରେ ପ୍ରଚୁର ମାତ୍ରା ରେ ଆଳୁ ଚାଷ ହୋଇ ପାରିବ ଚାଷୀ ଭାଇ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉ ଭାରତ ର ଏକ ନମ୍ବର ରେ ଆସିବ jai kalahandi ଆମେ ଓଡ଼ିଶା ରୁ ସମସ୍ତ ରାଜ୍ୟ କୁ ଦାନ କରିପାରିବ ଧନ୍ୟବାଦ
@drpriyeshmaharana
@drpriyeshmaharana Ай бұрын
Sata katha...
@manoranjanmanik1205
@manoranjanmanik1205 Ай бұрын
Admirable step by Mohan Sarkar.🎉
@user-dm3we2fy1f
@user-dm3we2fy1f Ай бұрын
Dhanyavad Amara Priya odisha ra mukhyamantri ❤❤❤❤ vala karuchhanti mamata ku pane dei
@anandamohakuda4943
@anandamohakuda4943 Ай бұрын
Hass 😅😅
@achyutakumarmodi1999
@achyutakumarmodi1999 Ай бұрын
ଭାଇ ନବୀନ୍ ଚିଠି କୁଆଡେ ଗଲା ଆଉ ଦେଖା ଯାଉନି
@satyabratasethi444
@satyabratasethi444 Ай бұрын
Wao କଣ ମଜା ଲାଗୁଛି 🤣😅mamata bano ku badhia heichi
@mrkcmahapatra
@mrkcmahapatra Ай бұрын
Thanks mohan Sir for resolving the issue and teaching this crook Mamata Banerjee a lesson.
@laxmipriyabehera8539
@laxmipriyabehera8539 Ай бұрын
Thanks, very good business plan of Mohan Government •
@arogyaBira
@arogyaBira Ай бұрын
UP ରୁ ଆଳୁ ଆସୁ। ଓଡ଼ିଶା ରେ ଆଳୁ ଚାଷ କରା ଯିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ
@susantakumarmohanty8441
@susantakumarmohanty8441 Ай бұрын
Befitting reply by Mohan Ji
@travelwithdk006
@travelwithdk006 Ай бұрын
ସ୍ବାବଲମ୍ବୀ କରାଓ ଆମ ରାଜ୍ୟର ଚାଷୀଙ୍କୁ.... ସବୁ ପନିପରିବା ଚାଷ ଆମ ରାଜ୍ୟରେ ହେବ ଦରକାର...
@_mr___rajput
@_mr___rajput Ай бұрын
cold Store habaku jauchhi chasi bhai mane pariba chasa karantu bahut bada khauti Market Odisha re achhi 👍
@ashoknanda1170
@ashoknanda1170 Ай бұрын
Bahut badhia Heichhi CM MAHON SIR🙏
@khageswarkhandai3599
@khageswarkhandai3599 Ай бұрын
That's good. Take strong action and stop import Patato from WB. Thankyou CM Ji.
@raghunarhkarjee947
@raghunarhkarjee947 Ай бұрын
ଲୋକେ ଖାଲି ସରକାର ଉପରେ ଭରସା ନ କରି ନିଜେ ଚାଷ କାମ କରି ବଞ୍ଚିବା ଶିଖନ୍ତେ ତ ଏତେ ଅସୁବିଧା ହୁଅନ୍ତା ନାହିଁ
@Lokeswarbag..2M
@Lokeswarbag..2M Ай бұрын
ପଶ୍ଚିମ ବଙ୍ଗ ର ଆଳୁ ନୁହେଁ ସେଟା କୁହା ଆଳୁ ଗୋଟେ ବାଗ ରେ 10କେଜି ଆଳୁ ଭଲ ବାହାରେ ଆଉ ସବୁ ଆଳୁ ଖରାପ 😢😢 ପଶ୍ଚିମ ବଙ୍ଗ ରୁ ଆଳୁ ବନ୍ଦ କରାଯାଉ "ପଶ୍ଚିମ ବଙ୍ଗ ଆଳୁ କୁହା ଆଳୁ "
@123comedy12
@123comedy12 27 күн бұрын
ଶଳା ଆଳୁ କଥା ଛାଡ଼, ବାଳ କଥା ଆଳୁ ନଖାଇଲେ କେହି ମରିଯିବେନି, ଏବେ ବାଙ୍ଗାଲଦେଶ କଥା ବୁଝ ନହଲେ ଆମ ହିନ୍ଦୁ ମାନେ ବୁଡିଯିବେ
@Babylovesbabu
@Babylovesbabu Ай бұрын
ଭଲ ହୋଇଛି 😄😄😄
@manabhanjanmahapatronews1634
@manabhanjanmahapatronews1634 Ай бұрын
Nabin patnaik letter politics ଫସର ଫାଟି ଗଲା
@sumantabehera7642
@sumantabehera7642 Ай бұрын
ବାଳ କଥା କହୁଚୁ ରେ
@roguestriker6406
@roguestriker6406 Ай бұрын
​@@sumantabehera7642pela re
@kulamanirout590
@kulamanirout590 Ай бұрын
😂😂😂😂
@WerewolfWerewolf-bn7jy
@WerewolfWerewolf-bn7jy Ай бұрын
​@@sumantabehera7642cray more 😢😢
@GCAVENUETENANTSASSOCIATION
@GCAVENUETENANTSASSOCIATION Ай бұрын
ସରକାରଙ୍କ ସୁନ୍ଦର ପଦକ୍ଷେପ ଦ୍ଵାରା ଏବେ ବି ଆଳୁ ମହଙ୍ଗା ମିଳୁଛି.. କିଏ ବ୍ଲାକମେଲିଂ କରୁଛି ଓ କିଏ ବାର୍ଗେନିଂ କରୁଛି ଏଇ କଥାଟା ବୁଝିବା ବେଶି କଷ୍ଟକର ହେବନି ।🤣
@DesiOdiaFun
@DesiOdiaFun Ай бұрын
ମାଝୀ ସରକାର ❤ ଜୟ ଜଗନ୍ନାଥ ❤
@DebashisBeheraDebashisBehera
@DebashisBeheraDebashisBehera Ай бұрын
ଉତ୍କଳ ବୀର ମୋହନ ସାର 🙏
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 824 М.
Whoa
01:00
Justin Flom
Рет қаралды 55 МЛН
escape in roblox in real life
00:13
Kan Andrey
Рет қаралды 12 МЛН