Dhana saktisali na dharma saktisali | ଧନ ଶକ୍ତିଶାଳୀ ନା ଧର୍ମ ଶକ୍ତିଶାଳୀ | Dharma Judhha - ଧର୍ମଯୁଦ୍ଧ

  Рет қаралды 138,281

Sidharth Bhakti Channel

Sidharth Bhakti Channel

Күн бұрын

ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
ବିତର୍କର ବିଷୟ : ଧନ ଶକ୍ତିଶାଳୀ ନା ଧର୍ମ ଶକ୍ତିଶାଳୀ !
ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ନିରଞ୍ଜନ ଶାସନୀ, ବିଦ୍ୟୁତ୍ ପ୍ରଭା ମିଶ୍ର
ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ସୁରେନ୍ଦ୍ର ନାଥ ଛୋଟରାୟ, ପ୍ରଜ୍ଞା ରାଉତ
ସଂଯୋଜନା: ରଞ୍ଜନ ମହାପାତ୍ର
ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
--------------------------------
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
ALL THREE CHANNELS NOW AVAILABLE ON:
EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
Subscribe us on KZbin to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Пікірлер: 357
@HadibandhuParida-s3m
@HadibandhuParida-s3m 16 күн бұрын
ହ ରି ଓଁ ତତ, ସତ, ସତ୍ୟ, ଶାନ୍ତି, ଦୟା, କ୍ଷମା, ପ ଣ୍ଡି ତ, ମାନଙ୍କୁ 🙏
@sarbeswardash9117
@sarbeswardash9117 Жыл бұрын
Dhana rahibani dharma rahiba
@souravbehera694
@souravbehera694 2 жыл бұрын
ଧର୍ମ ହିଁ ବଡ଼
@bighnarajgouda5219
@bighnarajgouda5219 2 жыл бұрын
ସବୁଠାରୁ ଧର୍ମ ବଡ
@SuratiPatra-jl5oq
@SuratiPatra-jl5oq 2 ай бұрын
Dharma bada❤
@ShaktiranjanMohapatra-wt3jm
@ShaktiranjanMohapatra-wt3jm Жыл бұрын
ମୋ ମତରେ ଧନ ହେଉଛି ସବୁକିଛି ଧନ ହେଉଛି ଶକ୍ତିଶାଳୀ
@umasankaraumasankara8133
@umasankaraumasankara8133 2 жыл бұрын
Both power full
@eparisanjukta8715
@eparisanjukta8715 2 жыл бұрын
ସୁନ୍ଦର ବିଚାର
@NarahariPatra-i9e
@NarahariPatra-i9e 11 ай бұрын
Dharma is great
@SubashaChandrasethi-ei7ft
@SubashaChandrasethi-ei7ft 5 ай бұрын
Dhanabadanuha
@tapankumarsahoo2144
@tapankumarsahoo2144 11 ай бұрын
Jay shree jagannath 👃👃 ji ki jay
@ganeshbatala6208
@ganeshbatala6208 2 жыл бұрын
Good
@damodaratanti8814
@damodaratanti8814 5 ай бұрын
ଯଥା ଧର୍ମ ତଥା ଜୟ
@SubashaChandrasethi-ei7ft
@SubashaChandrasethi-ei7ft 5 ай бұрын
Dharmabada
@debabratmohapatra173
@debabratmohapatra173 3 жыл бұрын
ଛୁଆ ଟିଏ ଜନ୍ମ ହେବା ପରେ ସେ କଣ ଖାଏ ,ତାହା କୁଆଡୁ ଆସେ ,ତାହା ହିଁ ଭଗବତ ତତ୍ତ୍ଵ, ତାହା ହିଁ ଧର୍ମ।
@sarbeswardash9117
@sarbeswardash9117 Жыл бұрын
Dharama karibara thile dhanara abasyaka nathae
@sarbeswardash9117
@sarbeswardash9117 Жыл бұрын
Jay Jagannath baba ki Jay
@sarbeswardash9117
@sarbeswardash9117 Жыл бұрын
Karama Karina falapai prani te abasya bhungaie
@sarbeswardash9117
@sarbeswardash9117 Жыл бұрын
Karama hi dharama
@sarbeswardash9117
@sarbeswardash9117 Жыл бұрын
Karama hi esyara
@sarbeswardash9117
@sarbeswardash9117 Жыл бұрын
DHA re dhana dhare dharma
@mahatmachenel3354
@mahatmachenel3354 2 жыл бұрын
ନମସ୍ତେ ଆପଣ ଏ ପୃଥିବୀ କୁ କାହିଁକି ଆସିଛନ୍ତି ପ୍ରଥମେ ଜାଣନ୍ତୁ
@deeparani702
@deeparani702 3 жыл бұрын
ଧର୍ମ ମୁଖ୍ୟ
@sanjaypradhan4150
@sanjaypradhan4150 2 жыл бұрын
ଧନ କିଏ ମାଲିକ ହୋଉଛନ୍ତି ମା ଲକ୍ଷ୍ମୀ ଯୋଉଠି ଧର୍ମ ଅଛି ତା ପାଖରେ ଧନ ଅଛି
@santoshpattnayak2589
@santoshpattnayak2589 2 жыл бұрын
ଧନ ଅର୍ଜନେ ଧର୍ମ କରି ଅର୍ଥ ଧର୍ମ ରୂପକ ଧନ ତାହା ଆର୍ଥିକ ଧନ ନୁହେଁ। ଅର୍ଥକୁ ଅନର୍ଥ କରୁଛନ୍ତି ପ୍ରବଚିକା ଆଉ ପାଲା ଗାୟକ
@santoshpattnayak2589
@santoshpattnayak2589 2 жыл бұрын
ଆମ ଛୋଟ ଜ୍ଞାନରେ ଧନ ନଥାଇ ମଧ୍ୟ ସେବା କରିହବ । ଅବଶ୍ୟ ସବୁ କ୍ଷେତ୍ରରେ ନୁହେଁ। ଧନ ଧରି ହଜାରେ ସେବା କରିବା ଅପେକ୍ଷା ବିନା ଧନରେ ଫାଳେ ସେବା କରିବା ବଡ଼ କଥା ।
@pabanpyarimahanta9622
@pabanpyarimahanta9622 2 жыл бұрын
ଆପଣ କହିଲେ ମହାଭାରତ ଯୁଦ୍ଧ ରେ ସୈନିକ ମାନେ ରାଜ କୋଶରୁ ଧନ ପାଉଥିଲେ ଧର୍ମର ଆବଶ୍ୟକ ନାହିଁ ସିମାରେ ଯଉ ସନ୍ୟମାନେ ଜଗୁଛନ୍ତି ସେମାନେ କଣ ଧନ ପାଇଁ ନିଜକୁ ବଳି ପକଉଛନ୍ତି ନା ନିଜ ଦେଶକୁ ରକ୍ଷା କରିକୁଟା ତାଙ୍କର ଧର୍ମ ଧର୍ମ ନଥିଲେ ସିମାକୁ କିଏ ଧନ ପାଇଁ ମରିବାକୁ ଯିବେ
@nakulasunani
@nakulasunani 7 ай бұрын
ଆଗକୁହ ଧର୍ମ ଅର୍ଥ ତାପରେ ଭାଷଣ ମାରିଵ ଧର୍ମ କଣ ଜାଣିନୀ ଖାଳିଧନଧନ ହଉଛ
@sibabhoi8423
@sibabhoi8423 2 жыл бұрын
ଧର୍ମ ଵଡ
@kulamanibehera8856
@kulamanibehera8856 Жыл бұрын
Bhula kahila
@pranakrushnapradhan4517
@pranakrushnapradhan4517 2 жыл бұрын
କଣ ମଲା ବେଳକୁ ଧନ ନେଇକି ଯିବି
@pramodapradhan3685
@pramodapradhan3685 2 жыл бұрын
ଧନ ସମ୍ପତ୍ତିର କଳସି ସଦାସର୍ବଦା ଭୋଗବିଳାସ ଆଣି ଦିଏ ।ଧନୀ ବ୍ୟକ୍ତିଙ୍କ ଅତୀତ ରେ ସମୂଳେ ବିନାଶ ଯାଇଛନ୍ତି । ଧାର୍ମିକ ମୁନୀ ଋଷି ମାନେ ଧନ ସମ୍ପତ୍ତିର ବିନା ବହୁତ ପୂଣ୍ୟ ଅର୍ଜନ କରି ବଂଶ ରକ୍ଷା କରି ପାରିଛନ୍ତି । ଧର୍ମ ସର୍ବ ଉପରେ ।
@ladukishorepadhy144
@ladukishorepadhy144 3 жыл бұрын
🙏🙏🙏............... ଶତ ଶତ ପ୍ରଣାମ !!! ଡ: ବିଦ୍ୟୁତ୍ ପ୍ରଭାମିଶ୍ର । ଧନ୍ୟ ତୁମର ତର୍କ କୈାଶଳ । ଚମତ୍କାର ନିଜର ମଞ୍ଜୁ-ମଞ୍ଚୁଳ ବାକ୍ୟର ନିରବଚ୍ଛିନ୍ନ ଅମୃତ ମନ୍ଦାକିନୀର ଶୀତଳଧାରା । ମୁଗ୍ଧକଲ ଧର୍ମ-ତରିରେ ବସାଇ ଦେଇ ,-ଭସାଇଦେଇ ନିସ୍ତରଙ୍ଗାୟୀତ ଦୁଗ୍ଧରତ୍ନାକରେ ।🙏🙏🙏........
@sudarshanasenapati
@sudarshanasenapati Жыл бұрын
dharama bada
@santoshpattnayak2589
@santoshpattnayak2589 2 жыл бұрын
ମାନବ ସେବା ପାଇଁ ଧନ ଆବଶ୍ୟକ କିନ୍ତୁ ଧର୍ମ ଶକ୍ତିଶାଳୀ
@arunkumar-kc7qy
@arunkumar-kc7qy 3 жыл бұрын
ଧନର/ଅନ୍ୟନାମ/ଗର୍ବ/ଧର୍ମର/ଅନ୍ୟନାମ/ମୁକ୍ତି/🙏🙏🙏🙏🙏🙏🙏🙏🙏🙏🙏
@sanjaypradhan4150
@sanjaypradhan4150 2 жыл бұрын
ପୋଲିସି ଚାକିରୀ କରିଥିଲେ ଦୁଇ ସାଙ୍ଗ ଜଣେ ଲାଞ୍ଚ ନେଇ ଅନେକ ଧନ ରୋଜଗାର କଲା ହେଲେ ଆଉ ଜଣେ ଧର୍ମ ପଥରେ ଯାଉଥିଲା ଯାହା ତାର ଦରମା ସେଇଟା ନେଉଥିଲା ଧର୍ମ ପଥରେ ଟଙ୍କାଟେ କମେଇବା ଠିକ କିନ୍ତୁ ଅଧର୍ମ ପଥରେ ଶହେ ତାଙ୍କ କମେଇବାଠିକ ଅନ୍ୟ କୁ କଷ୍ଟ ଦେଇ ଧନ କମେଇବାଠିକ ନା ଧର୍ମ ଧନ ଅଛି ଧନ ଥିବ ଧର୍ମ ନଥିବ
@rabindrakumarmohanty9415
@rabindrakumarmohanty9415 3 жыл бұрын
କେବଳ ଧନୀ ଲୋକ ମାନେ ହିଁ ମୁକ୍ତିଲାଭ କରିବେ ଗରୀବ ନୁହଁ। ଭଗବାନ ଶ୍ରୀକୃଷ୍ଣ ଦୁଯୌଧନ ଘରେ ନୁହଁ। ବିଦୂର ଘରେ ଶାଗ ଭଜା ଖାଇ ଥିଲେ। କାରଣ ତାକଂ ପାଖରେ ଧର୍ମ ଥିଲା। ଯାହା ଧନୀ ଦୁଯୌଧନ ପାଖରେ ନ ଥିଲା। ପ୍ରଥମେ ଧର୍ମ ର ସଂଗା କଣ ବୁଝି ବା ଆବଶ୍ୟକ।
@jitendrabal5126
@jitendrabal5126 3 жыл бұрын
ଧର୍ମ ଓ ଧନ ର ଅଲୁଚନା ଆପଣ କରୁନାହାନ୍ତି ଆପଣ ମାୟା ଜଗତର କଥା ଆଲଚନା କରୁଛନ୍ତି ଦୟାକରି ସତ୍ୟ ର ମାର୍ଗ ପାରିପାକସ କରନ୍ତୁ
@ramakantadehury9185
@ramakantadehury9185 3 жыл бұрын
Our discussion really
@kulamanibehera8856
@kulamanibehera8856 Жыл бұрын
😁😁😁😁😁😁😁😁😁😁😁😁🙏🙏🙏🙏🙏🙏🙏🙏🙏
@ArunNayak-hg2zf
@ArunNayak-hg2zf 26 күн бұрын
ସଂସାର କର୍ମ ନିଧନ ଅ କର୍ମ ନ ଧର୍ମ ଅ କର୍ମ ଲିଙ୍ଗ ପଦ ଶଦ୍ଧ ଶୁଣି ଅସାକ୍ଷର ହେଉଛନ୍ତି ଲୋକ।(ବିନା ଅସ୍ତ୍ରେ ନଵନତି କବିତା ବନିତା ଲତା).
@rabindrakumarmohanty9415
@rabindrakumarmohanty9415 3 жыл бұрын
ଧର୍ମ ଅର୍ଜନ କରିବା ପାଇଁ ଧନର କୌଣସି ଆବଶ୍ୟକତା ନାହିଁ। ସତ୍ ମାର୍ଗ ରେ ପରିଚାଳିତ ହେବା ହିଁ ଧର୍ମ।
@jyotiranjannayak638
@jyotiranjannayak638 6 ай бұрын
Thik katha kahile Dharma kale dhan asib. But dhana dharma asiba boli semit kichhi chetana nahi
@jitendrabeherakamalpur8108
@jitendrabeherakamalpur8108 2 жыл бұрын
Dharma hii bada 🙏Jaya Jagannatha
@prabirpadhihari5
@prabirpadhihari5 3 жыл бұрын
ପ୍ରଜ୍ଞା ମାଡାମ ସବୁ ବେଳେ ବେକାର ଯୁକ୍ତି... ଅଳ୍ପ ଜ୍ଞାନ
@shivprasad8887
@shivprasad8887 Жыл бұрын
Doctor mishra, koti koti namskar
@prabirpadhihari5
@prabirpadhihari5 3 жыл бұрын
ଓ ବୁଢ଼ା ମଉସା ଯୋଉ ମାନେ ଗରିବ ସେ ତାଙ୍କ ବାପା maa ସେବା କରିପାରିବ ନାହିଁ.. କି ମୂର୍ଖାମୀ ଯୁକ୍ତି...
@SushantDeep4
@SushantDeep4 Жыл бұрын
ତା'ପରେ ସ୍ବର୍ଗଦୂତ ମାେତେ କହିଲେ, "ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହାଇେ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହାଇେ ରହିବାକୁ ଦିଅ।" 12 "ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ। 13 ଆମ୍ଭେ ପ୍ରଥମ ଓ ଶଷେ ; କ ଓ କ୍ଷ, ଆଦି ଓ ଅନ୍ତ।"
@arpitabarik1234
@arpitabarik1234 2 жыл бұрын
କୁକୁର ବିଷୟର କିଛି କୁହ ତାକୁ କାହିଁକି କିଛି ଲୋକ ଭଲ ପାଆନ୍ତି ଆଉ କିଛି ଲୋକ ଘୂର୍ଣା କରନ୍ତି କାହିଁକି
@priyacharandas7352
@priyacharandas7352 3 жыл бұрын
ସବୁ ଯୁଗରେ ଧର୍ମ ଶକ୍ତିଶାଳୀ
@bhagyajyotishkendra3904
@bhagyajyotishkendra3904 3 жыл бұрын
ଧନ ବି ଆବଶ୍ୟକ ଧର୍ମ ବି ଆବଶ୍ୟକ କିନ୍ତୁ ଧର୍ମ ବଳ ଶ୍ରଷ୍ଠ
@narayanlenka9io574
@narayanlenka9io574 2 жыл бұрын
Dharma ra jay
@jyotiprakashsahoo1292
@jyotiprakashsahoo1292 3 жыл бұрын
ମୋ ମତ ରେ ଏ serial ବନ୍ଦ କରାଯାଉ. କାରଣ ଆଧ୍ୟାତ୍ମ ଅନୁଭୂତି ରେ ଥାଏ. ଏମାନେ ତାକୁ ପୁରାଣ, କର୍ମକାଣ୍ଡ ଭିତରେ ସୀମିତ କରୁଛନ୍ତି. ଉପନିଷଦ କଥା ତ ଜମା ନେଉନାହାନ୍ତି. ତର୍କ କଲେ ମିଳିବନି କିଛି ଖାଲି ନିଜ ଅହଂ ବଢିବ. ସୀତାରାମ, 🙏
@niranjanbehera9276
@niranjanbehera9276 Жыл бұрын
ଧର୍ମ କରିବାପାଇଁ ଧନର ଆବଶ୍ୟକ ନାହିଁ
@pradipjena1530
@pradipjena1530 3 жыл бұрын
ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ। ବିଦ୍ୟା ପାଇଁ ଧନ ଦରକାର
@kulamanibehera8856
@kulamanibehera8856 Жыл бұрын
Right Bata 🙏
@bhagyajyotishkendra3904
@bhagyajyotishkendra3904 3 жыл бұрын
ଅନନ୍ତ ଶାସ୍ତ୍ରଂ ବହୁଳାଶ୍ଚ ବିଦ୍ୟା..... . ତେଣୁ ଶାସ୍ତ୍ରକୁ ନେଇ ଯୁକ୍ତି କରାଯାଇନପାରେ
@brikbahadur189
@brikbahadur189 2 жыл бұрын
Very nice
@saradasahoo2865
@saradasahoo2865 3 жыл бұрын
ଗୋଟିଏ ଭଲ ପୌରାଣିକ କଥା। ଯେତେବେଳେ ପାଣ୍ଡବ ବନବାସରେ ଥିଲେ। ଦୁର୍ଯ୍ୟୋଧନର ଚକ୍ରାନ୍ତରେ ଋଷି ଦୁର୍ବାସା ଯାଇଥିଲେ ନିଜର ପୁଳା ପୁଳା ଶିଷ୍ଯଙ୍କୁ ଧରିଯାଇଥିଲେ ପାଣ୍ଡବଙ୍କ ପାଖକୁ ସେଠି କଣହେଲା। କି ଧନ ଥିଲା ତାଙ୍କ ପାଖରେ କିଏ ରକ୍ଷା କଲା
@bhagyajyotishkendra3904
@bhagyajyotishkendra3904 3 жыл бұрын
ତେଣୁ ସବୁବେଳେ ବର୍ତମାନ ସମୟକୁ ନେଇ ସମସ୍ତ କଥାକୁ ବିଚାର କରିବା ଦରକାର
@manojpradhan7669
@manojpradhan7669 Жыл бұрын
Kali jugare dharma karibaku gale prathame amaku dhana darkar
@archanaparida1471
@archanaparida1471 2 жыл бұрын
Dr Mishra👍👍👍
@karunakardas1528
@karunakardas1528 3 жыл бұрын
most topic
@shivprasad8887
@shivprasad8887 Жыл бұрын
Dharm bada
@sunilpradhan1021
@sunilpradhan1021 3 жыл бұрын
ଧର୍ମ ଏକା ମହତପଣୀଆ ଆଉଜେତେଅଡେଦିନିଆ
@saradasahoo2865
@saradasahoo2865 3 жыл бұрын
ଯୋଉ ବାଲ୍ମୀକି ମହାମୁନି। ରାମାୟଣ ଲେଖିଛନ୍ତି। ସେ ଆଗରୁ ଧନ ରୋଜଗାର କରୁଥିଲେ କୋଉ କର୍ମ କରୁଥିଲେ। କେମିତି ବାଲ୍ମୀକି ହେଲେ। ଧର୍ମ ନା ଧନ
@dayanidhimallick1668
@dayanidhimallick1668 2 жыл бұрын
Sir dhana na thile kehibi dharma pain madhya sakhidebapain Ashkenani. Enu dhana ebam dharma parasparaparipuraka.
@parikshitdash6970
@parikshitdash6970 3 жыл бұрын
Well come
@umasankaraumasankara8133
@umasankaraumasankara8133 2 жыл бұрын
Dhana anya nam dharma dharma anya nam dhana
@basudebmahanta6421
@basudebmahanta6421 2 жыл бұрын
Dharma bada
@pranakrushnbehera1172
@pranakrushnbehera1172 2 жыл бұрын
Sabu bele Dharma bado
@badalbehera2044
@badalbehera2044 3 жыл бұрын
ଧର୍ମ ଏକା ସିନା ମହତ ପଣିଆ ଆଉ ଯେତେ ସବୁ ଅଢ଼େଇ ଦିନିଆ *ତେଣୁ ଧର୍ମ ଵଡ
@prakashanaik2080
@prakashanaik2080 3 жыл бұрын
ସାରଥୀ ସତସଙ୍ଗ କରିବାରୁ ଜେଲ ଗଲା
@rihanmajhi9908
@rihanmajhi9908 3 жыл бұрын
Ha Ha Ha Ha 😁😁😁😁
@saratakumarsahoo342
@saratakumarsahoo342 3 жыл бұрын
ଧାରୟତି ଇତି ଧର୍ମ, ଯୋଗ ଓ କ୍ଷମ ଈଶ୍ୱର ଦତ୍ତ, ଧର୍ମ ଥିଲେ ଯୋଗ ବଳରେ ଆବଷ୍ୟକ ସମସ୍ତ ବସ୍ତୁ, ଏପରିକି ଟଙ୍କା ମଧ୍ୟ ମିଳିଯାଏ। କ୍ଷମ ଅର୍ଥାତ୍ ରକ୍ଷକ, ଆମର ଧର୍ମ ଥିଲେ, ଆମର ସମସ୍ତ ବସ୍ତୁ ର ରକ୍ଷଣାବେକ୍ଷଣ ଦାୟିତ୍ୱ ଈଶ୍ୱର ସ୍ବୟଂ ନିଜେ କରନ୍ତି।
@manoranjanmishra5150
@manoranjanmishra5150 2 жыл бұрын
🙏🙏🙏🙏🙏🙏 ucha kotira
@rishikesh4340
@rishikesh4340 3 жыл бұрын
ଯୁଗକୁ ନେଇ ବିଭିନ୍ନ ପ୍ରକାର ଜିନିଷ ଶକ୍ତିଶାଳୀ ଅଟେ ସତ୍ୟ ଯୁଗରେ ଧର୍ମ ଶକ୍ତିଶାଳୀ । କିନ୍ତୁ ମୋର କଳିଯୁଗରେ ଛତିଶ ବର୍ଷର ଅଭିଜ୍ଞତା କହୁଛି ଯେ କଳି ଯୁଗରେ ଧନ ହିଁ ଶକ୍ତିଶାଳୀ ମୁଁ ସବୁ ନିଜ ଆଖିରେ ଦେଖୁଛି।
@nirmalashaoo2284
@nirmalashaoo2284 2 жыл бұрын
Right
@rakeshchandrasethy8239
@rakeshchandrasethy8239 3 жыл бұрын
Bhagaban parama bhakata sudama tanka pakhare Kn fast dhana thila ki ?
@rakeshsamal2789
@rakeshsamal2789 3 жыл бұрын
Pragya mam right
@bhagabanrout2225
@bhagabanrout2225 3 жыл бұрын
Dharma
@parikshitdash6970
@parikshitdash6970 3 жыл бұрын
Good news
@nirmalashaoo2284
@nirmalashaoo2284 2 жыл бұрын
All writer write the story the situation of right perioď.
@manoranjanmishra5150
@manoranjanmishra5150 2 жыл бұрын
Hele amiti karjya krama ati sundar mote ta bahut bhala lagila amiti re bahut skhya au shikhibaku miluchi.
@manasmallickmanas8135
@manasmallickmanas8135 2 жыл бұрын
dharma great
@sudamkumarsahu183
@sudamkumarsahu183 3 жыл бұрын
ଧର୍ମ ଥିଲେ ଧନ ଆପେ ଆପେ ଆସେ ଏଥିରେ କୌଣସି ସନ୍ଦେହ ନାହିଁ
@kaliasahu3009
@kaliasahu3009 3 жыл бұрын
Yes
@kulamanibehera8856
@kulamanibehera8856 Жыл бұрын
Right Bata
@budhuramtechnical1671
@budhuramtechnical1671 Жыл бұрын
ଇଏ ସତ୍ୟ ଏବଂ ଠିକ୍
@jyotiranjannayak638
@jyotiranjannayak638 6 ай бұрын
Right right
@SubashaChandrasethi-ei7ft
@SubashaChandrasethi-ei7ft 5 ай бұрын
😅Munirusimanankapakharedhananahi semanekemitibanchuchanti dharmajogu darmabada
@sonakshiparida3832
@sonakshiparida3832 3 жыл бұрын
ବିଭୀଷଣ କହୁଛି ପ୍ରଭୁ ମୁଁ ଯଦି ଅବିଶ୍ୱାସ କରିବି ତେବେ ମୁଁ ବ୍ରାହ୍ମଣ ଘରେ ଜନ୍ମ ଗ୍ରହଣ କରିବି ଧନୀ ଘରେ ଜନ୍ମ ନେବି ବହୁତ ଗୋ ଧନ ର ମାଲିକ ହେବି ପ୍ରଜ୍ଞା mdm କହୁଛନ୍ତି କି ତପସ୍ୟା ପାଇଁ ଧନ ଦରକାର ଭୁଲ ହରି ଭକତ ଯେତେ ନର ଭଙ୍ଗା କୁଡ଼ିଆ ତାଙ୍କ ଘର ରାମ 14 ବର୍ଷ ବନବାସ ରେ କଣ ଧନ ଅର୍ଜନ କଲେ? ପ୍ରଭୁ ଧନୀ ରାବଣ ଦୁର୍ଯ୍ୟୋଧନ ଙ୍କୁ ବିନାଶ କଲେ ମାତ୍ର ଧାର୍ମିକ ରଘୁ ,କୈବର୍ତ, ସବରୀ ଙ୍କୁ ପ୍ରଭୁ ମିଳିଲେ
@nimaicharanrout6909
@nimaicharanrout6909 8 ай бұрын
Pragya MADAM jhakahuchhanti pura bhulu dharam katha kichhi janinahi se sethi bashebar jogynahi
@damayantisahu7522
@damayantisahu7522 3 жыл бұрын
Mishra sir ଙ୍କ କଥାରେ ମୁଁ ଏକ ମତ।
@madanmohan3562
@madanmohan3562 3 жыл бұрын
You are heart touching mom I am debts of you mom for ever 🙏
@udayalima9094
@udayalima9094 3 жыл бұрын
ପଣ୍ଡିତ ମାନଂକୁ ବହୁତ ଧନ୍ଯବାଦ ନମ୍ର ତାର ସହିତ ନମସ୍କାର ଏହି ପଣ୍ଡିତ ମାନେ ଓଡିଶାର ଗର୍ବ ଗୌରବ ଏମିତି ଧର୍ମ ଯୁଦ୍ଧ ବହୁତ ସଚେତନ ଓ୍କାନ ମିଳୁଛି ଜୟ ଜଗନ୍ନାଥ 🙏🌹
@ramchandraojha4120
@ramchandraojha4120 3 жыл бұрын
Dharma kan kinabikaginisaj kinibapai dhanadarkarheba dharmapai.karmar abshakatarhichi
@SubashaChandrasethi-ei7ft
@SubashaChandrasethi-ei7ft 5 ай бұрын
Darmajugejugebada
@sushilkumarsahu8261
@sushilkumarsahu8261 2 жыл бұрын
Tanka hi vagaban jaisri krusna
@damodarbehera5860
@damodarbehera5860 2 жыл бұрын
Jahara ayusa sarijae jete dhanathilebi banchi pareni kintu eswaranka asribada thile banchiba
@pranakrushnbehera1172
@pranakrushnbehera1172 2 жыл бұрын
Dharma is big
@prasantasing771
@prasantasing771 3 жыл бұрын
କଥାରେ ଅଛି ସବୁ ଧର୍ମ ଦେଖୁଛି । ଧର୍ମ ଅଛି ଏବେ କିନ୍ତୁ ଅଧର୍ମର ଶାସନ ଚାଲିଛି ।
@ajitnayak8772
@ajitnayak8772 3 жыл бұрын
Sir apana mananku mora gote anurudha gote hatare kebe tali bajena mu jadhi kichhi bhulu kahili tahale mate comments diantu Jay Jagannath
@eThIcAlsKs
@eThIcAlsKs 3 жыл бұрын
Dharma thile dhana nahi.dhana thile Dharma kari pariba.
@prabirpadhihari5
@prabirpadhihari5 3 жыл бұрын
ଆଜ୍ଞା ଧନୀ ଲୋକ ମାନେ ଧନ ଟା ଖାଇବା ଚଳିବ ପାଇଁ ତା ଜାଗା ସେତିକି.... ଧର୍ମ କୁ ଧନ ସହିତ ଯୋଡନ୍ତୁ ନାହିଁ
@kabirajpradhan1665
@kabirajpradhan1665 3 жыл бұрын
.
@trilochannayak9749
@trilochannayak9749 3 жыл бұрын
ଧର୍ମ ଏକା ସିନା ମହତ ପଣିଆ ଆଉ ସବୁ ମାତ୍ର ଅଢ଼େଇ ଦିନିଆ
@sibaswain6439
@sibaswain6439 3 жыл бұрын
Dhan Natalia asamayr kichi karipariba NAhi maa Laxmi nidaa karanunai Aji apanman pao padilla kipari
@pramodpanigrahi7619
@pramodpanigrahi7619 3 жыл бұрын
dharma hi mahaan. dhrma ru dhana arjana kari heba. dhana ru nunha
@timplim2137
@timplim2137 3 жыл бұрын
Dhana mrutyu ku Joya kariparibani
@jyosanmeher3768
@jyosanmeher3768 2 жыл бұрын
Chhotray sir.aapana dhana pachha re daudu chhanti.dharma karibaku hele dhanara aabasyakata nanhi.
@amaraajbehera
@amaraajbehera 3 жыл бұрын
Yada yada hi dharmasya glaanirbhavati bhaarat Abhyutthaanam adharmasya tadaatmaanam srijaamyaham Paritranaay saadhunaam vinaashaay cha dushkritaam Dharm sansthaapanaarthaay sambhavaami yuge yuge
@parikshitdash6970
@parikshitdash6970 3 жыл бұрын
Requested allowed. allow
@chamarpanigrahi3186
@chamarpanigrahi3186 3 жыл бұрын
ଧର୍ମ ଆବଶ୍ୟକ ଧନ ଠାରୁ ବେଶି
@rudraprakash675
@rudraprakash675 3 жыл бұрын
Dharmakaribaramanenuheki upabasarahiba jaruri
@pradeepadjuad7512
@pradeepadjuad7512 3 жыл бұрын
୧୪ବର୍ଷ ବନବାସ ରେ ରାମ ଲକ୍ଷ୍ମଣ ଓ ସୀତା ମାତା କଣ ଖାଇଲେ ।।ଧନ ନା ଧର୍ମ।। କୁହନ୍ତୁ 🙏
@jagannathsahu7841
@jagannathsahu7841 3 жыл бұрын
Semane kan dhana dei kiniki khauthile ki..? Pakruti(earth) khaibaku dia ...
@sanjaybablu9105
@sanjaybablu9105 3 жыл бұрын
Bhai ram and laxman dharma balare hin banabasa sesa kale
@udayalima9094
@udayalima9094 3 жыл бұрын
ଧର୍ମ ପାଇଁ କିଛି ଧନ ଆବଶ୍ଯକ ଯଦି ଘରେ କିଛି ଟଙ୍କା ନ ଥିଲେ ଘରେ ପୁଜା କରି ପାରିବେ ନାହିଁ ଧନ ଭଲମନ ବି ଦରକାର ତାହା ହେଲେ ଧର୍ମ ଆସିବ ଧନ ଗର୍ବ ହେଲେ ଧର୍ମ ରହିବ ନାହିଁ
Стойкость Фёдора поразила всех!
00:58
МИНУС БАЛЛ
Рет қаралды 7 МЛН
How do Cats Eat Watermelon? 🍉
00:21
One More
Рет қаралды 14 МЛН
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 18 МЛН
This mother's baby is too unreliable.
00:13
FUNNY XIAOTING 666
Рет қаралды 38 МЛН
Стойкость Фёдора поразила всех!
00:58
МИНУС БАЛЛ
Рет қаралды 7 МЛН