Karma Bada Na Bhakti Bada - କର୍ମ ବଡ ନ ଭକ୍ତି ବଡ | Dharma Bitarka - ଧର୍ମ ବିତର୍କ | Sidharth Bhakti

  Рет қаралды 174,288

Sidharth Bhakti Channel

Sidharth Bhakti Channel

Күн бұрын

ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
ବିତର୍କର ବିଷୟ : କର୍ମ ବଡ ନ ଭକ୍ତି ବଡ ?
ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ପ୍ରମୋଦ ନାୟକ, ଶ୍ରୀନିବାସ ଆଚାର୍ଯ୍ୟ
ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ପ୍ରଜ୍ଞା ରାଉତ,ସୁବାସ ଚନ୍ଦ୍ର କର
ସଂଯୋଜନା: ରଞ୍ଜନ ମହାପାତ୍ର
ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
--------------------------------
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
ALL THREE CHANNELS NOW AVAILABLE ON:
EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
Subscribe us on KZbin to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawa

Пікірлер: 172
@bijeshnayak7108
@bijeshnayak7108 2 жыл бұрын
Karma hin bada.... Jay Shree Krishna 🙏
@AshokSahu55555
@AshokSahu55555 Жыл бұрын
ସୁନିଶ୍ଚିତ ଭକ୍ତି ବଢ଼
@artabandhu1943
@artabandhu1943 6 ай бұрын
Joy shree jagannath
@hrudanandapradhan8420
@hrudanandapradhan8420 2 жыл бұрын
Karma hi bada,Jay jagarnnath
@pamodkumarbehera1296
@pamodkumarbehera1296 2 жыл бұрын
Pgala tume
@jibankoarpitkaro
@jibankoarpitkaro 2 жыл бұрын
Jay sitaRam prathame karma bada
@MyAlekha
@MyAlekha 2 жыл бұрын
ଜୟ ଜଗନ୍ନାଥ ଛୋଟ ମୁଖ୍ ରେ ବଡ଼ କଥା ମୋ ମତରେ ଭକ୍ତି ବିନା ଶକ୍ତି ନାହିଁ ଆଉ ଶକ୍ତି ବିନା ଭକ୍ତି ନାହିଁ କହିବାର ତାତ୍ପର୍ଯ୍ୟ ମୋ ମତରେ କର୍ମ ଭକ୍ତି ଉଭୟ ଉଭୟ କୁ ପରି ପୂରକ ଏ ଭିତରୁ ଯଦି ଗୋଟିଏ ଆମେ ଅଣଦେଖା କରିବା ତାହା ହେଲେ ଆମ ଜୀବନ ଅଧୁରା ରହିଯିବ ଆଗକୁ ଆପଣ ଙ୍କ ବିଚାର ଜୟ ଜଗନ୍ନାଥ ବହୁତ ବଢିଆ ବିତରକ ଥିଲା କିଛି ଆଜିର ସମାଜ ପାଇଁ ନିହାତି ଆବଶ୍ୟକ ଧନ୍ୟବାଦ ସମସ୍ତ ଭକ୍ତି ମଣ୍ଡଳି ର ବତୃକ୍ତା ମାନଙ୍କୁ ନମସ୍କାର🙏❤️👍👍
@jagannathbhatra4281
@jagannathbhatra4281 2 жыл бұрын
As wa ² yi s wa a
@MaheshBabu-jv7bi
@MaheshBabu-jv7bi 2 жыл бұрын
Beautiful topic
@MaheshBabu-jv7bi
@MaheshBabu-jv7bi 2 жыл бұрын
Like this topics are necessary
@himansusahoo1362
@himansusahoo1362 2 жыл бұрын
Jay jagannatha 🙏🙏🙏 Ati sundara Katha Bhakti ku neiki karma Bhakti bada
@pamodkumarbehera1296
@pamodkumarbehera1296 2 жыл бұрын
Right
@kaliameher2881
@kaliameher2881 2 жыл бұрын
Karma.bada.radhe.radhe
@pradeepbanchhor1703
@pradeepbanchhor1703 2 жыл бұрын
Karma hi bada 🙏radhe krishna
@kunilataojha2003
@kunilataojha2003 2 жыл бұрын
Bhakti bada
@pravakarsethy1107
@pravakarsethy1107 2 жыл бұрын
🙏🙏🌹🌹Very nice discussion🌹🌹🙏🙏ମୋ ମତରେ କର୍ମ ଜ୍ଞାନ ଦ୍ୱାରା ଭକ୍ତି କୁ ପ୍ରାପ୍ତ ହେବା ଜୀବନର ଚରମ ଓ ପରମ ଲକ୍ଷ୍ୟ, ତେଣୁ ଭକ୍ତି ଶ୍ରେଷ୍ଠ ଅଟେ l
@bikramdevpadhy8187
@bikramdevpadhy8187 2 жыл бұрын
Karma hin bhakti Bhakti hin karma
@shrabankumarnayak3273
@shrabankumarnayak3273 2 жыл бұрын
Jay shree Ram..
@indranidash6216
@indranidash6216 2 жыл бұрын
ମୁଲ ନାହି ହେଉଛି କର୍ମ, କର୍ମରୁ ହିଁ ଜ୍ଞାନ ଜାତ ହୁଏ ଜ୍ଞାନ ରୁ ହିଁ ଭକ୍ତି,, କଳିଯୁଗ ରେ ଭକ୍ତି କେଉଁଠୁ ଆସିବ, କର୍ମ କଲେ ସିନା ଭକ୍ତି ଆସିବ?
@bhikarihans3805
@bhikarihans3805 2 жыл бұрын
କର୍ମ ବଡ଼
@chudamanidharua7208
@chudamanidharua7208 2 жыл бұрын
Jay Jagannath
@manishanaik2552
@manishanaik2552 2 жыл бұрын
Bhakti hin Shrestha 🙏🙏
@sibabhoi8423
@sibabhoi8423 2 жыл бұрын
ଅତି ସୁନ୍ଦର କଥା
@mcccomputermallikapur4463
@mcccomputermallikapur4463 2 жыл бұрын
ଭକ୍ତି ଥିଲେ ଜଣେ ସତ କର୍ମ କରିବା
@lalitmohanpradhan3427
@lalitmohanpradhan3427 2 жыл бұрын
Karma hi bada 🙏jay shree Krishna ❤️🙏❤️
@shankarnayak9219
@shankarnayak9219 2 жыл бұрын
Very nice topic Jay Jagannath
@kunirana4682
@kunirana4682 2 жыл бұрын
Jay jagannth🌼 he madhaba bhakti hi mulay ban 🌼🙏🙏
@mayadharhati2317
@mayadharhati2317 2 жыл бұрын
Jay jagannth vakti Bina bhagabanku miliba asambhaba
@pamodkumarbehera1296
@pamodkumarbehera1296 2 жыл бұрын
Acharya Sinibash babu Jo Katha kahuchanti ambhe ekamata
@manirajanpatra130
@manirajanpatra130 2 жыл бұрын
Jayjagannath
@madhusudanmahakud9141
@madhusudanmahakud9141 2 жыл бұрын
Dis is d fine topic, jay Mahaprabhu...............
@bharatpradhan5832
@bharatpradhan5832 2 жыл бұрын
Karma , bhakti all are equal, like mirror, one can never see without mirror
@divinegrace3581
@divinegrace3581 2 жыл бұрын
Prabhu nkra jay Excellent discussion🙏 🙏
@rajendraparida1428
@rajendraparida1428 2 жыл бұрын
ଏତେ କଥା କହିବାର କିଛି ଆବଶ୍ୟକ ନାହିଁ ସବୁ ଠାରେ ଭଗବାନ ବଡ ଭକ୍ତି ଆଉ କେହି ନୁହେଁ ସିଏ କେବଳ ହେଉଛି ଭଗବାନ,ପ୍ରହ୍ଲାଦ କଥା ଦେଖନ୍ତୁ ସେ ଛୋଟ ପିଲା ସେ କଣ କର୍ମ କରିବ ଭକ୍ତି ବଳରେ ହିରଣ୍ୟ କସିପିୟୁ ବିନାଶ ହୋଇ ଥିଲା ଆଗ ଭକ୍ତି ତାପରେ କର୍ମ ଏଇଟା ହିଁ ସତ୍ୟ ଭକ୍ତି ରେ କେବଳ ଶାନ୍ତି ମିଳେ କର୍ମ ରେ ନୁହଁ 🚩
@sitarmmalik9810
@sitarmmalik9810 2 жыл бұрын
କର୍ମ ନ କରି କେବଳ ବସି ରହି ଭକ୍ତି କଲେ ସୃଷ୍ଟି ବିନାଶ ହୋଇଜିଵ
@JanmejayaDas9
@JanmejayaDas9 2 ай бұрын
Both are required each other
@arabindadas65
@arabindadas65 2 жыл бұрын
Bhakti is great.
@GopabanduNayak
@GopabanduNayak 2 ай бұрын
Karma bada 😊😊😊
@jitendranathmohanty3965
@jitendranathmohanty3965 2 жыл бұрын
ପ୍ରଥମେ କର୍ମ ହିଁ ବଡ଼। ତାପରେ ଭକ୍ତି।ଆମେ ଯେଉଁ କର୍ମ କରୁଛେ ତାହାକୁ ଭଗବାନ ଙ୍କ କର୍ମ କରୁଛେ ବୋଲି ଭାବିବାକୁ ପଡ଼ିବ।
@pravatbanarasipan4005
@pravatbanarasipan4005 2 жыл бұрын
Super 👍👍👍👍👍👍💯💯💯
@sibajikumardigal6364
@sibajikumardigal6364 2 жыл бұрын
Jay shree Krishna 🙏🙏🙏All are right🙏guru dev.
@kailashchandrapanda3728
@kailashchandrapanda3728 2 жыл бұрын
Very .good .advise . 🙏🏻🙏🏻🙏🏻
@ranjitdalei9316
@ranjitdalei9316 2 жыл бұрын
ଯାହା ଦେଖିହୁଏ ଓ ଦେଖାଇ ହୁଏ ତାହା ସତ୍ୟ ,ଯାହା କେବଳ ସୁନିଠାଉଁ ତାହା ଇଥ୍ୟା,କର୍ମ କୁ ସମସ୍ତେ ଦେଖିପାରିବେ ସୁ କର୍ମ ହଉ ବା କୁ କର୍ମ ହେଉ,କର୍ମ ହେଉଛି ବହି ଭକ୍ତି ହେଉଛି ବହିର ଅକ୍ଷର,ଯଦି କର୍ମ ଦରକାର ନାହିଁ ଲକ୍ଷ୍ମୀ କାହିଁକି ଅନନ୍ତସଜ୍ୟା ରେ ପ୍ରଭୁ ଙ୍କ ପାଦଚାପୁ ଛନ୍ତି କେବଳ ଭକ୍ତି କରିଥାନ୍ତେ,।ଶିଶୁ ଜନ୍ମ ପରେ କାନ୍ଦିବା ଟା କର୍ମ କଳା ନା ଭକ୍ତି ପ୍ରଥମେ କରେ,ସେ ସମୟରେ ମାୟା ଛାୟା ନଥାଏ।କର୍ମ ରୁ ଭକ୍ତି କୁ ରାସ୍ତା ଏ ସ୍ଵଷ୍ଟ ଦେଖୁଛୁ,କର୍ମ ହିଁ ଭଗବାନ ଓ ସୈତାନ୍,ମୋର୍ ମତ,ସାପ ଟି ସାପ , ପଲ ରସି ଟି ରସି,ନମସ୍କାର।
@priyacharandas7352
@priyacharandas7352 2 жыл бұрын
ଜୟଶ୍ରୀ ଜଗନ୍ନାଥ ଯେଉଁ କର୍ମ ଭଗଵତ୍ ପ୍ରିତ୍ୟର୍ଥେ ହୁଏ ତାହା ହିଁ ଶ୍ରେଷ୍ଠ କର୍ମ ।ଆଉ ଯେଉଁ କର୍ମ ସ୍ବାର୍ଥ ପାଇଁ ସେ କର୍ମ ର କିଛି ମୁଲ୍ୟ ନାହିଁ । ଶାସ୍ତ୍ର ରେ ଭକ୍ତି କୁ ଶ୍ରେୟ ଦିଆଯାଇଛି ।ଗୀତା, ଶ୍ରୀମଦ୍ ଭାଗବତ ମହାପୁରାଣ, ଏବଂ ଵେଦ ରେ ସବୁଠି ଭକ୍ତି ଙ୍କୁ ଶ୍ରେଷ୍ଠ ମାର୍ଗ କୁହାଯାଇଛି ।
@pamodkumarbehera1296
@pamodkumarbehera1296 2 жыл бұрын
I like this
@jhansiranisahoo7084
@jhansiranisahoo7084 2 жыл бұрын
Right
@bamancharanojha3220
@bamancharanojha3220 2 жыл бұрын
Karma bada
@malayakanhar9769
@malayakanhar9769 2 жыл бұрын
Jay Shree Ram 🙏🙏🙏
@indranidash6216
@indranidash6216 2 жыл бұрын
ଦୁନିଆଁରେ କର୍ମ ନ କଲେ ଦୁଃଖ, ସୁଖ ର ମିଠା ଜାଣିପାରିବେନି, ମଣିଷ ସୁଖରେ କେବେ ଭକ୍ତି କରେନି ଦୁଃଖ ପାଇଲେ ଜ୍ଞାନ ମିଳେ, ମନରେ ଭକ୍ତି ଜାତ ହୁଏ ସେଥିପାଇଁ କର୍ମ ହିଁ ବଡ
@sachidandamallick3565
@sachidandamallick3565 2 жыл бұрын
Karma hni bada
@rastrapatipadhan4418
@rastrapatipadhan4418 2 жыл бұрын
Oooo
@krushnasahoo7401
@krushnasahoo7401 2 жыл бұрын
Duty is God.
@sudarshansing1998
@sudarshansing1998 2 жыл бұрын
କର୍ମ ବଡ଼ : ଜୟ ଜଗନ୍ନାଥ:
@jharanamohanta7485
@jharanamohanta7485 2 жыл бұрын
Omm sai ram 🙏
@sudarshansing1998
@sudarshansing1998 2 жыл бұрын
ହରି ଓମ୍
@rohidasmohanta6019
@rohidasmohanta6019 2 жыл бұрын
Very good
@crsahulnt
@crsahulnt 2 жыл бұрын
❤️🌹❤️⚘श्री⚘❤️🌹❤️ 🙏🌸⚘ राधे राधे⚘🌸🙏 🌼⛳🌼👣🌼⛳🌼 🌼🌻हरे 👣कृष्ण🌻🌼 💧🥥🍁🙏🍁🥥💧
@hbrpresent5782
@hbrpresent5782 2 жыл бұрын
କର୍ମ ବଡ ଭକ୍ତି
@singraimurmu4103
@singraimurmu4103 2 жыл бұрын
🙏💓 Excellent discussion 👌 I love you all 😚 thank you soomuch 💞 Jay Jagannath 💞🙏💞
@Bibhu620
@Bibhu620 2 жыл бұрын
Karma hin bhagaban,duty is my god
@adumallick2027
@adumallick2027 2 жыл бұрын
ଏଭଳି ତର୍କ ନିତାନ୍ତ ଆବଶ୍ଯକ
@satyabratabehera5745
@satyabratabehera5745 2 жыл бұрын
Karma bada🙏
@Kumar-mn4tn
@Kumar-mn4tn 2 жыл бұрын
କର୍ମ ରୁ ହିଁ ଭକ୍ତି ହେବ ,ଭକ୍ତି ବଡ।
@suchitrakhuntia7866
@suchitrakhuntia7866 2 жыл бұрын
Bhakti manasika karma .sethiru janu karma bada.
@prabhatguin3062
@prabhatguin3062 2 жыл бұрын
Jay Jagannath 🙏💛🙏
@jugalchnaik7999
@jugalchnaik7999 2 жыл бұрын
ଭକ୍ତି ନଥିଲେ ମଧ୍ୟ କର୍ମ ଯଦି ଠିକ୍ ଥାଏ ଭଗବାନଙ୍କୁ ପାଇବା ସହଜ, କିନ୍ତୁ କର୍ମହୀନ ବ୍ଯକ୍ତି ଖାଲି ଭକ୍ତି ଦ୍ବାରା ଭଗବାନଙ୍କୁ ପାଇବା ସହଜ ନୁହେଁ। ତେବେ ଭକ୍ତିଯୁକ୍ତ କର୍ମ ବା କର୍ମଯୁକ୍ତ ଭକ୍ତି ଦୁର୍ଗମ ପଥକୁ ଅତି ସହଜ କରିଦିଏ।
@jugalchnaik7999
@jugalchnaik7999 2 жыл бұрын
ଯେଉଁମାନଙ୍କ ସମନ୍ବୟ କର୍ମ ଯୋଗୁଁ ବିଶ୍ବର ସବୁକିଛିର ସୃଷ୍ଟି, ସେଇସବୁ ମହାନ୍ କର୍ମୀ ଯଥା ସୂର୍ଯ୍ୟ ଜଳ ବାୟୁ ଆକାଶ ପୃଥିବୀ କେହିବି କର୍ମକୁ ଛାଡି ବସି ନାହାନ୍ତି। ତେଣୁ ଆମକୁ ମଧ୍ୟ କର୍ମ କରିବାକୁ ପଡିବ। ସ୍ରଷ୍ଟା ମଧ୍ୟ ତାଙ୍କ କର୍ମ ଦ୍ବାରା ସମଗ୍ର ଜଗତକୁ ସୃଷ୍ଟି କରିଛନ୍ତି। ତେଣୁ କର୍ମ ହିଁ ବଡ। ଭଗବାନ ଆମ ଠାରୁ କର୍ମ ହିଁ ଚାହାନ୍ତି। ଅର୍ଜୁନଙ୍କୁ କର୍ମଯୋଗ ଶ୍ରେଷ୍ଠ ଯୋଗ ବୋଲି ବୁଝେଇବାରୁ ଅର୍ଜୁନ ଯୁଦ୍ଧ ପାଇଁ ରାଜି ହୋଇ ଯୁଦ୍ଧ କଲେ।
@prasadmajhi6465
@prasadmajhi6465 2 жыл бұрын
🌄 ଜୟ ଜଗନ୍ନାଥ 💩 ସୁନ୍ଦର ଅମୃତ ରସ ମହିମା 🗽
@AnilSahooo
@AnilSahooo 2 жыл бұрын
Bhagaban katha kahiba Jadi bhakti bada. Manisa katha kahiba Jadi karma bada . Mo mata aya
@niranjanpatra5772
@niranjanpatra5772 2 жыл бұрын
ଭକ୍ତି କରିବା ଏକ କର୍ମ l ଭକ୍ତି କରିବା, ପୂଜା କରିବା, ସେବା କରିବା, ପ୍ରତ୍ୟେକ ଗୋଟିଏ ଗୋଟିଏ କର୍ମ l ଭକ୍ତି ରୂପକ କର୍ମ ନ କଲେ ଜୀବନ ବୃଥା l 🙏
@jhansiranisahoo7084
@jhansiranisahoo7084 2 жыл бұрын
Right
@prakashchandrabehera3605
@prakashchandrabehera3605 2 жыл бұрын
Pranam guru dav gona🙏 vakti ra sakti , hanuman ku sanedasa
@Chitta626
@Chitta626 2 жыл бұрын
ପ୍ରଥମେ ଭକ୍ତି,ପରେ କର୍ମ,କର୍ମ କରିବା ଆଗରୁ ମନ ଥିବା ଦରକାର, ମନର ଏକାଗ୍ରତା ହେଉଛି ଭକ୍ତି। ଦୁଇଟି ଯାକ ସଫଳତା ପାଇଁ ଦରକାର।
@saradaprasadnayak1898
@saradaprasadnayak1898 2 жыл бұрын
Karam.
@dillipkumarnath5353
@dillipkumarnath5353 2 жыл бұрын
Please add sidharth bhakti in tata sky
@niranjanmanjhi5345
@niranjanmanjhi5345 2 жыл бұрын
Olll
@satyajitpratap6535
@satyajitpratap6535 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ🙏ଆଲୋଚନା ର ଭାବ ଅତି ସୁନ୍ଦର କିନ୍ତୁ ସର୍ବ ପ୍ରଥମେ ଭଗବାନ ବଡ ତାଙ୍କରି ଭାବରେ ରହିଲା ପରେ ଭକ୍ତି ଆଉ କର୍ମ ବଢେ କାହିଁକି ନା ବିନା ଭକ୍ତି ରେ ସ୍ଵକର୍ମ ସମ୍ପାଦିତ ନୂହେଁ କି ସତ୍କର୍ମ ବିନା ଭକ୍ତି ସମ୍ପାଦିତ ନୂହେଁ
@SNaik262
@SNaik262 2 жыл бұрын
Karma hin bhakti.karma Bina bhakti ra kichi Mane nahin.ataeb both are equal.bhakti ra eka Rupa hela gyana gyana ra eka Rupa hela karma.ତିନୋଟି ଯାକ ଭଗବାନଙ୍କ ସ୍ୱରୂପ ଏନୁ କେହି କାହାଠୁ ଭିନ୍ନ ନୁହଁ।ଏକ .....
@shaunsundardash8344
@shaunsundardash8344 2 жыл бұрын
କର୍ମ ଦୁଇ ପ୍ରକାର ଥାଏ ଗୋଟିଏ ଭଲକର୍ମ ଆଉ ଗୋଟିଏ ମନ୍ଦକର୍ମ ଭକ୍ତି କିନ୍ତୁ ଗୋଟିଏ ପ୍ରକାର ତାର ଭଲନାହିଁ କି ମନ୍ଦନାହିଁ ତଥା ପ୍ରଭୁଙ୍କୁ ଡାକିବା ଭକ୍ତି କରିବା ସିଏବି ତ ଗୋଟେ କର୍ମ ସସାଁରରେ ଆମେ ଜାହାବି କରୁଛେ ସିଏ ଗୋଟିଏ କର୍ମରେ ଜାଉଛି ପ୍ରଭୁଙ୍କୁ ଡାକିବା ସିଏ ଗୋଟେ କର୍ମ ଆଗ ପ୍ରଭୁଙ୍କୁ ଡାକିଲେ ତାପରେ ମନରେ ଭକ୍ତି ଆସିବ ନ ଡାକିଲେ ମନରେ ଭକ୍ତି କିପରି ଆସିବ ତେଣୁ କରି କର୍ମ ଆଗ ବା ବଡ଼
@p.s.padhan9801
@p.s.padhan9801 2 жыл бұрын
Bhakti appne app Mai he karma hain...
@Manasa-Ranjan-Subudhi
@Manasa-Ranjan-Subudhi 2 жыл бұрын
Karma Kariba ku hele bhakti rahiba darkar, bhakti rahile karma miliba. Ethire tention nebara kana achhi.
@kashinathabehera8455
@kashinathabehera8455 2 жыл бұрын
Karma
@indranidash6216
@indranidash6216 2 жыл бұрын
ଘର ର ମୁଲଦୁଆ ବଡ, ନା ଛାତ ବଡ, ମୁଲଦୁଆ ହେଉଛି କର୍ମ, ଛାତ ଟା ହେଉଛି ଭକ୍ତି ଆପଣମାନେ କହିବେ କେଉଁଟା ବଡ
@bhabanisagria409
@bhabanisagria409 2 жыл бұрын
Gayan sabuthi bada
@pravakarsethy1107
@pravakarsethy1107 2 жыл бұрын
କର୍ମ ଓ ଜ୍ଞାନ କୁ ମାଧ୍ୟମ କରି ଭକ୍ତି ଖୋଜଯାଏ l ଏକଥା ସତ୍ୟ ଯେ ସମସ୍ତଙ୍କର ଆବଶ୍ୟକତା ନିଶ୍ଚୟ ରହିଛି କିନ୍ତୁ ଭକ୍ତି ର ଲକ୍ଷ୍ୟ ନୁହେଁ କର୍ମ ଓ ଜ୍ଞାନକୁ ପ୍ରାପ୍ତ କରିବା l ଭକ୍ତି ଏକ ସ୍ୱତନ୍ତ୍ର ଅନୁଭବ l ଏହା ସବୁର ନିର୍ଯ୍ୟାସ, ଏହା ପ୍ରାପ୍ତ ହେଲେ କି ପ୍ରକାର ପରମାନନ୍ଦ ପ୍ରାପ୍ତ ହୁଏ,ତାହା ବୁଦ୍ଧି ଓ ବାଣୀର ଅତୀତ l
@pamodkumarbehera1296
@pamodkumarbehera1296 2 жыл бұрын
Pgala
@hariarjunsahu873
@hariarjunsahu873 2 жыл бұрын
Bhakti akk karma he ,hrudaya ke sath karma ko bhakti kehete he.
@manojkumarpothal3806
@manojkumarpothal3806 2 жыл бұрын
ଭକ୍ତି ଏକ ମନ ସ୍ତାପକ ଜିନିଷ , କର୍ମ୍ ଭକ୍ତି ରୁ ଆରମ୍ଭ ଭକ୍ତିରେ ଶେଷ ଭକ୍ତି ନଥିଲେ କର୍ମ ଆରମ୍ଭ ହେବ ନାହିଁ ଭକ୍ତି ରୁ ହିଁ କର୍ମ
@prasanjit5119
@prasanjit5119 2 жыл бұрын
Episode ସଇଲା ପରେ , ଆପଣ ମାନେ ମିଶି ନିର୍ଯା ସ କଥା କହିବା କଥା , କର୍ମ ଓ ଭକ୍ତି ଏ ଦୁହେଁ ଶ୍ରେଷ୍ଠ ,ଏ ଦୁହେଁ ସମାନ, ଭକ୍ତି , ଜ୍ଞାନ ,କର୍ମ ଏ ତିନି ଟା ଜାକ ମିଶିଲେ ଭଗବତ ପ୍ରାପ୍ତି ହେବ। ଯଦି ଏହା ନୁହେଁ ତାହେଲେ ଭଗବାନ ଶ୍ରୀମଦ୍ ଭଗବତ ଗୀତାରେ ଏତିନି ଟା ବିଷୟରେ କାହିଁକି କହିଲେ । ଚିନ୍ତା କରନ୍ତୁ । ଜୟ ଜଗନ୍ନାଥ🌹💕🚩🙏🙏🙏🙏
@P.k.R.1977
@P.k.R.1977 3 ай бұрын
So first deed is big.
@sukrunaik3161
@sukrunaik3161 2 жыл бұрын
Bhakti Nathalie karmahebanahi tenu bhakti prathama
@nareshpradhan7641
@nareshpradhan7641 2 жыл бұрын
Karma hi bada
@lelupdas5411
@lelupdas5411 2 жыл бұрын
Bhakti sabutharu sresta .Bira hanuman hi tara pramana Bhagaba Ramanku bhaki kariba dwara hanuman ji sabu kamare ageigale O Guga Guga pain amar hoigaleb
@subscribed9148
@subscribed9148 2 жыл бұрын
Karma tharu bhakti bada Ans...karma mane karjya bhakti mane ichha tenu bhakti ichha ba smarpana bhaba hi ichharu jata ichha ba agraha nathile kaounasi karjya safala heina thae sethi pain bhakti ra pachhare karma daoditha e tenu bhakti hi bada ba srestha
@soumyaranjanmohapatra8374
@soumyaranjanmohapatra8374 2 жыл бұрын
Bhakti bada Bhakti ku neiki karma kale taku safalata kuhajiba Karma Kariba pain Shakti Ra abasyakata padiba hele jebe Shakti na thaye ba Manisha ra anta samaya ase se karma balare iswar prapti ku pradhanya dei pareni sajya re soi Rahi mana re bhakti Ane bhagban nka prati se gote papi heu ki punyatma parisesha re pratek manisa bhakti ku patheya Kare Bina karma re bhakti ku agradhikara Diya jai pare kintu bina bhakti re heuthiba karma ra kichhi mulya na thaye 1-> Bhakti + karma = Bhagaban 2-> Bhakti - ( karma & swartha ) = bhagban 3-> Karma - bhakti = 0 🙏🏻🙏🏻🙏🏻
@manojmalik8311
@manojmalik8311 2 жыл бұрын
karam.karina.falapaye.paneeta.absha.vungye.satepaye.karam.bada
@KaliaMeher-x1v
@KaliaMeher-x1v 2 ай бұрын
Bhakti.bada
@daggumallisrinu2067
@daggumallisrinu2067 2 жыл бұрын
Karm hi bada
@sarojkumarmisra2537
@sarojkumarmisra2537 2 жыл бұрын
Sidhartha Bhakti Channel ## Prasarita Aehi Jo Program Rakhajaichi aeha thik Ajikali ka pila manaka pain kichi matra re marga darsaka heipare, ####🙏Mora Priya BAKTA Duita Traka rakhithile #Bhakti# au #Karma# Srestha Kia???? Mora Nijaswa Mata mu athare upastapan karuchi athi Bhakti hin Sresta Rahiba, Karana Bhagavaan Janma deichanti Karma karibaku Gotia sarala rekhre Janma-Karma- Mutwu rahe, A ta pradhanya je karam kariba, Kintu Prathame Jani rakhiba katha *Manisa Je kounasi Karamma Kare Jadi Sethire Bhakti nathiba Se karma karma re Ganana kara jibani, Exm- Sakala samaya Manisa Jo Kama Arambha Kare # Bhakti ra saha Bhagwaan niku # Kahe je He Bhagwan Mora Dinati Aji Bhala re Jau # Kahiki Kahe, ,,,,,,,, Bhakti emiti eka Marga Manisa raicha thile aba nathile Madhya Manaku asijaitha, Prathame Bhakti + Karma Asiba Dhanyabad Jadi Kichi Bhul thiba tahale Khayma karibe
@singleboy1460
@singleboy1460 2 ай бұрын
Bhakta bada
@anjaanenews4458
@anjaanenews4458 2 жыл бұрын
ବଞ୍ଚି ବାକୁ ହେଲେ ପେଟ ପାଇଁ କର୍ମ ବଡ଼, ବଞ୍ଚି ଥିଲେ ତ ଭକ୍ତି କରିବ ।ଯିଏ ଭଗବାନଙ୍କୁ ଜାଣି ନାହିଁ ଏବଂ ଭାଗବତ ଜାଣି ନାହିଁ ସେ ମଧ୍ୟ ବିନା ଭକ୍ତି ରେ ମଧ୍ୟ ବନ୍ଚି ପାରିବେ।ମଲା ପରେ ଯାହା ବି ହେଉ ବର୍ତ୍ତମାନ ତ କଷ୍ଟ କର।ପରେ ତ କର୍ମ ବଦଳରେ ଦଣ୍ଡ ପାଇବ ଏହା ହଁ ପ୍ରକୃତି ଅଟେ। ସ୍ଵାର୍ଥ ହିନ କର୍ମ ସାହାଯ୍ୟ ହଁ ଭକ୍ତି।
@pramodsahoo8525
@pramodsahoo8525 2 жыл бұрын
Prathame maa bhitare jebe jiba thila maa khaile sekhauthila jebe dharitimaa chatire pada Dela ta pani paban khadya re sarir badhila sarir badhila paschre prakuti maa ra hata Jane manisch bujhiba bhagaba Jane pasu see Kan bujhiba tenu prakuti maa kolore samte Lalita palita huanti pasu pakhi ba manab jadi Ame prathame bidya Adhayan na Kariba guru na dhariba tebe Ame Gayana paina nahni Gayana paile Ame bhagaban Kia boli janiba bhagaban Aschanti boli Amara biswas Asile Ame satkrarma Kariba na hell pasu bhali banchiba tenu gayan bhakti karma samasta saman jebhali hata natle ki goda nathile ki pati nathile jiba Akhyam bhulu thile khyama deba 👃👃👃Jay jagarnnath
@mandodarijena9930
@mandodarijena9930 2 жыл бұрын
Dharma bada
@msd23415
@msd23415 2 жыл бұрын
Karma bada
@sushilkumarsahu8261
@sushilkumarsahu8261 2 жыл бұрын
Ghare na thile vata se ki kariba bhagabata peta vokare thile vakti ujagar hebanahi jai sri krusna pranam ame 40year ru anubhava. Karichu radhe krusna
@KUMARPINTU-e5h
@KUMARPINTU-e5h 2 жыл бұрын
Bhakti heuchi (bhagabata anusare chaliba) (ba bhagbanka nirdesanare chaliba) (bhagbanku biswasa kariba) (ba adhaytmika anusare chaliba)(takuhin bhakti kuhajae)Bhaktira anya nama heuchi sat karma
@krupasindhumishra2870
@krupasindhumishra2870 2 жыл бұрын
ବକ୍ତି ବିନା କର୍ମର ମୂଲ୍ୟ ନାହିଁ. ଭକ୍ତିକୁ ନେଇ କର୍ମକର. ସ୍ମରପିଟ ହୋଇ ଭକ୍ତିର ସହିତ କର୍ମ କରି ଭଗବାଙ୍କୁ ପାଅ. ଜୟ ଜଗନ୍ନାଥ.
@pamodkumarbehera1296
@pamodkumarbehera1296 2 жыл бұрын
Super
@bhimasenrana2451
@bhimasenrana2451 2 жыл бұрын
କର୍ମ ଓ ଭକ୍ତି, ଗୋଟିଏ କୋଇନ ର ଦୁଇଟି ପାସ୍ପୋ, ବହୁତ୍ ବଢିଆ ଆଲୋଚନା, ସମସ୍ତ ଗୁରୁଜନ ମାନଙ୍କୁ ମୋର ପ୍ରଣାମ ଓ ଆନ୍ତରିକତାର ସହ ଶୁଭେଚ୍ଛା 🙏🙏🙏💐💐💐
@KUMARPINTU-e5h
@KUMARPINTU-e5h 2 жыл бұрын
Ehi video ra heding bhul lekha heichi (ethi lekhiba kata sat karma bada na Bhakti bada)
@PramodMishra-g6d
@PramodMishra-g6d 19 сағат бұрын
Karmabadabhaktirsaha karma karibaku pade
@pamodkumarbehera1296
@pamodkumarbehera1296 2 жыл бұрын
Jane sisya kahile achrya mu bhakti karibini , mu karma karibi ,Guruji kahile are Bina bhakti re Tora kan gyan udaya heba, sisya kahila hna Guruji , ? Guruji kahile hau thik Achi ,ta para Dina asramare asi sisya panhichile ,Guruji kahile kuade asichu ,sisya kahile sikhya paibaku, guruji kahile Bina samarpana re sikhya milibani,sisya Kariba kan ?chinta re padigale sisya ,sisya bhabile Bina samarpan bhabare gyan milibani ,sisya acharya nkara padatale padigale ,sisya kahile Guruji duniare sabukichi paibaku hele bhakti darkar bhakti hni ucha stana, tebe apan hni kuhantu
@nimaydandapat13
@nimaydandapat13 2 жыл бұрын
Aqq
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
କେମିତି ସହଜରେ ପାଇବା ଈଶ୍ୱର
40:37
Chanakya tv Odisha
Рет қаралды 80 М.