ଧରାପଡ଼ିଲା ଚୋର, ବ୍ୟାଗ ଭିଡ଼ିଲା ବେଳେ ଧରିଲେ ରାଜଧାନୀବାସୀ। Thief nabbed by locals in Bhubaneswar |

  Рет қаралды 553,541

Pratidin TV

Pratidin TV

Күн бұрын

Пікірлер: 593
@snayak7837
@snayak7837 2 жыл бұрын
ଏ ଚୋର ଦୁଇ ଜଣ ଙ୍କୁ କୋର୍ଟ ରୁ ଆଣିବାକୁ ,ଓକିଲ ମାନେ ଅ ନେଇ ବସିଛନ୍ତି ,ମୋର ଚୋର ମାନ ଙ୍କୁ ଅନୁରୋଧ 🙏🏻 କର୍ମ ନ କରି ଚୋରି କରି ଜେଲ ଯାଇ ଫେରି, ଆଉ ଚୋରି ନ କରି ସମାଜ ର ମଙ୍ଗଳ ପାଇଁ ଆତ୍ମ ହତ୍ୟା କରିଦିଅ 👍🏾👍🏾
@chandrakantamalik4316
@chandrakantamalik4316 2 жыл бұрын
ପ୍ରବଳ ମାଡ଼ ଦିଆଯାଉ ସେମାନଙ୍କ ମୁହକୁ ଦେଖାଯାଉ
@MuOdia5991
@MuOdia5991 2 жыл бұрын
ଏ ପିଲା ଚୋରି କରିଛି କିନ୍ତୁ ତା ମୁହଁ ଦେଖେଇବାର କଣ ଅସୁବିଧା ଅଛି
@Ghdei
@Ghdei Жыл бұрын
Tapua jadi chori karithanta Tara muha dekhei thile bhala lagi thanta 😡😡
@biranchinarayanmahalik897
@biranchinarayanmahalik897 2 жыл бұрын
ଏ ଚୋର ଆମର ଦରକାର ନାହିଁ । police ର ଡ୍ୟାସ ରେ ଦମ ଅଛି ତ,,,ଅର୍ଚ୍ଚନା ନାଗ କୁ ଚୋରି କରିଥିବା ନେତାଙ୍କୁ ଟିକେ, ଲୋକ ଲୋଚନକୁ ଯଦି ଆଣନ୍ତ,,,,ତାହେଲେ ଆମକୁ ଖୁବ ଆନନ୍ଦ ଲାଗନ୍ତା ।
@Ghdei
@Ghdei Жыл бұрын
Thik
@krushnamohanprusty2728
@krushnamohanprusty2728 2 жыл бұрын
ପୋଲିସ କର୍ମଚାରୀଙ୍କୁ ଦୋଷ ଅପେକ୍ଷା ଦୁଇଜଣଙ୍କୁ ଉତ୍ତମ ମଧ୍ୟମ ଦରକାର ।
@PrakashAtoZ
@PrakashAtoZ 2 жыл бұрын
Police ଏମାନଙ୍କୁ ଶାହାଜ୍ୟ କରିଥିବେ
@blrodiavlogspramodkumar
@blrodiavlogspramodkumar 2 жыл бұрын
ମାଗିହା ଦିଟା ଯାକ ଚୋର ଭଳିଆ ଦେଖାଯାଉଛନ୍ତି.....ସଳାକୁଂ Dairect encounter.
@odishafreefire2330
@odishafreefire2330 2 жыл бұрын
Gandi re ate pain encounter karidaba
@mr.villageboy3371
@mr.villageboy3371 2 жыл бұрын
Thik kotha
@sandeepkumarbaral6978
@sandeepkumarbaral6978 2 жыл бұрын
ପାଉଡି 👍🏼👍🏼👍🏼 ମାଡୁଆ ଦରକାର ଏ ଅଭଦ୍ରଙ୍କୁ ଉତ୍ତମ ମଧମ
@pramodmohanty8666
@pramodmohanty8666 2 жыл бұрын
ଶଳାଙ୍କୁ ଏମିତି ମାର ୟାଙ୍କୁ ଦେଖିକି ଆଉ କେହିବି ଏ କାମକରିବେନି
@HemantKumar-cc4fe
@HemantKumar-cc4fe 2 жыл бұрын
ଏ ଛୁଡ଼ି ପୁଅ ମାନେ ଜଣାପଡୁଛି ପୋଖତ ଚୋର 😂😂😂😂
@rajshreehembram3982
@rajshreehembram3982 2 жыл бұрын
ଅକର୍ମା ଗୁଡା ଖଟିକି ଖାଈ ପାରିବେନି। ଭଲ ସେ ଉତ୍ତମ ମଧ୍ୟମ ଦିଅ। ଆଉ ପୋଲିସ ରେ ଦିଅ ।
@rigi1734
@rigi1734 2 жыл бұрын
ଭୁବନେଶ୍ୱର ପୋଲିସ ଯଦି ଠିକ ଥିବ ତାହେଲେ ଏ ଚୋର ଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବ
@shakti2rupu
@shakti2rupu 2 жыл бұрын
Evening re sanga heiki bhaga hauchi😂
@deepalifestyle326
@deepalifestyle326 2 жыл бұрын
Police kichi karibani
@malayabiswal3391
@malayabiswal3391 2 жыл бұрын
ଇ ସଲା କେ ମାର ମା ଘିଆ କେ
@Stutee24
@Stutee24 2 жыл бұрын
Sei ta dukha......Police good for nothing
@manasipanda5748
@manasipanda5748 2 жыл бұрын
@@shakti2rupu yes right kahile bhai.
@chandrakantjena9214
@chandrakantjena9214 2 жыл бұрын
"ଚରି" ନୁହେଁ ଭାଇ..... ""ଚୋରି ""
@ourlittleworld516
@ourlittleworld516 2 жыл бұрын
He kain gapuchu
@subhajitparida4845
@subhajitparida4845 7 ай бұрын
😂😂😂chari
@subhajitparida4845
@subhajitparida4845 7 ай бұрын
Brahmpur loko chari kuhanti
@laxmimohanta5991
@laxmimohanta5991 2 жыл бұрын
ଏମାନଙ୍କୁ କଠୋର ଦଣ୍ଡ ମିଳୁ
@pintubadajena399
@pintubadajena399 2 жыл бұрын
ଏହିମାନେ ସବୁ ବସ୍ତି ପିଲା.. ରାଜଧାନୀ ରେ ଯେତେ ବସ୍ତି ବଢିବ ସେତେ ମାତ୍ରାରେ ଚୋରି ଡକାୟତି ବହୁମାତ୍ରାରେ ବଢିବ.ସରକାରଙ୍କୁ ଏଥିପ୍ରତି ଧ୍ୟାନଦେବା ଦରକାର..
@yaniprusty8582
@yaniprusty8582 2 жыл бұрын
ସେ ଦୁଇ ଜଣ କୁ ବାଡ଼େଇ ହାତ ଦିଟାକୁ ଭାଙ୍ଗି ପୋଲିସକୁ ଦିଅ
@mr.sanjayinformationdiscov3282
@mr.sanjayinformationdiscov3282 2 жыл бұрын
ସେ ଯାହା ହଉ ଦୁଇ ଜଣକୁ ପିଟି ପିଟି ଥାନାରେ ଦିଅ।।।।
@annapurnajena2833
@annapurnajena2833 2 жыл бұрын
pita heichi prabal
@pradeep7554
@pradeep7554 8 ай бұрын
ପୋଲିସ ମାନଙ୍କ ର ଚୋର ସାଙ୍ଗରେ ସଟଲ ଅଛନ୍ତି ପୋଲିସ ଙ୍କୁ ଦେଲେ ଜୋଇଁ ପୁଅ ସନମାନ ପାଇ ଯିବେ
@bijayakumarnayak2113
@bijayakumarnayak2113 2 жыл бұрын
ଏଇଟା ଚୋରି କରିନି।ସମସ୍ତେ ସୁନା ପିଲା ଗୁଡା।
@sarojpanda8334
@sarojpanda8334 2 жыл бұрын
କେଡ଼େ ବାହାଦୁରି ଦେଖେଇକି ଏ ପୁଲିସ ଚୋରର କଲର ଧରି ଟାଣି ନେଉଛି, ପବ୍ଲିକ୍ ଧରିଲେ ଚୋରକୁ, ଏ ପୁଲିସ ବାଲା ଫୁଟାଣି ମାରୁଛନ୍ତି ଯେମିତି ଚୋର ଧରିବାର କାମ ସେ କରିଛି। जदी ଚୋର ଧରା ନ ପଡ଼ି ଥାନ୍ତା ଓ ଚୋରୀ ର ଶିକାର ହୋଇଥିବା ବ୍ୟକ୍ତି ଯାଇ ପୁଲିସ ରେ FIR କରିଥାନ୍ତେ ତେବେ ସେହି ପୁଲିସ ପୁଣି କେତେ ରୋଲ ଦେଖେଇ ଥାନ୍ତା ଏମାନଙ୍କ ପାଖରେ,
@akshayakumar8712
@akshayakumar8712 2 жыл бұрын
ଯଦିଓ ଆମ ଓଡ଼ିଶା ସରକାର ପୋଲିସ୍ Sir 🙏🙏🙏 ଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜୋର୍ କରା ଯାଏ ତା ହେଲେ ଓଡ଼ିଶାରେ ଚୋରି , ରେଫ୍ , ମାଡର୍ , ଏ ସବୁ ହୁଅନ୍ତାନି ଆଜ୍ଞା 🙏🙏🙏🙏🙏 କେବେ ଓଡ଼ିଶାରେ ମା , ଭଉଣୀ , ମାନଙ୍କୁ ସୁରକ୍ଷା ମିଳିବ ଓଡ଼ିଶା ସରକାର ଙ୍କୁ ନିବେଦନ ପ୍ରଥାନା ଆଜ୍ଞା 🙏🙏🙏🙏🙏🙏🙏🙏 , ଜୟ ଜଗନ୍ନାଥ 🙏🙏🙏🙏🙏
@dosomegoodwork5286
@dosomegoodwork5286 2 жыл бұрын
ବ୍ରାଉନ ସୁଗାର ଖାଇବା ପାଇଁ ଏଇ ଚୋରି କରୁଛନ୍ତି ।
@trailoknathkhatua6995
@trailoknathkhatua6995 2 жыл бұрын
ଏହି ଚୋର ଯେତେବେଳେ ଧରାପଡିଛି ସମସ୍ୟା spot ଉପରେ ସମାଧାନର ଆବଶ୍ୟକ ଥିଲା, ଥାନାରେ double ଚୋର tripple ଚୋର entry କରିବେ.
@policelifestyle789
@policelifestyle789 2 жыл бұрын
ମଘିଆ ଙ୍କୁ ଛେଚିଦିଆ,,,, ସେ ଶଳା ଙ୍କୁ ଖୋବିଦିଆ
@mkaimchannel6167
@mkaimchannel6167 2 жыл бұрын
ଭୁବନେଶ୍ୱର ପୋଲିସ ସମସ୍ତେ ଟଙ୍କା ଦେଇ ଚାକିରି କରିଛନ୍ତି। ମୋର ମୋବାଇଲ ଖାରବେଳ ନଗର ଥାନା ଆଗରେ ଚୋରି ହୋଇଗଲା। କିନ୍ତୁ ଥାନା ବାଲା କିଛି ବୁଝିଲେ ନାହିଁ। ପୋଲିସ ଛାଡ଼ି ଦେବ କାରଣ ପୋଲିସ ଏଥିରେ ସାମିଲ ରହୁଛନ୍ତି।
@sujatalenka1879
@sujatalenka1879 Жыл бұрын
ମାରନ୍ତୁ ଜନତା ଶଳା.... ଦୁଇଟା ଯାକ ମିଛ କହୁଛନ୍ତି..... ଭଲ କି ଛେଚନ୍ତୁ.... ଭୁବନେଶ୍ୱର ଏବେ ଏଇଭଳି ଅସାମାଜିକ ଙ୍କ ଅଡ୍ଡା ସ୍ଥଳ ପାଲଟିଗଲାଣି....
@SAIDARSHAN134
@SAIDARSHAN134 2 жыл бұрын
ମାଗିହା ଧନ୍ୟ ରେ ତୁ ଚୋର
@tofanmuni850
@tofanmuni850 2 жыл бұрын
ଏମାନଙ୍କୁ ମାରିଦେବା ଉଚିତ, ବହୁତ ନିରୀହ ଲୋକଙ୍କୁ A
@deepakdas4671
@deepakdas4671 2 жыл бұрын
ଏ ଶଳା ମିଛରେ କହୁଛି ଏ ଶଳା ଦୁଇ ଜଣଙ୍କୁ ହାତ କାଟି ଦିଆଯାଉ
@Sourav2262
@Sourav2262 2 жыл бұрын
ଭୁନେଶ୍ବରରେ ବହୁତ୍ ଗୁଡ଼ାଏ bangadeshi ଦାଢ଼ୀବାଲା ରହୁଛନ୍ତି।।।ସେ ମାନେ ସବୁ ଚୋର ଗୁଡାକ ଟିକେ ଦେଖିକି।।।। ନହେଲେ ସବୁ ଚୋରାଇ ନେଇ ଯିବେ।।।
@prakashtarai896
@prakashtarai896 2 жыл бұрын
ଜାହଉପଛେ ମିଡିଆ ଭାଇ ଭାରି ସମ୍ନାନ ସହ କଥାବାର୍ତ୍ତା କରୁଛନ୍ତି, ଜଦି ଏଇଟା କୋଲକତାରେ ହେଇଥାନ୍ତା, ଏ ଦୁଇଜଣଙ୍କ ରଙ୍ଗ ବଦଳି ଜାଇଥାନ୍ତା
@susantakumarmohapatra7724
@susantakumarmohapatra7724 2 жыл бұрын
Give both of them strong punishment
@SWATIMUSICODIA35
@SWATIMUSICODIA35 Жыл бұрын
କିଛି ହବନି ଏମାନକଂର ଆମ ଆଇନ୍ ବ୍ୟବସ୍ଥା ଯାହା ସହଜରେ ବେଲ୍ ରେ ଖସିଯିବେ
@chandrakantamalik4316
@chandrakantamalik4316 2 жыл бұрын
ଗାଡ଼ି ରେ ନିଆ ଲଗାଇ ଦିଆଯାଉ
@dasknowledgecenter8261
@dasknowledgecenter8261 2 жыл бұрын
ଏ ବଡ ବଡ ଚୋର ନେତାଙ୍କୁ କେବେ ପୁଲିସ ଧରିବେ ଖାଲି ଦେଖି ବାର କଥା.
@abyaktakumarrout9084
@abyaktakumarrout9084 2 жыл бұрын
ଆରେ ଭାଇ ଚୋରି କହିଁକି କରୁଛ ପରିସ୍ରମ କର ଥରେ ଚିନ୍ତା କର ତମେ ସିନା ଚୋରି କରି ନେଇଯିବ ତମେ ଖୁସି ଅନୁଭବ କରିବ କିନ୍ତୁ ଚୋରି ହେଇଜାଇଥିବା ଲୋକ ର କେତେ ମନ ଦୁଃଖ ହେବ କହିଲ ଆରେ ଭାଇ ମୁଁ ଥରେ ଟ୍ରେନରେ 🚆 ଆସିଲା ବେଳେ ରାତି ତିନିଟା କିମ୍ଵା ଚାରିଟା ବେଳେ ମୋର ବ୍ୟଗ ଚୋରି କରି ନେଲେ କେତେ ଦୁଃଖ ମୁଁ ଯାଣିଛି ବ୍ୟଗ ଭିତରେ ଦୁଇଟା ସ୍ମାର୍ଟ ଫୋନ ତିନିଟା ନୁଆ ବ୍ରାଣ୍ଡ ଟି ସାର୍ଟ ୫ ଟା costly lingerie item ଥିଲା ମୋ ଆଧାର pendrive ଆହୁରି ବି ବହୁତ କିଛି ଥିଲା ମୋର ଚୋରି କରି ନେଲେ ଏବେବି ଭୁଲିପାରୁନାହିଁ ଦୟ କରି କାହାରି ଏମିତି ଚୋରି କରନାହିଁ ବହୁତ ଦୁଃଖ 🙏😭😭😭😭😭😭😭😭😭😭😭😭😭😭 ମାର୍ଚ୍ଚ ମାସ ଚାରି ତାରିଖ ୨୦୧୯ ମସିହା ତା କିଛି ଦିନ ପରେ lockdown ହେଇ ଗଲା କେତେ କଷ୍ଟ 😭😭😭
@sushilakumarsahoo8304
@sushilakumarsahoo8304 2 жыл бұрын
ଆରେ ଇଏତ ପକା ଚୋର ବାଡା ସଲାଙ୍କୁ 🤣🤣🤣🤣
@pabitramalick6253
@pabitramalick6253 2 жыл бұрын
ଖାଲି ସେତିକି ନୁହେଁ ଏଭଳି ମାଗିଆ କୁ ଧୂଆଁ ଦିଅ
@nirmalbarik4275
@nirmalbarik4275 2 жыл бұрын
ଖାଲି ମାଡ଼... ଶଳା ଅଭିନୟ ଜୋର... ପୋଲିସ ଙ୍କୁ ଦିଅ ନାହିଁ...ସେମାନେ ବଡ଼ ଚୋର... ଛାଡ଼ିଦେବେ....
@CAREWORLDNGONEWS
@CAREWORLDNGONEWS 2 жыл бұрын
"Clear show the faces of criminals -Non Bell court chalan & Punishment Need for the Benigit of the society " Thanks to Public&Media for quick Publicity..
@prasantkumar5179
@prasantkumar5179 2 жыл бұрын
ଆଙ୍କ ପାଇଁ right decision ନିଅନ୍ତୁ 👍
@bandanaswain1850
@bandanaswain1850 2 жыл бұрын
ସେ bag re jadi 500000 ଥାଆନ୍ତା ତୁ କଣ ଅବଶିଷ୍ଟ ପଇସା ଫେରେଇ ଥାଆନ୍ତୁ
@debiprasadbehera888
@debiprasadbehera888 2 жыл бұрын
Commission ନିଅନ୍ତୁ
@gitaranisahoo2188
@gitaranisahoo2188 Жыл бұрын
ମାଗିହ୍ । ଚୁରକୁ ମାରିଦିଅ
@amitavsarangi1883
@amitavsarangi1883 2 жыл бұрын
ଭୁବନେଶ୍ବର ରେ polices ସବୁଠୁ ବଡ଼ ଚୋର
@panchudas2706
@panchudas2706 2 жыл бұрын
ବିଜେଡି ଚୋର
@kanhucharan5038
@kanhucharan5038 2 жыл бұрын
ସରକାର ସାମିତି ପରିସ୍ଥିତି creat କରୁଛି
@sanjibkumarodiavlog3359
@sanjibkumarodiavlog3359 2 жыл бұрын
Very good 😊😊 kete khusi re kahuchhanti
@hemantaswain9335
@hemantaswain9335 2 жыл бұрын
thankyu public reaction great kabu karichanti
@rohitbiswal6413
@rohitbiswal6413 2 жыл бұрын
ଭଲ କରି ଛେଞ୍ଚ ଦିଅନ୍ତୁ
@IRONFIST1580
@IRONFIST1580 2 жыл бұрын
Police kinner maanaka thaaru prostitutions pai commission nauci... chora, dakayat, criminal maananka thaaru commission nauci... aau Bhubaneswar and cuttack ra almost sabu thaana ra system pura corrupt heisaarici.
@prabinaswain4224
@prabinaswain4224 2 жыл бұрын
Odisha police Helmet cheking re first
@abinashkumarmaharana8900
@abinashkumarmaharana8900 2 жыл бұрын
ଏମାନେ professional ଚୋର , ନୟାଗଡ଼ ରୁ ଯୋଗିଆପଲ୍ଲି ପର୍ଯ୍ୟନ୍ତ ଚୋରି କରନ୍ତି ମୁ ନିଜେ ଭୁକ୍ତଭୋଗି
@santoshmohapatra3061
@santoshmohapatra3061 2 жыл бұрын
ଆରେ ରିପୋର୍ଟର ଭାଇ ଚରି ନୁହେଁ ଚୋରି । ଆଉ ଚର ନୁହେଁ ଚୋର ।
@pareshkumar5520
@pareshkumar5520 2 жыл бұрын
Why the news channel has blurred one thief's face, is he known to you? Why so partial?
@laxmidharwadaka1955
@laxmidharwadaka1955 2 жыл бұрын
ଭୁବନେଶ୍ୱର ରେ ଏହା ନିତିଦିନିଆ ଘଟଣା ହୋଇ ଗଲାଣି।
@abtechnical5639
@abtechnical5639 2 жыл бұрын
ପୋଲିସ କିଛି କରିବ ନି ହୋ। ଶଳାଙ୍କ ହାତ ଗୋଡ ଭାଙ୍ଗି ଦିଅ, ସବୁଠୁ ଭଲ ହବ। ଭାଇ ଛାଡିଦେଇ ଭୁଲ କଲ। ସେ ଶଳେ ବଡ ଖୁସି ରେ ପୋଲିସ ସାଙ୍ଗରେ ଗଲେ
@bibhutitripathy7412
@bibhutitripathy7412 2 жыл бұрын
ଶହ ଶହ ଚୋରି ହଉଥିବା ବେଳେ,ଗୋଟେ ଚୋର କୁ ଲୋକ ଧରିଲେ । ଭାବିବାର କଥା ପ୍ରଶାସନ ର କାମ କଣ ? କାହିଁକି କର ଦେବା ?
@krushnadas1509
@krushnadas1509 9 ай бұрын
Chori pain bahar lok nku odisha sarakar rakhuchhi police sahajya. Karuchhi epari bahut ghatuchhi odisha basi sab dhan s m j
@satyapriyarautaray2114
@satyapriyarautaray2114 Жыл бұрын
Odisha police କଣ ପାଇଁ ନିଯୁକ୍ତି ପାଇଛନ୍ତି...? ସେମାନେ କରୁଛନ୍ତି କଣ...?
@ashissahoo1516
@ashissahoo1516 2 жыл бұрын
ଚୋର ମାନଙ୍କ ମୁହଁ ଲୁଚେଇ ଛନ୍ତି କଣ ପାଇଁ ଡର
@nilakantasingh6193
@nilakantasingh6193 2 жыл бұрын
News Bhai news dekhaucha, thik achi kintu word thik Kara.
@DPB12345
@DPB12345 8 ай бұрын
ଚୋର = ଭିକାରି... ଭିକାରି ମାନେ ହିଁ ବେଶୀ ଚୋରି କରନ୍ତି...
@arunchandrahota9072
@arunchandrahota9072 8 ай бұрын
ଡ୍ରଗସ ବ୍ୟବହାର ପାଇଁ ଚୋରି ।
@rabindrasahoo1743
@rabindrasahoo1743 2 жыл бұрын
Good say bhai🙏
@manasmuna5596
@manasmuna5596 2 жыл бұрын
ଟିକେ ପରିସ୍ଥିତି ଥିଲା ରେ 😆😆 ତୁମେ ବୁଝୁନ
@odiacomedyentertainment4285
@odiacomedyentertainment4285 2 жыл бұрын
Mg ra face kain blur krucha😂
@sksagar6370
@sksagar6370 Жыл бұрын
ଏ ଚୋର କୁ ନିଧୁମ ଛେଚ 😮😮😮😮😮
@RajendraKumar-tf9kg
@RajendraKumar-tf9kg 2 жыл бұрын
ଭୁନେଶ୍ବର police ଏହି ଭଳି ଶକ୍ତି ସହ ଜବରଦସ୍ତ ଦଣ୍ଡ ଦିଆ ଯାଉ I am New Delhi
@PurnaBudek
@PurnaBudek 7 ай бұрын
ଆରେ ମିଡ଼ିଆ ଭାଇ ଚୋର ର ମୁଁହ ଦେଖାଅ
@nilakanthasahoo8101
@nilakanthasahoo8101 Жыл бұрын
ପୋଲିସ ସବୁ ଜାଣି ଅଜଣା ନାଟକ କରୁଛି ମାସିକିଆ ମିଳୁଚି ପୁଲିସ କୁ ମୋର ଗୋଟେ ଫୋନ୍ ଚଦେଇନେଲା fir ଦବାକୁ ବରଗଡ଼ bbsr କୁ ଗଲି ଥାନା ରେ ମତେ କହିଲେ ଛଡେଇ ନେଇଛି ବୋଲି ଲେଖନି ହ ଜି ଯାଇଛି ବୋଲି ଲେଖ ଏ ହେଉଛନ୍ତି ବ୍ସର ପୋଲିସ 5ଥର ଥାନା କୁ ଗଲି କିଛି ଲାଭ ହେଲାଣି
@krushnadas1509
@krushnadas1509 9 ай бұрын
Aparag. Odisha sarakar police dayi. Emane rahiba darakar s m j
@jnanaranjannayak1710
@jnanaranjannayak1710 2 жыл бұрын
ଆରେ ଭାଇ ଏଗୁଡାକ powder ପାର୍ଟି
@gobindachandranayak9576
@gobindachandranayak9576 2 жыл бұрын
ଆରେ ଗାଲୁଆ ମିଡ଼ିଆ ଚୋର ନା ତଳ କ'ଣ କହୁଚୁ
@gokulchand4933
@gokulchand4933 2 жыл бұрын
ପିଠିରେ ଗଡ଼ିଆ ଖୋଳ 😡😡
@hemantaswain9335
@hemantaswain9335 2 жыл бұрын
midia bhai tame taku kaun pacharucha galaku galaku seka sabu saije heijiba thankyu bhai
@manasbeher7264
@manasbeher7264 2 жыл бұрын
ଭାଇ ରେ ତୁ ନୟାଗଡ଼ ଜିଲ୍ଲା କୁ କଣ ପାଇଁ ବଦଲାମ କରୁଚୁ
@rabindrasoren9774
@rabindrasoren9774 2 жыл бұрын
Photo kahi dekhou no
@walkingalone-yy4hu
@walkingalone-yy4hu 8 ай бұрын
Reporter ଭାଇ ଚର କଣ ??
@srikanta671
@srikanta671 Жыл бұрын
ମାରି କି ଗୁଡ ହାତ ଭାଙ୍ଗି ଦିଏ ପେଲେଇ ପୁଅ,ଭାଇ କଣ ଚୁର ଭାଇ କୁହ
@DeepakKumar-lv7lh
@DeepakKumar-lv7lh 2 жыл бұрын
Vss nagar ରେ ମୋର ବି ଗାଡି ଚୋରି ହୋଇଥିଲା ପ୍ରବଳ ଚୋର ସାବଧାନ
@MRODIABHAI1990
@MRODIABHAI1990 2 жыл бұрын
Bhai tikia chehera dekha Insta re dekhiba se kemiti video karuchi😊😊😊😮😮😮😮
@prasantarout3863
@prasantarout3863 2 жыл бұрын
ସେ ଛୋଡ଼ି ପୁଅ ର ମୁହଁ kn ପାଇଁ ଲୁଚଉଚ
@dhanukrishnachannel5902
@dhanukrishnachannel5902 2 жыл бұрын
ମାଘିଏ ମିଛ କହୁଛନ୍ତି ଶଳା ଚୋର ଗୁଡାକ
@AshokNaik-np2ym
@AshokNaik-np2ym 5 күн бұрын
ଗୋଟିଏ ମଣିଷ ଯଦି 2 ମିନିଟ ଏକ କରିବକି ଏଇଟା ସତ କି
@samaruhernna4118
@samaruhernna4118 2 жыл бұрын
ଏ ସଳେ କୁ କଠୋର ଦଣ୍ଡ ଦିଆଯାଉ ସଳେ ଅଭିନୟ କରୁଛନ୍ତି ପ୍ରଥମେ ପିଟ ତା ପରେ କଥା କୁହ
@nalinisabatcreations5101
@nalinisabatcreations5101 2 жыл бұрын
ସାଂଗ ଚୋରି କରୁ କି ତୁ ଚୋରି କରେ ପରେ ତ ଦୁଇ ଭାଗ କରିବ ନା
@Arabinda1993
@Arabinda1993 2 жыл бұрын
ପାଉଡର ପାଟି।। ଚୋରି କରିବେନି ତ କଣ କରିବେ
@SurajKumar-qi7mq
@SurajKumar-qi7mq 2 жыл бұрын
Thanks to all brave public who are catch the rascal thieves
@daichi9578
@daichi9578 2 жыл бұрын
Mu chori karunathili bass khali torch ta dekhouthili 😂😂😂😂😂🤣🤣🤣🤣🤣🤣🤣🤣🤣🤣🤣🤣
@user-yd6yr1ro1x
@user-yd6yr1ro1x 2 жыл бұрын
ମୁଁହ ଦଖାଇ ଲେ ହବନ୍ କି
@dibyakantapatra2668
@dibyakantapatra2668 2 жыл бұрын
ଚର ଆଉ ଚରି କଣ ବେ
@sushantsingh2166
@sushantsingh2166 9 ай бұрын
Dhanya bad rajadhani basi samaste sajag ruhantu
@debiprasadmishra2699
@debiprasadmishra2699 2 жыл бұрын
ଯେଉଁମାନେ ଦେଖୁଛନ୍ତି,ଭଲକରି ଦେଖନ୍ତୁ। ଚୋର ଦୁଇଟିକୁ ଚିହ୍ନିରଖନ୍ତୁ। ସତସଙ୍ଗ ବିହାର,ଭିଏସ୍ ଏସ୍ ନଗର ,ବାଣୀବିହାର ରେ ମୌଜ କରୁଛନ୍ତି।
@Krishandas1996
@Krishandas1996 2 жыл бұрын
Muhan dekhao .. muhan kain blur karucha
@patitapabantripathy7791
@patitapabantripathy7791 2 жыл бұрын
Tanka hata kati diajiba uchit
@manoranjanbarik6834
@manoranjanbarik6834 Ай бұрын
👍
@bandanaswain1850
@bandanaswain1850 2 жыл бұрын
ସେ କଣ ତମ ପୁଅ media ତା face kana ପାଇଁ clear dekhauni
@srimayeemansingh6197
@srimayeemansingh6197 Жыл бұрын
ସରକାର ଵଦଳି କର
@padbania3890
@padbania3890 Жыл бұрын
Ladies manaku kuhanti silver chain pindhantu. Not use gold chain.....
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН
Wednesday VS Enid: Who is The Best Mommy? #shorts
0:14
Troom Oki Toki
Рет қаралды 50 МЛН
Counter-Strike 2 - Новый кс. Cтарый я
13:10
Marmok
Рет қаралды 2,8 МЛН
#behindthescenes @CrissaJackson
0:11
Happy Kelli
Рет қаралды 27 МЛН
Ong Bak | Fight Club Scene
15:05
Cinewatch
Рет қаралды 83 МЛН
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН