କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News

  Рет қаралды 563,854

News18 Odia

News18 Odia

Күн бұрын

Пікірлер
@NaturalLoverAnil
@NaturalLoverAnil Ай бұрын
ଆମ ହେତୁବାଦୀ ଆଜ୍ଞା ପୁରା ଦବଙ୍ଗ ଷ୍ଟାଇଲ ରେ ଆଉ ମୁଁ ପ୍ରତାପ ରଥ sir ଙ୍କୁ support କରୁଛି
@dildostimuzic9137
@dildostimuzic9137 Ай бұрын
Interesting
@gurumohanty8208
@gurumohanty8208 Ай бұрын
Yes, I do
@laxmanpradhan632
@laxmanpradhan632 Ай бұрын
Hetubadi nka jeje nka nam kou badi pachar.
@rajni_wellnesscoach6950
@rajni_wellnesscoach6950 Ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@rajni_wellnesscoach6950
@rajni_wellnesscoach6950 Ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@OdiaFreshVlogs
@OdiaFreshVlogs Ай бұрын
ଏବେ ମୁଁ ବୁଝିଲି PK Movie କାହିଁକି ବାନାଯାଇଥିଲି 😂😂😂
@bahadurbabuofficial
@bahadurbabuofficial 28 күн бұрын
@Amrita-tiffin
@Amrita-tiffin 7 күн бұрын
Pk movie dekhiki bhi loke bujhiparunahanti sabu andha bhakta india re😁
@sbtdigal7459
@sbtdigal7459 Ай бұрын
ସବୁ ପାଗଳ ହୋଇ ଗଲେ 😂😂😂 ଲୋକେ ମଣିଷକୁ ଭଗବାନ୍ କହୁଛନ୍ତି
@Amrita-tiffin
@Amrita-tiffin 7 күн бұрын
Right sir
@sarojpagad6343
@sarojpagad6343 Ай бұрын
ବାବା ସ୍କୁଲ ଯାଉଥିଲା ସ୍କୁଲକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଆସୁଥିଲେ ବାବା, ସ୍କୁଲରେ ଅଣ୍ଡା ଭାତ ଖାଉଛି
@patitakumarchoudhury9855
@patitakumarchoudhury9855 Ай бұрын
ଭଗବାନ ଙ୍କ ଲୀଳା କେତେ ସତ କେତେ ମିଛ ଭଗବାନ ଙ୍କୁ ହିଁ ଜଣା, 🙏ଆମେ ଜାଣୁ ଭଗବାନ ଶ୍ରୀଜଗନ୍ନାଥ ଚଳନ୍ତି ଠାକୁର 🙏
@bijayakumarrout3755
@bijayakumarrout3755 Ай бұрын
ତିନି ମୂର୍ଖ ମେଳି ହୋଇ ମଜା କରନ୍ତି ଯୁକ୍ତି ଥୋଇ 😊😊
@harekrushnabehera3138
@harekrushnabehera3138 Ай бұрын
ରଥ ଙ୍କ ପାଇଁ ଥରହର ହେତୁ ବାଦୀଙ୍କ ସୁବିଚାର
@HrusikeshHansda
@HrusikeshHansda Ай бұрын
😅😅😅😅😅😅
@rs072109
@rs072109 Ай бұрын
😂😂😂😂
@Humanity299
@Humanity299 Ай бұрын
ମୁଁ ହିନ୍ଦୁ, କିନ୍ତୁ, ପ୍ରଥମେ କହିବି ଖାଲି ଯୁକ୍ତି କରିବା ଲୋକକୁ କାହିଁକି ଶାସ୍ତ୍ର କଥା ଶୁଣେଇ ଆଣିଛନ୍ତି? ୨ୟ କଥା ହେଲା ଏଇ ୧ମ ପାଣ୍ଡବ ବାବୁ ଜଣେ ଭଲ ଭଣ୍ଡ ଲୋକ😡😡😡 ଅସତ୍ୟ ର ସମ୍ମାନ କରୁଛନ୍ତି। ଏ ଲୋକ ଧର୍ମ କୁ ନିନ୍ଦା କରୁଛି। ୩ ଜଣ ମଧ୍ୟରୁ ସେ ବଡ଼ ମୂର୍ଖ
@Patnaik-m5d
@Patnaik-m5d Ай бұрын
😂😂
@mahendrakumar-hc3zx
@mahendrakumar-hc3zx Ай бұрын
କୁନି ଭଗବାନ କୁ ସିଧା ସାକ୍ଷାତ କରି ପ୍ରଚାରୁନ୍ତୁ l
@TapanKumarNaik-s7y
@TapanKumarNaik-s7y Ай бұрын
ସାଲାହେତୁବାଦୀ ମାନଙ୍କୁ ପ୍ରଥମେ ମାଡ଼ମାର ତାପରେ ଭଗବାନ ସାଜୁଥିବା ବାବାଙ୍କୁ
@KavitaSimran
@KavitaSimran Ай бұрын
ପ୍ରତାପ ବାବୁ ଭଣ୍ଡମି ର ସବୁ ପଲ ଖୋଲି ଦେଲେ 😂😂😂
@user-wf7og4el9m
@user-wf7og4el9m Ай бұрын
love u
@Amrita-tiffin
@Amrita-tiffin 7 күн бұрын
😁😁😁
@smruticartoon2024
@smruticartoon2024 Ай бұрын
ପଇସା ରୋଜଗାର କରିବା ପାଇଁ ଭଲ ଧନ୍ଦା
@Amrita-tiffin
@Amrita-tiffin 7 күн бұрын
Right
@nirakarrout1973
@nirakarrout1973 Ай бұрын
ଯୁଗ କୋଉଠି ପହଞ୍ଚିଲାଣି ଏମିତିକା ପାଗଳ ମାନେ ଏ ଯାଏ ଅଛନ୍ତି, ଏମାନଙ୍କୁ ଜେଲ୍ ପଠାଇ ବିଚରା ପିଲାଟିର ଭବିଷ୍ୟତ ଗଢ଼ିବା ପ୍ରୟାସ କରାଯାଉ
@Maneespareek
@Maneespareek Ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@choudhurilohar4811
@choudhurilohar4811 Ай бұрын
ସତ କଣ ତମେ କହୁନ?​@@Maneespareek
@SonaliMishra-r2x
@SonaliMishra-r2x Ай бұрын
​@@Maneespareek Bhai Mate tike kahibeki Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@Amrita-tiffin
@Amrita-tiffin 7 күн бұрын
Right sir
@RationalOdia
@RationalOdia Ай бұрын
ବିଲକୁଲ୍ ଗାଲୁଗପ। ଲୋକେ କମେଡି ଭଳି ମନୋରଂଜନ କରନ୍ତୁ। ସିରିଏସ୍ ନେବା ଆବଶ୍ୟକ ନାହିଁ।
@pm.....9933
@pm.....9933 Ай бұрын
Okay bro
@Jayanti566
@Jayanti566 Ай бұрын
Thik katha
@tariniartgalaxy
@tariniartgalaxy Ай бұрын
ଏମାନେ ସବୁ ମାନସିକ ରୋଗୀ😂😂
@thomasgamango6589
@thomasgamango6589 29 күн бұрын
ଏ ମାନେ ସବୁ ମାନସିକ ରୋଗୀ
@erashutoshswain8772
@erashutoshswain8772 26 күн бұрын
ନା ନା ସବୁ ଜାଣି ସିଆନିଆ ଲୋକ
@vigyapantrack2881
@vigyapantrack2881 Ай бұрын
ସବୁ ଏହି ଭାରତ ରେ ହିଁ କଳଙ୍କି ଭଗବାନ ଆଉ ସଂହାର କଥା,, ବିଦେଶ ରେ ଏ ସବୁ କିଛି ନାହିଁ,,, ତେଣୁ ଏଥି ଯେତେ emotional କାର୍ଡ ଖେଳି ଲୋକ ଙ୍କୁ ମୂର୍ଖ ବନାଇ ନିଜ ଆୟ ପନ୍ଥା,,
@bidyabhoi7661
@bidyabhoi7661 Ай бұрын
ସତକଥା
@soumendalalnayak4234
@soumendalalnayak4234 Ай бұрын
ସମୟକୁ ଅପେକ୍ଷା କର ସୁର ,ସାରଥୀ,ପରି ଅବସ୍ଥା ହେବ
@Kalundia436
@Kalundia436 Ай бұрын
କରୋନା ହେବା ଟା ବାବା କହିଲେ କଉ ମେଡିସିନ ରେ ଭଲ ହବ କହି ପାରିଲେନିତ କି ବାଳ ବାବା .
@ShashadharSahu-g1p
@ShashadharSahu-g1p Ай бұрын
😂😂
@rookballav2009
@rookballav2009 Ай бұрын
Tu ja chatani kha ..Bala 😂😂
@Ox_Raj_kumar
@Ox_Raj_kumar Ай бұрын
😂😅😅😅
@nibedita2859
@nibedita2859 Ай бұрын
😂😂😂
@PintuPintu-u6w
@PintuPintu-u6w Ай бұрын
Right katha
@AmeOdia-u5c
@AmeOdia-u5c Ай бұрын
ବାବାଙ୍କ ଦାନ୍ତ ଗୁଡିକ ଦେଖ (ପାନ ଛାଡ଼ିବା କଥା କହୁଛନ୍ତି )
@SamirKumarSingh-s6l
@SamirKumarSingh-s6l Ай бұрын
Ajira manisa samaja sanatana dharma ku prachara karuthiba byakti ku support nakari gote papi hetubadi ku support karuchhanti...Dhanya ama manisa jibana ku...Jai Jagannath ❤❤❤
@bhagirathinayak9292
@bhagirathinayak9292 Ай бұрын
​@@SamirKumarSingh-s6lTq bhai
@bhagirathinayak9292
@bhagirathinayak9292 Ай бұрын
​@@SamirKumarSingh-s6lBapa Maa ku jahar Biswas nahi bhagaban nku bishwas karibe kn?
@Ganeshkumarbehera-i6x
@Ganeshkumarbehera-i6x Ай бұрын
ସେ ପାଗଳ ଲୋକ ଟା ସହିତ କାହିଁକି ଟାଇମ ଲସ କରୁଛନ୍ତି ଭାଇ
@Maneespareek
@Maneespareek Ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@chahuannayak6684
@chahuannayak6684 Ай бұрын
Pandab Babu a mad man
@SRP23
@SRP23 29 күн бұрын
Bahut badiya news18 nice video
@ManojsujanParsuram
@ManojsujanParsuram 14 күн бұрын
ପିତାନାମ କାଶୀନାଥ ମାତା ଯେ ଯଶୋଦା ତମ ମୁହଁକୁ ସରମ ନାହିଁ 😅😅😅😂😂😂😂 ପ୍ରଭୁ ଜଗନ୍ନାଥ ଘୋର କଳିକାଳ ବାସୁଦେବ ବାସୁଦେବ 😅😅
@tapijethy9898
@tapijethy9898 Ай бұрын
ସେ ସତରେ ହୁଅନ୍ତୁ କି ନ ହୁଅନ୍ତୁ ପରୋକ୍ଷରେ ପ୍ରଭୁଙ୍କର ନିନ୍ଦା ହେଉଛି ଦୟାକରି ଏଭଳି କରନ୍ତୁନାହିଁ
@baishnabcharansahoo9119
@baishnabcharansahoo9119 Ай бұрын
@@tapijethy9898 ସବୁ ପ୍ରଭୁ ଗୁଡ଼ିକ ମଣିଷ ସମାଜ ପାଇଁ ବିପଦ ଅଟେ।ଏହା କେବଳ ଏକ ଗୋଷ୍ଠୀ ବ୍ୟତୀତ,ଅନ୍ୟ କାହାର ଲାଭ ହୁଏ ନାହିଁ।
@BipinBihariSahoo-y7z
@BipinBihariSahoo-y7z Ай бұрын
Se bhagawan 2 or pro😂
@Lucynath-kh2df
@Lucynath-kh2df 26 күн бұрын
right
@Kk-k3h
@Kk-k3h Ай бұрын
ପାଣ୍ଡବ ବାବୁ କଳ୍କୀ ଅବତାର ଙ୍କୁ କୁହନ୍ତୁ କାଲି ଓଡ଼ିଶାରେ କ'ଣ ହବ। #allOdishanewschannel
@ManojNayak-pq4ns
@ManojNayak-pq4ns Ай бұрын
ସାରଥି ପରେ ଆଉ ଏକ ନୂଆ ବିରତି 😂😂😂😂
@UmeshKumar-dx1zo
@UmeshKumar-dx1zo Ай бұрын
😂😂😂
@Pattnaik-Babu
@Pattnaik-Babu Ай бұрын
🤣
@KasamKumar-w4o
@KasamKumar-w4o Ай бұрын
😂
@delighteddebadutta7987
@delighteddebadutta7987 Ай бұрын
A big salute to Rath Sir.Ten sons(tension) 😂 ହସି ହସି ପେଟ ଦରଜ ହେଲା।
@AlokMohanty-e2g
@AlokMohanty-e2g 28 күн бұрын
ସେ କୁନିବାବା ଏମିତି କ'ଣ କରିଛନ୍ତି ଯେ, ଆମେ ଓଡ଼ିଶାବାସୀ ଅଥବା ଭାରତୀୟ ମାନେ ତାଙ୍କୁ ଦଶାବତାର ର କଳକୀ ଅବତାର ବୋଲି ଗ୍ରହଣ କରିବା।
@rameshchandrabhoi5385
@rameshchandrabhoi5385 Ай бұрын
ବାବା ତ ସମୁଦ୍ର ଠାରୁ 40 ପୁଟ ଦୂରରେ ରହିଲେ କିନ୍ତୁ ପ୍ରତ୍ୟକ ଦିନ ବେଳାଭୂମିରେ ହଜାର ହଜାର ଯାତ୍ରୀ ବସି ବେଳାଭୂମି ଆଉ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ଯଦି ବାବାଙ୍କ ପାଦ ପର୍ଯ୍ୟନ୍ତ ସମୁଦ୍ର ଆସିଲା ତେବେ ସେଦିନ ତ ବହୁ ଯାତ୍ରୀ ସମୁଦ୍ରରେ ଭାସି ଯାଇ ଜୀବନ ହାରିଥିବେ .
@rajendraacharya6701
@rajendraacharya6701 Ай бұрын
It (aloukikataa) is limited to the bare minimum ( to sri Pandab parida) as a discretion( necessary evil)
@hippoplife3565
@hippoplife3565 Ай бұрын
😂😂😂😂😂😂😂
@minatibehera7399
@minatibehera7399 Ай бұрын
,😂
@pm.....9933
@pm.....9933 Ай бұрын
😁😁😁
@rambhabatipradhan3095
@rambhabatipradhan3095 Ай бұрын
😊😊😊😊😊😅😅😅😅😅😂😂😂😂😂😂😁😁😁😁😁
@_Mishra556
@_Mishra556 Ай бұрын
ପ୍ରଥମେ ବାବା କହିବା ବନ୍ଦ କରନ୍ତୁ । ସନାତନ ଧର୍ମ ଲେଖା ଯାଇନି! ଏପରି ଭି ଲୋକ ଅଛନ୍ତି ।।
@Gramyajiwan
@Gramyajiwan Ай бұрын
🤣😂🤣😂🤣😂
@debasistripathy9563
@debasistripathy9563 Ай бұрын
ପୁରା ଭାରତ ରେ କେତେ ବାବା ଧରାପଡି ଜେଲ ରେ ବି ଅଛନ୍ତି ସବୁ ଲୋକଙ୍କର ଭୁଲ, ପୁଣି ସେମାନେ ଠକେଇ ରେ ପଡୁଛନ୍ତି, ଅନ୍ଧବିଶ୍ୱାସ ର ସୀମା ନାହିଁ
@Amrita-tiffin
@Amrita-tiffin 7 күн бұрын
Right sir
@Shree00113
@Shree00113 Ай бұрын
ମୁହଁ କୁ ୫ ପଇସା ରେ ଲାଜ ଥିଲେ ଏମିତି କହିନଥାନ୍ତ
@belimalik143
@belimalik143 Ай бұрын
ସବୁ ଅନ୍ଧ ବିଶ୍ୱାସ 😂😂😂
@bijaymalik2965
@bijaymalik2965 21 күн бұрын
🎉
@DillipBhatra-tm2pd
@DillipBhatra-tm2pd Ай бұрын
ପ୍ରତାପ ରଥ sir ଏମିତି ଭିତ୍ତି ହିନ ପ୍ରସଙ୍ଗ ରେ ବସିବା ଯୋଗ୍ୟ ନୁହେଁ
@Amrita-tiffin
@Amrita-tiffin 7 күн бұрын
Right sir
@SUJEET-m3c
@SUJEET-m3c Ай бұрын
ଏ ବାବା ଙ୍କୁ ତ ଖାଲି ମାଡ଼ ଦରକାର, ତୋଳେ ଯେମିତି ଗୋଟେ ବି ପଡ଼ିବନି😂😂
@KasamKumar-w4o
@KasamKumar-w4o Ай бұрын
ରାଇଟ
@Amrita-tiffin
@Amrita-tiffin 7 күн бұрын
Right sir
@DeepakSwain-dh8zw
@DeepakSwain-dh8zw Ай бұрын
ଭାଈ ଏହି କାରଣରୁ ମୁଁ ଧର୍ମକୁ ପରିତ୍ୟାଗ କରି ଦେଇଛି। ମୁଁ ମାନବିକତା ଉପରେ ବିଶ୍ବାସ କରେ❤❤ ଜୟ ମାନବିକତା 😡😡😡😡 ମତେ ଭାରି ଯୋରେ ହସଲାଗୁଚି😂😂😂
@surjyalilabatiDhabalpurg-nh5lg
@surjyalilabatiDhabalpurg-nh5lg Ай бұрын
thik .mubi darmsku chadi deichei. kerala manabikata ku dekhe
@hariananta563
@hariananta563 Ай бұрын
Serf 10 days Shree ram/krishna naam jap le Pata chaeta.. God/bhagwan Hai ki nehi...tab bolna ..beta ..me dharm ko nehi Manti...
@DeepakSwain-dh8zw
@DeepakSwain-dh8zw Ай бұрын
@@hariananta563 ଭାଇ ମୁଁ କୌଣସି ଧର୍ମ କୁ ମାନୁନି କିନ୍ତୁ ଉପରବଲା ଙ୍କୁ ମାନୁଚି ମୋ ପାଇଁ ସେ ଗୋଟିଏ ଆଉ ସବୁ ଅନ୍ଧବିଶ୍ୱାସ ମୁଁ ଗୀତା , କୁରାନ୍,ବାଇବେଲ,ଇତ୍ୟାଦି ପଢୁଛି ମଧ୍ୟ ଆଉ ମଣିଷ ହୋଇ ବଞ୍ଚିବାକୁ ଚାହେଁ ଜୟ ମାନବିକତା 🥰🥰😡😡
@soumyaranjansethi6664
@soumyaranjansethi6664 26 күн бұрын
ମାନବ ଜନ୍ମ ର ମୂଳ ଧର୍ମ ହେଉଛି ମାନବିକତା । ଏହା ବ୍ୟତିତ କଳି ଯୁଗରେ ସବୁ ମିଛ ।
@Amrita-tiffin
@Amrita-tiffin 7 күн бұрын
@@surjyalilabatiDhabalpurg-nh5lg mubi
@RabindraBehera-z4t
@RabindraBehera-z4t Ай бұрын
ଵର୍ତ୍ତମାନର ଯୁଗ ଚୋର ଚୋଠାଙ୍କ ଯୁଗ ଚାଲିଛି ଯିଏ ଯାହା ଏକାନରେ ପୁରାଇ ସେକାନରେ ଵାହାର କରି ନିଜ କର୍ମରେ ବ୍ୟସ୍ତ ରହିବା ଆବଶ୍ୟକ! ଯାହା ଯେତେବେଳେ ହେବାକୁ ଥିବ ହୋଇ ଚାଲିଯିଵ ! ମୃତ୍ୟୁ କାହାକୁ କହିକି ଆସେ ନାହିଁ, ତେଣୁ ଏଭଳି ଵେକାର କଥା ଆଲୋଚନାର କିଛି ମୂଲ୍ୟ ନାହିଁ! ସବୁ ପ୍ରଭୁ ଜଗନ୍ନାଥଙ୍କ ଇଛା। ଜୟ ଜଗନ୍ନାଥ!!!
@shivsankarnaik9679
@shivsankarnaik9679 24 күн бұрын
ଏତେ comedy show ଅଛି, ତମେମାନେ ଫାଲତୁ comedy😂 କରୁଛ😂 , ଗୋଟେ ପରିଶ୍ରମି ବ୍ୟକ୍ତିଙ୍କୁ ପଚାରନ୍ତୁ ଭଗବାନ କିଏ ? ସତ୍ କର୍ମ ହିଁ ଭଗବାନ 🙏ଜୟ ଜଗନ୍ନାଥ 🙏🕉🙏
@prafullanayak8859
@prafullanayak8859 Ай бұрын
ଏପରି ପାଗଳ ର interview ନିଅନ୍ତୁ ନାହିଁ. ଶୁଣିଲେ ଖରାପ ଲାଗୁଚି
@satya__18
@satya__18 Ай бұрын
Interview nele hi se bhal se expose hebe sethipai niajauchhi😂
@sanjayaKumar-tj4rw
@sanjayaKumar-tj4rw Ай бұрын
ସମୁଦ୍ର 40 ଫୁଟ ଆସିଲା ଯେଉଁ ମାନେ ଆଗରେ ଥିଲେ ଭାସି ଗଲେ ନି କାହିଁକି
@basantasahu3719
@basantasahu3719 Ай бұрын
ହିନ୍ଦୁ ମାନଙ୍କ ପାଇଁ ୩୩କୋ ଟି ଦେବତା ଅଭାଵ ହେ଼ଲାଯେ ଆହୁ ରି ବାବା ଦରକାର ପଡ଼ିଲା?😂
@baishnabcharansahoo9119
@baishnabcharansahoo9119 Ай бұрын
@@basantasahu3719 ହିନ୍ଦୁ କିଏ? ବ୍ରାହ୍ମଣ ହିନ୍ଦୁ? କ୍ଷତ୍ରିୟ ହିନ୍ଦୁ? ବୈଶ୍ୟ ହିନ୍ଦୁ? ଶୁଦ୍ର ହିନ୍ଦୁ? ଯଦି ସମସ୍ତେ ହିନ୍ଦୁ,ତାହାହେଲେ ହିନ୍ଦୁ ମାନଙ୍କ ପରସ୍ପର ମଧ୍ୟରେ ପୁଅ, ଝିଅ ମାନଙ୍କର ସାମାଜିକ ରୂପେ ବାହାଘର କେବେଠାରୁ ଆରମ୍ଭ କରିବେ?
@SibaniDasPuja-em1or
@SibaniDasPuja-em1or Ай бұрын
୩୩ କୋଟି ପରେ ବି ଗଛ ଲତା ରେ ଛିଟ ସିନ୍ଦୂର ଲଗେଇ ପୂଜା କରି ଶେଷ କୁ ଏ ଭଣ୍ଡ ମାନଙ୍କୁ ପୂଜୁ ଚନ୍ତି କାଠ, ପାଶାଣ,ତରୁ ,ଲତା ଏ ଚାରି ନୁହନ୍ତି ଦେବତା 🤨🤨🤨🤨🤨
@funnyOneVideos
@funnyOneVideos Ай бұрын
Bokachoda not 33koti it's 33 koti.. I mean 33 type of devata
@baishnabcharansahoo9119
@baishnabcharansahoo9119 Ай бұрын
@@basantasahu3719 କେବେ ଏକ ଭଗବାନ କୁ ଏକ ଟଙ୍କା ମାଗ।ଦେଖିବ ଶୀଘ୍ର ତୁମ ପାଖରେ ୩୩ କରୋଡ ଟଙ୍କା ହୋଇଯିବ। ଯଦି ଭଗବାନଙ୍କୁ ଭକ୍ତି କରୁଛ,ସେ ନିଶ୍ଚୟ ଗୋଟିଏ ଟଙ୍କା ଦେଇ ପାରିବେ।
@baishnabcharansahoo9119
@baishnabcharansahoo9119 Ай бұрын
@@basantasahu3719 ୩୩ କୋଟି ଭଗବାନଙ୍କୁ ଯଦି ଏକ ଏକ ଟଙ୍କା ମାଗିବ,ତୁମେ ୩୩ କରୋଡ୍ ଟଙ୍କା ର ମାଲିକ ହୋଇ ପାରିବ।
@basantabehera8466
@basantabehera8466 Ай бұрын
ଧର୍ମାନ୍ଧତା ଏମାନଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିସାରିଛି
@gyanabratamohanty4219
@gyanabratamohanty4219 Ай бұрын
ମାନସ ବାବୁ, ମଜା ଦେଖନ୍ତୁ ନାହିଁ, ବିତର୍କରେ ହସ୍ତକ୍ଷେପ କରନ୍ତୁ | ତଥା କଥିତ ମହାଜ୍ଞାନୀ - ହେତୁବାଦୀଙ୍କୁ ଏ ମହାନ ଦେଶ ଓ ଦେଶବାସୀ ଗନ୍ଧାନ୍ତି ପଶ୍ଚିମ ଦେଶ - ବାସନ୍ତି | ସେମାନେ ଏ ଦେଶ ଛାଡିବା ଉଚିତ 🙏🙏🙏
@bijayakumarrout3755
@bijayakumarrout3755 27 күн бұрын
@@gyanabratamohanty4219 କଥାଟି ଆପଣଙ୍କର ହୃଦୟସ୍ପର୍ଶୀ
@DESIPAPA1991
@DESIPAPA1991 24 күн бұрын
Jou hetu badi loka ku tuma bhagban kichi kariparuni tume kan karipariba
@Karunamallik6739
@Karunamallik6739 Ай бұрын
ମାନସ ବାବୁ ବିଭା ହୋଇନାହାନ୍ତି ତାଙ୍କ ପାଈଁ ଝିଅଟିଏ ଦେଖନ୍ତୁ
@shravankumarmishra5513
@shravankumarmishra5513 Ай бұрын
😂😂😂😂😂😂😂
@rishithesimpleguy
@rishithesimpleguy 28 күн бұрын
😅
@lovelysona2971
@lovelysona2971 28 күн бұрын
😂😂😂
@TravellwithChinmay
@TravellwithChinmay Ай бұрын
ଖାଲି ମାଡ ଆଉ କିଛି ନାହିଁ
@jagabandhu6503
@jagabandhu6503 Ай бұрын
Pratap sir i always respect 🙏
@Amrita-tiffin
@Amrita-tiffin 7 күн бұрын
Pratap Sir right
@a.santoshpatra1157
@a.santoshpatra1157 Ай бұрын
ସମସ୍ତ ଚ୍ୟାନେଲ ବାଲାଙ୍କୁ ଅନୁରୋଧ ସେମାନେ ଖୋଳତାଡ କରି ସତ୍ୟର ପରିପ୍ରକାଶ ହେବା ନିହାତି ଆବଶ୍ୟକ ।
@allhadinipatel1655
@allhadinipatel1655 26 күн бұрын
ଯେ ଭଗବାନ ସେ କେବେବି କହିବନି ମୁଁ ଭଗବାନ boli
@jitendra33453
@jitendra33453 Ай бұрын
ପ୍ରତାପ ରଥ sir 😂fire 🔥🚒 look beautiful ମାଡ଼ି ଚାଲ ,direct attack 😂
@bhaskarailobira668
@bhaskarailobira668 Ай бұрын
ମାଥିଉ-24:4-ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।🙏🙏ଯୀଶୁ ପ୍ରଭୁ ହିଁ ସତ୍ୟ ଅଟେ
@jayantagamanga8265
@jayantagamanga8265 Ай бұрын
ହିନ୍ଦୁ ହିନ୍ଦୁ ମଧ୍ୟରେ ଖଣ୍ଡା ଯୁଦ୍ଧ ହେଲେ ମଝା ଉଅନ୍ତା 😊😊😊😊
@bkarankumar8952
@bkarankumar8952 28 күн бұрын
Amen
@gurumohanty8208
@gurumohanty8208 Ай бұрын
ବାବା ସରକାରୀ ଜାଗା କାଇଁ ମାଡ଼ିବସିଲେ ଆଉ KTM bike ଚଳେଇଲେ??? କୁଡ଼ିଆ କୁଟୀର ରେ ବି ପ୍ରବଚନ ହେଇ ପାରିଥାନ୍ତା!!!😂😮😅😊😢
@sandeepbaliarsingh8463
@sandeepbaliarsingh8463 Ай бұрын
Bujhila bandhu sehita khela. Dacoit mane sadhu besa re achanti. Ghor kali yuga re kalki avatar ete papi lokanku pura khola kholi darsan deuchanti. Ama hindu lokanku bhuan buleiba bhari sahaja boli emiti chalichi.
@krishnapradhank8570
@krishnapradhank8570 Ай бұрын
ବାବା ପୁରାହାରାମୀ ସଲା
@allhadinipatel1655
@allhadinipatel1655 26 күн бұрын
କେତେ ବାବା ଆସିଲେଣି au ଗଲେଣି , ବାବା ଫାବା ସବୁ ବେକାର, କାହାକୁ ବିଶ୍ୱାସ କର ନାହିଁ
@tarunkumarsingh675
@tarunkumarsingh675 Ай бұрын
ସଵୁ ମିଛ କାହାଣୀ । ଜୟ ଆଦିବାସୀ ଶାର୍ନା ଧର୍ମ ଆମେ ସବୁ ଗଛକୁ ଏବଂ ପଥର କୁ ପୂଜା କରୁଛେ।
@GunusuGamango
@GunusuGamango Ай бұрын
ଆଉ ଗୋଟେ ମୂର୍ଖ
@SanjuYadav-lb9dj
@SanjuYadav-lb9dj Ай бұрын
पांडव भाई सत्य को निडरता से दृढ़ता से मीडिया और विरोधियों के समक्ष रखने के लिए आपको बहुत बहुत प्रणाम है!सत्य की ही जीत होगी! सत्य परेशान हो सकता है पराजित नहीं!सत्य और धर्म की जीत होगी!🙏 जय श्री माधव 🙏
@dkcreation7280
@dkcreation7280 29 күн бұрын
Right👍
@factconscious1
@factconscious1 28 күн бұрын
मूर्ख, सत्य ये है की ऐसे ही लोगों को भगवान के नाम से लूटने का धंधा ये कर रहेंहे। तुम भी Sarathi Baba की तरह जेल जाओगे
@bahadurbabuofficial
@bahadurbabuofficial 28 күн бұрын
Bap re ​@@factconscious1
@SudamBariha-ck7ic
@SudamBariha-ck7ic Ай бұрын
Jay jaganath Jay Pancha Sakha Malika satya satya 🙏🙏🙏🇮🇳
@akshayanayak503
@akshayanayak503 Ай бұрын
Very interesting topic.Good argument.
@sasmitamishra3149
@sasmitamishra3149 Ай бұрын
ସମସ୍ତେ ଅନୁଭବ କରିଛନ୍ତି ❤❤❤
@chittaranjankar3971
@chittaranjankar3971 Ай бұрын
ସତ୍ୟ ନିନ୍ଦା ପାଇଲେ ଭି ସତ୍ୟ ସତ୍ୟ ହୋଇ ରହେ.... ନିନ୍ଦା କଲେ କଣ ଏଇ ହେତୁବାଦୀ ଜ୍ଞାନୀ ଗଣ ରେ ଗଣା ହୋଇଯିବେ???? ରହିଲା ଭବିଷ୍ୟମାଳିକା କୁ ଏଇ ଦୁନିଆ ର ସତ୍ୟଜ୍ଞାନୀ କେହି ମିଛ ବୋଲି ପ୍ରମାଣ କରି ପାରିବେ କି ??? ଯଦି ନାହିଁ.. ତା ହେଲେ ନିଜ ମୂର୍ଖାମୀ ଛାଡ଼ି ଭଲଭାବେ ଅନୁଧ୍ୟାନ କରି ସମସ୍ତେ ସତ୍ୟ ର ଅନୁସନ୍ଧାନ କରନ୍ତୁ...
@belimalik143
@belimalik143 Ай бұрын
Wo ସୁନ୍ଦର୍ ଲେଖା
@anantadaharua5458
@anantadaharua5458 Ай бұрын
Right
@arunchandrahota9072
@arunchandrahota9072 Ай бұрын
ପ୍ରଭୂଙ୍କ ଆବିର୍ଭାବ ଖବର, (କଳକି ଅବତାର ) ପାଇଁ ଜନସାଧାରଣ ଉତ୍ସାହିତ। ଏବେ ବାଳ ଅବତାର ରେ ଅଛନ୍ତି ।ପରେ ପେଳ ଅବତାର ନେବେ । ଏ ପାଣ୍ଡବ କେତେ ଗଞ୍ଜେଇ ପିଏ ?
@Gramyajiwan
@Gramyajiwan Ай бұрын
🤣😂🤣😂😅
@salgehembram2137
@salgehembram2137 Ай бұрын
💯😂🤣😂🤣😂🤣😂🤣Kn kotha mo😂🤣😂🤣😂🤣
@bhubanajena2782
@bhubanajena2782 Ай бұрын
😅😂😅😅😅😅
@sunilkumarpradhan3644
@sunilkumarpradhan3644 Ай бұрын
😂😂😂😂
@TheCreativeBiology
@TheCreativeBiology Ай бұрын
😂😂😂
@dullabhasa5371
@dullabhasa5371 Ай бұрын
ଆମେ ପଣ୍ଡିତ କାଶୀନାଥ ମିଶ୍ର ଏବଂ ମହାପ୍ରଭୁଙ୍କୁ ଭଳ ଭାବରେ ଜାଣିଛୁ, ମେଡିଆ ଯାହା ପ୍ରଚାର କରୁଛି ସମ୍ପୂର୍ଣ୍ଣ ମିଥ୍ୟା ଏହା ର କୋୖଣସି ସତ୍ୟତା ନାହିଁ ମେଡିଆ ମୋହ ରେ ପଢ଼ି ମିଥ୍ୟା ପ୍ରଚାର କରୁଛି ମେଡିଆ ସତ୍ୟତା ଜାଣିବାକୁ ଚେଷ୍ଟା କରୁ ନାହିଁ ମେଡିଆ କୁ ଅନୁରୋଧ ସତ୍ୟ କୁ ଖୋଜି ସତ୍ୟ ର ପରି ପ୍ରକାଶ କରନ୍ତୁ
@ManjuYadav-yv9zn
@ManjuYadav-yv9zn Ай бұрын
पांडव भाई सरल भाव से आपने मीडिया के सामने सत्य को रखा। अपना अनुभव बताया। आप को प्रणाम।🙏
@muralidharnaik1865
@muralidharnaik1865 26 күн бұрын
ହେତୁବାଦୀମାନେ ପ୍ରକୃତ ଭକ୍ତ ❤❤
@KishanSingh-bl6ey
@KishanSingh-bl6ey Ай бұрын
ବାବା ଚାହିଁଥିଲେ ଦାନା ଆଶିନଥାନ୍ତା
@ashokkumarsahoo7041
@ashokkumarsahoo7041 Ай бұрын
Studio ଭିତରେ ଏ ଶଳାକୁ 2 ଟା ଚାପଡ଼ା ଦେବାକୁ ଇଛା ହେଉଛି. Permission ଦେବେ କି?
@yuvrajsinhjadeja184
@yuvrajsinhjadeja184 Ай бұрын
Pandit Kashinath Mishra ji is absolutely right, no one becomes wrong by what someone says, whatever is true remains the truth. जय जगन्नाथ 🙏🏻❣️
@baishnabcharansahoo9119
@baishnabcharansahoo9119 Ай бұрын
@@yuvrajsinhjadeja184 Did you watch the odia news today about Pandit Kashinath Mishra?
@Msstudy143
@Msstudy143 Ай бұрын
News ବାଲା ତମକୁ ଏମିତି ଗୋଟେ ଗୋଟେ news ମିଳିଗଲେ ତମକୁ ଭାରି ଖୁସି
@jubeldalabehera7630
@jubeldalabehera7630 Ай бұрын
ଛି ଲଜ୍ୟା କି ବାବା ଅନ୍ଧ ବିଶ୍ବାସ , ହିନ୍ଦୁ ଧର୍ମକୁ କୁ
@Orn35thj
@Orn35thj Ай бұрын
କୋଉଠୁ ଏଭଳି ଲୋକ ସବୁ ଆସୁଛନ୍ତି କେଜାଣି
@manojsahu2039
@manojsahu2039 Ай бұрын
ମଣିଷ କେବେ ଭଗବାନ ହେଇ ପାରେନା ,ତୁଳସୀ ସର୍ବଦା ଭଗବାନଙ୍କ ପାଖରେ ଲାଗିଥାଏ ,ଚମଡା ତିଆରି ମଣିଷ ପାଖରେ ନୁହଁ , ଏ ପାଗଳ କହୁଛି କଳ୍କୀ ଅବତାର ତେବେ ଛତିଆ ରେ ବଳଭଦ୍ର କଣ ପାଇଁ ବସିଛନ୍ତି ଖଣ୍ଡା ଧରି ?, comment ଯଦି ପଢୁଛ ତେବେ ଉତ୍ତର ଦିଅ
@baishnabcharansahoo9119
@baishnabcharansahoo9119 Ай бұрын
@@manojsahu2039 ତୁଳସୀ ପତ୍ର ରେ ଔଷଧୀୟ ଗୁଣ ଥିବାରୁ ଏହା ଆଦର ସମସ୍ତେ କରିଥାନ୍ତି।ଠିକ ସେହି ପରି ବେଲ ପତ୍ରରେ ମଧ୍ୟ ଔଷଧର ଗୁଣ ଅଛି।ତୁଳସୀ ପତ୍ର କଫ ନାଶକ ଅଟେ।ବେଲ ପତ୍ର ପାକ ସ୍ଥଳୀ ର ବେମାର କୁ ଠିକ କରେ।ତେଣୁ ଏହାକୁ ଦରକାରୀ ଜିନିଷରେ ବ୍ୟବହାର କରାଯାଏ। ଯେତେବେଳେ ପୂଜା ରେ ଲଗାଇ ଦିଆ ଯାଇଥାଏ,ଏହାର ମୂଲ୍ୟ ବଢ଼ି ଯାଇଥାଏ।
@bibhendumohanty7556
@bibhendumohanty7556 Ай бұрын
ଠାକୁର ଓ ବାବାଙ୍କ ମଧ୍ଯରେ ଆକାଶ ପାତାଳର ଫରକ ।ନୂନି ଓ ଜୋନି ର ସମ୍ପର୍କ ଜେମିତି, ଏ ବିତର୍କ ସେମିତି କେତେବେଳେ ଲାଗି ଓ ଛାଡିବ,ଆମେ ଭକୂଆ ଏ ବାଳ ଡିବେଟ ଦେଖିବା ଠିକ ନୁହେଁ ।ସବୁ ଠିକ ସବୁ ଭୁଲ.....
@gyanaranjankhandei1921
@gyanaranjankhandei1921 Ай бұрын
​@@baishnabcharansahoo9119tuma address tike kuha....prasasana tuma nikata ku jiba ....
@baishnabcharansahoo9119
@baishnabcharansahoo9119 Ай бұрын
@bibhendumohanty7556 ଠାକୁରଙ୍କୁ ଧରି ହିଁ ବାବା ମାନେ ଲୋକ ମାନଙ୍କୁ ଲୁଟନ୍ତି।ଆପଣଙ୍କ ଉଦାହରଣ ଭଳି ନୁନି ଓ ଯୋନି,ଏହାର ମିଳନ ବହୁତ କିଛି ସମ୍ଭବ।
@ଓଡ଼ିଆଭଜନପୁଣିଥରେ
@ଓଡ଼ିଆଭଜନପୁଣିଥରେ Ай бұрын
👌good
@kalandiinstagramvideo5569
@kalandiinstagramvideo5569 Ай бұрын
ପ୍ରତାପ sir ଜଣେ ଏତେବଡ ମନ୍ୟଗନ୍ ବେକ୍ତି ତାଙ୍କୁ ଏ ମାମୁଲି ଲୋକ ମାନଙ୍କ ସହିତ ବିତର୍କ୍ କରିବା "ମାନସ" ବାବୁ ଠିକ୍ ଲାଗୁନି ❤❤❤❤
@hadibandhurout1319
@hadibandhurout1319 Ай бұрын
ପ୍ରତାପ ହେଲା ଗୋଟିଏ ନାସ୍ତିକ। ଯିଏ ମହାପ୍ରଭୁଂକ ଗୁଣଗାନ କରନ୍ତି ସେମାନେ ସବୁବେଳେ ବଡ। ଏ ହେତୁବାଦୀ ମୂର୍ଖଂକ ସହିତ ପାଣ୍ଡବ ବାବୁ ଯୁକ୍ତି ନ କରିବା ଭଲ।
@Kanhei..8
@Kanhei..8 Ай бұрын
ଏଇଟା କଳିଯୁଗ ଆଜ୍ଞା ଏଠି ସତ୍ଯ କୁ କେହିବି ବିଶ୍ବାସ କରିବେନି ❤
@debendradhal5935
@debendradhal5935 Ай бұрын
ସାମ୍ବାଦିକ ଭାଇ ଧନ୍ୟବାଦ୍
@Akp530
@Akp530 Ай бұрын
Ptatap sir is a revolutionary person.... May the Almighty help him❤❤
@learningcentre8549
@learningcentre8549 Ай бұрын
ଯେଉଁଠି ବ୍ରହ୍ମା, ଶଙ୍କର , ମହାପ୍ରଭୁଙ୍କ ମାୟାର ଆଦି ଅନ୍ତ ପାଇ ନାହାଁନ୍ତି ସେଇଠି ଆପଣମାନେ କ'ଣ ଜାଣିବେ/କ'ଣ ପାଇବେ ମହାପ୍ରଭୁଙ୍କ ମାୟା ବିଷୟରେ । ତେଣୁ କାହିଁକି ମହାପ୍ରଭୁଙ୍କ ପଛରେ ଲାଗିଛନ୍ତି, ସମୟ ଆସିଲେ ସବୁ ଜାଣିବେ, କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବହି ଯାଇ ଥିବ । କାରଣ ତରକି ଥିବୁ ତେରକୁ ଚଉଦ ପନ୍ଦର ଲାଗିବ ହନ୍ଦର ଆଉ ସତ ଉପୁଯିବ ସତରକୁ ଆଉ ସତକୁ ସତ ସେୟା ମଧ୍ୟ ହେଉଛି। ମହାପ୍ରଭୁଙ୍କ 13 ଅଙ୍କରେ ବିଶ୍ଵସାରା ସମସ୍ତେ ତରକି ଥିଲେ ଆଉ ବର୍ତ୍ତମାନ ହନ୍ଦର ଲାଗୁଛି ତେଣୁ ସତ ଉପୁଜିବ ସତରକୁ । ତେଣୁ ହେ ସୁଧିଜନ ବାଟବଣା ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଓ ମାଧବ ନାମକୁ ନିରନ୍ତର ଜପ କରୁ ଥାନ୍ତୁ । ଜୟଶ୍ରୀ ମାଧବ ।
@baishnabcharansahoo9119
@baishnabcharansahoo9119 Ай бұрын
@@learningcentre8549 ଆଜିର ଖବର ଦେଖିଲ କି ନାହିଁ ?
@baishnabcharansahoo9119
@baishnabcharansahoo9119 Ай бұрын
@@learningcentre8549 ମଣିଷ କେବଳ ମାୟା ରେ ବାୟା।ନଦୀ ନ ଦେଖୁଣୁ ହୁଏ ଛାନିଆ।
@Akp530
@Akp530 Ай бұрын
Se jaha heu pache pratap sir pura hero😂😂
@baishnabcharansahoo9119
@baishnabcharansahoo9119 Ай бұрын
@@Akp530 ଆଜିର ସମାଚାର ଦେଖିଲ କି?
@sushilsamal3789
@sushilsamal3789 Ай бұрын
ଏମାନେ ସାରଥୀ ସହିତ ପ୍ରତିଯୋଗିତା କରୁଛନ୍ତି କିଏ କେତେ ଟଙ୍କା ଆୟ କରିପାରିବ
@Travel_Buddy
@Travel_Buddy Ай бұрын
ଆଙ୍କୁ ଖାଲି ବିଛୁଆତି ଛାଟ ଦରକାର😅
@_Mishra556
@_Mishra556 Ай бұрын
ଶାସ୍ତ୍ର ର କିଛି ଜ୍ଞାନ ନାହିଁ । କିନ୍ତୁ ଯୁକ୍ତି କରୁଛନ୍ତି । କି ପ୍ରକାର ର ଲୋକ !!
@manojsahu2039
@manojsahu2039 Ай бұрын
ବିରାଟ ପାଗଳ ଟା , ବିଛୁଆତି ଘସିଲେ ଠିକ୍ ହେଇଯିବ
@jetendramajhiofficial6405
@jetendramajhiofficial6405 Ай бұрын
ଭାଇ ଏ ଅନ୍ଧ ବିଶ୍ୱାସ ରେ କାହିଁକି ପଡୁଛ ଭାଇ
@GaganbihariBalabantaray
@GaganbihariBalabantaray Ай бұрын
ସୁପର tautar
@kamalinimohanta9961
@kamalinimohanta9961 Ай бұрын
Bhanda baba
@madhukhillo7894
@madhukhillo7894 Ай бұрын
😂🤣ମୋ ଭାଇର ପୁଅ ବି ୧୨ ମାସ ରେ ଜନ୍ମ ହେଇଛି ତା ମାନେ ସିଏ ବି ଭଗବାନ
@parsurambhoi8518
@parsurambhoi8518 Ай бұрын
Ri8🙏
@tapankumarsahu5223
@tapankumarsahu5223 29 күн бұрын
ଖାଲି ଦେଖ ପାଖରେ ଯାଉଁଳି ପୋଖରୀ ଅଛି କି ନାହିଁ 😂😂😂
@GaneshSethi-n9d
@GaneshSethi-n9d 11 күн бұрын
ଧର୍ମ ଭଗବାନଙ୍କୁ ନେଇକି ବିଜନେସ କରୁଛନ୍ତି 😂😂👌👌
@parikhitanaik2173
@parikhitanaik2173 Ай бұрын
ଡାକ୍ତର ରଥ ସାର ଜିନ୍ଦାବାଦ 🙏🙏🙏
@samuelsahoo5796
@samuelsahoo5796 Ай бұрын
ପଣ୍ଡିତ କାଶିନାଥ ମିଶ୍ର ଏବଂ ବୈକୁଣ୍ଠ ଧାମ ଆଶ୍ରମ ବିରୁଦ୍ଧରେ ହୋଇଥ‌ିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସଂପୂର୍ଣ ସତ୍ୟ ଏହା ନୁହଁ । ମିଡିଆ ନିଜର ପ୍ରଚାର ପାଇଁ ମିଥ୍ୟା ନ ଦେଖାଇ । ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@1XSamir70
@1XSamir70 Ай бұрын
Thik katha
@1XSamir70
@1XSamir70 Ай бұрын
Jay Shree Madhaba 🙏
@jibanjyotiparida892
@jibanjyotiparida892 Ай бұрын
Magia tamaku kie gandi marunahanti magia baba
@bsn8527
@bsn8527 Ай бұрын
Sabu Thik😂Hele Bhanda Kalki😂😂Eita 2024 re Hajam Houni😂Baba Business Technique Samaste Jani galeni😂😂
@SonaliMishra-r2x
@SonaliMishra-r2x Ай бұрын
Bhai Mane Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@SantoshKumar-mx8rq
@SantoshKumar-mx8rq Ай бұрын
କୁନିବାବାର 10th Mark କେତେଥିଲ।
@kumarpradeep2785
@kumarpradeep2785 Ай бұрын
Se topper heba kata
@nirupamamishra7931
@nirupamamishra7931 Ай бұрын
😂😂😂😂
@Shrabana68
@Shrabana68 26 күн бұрын
56%
@BhubanMohan-pt1dl
@BhubanMohan-pt1dl Ай бұрын
ଇଏ ପାଗଳ ସହିତ କାହିଁକି ଆଲୋଚନା କରୁଛନ୍ତି, କୁରା ଖାଇଲେ ସବୁ ଠିକ ହେଇଯିବ
@BarasharaniMohapatra
@BarasharaniMohapatra 24 күн бұрын
ଜଣେ ହି କଳ୍କୀ ସେ ହେଉ ଛନ୍ତି ମୋ ଜଗା କାଳିଆ ଠାକୁର 🙏
@PulinSuna6408
@PulinSuna6408 Ай бұрын
Pranam pravu jay jaganath
@_Mishra556
@_Mishra556 Ай бұрын
ପଣ୍ଡିତ କାଶିନାଥ ମିଶ୍ର ଏବଂ ତାଙ୍କ ପରିବାର ଏବଂ ବୈକୁଣ୍ଠ ଧାମ ଆଶ୍ରମ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସଂପୂର୍ଣ୍ଣ ସତ୍ୟ ଏହା ନୁହଁ । ମିଡିଆ ନିଜର ପ୍ରଚାର ପାଇଁ ମିଥ୍ୟା ନ ଦେଖାଇ । ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@saikrishnadailyvlogs3412
@saikrishnadailyvlogs3412 Ай бұрын
Sate na kn
@elinapradhan8480
@elinapradhan8480 Ай бұрын
ହାରିବା ନାହିଁ କି ଡରିବାର ନାହିଁ ପ୍ରଭୂ ଆମ ସାଥିରେ ସବୁବେଳେ
@KumarDas-wx2th
@KumarDas-wx2th Ай бұрын
Comedy of the year 😂😂😂😂😂😂😂😂😂
@a.santoshpatra1157
@a.santoshpatra1157 Ай бұрын
ଚ୍ୟାନେଲ ବାଲା ତ ହିନ୍ଦୁ ଶାସ୍ତ୍ରର ମଜାକ ଉଡାଉଛନ୍ତି ।
@guddy6729
@guddy6729 Ай бұрын
Great Professor Pratap Rath Sir
@biswa378
@biswa378 Ай бұрын
ଅଲୌକିକ ସମସ୍ତେ ଦେଖିବାକୁ ଯୋଗ୍ୟ ହେବା ଦରକାର। ଆମେ ଜାଣିଚୁ କି ସବୁ ସମୟ ରେ ରାବଣ ସମ୍ପର୍କୀୟ ମାନେ ଶାସ୍ତ୍ର କୁ ମାନନ୍ତି ନାହିଁ। ଯୁକ୍ତି କରନ୍ତି।
@yuvrajsinhjadeja184
@yuvrajsinhjadeja184 Ай бұрын
ତାଙ୍କର ଯାହା ବି ହେଉ ତାହା କରିବା ଉଚିତ୍ ଗଣମାଧ୍ୟମର କାମ ହେଉଛି ସମାଜର ମନ୍ଦତାକୁ ସାମ୍ନାକୁ ଆଣିବା ଏବଂ ଏହାର ଉନ୍ନତି ଦିଗରେ କାର୍ଯ୍ୟ କରିବା | ଏଥିସହ, ସମାଜକୁ ମାର୍ଗଦର୍ଶନ କରିବାକୁ ପଡିବ ଏବଂ କାହାକୁ ଭୁଲ୍ ପ୍ରମାଣ କରିବାକୁ ପଡିବ ନାହିଁ ଦୟାକରି ଗଣମାଧ୍ୟମର କାର୍ଯ୍ୟ ଯାହା କରନ୍ତୁ ତାହା କରନ୍ତୁ | ଟିକିଏ TRP ପାଇଁ ଏତେ କମ୍ ଆଣ୍ଠୁଏ ନାହିଁ |
@MadhavDas-n9c
@MadhavDas-n9c Ай бұрын
Absolutely false.... I have been following pandit kashinath ji from a very long time and i have attended some of his bhagwat sabhas also but no one asked for money even they offered us free food and stay in bhagwat katha ସମ୍ପୂର୍ଣ୍ଣ ମିଥ୍ଯ଼ା... ମୁଁ ଦୀର୍ଘ ସମଯ଼ ଧରି ପଣ୍ଡିତ କାଶୀନାଥ ଜୀଙ୍କୁ ଅନୁସରଣ କରିଆସୁଛି ଏବଂ ମୁଁ ତାଙ୍କର କିଛି ଭାଗବତ ସଭାରେ ମଧ୍ଯ଼ ଯୋଗ ଦେଇଥିଲି, କିନ୍ତୁ କେହି ଟଙ୍କା ମାଗି ନଥିଲେ, ଏପରିକି ସେମାନେ ଆମକୁ ମାଗଣା ଖାଦ୍ଯ଼ ଏବଂ ଭାଗବତ କଥାରେ ରହିବାର ପ୍ରସ୍ତାବ ଦେଇଥିଲେ।
@rasanandasethy
@rasanandasethy Ай бұрын
ମଣିଷ ମାନେ ଠାକୁର ହେବେ ଠାକୁର କୁଆଡେ ଯିବେ ପେଳ ବାବା
@samirnaik9773
@samirnaik9773 Ай бұрын
Pratap Sir jindabad
@satyasagarpadhipapana1410
@satyasagarpadhipapana1410 Ай бұрын
ପ୍ରଭୁ କଳ୍କୀ ଯେବେ ଜନ୍ମ ନେବେ ସେ ସମ୍ଭାଲା ଗ୍ରାମ ରେ ଜନ୍ମ ନେବେ ଆଉ ମାତା ଙ୍କ ନାମ ରହିବ ସୁମତି, ଆଉ ପିତା ଙ୍କ ନାମ ରହିବ ବିଷ୍ଣୁୟସ ସେ ବ୍ରାହ୍ମଣ ପରିବାର ରେ ଜନ୍ମ ନେବେ ଜୟ ଜଗନ୍ନାଥ ଆଉ ସନାତନ ଧର୍ମ ଭଗବତ ଗୀତା, ବେଦ, ପୁରାଣ ରେ ଲେଖା ଯାଇଛି କି ସନାତନ ମାନେ ଏହାର ଅନ୍ତ ନାହିଁ ଏ ଯଉ ଅଜ୍ଞାନୀ ରଥ ବାବୁ ବସି ଚନ୍ତି ତାଙ୍କୁ କୁହ ଟିକେ ଶାସ୍ତ୍ର ପଢିବେ ଏ ଖ୍ରୀଷ୍ଟିଆନ ଙ୍କ ସହିତ ମିଶି ଯାଇ ଛନ୍ତି ଆଉ ଯଉ ବ୍ରାହ୍ମଣ surname ଟା ରଖି ଚନ୍ତି ତାକୁ change କରି ଅଲଗା କରି ଦିଅନ୍ତୁ Christian surname କିଛି ରଖି ଦିଅନ୍ତୁ
@SonaliMishra-r2x
@SonaliMishra-r2x Ай бұрын
Bhai Mane Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@satyasagarpadhipapana1410
@satyasagarpadhipapana1410 Ай бұрын
@SonaliMishra-r2x Utar Pradesh nuha Sambhala gotie secret place ta kauthi eta mention hei nahin je eta kauthi abastita
@seriesofmylife5799
@seriesofmylife5799 Ай бұрын
True
@debasisswain3335
@debasisswain3335 Ай бұрын
Kebe ଜନ୍ମ ନେବେ ଲେଖା ହେଇନି କି
@viveksrivastava9493
@viveksrivastava9493 Ай бұрын
HUM MAHAPRABHU SE 2020 SE JUDE H HUME MADAV MAHAPRABHU BAHUT ANUBHAV DIYA H JO BHAKT H WAHI JAAN PAYENGE
@madhusmitarout9333
@madhusmitarout9333 Ай бұрын
Aaau besi nali marena daha vandua gapa.tori Vali kichhi Sarathi bhakta b eeivali gaputhile..tate nihati mada darkar pagala
@ArvindSahani344
@ArvindSahani344 Ай бұрын
Bhai aap log apne binash ko mt bulao... Kashinath ji ke putra hi. Kalki hain wahi jagarnath ji hain.. Prabhu har kisi se samne prakash nai hote... Kai janmo ka punya chahiye.. Prabhu ko pahchanne ke liye.. Jai jagarnath.
@nilubiswal9909
@nilubiswal9909 Ай бұрын
ଏ ହେତୁବାଦି ପଠାଣ ଏ ଟାଉଟର୍ ମାନଙ୍କୁ ଡାକି time କାହିଁ ନଷ୍ଟ କରୁଛନ୍ତି
@just_gk2141
@just_gk2141 Ай бұрын
ରଥସାର 👍👍👍
VIP ACCESS
00:47
Natan por Aí
Рет қаралды 30 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 2,3 МЛН
Self-Proclaimed Baba Controversy | Baba Owned KTM Bike
5:47
Kanak News
Рет қаралды 215 М.
VIP ACCESS
00:47
Natan por Aí
Рет қаралды 30 МЛН