ଧୁ ଧୁ ଖରା ବେଳେ ମଣିଷ ପଣିଆ ଦେଖାଇଲେ ଟ୍ରାଫିକ୍‌ କର୍ମଚାରୀ || Knews Odisha

  Рет қаралды 383,197

KNews Odisha

KNews Odisha

2 ай бұрын

ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Subscribe: kzbin.infon...
Facebook: / knewsodisha
Twitter: / knewsodia
Instagram: / knewsodisha
Mobile App: play.google.com/store/apps/de...
Website: www.knewsodisha.com
#knews #knewsodisha #odisha #odishanews #ajirakhabar #ajiranews

Пікірлер: 850
@spcreation5525
@spcreation5525
ସାବାସ୍ ଭାଇ । ଆପଣଙ୍କ ପରି ଭଲ ମଣିଷ ଅଛନ୍ତି ବୋଲି ଏ ଦୁନିଆଁ ଚାଲିଛି ।ମୋ ହୃଦୟ ରୁ ଧନ୍ୟବାଦ୍।
@c.prasad3064
@c.prasad3064
ସାନ୍ତାଳୀ ପିଲା ସବୁବେଳେ ହୃଦୟବାନ.... Thankyou ବିଜୟ ଦା.. ଆବିନ ଗେ original ସାନ୍ତାଳ ହପନ
@gopalmarndi9205
@gopalmarndi9205
ଏ ଦୁଇ ଜଣଙ୍କର ହୃଦୟ ଅଛି ହେ.... ଯେତେ ପ୍ରଶଂସା କଲେ ବି କମ୍ ହେବ। ଆଜି ବି ମଣିଷ ପଣିଆ ବଞ୍ଚି କି ଅଛି ହେ।
@upendrakumarbiswal4682
@upendrakumarbiswal4682
କର୍ତ୍ତବ୍ୟରତ ଟ୍ରାଫିକ କର୍ମଚାରୀ ମାନଙ୍କୁ ଉକ୍ତ ସେବାପାଇଁ ଅଶେଷ ଧନ୍ୟବାଦ, ମାନବ ସେବା ମାଧବ ସେବା
@pradyumnamohanty-cx1lw
@pradyumnamohanty-cx1lw
ପ୍ରକୃତରେ ଏହି ପୁଲିସ ଭଉଣୀ ଓ ଭାଇମାନଙ୍କ ପାଖରେ ମଣିଷ ପଣିଆ ରହିଛି l ସମାଜରେ ରହୁଥିବା ଅନ୍ୟାନ୍ୟ ଅମଣିଷମାନେ ଏମାନଙ୍କଠାରୁ ଶିଖନ୍ତୁ l ସେମାନଙ୍କୁ ମୋର 🙏
@KrishnaRautaray
@KrishnaRautaray
ଆପଣ ଙ୍କର ଭଲ ହୃଦୟ ଟେ ଅଛି ଠାକୁର ଆପଣଙ୍କ ର ମଙ୍ଗଳ କରନ୍ତୁ
@jaydhanraj8864
@jaydhanraj8864
କାଇଁ ସରକାର କୁଆଡ଼େ ଗରିବ ଲୋକମାନ ଙ୍କ ପାଇଁ କୁଆଡ଼େ ଏତେ ସୁବିଧା କରିଛନ୍ତି ପରା ??????? ଧନ୍ୟବାଦ ଟ୍ରାଫିକ ପୋଲିସ ବାବୁ 🙏
@user-rn1pr2wt9o
@user-rn1pr2wt9o
ଅତି ସୁନ୍ଦର , ହୃଦୟ ସ୍ପର୍ଶି ।
@bijayakumarnayak2113
@bijayakumarnayak2113
ବାବୁ ମାନଙ୍କୁ ପ୍ରଭୁ ମଙ୍ଗଳ କରନ୍ତୁ ।
@prasantapattanaik862
@prasantapattanaik862
ଧର୍ମ, ସତ୍ୟ,ଓ ମଣିଷ ପଣିଆ ଅଛି ବୋଲି ତ ସଂସାର ଚାଲିଛି । ଚନ୍ଦ୍ର ସୁର୍ଯ୍ୟ ଆତଯାତ ହେଉଛନ୍ତି।ହିସାବ ରଖୁଛି କାଳିଆ।
@mohanpujari581
@mohanpujari581
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଏବଂ ଆପଣଙ୍କ ଭଳିଆ ଲୋକ ଏ ଦୁନିଆରେ ଖୁବ୍ କମ୍ ମିଳନ୍ତି, ଭଗବାନ୍ ଆପଣମାନଙ୍କୁ ସବୁବେଳେ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ
@arjunjena6753
@arjunjena6753
ଏହିପରି ମହାନ ହୃଦୟବାନ ବ୍ୟକ୍ତି ଆଜିର ସମାଜରେ ବିରଳ.. ଭାଇ ଆପଣଙ୍କୁ ଅଶେଷ ଅଶେଷ ସାଧୁବାଦ🙏..
@kalakardas7663
@kalakardas7663
Sabas ଟ୍ରାଫିକ ଭାଇ. ଆପଣକୁ ବହୁତ ବହୁତ ଆଶୀର୍ବାଦ ପ୍ରଭୁ ଜଗନ୍ନାଥ ଦିଅନ୍ତୁ. 🙏🙏
@rahulsethy1366
@rahulsethy1366
ସେଇ ଭାଇ ଓ ଭଉଣୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।ଜଣେ ସହୃଦୟ ବ୍ୟକ୍ତିଭାବେ ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି।
@sashibhusanmishra7147
@sashibhusanmishra7147
ଅନେକ ଅନେକ ଧନ୍ୟବାଦ ଏହି ଟ୍ରାଫିକ ଭା ଇ ଭ ଉଣି ଦୁହିଁଙ୍କୁ
@suchismitanaik2261
@suchismitanaik2261
ମ ହୃଦୟ ରୁ ବହୁତ ବହୁତ ଧନ୍ଯବାଦ ଭାଇ ଓ ଭଉଣୀ କୁ
@ChittaranjanMishra1980
@ChittaranjanMishra1980
ଅତି ସୁନ୍ଦର 😢
@ranjansethi8446
@ranjansethi8446
ଭଗବାନ ଆପଣଙ୍କ ର ମଂଗଳ କରନ୍ତୁ ସାର୍
@r.screations4816
@r.screations4816
My salute to both two traffic onduty police. God bless them. 🙏
@user-bm3lx7ye2s
@user-bm3lx7ye2s
ବହୁତ୍ ବହୁତ୍ ଧନ୍ୟବାଦ୍ ଟ୍ରାଫିକ ପୋଲିସ ଭାଇ ଭଉଣୀ ମାନଙ୍କୁ ସତରେ ଆପଣ ଜାତି ଧର୍ମ ବିଚାର ନ କରି ସାହାଯ୍ୟ କରି ଥିବା ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଟ୍ରାଫିକ ବାବୁ ❤❤❤
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 7 МЛН
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 130 МЛН
Why Is He Unhappy…?
00:26
Alan Chikin Chow
Рет қаралды 17 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
How to get rid of dark circles under eyes and home remedy
3:57
AbrahamThePharmacist
Рет қаралды 169 М.
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 7 МЛН