Director sangha metting odia ramayana song

  Рет қаралды 37,515

Sidhakhandi Ramayana

Sidhakhandi Ramayana

Күн бұрын

Пікірлер: 73
@rishipradhan419
@rishipradhan419 Жыл бұрын
ସଠିକ୍ ବାର୍ତ୍ତା ଦେଇଛନ୍ତି ମୋହନ ଆଜ୍ଞା ଏମିତି ଖଲା ମନ ରୁ କହିଲେ ହଁ ଆଗାମୀ ଦିନରେ ଅପ ସଂସ୍କୃତି ହେବ ନାହିଁ
@nalinikantabehera914
@nalinikantabehera914 Жыл бұрын
ମୋର ଗୋଟିଏ ଅନୁରୋଧ କାହାକୁ ଭଲ ଲାଗିବ କା ନ ଲାଗିବ ......ସମସ୍ତ ରାମାୟଣ ଓ ମହାଭାରତ ମାଷ୍ଟର ପାଖରେ ଗୌଟିଏ ପ୍ରକାର ନିୟମାବଳି କାଗଜପତ୍ର ରହୁ ଯାହାକି ଯୋଉଁ ଗ୍ରାମର କମିଟି/ଲୋକମାନେ ଆସିଲେ ପ୍ରଥମେ ନିୟମାବଳି ପଢିବେ ତା ପରେ ବଣା / ବୁକିଂଗ କରିବେ......
@bhimasenpolai5431
@bhimasenpolai5431 Жыл бұрын
Yes bro
@sankarshanpatro7475
@sankarshanpatro7475 Жыл бұрын
Emiti hele thik heba
@sankarshanpatro7475
@sankarshanpatro7475 Жыл бұрын
Ok
@BasantaMishra-w4b
@BasantaMishra-w4b Жыл бұрын
Ati,Sundar,alochana❤❤❤iam,,agrry,with,your,propojal❤❤❤I,will,come,to,next,meeting❤❤❤from❤master,basanta❤❤,dhanyabad❤
@prasantsahu2136
@prasantsahu2136 Жыл бұрын
ପ୍ରଥମେ ସମସ୍ତେ ଗୋଟେ ଗୋଟେ ଭଲ ଶିକ୍ଷ୍ୟା ଦେବା ଶିଖ ତାପରେ ସବୁ ଠିକ୍ ହୋଇଯିବ
@SantoshNaik-chocolate
@SantoshNaik-chocolate Жыл бұрын
ସମସ୍ତ sir ମାନଙ୍କୁ ମୋର🙏🙏ରାମ sir ଆଉ ଗଜେନ୍ଦ୍ର sir କହିଲା ପରି ଏମିତି ହଜାରେ ଥର meeting ହେଲେ ମଧ୍ୟ କିଛି ଲାଭ nai ନିଜ ମନରେ ଯୋଉ ପର୍ଯ୍ୟନ୍ତ ଏକାଗ୍ରତା nai ସନାତନ sir କହିଲା ପରି ଯୋଉ ପାର୍ଟି ଅପ ସଂସ୍କୃତି କଲା ସେ ପାର୍ଟି କୁ ଯଦି ଫାଇନ୍ ପକାହବ ଆଉ କେହି କରିବେନି
@AshutoshSilu
@AshutoshSilu Жыл бұрын
SR Channel Apananka Prayas Ku Bahut Bahut Dhanyabad
@odiyabhajandr.tirupati1923
@odiyabhajandr.tirupati1923 Жыл бұрын
Congratulations to sr tv,,go ahead
@arundas7670
@arundas7670 Жыл бұрын
Thiki katha kahile Very Nice
@nalinikantabehera914
@nalinikantabehera914 Жыл бұрын
ନିୟମାବଳି.......୧. ନାଟକ ର ଟାଇମ୍ ପିରିୟ(ସମସ୍ତଂକ ପାଂଇ ସମାନ) ୨. ଜୀବ ହତ୍ୟା ନିଷେଧ ୩.ଅପସଂସସ୍କ୍ଢତି ନିବାରଣ......ଇତ୍ଯାଦି.......
@sankarshanpatro7475
@sankarshanpatro7475 Жыл бұрын
Mr.Ranjan sir bhala idea...
@ranjangoudo8233
@ranjangoudo8233 Жыл бұрын
Somosto Guru jono manonku guru Dibosoro subescha 🙏🙏🙏
@pintupanigrahi2680
@pintupanigrahi2680 Жыл бұрын
Gajendra master ji sahi bole hai.....bhala karela kadwa hai...but sarir keliye acha hai...
@sadboysanjayagjm1567
@sadboysanjayagjm1567 Жыл бұрын
Sr channel ku tq
@laxminarayanapatra6892
@laxminarayanapatra6892 Жыл бұрын
ସମସ୍ତ ଗୁରୁଜନ ମାନଙ୍କୁ ମର ଭୂମିଷ୍ଟ ପ୍ରଣାମ ମୁ ipl ରାମାୟଣ ବିଷୟ କହିବାକୁ ଚାହୁଁଛି ବିଶେଷ କରି ଆଇପିଏଲ ରାମାୟଣ କଣ ଆଇପିଏଲ ରାମାୟଣ ଯଦି କରିବା ତାହେଲେ ଦର୍ଶକଙ୍କୁ ଖାଲି ଗୋଟେ କଳାକାର ଦେଖିବାକୁ ପାଇବେ ଆଉ ବାରମ୍ବାର ବାରମ୍ବାର ଗୋଟେ କଳାକାର କୁ ଲୋକ ଦେଖିବାକୁ ପସନ୍ଦ କରନ୍ତିଁ ନାହିଁ ତେଣୁ କରି ଆମକୁ ଚେଷ୍ଟା କରିବାକୁ ହେବ ଆଗକୁ ଆଗକୁ ନୂଆଁ ନୂଆଁ କଳାକାରଙ୍କୁ ଲୋକଳଚନକୁ ଆଣିବା ପାଇଁ ଚେଷ୍ଟା କରିବାକୁ ହେବା ଏମିତି କରିବା ଦ୍ୱାରା ଆମର ନୁଆ କଳାକାର ଆଗକୁ ଆସିକି ତାଙ୍କଭିତରେ ଥିବା କଳା କୁ ପ୍ରଦଶନ କରିପାରିବେ
@saniabehera415
@saniabehera415 11 ай бұрын
Apanka SR channel kauthi achi. today badapalanka yatra .aita hi apankra apsankurti . direct mananka.
@rabindrabisoyi706
@rabindrabisoyi706 Жыл бұрын
❤❤❤❤ ganjam taigar 🎉🎉🎉🎉🎉🎉❤❤❤❤❤❤❤❤
@veerbhuyan2168
@veerbhuyan2168 Жыл бұрын
Athara apasankuti kara khali chhata uparu anda mada haba
@sunilbhuyan6429
@sunilbhuyan6429 Жыл бұрын
Gajendra sir thik katha kahile......
@rkandrk1597
@rkandrk1597 Жыл бұрын
Sir mora manara katha mu kahibaku chahnuchi Ramayan starting re ( debamati haran drusya re Ravanankara jou Abhinay karanti sita ramayan ra laguni ,se drushya ta kou apraparty ra reap drusya pari laguchi) IPL RAMAYAN darska chanhu nahati , darshak nua nua kalakar chahu nchinti.
@Vibhuti5G
@Vibhuti5G Жыл бұрын
ଗୁଆ ଘିଅ ଗୀତରେ ପ୍ରଭୁ ରାମଚନ୍ଦ୍ର ଙ୍କ ଡାନ୍ସ ବନ୍ଦ କର
@LOKANATAK
@LOKANATAK Жыл бұрын
ନାଟକ ସିଜନ୍ କୁ ଏହାର ଫଳାଫଳ ପାଇଁ ଅପେକ୍ଷା
@gautampradhan3182
@gautampradhan3182 Жыл бұрын
So nice 👍👍👍
@guruprasaddikshit2289
@guruprasaddikshit2289 Жыл бұрын
Thank you all respected guru and Special to thanks SR CHANNEL.
@sanjayakumar2172
@sanjayakumar2172 11 ай бұрын
Good decision
@tophangouda3388
@tophangouda3388 Жыл бұрын
Nacha season re Sangha rahiba ta
@pintupanigrahi2680
@pintupanigrahi2680 Жыл бұрын
Ty SR chanal 🙏🙏
@munanayak5426
@munanayak5426 2 ай бұрын
Maa koreisuni
@pundibabbloorao658
@pundibabbloorao658 Жыл бұрын
Gurujan mananku Mora gotie anurodh natak bhitare kounasi jibahina praniku hatya na karajau.khali kala paribeshan karantu. Ama Ganjam kalaparishadara gurujana mane palana kale jiva hatya kamiba dhanyabad
@ParamanandaDora-y2e
@ParamanandaDora-y2e 11 ай бұрын
You are right sir
@rabindrasahu635
@rabindrasahu635 Жыл бұрын
ଆଉ, ଗୋପାଳ ସେଠି, ଆଜ୍ଞା ଆସିନାହାନ୍ତି ଯେ
@santoshpanda303
@santoshpanda303 Жыл бұрын
Paribartana..
@SanjayaMaharana-eq1rc
@SanjayaMaharana-eq1rc Жыл бұрын
Dharama,sir,isallroundermaster
@rajupatal3094
@rajupatal3094 9 ай бұрын
samastanku 🙏Bada nacha pai sabu musikilasuchi aukichinahi darsakmane singal dekhnti jemiti achi tikachi
@RakehsSarmaa
@RakehsSarmaa 11 ай бұрын
Apasnskruti bandhele samayasima Kam hoijiba
@SanjayaMaharana-eq1rc
@SanjayaMaharana-eq1rc Жыл бұрын
Dharama,sir,isgaad
@bijaya8751
@bijaya8751 Жыл бұрын
Rama sir thik kahichati sir
@SantoshNaik-chocolate
@SantoshNaik-chocolate Жыл бұрын
ଆମର ପିତାମହ ଦାମ sir🙏କହିଲେ ଯେ ନିର୍ଦ୍ଦେଶକ ମାନଙ୍କ ଭୁଲ୍ ନାହିଁ ଠିକ୍ କହିଛନ୍ତି ସେ ତାଙ୍କ ସମୟର କଥା କହିଛନ୍ତି ସେ ସମୟରେ ଭୀଷ୍ମ ପିତାମହଙ୍କ ନିର୍ଦ୍ଦେଶ ରେ ହସ୍ତିନପୁର ଚାଲୁଥିଲା କିନ୍ତୁ ଏବେ ତ ଦୁର୍ଯୋଧନ ର ପିରିୟଡ଼ ସବୁ ଭୁଲ ଦୁର୍ଯୋଧନ (ନିର୍ଦ୍ଦେଶକ)ଙ୍କ ର
@Vibhuti5G
@Vibhuti5G Жыл бұрын
ନିର୍ଦ୍ଦେଶକ ମାନେ ପ୍ରଥମେ ରାମାୟଣ ମହାଭାରତ ପଢନ୍ତୁ
@HuauaauYayauw
@HuauaauYayauw 11 ай бұрын
Dam sar nku kan chadi del
@sridharnayak9264
@sridharnayak9264 Жыл бұрын
Pintu master kuade gole ???
@Krushna38129
@Krushna38129 10 ай бұрын
Record dance banda kara ...banda kahaku asuni..banda bia dekhaiba re asuchi..
@SusantSabar-qh3tw
@SusantSabar-qh3tw Жыл бұрын
ଫାଷ୍ଟ ଜଉ ସାର୍ କହିଲେ ଠିକ୍ କଥା
@sharatakumarpradhan6155
@sharatakumarpradhan6155 Жыл бұрын
Sudam sir nahanti ki, Sr TV Anuradha je sudam sir nka gote interview neuantu se jana bhala sir.....
@sitarammohanty4774
@sitarammohanty4774 Жыл бұрын
🙏🙏🙏🙏🙏
@upendjani220
@upendjani220 Жыл бұрын
Gajendra sir thikkatha kahile
@sankarsibasankar6150
@sankarsibasankar6150 Жыл бұрын
ସମସ୍ତ ନିର୍ଦ୍ଦେଶନା ମାନଙ୍କୁ ଆମ୍ଭର ନମସ୍କାର ପ୍ରଥମେ ନାଟକର ଆରମ୍ଭ ସମୟ ଠିକ୍ କରନ୍ତୁ ତା ପରେ ଅନ୍ୟ ବିଷୟରେ ଆଲୋଚନା କରିବେ ଆଜ୍ଞା
@kirangouda7119
@kirangouda7119 Жыл бұрын
Rama agya thik kahichanti
@Vibhuti5G
@Vibhuti5G Жыл бұрын
ପରେ ଶିକ୍ଷା ଦିଅନ୍ତୁ
@crazyboy-sq4ei
@crazyboy-sq4ei Жыл бұрын
Sabu thik j ... Ama ganjam district ra ramayan re jo bhali open melody karuchha bhai bahut kharap laguchhi dekhibaku.. Ramayan re abhadra melody dekhiki ama ganjam district ku bahut loka gali b karuchanti aau family members saha misiki dekhi hauni ....nijaku lajya laguchhi ki a bhali kharap melody ramayan re karuchanti...chhhi😡😡😡
@rudrichemistryacademy8781
@rudrichemistryacademy8781 Жыл бұрын
ଭଗବାନ sir ଆଉ ସନାତନ sir ଠିକ କହିଲେ, ଆଉ ଗଜେନ୍ଦ୍ର sir, ରାମ sir ଟିକେ ଅଭିମାନ କଲେ, ପ୍ରତି ସଂଘରେ ଏମିତି ହୁଏ,12 ମା ର ତେର ପିଲା ସମସ୍ତଙ୍କର ମନ ଏକା ନୁହେଁ, ତେଣୁ ଏହା ଧୀରେ ଧୀରେ ହିଁ ହେବ
@siddharthdas5192
@siddharthdas5192 Жыл бұрын
Sabu natara gordhan director
@bhimasenpolai5431
@bhimasenpolai5431 Жыл бұрын
Iswar sir kulagada mahabharat bahi kn apana lekhitheleki jadi apanankara lekha hoithile. Ta hele sanjay sir apanaku Pachariki jaithante .but se bahi heuchhi Ladu kisor barika sir nka ta Athere Apanaku kn Pai Pacharibe
@LOKANATAK
@LOKANATAK Жыл бұрын
ଏହି ଭଳି କଥା କୁ ମୁଁ ବାରମ୍ବାର ସାମାଜିକ ମଞ୍ଚ ରେ ଉପସ୍ଥାପନ କରୁଛି ଯେ କାହିଁକି ନାଟକର ପ୍ରଚାର ପତ୍ର ରେ ନାଟକର ସ୍ରଷ୍ଟା ଲେଖକ ମାନଙ୍କ ନାମ ରହୁ ନାହିଁ? କିନ୍ତୁ ବିଡମ୍ବନା ର ବିଷୟ ଏଥିରେ କାହାର କଣ ଗୁପ୍ତ ସ୍ବାର୍ଥ ଅଛି ଅଭିସନ୍ଧି ଅଛି ଯେ ସଂଘର ନିୟମ ରେ ଏହାକୁ ଉହୀୟ ରଖା ଯାଉଛି। ଲେଖକ ଙ୍କ ନାମ ଲେଖିଦେଲେ ନାଟକ ର ବିଶ୍ୱସନୀୟତା ବଢେ। ତେଣୁ ଅହଙ୍କାର ରୁ ଉର୍ଦ୍ଧରେ ଉଠି ନିର୍ଦ୍ଦେଶକ ମାନେ ପ୍ରଥମେ ଲେଖକ ଙ୍କ ନାମ ଲେଖନ୍ତୁ ପରେ ନିଜ ନାମ।
@LOKANATAK
@LOKANATAK Жыл бұрын
ପିତା ତୁଲ୍ୟ ଜଣେ ଜଣାଶୁଣା ନିର୍ଦ୍ଦେଶକ ମୋ ବାପାଙ୍କ ଲେଖା କୁ ନିଜର ମହାଭାରତ ନାଟକ କହି ମଞ୍ଚସ୍ଥ କରିଥିଲେ। ମଞ୍ଚସ୍ଥ ହେଉଥିବା ନାଟକଟିକୁ ଦୂର ରୁ ଦେଖି ପ୍ରକୃତ ଲେଖକ ମହାଶୟ ଉକ୍ତ ନିର୍ଦ୍ଦେଶକ ଙ୍କ ଅଜ୍ଞାନତା ଉପରେ ବିଦ୍ରୁପ ର ହସ ଟିଏ ହସି ସେହି ସ୍ଥାନ ରୁ ଫେରି ଆସିଥିଲେ। ବଡପଣ ଦେଖାଇ ଏହି କଥା କାହାକୁ ବି କହି ନଥିଲେ କାଳେ ନିର୍ଦ୍ଦେଶକ ଙ୍କ ଅପମାନ ହେବ ବୋଲି। ନାଟକ ରଚନା ଛୋଟ ପିଲା ର କ୍ରୀଡାଙ୍ଗନ ନୁହଁ। ଏଥି ପାଇଁ ବର୍ଷ ବର୍ଷ ର ଅଧ୍ୟୟନ ଏବଂ ଅଧ୍ୟବସାୟ ଆବଶ୍ୟକ। ମାନସିକ ପରିଶ୍ରମ କରିବାକୁ ପଡେ, ସମୟ ଦେବାକୁ ପଡେ। ତେଣୁ ଅନ୍ୟର ପରିଶ୍ରମ ର ମୂଳ ଦୁଆ ଉପରେ ନିଜ ପ୍ରଶଂସା ର କାଳ୍ପନିକ ସୌଦ୍ଧ ନିର୍ମାଣ କରିବାର ହିନ ମାନସିକତା ଠାରୁ ଆମକୁ ଉପରକୁ ଉଠିବାକୁ ହେବ। ଈଶ୍ୱରଙ୍କ ଦାନ କଳାର ମର୍ଯ୍ୟାଦା ରକ୍ଷା କରିବାକୁ ହେବ, ତାହେଲେ ଆମ କଳାକାର ଜୀବନ ସାର୍ଥକ ହେବ। ସମସ୍ତ ପିତୃ ତୁଲ୍ୟ ଗୁରୁଦେବ ମାନଙ୍କୁ ଭୂମିଷ୍ଠ ପ୍ରଣାମ, ଆପଣ ମାନଙ୍କ ଉତ୍ତରୋତ୍ତର ଉନ୍ନତୀ ହେଉ!!!! ଜୟ ଜଗନ୍ନାଥ ଡ଼ଃ. ଉମାକାନ୍ତ ବେହେରା
@bhimasenpolai5431
@bhimasenpolai5431 Жыл бұрын
Bhai tumar number diantu
@dandapani9161
@dandapani9161 Жыл бұрын
Sabhapati kie hele bhai
@sidhakhandiramayana
@sidhakhandiramayana Жыл бұрын
Agathu hoijaichhi
@guruprasaddikshit2289
@guruprasaddikshit2289 Жыл бұрын
Dharmraj swain (niladripur)
@laxminarayanpadhi2924
@laxminarayanpadhi2924 Жыл бұрын
Kate maricha wa 😀
@sureshchandramahapatro1712
@sureshchandramahapatro1712 Жыл бұрын
Sir apono sabu master first re nije sankurti sikho ta pore ramayan sikheibe Sola stage upore khola kholi sikheicha Jodi dum achi bahi upare khelo
@nilamadhabajena9091
@nilamadhabajena9091 Жыл бұрын
ପିଣ୍ଟୁ sir ଆସିନାହାନ୍ତି କି
@odiaandhindisong5603
@odiaandhindisong5603 Жыл бұрын
ସନ୍ତୋଷ ପ୍ରଧାନ ମାଷ୍ଟେ କୁଆଡେ ଗଲେ ଆସି ନାହାନ୍ତି କି
@Sricreations8061
@Sricreations8061 Жыл бұрын
Tanka deha bhala nahi
@pappumalika6218
@pappumalika6218 Жыл бұрын
Sir 3rd gender mana hi adhik kharapa nataka paribasana karuchanti
@sanjayabisoyi5695
@sanjayabisoyi5695 Жыл бұрын
Iswara pandit tu kahaku pachari kulagada part you jaithilu tu kannramha heigaluku
@bhimasenpolai5431
@bhimasenpolai5431 Жыл бұрын
Tq sir God your Reply 👍👍👍
@sbhawanireddy5445
@sbhawanireddy5445 6 ай бұрын
Bhai mobile number ta send me
@jagabandhunayak1354
@jagabandhunayak1354 Жыл бұрын
Good decision
Khola katha udaya maharana episode 7
41:39
Sidhakhandi Ramayana
Рет қаралды 18 М.
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 17 МЛН
How do Cats Eat Watermelon? 🍉
00:21
One More
Рет қаралды 12 МЛН
Кәсіпқой бокс | Жәнібек Әлімханұлы - Андрей Михайлович
48:57
SATI NARI//ODIA PALA
3:13:59
SANGAM TELECASTING
Рет қаралды 1 МЛН
KondaReddy Nune is live
1:57:34
KondaReddy Nune
Рет қаралды 28
Космические гипотезы: Как возникло все?
3:51:04
Космическое путешествие
Рет қаралды 607 М.
Quiet Night: Deep Sleep Music with Black Screen - Fall Asleep with Ambient Music
3:05:46
Odia ramayana songs||master santosh kumar pradhan||ramayana
1:04:39
Kuresh Entertainment
Рет қаралды 186 М.
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 17 МЛН