ଦୃଷ୍ଟିବାଧିତ କଣ୍ଠଶିଳ୍ପୀ Bhagabana Jena Live || A Janme Darshana pain || Odia

  Рет қаралды 375,839

CANVAS ODISHA

CANVAS ODISHA

5 жыл бұрын

Click the 'bell' icon and Subscribe our channel !
#କମଳଦେଶ #ରାଜକୁମାର
Stage performance by Bhagabana Jena, presenting "A Janme Darshna Pain, Chakshyu Mote Dela Nahin". at Rabindra Mandap, Bhubaneswar. Odisha. Org by- Prafulla Kar Foundation. 16th February 2019.
ଗୀତରେ ଗୀତରେ ସଂଗୀତ ସମ୍ରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା
ବୟସ ଏଇ କିଛି ସମୟ ହେଲା ୮୦ ଛୁଇଁଛି ହେଲେ ବଦଳିନି ସେଇ ଯୁବସୁଲଭ ସ୍ୱଭାବ । କମଳା ରଙ୍ଗର ପଞ୍ଜାବୀଟେ ପିନ୍ଧି ମଞ୍ଚରେ ଯେତେବେଳେ ସେ ବାଦ୍ୟଶିଳ୍ପୀଙ୍କୁ ମାର୍ଗଦର୍ଶନ କରୁଥିଲେ ତାଙ୍କ ଭିତରେ ସେଇ ଯୁବ ସଂଗୀତଜ୍ଞକୁ ଅନୁଭବ କରିବାର ଅବକାଶ ପାଇଥିଲେ ଦର୍ଶକ । ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିବସ ପାଳନ ହେଉଥିବା ବେଳେ ସଂଗୀତ ରାଇଜର ସୂବର୍ଣ୍ଣ ଯୁଗକୁ କିଛି କ୍ଷଣ ଫେରିଯିବାର ଅବସର ଜୁଟିଥିଲା । ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଗତ ତା୧୬ରିଖରେ ଆୟୋଜିତ ସଂଗୀତ ସଂନ୍ଧ୍ୟାରେ ଗୀତରେ ଗୀତରେ କମଳଦେଶ ରାଜକୁମାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଭେଟି ଦେଇଥିଲେ କଣ୍ଠଶିଳ୍ପୀମାନେ । ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡିଆ ସଂଗୀତ ଜଗତର କାଳଜୟୀ ଗୀତ । ସେହି ଗୀତଗୁଡିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର । ଉପସ୍ଥିତ ଖ୍ନୋତାଙ୍କ କରତାଳିରେ ଫାଟିପଡୁଥିଲା ରବୀନ୍ଦ୍ରମଣ୍ଡପ । ୮୦ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ପ୍ରଫୁଲ୍ଲ କରଙ୍କ "କୋହିନୂର ଜୟନ୍ତୀ' ନାମରେ ନାମିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଫୁଲ୍ଲ କର ଫାଉଣ୍ଡେସନର ଅଧ୍ୟକ୍ଷ ଦାଶ ବେନହୁର । ସେଇ ସଂଗୀତ ସମ୍ରାଟଙ୍କ ଜନ୍ମ ଦିବସ ଅବସରରେ ଦୁଇ ଦିନ ବ୍ୟାପି ଆରମ୍ଭ ହୋଇଥିବା "କମଳଦେଶ ରାଜକୁମାର' ସଂଗୀତ ଆସରର ଶେଷ ସଂନ୍ଧ୍ୟାରେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, କୁମାର ବିଷ୍ଣୁ, ଅନ୍ତରା ଚକ୍ରବର୍ତ୍ତୀ, ନାଜିଆ ଆଲାମ, ଶର୍ମିଳା ସିଂ, ସଞ୍ଜୟ ମିଶ୍ର ଓ ଗିରିଜା ଶଙ୍କର ଦାଶ ପ୍ରଫୁଲ୍ଲ କରଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଗୀତଗୁଡିକୁ ପରିବେଷଣ କରିଥିଲେ । ଏହି ଅବସରରେ ଲୋ ଚାନ୍ଦମୁହିଁ, ଏ ଫୁଲ କହ ଥରେ, ଏମିତି ବି ନଦୀ ଅଛି, ନେଇଯାରେ ମେଘ ମତେ, ରୂପ ହୋଇଥିବ ଲାବଣ୍ୟବତୀ, ନାନା ମୋତେ ପ୍ରେମ କରନା ଭଳି ଗୀତ ଶୁଣିବାକୁ ମିଳିଥିଲା । ପ୍ରଫେସର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Event Record by Team Canvas Odisha !
Song Credits:
#Song - A Janme Darshana pain
#Artist - Bhagabana Jena
#Film -
#Lyricist - Prafulla Kar
#Music Director - Prafulla Kar
#Original Link -
#Label -
For always being informed, and entertained find us here:
Visit our News website
www.canvasodisha.com
Follow us on Facebook
/ canvasodishabhubaneswar
Follow us on KZbin
/ @canvasodisha
Follow us on Twitter
/ odishacanvas
Follow us on Google Plus
plus.google.com/u/0/
Follow us on Instagram
/ canvasodisha
#POPULAR #VIDEO
Re Atman Nidra Parihari
• ରେଆତ୍ମନ ନିଦ୍ରା ପରିହରି ...
Tume Deba mu Pujarini
• ତୁମେ ଦେଵ ମୁଁ ପୁଜାରୁଣି ...
Kahin Gale Shyama Ghana
• 2022 New Song କାହିଁ ଗଲ...
Lo chanda muhin
• Lo chanda muhin by Duk...
Rupa Hoithiba Labanyabati
• Rupa Hoithiba Labanyab...
Kala Tirtha Anusthana cuttack
• Kala Tirtha Anusthana ...
Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.

Пікірлер: 476
@anirudhasenapati4864
@anirudhasenapati4864 2 жыл бұрын
wow ....what a beautiful song sir....epitome of devotion ....respect....!!!
@tknayak
@tknayak 4 жыл бұрын
ମୁଁ ଭାବୁଛି ଭଗବାନ ଜେନାଙ୍କୁ ଭଗବାନ ତାଙ୍କର ପ୍ରକୃତ ରୂପରେ ଦର୍ଶନ ଦେଇ ଏଭଳି ଗାଇବାର କ୍ଷମତା ଦେଇଛନ୍ତି | ଏଭଳି କଳାକାରଙ୍କୁ ଆମେ ସମସ୍ତେ ପ୍ରୋଛାହିତ କରିବା ଉଚିତ
@suryanarayandash1288
@suryanarayandash1288 2 жыл бұрын
Jay jagannath tumar mangala karantu tumar chala patha kusumita heu jay jagannath
@swamiakhilananda9918
@swamiakhilananda9918 Жыл бұрын
Hari Om Namah Shivaya Bhagwan bhai Darshan bhi ho gaya Chakshu bhi mil gaya aur kya chahie
@jagadishjena
@jagadishjena Жыл бұрын
ଏହି ବୟସରେ ପ୍ରଫୁଲ୍ଲ ଭାଇନା ଠିଆ ହୋଇ ମଧ୍ୟ ଉପୋଭଗ ଧନ୍ୟ ଭାଇନା ଆପଣ ଙ୍କୁ କୋଟି କୋଟି ପ୍ରଣାମ
@harshabardhanluhar-8547
@harshabardhanluhar-8547 Жыл бұрын
Mo jibanara jaha sukha taha di bhaga kali tumaku adhe milu ,jay Jagannath,dhanya tume tuma bina ai sansara asundara ate ♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@artatranmishra1962
@artatranmishra1962 4 жыл бұрын
ରାଗ୍ ଭୈରବୀ । ତୁମ ଗିତ ଶୁଣି :ଜଗନାଥ କଂ ଆଖି ରୁ ବି ଲୁହ ଆସଥିବ
@Nibaran147
@Nibaran147 3 жыл бұрын
Right dear brother ମୋ ଆଖିରୁ ବି ଲୁହ ଝରି ଆସିଲା🙏🏻🙏🏻🙏🏻🙏🏻
@niranjanluha681
@niranjanluha681 4 жыл бұрын
ଜୟ ଜଗନ୍ନାଥ ଅତି ସୁନ୍ଦର, ଶୃତି ମଧୁର,.....… ସବୁ ସେଇ କାଳିଆ ଠାକୁର ଙ୍କ ଲୀଳା
@akshayakumarrath4296
@akshayakumarrath4296 4 жыл бұрын
ଗୋଟିଏ ଛୋଟ ଗୀତିକାର ଭାଵରେ ମୁଁ କହିବି ଵୀଂଶ ଶତାବ୍ଦୀ ପରେ ଏ ଭଳିଆ ଲେଖା ସଂଗୀତ କେହି କରିପାରିବେ ନାହିଁ । ଏ ଜନ୍ମେ ଦର୍ଶନ ପାଇଁ ପଦ୍ୟରେ ଜନମେ ଶୃତିମଧୁର ଅଟେ । ଗଦ୍ୟରେ ଜନ୍ମେ ଶୃତିମଧୁର ଅଟେ । କିନ୍ତୁ ଏ କିମ୍ବଦନ୍ତୀ ପୁରୁଷ ଜନ୍ମେ ଶବ୍ଦକୁ ପଦ୍ୟରେ ଏତେ ସୁନ୍ଦର ଭାବରେ ଖଞିଛନ୍ତି ଯେ ଚମତ୍କାର ଲାଗୁଛି । ଏ ଗୀତ ଚକାଆଖିକୁ ବଡ଼ସିଂହାର ପହୁଡ଼ ପରେ ଶୁଆଇଦେଵନି ।
@bkgudi2955
@bkgudi2955 4 жыл бұрын
ଲେଖିବାକୁ ଆମ ପାଖରେ ଭାଷା ନାହିଁ, ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ, ଏତିକି ପ୍ରାର୍ଥନା
@CANVASODISHA
@CANVASODISHA 4 жыл бұрын
Thanks for watching this soulful video, please subscribe us and press the bell icon for more upcoming event 🙏
@BimalOdisha
@BimalOdisha 2 жыл бұрын
ଯେତେଥର ଏ ଜଣାଣ ଶୁଣୁଚି, ଆଖି ଆପେ ଭିଜି ଯାଉଛି, ଭଗବାନ ଜେନାଙ୍କ କଣ୍ଠରୁ ନୁହେଁ, କଲିଜାରୁ ବାହାରିଛି ଏ ଗୀତ !
@girishchandramishra3966
@girishchandramishra3966 4 жыл бұрын
Bhai tuma hrudayare jagannath achhanti.
@CANVASODISHA
@CANVASODISHA 4 жыл бұрын
Subscribe us for more update
@dharanidharbiswal1122
@dharanidharbiswal1122 4 жыл бұрын
ହେ ଭଗବାନ, ତୁମେ ତ ବିଚିତ୍ର କର୍ମା, ବିଚିତ୍ର ତୁମ ଲୀଳା। ଆଖିରୁ ଲୁହ ଭରି ହୋଇଗଲା।
@CANVASODISHA
@CANVASODISHA 4 жыл бұрын
ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏
@lalitmahabhoi6131
@lalitmahabhoi6131 4 жыл бұрын
ସାରଙ୍କ କଣ୍ଠରୁ ଏ ଭଜନ ଶୁଣି ମୋ ଆଖିରୁ ଲୁହ ଧାର ଧାର ଲହ ଆସିଗଲା ସାରଙ୍କୁ ମୋର ଶତ ପ୍ରଣାମ
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@abhimanyunayak7659
@abhimanyunayak7659 2 жыл бұрын
ଜୟ ମା ସରସ୍ଵତୀ।ବହୁତ ସୁନ୍ଦର ଗୀତ।ଭଗବାନ ଜେନାଙ୍କ ପ୍ରତିଭା ଅତୁଳନୀୟ।
@educationfirst2204
@educationfirst2204 3 жыл бұрын
ବହୁତ୍ ସୁନ୍ଦର, ଯେତେ ସୁଣିଲେ ମନ ଭରୁନାହ୍ଁି ଜୟ ଜଗନ୍ନାଥ
@somenhota6145
@somenhota6145 2 жыл бұрын
ଜୟ ଜଗନ୍ନାଥ 🔘❗🔘
@chitaranjanpradhan169
@chitaranjanpradhan169 4 жыл бұрын
ଭଗବାନ ଭାଇଙ୍କୁ ପ୍ରଭୁ ଜଗନ୍ନାଥଙ୍କ କରୁଣା ବର୍ଷା ହଉ, ସେ ପ୍ରଭୁଙ୍କ ଦୟାରୁ ଦୀର୍ଘାୟୁ ହୁଅନ୍ତୁ, ଆମ୍ଭ ମାନଙ୍କୁ ଏମିତି ଭଜନ ଗାଇ ଶୁଣାଉଥାନ୍ତୁ
@CANVASODISHA
@CANVASODISHA 4 жыл бұрын
Thanks for watching this soulful video, please subscribe us and press the bell icon for more upcoming event 🙏
@dineshkumarsahoo4112
@dineshkumarsahoo4112 3 жыл бұрын
Sabda nahi je kichhi barnana kariheba...Jay Jagannath swami nayana patha gami bhaba tume 🙏
@surjyamani4369
@surjyamani4369 Жыл бұрын
ହେ ଜଗନ୍ନାଥ ଭକ୍ତ ଙ୍କର ଗୁହାରି ଶୁଣିବାହେଉ । ଭଗବାନ ତୁମ୍ଭଙ୍କୁ ମଙ୍ଗଳ କରନ୍ତୁ ନମସ୍କାର। God bless you 🙏🙏🙏🙏
@CANVASODISHA
@CANVASODISHA Жыл бұрын
ମହାଶିବରାତ୍ରି ତଥା ଜାଗର ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା 🙏
@prasantabhunya
@prasantabhunya 4 жыл бұрын
ସାଧୁବାଦ ଅତି ମଧୁର ଭାବାବେଗ ଓ ଚମତ୍କାର ସ୍ୱର। ଶ୍ରଦ୍ଧା ଓ ସମ୍ମାନ -ପ୍ରଭୂ ଆମେ ଓଡ଼ିଆ...ଆମ ଓଡ଼ିଶା
@ajodhyanath4284
@ajodhyanath4284 4 жыл бұрын
ବହୁତ ସୁନ୍ଦର ହୃଦୟ ସ୍ପର୍ଷୀ ଗିତ । ଧନ୍ୟବାଦ୍ ପ୍ରଫୁଲ୍ଲ ସାର ଙ୍କୁ ।ଜୟ ଜଗନ୍ନାଥ
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@didhitikumarmallik9110
@didhitikumarmallik9110 2 жыл бұрын
Gyana chakhyu achhi Prafulla sair
@swagatikapattnaik4881
@swagatikapattnaik4881 4 жыл бұрын
Ati madhura bhaba. Jay Jagannath akhiru luha baharithiba ae gita suniki..mo akhiru luha dhaha dhara bohigala...
@gajapaticreation1387
@gajapaticreation1387 4 жыл бұрын
ଯେଉଁ ମାନେ Dislike କରିଛନ୍ତି ସେମାନଙ୍କୁ ଲଜ୍ଜା ଲାଗିବା କଥା।
@gitanjalidei910
@gitanjalidei910 4 жыл бұрын
ବାଃ ବାଃ ... ଅତି ଚମତ୍କାର ବହୁତ ସୁନ୍ଦର ହୃଦୟଷ୍ପର୍ଶି
@CANVASODISHA
@CANVASODISHA 4 жыл бұрын
Thanks for watching this soulful video, please subscribe us and press the bell icon for more upcoming event 🙏
@sankarsanswain8142
@sankarsanswain8142 Жыл бұрын
🙏 ବନ୍ଧୁ, କିଏ କହୁଛି, ଚକ୍ଷୁ ନାହିଁ, ତୁମର ଚକ୍ଷୁ ସାତ ଜନ୍ମ ପାଇଁ ରହିଛି, ରହିବ, ଜୟ ଜଗନ୍ନାଥ 🙏
@dillipmohanty4297
@dillipmohanty4297 3 жыл бұрын
Expression of Aspirations from deep devotion. Very successful singer with J....blessings.
@santoshkumarbarik9184
@santoshkumarbarik9184 4 жыл бұрын
ଚକ୍ଷୁ ଥାଇ ବି ଆମେ ମାନେ ତମ ପାଦ ଧୂଳିକୁ ବି ସରି ନୁହଁ ଭାଈ...ମୋ ଆଖି ବଦଳରେ ଯଦି ଏତିକି କଳା ର ଅଧିକାରୀ ହେଇ ପରିଥାନ୍ତି ତେବେ ମୁଁ ନିଜକୁ ଧନ୍ୟ ମଣି ଥାନ୍ତି...
@CANVASODISHA
@CANVASODISHA 4 жыл бұрын
Subscribe us🙏
@swarnalatabarik6776
@swarnalatabarik6776 4 жыл бұрын
Great brother
@CANVASODISHA
@CANVASODISHA 4 жыл бұрын
Subscribe us for more update
@prakashpradhan3180
@prakashpradhan3180 4 жыл бұрын
Absolutely right dear
@chandrarauta7433
@chandrarauta7433 4 жыл бұрын
ଭାଇ ଏ ଭଳିଭାବରଭଜନ ମୋଜିବନକାଳ ଭିତରେ କେବେ ଶୁଣି ନଥିଲି।ଆପଣକୁ ପ୍ରଣାମ ଜଣାଉଛି।
@GangadharDhal-ib6dj
@GangadharDhal-ib6dj Жыл бұрын
କୋଟି କୋଟି ପ୍ରଣାମ🙏🙏🙏
@Manu-nz8gx
@Manu-nz8gx 4 жыл бұрын
Ati Sundar rachana au gayan ! Dhanya Prafulll K Kar mahashay & the singer !!!
@manoramasahoo1877
@manoramasahoo1877 Жыл бұрын
Praffula sir nkara a gita safala sruti, au Bhagaban jena heuchhanti tankara manasa putra. Ah.. Ki chamatkar bhaba.... ra swara.
@sangramkesharibharda610
@sangramkesharibharda610 4 жыл бұрын
Gurunkara upajukta shishya.
@RajendraKumar-tf9kg
@RajendraKumar-tf9kg Жыл бұрын
ସୁନ୍ଦର୍ ଭାବରେ ଅଭିନୟ ଅପୂର୍ବ ଆନନ୍ଦର ଲହରୀ ପ୍ରବାହିତ ହେଉଛି wow beautiful song with music video acting 👌🌹🙏🙏🙏
@sachidanandabehera3772
@sachidanandabehera3772 Жыл бұрын
Thanks Jena Bhai god bless you you are great
@gcbhanja9221
@gcbhanja9221 3 ай бұрын
Mukam karoti bachalam pangu langhayate girim Jatkrupa tamaham bandey parama nanda madhabah. Jai Jagannatha Bhai Bhagaban 🌹🌹💞🌹🌹 🙏🙏🙏
@kishorsahoo3034
@kishorsahoo3034 Жыл бұрын
ହେ ଠାକୁର! ଭଗବାନଙ୍କ ଗୁହାରି କାନରେ ପଡୁଛି ତ? ସମର୍ଥଙ୍କ ଗୁରୁ ହେବା ସହଜ, କିନ୍ତୁ ଅସମର୍ଥମାନଙ୍କ ଗୁରୁ ହେବା----! ପୂଜ୍ୟ ପ୍ରଫୁଲ୍ଲ କର ମହୋଦୟଙ୍କୁ ମଥାନତ ପ୍ରଣାମ।
@jharashreedash5635
@jharashreedash5635 2 жыл бұрын
Bahut badhiya boluchhanti bhagabaan bahut bhalarey rakhantu👍❤️
@arunnalla8981
@arunnalla8981 3 жыл бұрын
Bhagabana tumaku chakhyu deimnahanti boli dukha karantu nahi.bhagabananka asirbad tuma update achhi.thakure tumaku bhalare rakhithaantu atiki kamana karuchhi.
@suryakanta87
@suryakanta87 4 жыл бұрын
Aaji bhakta abhimaan karuchhi.. Hey kala thakur mote chakhyu dia
@manojpati4504
@manojpati4504 4 жыл бұрын
Jai jagannath 🙏 You are really a gem 💎
@pramodkumarkar9039
@pramodkumarkar9039 2 ай бұрын
Mind blowing. Excellent 👌.
@anilpattnaik556
@anilpattnaik556 2 жыл бұрын
ଏଭଳି ପ୍ରତିଭାଙ୍କୁ ମୋର କୋଟି ପ୍ରଣାମ🙏🙏🙏🙏
@welcome-to-you-all
@welcome-to-you-all 3 жыл бұрын
ଗୀତ ହିଁ ଗୀତ... କି ଭାବ ରେ ଭାଇ ଗାଇଲେ....ହୃଦୟକୁ ଛୁଇଁଲା ଭାଇ... ଜଗନ୍ନାଥ ଆପଣଙ୍କ ଡାକ ନିହାତି ଶୁଣୁଛନ୍ତି......ଜୟ ଜଗନ୍ନାଥ 🙏🙏🙏🙏
@bhagirathinayak9996
@bhagirathinayak9996 2 жыл бұрын
He prabhu
@subhadra5724
@subhadra5724 2 жыл бұрын
Bahut sundar Bhai god bless you
@jharashreedash5635
@jharashreedash5635 2 жыл бұрын
Bahut bahut sundar geeta 👍
@mahaveercuttackkumar204
@mahaveercuttackkumar204 Жыл бұрын
ମୂଲ୍ୟ ନାହିଁ ସେ ଅମୂଲ୍ୟ 🙏🙏🙏
@smrutiranjanmohapatra9189
@smrutiranjanmohapatra9189 4 жыл бұрын
Amezing performance God bless you brother Jai Jagannath 🙏🏻🙏🏻🙏🏻
@MsManassharma
@MsManassharma Жыл бұрын
ବାରମ୍ବାର ପ୍ରଣିପାତ ଏଭଳି ରଚନା, ସଂଯୋଜନା ଓ ସ୍ୱର ପାଁଇ... ଏହା ହୃଦୟ ନୁହେଁ ପ୍ରାଣ ଓ ଆତ୍ମା କୁ ଛୁଇଁ ଦେଲା... ଜୟ ଜୟ ଜଗନ୍ନାଥ 🙏🙏🙏
@sudampanigrahi4503
@sudampanigrahi4503 3 жыл бұрын
Proud of odisha. Mind blowing song.very nice. Excellent to listen. GOD BLESS YOU. GO AHEAD. JAI JAGANATH.
@dibakarbiswal9516
@dibakarbiswal9516 3 жыл бұрын
Hats off to the singer. Great and priceless effort by the legend Prafulla kar sir.Thank you and Lord Jagannath bless all of you.
@sasmitabehera8075
@sasmitabehera8075 3 жыл бұрын
Bhagaban bhai bhagabannka priya nischay
@sangramkeshari590
@sangramkeshari590 4 жыл бұрын
ସିଧାସଳଖ ଜଗନ୍ନାଥଙ୍କ ହୃଦୟକୁ ଛୁଇଁବ
@CANVASODISHA
@CANVASODISHA 4 жыл бұрын
ଜୟ ଜଗନ୍ନାଥ
@GangadharDhal-ib6dj
@GangadharDhal-ib6dj Жыл бұрын
ଧନ୍ୟ ତୁମ ପିତା ମାତା ଧନ୍ୟ ତୁମ ଗୁରୁ🙏🙏🙏
@madhusmitadas9388
@madhusmitadas9388 3 жыл бұрын
ହେ ଭାବଗ୍ରାହୀ.....😭😭😭
@sasmitabehera8075
@sasmitabehera8075 3 жыл бұрын
Thik
@santoshkumarsahu6586
@santoshkumarsahu6586 2 жыл бұрын
🙏🌷🙏 Jay Sri Jagannath 🙏🌷🙏 Bahut Sundar Voice ❤️❤️❤️
@prafullakumarpadhi7031
@prafullakumarpadhi7031 2 жыл бұрын
Enjoyed the live programme at Ravindrà Mandap. Bhagban Jena is a versatile singer blessed by Padmashree Prafulla Kar.
@nityanandamallick4824
@nityanandamallick4824 2 жыл бұрын
ଜୟ ଜୟ ଶ୍ରୀଜଗନ୍ନାଥ
@arunakumardash2850
@arunakumardash2850 2 жыл бұрын
Really he is not blind just he acts as a blind man to get opportunity
@koushalyamutkia5186
@koushalyamutkia5186 2 жыл бұрын
Jay gagannatha🌅🙏🙏🙏🙏🙏
@CANVASODISHA
@CANVASODISHA 2 жыл бұрын
Jay Jagannath, ଧନ୍ୟବାଦ, ଆପଣ ମାନଙ୍କ ଏହି ଭଲ ପାଇବା ପାଇଁ ...!! 🙏
@sameermaharana995
@sameermaharana995 2 ай бұрын
God gifted talent.....🙏
@kankalase2395
@kankalase2395 2 жыл бұрын
Ati sundar ...bhagab sir..
@bikashkar6168
@bikashkar6168 Жыл бұрын
ବହୁତ ସୁନ୍ଦର ଲାଗିଲା !
@eodishaorg
@eodishaorg 2 жыл бұрын
ଭକ୍ତ ର ଭାବ ଓ ମନ ଲୋଭା
@subhenupalai7296
@subhenupalai7296 Жыл бұрын
ଅତି ସୁନ୍ଦର କଣ୍ଠ।ଯେମିତି ମୋତେ ଲାଗିଲା ପ୍ରଫୁଲ୍ଲ ସାର୍ ଗାଉଛନ୍ତି।
@bhagirathinayak9996
@bhagirathinayak9996 2 жыл бұрын
Salute to prafulla kara
@alekhmallick17
@alekhmallick17 Жыл бұрын
Prabhu ebe jena nku daya kra drusti di antu
@dharmendranayak1425
@dharmendranayak1425 3 жыл бұрын
Hai jaganath apanku bahut dhanybad amaku bahut kichi deithibaru
@ajayapatra4257
@ajayapatra4257 2 жыл бұрын
ବାଃ ବାଃ,ଏତେ ବଢିଆ ଭଜନ ଓ ଏତେ ବଢିଆ ସ୍ୱର ପୁଣି ଲୟ , ତାଳ। ସତରେ,ଖୁଣ ଯାହା ଠି,ଗୁଣ ତାହା ଠି। ବହୁତ ବହୁତ ଧନ୍ୟବାଦ।
@subashdash2380
@subashdash2380 2 жыл бұрын
Exilent saund wah,,,dhnywad,,ji
@surendradas4722
@surendradas4722 2 жыл бұрын
Surendra Das... Mind blowing. Jay Jagannath.
@tapaskumar01
@tapaskumar01 2 жыл бұрын
Bhabapurna sangeeta....
@sunilkumardash7802
@sunilkumardash7802 4 жыл бұрын
Bahuta Sundar sangita.sri gitikara kara sir ,,.ki Sundar swara ".bhagaban bhaina,' jay jagarnanth swami........
@song7644
@song7644 Жыл бұрын
Jay Jagannath ,sabu tumar lila
@sasmitabehera8075
@sasmitabehera8075 3 жыл бұрын
Dhanya
@bikashpani2642
@bikashpani2642 4 жыл бұрын
ମହାପ୍ରଭୁଙ୍କ ଅପାର କରୁଣା ତୁମପ୍ରତି ଏମିତି ରହିଥାଉ .. .. ..
@kailashmohapatra8868
@kailashmohapatra8868 4 жыл бұрын
Really lam speechless
@akshayanath4333
@akshayanath4333 4 жыл бұрын
Jay jaganth swimi nayana patha gami vaba tume
@swagatdas4418
@swagatdas4418 2 жыл бұрын
The lyrics and the music of this song have been derived from the lotus feet of the lord jagannath mahaprabhu and the singer of course is singing from his soul itself.....these are the concoction of this song..........thanks to legendary prafulla kar sir for creating such soulful,spiritual songs.............he proved again that his songs are very close to lord jagannath...
@nirmalkumarpradhan4353
@nirmalkumarpradhan4353 2 ай бұрын
Guru nka Prasad so nice Jagannath Prabhu tumara. Apurva lila
@navnishrout1215
@navnishrout1215 3 жыл бұрын
DHANYA GURU DEV SHREE PRAFULLA KAR MAHODAYA....DHANYA SHREE BHAGABANA JENA...ISHWARA SADA SAHAYA HUANTU...EXCELLENT PERFORMANCE...SEMI CLASSIC BHAJAN...
@manasaranjanamahapatra1493
@manasaranjanamahapatra1493 Жыл бұрын
ଅତି ସୁନ୍ଦର ଗୀତ
@pravatkumarpanda9168
@pravatkumarpanda9168 2 жыл бұрын
Beautiful voice extraordinary expression akhiru luha asuchi amiti kalakar ku more chance mili Kalia saanta pakhare guhari
@debarajsahu9765
@debarajsahu9765 Жыл бұрын
Jay jaganath. Maha hridayasparshi Bhajan. Gayaka o gurujinku sata pranam
@satyasuvampatra1958
@satyasuvampatra1958 4 жыл бұрын
Jay Jagannath pravu ,ki bhaba Tanaka ra kantha re pura hrudaya ku chhuinba bhali🙏🙏🙏
@CANVASODISHA
@CANVASODISHA 4 жыл бұрын
ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏
@prasannamohapatra8425
@prasannamohapatra8425 4 жыл бұрын
ହେ ଜଗନ୍ନାଥ ସେଥିପାଇଁ ଏତେସୁନ୍ଦର ମିଠାକଷ୍ଠ ଦେଲ‐ଆଖିରେ ଲୁହ ଜକେଇ ଆସୁଡଛି‐ଜୟ ଜୟ ଜଗନ୍ନାଥ
@CANVASODISHA
@CANVASODISHA 4 жыл бұрын
ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏
@brajamohanbehera7864
@brajamohanbehera7864 Жыл бұрын
OM SRI SAI RAM. super
@Nibaran147
@Nibaran147 3 жыл бұрын
ହେ ମହାବାହୁ🌺🙏🏻💟💟💟
@prasantasekharpattanaik711
@prasantasekharpattanaik711 4 жыл бұрын
Llce
@CANVASODISHA
@CANVASODISHA 4 жыл бұрын
thank you please subscribe our channel for more update jay jay jagannath.
@bhojarajnaik777
@bhojarajnaik777 Жыл бұрын
ବହୁତ୍ ସୁନ୍ଦର କଣ୍ଠ ,ଭଲ ଲେଖା ,ଗୀତ ଶୁଣିଲେ ଲୋମ ଟାଙ୍କୁ ରି ଯାଉଛି,,,🙏🙏🙏🙏🙏
@ruchikabehera5775
@ruchikabehera5775 2 жыл бұрын
Thnx praful ji for ur great heart for him. Sang nice.
@CANVASODISHA
@CANVASODISHA 2 жыл бұрын
Thanks for listening
@MrVscsrao
@MrVscsrao Жыл бұрын
It’s engraved in my heart when I heard it in Rabindra Mandap. I was searching for this song. Eyes filled with tears.❤ God bless you Bhagaban Brother
@sureshmohapatra7959
@sureshmohapatra7959 4 жыл бұрын
He pravu chakadola ate vala lokanku kahinki je ate dukha dia .
@rksahooo4899
@rksahooo4899 4 жыл бұрын
ଅତି ସୁନ୍ଦର ,ଅତି ମଧୁର.. ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ.. ଆମେ ଓଡ଼ିଆ.. ଆମ ଓଡ଼ିଶା..
@CANVASODISHA
@CANVASODISHA 4 жыл бұрын
ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏
@pabitrachampati5239
@pabitrachampati5239 2 жыл бұрын
ହେ ଲିଳାମୟ ଠାକୁର , ତୁମର ଏକି ଲୀଳା । କାହାକୁ ସବୁ ଦେଇଛ ତ ପୂଣି କାହାକୁ କିଛି ନାହିଁ । ତଥାପି ଆପଣଙ୍କର ଜୟ ହେଉ ,ଜୟ ଜଗନ୍ନାଥ ।।
@mikunsursangeet3475
@mikunsursangeet3475 Жыл бұрын
Jaya jagannaath
@sanjayakumarbhoi6985
@sanjayakumarbhoi6985 4 жыл бұрын
Heart touching bhagaban bhai.aakhire luha asigala.
@biswaranjanjena6576
@biswaranjanjena6576 7 ай бұрын
ଅତିସୁନ୍ଦର
@somenhota6145
@somenhota6145 2 жыл бұрын
Adbhut sundar singing... Jai jagannath swami 💐💐💐
@annatacharanjuanga3508
@annatacharanjuanga3508 3 жыл бұрын
Jai jagannath
@prabeenmalik6506
@prabeenmalik6506 Жыл бұрын
Bhagaban Bhai ati Sundar bhajan..and..prafula sir nka lekha...
@honeybore7448
@honeybore7448 4 жыл бұрын
ଵୀଂଶ ଶତାବ୍ଦୀ ପରେ ପ୍ରଫୁଲ୍ଲ କର ଭଳିଆ ଆଉ କିଏ ଜନ୍ମ ହେବେନି ।
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@Manu-nz8gx
@Manu-nz8gx 4 жыл бұрын
Pura thik kahichhanti ! Dhanya tanka srushti au nirdeshana
@ananyapati2642
@ananyapati2642 3 жыл бұрын
Jaya jagannath🙏
@krushnamaharana5592
@krushnamaharana5592 4 жыл бұрын
nice song very nice Bhagban bhai god bless you
@CANVASODISHA
@CANVASODISHA 4 жыл бұрын
ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏
Useful gadget for styling hair 🤩💖 #gadgets #hairstyle
00:20
FLIP FLOP Hacks
Рет қаралды 8 МЛН
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 21 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
Srikrushna Nka Bansi Dhwani Suni l Odia Bhajan | Kanha Mishra
9:34
Kanha Mishra
Рет қаралды 1,7 МЛН
KeshYou x Snoop Dogg - Forever Sunday (Official Music Video)
3:06
BM PRODUCTION
Рет қаралды 135 М.
Zattybek & ESKARA ЖАҢА ХИТ 2024
2:03
Ескара Бейбітов
Рет қаралды 611 М.
Malohat
3:35
Xamdam Sobirov - Topic
Рет қаралды 1,2 МЛН
지민 (Jimin) 'Who' Official MV
3:28
HYBE LABELS
Рет қаралды 25 МЛН