ରେଆତ୍ମନ ନିଦ୍ରା ପରିହରି || Pranab Pattnaik Live || Re Atman Nidra Parihari || Odia Movie "Mamata" 1975

  Рет қаралды 352,574

CANVAS ODISHA

CANVAS ODISHA

5 жыл бұрын

#କମଳଦେଶ #ରାଜକୁମାର 80th Birth Day Celebration of Music Legend Sj Prafulla Kar.
Stage performance by Pranab Kishore Pattnaik, presenting "Re Atman Nidra Parihari". at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th&16th February 2019.
Song Credits:
Song - #ReAtmanNidraParihari
Artist - Sri #PranabKishorePattnaik
Film - #Mamata (1975)
Lyricist - #Bhaktakavi Madhusudan Rao
Composer - #PrafullaKar
Event Record by Team Canvas Odisha !
ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମ ଦିବସ ଅବସରରେ ତା୧୫-୧୬ରିଖ ଦୁଇ ଦିନ ବ୍ୟାପି ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ "କମଳଦେଶ ରାଜକୁମାର' ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ଘରେ ଘରେ ପରିଚିତ ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସମେତ ମୁମ୍ବାଇରୁ ଆସିଥିବା କଣ୍ଠଶିଳ୍ପୀ ସାରିକା ସିଂହଙ୍କ ସ୍ୱରର ଯାଦୁରେ ଉପସ୍ଥିତ srota nku ବାନ୍ଧି ରଖିପାରିଥିଲା । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶିତିକାନ୍ତ ଦାଶ ଯୋଗଦେଇ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡିକ ସବୁ ସମୟରେ ସବୁ ପିଢିର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରୁଥିବ ବୋଲି କହିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦାଶବେନହୁରଙ୍କ ସଭାପତିତ୍ୱରେ ସମ୍ପାଦକ ଚୈାଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଓ "ସଂସ୍କାର'ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ PULWAMA re ଶହୀଦ ଯବାନ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା, ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ଅବସରରେ ତବଲା ବାଦକ ପ୍ରସନ୍ନ କୁମାର ମିଶ୍ର ଏବଂ ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଘାଟନୀ ଉତ୍ସବପରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ "ରେ ଆତ୍ମନ ନିଦ୍ରା ପରିହରି', ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ "ତୋ ସାଥେ ପିରତି କରି', ଗୀତା ଦାଶଙ୍କ କଣ୍ଠରୁ "ତୁମେ ଦେବ ମୁଁ ପୂଜାରିଣୀ', ଛନ୍ଦା ମିଶ୍ରଙ୍କ କଣ୍ଠରୁ "ହେ ଫଗୁଣ କାନ୍ଦନାରେ', କୁମାର ବାପିଙ୍କ କଣ୍ଠରୁ "ବନ୍ଧୁରେ କାହିଁ ଗଲେ ଶ୍ୟାମଘନ' ଏବଂ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମହାପ୍ରସାଦ କର ଏବଂ ସାରିକା ସିଂଙ୍କ କଣ୍ଠରୁ "ଏ ମେରେ ହମସଫର. ସାରିକା କଣ୍ଠରୁ "ପାଦରେ ପାଦ ଛନ୍ଦା' "ମୋତେ ବାନ୍ଧିନେରେ ପୋଲିସ ବାବୁ' "ଏ ଫୁଲ କହ ଥରେ'....। ପ୍ରଫେସର ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ।
For always being informed, and entertained find us here:
News Website: www.canvasodisha.com
Facebook: / canvasodisha. .
KZbin: kzbin.info/door/Lak...
Twitter: / odishacanvas
Google Plus: plus.google.com/u/0/
Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.
ଜୀବନ ଚିନ୍ତା
- ଭକ୍ତକବି ମଧୁସୂଦନ ରାଓ
ରେ ଆତ୍ମନ୍! ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,
ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ|୧|
କି ବେଗରେ ଯାଉଅଛି ଚାଲି
ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,
ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି
ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି|୨|
ହେ ଇଶ୍ବର ପରିତତାରଣ,
ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ,
ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,
ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ|୨୫|

Пікірлер: 158
@sankalpakumar32
@sankalpakumar32 5 жыл бұрын
ଆଉ ଥରେ ନୂଆ ପୃଥିବୀ ର ରଚନା ହେଲେ ମଧ୍ଯ,ଏଇ ଭଳି ପ୍ରତିଭା ଙ୍କୁ ଶୁଣିବାକୁ କିମ୍ବା ଦେଖିବାକୁ ମିଳିବେନି ।ଧନ୍ଯ ତୁମ କଣ୍ଠ ,ଧନ୍ଯ ତୁମ ରଚନା,ଧନ୍ଯ ତୁମ ସ୍ବର ।ଏମାନେ ସବୁ ସରସ୍ବତୀ ଙ୍କ ବରପୁତ୍ର ।ତାଙ୍କୁ କୋଟି କୋଟି ନମସ୍କାର ।
@CANVASODISHA
@CANVASODISHA 5 жыл бұрын
yes
@odiamixbhajansongs1924
@odiamixbhajansongs1924 4 жыл бұрын
Yes sir
@kishorsahoo3034
@kishorsahoo3034 Жыл бұрын
ସରସ୍ବତୀଙ୍କ ଦୁଇ ନମସ୍ୟ ବରପୁତ୍ରଙ୍କୁ ପାଇ ଏ ମଞ୍ଚ ଆଜି ଧନ୍ୟ।
@thebharatglobalpower6411
@thebharatglobalpower6411 2 жыл бұрын
ହେ ଜଗନ୍ନାଥ ଏମିତି ପ୍ରତିଭା ଏମାଟିକୁ ଦିଅନ୍ତୁ । ପ୍ରଣବ ସାର୍ ଆପଣଂକ କଣ୍ଠ ଅବର୍ଣନୀୟ , ଅତୁଳନୀୟ । ପ୍ରଫୁଲକରଂକ ନିର୍ଦେସନା ଅତି ଚମତ୍କାର
@CANVASODISHA
@CANVASODISHA 2 жыл бұрын
ଜୟ ଜଗନ୍ନାଥ 🙏
@gangarampradhan1707
@gangarampradhan1707 3 жыл бұрын
ଜଣେ ଯୋଗଜନ୍ମା ଚୀର ନମସ୍ୟ ସଙ୍ଗୀତ ସାଧକ। କୋଟି କୋଟି ପ୍ରଣାମ ।
@ashoksahoo6912
@ashoksahoo6912 10 ай бұрын
ହେ ଇଶ୍ଵର, ପତିତ ତାରଣ .... ସଂସାରକୁ ରକ୍ଷା କର....🙏🙏
@maitriprakashparida7381
@maitriprakashparida7381 3 жыл бұрын
ଜୀବନକୁ ବୁଝିବା ଲୋକଟି ଠିକ ବୁଝିଛି ଆଉ ସମୟ ର ସ୍ରୋତ କୁ ଚାଲିଯିବାର ଆଖିରେ ଦେଖି ଦେଖି ଆତ୍ମା କୁ ପରମାତ୍ମା ସହ ମିଶାଇ ବାର ଗୀତରେ ପ୍ରୟାସ କରିଛି 🙏🙏
@puspanjalidevi6396
@puspanjalidevi6396 2 жыл бұрын
ଶତକୋଟି ପ୍ରଣାମ ଆପଣଙ୍କୁ । ଏ ବୟସରେ ଏତେ ସୁନ୍ଦର ଗୀତ ବୋଲୁ ଛନ୍ତି ।🙏🙏🙏
@premkumarmohanty2444
@premkumarmohanty2444 19 күн бұрын
Akshay Mohanty, Prafulla Kar,Pranab Patnaik,Chitta Jena,and Sikandar Alam are legends of Odia Film Industry.
@arunakumarpanigrahi4459
@arunakumarpanigrahi4459 19 күн бұрын
ଭକ୍ତକବି ମଧୁସୂଦନ ରାଓଙ୍କ ଜୀବନ ଦର୍ଶନ ଓ ମାନବିକ ମୂଲ୍ୟବୋଧ ଏ ଭଳି ପ୍ରତିଭା ମାନଙ୍କ ଦ୍ଵାରା ବହୁଗୁଣିତ ହୋଇ ପାରିଛି । ଜୀବନର ନିଶବ୍ଦ ସ୍ରୋତରୁ ଶାମୁକା ଆଣି ମୃତ୍ୟୁ ସିନ୍ଧୁରେ ମୋତିର କରାଳ ଲହରୀ ସୃଷ୍ଟି କରିଥିବା ଏଭଳି ବାଣୀ ପୁତ୍ରଙ୍କୁ ମୋର ଶତ ଶତ ପ୍ରଣାମ ।
@sujatalenka1879
@sujatalenka1879 Жыл бұрын
ଆଖିରେ ଲୁହ ଯାକେଇଗଲା ଆଜ୍ଞା........ ସେହିଭଳି ଗୀତିକାର ଏବଂ ଗାୟକ ଆଉ କଣ ଉତ୍କଳ ମାଟିରେ ଜନ୍ମ ନେବେନି....?? କାହିଗଲେ ଖୋକା ଭାଇ, ରଘୁନାଥ ପାଣିଗ୍ରାହୀ, ଚିତ୍ତ ଜେନା ପ୍ରଫୁଲ କର ମହାଶୟ...... ପ୍ରଣବ ଭାଇଙ୍କୁ କାଳିଆ ଠାକୁର ଘଣ୍ଟ ଘୋଡେଇ ରଖନ୍ତୁ...... ଏତିକି ପ୍ରାର୍ଥନା..... ?? .
@rabindrakumarmohanty9415
@rabindrakumarmohanty9415 2 жыл бұрын
ପରିଣତ ବୟସରେ ସେଇ ଯାଦୁକରି କଂଠରୁ ଝରି ପଡୁଥିବା ଭକ୍ତ କବି ମଧୁସୂଦନ ରାଓ ଙ୍କ ର ଭକ୍ତି ଗୀତ ଭାବମୟ ପରିବେଶ ସୃଷ୍ଟି କରୁଛି। ଏହି ମହାନ ଗାୟକ ଙ୍କୁ ଶତ ଶତ ନମନ କରୁଛି।
@CANVASODISHA
@CANVASODISHA 2 жыл бұрын
Thank you so much
@tarundabu
@tarundabu 4 ай бұрын
What a wonderful performance
@chandaneswarmohapatra6927
@chandaneswarmohapatra6927 3 жыл бұрын
ବାସ୍ତବରେ ଆଉଥରେ ପୃଥିବୀ ରଚନା ହେଲେ ମଧ୍ୟ ପ୍ରଣବ ପଟ୍ଟନାୟକ ସାର ଓ ପ୍ରଫୁଲ୍ଲ କର ସାର ଙ୍କ ଭଳି ଗାୟକ ଙ୍କୁ ଦେଖିବାକୁ ମିଳିବ ନାହିଁ କି ଏଭଳି ମୂଲ୍ୟବାନ ଗୀତ ଓ ସଙ୍ଗୀତ ଶୁଣିବାକୁ , ଅନୁଭବ କରିବାକୁ ମିଳିବ ନାହିଁ । ଏମାନେ ବାସ୍ତବରେ ମା ସରସ୍ଵତୀ ଙ୍କ ବରପୁତ୍ର ଅଟନ୍ତି ଉଭୟଙ୍କୁ କୋଟି କୋଟି ପ୍ରଣାମ 🙏🙏
@subalchandragiri8514
@subalchandragiri8514 2 жыл бұрын
Mahasaya nku mora pranam
@annapurnapatra547
@annapurnapatra547 2 жыл бұрын
100000 PANAMA PRAFULLA KAR MAHODAY PRANAB PATTNAIK MAHODAY. EMANE AMAR RUHANTU EMANE BARAPUTRA
@CANVASODISHA
@CANVASODISHA 2 жыл бұрын
😭
@manojmohanty9535
@manojmohanty9535 Жыл бұрын
Incredible ❤
@saratkumarbhol9711
@saratkumarbhol9711 2 жыл бұрын
Best song by Sri Pranab Pattanaik .film MAMATA
@CANVASODISHA
@CANVASODISHA 2 жыл бұрын
kzbin.info/www/bejne/jGLdnWyFmbqAjqc
@biswajithota3712
@biswajithota3712 7 ай бұрын
🙏🏻🙏🏻🙏🏻🙏🏻🙏🏻 What can someone write... We mere mortals don't have the capacity to describe such an immortal voice ❤
@BalaramRoutehatesthereBa-tz3ml
@BalaramRoutehatesthereBa-tz3ml Ай бұрын
A marvelous singer of world, Jay jagannath
@mogaamospandana7938
@mogaamospandana7938 2 жыл бұрын
ଅତି ମର୍ମସ୍ପର୍ଶୀ । 🙏
@hadibandhubehera6384
@hadibandhubehera6384 2 жыл бұрын
Hadibandhu Behera JAI JAGANATH
@rajaniseth9453
@rajaniseth9453 2 жыл бұрын
Wow 👌 👏 😍 👍 🥰 ☺ 👌
@rabindrarath9474
@rabindrarath9474 2 жыл бұрын
God gift
@charulata6741
@charulata6741 2 жыл бұрын
Exelent
@upendrakumarparida7921
@upendrakumarparida7921 Жыл бұрын
A great combination of two Legendary singers... heart touching
@sitakantahotta6261
@sitakantahotta6261 3 жыл бұрын
Mora Pranam to Pranab pattnaik and Prafulla kar Sir - you are truly gems of odissa.
@CANVASODISHA
@CANVASODISHA 3 жыл бұрын
❤❤❤🙏🙏🙏
@jayantisenapati9078
@jayantisenapati9078 Жыл бұрын
Just superb !!!!
@saratpanda9208
@saratpanda9208 2 жыл бұрын
Live long
@bijaykumarsahoo7853
@bijaykumarsahoo7853 2 жыл бұрын
No words to comment on such a great song by such a great singer
@ashutoshtripathy7075
@ashutoshtripathy7075 4 жыл бұрын
I'm a soldier of Ardaulia, Jajpur from Ladakh Army camp. Pranam 🙏🥀🌹🌷💐👍👍👍
@CANVASODISHA
@CANVASODISHA 3 жыл бұрын
Salute JayHind
@swagatdas4418
@swagatdas4418 2 жыл бұрын
Prafulla sir tanka hrudaya ai gita tire rakhi deichanti au jahaku pranab sir rupa deichanti.......mahaprabhu odissa ra ahi jewel mananku ghanta ghodei rakhithantu...........
@narayanmishra8843
@narayanmishra8843 2 жыл бұрын
🌹🙏🙏🙏🙏🌹
@alokchandramohapatra8793
@alokchandramohapatra8793 11 ай бұрын
❤ ate sudar
@niranjanhota9135
@niranjanhota9135 3 жыл бұрын
Apan Odisha ra Namasya o amar byactitwa .pranam
@niranjan8431
@niranjan8431 3 жыл бұрын
Best singer. Odisha's pride.Nice devotional song.👌👌👌👌. Outstanding voice. Excellent performance.
@nachiketapurohit9921
@nachiketapurohit9921 4 жыл бұрын
Outstanding initiatives Jaya Jagath
@user-el3mf8eg9h
@user-el3mf8eg9h Ай бұрын
Pranab sir top ❤
@manoranjanswain7369
@manoranjanswain7369 3 жыл бұрын
He jatira brudha maharthi ....APAN MANANKU BHUMISTA PRANAM..chhua dinauru ame chira runi........
@pravatjena833
@pravatjena833 2 жыл бұрын
I am spell bound by the song performed by pranap patnaikji
@chinmayanayak6935
@chinmayanayak6935 4 жыл бұрын
Hrudaya re bhasa nahin amiti Singer nka pain kichhi kahibaar Satare 💞💞💞💞💞
@manoranjanrout7896
@manoranjanrout7896 4 жыл бұрын
Amara saubhagya sateki . Krishna ,jaganath nku gotae Mancha re darsana pailuu
@banamalibehera9430
@banamalibehera9430 3 жыл бұрын
Among all. The veteran singer Mr Pranab job is an evergreen and versatile singer , listening from my childhood, I prefer him very much ,He may longlive,
@kshetramohanswain7709
@kshetramohanswain7709 2 жыл бұрын
Jay jagannath
@CANVASODISHA
@CANVASODISHA 2 жыл бұрын
Jay shree jagannath
@nadabrahmaproduction
@nadabrahmaproduction 2 жыл бұрын
Best Best Best. .God Bless Jay Jagannath
@bulusahu154
@bulusahu154 2 жыл бұрын
Odisha great pershon 🙏🙏🌹
@dusmatanayak9921
@dusmatanayak9921 2 жыл бұрын
Really sir ur voice magically
@suchitramishra7236
@suchitramishra7236 3 жыл бұрын
Koti koti pranam
@manjushreemukhi7715
@manjushreemukhi7715 4 жыл бұрын
Excellent.great sangita sadhaana
@prajnangaming9671
@prajnangaming9671 3 жыл бұрын
Would be centenarian: Long Live Pranab pattanayak The Great Architect of Odia Music Arena
@SANJAYDAS-zh7fw
@SANJAYDAS-zh7fw Жыл бұрын
Sir lots of salutes to you both
@CANVASODISHA
@CANVASODISHA Жыл бұрын
🙏
@bikashdash4152
@bikashdash4152 3 жыл бұрын
Jai Prafulla and Jai Pranab
@pravatdas4522
@pravatdas4522 5 жыл бұрын
What a feeling! wow pranab sir very nice
@mousumiroy7445
@mousumiroy7445 4 жыл бұрын
Incomparable! Fully satisfied!
@pramodkumarrout7641
@pramodkumarrout7641 4 жыл бұрын
Incredible
@ashutoshtripathy7075
@ashutoshtripathy7075 4 жыл бұрын
God gifted voice
@skabduljahur8677
@skabduljahur8677 4 жыл бұрын
Moo garbita ki Odisha basi aau ama Odisha re ete sundara abang ete pratibhabaan kantha silpi achhanti. Mane pade pila beda.
@Lakhsmipriyaa
@Lakhsmipriyaa 3 жыл бұрын
Kaalajai sangeetagyan prannab pattanaik n praffulla kar sat sat prannam
@rabinarayan8882
@rabinarayan8882 3 жыл бұрын
Odia matirgatha gaurb yuge yuge amar
@CANVASODISHA
@CANVASODISHA 3 жыл бұрын
Thnx
@sandeepkumarsahu1116
@sandeepkumarsahu1116 4 жыл бұрын
Pranab sir and parfulla sir legend of odia sangita
@sirishsahoo4264
@sirishsahoo4264 2 жыл бұрын
👌👌🙏🙏 God's blessings to you All
@chittaranjansahoo4308
@chittaranjansahoo4308 3 жыл бұрын
Mora koti koti pranama ahi dui prativanku🙏🙏🙏🙏🙏.........
@satyasuvampatra1958
@satyasuvampatra1958 4 жыл бұрын
Wow ki bhaba
@UmakantMishra
@UmakantMishra 2 жыл бұрын
I love Pranab Patnaik ❤️❤️🙏
@mogaamospandana7938
@mogaamospandana7938 3 жыл бұрын
ମୋର ପ୍ରଣାମ 🙏 ।
@geetanjalimohanty6866
@geetanjalimohanty6866 2 жыл бұрын
My favourite song n singer
@ahalyaranidip6931
@ahalyaranidip6931 3 жыл бұрын
🙏🙏🙏🙏🙏
@minakhidas8858
@minakhidas8858 3 күн бұрын
Kalajayee Geeta.
@simapatnaik8813
@simapatnaik8813 Жыл бұрын
Maa Saraswati's blessed sons
@chidanandananda871
@chidanandananda871 2 жыл бұрын
Superb
@debasishpanda967
@debasishpanda967 2 жыл бұрын
Strange, in Old age, impossible.
@ziniasahani7215
@ziniasahani7215 11 ай бұрын
🙏
@kulamanipradhan4217
@kulamanipradhan4217 4 жыл бұрын
Golden eagal of odisha
@krushnachandrasahoo1758
@krushnachandrasahoo1758 3 жыл бұрын
He Odia Jatira dui Maharathi apanaduinku mora bhumistha pranam. Jay Jagannath.
@satyaprakashpadhi6478
@satyaprakashpadhi6478 3 жыл бұрын
Legend Praffula da...
@pravatkumarpanda9168
@pravatkumarpanda9168 Жыл бұрын
Khusi lage sanga
@kushaleswarpanda28
@kushaleswarpanda28 4 жыл бұрын
Old is gold always
@baradadas159
@baradadas159 3 жыл бұрын
Probably Pattanaik is unique
@krushnabiswal487
@krushnabiswal487 4 жыл бұрын
Best odia singer.salute
@CANVASODISHA
@CANVASODISHA 4 жыл бұрын
ଧନ୍ୟବାଦ
@banamalibehera9430
@banamalibehera9430 3 жыл бұрын
Mr Pranabji indeed has attracted all by his defficult and sweeter voice,
@bishnucharansahoo9434
@bishnucharansahoo9434 4 жыл бұрын
Really Heart touching song
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@chemakumar3378
@chemakumar3378 4 жыл бұрын
Amara krutitu Jay jagannath
@tanmayakumar6498
@tanmayakumar6498 4 жыл бұрын
This is the real music of ODISHA , love you sir
@susantachaudhury6663
@susantachaudhury6663 4 жыл бұрын
Odisha apnka panai garvita sir
@ranjulatanayak584
@ranjulatanayak584 5 жыл бұрын
They are the inventors of Odia songs. How the Odisha will create such an amazing singer.
@tapu6628
@tapu6628 4 жыл бұрын
Proud of odisha...
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@gopabandhumahapatra6722
@gopabandhumahapatra6722 2 жыл бұрын
Canvas ra next programme kebe hayba ?
@CANVASODISHA
@CANVASODISHA 2 жыл бұрын
sir ebe ta program nahi, 2022 re jaiki
@bidyutpravamishra9962
@bidyutpravamishra9962 4 жыл бұрын
Apana satabdi purusa huantu.jagannatha nka pakhare mora etiki kamana .🙏🙏
@CANVASODISHA
@CANVASODISHA 4 жыл бұрын
Please subscribe our channel 🙏
@manoranjanpatnaik1744
@manoranjanpatnaik1744 4 жыл бұрын
meaning full ,mental peice &heart touch songs for ours.👌👌👌👌👌👌👍
@CANVASODISHA
@CANVASODISHA 4 жыл бұрын
Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !
@pramilaurmal9721
@pramilaurmal9721 3 жыл бұрын
Best sangrachana
@learnenglish1730
@learnenglish1730 4 жыл бұрын
Beautiful
@ajodhyanath4284
@ajodhyanath4284 4 жыл бұрын
Pranab sir apanka gita sunila pare mo akhiru luha jhari asithila.....really ap nakara voice bahut sundar.......mo pakhare bhasa nahi kana mu kahibi.....bahut sundar mu jagannath nku parthna kauchhi bhutapanakara au prafulla sir nkara dirghayu heu...bhalare rahantu....
@CANVASODISHA
@CANVASODISHA 4 жыл бұрын
thank you please subscribe our channel for more update jay jay jagannath.
@biswajitnayak7742
@biswajitnayak7742 4 жыл бұрын
Really heart touching song and meaningful
@CANVASODISHA
@CANVASODISHA 4 жыл бұрын
thank you please subscribe our channel for more update jay jay jagannath.
@pradeepsahoo8359
@pradeepsahoo8359 2 жыл бұрын
Bapa thila pua sabhaku jain nahi.
@anantagopalsatapathy.2082
@anantagopalsatapathy.2082 3 жыл бұрын
This is God gifted voice
@akshayamishra9407
@akshayamishra9407 Жыл бұрын
O ud gaye. By hi
@akshayamishra9407
@akshayamishra9407 Жыл бұрын
O ud gaye. By hi
@krishnakar8082
@krishnakar8082 3 жыл бұрын
Person voice good job
@samarendrabehera6047
@samarendrabehera6047 2 жыл бұрын
Ethi bayasa har manithaye . Odia jati ra garba apana Mane.Apana mananku nei gote odia juga juga ku garbita.
@CANVASODISHA
@CANVASODISHA 2 жыл бұрын
Jay Jagannath Swami
@ahalyaranidip6931
@ahalyaranidip6931 3 жыл бұрын
Namaskar sir, ଆପଣଙ୍କ ଗମ୍ଭୀର ସ୍ୱର ଭଗବାନ ଙ୍କ ଅସ୍ତିତ୍ବ ଉପଲବ୍ଧ କରାଏ. ବାସ୍ତବରେ ଆପଣ ଜଣେ ମହାନ ଗାୟକ
@birentripathy2690
@birentripathy2690 4 жыл бұрын
Memorable person of Odisha
@CANVASODISHA
@CANVASODISHA 4 жыл бұрын
Thanks for watching this soulful video, please subscribe us and press the bell icon for more upcoming event 🙏
@cmsensei6402
@cmsensei6402 3 жыл бұрын
SIR.BEAUTIFULL PROGRAMME,I APPRICIATE IT.
@bimalpatnaik5614
@bimalpatnaik5614 5 жыл бұрын
Excelent singer of odisha
@CANVASODISHA
@CANVASODISHA 5 жыл бұрын
Welcome sir❤
@karunakarpahadasingh1106
@karunakarpahadasingh1106 2 жыл бұрын
@@CANVASODISHA Karunakar Pahadasing .. Sj.Prafulla sir. Sj.Pranab sir nka bhali aau kehi kanthsilpi abom sangeet nirdeshak a jagatare janma hebe nahin.Jagannathanku prarthana emane dirghayu hoithantu aau Mohaprasad Kar nka bhali jogya kalakar srusti karantu.Mu jane Bhajan gitikar ate. Jagatar nath Jagannathnku eha maguchhi.
@CANVASODISHA
@CANVASODISHA 2 жыл бұрын
@@karunakarpahadasingh1106 you are mostly welcome to our channel sir.. Hv a nice day
@niranjankar1969
@niranjankar1969 4 жыл бұрын
Legendary Artists in Odiya Songs May God bless him . Niranjan Kar
@CANVASODISHA
@CANVASODISHA 4 жыл бұрын
Thanks for watching this soulful video, please subscribe us and press the bell icon for more upcoming event 🙏
@welcome-to-you-all
@welcome-to-you-all 4 жыл бұрын
🙏🙏🙏🙏🌹🌹🙏🙏🙏🙏🙏
@sradhanjalikalta5006
@sradhanjalikalta5006 4 жыл бұрын
Legendary singer of odisha
@CANVASODISHA
@CANVASODISHA 4 жыл бұрын
thank you please subscribe our channel for more update jay jay jagannath.
Survival skills: A great idea with duct tape #survival #lifehacks #camping
00:27
NERF WAR HEAVY: Drone Battle!
00:30
MacDannyGun
Рет қаралды 52 МЛН
Nutella bro sis family Challenge 😋
00:31
Mr. Clabik
Рет қаралды 12 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 32 МЛН
SHREE MANDIRE JAYEE | BAISHNAB KAILASH | JAGANNATH BHAJAN
9:12
Sanjibani music
Рет қаралды 442
Mu Je Janena Kaha bata Chahinchi Rahi || Lipsa Mohapatra || Odia Song
6:55
Divyashree Production
Рет қаралды 4,8 МЛН
Pranab Pattnaik-'Maajhi Re....' in 'Sesha Shrabana'
4:51
odia melody
Рет қаралды 1,5 МЛН
Maajhi Re by Pranab Patnaik the Legend
10:16
Whole Sky
Рет қаралды 67 М.
Survival skills: A great idea with duct tape #survival #lifehacks #camping
00:27