E Mana Mo Mana |Amrita Nayak | Female Version Heart Broken Odia Sad Song Video- Japani- Armaan Music

  Рет қаралды 19,159,100

Armaan Music

Armaan Music

5 жыл бұрын

• Dam Dam Damru Baje- Hi...
The song which is in each and every hearts of odia people , E Mana Mo Mana , you have given so much of love to the male version of A Mana Mo Mana which has song by humane sagar . after your request again your favourite music director japani bhai and armaan music is releasing the female version of A Mana Mo Mana which as song by amrita nayak. you will again watch your favourite actors sambhav mansingh and cookie in this video.
Please Subscribe Our Channel : bit.ly/3gkc7Xi
Follow us on Instagram :
/ japanibhai.official
/ armaanmusic.official
• E Mana Mo Mana || Huma...
Amrita Nayak ଗାଇଥିବା ଧୋକା ଖାଇଥିବା ପ୍ରେମିକ| ମାନଙ୍କ ପସନ୍ଦର ଗୀତ "ଏ ମନ ମୋ ମନ" ର ଭିଡିଓ - Female Version Heart Broken Sad Song Video of E Mana Mo Mana.
* Song - A Mana Mo Mana ( Female Version Full Video )
* Cast - Sambhav Mansingh , Cookie
* Singer - Amrita Nayak
* Music Director - Japani (9124953799)
* Lyrics - Sunil Maharana
* Dop - Anup
* Make up - Gautam
* Production Manager - Deepak Jena
* Asst Director - Tapu
* Edit & Colour Di - N Production
*Story , Screenply & Direction - Anup Nayak
* Arranger - Situ Ratha
* Studio - Milan , Cuttack
* Special Thanks To - Dr. Sandeep Samal & Others
Uncountable audience of odisha wanted to know what is going to happen in the female version of E Mana Mo Mana . so finally armaan music reveal the truth behind the true story of E mana Mo Mana
#EManaMoMana#ArmaanMusic#Japani
Music Label : Aramaan Music
Copyrights By : Armaan Music
Like, Share, Subscribe our Channel & Comments Below.

Пікірлер: 2 400
@MOHANTYPK2857
@MOHANTYPK2857 Жыл бұрын
✍️ପ୍ରେମ ରେ ଧନୀ ଗରିବ କିଛି ନ ଥାଏ ତୁମେ ଯାହାକୁ ଭଲ ପାଉଛ ସେ ତୁମକୁ ଖୁସି ରେ ରଖି ପାରୁ ଥିବ ଦି ଓଳି ଦି ମୁଠାଏ ଖାଇବାକୁ ଦେଇ ପାରୁଥିବ ଏବଂ ଦୁହେଁ ଦୁଇ ଜଣଙ୍କୁ ବୁଝି ପାରୁଥିବେ ଓ ଦୁହେଁ ଦୁହିଁଙ୍କ ସୁଖ ଦୁଃଖ ବାଣ୍ଟୁଥିବେ ମତାନ୍ତର ନଥିବ ଏହା ହିଁ ପ୍ରେମ ✍️
@priyashree5346
@priyashree5346 4 жыл бұрын
କାହାରିକୁ ଭଲ ପାଆନ୍ତୁ ନାହିଁ କି ଭଲପାଇ ଧୋକା ଦିଅନ୍ତୁ ନାହିଁ କାରଣ କିଛି ଗଢି ପାରିବ ନାହିଁ ତାହାହେଲେ ଭାଙ୍ଗିବ କାହିଁକି । ଅନ୍ୟର ହୃଦୟ ସହିତ ଖେଳିବା ପାପ। ଅନ୍ୟକୁ ଠକିଲେ ନିଜେହିଁ ଠକରେ ପଡ଼ିବ । ହୃଦୟ ହିଁ ଭଗବାନ ।🌷🌷🌷🌷 Thanks all ...music best. .lyrics best. .voice best. ..so very nice sad song. ..👍👍👍👍
@subashpatra4939
@subashpatra4939
ଭଲ ପାଇବା କଣ ସେଇ ଲୋକ ହିଁ ଜାଣିଛି ଯାହାର ହୃଦୟ ଭାଙ୍ଗିଛି।😢
@hemantamohanty7206
@hemantamohanty7206 4 жыл бұрын
ଏମିତି କଷ୍ଟ କାହାକୁ ନ ମିଳୁ
@haridas7543
@haridas7543
ପ୍ରେମ ଯିଏ କରିଛି ସେ ଜାଣିଛି ମୁଁ ବି ଏମିତି dhoka khaichi 5year ହେଲା bhuli parunii ଆଜି ବି miss karuchi re Tate miss you babul
@subratpadhi7768
@subratpadhi7768 3 жыл бұрын
ଜାପାନୀ ଭାଇ ଏଇ ଗୀତ ଟି କେତେଜେ ଆଖିରେ ଲୁହ ଦେଇଥିବ ତାହା କେହି କହିପାରିବେନି, କିନ୍ତୁ ପରିସ୍ଥିତିକୁ ଗୀତ ମାଧ୍ୟମରେ ଏତେ ସୁନ୍ଦର ଉପସ୍ଥାପନା ପାଇଁ ଆପଣଂକୁ ହୃଦୟ ରୁ ଧନ୍ୟବାଦ ଭାଇ l
@akhilaguru7102
@akhilaguru7102
କାହିଁକି ଏତେ ଭଲ ଲାଗେ ଆଉ ଏହି ହୁଦୟ ଭଙ୍ଗା ଗୀତ ଅତି ସୁନ୍ଦର ଆଉ ହୃଦୟ କୁ ଛୁଇଁଲା ଭଳିଆ ସତରେ ଜୀଏ ଭଲପାଇ ଭୁଲୀଜାଆନ୍ତି ଏହି ଭଳିଆ ଗୀତ ଦେଖି ଭାଙ୍ଗି ଯାଇଥିବେ
@sunilmohanty3001
@sunilmohanty3001 Жыл бұрын
Life continues again 🎵 Noted Date - to stil Date.....@ ମୁ ବି ଏମିତି ଲାଇଫ କୁ ନେଇକି ଆଗକୁ........ ଯାଉଛି।
@MOHANTYPK2857
@MOHANTYPK2857
କାହାରିକୁ ଭଲ ପାଆନ୍ତୁ ନାହିଁ କି ଧୋକା ଦିୟନ୍ତୁ ନାହିଁ କାହିଁକି ନା ଆମେ କିଛି ଗଢି ପାରିବା ନାହିଁ ତାହେଲେ ଭାଙ୍ଗିବା କଣ ପାଇଁ ଅନ୍ୟର ହୃଦୟ ସହିତ ଖେଳିବା ଠିକି ନୁହେଁ କାରଣ ଆମେ କାହାରିକୁ ଠକିନେ ଆମେ ନିଜେ ନିଜକୁ ଠକିଛେ 👍🏿🎉✍️🙏🕉️3204 (ଜୟ ଜଗନ୍ନାଥ)
@gopalpanigrahy7328
@gopalpanigrahy7328 2 жыл бұрын
କାହାରିକୁ ଭଲପାଇଲେ ତାକୁ ସବୁବେଳେ ଖୁସିରେ ରଖ
@kishorekumarbhitiria747
@kishorekumarbhitiria747 3 жыл бұрын
👉👉👉ପ୍ରକୃତ ଭଲ ପାଇବା କରାଯାଏ ନାହିଁ....ଆପେ ଆପେ ହେଇଯାଏ।କାହା ପାଇଁ ମନରେ ସୃଷ୍ଟି ହେଇଯାଏ ଭଲ ପାଇବା ନିଜ ଅଜାଣତରେ...ଆଉ ହେଲାପରେ...କଷ୍ଟ ଯନ୍ତ୍ରଣା ବହୁତ ହୁଏ ହୃଦୟକୁ....😭😭😭😭
@mseditingphotography
@mseditingphotography 5 жыл бұрын
ଏ ଗୀତ ସମସ୍ତଙ୍କ ହୃଦୟ ରେ ସବୁଦିନ ପାଇଁ ରହିଗଲା
@kisubanki6564
@kisubanki6564
ଯଦି ଭଲ ପାଉଛ ତାହେଲେ ଧୋକା ଦିଅନି... ଆଉ ଯଦି ଧୋକା ଦେବାର ଅଛି ତ ଭଲ ପାଅନି 🙏🙏🙏
@shashi7
@shashi7 5 жыл бұрын
ଛଳନା ପ୍ରେମ ର ଅନ୍ୟ ଏକ ମନଛୁଆଁ ଗୀତ।।।। ଧନ୍ୟବାଦ ଜାପାନୀ ଭାଈ
@SDArts-ds3xj
@SDArts-ds3xj 3 жыл бұрын
ସତ ପ୍ରେମ ପାଇଁ ବେଳ ତୋର ନାହିଁ
@Papukumar-dq8os
@Papukumar-dq8os 5 жыл бұрын
ଦେଖ ଭୋଉଣୀ ପ୍ରେମରେ ଧନୀ ଗରିବ କିଛି ନ ଥାଏ ବାସ୍ ଖାଲି ଟିକେ ଖୁସି ଦେଇ ପାରୁ ଥିବ ଦି ଓଳି ଦି ମୁଠା ଖାଇ ବାକୁ ଦୋଉ ଥିବ ତମେ ଯଦି ସେ ପିଲାକୁ ସତରେ ଭଲ ପାଉ ଥିବ ନା ତମକୁ କେହିବି ଅଲଗା କରି ପାରିବେ ନାହିଁ
@hemantamohanty7206
@hemantamohanty7206 4 жыл бұрын
ବହୁତ ସୁନ୍ଦର ଗୀତ ହୋଇଛି, ଏବଂ ହୃଦୟ ସ୍ପର୍ଶ ଗୀତ ହୋଇଛି
@rashmitarout7333
@rashmitarout7333 4 жыл бұрын
Bohuto kadhuchi ae story dekhi ...like my life story ...very heart touching
@lenkuribehera6407
@lenkuribehera6407 3 жыл бұрын
Mo life re amiti haichi frnd plz tame jadi like kariba mu bhabibi Ara janmare taku paibi love you mo pagal 👍😭
Gym belt !! 😂😂  @kauermtt
00:10
Tibo InShape
Рет қаралды 17 МЛН
Женская драка в Кызылорде
00:53
AIRAN
Рет қаралды 478 М.
EVOLUTION OF ICE CREAM 😱 #shorts
00:11
Savage Vlogs
Рет қаралды 7 МЛН
Best Of Aseema Panda | All Sad Hits | Odia Sad Song | Video Jukebox
43:05
Best Of Amrita Nayak | All Sad Hits | Odia Sad Song | Video Jukebox
37:44
Gym belt !! 😂😂  @kauermtt
00:10
Tibo InShape
Рет қаралды 17 МЛН