E Mana Mo Mana || Humane Sagar || Odia Sad Song Video || Japani | Raja D Armaan Music

  Рет қаралды 39,961,402

Armaan Music

Armaan Music

5 жыл бұрын

• Dam Dam Damru Baje- Hi...
Humane Sagar ଗାଇଥିବା ଧୋକା ଖାଇଥିବା ପ୍ରେମିକ ମାନଙ୍କ ପସନ୍ଦର ଗୀତ "ଏ ମନ ମୋ ମନ" ର ଭିଡିଓ - Male Version Heart Broken Sad Song Video of E Mana Mo Mana.
Please Subscribe Our Channel : bit.ly/3gkc7Xi
Follow us on Instagram :
/ japanibhai.official
/ armaanmusic.official
* STAR CAST - SAMBHAV MANSINGH & COOKIES
* SINGER - HUMANE SAGAR
* MUSIC DIRECTOR - JAPANI { official contact number - (9124953799)
* LYRICS - PRAMOD PARIDA
* ARRANGER - SITU RATHA
* SCREENPLAY ,DIALOGUE & DIRECTION - RAJA D
*ASST DIRECTOR - PUPUN JENA
* DOP - KAHNA
* EDIT - BISWAJIT PAITAL
* PRODUCTION MANAGER - DEEPAK JENA
* SPECIAL THANKS - DR. SANDEEP SAMAL
* RECORDING STUDIO - MILAN STUDIO
Music Label : Aramaan Music
Copyrights By : Armaan Music
#HumaneSagar #EManaMoMana #Japani
Like, Share, Subscribe our Channel & Comments Below.

Пікірлер: 6 500
@ntmallvlog2939
@ntmallvlog2939 Ай бұрын
2024 ରେ କିଏ କିଏ ଶୁଣୁଚ LIKE ଗଟେ କର ❤
@user-uq7lk4dn5d
@user-uq7lk4dn5d 21 күн бұрын
I😢
@sanjaykumar6357
@sanjaykumar6357 5 жыл бұрын
ଜୀବନରେ ଥରେ ପ୍ରେମ ନିଶ୍ଚିତ ହୋଇଥାଏ, କିନ୍ତୁ ଜାହା ସାଥିରେ ପ୍ରକୃତ ପ୍ରେମ ହେଇଥାଏ ସେ ଆମ ଭାଗ୍ୟରେ ନଥାଏ 😢😢😢😢😢😢😢
@papu.creations..
@papu.creations.. Жыл бұрын
Right
@user-lu5me5du1v
@user-lu5me5du1v Жыл бұрын
@@papu.creations.. sata katha 🥺💔
@kabitamohanta1120
@kabitamohanta1120 Жыл бұрын
Right
@kishorrohidas595
@kishorrohidas595 Жыл бұрын
Sata katha bhai ireally miss you my love
@manaskumarmal2833
@manaskumarmal2833 Жыл бұрын
Right 😭😭😭
@pencilsketchpainting4122
@pencilsketchpainting4122 Жыл бұрын
ପ୍ରକୃତ ପ୍ରେମ ର ଅର୍ଥ ହେଲା, ଖାଲି ଅନୁଭବ ଆଉ ତ୍ୟାଗ😭😭😭😭
@LingarajBhue-yg1gg
@LingarajBhue-yg1gg 3 ай бұрын
Yes
@skamin177
@skamin177 Ай бұрын
Bahut kasta hue 😢😢
@subhasishgumansingh7605
@subhasishgumansingh7605 15 күн бұрын
❤🎉😔😔😔👌
@sidhantamohapatrassmusicch682
@sidhantamohapatrassmusicch682 7 ай бұрын
ଜୀବନରେ ପ୍ରକୃତ ପ୍ରେମ ହୁଏ ଆଉ ସେ ପ୍ରେମ ଆମଠୁ ଦୂରେଇ ଯାଏ। କିଏ ନିଜ ପରିବାର ପାଇଁ ଆଉ କିଏ ନିଜ ସ୍ବାର୍ଥ ପାଇଁ ବଦଳି ଯାଆନ୍ତି😭😭😭😭
@Football_Picks7
@Football_Picks7 6 ай бұрын
100% Right
@srabanirout767
@srabanirout767 5 ай бұрын
𝐑𝐢𝐠𝐡𝐭 😢
@GIRL-GAMING72
@GIRL-GAMING72 5 ай бұрын
Right
@kaalvani
@kaalvani 4 ай бұрын
Bapa Maa badalei delu ki ?
@sidhantamohapatrassmusicch682
@sidhantamohapatrassmusicch682 4 ай бұрын
@@kaalvani mane
@Binayanaikvlogs
@Binayanaikvlogs 7 ай бұрын
ଯାହା କଥା ଭାବିଲେ ଦିନେ ଏ ଓଠରେ ହସ ଆସିଯାଉଥିଲା …ଆଜି ତା କଥା ଭାବିଲେ ଏ ଆଖିରୁ ଲୁହ ଆସି ଯାଉଛି 💔🥲
@khiranjankanhar5998
@khiranjankanhar5998 6 ай бұрын
Right bhai 😭
@rinkisethi9167
@rinkisethi9167 3 ай бұрын
💔💔💔💔😭😭😭😭
@bhoibaishanaba6474
@bhoibaishanaba6474 Ай бұрын
😢😢😢😢😢
@sekharcreation6158
@sekharcreation6158 Жыл бұрын
ପ୍ରେମ ଯେତେବେଳ ହୁଏ ଯେତେ ଖୁସି ଦିଏ ତାଠୁ ବେଶୀ ଦୁଃଖ ସେ ଚାଲିଗଲା ପରେ ହୁଏ
@Ifeelkingofficile
@Ifeelkingofficile Жыл бұрын
Sata bhai
@kedarswain446
@kedarswain446 Жыл бұрын
Sata Katha
@Nimai365
@Nimai365 5 ай бұрын
ସତରେ ଭାଈ
@badge99boss22
@badge99boss22 4 ай бұрын
Right bhai
@RajaPradhan-mh1ns
@RajaPradhan-mh1ns 2 ай бұрын
Mo bala na😂
@gopalpanigrahy7328
@gopalpanigrahy7328 2 жыл бұрын
କାହାକୁ ଏତେ ଭଲପାଅନାହି୍ଁ
@ranjanbehera1249
@ranjanbehera1249 3 жыл бұрын
ସତରେ ଜୀବନରେ ଯଦି ଶାନ୍ତିରେ ରହିବାକୁ ଚାହୁଁଚ କେବେ କାହାକୁ ହୃଦୟରୁ ଭଲ ପାଅ ନାହିଁ.
@sureshpanda8199
@sureshpanda8199 3 жыл бұрын
u r absolutely ri8 bro but except parents
@pravatkumarroutray7705
@pravatkumarroutray7705 Жыл бұрын
Right
@JhasketanBarik-gl6sz
@JhasketanBarik-gl6sz 2 ай бұрын
Pura right..😢😢😢
@user-ii3pg8pk6g
@user-ii3pg8pk6g 2 күн бұрын
Pai sarila pare kichhi solution achhi ki
@BKRaj-gf7eu
@BKRaj-gf7eu Жыл бұрын
ଭଲ ପାଇବାରେ ଖାଲି ପୁଅ ପିଲାଙ୍କୁ ଦୁଃଖ ହୋଇଥାଏ କାହିଁକି ଖାଲି ପିଲାମାନେ ହିଁ କାନ୍ଦି ଥାନ୍ତି. ଆଉ ଏ ଝିଅ ମାନେ ଅମାନଙ୍କ ବୋଧେ ହୃଦୟ ନ ଥାଏ
@gajuputelofficial2515
@gajuputelofficial2515 Жыл бұрын
ରାତିସାରା ନିଦ ନାହିଁ ଖାଲି ତା କଥା ମନେ ପଡେ... ମୋର ଦୁଃଖ ସେ ବୁଝିଲା ନି..😭😭ମତେ ଛାଡି ଆଉ କାହାର ହେଇଗଲା... 😭😭
@user-od5cx8jr2l
@user-od5cx8jr2l 4 ай бұрын
Same here bro
@kgangaprasad6327
@kgangaprasad6327 3 ай бұрын
Bhai Kono koriba jhio mane emiti hni koronti
@RaviNaik-cz9ci
@RaviNaik-cz9ci Ай бұрын
Bhai sam story 😭😭😭😭💔💔💔💔
@SatyamNaik-ck3un
@SatyamNaik-ck3un Ай бұрын
@nabakishoresahu6440
@nabakishoresahu6440 2 жыл бұрын
ଯିଏ ତମକୁ ଗୋଟିଏ ‌ଦିନ ନ ଦେଖିଲେ ପାଗଳି ହୋଇ ଯାଇଥିବ ଏମିତି ଦିନ‌ ଆସିବ ସେ ତମକୁ ଦେଖିଲେ ନ ଚିହ୍ନିଲା ପରି ଅଭିନୟ କରିବ 😂😂
@rjsambalpuria5018
@rjsambalpuria5018 2 жыл бұрын
This is mayare baya
@jayashreepanigrahi3516
@jayashreepanigrahi3516 2 жыл бұрын
@@rjsambalpuria5018 g
@shortsvisible56
@shortsvisible56 2 жыл бұрын
It's true bro
@anjalioramkatarhindu8996
@anjalioramkatarhindu8996 2 жыл бұрын
Amiti nahi sabu jhio aka nuho mo bf 2 month helani katha hou nahi mo sango re mu bahuto depression re ochi
@stitimayeepadhan7938
@stitimayeepadhan7938 2 жыл бұрын
😭😭😭
@justreject
@justreject 2 жыл бұрын
ଭୁଲି ଜାରେ ତାକୁ ସ୍ୱାର୍ଥପର ସିଏ wow nice line...... 😔🥀🖤
@suchismitamishra9237
@suchismitamishra9237 11 ай бұрын
ଯଦି ଭଲ ପାଇବାର ଅଛି ତ ନିଜକୁ ଭଲ ପାଅ କେବେ ଧୋକା ପାଇବନି 🥺ଆଜି କାଲି ଏ ଭଲ ପାଇବା କୁ ସମସ୍ତେ ପାଦ ରେ ଆଡେଇ ଦେଇ ଚାଲି ଯାଉ ଛନ୍ତି 😭
@Nimai365
@Nimai365 5 ай бұрын
ସତରେ ଭଉଣୀ
@ramakantasahoo2726
@ramakantasahoo2726 Ай бұрын
100% right
@_Ajaya_Majhi_S
@_Ajaya_Majhi_S 3 жыл бұрын
ସହଜ ରେ କହିଦେବ ଯେ ଭୁଲି ଯିବି.....କିନ୍ତୁ ଭୁଲିବା ଟା କେତେ ଯେ କଷ୍ଟ ଲାଗେ....ଯିଏ ପ୍ରେମ କରିଛି ସିଏ ହିଁ ଜାଣିଛି.....ଭୁଲିବା କେତେ କଷ୍ଟ......ତେଣୁ ପ୍ରେମ କରିବା ହିଁ ପାପ.....
@sksagar7880
@sksagar7880 3 жыл бұрын
Ryt fabruh
@gaurabbagha1426
@gaurabbagha1426 Жыл бұрын
ଠିକ୍ କଥା ଟେ କହିଛନ୍ତି ଭାଇ👍👍👍
@shivsankarchhachhan1758
@shivsankarchhachhan1758 Жыл бұрын
Right bro
@nalubehera7234
@nalubehera7234 Жыл бұрын
ଦୁଇ ବର୍ଷ ହେଇ ଗଲାଣି ତଥାପି ସେ ଝିଅ କୁ ଏବେବି ଭୁଲି ପାରୁନି, ଯେବେ ତା କଥା ମନେ ପଡେ ଏଇ ଗୀତ ସୁଣିକି ମନ କୁ ହାଲକା କରି ଦିଏ।😭😭😭
@dharmarajsahu3850
@dharmarajsahu3850 Жыл бұрын
Satare bhai
@user-qv1kh2fc2w
@user-qv1kh2fc2w 2 жыл бұрын
ପ୍ରକୃତରେ ଯିଏ ହୃଦୟଦେଇ ଭଲପାଇଛି ତାକୁହିଁ ଧୋକାମିଳିଛି
@shrabanastudy6769
@shrabanastudy6769 3 жыл бұрын
ଯେତେବେଳେ ବି ଏଇ ଗୀତ ଶୁଣୁଛି ମୋର ଆଖିରେଲୁହ ବାହାରିଯାଉଛି ଆଉ ତାକଥା ମନେପଡି ଯାଉଛି ଜୀବନରେ କାହାକୁ ଭାଇ ଓ ଭଉଣୀ ମାନେଭଲ ପାଇବନି 🙏🙏🙏
@sanchitasahoo79
@sanchitasahoo79 2 жыл бұрын
🙏🙏🙏
@stitimayeepadhan7938
@stitimayeepadhan7938 2 жыл бұрын
😭😭😭😭😭😭
@mrkanhu1869
@mrkanhu1869 Жыл бұрын
@@sanchitasahoo79 hn bhai
@ashrumochandash3713
@ashrumochandash3713 Жыл бұрын
Thik katha kahila bhai tumara jaha bhai mora bi seya 😭😭😭😭😭😭
@Fjffh4766
@Fjffh4766 Жыл бұрын
Bro mu abe b kanduchi mo bhala paeba tike sabuthi niaara
@ranjanbehera1249
@ranjanbehera1249 3 жыл бұрын
ଯେଉଁଠି ଥା ଭଲରେ ଥାଲୋ ଭଗବାନ ତମକୁ ସବୁବେଳେ ଖୁସିରେ ରଖନ୍ତୁ
@sanjayabhoi247
@sanjayabhoi247 6 ай бұрын
ସତରେ ଜୀବନ ରେ ଥରୁ ଟେ ସତ ପ୍ରେମ ହୁଏ ଇତିହାସ ସାକ୍ଷୀ ଅଛି ପ୍ରକୃତ ପ୍ରେମ କେବେ ମିଳେ ନାହିଁ ❤❤RS❤❤
@dkailashsamal6653
@dkailashsamal6653 3 ай бұрын
Right bro
@funnyguys828
@funnyguys828 3 ай бұрын
Rt
@DeepakBishoyi-pc4nr
@DeepakBishoyi-pc4nr 2 ай бұрын
କାହାକୁ ଯଦି ସତରେ ଭଲ ପାଇବା ତାହାଲେ ସେ ଆମ feelings କୁ ବିଝି ପାରୁନି ସତରେ life ଟା ବହୁତ୍ କଷ୍ଟ କର ହେଇଯାଉଚି 🥹🥲
@MOHANTYPK2857
@MOHANTYPK2857 5 ай бұрын
🙏ଯଦି ଭଲ ପାଇବାର ଅଛି ତ ନିଜକୁ ଭଲ ପାଅ କାହିଁକି ନା ଆଜି ର ପ୍ରେମ ଧନ କୁ ଦେଖେ ମନକୁ ନୁହେଁ ଧନ୍ୟବାଦ 🙏
@MOHANTYPK2857
@MOHANTYPK2857 5 ай бұрын
Right
@user-uo5qq6ho7z
@user-uo5qq6ho7z 5 жыл бұрын
ଗୀତ ଏତେଭଲ ଲାଗିଲା କାରଣ ଏଗୀତ ଶୁଣିଲେ ଭାରି କଷ୍ଟ ହେଉଛି ସବୁଠାରୁ ଅଧିକ ଜାଣିବା ଭଳି ଅଛି 😘😘😘
@ramk8313
@ramk8313 3 жыл бұрын
First time emotiona lagilal mate ajji .odiya video dekhi ki ବହୁତ ଭଲ ଷ୍ଟୋରୀ ଲାଇନ୍ ହେଇଛି.......
@pabitraofficial1435
@pabitraofficial1435 8 ай бұрын
Very sad song 😢😢💔💔jia bi bhabucha gote like kariki jao
@KrushnaSahu12312
@KrushnaSahu12312 9 ай бұрын
ସତରେ ଯିଏ ଧୋକା ଖଇଚି ସିଏ ବୁଝିବ
@sipunayak3515
@sipunayak3515 Жыл бұрын
ପ୍ରେମ ଏମିତି ଏକ ଶବ୍ଦ ଯାହା ଚିରଦିନ ସ୍ମରଣୀୟ 💛
@kartikakumarojha803
@kartikakumarojha803 Жыл бұрын
ଯଦି ଭଲ ପାଇବାର ନ ଥିଲା ତ ମୋ ଜୀବନରେ ଆସୁଥିଲ କାହିଁକି।ଏବେ ମୁ ପ୍ରତି ମୁହୂର୍ତ୍ତରେ ମରୁଚି।ଥରୁଟିଏ ମାରିଦେଇଥନ୍ତ ଭଲ ହେଇଥାନ୍ତା । ଏମିତି ଜଳି ଜଳି ମାରିବାରେ ବହୁତ କଷ୍ଟ ହଉଚି
@user-bw1qn6dd1p
@user-bw1qn6dd1p 5 ай бұрын
ବାପା ମାଆ ର କଥା ଥରୁଟିଏ ଭାବିବ ଭାଈ କିଛି ଭୁଲ ନିଷ୍ପତି ନେବା ପୂର୍ବରୁ God bless you dear
@chandramurmu6290
@chandramurmu6290 2 жыл бұрын
ଭଲ ପାଇବା ଖରାପ ନୁହଁ. କିନ୍ତୁ ଏହି ସ୍ୱାର୍ଥ ପର ଦୁନିଆରେ ଶୋଷ ମେଣ୍ଟିଗଲେ ଆଉ ଗୋଟିଏ ନଦୀକୁ ପାଣି ପିଇବାକୁ ଯାଉଛନ୍ତି. Happy New year 2022. Who are listen in this music like it
@apnamusicofficial2617
@apnamusicofficial2617 Жыл бұрын
ସତ କଥା ଭାଇ
@Nimai365
@Nimai365 8 ай бұрын
କେମିତି ଅଛୁ ଲୋ ତୁ
@mkarfunnyshortvideo647
@mkarfunnyshortvideo647 3 жыл бұрын
ଏ ଦୁନିଆରେ କାହାକୁ ବିଶ୍ୱାସ କରିବନି କି ଭଲ ବି ପାଇବନି ଏ ଦୁନିଆରେ ଯିଏ ଯାହାକୁ ବେଶୀ ଭଲପାଏ ସିଏ ହିଁ ଆଗ ଛୁରୀ ମାରେ
@prakashnayak2150
@prakashnayak2150 3 жыл бұрын
Thik Katha bhai
@varbhi3093
@varbhi3093 3 жыл бұрын
Right
@ayushmanpradhan8930
@ayushmanpradhan8930 3 жыл бұрын
Haa
@priyaroy4858
@priyaroy4858 3 жыл бұрын
🤪
@bidyadharnaik7569
@bidyadharnaik7569 3 жыл бұрын
Right bro
@raazledrepairing4911
@raazledrepairing4911 Ай бұрын
ଝିଅ ମାନଙ୍କର ହୃଦୟ ବୋଲି କିଛି ନ ଥାଏ ସାର୍ଥ ପାଇଁ ପ୍ରେମ sartha ସରିଗଲେ ଆଉ ଜଣେ ନିଜର
@KaranBehera-kb9ro
@KaranBehera-kb9ro 2 ай бұрын
କିଏ କିଏ ଏ ଧୋକା ସ୍କୁଲ ଲାଇଫ ରେ ଖାଇଛ 🙏🙏🙏🙏
@computertechnical1397
@computertechnical1397 Ай бұрын
School re attraction hei thai bhai love nuhe love taha ku kuha jae jauthire banchi hue nahin
@anildeep8237
@anildeep8237 4 жыл бұрын
ନମସ୍କାର ଭାଇ ମାନି ଗଲି ତୁମର ଚିନ୍ତା ଧାରା କେ ତୁମେ କେତେ ଚିନ୍ତା କରି ଏ ଗୀତ ଟି ଲେଖିଛ ,, ଆଉ ଏ ଗୀତ ଟି ଶୁଣିଲା ପରେ ଆପେ ଆପେ ଆଖିରୁ ଲୁହ ବାହାରି ପଡୁଛି .... ଆଇ ଲଭ ୟୁ ♥️
@chitarchitar358
@chitarchitar358 3 жыл бұрын
ଭାଇସତକହିଲଗିତସୁଳିଵଯିଏକାଦି ଵ,
@chitarchitar358
@chitarchitar358 3 жыл бұрын
😂😂😂😂😂😂😂
@dambarujadaba6791
@dambarujadaba6791 3 жыл бұрын
Nine
@ritukumar3355
@ritukumar3355 3 жыл бұрын
✔️✔️✔️✔️✔️✔️✔️✔️✔️
@amanshidash470
@amanshidash470 3 жыл бұрын
Actually bhai tame sata khicha jie e gita ku feel kripriba ta ankhi ru sure pani bhariba au jie true love ra meaning bujhithiba
@hemantakumar946
@hemantakumar946 10 ай бұрын
ଜୀବନଟା ମନ୍ଦିରର ଘଣ୍ଟି ପରି ହେଇଗଲା ଜିଏବି ଆସିଲା ବଜେଇ ଦେଇ ଚାଲି ଗଲା
@nibeditadas9873
@nibeditadas9873 5 жыл бұрын
Song of the year, 2018 ର ସବୁଠାରୁ ସୁନ୍ଦର ଓ ମନଛୁଆଁ ଗୀତ। ଧନ୍ୟବାଦ ପ୍ରିୟର ଜାପାନୀ ଭାଇ ଏବଂ ପ୍ରମୋଦ ଭାଇ । ଇତିହାସ ରଚନ୍ତୁ ଭାଇ.. ଜୟ ଜଗତସିଂହପୁର
@kartikbhue7279
@kartikbhue7279 4 жыл бұрын
Mor taraf nu 1000 like...au...jia gita gaichan tahaku 10000 🙏🙏🙏🙏🙏🙏🙏🙏🙏🙏🙏
@sayadmustakkhan8506
@sayadmustakkhan8506 3 жыл бұрын
It's true.
@dinu_yadav
@dinu_yadav 3 ай бұрын
ପ୍ରକୃତ ପ୍ରେମ ହେଲା ତ୍ୟାଗ ..ଆଉ ସେ ତ୍ୟାଗ ଖାଲି ମୋ ଭାଗ୍ୟ ରେ ଥିଲା..
@mrquadri786
@mrquadri786 Ай бұрын
ଗୋଟେ ସମୟ ଥିଲା ଯେତେବେଳେ ଏହି ଗୀତ ଶୁଣି ବହୁତ୍ କାନ୍ଧିଥିଲି but ଏବେ ମୁଁ move on ହେଇଯାଇଛି
@joydeb.sutradhar
@joydeb.sutradhar 3 жыл бұрын
Love from Bangladesh I think I understand almost 80% odia language. It’s similar with bangla
@Ed-star6929
@Ed-star6929 3 жыл бұрын
Yup
@AllhaSuarwala
@AllhaSuarwala 3 жыл бұрын
Right
@newodisha1422
@newodisha1422 2 жыл бұрын
Yes
@newodisha1422
@newodisha1422 2 жыл бұрын
Ae mon aamar mon in bangla
@krishnalalmahanta5750
@krishnalalmahanta5750 2 жыл бұрын
Yes
@djratha5410
@djratha5410 5 жыл бұрын
ଜୀବନରେ ଯଦି ଶାନ୍ତିରେ ରହିବାକୁ ଚାହୁଁଛ,ତେବେ ଗୋଟିଏ କଥା ମନେରଖ,କେବେ କାହାକୁ ନିଜ ଜୀବନଟୁ ଅଧିକ ଭଲ ପାଅନି,,,
@mystargamer3g497
@mystargamer3g497 5 жыл бұрын
Right
@tarulatayadav622
@tarulatayadav622 4 жыл бұрын
Right
@daringsapandas4395
@daringsapandas4395 4 жыл бұрын
Soto kohichho bhai you are right
@sanwarmohammad1808
@sanwarmohammad1808 4 жыл бұрын
Right bro
@ranipradhan7234
@ranipradhan7234 4 жыл бұрын
hn sature semiti kariki mu bi khusire achi
@mrganulolodia1491
@mrganulolodia1491 3 жыл бұрын
ଭାଇ entry ଟା ପୁରା kabir singh ❤
@sudamdash3479
@sudamdash3479 2 жыл бұрын
ତୁକାର ଅଭିନୟ ଟା ଭଲ ଥିଲା ଆହୁରି କର ଭଲ ହବ ଭାଇ
@balarambiswal5557
@balarambiswal5557 5 жыл бұрын
ସତରେ ଭାଇ ତମ ଗୀତ ହହୃୟ କୁ ସ୍ପର୍ଶ କରୁଛି
@ajayakumargahir1361
@ajayakumargahir1361 5 жыл бұрын
Balaram Biswal ho
@runuchand8214
@runuchand8214 5 жыл бұрын
ବହୁତ୍ ସୁନ୍ଦର୍ ଗୀତ ❤️❤️❤️❤️❤️ ରୁନୁ ଚାନ୍ଦ
@achutaswain569
@achutaswain569 5 жыл бұрын
💳
@hkbarik8048
@hkbarik8048 4 жыл бұрын
Ranumndal
@Jhunalokesh-yx2rw
@Jhunalokesh-yx2rw 3 ай бұрын
Ei Gita sunile mate bhari manapaducho mo Prema ku rishanta ku satare mu hin taku chadideli sir bi emt kete kandichi mo pain au tara kandibara luhata badhe mo upare abhisapa bhali padichi jahaki mu aujanaku bahaheibi aji kanduchi au miss mi karuchi i Miss u rishant❤❤
@factswithmuna6834
@factswithmuna6834 2 ай бұрын
ଏଠି ପ୍ରକୁତ ଭଲ ପାଇବା କାହା ଭାଗ୍ୟ ରେ ବି ନଥାଏ ଆଉ ଯାହା ଭାଗ୍ୟ ବି ଥାଏ ସେ ବହୁତ ଭାଗ୍ୟବାନ ହୋଇଥାଏ।
@kishorjena2789
@kishorjena2789 3 жыл бұрын
2021 re kea sunucha Like ❤️
@jpsamantaray3770
@jpsamantaray3770 2 жыл бұрын
This is happening in every village .....real stories of love life❤️❤️❤️
@MOHANTYPK2857
@MOHANTYPK2857 3 күн бұрын
✍️ଭୁଲି ଜାରେ ତାକୁ ସ୍ୱାର୍ଥ ପର ସିଏ??🎉🎵🎶🎤 Right line 🎉🎉
@strugglelife6345
@strugglelife6345 5 жыл бұрын
Actually eyaa sabu daily lyf ra ....Ghatana.... Ek dum true.... story
@gaosumbabajohn5906
@gaosumbabajohn5906 5 жыл бұрын
Sr
@bikashbikash5919
@bikashbikash5919 5 жыл бұрын
ବେଟ
@babulaarlab2039
@babulaarlab2039 4 жыл бұрын
Nice
@lalitnagofficial4167
@lalitnagofficial4167 3 жыл бұрын
U r great pramod sir 🙏🙏🙏🙏 love you ....
@baisakhisingh65
@baisakhisingh65 3 жыл бұрын
O bhai 💕💕💕💕
@bijayvlog9034
@bijayvlog9034 Жыл бұрын
ଗୀତ ହେବ ତ ଠିକ୍ ଏମିତି ଯିଏ ଶୁଣିବ ଠିକ୍ ହୃଦୟ ରେ ବାଜିବ। କିନ୍ତୁ ହୃଦୟ ବାଙ୍ଗି ଥିବା ଲୋକ ଙ୍କୁ ଅନୁରୋଧ ଗୀତ ଶୁଣି ବେଶୀ କାନ୍ଦିବନି
@ayushvarma5073
@ayushvarma5073 4 жыл бұрын
Swartha sari gale kiye ba kahara madhusala yethi eka mo nijara... Awesome line 😘😘
@deepakmohapatra7302
@deepakmohapatra7302 4 жыл бұрын
I like this line
@surajghadai
@surajghadai 4 жыл бұрын
not aintarstad
@silaroul9446
@silaroul9446 4 жыл бұрын
Right
@sunilreddy5857
@sunilreddy5857 3 жыл бұрын
Hii
@amishadas5738
@amishadas5738 3 жыл бұрын
Ww
@kingnirajqqq
@kingnirajqqq 3 жыл бұрын
Although I don't get the words but the emotions of this song always make me cry. Superb singing......
@anp1265
@anp1265 3 жыл бұрын
Music has no boundaries 👍.
@dillipdas7955
@dillipdas7955 2 жыл бұрын
@@anp1265 aA
@trilochangouda8662
@trilochangouda8662 2 жыл бұрын
It is a odia sad song
@Economics365
@Economics365 Жыл бұрын
You from which state
@stipanmallikjisu8086
@stipanmallikjisu8086 Жыл бұрын
ବହୁତ୍ ଭଲ ମିୟୁଜିକ୍
@abhishekdas-wq7sq
@abhishekdas-wq7sq 3 жыл бұрын
ନିଜ ପରିବାର ବ୍ୟତୀତା ଅନ୍ୟ କାହାକୁ ନିଜର ଭାବିବା ବୋକାମୀ
@gannusingh1990
@gannusingh1990 2 жыл бұрын
I am non odian but i have listen this songa 4-5 times in a day.. Just love the music and voice of singer just loved it.. ❤❤❤ fall in love with odia songs ❤❤
@sanchitasahoo79
@sanchitasahoo79 2 жыл бұрын
Very good brother 👍
@instagramreelsvideo1478
@instagramreelsvideo1478 Жыл бұрын
tf
@Jeeban143
@Jeeban143 5 жыл бұрын
ପ୍ରେମ ଏକ ଏମିତି ସମ୍ପଦ ଯେତେଦିନ ପର୍ଯ୍ୟନ୍ତ ପାଖରେ ଥାଏ, ବହୁତ ସୁନ୍ଦର ଲାଗେ କିନ୍ତୁ ଯେତେ ବେଳେ ପାଖରୁ ଦୂରେଇ ଯାଏ ଦେହରୁ ବାହାରି ଗଲା ପରି ଲାଗେ, ପ୍ରେମ କୁ ଅତି ଚମତ୍କାର ଭାବେ ପରିବେଷଣ କରାଯାଇଛି.
@biswajitswain5391
@biswajitswain5391 3 ай бұрын
Aaji kali love emiti bhi..... No love no tension 😅
@bimalpangi300
@bimalpangi300 3 жыл бұрын
ଭଲ ଅଛି
@rushipanigrahi4822
@rushipanigrahi4822 5 жыл бұрын
ବହୁତ୍ ଧନ୍ୟବାଦ ହୃଦୟ ଛୁଇଁଲା ଏହି ଗୀତ😭😭😭😭 ଏମିତି କା ଆଉ ଏକ ଗୀତ ପାଇଁ ଅପେକ୍ଷା କରିଛୁ 💔💔💔💔💔💔💔💔
@shibadrheri8536
@shibadrheri8536 5 жыл бұрын
Rushi Panigrahi
@priyadarshinimahalil2992
@priyadarshinimahalil2992 4 жыл бұрын
very nice and beautifl song
@malayasethi9377
@malayasethi9377 4 жыл бұрын
Right bro
@Rabisankarpalaka
@Rabisankarpalaka 5 жыл бұрын
Mind blowing song and choreography
@BLOGERRASHMI931
@BLOGERRASHMI931 15 күн бұрын
ଯିଏ ଭଲ ପାଇଛି ସେ ଜାଣେ ଧୋକା ଖାଇଲେ କଷ୍ଟ ନିବା ନିବି ଯିଏ ହୁଅନ୍ତି ସେ ମାନେ କେବେ ବୁଝି ପାରି ବେନି,,ବିନା ଦେହ ସୁଖ ରେ ଯିଏ ଭଲ ପାଇ ଧୋକା ଖାଇ ଛି ସେ ମାନେ ଏ ବେଦନା ବୁଝିବେ କେତେ ଯେ ଲୁହ ଲହୁ
@kartiksethi7538
@kartiksethi7538 3 жыл бұрын
ଏବେ ଭଲପାଇବା ବହୁତ୍ ଶସ୍ତା
@debasisbehera9293
@debasisbehera9293 Жыл бұрын
One of the best song and beautiful story....most relatable song...💖 last scene was mind-blowing🥺
@BloodBrothersSairam
@BloodBrothersSairam 5 жыл бұрын
ପ୍ରେମ ର ଅନ୍ୟନାମ ଛଳନା ପ୍ରେମ ର ଅନ୍ୟନାମ ଧୋକା ପ୍ରେମ କରିବ ଯଦି ନିଜ କୁ ନିଜେ କର ନିଜ ଫ୍ଯାମିଲି କୁ କର ବହୁତ୍ ସୁନ୍ଦର ଭିଡିଓ ଭାଇ ହୃଦୟସ୍ପର୍ଶୀ
@MunaCreation_10k
@MunaCreation_10k 5 жыл бұрын
Blood brother you ok
@rupalipradhan4424
@rupalipradhan4424 5 жыл бұрын
Blood Brothers you are absolutely right
@rabatipuhan1884
@rabatipuhan1884 5 жыл бұрын
Blood Brothers I am beauty You are range Bas byabahara kharap karanti. love .ra
@BloodBrothersSairam
@BloodBrothersSairam 5 жыл бұрын
@@rupalipradhan4424 ଧନ୍ୟବାଦ୍ ଆଜି କା ଯୁଗ ରେ ପ୍ରେମ ର ସ୍ଥିତି ନାହିଁ ତେଣୁ ନିଜ ଜୀବନ କୁ ହସ ଖୁସି ରେ ଅତିବାହିତ କରନ୍ତୁ
@BloodBrothersSairam
@BloodBrothersSairam 5 жыл бұрын
@@rabatipuhan1884 କଳିଯୁଗ ର ପ୍ରେମ 2 ଦିନିଆ ତେଣୁ prema ଉପରେ ବିଶ୍ବାସ ନାହିଁ
@knspineyt1883
@knspineyt1883 2 ай бұрын
2024 re jou Mane dekhuchha like kara ❤😂😂
@user-kg3fk9uy3l
@user-kg3fk9uy3l Жыл бұрын
Baas jouthi tha khusire thaaa... Bhagwan tate duniya ra sabu khusi diantu.....
@niharadhikari7477
@niharadhikari7477 4 жыл бұрын
E album r hero ku odia film industry re chance dia jau Very Smart
@Kishorminchy
@Kishorminchy 4 жыл бұрын
Sambhav mansingh
@prakashmohapatraprakashmoh6798
@prakashmohapatraprakashmoh6798 4 жыл бұрын
Of course 😘
@ramanandabehera2530
@ramanandabehera2530 4 жыл бұрын
Right
@arundhatisahoo812
@arundhatisahoo812 3 жыл бұрын
Already gote odia movie karichi se... movie ra name hela ମିଠା ମିଠା
@jyotirmaymohanty1406
@jyotirmaymohanty1406 3 жыл бұрын
Of 6u
@manavkalyantrust458
@manavkalyantrust458 5 жыл бұрын
ହୃଦୟକୁ ଛୁଇଁ ଗଲା ଭାଇ ଭିଡ଼ିଓ ର ପ୍ରତ୍ୟକ ମୁହୂର୍ତ! Awesome script👉
@chandanbehera9858
@chandanbehera9858 5 жыл бұрын
michha😂😂😂
@manavkalyantrust458
@manavkalyantrust458 5 жыл бұрын
@@chandanbehera9858 ହଉ ହେଲା ଆଉ
@makarandabag1255
@makarandabag1255 4 жыл бұрын
@@chandanbehera9858 lo mnn
@alisabojbabu437
@alisabojbabu437 4 жыл бұрын
Biswojit Acharya pipili j
@prasadprasad492
@prasadprasad492 4 жыл бұрын
@@chandanbehera9858 p
@loveuzindegi9686
@loveuzindegi9686 2 жыл бұрын
ମୋ ମନ 👌
@santoshreddy7947
@santoshreddy7947 2 жыл бұрын
ମୁଁ ହୃଦୟରେ ବହୁତ ଖାଦୁଛି
@krishnagogoikg2162
@krishnagogoikg2162 3 жыл бұрын
No understand but Like this song I'm from Assam ❤
@varbhi3093
@varbhi3093 3 жыл бұрын
Nice
@Economics365
@Economics365 3 жыл бұрын
Thank you, this is odia language
@varbhi3093
@varbhi3093 3 жыл бұрын
@@Economics365 i know
@arunkumarpandit6817
@arunkumarpandit6817 3 жыл бұрын
Thanks bhai for listen our odia song
@smrutiranjanpadhy3403
@smrutiranjanpadhy3403 3 жыл бұрын
@@Economics365 😀 the
@kalpanadash6657
@kalpanadash6657 4 жыл бұрын
Amazing videography amazing acting Amazing director..... Actor and actress are superb...
@akshaymahapatra1839
@akshaymahapatra1839 4 жыл бұрын
ଧନ୍ୟବାଦ... କଳ୍ପନା ଦାଶ.. sister
@SanjayDas-yx7df
@SanjayDas-yx7df 3 жыл бұрын
Nice
@guddumanipuri2333
@guddumanipuri2333 3 жыл бұрын
So nice
@sanandasanandaputel776
@sanandasanandaputel776 Жыл бұрын
Amiti jhia mananku dandamiliba Katha Hrudaya Hina jhia
@saikumar3797
@saikumar3797 2 жыл бұрын
Bahut badia
@abinashtarai6291
@abinashtarai6291 3 жыл бұрын
ଭାଇ କଥାଟା ବୁଝିପାରିଲନି ବୋଧେ, ସରକାରୀ ଚାକିରୀର କମାଲ l ଏଇ ସରକାରୀ ଚାକିରୀ ପାଇଁ କେତେ ତଥାକଥିତ ପ୍ରେମର ପରିସମାପ୍ତି ହେଇଚି 😅😁
@sambitmallick7597
@sambitmallick7597 4 жыл бұрын
Really Heart touching.. 💟💝💟💝
@mithunrout4269
@mithunrout4269 4 жыл бұрын
Heart touching love story fantastic
@priyakantapadhy8133
@priyakantapadhy8133 3 жыл бұрын
Heart touching song
@satyaprakashnayak249
@satyaprakashnayak249 Жыл бұрын
Sibani sabubela emiti khusi re ruha god bless you 🙏🙏
@deepaknayak5845
@deepaknayak5845 11 ай бұрын
ଏବେ ମୁଁ ବହା ହୋଇ ସାରିଲିଣି ତଥାପି ମୋ ପ୍ରେମିକାକୁ ଭୂଲି ପାରୁନି ଯେବେ ସିଏ ବାହା ହେଲା ମୁଁ ଫାସିଦବାକୁ ଉଦ୍ୟମ କରିଥିଲି କିନ୍ତୁ ମୋ ସାହିର ଲୋକମାନେ ମତେ ବଞେଇ ନେଇଥିଲେ ଆଜକୁ ୭ବରସ ହେଇଗଲା ତାକୁ ଦେଖିପାରିଲିନି ,ତା ଦୋଷ ଦେବିନି ତା ଘରଲୋକ ଜବରଦସ୍ତ ବାହାଘର କରିଦେଲେ କୋଉଠି ଥାଉ ମୋ ପ୍ରିୟା ଭଲରେ ଥାଉ ଠାକୁର ପାଖରେ ଏତିକି ମିନତି,ମରିବା ପୂର୍ବରୁ ମୋ ସାଥିରେ ଥରେ ଦେଖାହେଉ Love you,, really miss you
@theamar4992
@theamar4992 3 жыл бұрын
Eaye story ku naye ke guta film kora jahu (same hero aau same heroin ku naye) jeya chahu cho like koro👍
@mayanksinghchauhan4151
@mayanksinghchauhan4151 4 жыл бұрын
Woww❤️🙌🏼🙌🏼🙌🏼🙌🏼🙌🏼 bless ya Sri🙌🏼🙌🏼 amazingly portrayed superstar
@subhashreedash4340
@subhashreedash4340 3 жыл бұрын
😭😭😭😭😭
@jitendramalik8316
@jitendramalik8316 10 ай бұрын
ହ୍ଁରେ ଭାଇ 😢
@laltulaltu8960
@laltulaltu8960 3 жыл бұрын
A song bohut e accha lagta
@faizanmatin9595
@faizanmatin9595 3 жыл бұрын
I am from jharkhand but i love this song ❤
@RookpiRani_____L
@RookpiRani_____L 2 жыл бұрын
Love from Odisha bro
@pdlite4101
@pdlite4101 2 жыл бұрын
Jharkhand which area bro..
@jeet616
@jeet616 Жыл бұрын
Thank you ❤️❤️❤️🙏🙏🙏
@dakobisoibadhunia813
@dakobisoibadhunia813 5 жыл бұрын
ଗୀତ ଟି କେବଳ ମୋ ପାଇଁ ହି ବଧେ ହେହିଛି କାରଣ ମୋର ବି ହେହିଛି ଏମିତି ଧକା
@jeevanjyotibhakta8076
@jeevanjyotibhakta8076 4 жыл бұрын
Bhai lo Mana dukha karani,mo Saha amti ta heini but ,jaha Saha marraige Heba Ra achi au 4minth pare puni luv com arrange,Kali janili,se au kaha Saha bula buli karuchi,but mate him kahuchi marraige kariba,a jhia mnae bahut kharap bhai
@soumyarout5985
@soumyarout5985 4 жыл бұрын
Kharpa sapna bhabi buli jaichi faltu girl
@bijaylaxmidas9120
@bijaylaxmidas9120 3 жыл бұрын
Nice song & super video
@khageshsnayak6279
@khageshsnayak6279 3 ай бұрын
ଭୁଲି ଯିବି 😭😭😭😭
@theknowledgetech7427
@theknowledgetech7427 4 жыл бұрын
ଭାଇମାନେ........ ମେଦାନ୍ ମେ ହାରା ହୁଆ ଇନ୍ ସାନ୍ ଜିତ୍ ସକ୍ ତାହେ ମନ୍ ସେ ହାରା ହୁଆ ଇନ୍ ସାନ୍ ନହି ❤💘 Jo khudse nahi hara Use koi nahi hara sakta Good bless you all frns
@narsinghgod22
@narsinghgod22 4 жыл бұрын
VIP Tech Odisha yas
@ghenabaka289
@ghenabaka289 4 жыл бұрын
Drfdzdddddfffcccvb. C. .bbnm Dfttrt it is you can pickup
@manashbehera8093
@manashbehera8093 3 жыл бұрын
Yfcjyffdyik 🎂💐😊😢
@balaramsethi5536
@balaramsethi5536 3 жыл бұрын
Super hit
@priyanshuc2844
@priyanshuc2844 3 жыл бұрын
One year tale mo love mo pakha ku feri asithila.. bhabuthili mu hin e dunia re lucky person boli...hele mo love re kaha ra najar lagila ke jani puni ekaa heigali 😭😭😭😭
@debrajpanda
@debrajpanda Жыл бұрын
Hmmm aeita sata katha 👍
@ommodisha6795
@ommodisha6795 3 жыл бұрын
Nice Video just real life incident 👍
@sumitkumarpanda3329
@sumitkumarpanda3329 4 жыл бұрын
Human Sagar your voice is really awesome I am a big fan of yours.. U r awesome
@rabirabikumar7390
@rabirabikumar7390 4 жыл бұрын
Zdt5e2
@jayashreekhanta8360
@jayashreekhanta8360 2 жыл бұрын
@@rabirabikumar7390 ଆଇଆଇ d
@SonuKumar-my2ey
@SonuKumar-my2ey 5 жыл бұрын
मै up से हूँ इनती बार मै आज तक किसी सांग को नही सुना हूँ, जितना सुनता हूँ हर बार दिल में फिलिंग होती है।
@reshmanayak1757
@reshmanayak1757 4 жыл бұрын
Yar ham kisi song jab sunte h to ae maene nai rakhta bo kon si bhasa me h maene to ae rakhta h ki bo fil ko kitna tac karta h
@shivasunani5824
@shivasunani5824 4 жыл бұрын
Thanks bro for listen odia song
@akshaymahapatra1839
@akshaymahapatra1839 4 жыл бұрын
Tq bro
@princeSingh-mc1bn
@princeSingh-mc1bn 4 жыл бұрын
Odiya language mai hai bro very nice song
@sabitribhoi9946
@sabitribhoi9946 4 жыл бұрын
@@princeSingh-mc1bn
@pratapkumarsahoo1881
@pratapkumarsahoo1881 2 ай бұрын
ମୁଁ ଭୁଲି ପାରୁନି କେମିତି ବଞ୍ଚିବି 😢😢😢 ମତେ ଲାଗୁନି ମୁଁ ବଞ୍ଚି ପାରିବି 😢😢😢 ଏତେ କଷ୍ଟ 😢
@user-kg3fk9uy3l
@user-kg3fk9uy3l Жыл бұрын
Kahaku bhuliba ete bi sahaj nuhee..... Au love ta sabu majak bhabuchhanty... Jie satare hrudayaru love karichhi se janichhi kasta kn.....
@bhajansoren9480
@bhajansoren9480 4 жыл бұрын
I am Bhajan soren From_malda District (W B) I Love odia songe ❤❤Human sir aap ka hart taching songe mujhe bahut acha lgta hai 👌👌love you sir
@durgaparsad8999
@durgaparsad8999 4 жыл бұрын
>
@rajkishorepradhan1290
@rajkishorepradhan1290 3 жыл бұрын
somv
@rajkishorepradhan1290
@rajkishorepradhan1290 3 жыл бұрын
@@durgaparsad8999 xomv
@mangalsinghmarandi9860
@mangalsinghmarandi9860 3 жыл бұрын
Hello sir I am mangalsingh Marandi from odisha,, I like this video but meine ledki ka eise chiz ku dekhkar achha nahin lagta hai
@anantakumar1344
@anantakumar1344 5 жыл бұрын
ପୁରା ଧାମାଲ୍ ଜାପାନୀ ଭାଇ ଅଶେଷ ଧନ୍ୟବାଦ ଭାଇ ଏ ଭିଡିଓ ଓ ଗୀତ ପାଇଁ
@prakashpradhan2425
@prakashpradhan2425 5 жыл бұрын
Super
@sanjibkumar5647
@sanjibkumar5647 5 жыл бұрын
not a good it is a big problem
@kshiradribariha4006
@kshiradribariha4006 3 жыл бұрын
Ohoo 😭😭😭😭😭
Best Of Humane Sagar | All Sad Hits | Odia Sad Song | Jukebox
45:21
OdiaNews 24
Рет қаралды 4,8 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 54 МЛН
Best Of Humane Sagar | All Sad Hits | Odia Sad Song | Video Jukebox
1:10:20
ToRung short film: 🙏Let's help each other🤗
0:32
ToRung
Рет қаралды 9 МЛН
Когда покупки идут не по плану🤯
0:32
FilmBytes
Рет қаралды 2,3 МЛН
Такие сладости мама точно разрешит
0:22
Даша Боровик
Рет қаралды 4,6 МЛН
Такого они не видели😱😍
0:55
Следы времени
Рет қаралды 3,7 МЛН
БАЧОК ПОТИК
0:22
KINO KAIF
Рет қаралды 2,6 МЛН