Рет қаралды 7,303
In this video we have talked to pig farmer from Puri district who is currently doing pig farming. There is a no entry signboard in his farm and when we asked him about it, he said that the no entry board is put up for security purposes, which means that no outsider is allowed to enter the farm. If you want to start a pig farm and need more information about it, especially if you want more information about biosecurity, then definitely watch this video.
ଏହି ଭିଡ଼ିଓରେ ଆମେ ପୁରୀ ଜିଲ୍ଲାର ଘୁଷୁରୀ ପାଳନ କରୁଥିବା ଜଣେ ଚାଷୀ ଭାଇଙ୍କ ସହ କଥା ହୋଇଛୁ ଯିଏ ବର୍ତ୍ତମାନ ଘୁଷୁରୀ ପାଳନ କରୁଛନ୍ତି । ତାଙ୍କ ଫାର୍ମ ଆଗରେ ଆମେ No Entry ସାଇନ୍ ବୋର୍ଡ ଲାଗିଥିବାର ଦେଖିଲୁ ଏବଂ ଯେତେବେଳେ ଆମେ ତାଙ୍କୁ ଏହା ବିଷୟରେ ପଚାରିଥିଲୁ ସେ କହିଥିଲେ ଯେ ଫାର୍ମର ସୁରକ୍ଷା ଉଦ୍ଦେଶ୍ୟରେ No Entry ବୋର୍ଡ଼ ରଖାଯାଇଛି ଅର୍ଥାତ କୌଣସି ବାହାର ଲୋକ ଫାର୍ମ ଭିତରେ ପ୍ରବେଶ କରିବାକୁ ଅନୁମତି ନଥାଏ । ଯଦି ଆପଣ ଏକ ଘୁଷୁରୀ ଫାର୍ମ ଆରମ୍ଭ କରିବାକୁ ଚାହାଁନ୍ତି ଏବଂ ଏହା ବିଷୟରେ ଅଧିକ ସୂଚନା ଆବଶ୍ୟକ କରନ୍ତି ବିଶେଷ କରି ଯଦି ଫାର୍ମର ନିରାପତ୍ତା ବିଷୟରେ ଅଧିକ ସୂଚନା ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
#efarmingodisha #pigfarming #odisha #farminglife
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official KZbin Channel :- / @efarmingagrokart
👉 Location:- maps.app.goo.g...
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........