କେତେ ଜଣ ଗାଈ ଦେହରେ ହାତ ମାରିଛନ୍ତି | Samaj O Sanskruti | Baishnaba Charan Mohanty | Odisha 365

  Рет қаралды 15,320

ODISHA 365

ODISHA 365

Күн бұрын

Пікірлер: 64
@jyotsnabehera1267
@jyotsnabehera1267 Күн бұрын
ଜୟ ଜଗନ୍ନାଥ ମହୋଦୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@pinturanjanswain9809
@pinturanjanswain9809 5 сағат бұрын
ଅତି ସୁନ୍ଦର ସମୟ ଥିଲା ସେ ସମୟ ସବୁ ହଜିଗଲା
@sasmitadatta8819
@sasmitadatta8819 17 сағат бұрын
ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ବହୁତ ଧନ୍ୟବାଦ । ଜୟ ଜଗନ୍ନାଥ 🙏
@Anandtwist
@Anandtwist Күн бұрын
ବହୁତ ସୁନ୍ଦର କଥା, ଆମେ ଯୁବକ ଗୋଷ୍ଠୀ ଏହା ପ୍ରତି ଯତ୍ନବାନ ହେବୁ । ଧନ୍ୟବାଦ ଆଜ୍ଞା 🙏
@sisirchandrapradhan5854
@sisirchandrapradhan5854 Күн бұрын
ଜୟ ଜଗନ୍ନାଥ ❤❤❤❤❤❤❤
@PRADEEPKUMARMOHAPATRA-c7d
@PRADEEPKUMARMOHAPATRA-c7d Күн бұрын
ଜୟ ଶ୍ରୀ ରାଧା ରମଣ
@prakasinidas8188
@prakasinidas8188 Күн бұрын
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏❤️
@kshitishdas3684
@kshitishdas3684 Күн бұрын
❤❤ ଆମେ ଗାଁ ରେ ଅଛୁ। ଆମର ଦୁଇଟା ଦେଶୀ ଗୋମାତା ଅଛନ୍ତି। ଆମର ବର୍ଷ ଯାକ କ୍ଷୀର ଦହି ଖାଇବାକୁ ପାଉ। ଗୋବର ରେ ଘସି ତାଡା ହଉଛି ଖତ ହଉଛି ଘସି ପାଉଁଶ ରେ ବେଳେ ବେଳେ ଦାନ୍ତ ଘଷୁଛୁ। ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ଜୟ ଜଗନ୍ନାଥ।
@subhrajyoti7809
@subhrajyoti7809 Күн бұрын
🙏🙏ଦେଶୀ ବଂଶ ବଢ଼ାନ୍ତୁ.. ଆପଣକୁ ଧନ୍ୟବାଦ
@kalpanapadhi8709
@kalpanapadhi8709 Күн бұрын
ବହୁତ ସୁନ୍ଦର ଅନୁଭବ 🌹🙏
@asitrout7659
@asitrout7659 4 сағат бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@factofodisha1135
@factofodisha1135 Күн бұрын
ମୋ ବୋଉ ଏବେ ମଧ୍ୟ ଆମ ଗାଈର କ୍ଷୀର ରୁ ଦେଶୀ ଘିଅ ତିଆରି କରେ। ଚାଲ୍ଲା, ଦହି, ଲହୁଣୀ ସବୁ ତିଆରି କରେ। ଗୋବର ରୁ ଘଷି ତିଆରି ହୁଏ। ଏବେ ମଧ୍ୟ ଆମର ଘଶୀ ରେ ରୋଷେଇ ହେଉଛି। ତେଣୁ ଆମ ଆମ ଘରେ ମଶା ନାହାନ୍ତି।ଏବେ ଆମର ଚାରି ଟି ଗାଈ ଅଛି।ଗଞ୍ଜାମ।
@sisirchandrapradhan5854
@sisirchandrapradhan5854 Күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@apartibehera6122
@apartibehera6122 13 сағат бұрын
ପ୍ରଣାମ ସାର
@anusayamohanty1775
@anusayamohanty1775 Күн бұрын
Jay jaganath sir
@alokranjanmekap3000
@alokranjanmekap3000 9 сағат бұрын
ପ୍ରଣାମ ଆଜ୍ଞା, ଗୋ ସମ୍ପଦ ମଧ୍ୟ ଆଜି ପ୍ରଦୂଷିତ ହେଇଗଲାଣି। ଶଙ୍କର ପ୍ରଜାତି ର ଗାଈଦୁଧ କୁ ଲକ୍ଷ୍ୟକରି ବୋଧହୁଏ ଡାକ୍ତର ମାନେ ଆଜିକାଲି ଦୁଧ ଖାଇବାକୁ ବାରଣ କରୁଛନ୍ତି। ଅଣ୍ଡିରା ବାଛୁରୀ ବା ବଳଦ ର ବିକଳ୍ପ ବ୍ୟବାହର ନିହାତି ଆବଶ୍ୟକ। ଆପଣଙ୍କ ନିଆରା ଭିଡିଓ ର ମୁଁ ଜଣେ ନିୟମିତ ଦର୍ଶକ। ଯାଜପୁର ରୁ। ଧନ୍ୟବାଦ
@rabindrananda943
@rabindrananda943 4 сағат бұрын
Sir Apan Sabubele Bastab badi O Mulyaban Katha Kahithanti . Dhanyabad .
@nityaswarups111
@nityaswarups111 Күн бұрын
ବୈଷ୍ଣବ ସାର ଙ୍କ କଥା ଖୁବ୍ ସୁନ୍ଦର
@sankarsanadebasmita259
@sankarsanadebasmita259 13 сағат бұрын
Sir Pranam 🙏🏿 ଅତି ସୁନ୍ଦର କଥା ମୋ ମତରେ ଆଧୁନିକତା ନାମରେ ଧୋଶ୍ଵାଭିମୁଖି ହ଼ଉଚେ.
@rinkurinkugouda1042
@rinkurinkugouda1042 Күн бұрын
Jay jaganath🙏🙏🙏
@GouthamR-jy7ux
@GouthamR-jy7ux Күн бұрын
Jay Jagannath 🙏
@sonalipati9372
@sonalipati9372 18 сағат бұрын
ପ୍ରଣାମ, ଜୟ ଜଗନ୍ନାଥ 🙏 ଅତି ସୁନ୍ଦର ଉପସ୍ଥାପନା। ଭଗବାନ୍ କୃପା କରନ୍ତୁ, ସମସ୍ତଙ୍କ ମନ ପରିବର୍ତ୍ତନ ହେଉ। ଆମ ଓଡ଼ିଆ ଲୋକେ ପୁଣିଥରେ ଗୋସେବା ଭଳି ଅନନ୍ୟ ପରମ୍ପରା କୁ ନିଜ ଜୀବନରେ ଆପଣାନ୍ତୁ ।
@sanjaymohapatra7066
@sanjaymohapatra7066 Күн бұрын
❤ sir nka katha sunibaku bhari bhala lage❤
@kalandicharanpanda8000
@kalandicharanpanda8000 Күн бұрын
Sir, really you're great
@RajendrakumarSahoo-co4dd
@RajendrakumarSahoo-co4dd Күн бұрын
Radhe.Radhe..Nama..🙏💐
@subhrajyoti7809
@subhrajyoti7809 Күн бұрын
ଆମେ ଜଗତସିଂହପୁର..ପିଲା ଦିନୁ ଏହି ପରିବେଶ ରେ ବଢ଼ିଲୁ ଏବେ ଆଉ ସେତେ ନାହିଁ
@bnclasses3606
@bnclasses3606 Күн бұрын
Bahut bhala katha kahile , Mora pila Dina time ra katha mane padigala
@RanjitMallik-sr6vc
@RanjitMallik-sr6vc Күн бұрын
❤ଜୟ ଜଗନନ୍ନାଥ❤
@bhusanpradhan6376
@bhusanpradhan6376 16 сағат бұрын
Very very thanks 🙏👍
@subhashreesahoo6
@subhashreesahoo6 Күн бұрын
ବହୁତ ସୁନ୍ଦର କଥା କହିଲେ 🙏
@khetrabasighadei9280
@khetrabasighadei9280 5 сағат бұрын
very good service
@NidhiramMalik-wc6yv
@NidhiramMalik-wc6yv 15 сағат бұрын
Thank.ybu.sir..
@jaganmohanz
@jaganmohanz Күн бұрын
ଆଜ୍ଞା କେତେ ଷଣ୍ଢ ନେବେ ? ଆମ ଘର ଆଗରେ ୫୦୦ ଷଣ୍ଢ ଶୋଇଛନ୍ତି। ଦୟା କରି ୨୫୦ ନେଇ ରଖନ୍ତୁ । ନୀତି ଗାଡ଼ି ଧକ୍କା ରେ ସେମାନଙ୍କ ଜୀବନ ଯାଉଛି ।😢
@gyanaranjan8013
@gyanaranjan8013 18 сағат бұрын
Jay Jagannath
@GolakaBiswal
@GolakaBiswal Күн бұрын
Thank you sir ❤satya.katha ❤🎉🎉🎉🎉🎉🎉🎉🎉🎉🎉🎉
@sashitanoydas9340
@sashitanoydas9340 16 сағат бұрын
🎉 good decision
@ShyamchandMohanta
@ShyamchandMohanta 12 сағат бұрын
Sir apanaku Kati namaskar
@duryodhansahoo2389
@duryodhansahoo2389 Күн бұрын
Bahut sunda
@bhagyalatapanda2910
@bhagyalatapanda2910 20 сағат бұрын
Jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼
@surendrakumarparida3377
@surendrakumarparida3377 Күн бұрын
Heart touching old tradition
@pratiharpradhan1305
@pratiharpradhan1305 Күн бұрын
ସାର ପ୍ରତିଥର ମୋତେ 40 ବର୍ଷ ତଳକୁ ନେଇଯାଉଛନ୍ତି
@prasantaroutraya4952
@prasantaroutraya4952 Күн бұрын
🎉
@AshokKumar-qu5rf
@AshokKumar-qu5rf 16 сағат бұрын
ଜୟ ଶ୍ରୀ ଜଗନ୍ନାଥ ଶିର ନାମସ୍କାର..... ଏ ଯେଉଁ କଥା କହୁଛନ୍ତି... ଏ ସବୁ 70 /80/ 90 ଦଶକ କଥା... ସେତେବେଳେ ଯେଉଁ ସୌହାର୍ଦ୍ୟ ପୂର୍ଣ୍ଣି ପରିବେଶ ଥିଲା.. ଆପଣଙ୍କ କଥା ଶୁଣି ମୁଁ ପୁଣି ସେହି ପିଲାମାନେ ଦିନ ସମୟ... ଗାଈ ଚରା. ଗାଈଆଳ ଗାଁ ଏ ମୁଣ୍ଡ ଗାଁ ସେ ମୁଣ୍ଡ ଗାଈପାଳି.. ଗାଈ ଖୁଣ୍ଟ.. ତୋରାଣି ହାଣ୍ଡି. ଗୁହାଳ ଆଦି ସବୁ କଥା ମାନେ ପଡୁଛି.. କିନ୍ତୁ ତାହା ଆଉ ସମ୍ଭବ ନୁହେଁ.... କିନ୍ତୁ ଏହା ଇଡ଼ିଶା କୁ ଛାଡିଲେ ଆମ ହରିୟାଣା ଉତ୍ତର ପ୍ରଦେଶ ଆଦି ରାଜ୍ୟ ରେ ଏ ସବୁ ଅଛି.... କିନ୍ତୁ ଆମ ଓଡିଶା ଆଜି ଆଧୁନିକ ଓଡିଶା ହୋଇଛି ତ ତେଣୁ.... ଏ ସବୁ ପରିବେଶ ନଷ୍ଟ ହୋଇଛି.... ଜୟ ଶ୍ରୀ ଜଗନ୍ନାଥ ଭରସା
@pramodkumarchoudhury1287
@pramodkumarchoudhury1287 12 сағат бұрын
ସାର ଗାଁ ର ଗୋଚର ଜମିକୁ ଗଡିଆ କରି ଦେଲେ ଗୋରୁ ରଖିବା କଣ ?
@denkaSamrath
@denkaSamrath 15 сағат бұрын
Dhanyavaad sir
@thirdeye9492
@thirdeye9492 Күн бұрын
ଜପା ଦେଇକା ମୃଦଙ୍ଗ ବାଜଇ ଥେଇ ଥେଇକା ଜପାର ଦହି ଏବେ ତ ସପନ.. ଓମଫେଡ ଖାଇ 😄😄😄
@ARNMKP
@ARNMKP 20 сағат бұрын
ଗାଈ ନାହିଁ କିନ୍ତୁ, କେମିକାଲ କ୍ଷୀର,ଘିଅ ର ଅଭାବ ନାହିଁ ସହରରେ
@santoshkumarrout5521
@santoshkumarrout5521 18 сағат бұрын
Ati sundar katha
@kadambinitripathy4104
@kadambinitripathy4104 Күн бұрын
ଆପଣ କେତୋଟି ଗାଈ ରଖିଛନ୍ତି ସାର 🙏
@gyanaranjan8013
@gyanaranjan8013 18 сағат бұрын
Sir Jaha Kahile Sabu Sata Katha
@sangeetajala7614
@sangeetajala7614 Күн бұрын
🙏
@pranatiroutray5726
@pranatiroutray5726 20 сағат бұрын
sir ଏସବୁ ଆମେ ଜାଣିଛୁ। କିନ୍ତୁ ଏବେ ଆଧୁନିକ ଦେଖାଇ ବିନାଶ ଆଡକୁ ଯାଉଛୁ। ଏସବୁ ପାଇଁ ଆମେ ସମ ପରିମାଣରେ ଦାୟି।
@chaturbhujamahakuda3301
@chaturbhujamahakuda3301 10 сағат бұрын
Amar 5
@bimbadharSahu-y1k
@bimbadharSahu-y1k Күн бұрын
Amar gai achhi khira b khauchhu.
@birakishoresahoo3080
@birakishoresahoo3080 Күн бұрын
Sir jaha sabu kahile mun sabu janichhi karichhi khaichhi.ki majja katha manapakeidele.Mun khira sija badharu Sara luchei khaideuthili mo maa(grandmother) galikare.jay jagannath.
@manaspriyapanda1909
@manaspriyapanda1909 16 сағат бұрын
Now a days the young generation ran after modern cow archana nag and modern chhada jhili malik,sahu bhauja, sonali monalisa .there is no time and financial condition of youngsters to take care of cows
@kalandicharanpanda8000
@kalandicharanpanda8000 Күн бұрын
Sir, pension mililani ki nahi?
@haribandhutripathy642
@haribandhutripathy642 10 сағат бұрын
Ame khauchhu
@sibasankarrout4544
@sibasankarrout4544 Күн бұрын
Mausaa nka ghara kn Erasama japaa ki?
@manojkumar-gj8ym
@manojkumar-gj8ym Күн бұрын
Se ghea koruaa ra jou basna sir aah
@sudhakarnayak2958
@sudhakarnayak2958 6 сағат бұрын
Is Right Jab saa BJD SARKAAR Aya Gaye Sakhya kaym Hoa Because Padeyan odisha Goro chalan karatha Padeyan Mosal man hay Madras maximum Go Moshs Khtha Sir Naveen Bjd Natha khraname Jay sri ram Jay BJP sarkaar
@archananayak8599
@archananayak8599 Күн бұрын
Ebe kahuchanti ki gai kheera bhala nuhe, plant based milk bhala kahuchanti, kintu hindu ki jiye v hau gai, mainsi,cheeli khira byabhaar karuthile eyee sabu kete logical illogical mu janini
@subhrajyoti7809
@subhrajyoti7809 Күн бұрын
ଆଗରୁ ଗାଁ ରେ ଆମ ଦେଶୀ ଗାଈ ଥିଲା.ଏବେ ସବୁଠି. ଆମେରିକା ଥାଇଲାଣ୍ଡ ବିଦେଶୀ ଗାଈ ଯାହାକୁ. ହୋଲିଷ୍ଟନ ଜର୍ସି ଇତ୍ୟାଦି.. ଦେଶୀ ସହିତ ଦୁନିଆରେ କୋଉ ଗାଈ କ୍ଷୀର ତୁଳନା ନୁହେଁ. କିନ୍ତୁ କମ କ୍ଷୀର ବୋଲି ଆମେ ମୁହଁ ମୋଡିଲୁ.ସୁନା କୁ ଆଡେଇ ପିତଳ ରଖୁଛୁ. ବେମାରୀ ହବନି କଣ ହବ. ଆମ ଦେଶୀ ଗାଈ କ୍ଷୀର ଅତୁଳନୀୟ...କିନ୍ତୁ ଆଉ ମିଳୁନି
@ashokkumarmoharana7946
@ashokkumarmoharana7946 Күн бұрын
ଆରେ ଭାଇ ତେମେତ କଲେଜ ପରଠାରୁ Govt Employee ପରେ Bhubaneswar ରେ ଘରକରି ରହିଛ । ତମେ କେତୋଟି ଗାଈ ରଖିଛ, କେବେଠୁ ରଖିଛ? ତମଠାରୁ -10,+10 ସମସ୍ତେ ସେ ସମୟର ଗାଁରୁ ଆସିଛନ୍ତି, ତମ ଠାରୁ ଅଧିକ ଜାଣିଛନ୍ତି । ଯଦି ତମେ ଗାଈ ପାଇଁଏତେ ବ୍ୟାକୁଳ, ନିଜ ପିଲା କଣ କରନ୍ତି, ଗାଈ ରଖିଛନ୍ତି ? ଯେଉଁମାନେ ଗାଁରେ , ସେମାନେ ହଇରାଣରେ ରହି ଗାଈ ରଖିବେ, ତମ ପିଲା ସହରରେ ଖୁସିରେ ରହି କ୍ଷୀର ପିଇବେ । କେଡେ ଟାଉଟର hypocrisy ? Feel shame for low attitude.
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 741 М.
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 660 М.