Elect CM Naveen for Swift Progress: Manohar Randhari | Nandighosha TV

  Рет қаралды 219,831

Nandighosha TV

Nandighosha TV

Күн бұрын

#naveenpattnaik #manoharrandhari #assemblyconstituency #nabarangpur #dabugaan #nandighoshatv #odisha
Elect CM Naveen for Swift Progress: Manohar Randhari | Nandighosha TV
ନବୀନ ପଟ୍ଟନାୟକଙ୍କୁ ଦେଲେ ଭୋଟ୍ , କାମ୍ ହେସି ଫଟାଫଟ୍ : ମନୋହର ରନ୍ଧାରୀ | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 190
@Ashokmartha239
@Ashokmartha239 4 ай бұрын
ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ କେବଳ ନବୀନଙ୍କ ପାଇଁ
@gourabrajput2866
@gourabrajput2866 3 ай бұрын
EVJ
@nilakanthamali4251
@nilakanthamali4251 4 ай бұрын
ଦେଶିଆ, ନେତା, ମନୋହର, ରନ୍ଧା ରି, ଧନ୍ୟବାଦ,ସାର
@KAJALSETHI-tl8ho
@KAJALSETHI-tl8ho 4 ай бұрын
ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।
@suhana13228
@suhana13228 4 ай бұрын
ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ
@lachhmanpujari6507
@lachhmanpujari6507 4 ай бұрын
ଡକ୍ଟର ଲିପିକା ମାଝୀ ଙ୍କ ଡର ଲାଗି ତାମିଲ କୁ ଡକା ହେଇଥିଲା । ମିଛ କଥା ରେ ପଡ଼ନ୍ତୁ ନାହିଁ
@Rkmusic79
@Rkmusic79 4 ай бұрын
😂😂 ଆମ MLA ଭି ତାମିଲ କୁ ଓଡ଼ିଶା ର ବିକାଶ କରୁଛନ୍ତି ବୋଲି କହୁଛନ୍ତି bjd ହଟଓ ଓଡ଼ିଶା ବଞ୍ଚାଅ
@PratapMangaraj-l8y
@PratapMangaraj-l8y 5 ай бұрын
ଗୋଲାମ ମାନେ କେବଳ ମଞ୍ଚ ତଳେ ଠିଆ ହୋଇ ସାର୍ ସାର୍ କହିବେ
@CHINMAYA683
@CHINMAYA683 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜନଜୀବନକୁ ଯେତିକି ଗୁରୁତ୍ବ ଦିଅନ୍ତି, ଜନତାଙ୍କ ଜୀବନ ଶୈଳୀରେ ପ୍ରଗତି ଆଣିବାକୁ ସେତିକି ପ୍ରୟାସ କରନ୍ତି ସମୃଦ୍ଧିର ଶ୍ରେଷ୍ଠ ପୁରୁଷ ।
@TitiRa15
@TitiRa15 4 ай бұрын
ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।
@TanmayaLenka659
@TanmayaLenka659 4 ай бұрын
ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...
@GOPALBEHERA-iw3fl
@GOPALBEHERA-iw3fl 4 ай бұрын
ନବୀନ ଙ୍କ ପାଇଁ ସମସ୍ତେ ବିଜେଡ଼ି କୁ ପସନ୍ଦ କରୁଛନ୍ତି
@RajaNaik545
@RajaNaik545 4 ай бұрын
ଜନ୍ମରୁ ଜୁଇ, ସାଧାରଣ ଲୋକଙ୍କ ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଛନ୍ତି ଓଡ଼ିଶାବାସୀଙ୍କ ମନ
@Sonamuduli-
@Sonamuduli- 5 ай бұрын
ନବୀନ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯାହାଙ୍କ ନୀତି ନିଷ୍ପତ୍ତିକୁ ନେଇ ଦେଶରେ ଚର୍ଚ୍ଚା ହୁଏ
@budusarabu
@budusarabu 4 ай бұрын
100 tanka ke chendi aari pudi duita 😂😂😂😂😂
@lachhmanpujari6507
@lachhmanpujari6507 4 ай бұрын
କଂଗ୍ରେସ ପାର୍ଥି ଜିନ୍ଦାବାଦ୍
@kshirasindhupujhari1998
@kshirasindhupujhari1998 4 ай бұрын
ଯୋଜନା ମାଳ ମାଳ କାମ ଦୁର୍ବଳ,,
@DamuMajhi-bl5ks
@DamuMajhi-bl5ks 4 ай бұрын
ଯେତେ ପାଟି କଲେ ବି ଏଥର ରନ୍ଦାରି କୁ କିଏ ଭୋଟ ଦେବେ ନାହିଁ
@rajagomti2015
@rajagomti2015 4 ай бұрын
Right
@lrmk5131
@lrmk5131 4 ай бұрын
Galat
@skbinoj7038
@skbinoj7038 4 ай бұрын
ଇଲେକ୍ସନ ଆଚେ ବଲ୍ତେ ବଡ ବଡ କଥା ଭଟ ସରି ଗଲେ ଲୁକି ଲୁକି ଦିନ୍ ଜାଇସ୍ ତମର୍ ଫାଲ୍ତୁ କଥା ତୁ କ ନାହିଁ ଛି
@Prem-bz3tr
@Prem-bz3tr 4 ай бұрын
ବିଜେଡି ଅଣ ଓଡ଼ିଆ ତାମିଲ୍ ପାଣ୍ଡୁ ଶାସନ ଚଳିବ ନାହିଁ ବିଜେଡି ହଟାଅ ଭୋଟର୍ ଭାଇ ଓଡ଼ିଶା ବଞ୍ଚାଅ
@skjeetbhai
@skjeetbhai 4 ай бұрын
Right
@folkvibes1230
@folkvibes1230 4 ай бұрын
Bjp kaha ho
@folkvibes1230
@folkvibes1230 4 ай бұрын
Hetki brsha sasan kala k unati kala ho
@folkvibes1230
@folkvibes1230 4 ай бұрын
Dem banabar unati kala k nabin babu
@RAMAKANTABARIK-ce4vq
@RAMAKANTABARIK-ce4vq 4 ай бұрын
ଦୁର୍ନୀତିକୁ ମୂଳପୋଛ କରିବାକୁ ନବୀନ ଛାଡିଛନ୍ତି ୫-ଟି ଅସ୍ତ୍ର
@PrahaladKadraka-l6o
@PrahaladKadraka-l6o 4 ай бұрын
ଛି ଛି ରେ ଓଡ଼ିଶା ଲୋକ ତୁମେ କେମିତି bjd ପାର୍ଟି କୁ ଯାଉଛ bjd ତୋ ଓଡ଼ିଶା କୁ ନଷ୍ଟ କଲାଣି ପୁଣି ତାଙ୍କ ପାକକୁ ଯାଉଛ
@bmn2568
@bmn2568 4 ай бұрын
ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ଭୋଟର ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଏ ରନ୍ଧାରୀ ବାବୁ ଆମ ନିର୍ବାଚନ ମଣ୍ଡଳୀ ର ଲୋକ ନୁହେଁ ଏ ହେଉଛନ୍ତି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଲୋକ ଏଠି ଅନେକ bjd ନେତା ଥାଇ ମଧ୍ୟ ତାଙ୍କୁ ଟିକେଟ ନ ଦେଇ ଜଣେ ଭଡାଟିଆ ନେତା ଙ୍କୁ ମୈଦାନରେ ଉତ୍ତାରିଛି ଭୋଟର ଙ୍କୁ ଜରି, ଇଲ୍ଲା, ହଣ୍ଡା ଡେ଼କଚି ଆଲାମ ଶାଢ଼ୀ, ଟେଣ୍ଟ, ଟଙ୍କା ବାଣ୍ଟି ଭୋଟ କିଣି ନେବାକୁ ଚେଷ୍ଟା କରୁଛି ଏହି ପ୍ରଲୋଭନ ରେ ପଡନ୍ତୁ ନାହିଁ ଗତ 5ବର୍ଷ ରେ ଏ ଅଞ୍ଚଳ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସି ଥିଵା କାମକୁ ଦଳୀୟ କର୍ମୀ ଙ୍କ ଠାରେ 20%pc ରେ ବିକ୍ରି କରି ସେହି ଟଙ୍କାରେ ଲୋକଙ୍କୁ ଆଲାମ ଶାଢ଼ୀ, ହଣ୍ଡା ଡାକଚି, ଟେଣ୍ଟ ଦେଇ ଲୋକଙ୍କୁ ପ୍ରଭାବିତ କରି ଭୋଟ ନେଇ ଜିତି ଲୋକଙ୍କୁ ନେଇ ବେପାର ଚଳାଇ ଛନ୍ତି ତେଣୁ ସଚେତନ ହେବା ଏ ଅନ୍ଧାରି ଶାସନ ରୁ ମୁକ୍ତି ପାଇବା ଜଣେ ଦକ୍ଷ, ଶିକ୍ଷିତ ପରୋପକାରୀ ନେତାଙ୍କୁ ଭୋଟ ଦେଇ ଜିତାଇ ଏ ଅଂଚଳ ର ଉନ୍ନତି ରେ ସହାୟକ ହେବା ଆଜିର ସ୍ଥିତି ରେ ଡ଼ଃ. ଲିପିକା ମାଝୀ ଜଣେ ଶିକ୍ଷିତ, ଦକ୍ଷ ପରୋପକାରୀ ନାରୀ ନେତ୍ରୀ ଅଟନ୍ତି ତାଙ୍କୁ "ହାତ "ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇ ଏ ଅଞ୍ଚଳ ର ବିକାଶ ରେ ସହାୟକ ହୁଅନ୍ତୁ..... ଧନ୍ୟବାଦ......
@jayagouda9806
@jayagouda9806 4 ай бұрын
ସବୁ ସରିଗଲା ରନ୍ଦାରୀ ଵାବୁ
@NNNNK959
@NNNNK959 4 ай бұрын
ଡାବୁଗାଁ ଏ ମେ ଲେ ହେମିତି ମିଛ କଥା କୁହନ୍ତି
@skjeetbhai
@skjeetbhai 4 ай бұрын
Right bro
@sanubhatra3002
@sanubhatra3002 4 ай бұрын
Right
@lachhmanpujari6507
@lachhmanpujari6507 4 ай бұрын
ମୁଁ 🙏 ଯୋଡ଼ି କଉଛି ଡାବୁଗାଁ ନିର୍ବାଚନ ମଣ୍ଡଳୀର ମା ବାପା ଓ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ବିଜେଡି ହଟାଅ ଓଡ଼ିଶା କୁ ବନ୍ଚାଅ ଶଂଖ ଚିହ୍ନ କୁ ଭୋଟ ଦିଅନ୍ତୁ ନାହିଁ ।
@niharbapi
@niharbapi 4 ай бұрын
ନିଶ୍ଚିତ ଆଜି ଏମାନେ କୋଟି କୋଟି ଟଙ୍କା ଆତ୍ମସାତ କରି ଧନୀ.... ତେଣୁ ଏମାନଙ୍କୁ ଉଚ୍ଚିତ ଶିକ୍ଷା ଦେବାଲାଗି ନିଜ ମୂଲ୍ୟବାନ ଭୋଟ ଭାବି ଚିନ୍ତି ଦେବେ.... କାରଣ ଏମାନେ ଏବେ ଆସି ତୁମ ଗୋଡ ଧରିବେ ଆଉ ତାପରେ କଣ ହୁଏ ଡାବୁଗାଁ ବାସୀ ଭଲ ଭାବେ ଜାଣିଛନ୍ତି...... ପରିବର୍ତନ କରି ଓଡିଶାକୁ ବଞ୍ଚାନ୍ତୁ..... 🙏
@RiptKhora
@RiptKhora 4 ай бұрын
Nice speech sir
@RajuDasraj631
@RajuDasraj631 4 ай бұрын
ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@RinaRath701
@RinaRath701 4 ай бұрын
ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଏବେ ନବୀନ ପଟ୍ଟନାୟକଙ୍କ ସବୁଠୁ ବଡ ପ୍ରାଥମିକତା
@trinathmajhi9563
@trinathmajhi9563 4 ай бұрын
Kosaguda re ku pakre callej aachi micha katha
@JagdishGouda-c6v
@JagdishGouda-c6v 4 ай бұрын
କଂଗ୍ରେସ ଜିନ୍ଦାବାଦ
@chintubhatra8355
@chintubhatra8355 4 ай бұрын
ଜୟ ବିଜେଡି
@RajeshKumar-vk8qp
@RajeshKumar-vk8qp 4 ай бұрын
Maghya lajya laguni aahuri pandiya ky mundare basoucha Jadi tuma pandiya sir 5t kari sabu bhala kama karuthile tahale eave aau sea site kn pain kholuni tu jeun chilouchu laguchi tate pandiya kahichi bodhe kicchi gote bada Post deba seithipin tu eate chhodi heuchu
@padamsengouda5323
@padamsengouda5323 4 ай бұрын
Bjd jindabad
@PramodMali-hz7ht
@PramodMali-hz7ht 4 ай бұрын
ଧନ୍ୟବାଦ ମନୋହର ବାବୁ ତମ ଭାଷଣକୁ ଆମେ କେତେ ଥର ଶୁଣିଛୁ ତମ ଭାଷଣ ସେତିକି ଥାଉ ଆଜକୁ ୨୫ବର୍ଷ ହେଲା ଶୁଣିହାସୁଛୁ
@ghasiamajhi2365
@ghasiamajhi2365 4 ай бұрын
ଧାନ ର ମୂଲ୍ୟ ନାଇ ସଂଗ୍ଲିସ ତ ନା ୩୧୦୦ଟଙ୍କା ବନାଉଅସ କି ସେତ୍କିଚି ରେଟ ରେଉଅୟ
@NaveenDas138
@NaveenDas138 4 ай бұрын
ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...
@skjeetbhai
@skjeetbhai 4 ай бұрын
ତର୍ ପରି ନେତା ଦରକାର ନାହିଁ ଚାଳ ହଟ୍
@Mrpritam265
@Mrpritam265 4 ай бұрын
କୁ ପିଲା ମାନଙ୍କୁ କମ୍ପ୍ୟୁଟର ଦିହାହେଉଚି କିଏ ? ଦେଉଛି ଚାଉଳ
@MansingBhatra-wv7ff
@MansingBhatra-wv7ff 4 ай бұрын
On1modi
@sukantpatnaik3187
@sukantpatnaik3187 4 ай бұрын
ବିଜେଡ଼ି ସରକର ଓଡ଼ିଶା ର ସବୁ ଖଣି ଖଦାନ ବିକିଦେଲା ଭାଈ ତୁମେ ଏମ ଏଲ ଏ ଖଣ୍ଡେ ହୋଵ ବଲି ଏତେ ଟେକୁଚ। ଆନ୍ଧ୍ରା,chatisgad, ଭାରତ ସାରା ଅନ ବିଜେପି ଦୋଳ ଭତା 2000 ଦେଉଚୋନ୍ତି ।
@hirasingbhatra6097
@hirasingbhatra6097 4 ай бұрын
Bhauta badia hace BJD Jay 🎉🎉🎉🎉🎉🎉❤❤❤❤❤❤
@RiptKhora
@RiptKhora 4 ай бұрын
Jay Naveen
@rukhyarajpujari2109
@rukhyarajpujari2109 4 ай бұрын
ଆମର ପ୍ରିୟ ନେତା ରନ୍ଧରି ବାବୁ ଆୟ ଜାନୁ କାୟ। ମାତର କତା କୋଇବାଠା ଓଲପ ଟିକ୍ କରି କୁଆ ଆଜ୍ଞା ନବୀନ ସରକାର ଜେବେନୁ ଆସିଲା ଆମର ଦୁକ୍ ସୁଖ ଚାଡ଼ି ଗୋଲା ବୋଲେ ମୋରିଯିବୁ କି ନାହିଁ.. ସୁଖ ଚାଡି ଗୋଲା ବୋଲେ
@sanjisonmati
@sanjisonmati 4 ай бұрын
🎉
@sabhasenmajhi3606
@sabhasenmajhi3606 4 ай бұрын
Aau vala unnati haba
@Animation-1Dreams.
@Animation-1Dreams. 4 ай бұрын
❤❤
@SushantaMangali-r4d
@SushantaMangali-r4d 4 ай бұрын
Bala boss
@Skoraputia_8
@Skoraputia_8 4 ай бұрын
Very good ❤❤❤❤
@SunadharJani-qh2wi
@SunadharJani-qh2wi 4 ай бұрын
ଶଙ୍ଖ ଛିନ ଜିନ୍ଦାବାଦ, ପ୍ରଦୀପ ମାଝୀ,,ଜିନ୍ଦାବାଦ ନବିନ ପଟ୍ଟନାୟକ ,
@DasrathBhatra-143
@DasrathBhatra-143 4 ай бұрын
Danaybad randari sir ama desia neta jindabad
@radheshyamsarkar2496
@radheshyamsarkar2496 4 ай бұрын
ମିଛୁଆ ବିଜେଡି ଚାଉଳ ତୋର ବାପା ନବୀନ ଦେଉନି ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି
@SurajKumar-id9jd
@SurajKumar-id9jd 4 ай бұрын
Lajawab speech Randhari sir really 😅
@samuelJani-og6nx
@samuelJani-og6nx 4 ай бұрын
Matra dadan band hela nhi
@IndraGouda-j6d
@IndraGouda-j6d 4 ай бұрын
ମନୋହର ରନ୍ଧାରି ଆଉ ପ୍ରଦୀପ ମାଝୀ ଏ ଦୁଇଜଣ କୁକୁର ଫରି ହାରିଵ
@RajeshKumar-vk8qp
@RajeshKumar-vk8qp 4 ай бұрын
Maghya eate chilana tanti chhidi jiba 😂😂😂😂
@BaidannathSahu
@BaidannathSahu 4 ай бұрын
Nabin patanyak jindabad rames Chandra Majhi jindabad
@LaxmuBhatra-eg5hk
@LaxmuBhatra-eg5hk 4 ай бұрын
Thankyou randhari sir
@lachhmanpujari6507
@lachhmanpujari6507 4 ай бұрын
ଓଡ଼ିଶା ରେ ତାମିଲ ଶାସନ ଚଲିବ ନାହିଁ ।
@RajeshKumar-vk8qp
@RajeshKumar-vk8qp 4 ай бұрын
Aau aama odisha ra CM jahankara aagaru kebe dekha nathila aau eave vote pain panjuri ru baharaku ashile aau vite sarile puni panjuri re pasijibe
@damugouda5641
@damugouda5641 4 ай бұрын
Nobino jeuti dadno seti
@tanvi-ww8op
@tanvi-ww8op 4 ай бұрын
Uneducated badhe Sethi pai dadnaejauchhu loja laguni
@tanvi-ww8op
@tanvi-ww8op 4 ай бұрын
Uneducated badhe Sethi pai dadnaejauchhu loja laguni ki
@SantiKalar
@SantiKalar 3 ай бұрын
Horigola
@Mrpritam265
@Mrpritam265 4 ай бұрын
+3 pila ku 10000 dela ki pai 10th pila ku dela nhi 18year hei nhi
@sukmannayak6716
@sukmannayak6716 4 ай бұрын
Jay Congress
@GuptaPrasad-g6w
@GuptaPrasad-g6w 4 ай бұрын
ଜରି ଇଲା ଛା ଦେଶୀ
@RameswarPujare
@RameswarPujare 4 ай бұрын
By
@Buddhi118
@Buddhi118 4 ай бұрын
ମାଗଣା ଚିକିତ୍ସା, ପେଟକୁ ଭାତ । ନବୀନ ସରକାରଙ୍କ ପାଇଁ ଜୀବନ ସୁରକ୍ଷିତ । ସାରା ଓଡିଶାକୁ ନିଜ ପରିବାର ଭାବନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
@surendrabenia6046
@surendrabenia6046 4 ай бұрын
Kete ମିଛ କଥା କହୁବ ସଲେ
@manajanimana5932
@manajanimana5932 4 ай бұрын
Kangumajiguda bjd karmi 150 vote pichaa ଦେଉଚି
@iamdesiahiro
@iamdesiahiro 4 ай бұрын
Lipika Majhi jindabad
@manajanimana5932
@manajanimana5932 4 ай бұрын
150 re vote jitibanahi
@RAJENDRAMAHAPATRA-ph5ou
@RAJENDRAMAHAPATRA-ph5ou 4 ай бұрын
ଦେଶରେ ଶ୍ରେଷ୍ଠ, ଓଡ଼ିଶାରେ ଜନପ୍ରିୟ ନେତାର ପରିଚୟ ହାତେଇଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ
@parsuram9846
@parsuram9846 4 ай бұрын
Lak mankar dukh,sukh nanadi samashya,shikhya,service khyeatrare unnathi ann and odisha ku bikash dharare panhchao, bikash kare nischhay jitib.
@SahebMajhi-wn5nc
@SahebMajhi-wn5nc 4 ай бұрын
Manahar sir jindabad 💯💯💯💯
@Loveyouall-o6c
@Loveyouall-o6c 4 ай бұрын
Nabin bolo kintu tume bolo nuho
@Cricketer_bapi
@Cricketer_bapi 4 ай бұрын
Congress jindabad
@PurnaGolari-i6c
@PurnaGolari-i6c 3 ай бұрын
😊 rahu
@ddp39395
@ddp39395 4 ай бұрын
ତମର ଜଉ ବଳି school ଆଉ ଯୋଜନା ଶଳା vishakptnam, haidrabad, chenai ଯିବା ପାଇଁ ରାସ୍ତା କରୁଚରେ କାଙ୍ଗାଳି ଦଳ ଆଉ ଆମର ଜଉ ଶଳା ଲୋକ ଘୁଗ ଖାଇଦହୁଛନ୍ତି , ସରକାର ପରିବର୍ତ୍ତନ କରରେ ଭକୁଆ ଲୋକ ଏକଚାଟିଆ ଶାସନ ଚାଲିଛି କେବେ ବୁଝିବ 😮😢😢😢 ପରିବାରର ଜଣେ ବାହାର ରାଜ୍ୟରେ ନ ଗଲେ ଘର ଚାଲୁନାହିଁ ସେ ଲୋକ ପୁଣି ନବୀନ । ମୁଁ କୌଣସି ଦଳୀୟ କର୍ମୀ ନୁହଁ ଆମେ ସରକାର ପରିବର୍ତ୍ତନ ଚାହୁଁ ବାକି ଆପଣଙ୍କ ଇଛା 🙏🙏🙏🙏🙏 ଧନ୍ୟବାଦ୍
@kamalupujari4332
@kamalupujari4332 4 ай бұрын
Chatish god 3100 dhano ret dek bhai he pakar rajio se man najanot 2080kuntal he o onda jane na 25 borse hela koraput kichi bi nai bjd
@DurjyaBhatra-h5y
@DurjyaBhatra-h5y 4 ай бұрын
Ki Baloa karibu
@ramoharijan
@ramoharijan 3 ай бұрын
🎉😂ramo hàrijn
@ShailendraHarijan-ji3ye
@ShailendraHarijan-ji3ye 3 ай бұрын
Hoire maiginya 1000 tanka kiyedebe
@TankadharMajhi-vf9mu
@TankadharMajhi-vf9mu 4 ай бұрын
Indera bad gru ku madiy5lack karebatkhta Sadi ku1000 tanka
@dashrathbhatra4028
@dashrathbhatra4028 4 ай бұрын
Katha hay aka na mal kamore pura bhekar
@AnilharijanAnil-n9c
@AnilharijanAnil-n9c 4 ай бұрын
Hi
@LaluBhatra-pt7gr
@LaluBhatra-pt7gr 4 ай бұрын
25 year 😂😂
@padampujari9698
@padampujari9698 4 ай бұрын
Balo na
@CHINMAYA683
@CHINMAYA683 4 ай бұрын
କୃଷି ଠାରୁ କ୍ରୀଡା । ମହିଳା ସଶକ୍ତିକରଣରୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ । ୨୫ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ନବୀନ ସରକାର ।
@iamdesiahiro
@iamdesiahiro 4 ай бұрын
Congress jindabaad
@kamalmuduli1797
@kamalmuduli1797 4 ай бұрын
👌👌👌👏👏👍👍👍Amar neata desia neata mhanar randar thankyou
@Binodkoraputia
@Binodkoraputia 4 ай бұрын
Kete pilamarla hisaba kanaidehi
@surendrabenia6046
@surendrabenia6046 4 ай бұрын
Bala tame jete kara ithara BJP hi asiba
@MansingBhatra-wv7ff
@MansingBhatra-wv7ff 4 ай бұрын
No1bjp
@AnantaramMajhi-o6g
@AnantaramMajhi-o6g 4 ай бұрын
କନ ଭଟନାୟ ଦୀଆଶ ବଳଚେନା BJD କେ BJDକେ ଏକାଦୀଆଷ
@ShobhaBhatra-x6r
@ShobhaBhatra-x6r 4 ай бұрын
Bjd jindabad
@ShailendraHarijan-ji3ye
@ShailendraHarijan-ji3ye 3 ай бұрын
Muna gute deiki hame 1000 Tonka deluboli kouchho
@chandramajhi3795
@chandramajhi3795 4 ай бұрын
BJD jindabad
@punitsamarath9583
@punitsamarath9583 4 ай бұрын
Kosagumuda degree College kouthi achhi
@KishorMalik-v3s
@KishorMalik-v3s 4 ай бұрын
BJD
@rahul-gu5hp
@rahul-gu5hp 4 ай бұрын
Go back go back bjd go back ..
@BabirajJani
@BabirajJani 4 ай бұрын
Jay bjd
Apple peeling hack @scottsreality
00:37
_vector_
Рет қаралды 128 МЛН
Will A Guitar Boat Hold My Weight?
00:20
MrBeast
Рет қаралды 216 МЛН
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 43 МЛН
Apple peeling hack @scottsreality
00:37
_vector_
Рет қаралды 128 МЛН