Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia

  Рет қаралды 1,116,670

Spiritual Knowledge Odia

Spiritual Knowledge Odia

Күн бұрын

Пікірлер: 1 400
@jagannathbaba4035
@jagannathbaba4035 Жыл бұрын
ମୋ ବାପା ଜଗନ୍ନାଥ ଧନ ଯାହାକୁ ରଖିବେ ,ତାକୁ ବିଶ୍ବ ବ୍ରହ୍ମାଣ୍ଡ ର କୌଣସି ଶକ୍ତି ନାହିଁ ତାକୁ ମାରି ଦେବ। ଆରେ ମୋ ମହା ପ୍ରଭୁ କାଳ ଠାରୁ ବି ମହା କାଳ, ବିପଦ ଠାରୁ ବି ମହା ବିପଦ,ଆଉ ଭାଗ୍ୟ ଠାରୁ ମହା ସୌଭାଗ୍ୟ,ବହୁତ୍ କୃପା ମୟ ମୋ ବାବା ଜଗନ୍ନାଥ ଧନ। ସବୁ କାମ ରେ ମହା ପ୍ରଭୁ ଜଗନ୍ନାଥ ଙ୍କ ଦସ୍ତଖତ ନ ହେଲେ ସେ କାମ ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ହୋଇ ରହିଯିବ। ଜୟ ଜଗନ୍ନାଥ
@priyankapuri3736
@priyankapuri3736 Жыл бұрын
Right se bhakat bhabate bandha❤❤🙏🙏 Jay jagannth 🙏🙏
@jagannathbaba4035
@jagannathbaba4035 Жыл бұрын
@@priyankapuri3736 ଆମ କାଳିଆ ଜୟ ହେଉ
@ShreeJagannathBhakti
@ShreeJagannathBhakti 7 ай бұрын
ଜୟ ଜଗନ୍ନାଥ 🙏
@ranjanghadei1607
@ranjanghadei1607 5 сағат бұрын
Jay jagannath
@pramoddas5044
@pramoddas5044 Күн бұрын
Jay shree jagannath swamy nayana patha gami vaba tuma
@rabindrapatro3569
@rabindrapatro3569 Жыл бұрын
ସେ ତ ଭକତ ଭାବରେ ବନ୍ଧା,ଭାବକୁ ନିକଟ ଅଭାବକୁ ଦୂର,ଭାବ ବିନୋଦିଆ ଭାବର ଠାକୁର।‌ହରିମାରେ ରଖେ କିଏ ,ରଖେ ହରି ମାରେ କିଏ।ଜୟ ଜଗନ୍ନାଥ, ଦାସ ତୁ ତୋ ଦାସର, ଗୁହାରି ମଣିମା 🙏
@basantidash6695
@basantidash6695 Жыл бұрын
Play
@manojmuduli1901
@manojmuduli1901 Жыл бұрын
Jay Jagannath 🙏 🙏 🙏 😢😢❤❤❤❤❤❤❤❤❤❤❤❤❤
@mrsanjib8269
@mrsanjib8269 Жыл бұрын
🙏 ପ୍ରଭୁ 🙏
@manoranjansahoo5142
@manoranjansahoo5142 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏
@narayandalai9799
@narayandalai9799 Жыл бұрын
hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴 radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀🍀
@sudhansusekharsahoo8742
@sudhansusekharsahoo8742 Жыл бұрын
ଜଗତରେ ପାଇବୁନି ଏମିତି ଠାକୁର ଟିଏ...ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ...ଭକତିରେ ଦେଲେତାକୁ ରାନ୍ଧିକି କାଣିଯେ ଖୁଦ...ସେଇ ଖୁଦ ହେଇ ଯାଏ.. ଅବଢ଼ା ମହାପ୍ରସାଦ 😇🙏❤️
@anjankumar7649
@anjankumar7649 Жыл бұрын
Jay jagannath swami nayana patha gami bhobo tume dhanya he prabhu ptume dhanya tumo lila🙏🙏🙏🙏🙏
@purnachandradas4593
@purnachandradas4593 Жыл бұрын
ଜଣେ ସେବାୟତଙ୍କର ବାସ୍ତବ ଅନୁଭବ ବେଶ୍ ହୃଦୟସ୍ପର୍ଶୀ। ଜୟ ଜଗନ୍ନାଥ।
@smart2gamer562
@smart2gamer562 6 ай бұрын
Jay jagannath ❤
@jotin_kumar
@jotin_kumar Жыл бұрын
ଏ ଜଗତ ରେ କେହି ବିଶ୍ୱାସ କରୁ ବା ନକରୁ ❤ମୁ କିନ୍ତୁ ସବୁବେଳେ ତିନିଠାକୁର ଙ୍କୁ ଅପାର ବିଶ୍ୱାସ କରେ 🙏🏻🚩ଜୟ୍ ଜଗନ୍ନାଥ ⭕❗⭕
@Kumarsatish2088
@Kumarsatish2088 9 ай бұрын
Jai jagannath
@theanimal3153
@theanimal3153 9 ай бұрын
ଜୟ ଜଗନ୍ନାଥ❤😂❤
@TheDailyDose015
@TheDailyDose015 9 ай бұрын
Jay Jagannath ❤
@himanshurana3157
@himanshurana3157 7 ай бұрын
🙏🏻🙏🏻🙏🏻🙏🏻🙏🏻🙏🏻
@parsuramnayak4185
@parsuramnayak4185 7 ай бұрын
⁹⁹
@Kkgroupstudio
@Kkgroupstudio Жыл бұрын
କି ଭାଗ୍ୟ ଆପଣଙ୍କର ମହାବାହୁ ଙ୍କ ସେବା କରୁଛନ୍ତି । ମହାପ୍ରଭୁ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ। । 🙏🙏🙏🙏🙏🙏
@rakeshmahanty7320
@rakeshmahanty7320 6 ай бұрын
କାଇଁ ଆପଣ ବୋଧେ ଘରେ ବି ଭଗବାନ୍ ଙ୍କୁ ପୁଜା ବି କରୁ ନାହାନ୍ତି କି,
@Kkgroupstudio
@Kkgroupstudio 5 ай бұрын
ଆପଣଙ୍କର ମହା ପ୍ରଭୁ ଜଗନ୍ନାଥ ଙ୍କ ପ୍ରତି କାହାର ଭାବନା ବିଷୟରେ କିଛି ଜ୍ଞାତ ନାହିଁ ଭଲ ହେବ ଆପଣ ଆପଣଙ୍କ ବିଷୟରେ ଚିନ୍ତା କରନ୍ତୁ ମୁଁ ଏଠି କାହା ମତାମତ ମାଗୁନି
@omprakashpadhi3657
@omprakashpadhi3657 9 ай бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ନ କୃଷ୍ନ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
@sidharthasatapathy3491
@sidharthasatapathy3491 Жыл бұрын
ଚିନ୍ତା ଚେତନାରେ ଭକ୍ତି ଭାବନାରେ ରହିଛି ସ୍ଥିତି ତୁମର, ତୁମେ ଅନୁଭଵର ଠାକୁର ।। ❤️
@saileshsekharmahanta1156
@saileshsekharmahanta1156 Жыл бұрын
ତୁମରି ନାଆଁ ରେ ସକାଳ ଆରମ୍ଭ,ତୁମରି ନାଆଁ ରେ ସଞ୍ଜ ହୁଏ, ଜୟ ଜିଗଦିଶ ହରେ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।
@indian_villagers1
@indian_villagers1 Жыл бұрын
ଏହା ଏକ କୋହ ଭରା ଭାବପୂର୍ଣ୍ଣ କଥା ❤😢 ତୁମରି ନାମରେ ମଣିଷ ଜନମେ ତୁମରି ନାମରେ ମଣିଷ ମରେ ଜୟ ଜଗଦୀଶ ହରେ।
@diptimishra7735
@diptimishra7735 Жыл бұрын
ଆପଣ ମାନେ ପ୍ରଭୁଙ୍କ ସେବାରେ ସେ ସବୁ ବେଳେ ରକ୍ଷା କରିବେ ତାଙ୍କ ଭକ୍ତ କୁ 🙏
@sarojlinu8342
@sarojlinu8342 Жыл бұрын
ମହାପ୍ରଭୁ ମୋ ଡାକ କେବେ ଶୁଣିବେ
@PuriDarshan
@PuriDarshan Жыл бұрын
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ, ସେ ପରା ଭାବର ଠାକୁର ପୁଣି ହଟିଆ ଠାକୁର ପୁଣି ଭକ୍ତର ଭଗବାନ. ଆପଣଙ୍କ କଥା ଦିନେ ନା ଦିନେ ଶୁଣିବେ 😊🙏
@devilskk1955
@devilskk1955 9 ай бұрын
କର୍ମହିଁ ଭଗବାନ🙏🏻
@LakshmipriyaSahu-un9rd
@LakshmipriyaSahu-un9rd 6 ай бұрын
ସଦା ବେଳେ ସବୁବେଳେ ଶୁଣିବାକୁ ଅଛନ୍ତି. ଖାଲି ଡ଼ାକିବ
@MusicMantraMusic
@MusicMantraMusic Жыл бұрын
କୋଟି ପୂର୍ଣ୍ୟ କରିଥିଲେ ମହାପ୍ରଭୁ ଙ୍କ ସେବା କରିହେବ 🙏🏻
@GobindaChandraSatapathy-se5yr
@GobindaChandraSatapathy-se5yr 6 ай бұрын
ବାବୁ ରେ ତୋର ବହୁତ ଭାଗ୍ୟ, ତୁ କାଳିଆର ପତିତପାବନ ବାନା କୁ ବାନ୍ଧି ତାର ପତିତ ଉଦ୍ଧାର ଭାବ ର ଟେକ ରଖିବା ପାଇଁ, ସେହିପରି ଭାବ କାଳିଆ ଉପରେ ରଖି ସେବା ଜାରିରଖ, କାଳିଆ ତୋତେ ଦୀର୍ଘାୟୁ କରନ୍ତୁ ତାର ସେବା ଜାରିରଖିବାପାଇଁ, ସେ ତୋତେ ସବୁବେଳେ ଏହିପରି ସହାୟ ହୁଅନ୍ତୁ, ଜୟ ଜଗନ୍ନାଥ
@drajaykumarpanda8013
@drajaykumarpanda8013 Жыл бұрын
ଜୟ ଜଗନ୍ନାଥ ପ୍ରଭୂ କୋଟି ପ୍ରଣାମ। ସତରେ ତୁମେ ଭାବର ଠାକୁର। ଭକ୍ତ ପାଇଁ ସଦାବେଳେ ଘଣ୍ଟ ଘୋଡ଼ାଇ ରଖିଥାଓ।
@bibhutibhusanpanda9067
@bibhutibhusanpanda9067 8 ай бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
@seshadebjhankar1571
@seshadebjhankar1571 Жыл бұрын
ରଖେହରିତ ମାରେ କିଏ ସେତ ଭକତ ଭାବରେ ବନ୍ଦା 🙏🙏ଜୟ ଜଗନ୍ନାଥ
@niharikabhoi2839
@niharikabhoi2839 10 ай бұрын
ଭାବ ବିନୋଦିୟା ଭାବ ର ଠାକୁର ଭାବ କୁ ନିକଟ ସେତ ଅଭାବ କୁ ଦୂର ଜୟ ଜଗନ୍ନାଥ ⭕‼️⭕🙏
@rasmitamaharathy6734
@rasmitamaharathy6734 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏❤️🙏
@babunamallick5594
@babunamallick5594 Жыл бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର ତେଣୁ ବ୍ହକ୍ତି ଓ ଭାବରେ ଜିଏ ତାଙ୍କୁ ଡାକିଚି ପ୍ରଭୁ ତାଙ୍କୁ ନିଶ୍ଚିତ ଶାହା ହୋଇଛନ୍ତି, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ
@purviarts8784
@purviarts8784 Жыл бұрын
ଆମ କାଳିଆ ସାନ୍ତେ ଭାରି ଭକ୍ତ ପ୍ରେମି 🙏🏽🙏🏽
@saneswargupta401
@saneswargupta401 Жыл бұрын
Jai jagannath 🙏
@jagarnathbaba156
@jagarnathbaba156 Жыл бұрын
Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell
@jagarnathbaba156
@jagarnathbaba156 Жыл бұрын
Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell
@SubhashreeMohanty-b8s
@SubhashreeMohanty-b8s Ай бұрын
ଆପଣ ଙ୍କ ଅନୁଭୂତି ରେ ଆଖି ରେ ଲୁହ ଆସିଗଲା ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏🙏🙏🙏🙏🙏
@smrutisudhanayak9330
@smrutisudhanayak9330 Жыл бұрын
🙏 ଜୟ ଜଗନ୍ନାଥ 🙏ଯାହାର ଯେଉଁ ଭାବଦେଖି।ନାବ ମୁଁ ଦିଅଇ ସଳଖି।।
@ranjankumarbarik8548
@ranjankumarbarik8548 5 ай бұрын
Bah Bah Bah Jai Jagannath Swami Nayana Patha Gami Bhaba Tume 🙏🎉❤🤗
@jyotsnamahapatra6349
@jyotsnamahapatra6349 Жыл бұрын
ଭାଇ ତୁମେ ବହୁତ ଭାଗ୍ୟବାନ ତୁମେ ମହାପ୍ରଭୁଙ୍କ ସେବା କରୁଛ । ତୁମେମାନେ ସତ୍ୟଯୁଗର ଶ୍ରୀରାମଚନ୍ଦ୍ରଙ୍କ ପାଖରେ ତପି । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପାଖରେ ଗୋପୀ ହୋଇଥିଲ । କଳଯୁଗରେ ତୁମେ ସବୁ ମହାପ୍ରଭୁଙ୍କ ସେବକ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏🙏
@gurucharansahoo9577
@gurucharansahoo9577 Жыл бұрын
ଆଶ୍ଚର୍ଯ୍ୟ 🤔🤔 ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ନମଃ 🌹🌹🌹🌹🌹🙏🙏🙏🙏🙏
@limalimallik6088
@limalimallik6088 Жыл бұрын
Mo prabhu samastanku sabu bipadaru udhara karanti se sabu bele ama pakhare achhanti 🙏
@santhoshg3593
@santhoshg3593 Жыл бұрын
Jay Jagannath Swamy Nayan path game bhaba tume
@soumyaranjandas678
@soumyaranjandas678 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻❤️ ହେ ମଣିମା , ତୁମେ ହିଁ ସୃଷ୍ଟି ତୁମେ ହିଁ ସର୍ବୋତ୍ତମ 🙏🏻ଆପଣଙ୍କ ପାଦ ପଦ୍ମ ତଳେ କୋଟି କୋଟି ଅନନ୍ତ ପ୍ରଣାମ 🙏🏻
@manasmantry9610
@manasmantry9610 Жыл бұрын
🙏 Jai 🙏 shree 🙏 jagannath 🙏 Swami 🙏 Nayana 🙏 Patha 🙏 gami 🙏 bhaba 🙏 tume 🙏 Jai 🙏🙏🙏🙏🙏🙏🙏
@sanjitapatra5925
@sanjitapatra5925 Жыл бұрын
ପ୍ରଭୁ ମୋ ଡାକ କାହିଁକି ଶୁଣୁନାହାନ୍ତି 😢😢😢ଆପଣ ତୋ ସବୁବେଳେ ସମସ୍ତ ଙ୍କ ସବୁ ଦିଅ
@sasmitadas5863
@sasmitadas5863 Жыл бұрын
Sir apana nka sabu video dekhe bahut vla lage Prabhu jagannath apananku sabu bele ae bhali bhalare rakhantu
@soumyaranjansahoo1409
@soumyaranjansahoo1409 Жыл бұрын
Apana Bohut Bada Bhakta apana Seva କରିପାରୁଛନ୍ତି ମହା ପ୍ରଭୁ kna
@pratikrazz4514
@pratikrazz4514 Жыл бұрын
ଜୟ ଜଗନ୍ନାଥ.....ଆପଣ ହେଉଛନ୍ତି ଦାସ ର ଦାସ ର ଦାସ......ଆପଣଙ୍କ ସାଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି.......ଆପଣ ବହୁତ ମହାନ.... ଆପଣ ଜଗନ୍ନାଥ ଙ୍କ ସେବା କରୁଛନ୍ତି......ଯେଉଁ ଫଳରେ ମହାପ୍ରଭୁ ଆପଣଙ୍କୁ ବଞ୍ଚେଛନ୍ତି........
@sujitkumarsahoo7379
@sujitkumarsahoo7379 Жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏🚩 ମହାପ୍ରଭୁ ଙ୍କ ଅଶେଷ କରୁଣା ତାଙ୍କ ଭକ୍ତମାନଙ୍କ ଉପରେ 🙏🚩
@subratsahoo379
@subratsahoo379 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🙏🙏❤️😊😊😊
@upperprimaryodisha3797
@upperprimaryodisha3797 Жыл бұрын
Jay Guru Jay Jagannath Jay Guru Jay Jagannath Jay Guru Jay Jagannath
@debasishnanda5453
@debasishnanda5453 Жыл бұрын
ସବୁଠୁ ବଡ଼ ସେବା ତୁମେ ହିଁ କରୁଛ ... ଧନ୍ୟ ତୁମେ
@srikarpadhiofficial7189
@srikarpadhiofficial7189 Жыл бұрын
Rakhe Hari mare kie Mare Hari rakhe kie. Mahaprabhu nka Bahut krupa tuma upare mo bhai. Tume Bahut bhagyaban. Sethi pain prabhunka krupaku anubhaba kariparicha. Jai Shri Jaganath 🌷🙏🙏🌷
@asishranjannath2427
@asishranjannath2427 Жыл бұрын
Jay maa bimala 🙏🙏 Jay shree jagannath 🙏🙏 mahaprabhu tumari naa re sakala aarambha tumari naa re Dina sare Jaya jaga disahare 🙏🙏
@malayachhotaray4450
@malayachhotaray4450 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🕉️🕉️🕉️🕉️🌺🌺🌺🌺🔱🔱🔱🔱🙏🏻🙏🏻🙏🏻🙏🏻🙏🏻
@anjalidash5073
@anjalidash5073 5 ай бұрын
Jay jagannath...he prabhu kete bada bipad ru rakhya kala...🙏🏻
@Mom_Son.Odia.Kitchen
@Mom_Son.Odia.Kitchen Жыл бұрын
ବହୁତ୍ ସୁନ୍ଦର୍ ଲାଗିଲା..Jay Jagannath
@subhasripraharaj151
@subhasripraharaj151 6 ай бұрын
Bahut bhaba purna anubhuti bhaina.. Heart touching.. You are very lucky and blessed 🙏 Jay Jagannath..bhaba re bandha mo kala thakura🙏🙏🙌🥺❤
@chengeyourlife5200
@chengeyourlife5200 Жыл бұрын
He jagannath prabhu mate rakhya karantu maha bahu...jai maa bimala maa...
@PrakashBehera-pz8re
@PrakashBehera-pz8re Жыл бұрын
ହେ ପଭୁ ଜଗନ୍ନାଥ ଜଗତରନାଥ ତୁମେ ହଁ ିସାହାଭରଶା
@ALMIGHTY-g1w
@ALMIGHTY-g1w Жыл бұрын
He prabhu 🙏🙏🙏🙏 tume hi ananta tume hi arambha...E papi ku udhari dia...
@biswaranjannayak9841
@biswaranjannayak9841 6 ай бұрын
ଯୁଗେ ଯୁଗେ ମହାବାହୁ ତୁମେ ତ ଭକ୍ତର। ତୁମ ମହିମା କଣ ଏ ମଣିଷ ବୁଝିବ ପ୍ରଭୁ, ହେ କରୁଣା ସାଗର, ହେ ଭକ୍ତ ବତ୍ସଳ ପ୍ରଭୁ ଏମିତି କରୁଣା ଥାଉ ଭକ୍ତ ପ୍ରତି ମଣିମା 🙏
@arjunbarik1629
@arjunbarik1629 8 ай бұрын
ମୋ ଠାକୁର ଜଗନ୍ନାଥଙ୍କ ଉପରେ ମୁଁ ଅଧମ ଅଗାଢ ବିଶ୍ୱାସ କରେ ଯୁଗେ ଯୁଗେ ଜଗନ୍ନାଥ ଜୟ ଜଗନ୍ନାଥ ସ୍ଵାମୀ 🙏
@daitariharijan4792
@daitariharijan4792 Жыл бұрын
🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏🙏
@pradeepmohanty2670
@pradeepmohanty2670 Жыл бұрын
ଜୟ ଜଗନ୍ନାଥ। ମହାପ୍ରଭୁ ଟିକେ କୃପା ରଖିଥିବେ । କୋଟି , କୋଟି, ପ୍ରଣାମ ମଣିମା । 🙏🙏🙏
@rajibtripathy7604
@rajibtripathy7604 Жыл бұрын
ଜୟ ଜଗନ୍ନାଥ,, ଭଗବାନ୍ ତମ ଦୁଃଖର କଷ୍ଟ କୁ ଦୂର କରିଦେଲେ
@snehansumohapatra8930
@snehansumohapatra8930 7 ай бұрын
Je pravu nkar seva auu bhakti re ruhe pravu taku sabu bele rakhya karanti sabu se pravu nka khela... Jay shri jagannath 🙏♥️
@ganeshpanigrahi5866
@ganeshpanigrahi5866 Жыл бұрын
🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ 🙏...
@puspaguru9117
@puspaguru9117 3 ай бұрын
ଜୟ ଜଗନ୍ନାଥ ଆପଣ ବହୁତ ଭାଗ୍ୟବାନ ପ୍ରଣାମ 🌹🌹🙏🙏
@lasyamayeeroutray8432
@lasyamayeeroutray8432 Жыл бұрын
You're really a blessed one. And the true bhakta of the Lord Jagannath. Jay Jagannath.
@ipsitapattnayak490
@ipsitapattnayak490 Жыл бұрын
Nana aapana satare maha kete mahan jagapakhare koti koti pranama kou purnya falare aapan jaga sebakaribaku aduniaaku aasichanti dhanya aapana 🙏🏻🙏🏻🙏🏻🙏🏻🙏🏻🙏🏻
@odiastorytvodia
@odiastorytvodia Жыл бұрын
ପ୍ରଭୁ ଙ୍କ ଏଇ ଅନୁଭୂତି ଶୁଣିବାକୁ ଭଲ ଲାଗେ 🥰🙏
@birajamishra
@birajamishra Жыл бұрын
Joy jagat arannatha
@brundabanpattnaik2311
@brundabanpattnaik2311 Жыл бұрын
You are really fortunate to be a servitor of LORD JAY Jagannath
@jayantibehera5126
@jayantibehera5126 6 ай бұрын
ଅଲୌକିକ ଅନୁଭବ ଜଗତକୁ ବାଣ୍ଟିଥିଵାରୁ ଆପଣଙ୍କୁ ଅଶେଷ ସାଧୁବାଦ।❤ ❤❤ ଜୟ ଜଗନ୍ନାଥ ❤❤
@anilmajhi7174
@anilmajhi7174 Жыл бұрын
Michha Duniya re gotie re satha Prabhu Jagannath 🙏🙏
@tiufhhty
@tiufhhty Жыл бұрын
Jay Jagannath Swami Nayan Patha Gami Bhava Tume🙏🙏❤️❤️❤️
@sushreesangita4827
@sushreesangita4827 Жыл бұрын
ଜୟ ଜଗନ୍ନାଥ। ❤️🙏 ଶିହରି ଉଠିଲି। 🙏
@adityamishra4263
@adityamishra4263 6 ай бұрын
Hey Dibabandhu ... mate rakhya kara bada thakura , balabhadra , jagannatha mahhaprbhu ....
@hemalinbiswal472
@hemalinbiswal472 Жыл бұрын
Mahaprabhu hey tuma shreepayara're koti koti pranam 👏 🚩 🌹
@hrudayaragita7961
@hrudayaragita7961 5 ай бұрын
ସୁନ୍ଦର କଥା ଜୟ ଜଗନ୍ନାଥ ମହାପ୍ରଭୁ ଭରସା ହୁଅନ୍ତୁ
@biswanathbehera1262
@biswanathbehera1262 Жыл бұрын
JAY JAGANNATH SWAMI NAYANA PATHA GAMI BHABA TUME 🙏🙏🙏🙏
@neinaaich7445
@neinaaich7445 5 ай бұрын
Prema kangalia te amma jaga....taku jie hrudaya dela se ta gala sidha ta pakhaku❤
@kishanbehera9993
@kishanbehera9993 Жыл бұрын
Jay shree Jagannath swami nkara jay 🙏🏿❣️
@pinkiswain9478
@pinkiswain9478 Жыл бұрын
Jay Jagannath maha Prabhu . Koti odia nka moudamani 💓🙏🙏🙏
@reenaranisethi1276
@reenaranisethi1276 Жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏
@sukantakumarbarik7244
@sukantakumarbarik7244 Жыл бұрын
Dhanya Bhakta Dbanya Bhagwan
@shokkumarbarik6856
@shokkumarbarik6856 Жыл бұрын
JAY JAGANNATH SWAMI🙏
@rohitgope4125
@rohitgope4125 Жыл бұрын
ମହାପ୍ରଭୁ ତମ ସହ ଅଛନ୍ତି ଭାଇ ତମର କଣ ହେବ ଜୟ ମହାପ୍ରଭୁ ଜଗନ୍ନାଥ 🙏🙏🙏🙏🙏🙏🙏🙏
@subhrajitsahoo5742
@subhrajitsahoo5742 Жыл бұрын
Jay jaganatha 🙏🙏🙏🙏🙏🙏🌹🌹🌹🌹🌹🌹🌺🌺🌺🌺🌺🌺
@devilskk1955
@devilskk1955 9 ай бұрын
କଳିଯୁଗରେ ଜୟ ଶ୍ରୀରାମ ଜୟ ଜଗନ୍ନାଥ
@raghunarhkarjee947
@raghunarhkarjee947 Жыл бұрын
ଭକ୍ତ ର ଭଗବାନ, ପ୍ରଭୁ ଜଗନ୍ନାଥ, ମହା ପ୍ରଭୁ ଙ୍କୁ କୋଟି କୋଟି 🙏🙏🙏🙏🙏🙏🙏🙏🙏🙏🙏🚩🚩🚩🚩🚩🚩!ଜୟ ଜଗନ୍ନାଥ !
@sonali8174
@sonali8174 6 ай бұрын
Jay shree Jagannath Swami Nayana Pathagyami Bhaba tume sagara Prabhu 😢😢😢😢😢😢😢😢😢😢😢😢😢😢😢😢😢😢😢😢😢
@khantiodishatoka3137
@khantiodishatoka3137 Жыл бұрын
ମୁହଁରୁ ମୋହର କିଛିବି ବାହାରୁନି ଖାଲି ଗୋଟିଏ କଥା କହିବି ଜୟ ଜଗନ୍ନାଥ 🙏🙌
@prabhatsahoo8461
@prabhatsahoo8461 Жыл бұрын
Jai jaganaath swami Jai jaganaath swami Jai jaganaath swami 🙏🙏🙏👏👏👏🌹🌹🌹
@BHAKTI_KATHA_STATUS
@BHAKTI_KATHA_STATUS Жыл бұрын
ଲୋକେ ସ୍ନେହ ପ୍ରେମ ବୁଝି ପରୁକି ନୋ ପାରୁ ହେଲେ ବିପଦ ବେଳେ ଜଗନ୍ନାଥ କୁ ନିଶ୍ଚୟ ବୁଝି ପରେ ଆଉ କାଳିଆ କୁ ଡାକେ ସେ ତୁମେ ହୁଅ ସେ ମୁଁ ହୁଏ ବିପଦରେ ହିଁ ଭଗବାନ କୁ ସମସ୍ତେ ଡାକନ୍ତି real ରେ ତୋ ବାପା ମାଆ କୁ ବାପା ମା ଗୋଟେ ଦିନରେ କମ୍ ସେ କମ୍ ୫ ରୁ ୧୦ ଥର ଡାକୁଛନ୍ତି ଆଉ ଜାଗା ପ୍ରେମ ରେ ଲୋକ ଦେଖାନିଆଁ ସୁନ୍ଦର ସୁନ୍ଦର comments karanti
@kuanrpur-1awc58
@kuanrpur-1awc58 Жыл бұрын
Jay Jagannath
@PITAMBARMAHALIK-zq8uh
@PITAMBARMAHALIK-zq8uh 6 ай бұрын
କାୟ ମନ ବାକ୍ୟରେ ନିର୍ମଳ ଭକ୍ତି ଥିଲେ ମହାପ୍ରଭୁ ଜଗନ୍ନାଥ ନିଶ୍ଚିନ୍ତ କରନ୍ତି ❤
@rudranarayan357
@rudranarayan357 Жыл бұрын
Jai jagannath❤
@Sushantayutuber
@Sushantayutuber Жыл бұрын
ଏତେ ମହୁ ମାଛି ଆଟାକ କଲେ 🙏 ଜୟ ଜଗନ୍ନାଥ ମହା ପ୍ରଭୁ
@sanjeevkumarsahani7269
@sanjeevkumarsahani7269 7 ай бұрын
ହେ କୋଟି କୈବଲ୍ୟ ଦାତା କୋଟି ଓଡ଼ିଆର ମଉଡ଼ମଣୀ ଭଗବାନ ଶ୍ରୀମଦ୍ ସାରଥୀ ଗୋବିନ୍ଦ ନାରାୟଣ ଜଗନ୍ନାଥ ତୋର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ ବଳିୟାର ଭୁଜ 🙏🙏🙏🙏❤️❤️❤️❤️🥰🥰🥰🥰
@PREMANANDAPAUL-wb5bg
@PREMANANDAPAUL-wb5bg Жыл бұрын
🙏 ଜୟ ଜଗନ୍ନାଥ 🙏
@raneemunda6778
@raneemunda6778 6 ай бұрын
ହେ ପ୍ରଭୁ ଜଗନ୍ନାଥ ତୁମ ବିନା ସବୁ ଅନ୍ଧାର ,ଏମିତି ନ ହେଉ ତୁମ ଉପରେ ଭରଷା ତୁଟି ନ ଯାଉ,ମୁଁ ଜଗନ୍ନାଥ ମହାପ୍ରଭୁ ବହୁତ୍ ବିଶ୍ୱାସ କରେ⭕‼️⭕ଜୟ ଜଗନ୍ନାଥ
@Babagorekhnath_musictech
@Babagorekhnath_musictech Жыл бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
@baradaprasannabhuyan4723
@baradaprasannabhuyan4723 7 ай бұрын
ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇ ଦେ 😭😭, ଜୟ ଜଗନ୍ନାଥ 🙏
@bhubanpradhan40
@bhubanpradhan40 Жыл бұрын
Jai jaggannath👏👏👏👏👏
@loveworldhappinesslife3696
@loveworldhappinesslife3696 Жыл бұрын
Mu tamo sahita dekha kariba pni cnhuchi nana 🥺🥺❤️Jay Jagannath 😭😭😭😭
@Ayasakanta_44
@Ayasakanta_44 Жыл бұрын
Contact no. Achi Tankara individually msg karile paipariba
@m.radhakanta4959
@m.radhakanta4959 4 ай бұрын
​@@Ayasakanta_44 Dayakari mote debe ki bhai ..Jay jaganath
@AshutoshSarangi-jp6yx
@AshutoshSarangi-jp6yx Ай бұрын
HAR HAR MAHADEV SAHA TUME JAY SHREERAM JAY SHREEHANUMAN SAHA TUME JAY JAGANNATH SAHA TUME
@ameodiaamaJagannatha
@ameodiaamaJagannatha Жыл бұрын
Jay Jagannath 🙏
@narayandalai9799
@narayandalai9799 Жыл бұрын
ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ଜୟ 🚩☘️ହନୁମାନ🚩🌴🚩🌴ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱
@nothingelse1521
@nothingelse1521 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
@essjeeraj6669
@essjeeraj6669 Жыл бұрын
Jay jagannath🙏🙏🙏 Jay maa bimala devi namaha
@anilsamal971
@anilsamal971 Жыл бұрын
ଭାବ ବିନଦିଆ ଠାକୁର । ସିଏ ମୋ ଜଗନ୍ନାଥ🙏
@odiamotivationalstorypoint2604
@odiamotivationalstorypoint2604 Жыл бұрын
Jay Jagannath bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН