🔵 Exclusive With VK Pandian | Attacks Opposition | BJP’s Election Daydream For Odisha

  Рет қаралды 68,124

Kanak News

Kanak News

Ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #vkpandian #2024elections

Пікірлер: 350
@anmayeedas4839
@anmayeedas4839 29 күн бұрын
ନବୀନ ବାବୁ ଯାହା କୁହନ୍ତି ତାକୁ କାମରେ ମଧ୍ୟ କରନ୍ତି ସେ ସବୁ କ୍ଷେତ୍ରରେ ଲୋକଙ୍କ ସହଯୋଗ ପାଇଁ ଠିଆ ହେଇଛନ୍ତି ।
@abhibehera3479
@abhibehera3479 17 күн бұрын
Tate nabina kate thara gandi marichi
@user-rp9dz1mw7c
@user-rp9dz1mw7c 29 күн бұрын
24 ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ କୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସହିତ ଲଢେଇ ଜାରି ରଖିଛନ୍ତି |
@CHINMAYA683
@CHINMAYA683 Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ପ୍ରୀୟତା ଦେଖି ଓଡ଼ିଶା ବିରୋଧୀ ବିଜେପି ଦଳର ନେତା ଓ କର୍ମୀ ମାନେ ଗୁଣ୍ଡା ଗିରି ଆରମ୍ଭ କରିଛନ୍ତି। ଓଡ଼ିଶା ବାସୀ ଏହାର ଉଚିତ ଜବାବ ଦେବେ।
@KalapanaJena-jz9ir
@KalapanaJena-jz9ir 29 күн бұрын
ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l
@raghunathdas-mb7yr
@raghunathdas-mb7yr Ай бұрын
ଓଡିଶାକୁ ଯିଏ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଗରେ ମୂଷା ପାଲଟିଯିବେ |ତାଙ୍କ ବାହାସ୍ପଟ କୁ ଲୋକେ ଜାଣିଗଲେଣି |
@RinaRath701
@RinaRath701 Ай бұрын
ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ
@balrambehera5159
@balrambehera5159 24 күн бұрын
ତୁମେ ଚାଣକ୍ୟ ସବୁ ଜାଣିଚ
@-DeepakNayak
@-DeepakNayak 19 күн бұрын
Correct
@itznayak443
@itznayak443 18 күн бұрын
Pandiyan bisay re kn janichanti kahile ..
@JhilliraniPatra-wl9im
@JhilliraniPatra-wl9im 29 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସରକାରୀ ଚାକିରିଆ ଠାରୁ ଆରମ୍ଭ କରି ଦିନମଜୁରିଆ ସମସ୍ତେ ଏହି ଯୋଜନା ରେ ଲାଭ ପାଇପାରିବେ |
@Ashokmartha239
@Ashokmartha239 Ай бұрын
ଯିଏ ଦୁର୍ବଳ ସେ ଆଶ୍ରା ଖୋଜେ. ଲୋକେ ଜାଣିଛନ୍ତି ବିଜେଡି ଓ ବିଜେପି ଭିତରୁ କିଏ ଦୁର୍ବଳ. ବିଜେପିର ଗାଲୁଗପ କିଏବା ବିଶ୍ୱାସ କରିବ l
@CHINMAYA683
@CHINMAYA683 Ай бұрын
ନବୀନବାବୁ ହେଉଛନ୍ତି ଓଡ଼ିଶାର ଜଣେ ଜନପ୍ରିୟ ନେତା.ଦୀର୍ଘଦିନ ଧରି ସେ ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କ ସେବା କାର୍ଯ୍ୟ କରିଚାଲିଛନ୍ତି l
@GOPALBEHERA-iw3fl
@GOPALBEHERA-iw3fl Ай бұрын
ବିଷଧର ନାଗ ସାପକୁ ବିଶ୍ୱାସ କରି ହେବ କିନ୍ତୁ ବିଜେପିକୁ ନୁହେଁ
@itznayak443
@itznayak443 18 күн бұрын
Aau Pandu ku
@Buddhi118
@Buddhi118 Ай бұрын
ଓଡ଼ିଶା ସାରା ଦେଶ ରେ ଶାନ୍ତି ଓ ଶୃଙ୍ଖଳା ପାଇଁ ବହୁତ ପ୍ରସଂସା ସାଉଣ୍ଟୁଛି ଯାହା ବିଜେପି ଦଳ ନେତା ମାନେ ସହି ପାରୁନହାନ୍ତି lସେଥିପାଇଁ ଶାନ୍ତିପ୍ରୀୟ ଓଡ଼ିଶାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି l
@KAJALSETHI-tl8ho
@KAJALSETHI-tl8ho Ай бұрын
ନୀତିନିଷ୍ଠ ନବୀନବାବୁ ରାଜନୀତି ଜୀବନରେ ସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି. ସେ ଗୁଜବକୁ ଏବଂ ମିଛ କଥାକୁ ଆଦୌ ପସନ୍ଦ କରନ୍ତିନାହିଁ l
@RajaNaik545
@RajaNaik545 Ай бұрын
ଅପରାଧୀ ପ୍ରେମୀ BJP ଦଳକୁ ଓଡ଼ିଶାର ସଚେତନ ଜନତା ପୁଣିଥରେ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ।
@soumyaindian
@soumyaindian 25 күн бұрын
Bandaa taa janichu
@BirsingNaik-qe8cr
@BirsingNaik-qe8cr 20 күн бұрын
Kon bokuchu..re
@itznayak443
@itznayak443 18 күн бұрын
Pandu jau khela karuchi tu kn janichu
@suhana13228
@suhana13228 Ай бұрын
ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ l
@soumyaranjanmohapatra7933
@soumyaranjanmohapatra7933 16 күн бұрын
ବାଳ ନା 😂😂
@anmayeedas4839
@anmayeedas4839 29 күн бұрын
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ଅସୁବିଧା କୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି ନବୀନ ସରକାର ଥାଉ ଥାଉ ଆଉ କେହି ଦରକାର ନାହିଁ।
@Ashokmartha239
@Ashokmartha239 Ай бұрын
ପରାଜୟ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ବିଜେପି ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି l
@jayjagannath-Puri123
@jayjagannath-Puri123 18 күн бұрын
Sarkari chakiria kahin politics re involved ???? Samaste pandu he be ki ????
@JhilliraniPatra-wl9im
@JhilliraniPatra-wl9im 29 күн бұрын
ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ରେ ଜୁନ ନଅ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଛନ୍ତି ଏହା ହିଁ ସତ୍ୟ ଆପଣ ଗଳା ଫଟାଇ ଚିତ୍କାର କଲେ କଣ ହେବ |
@ArchanaPattnayak-ww9be
@ArchanaPattnayak-ww9be 29 күн бұрын
ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।
@KalapanaJena-jz9ir
@KalapanaJena-jz9ir 29 күн бұрын
ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!
@ajitsahu502
@ajitsahu502 29 күн бұрын
ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l
@JhilliraniPatra-wl9im
@JhilliraniPatra-wl9im 29 күн бұрын
୨୦୨୪ ନିର୍ବାଚନ ରେ ଓଡ଼ିଶା ବିଜେପି ପୁନର୍ବାର ବିଜେଡି ଉପରେ ଟାର୍ଗେଟ କରିବା ନୂଆ କଥା ନୁହେଁ ସମସ୍ତେ ଜାଣିଛନ୍ତି।
@KalapanaJena-jz9ir
@KalapanaJena-jz9ir 29 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସେବା ର ଜଣେ ମୂର୍ତ୍ତିମନ୍ତ ପ୍ରତୀକ ଯିଏ ନିଜ ଜୀବନ କୁ ଓଡିଶା ବାସୀ ଙ୍କ ସେବାରେ ଉତ୍ସର୍ଗ କରି ଦେଇଛନ୍ତି!
@ArchanaPattnayak-ww9be
@ArchanaPattnayak-ww9be 29 күн бұрын
ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।
@user-cb1to9ow2n
@user-cb1to9ow2n 21 күн бұрын
Odisha underrated state ❤ eti sabu achi talent education climate water ......sabu ❤ but democracy politics sabu nasta karidauchi
@KalapanaJena-jz9ir
@KalapanaJena-jz9ir 29 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମିଶନ ଶକ୍ତି ମାଆ ମାନଙ୍କୁ ପେନସନ ଭୁକ୍ତ କରିଛନ୍ତି ଓ ବିଭିନ୍ନ ସହାୟତା ମାଧ୍ୟମରେ ମାମାନଙ୍କୁ ସ୍ୱାବଲମ୍ବୀ କରାଇ ଛନ୍ତି!
@KalapanaJena-jz9ir
@KalapanaJena-jz9ir 29 күн бұрын
ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
@user-od2jt7wm8i
@user-od2jt7wm8i 21 күн бұрын
👌
@KAJALSETHI-tl8ho
@KAJALSETHI-tl8ho Ай бұрын
ସମଗ୍ର ଓଡ଼ିଶା ବାସୀ ଜାଣିଛନ୍ତି ବିଜେପି ଦଳ ଗୋଟିଏ ଫମ୍ପା ମାଠିଆ,ଦଳ ଖାଲି ବଡ଼ ବଡ଼ ଭାଷଣ ମାରେ କିନ୍ତୁ ଓଡ଼ିଶା ବାସୀଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରନ୍ତି ନାହିଁ। କେବଳ ଆତଙ୍କବାଦୀ କାର୍ଯ୍ୟ କଲାପ ଆରମ୍ଭ କରିଛନ୍ତି।
@ArchanaPattnayak-ww9be
@ArchanaPattnayak-ww9be 29 күн бұрын
ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି l
@user-rp9dz1mw7c
@user-rp9dz1mw7c 29 күн бұрын
ଗୁଜରାଟ ରେ ବିଜେପି 25 ବର୍ଷ ଶାସନ କରିଥିଲେ ମଧ୍ୟ ଗୁଜରାଟ 7 ନମ୍ବର ରାଜ୍ୟ ହୋଇରହିଛି କଣ ପାଇଁ ମୋଦିଜୀ |
@user-fx7ye3bz6m
@user-fx7ye3bz6m 22 күн бұрын
Sir great Ur🙏🙏
@ramnarayanmohanty1597
@ramnarayanmohanty1597 29 күн бұрын
Odisha basi nko sebare sada samarpita Nabin babu
@ganeswarsahoo6350
@ganeswarsahoo6350 Ай бұрын
Really salute
@Buddhi118
@Buddhi118 Ай бұрын
ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l
@ArchanaPattnayak-ww9be
@ArchanaPattnayak-ww9be 29 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ବହୁଳ ପରିମାଣର ଜନତା ପ୍ରଶଂସା କରୁଛନ୍ତି l ଯାହା କି ଖୁବ୍ ଚର୍ଚ୍ଚା ର ବିଷୟ।
@mehndistylish0110
@mehndistylish0110 25 күн бұрын
God bless you sir ❤❤❤❤
@snehalatarath6659
@snehalatarath6659 19 күн бұрын
EXPRESSION OF MR VK PANDIAN IS SUPER 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@MahapatraRanjet123
@MahapatraRanjet123 23 күн бұрын
ଆପଣ ନିଶ୍ଚିତ ଜିତିବେ❤
@samraytudu
@samraytudu 22 күн бұрын
ପାଣ୍ଡିଆନଙ୍କ ଭଗବାନ, ଏଠିନୁହେଁ ଭାଟିକାନ ସିଟି ରେ ଅଛନ୍ତି, ଆଉ କେନ୍ଦ୍ରୀୟ ନେତା ତ ପାଣ୍ଡିଆନ କୁ ଡ଼ରିକି ଆସୁଛନ୍ତି
@MahapatraRanjet123
@MahapatraRanjet123 23 күн бұрын
Proud of you❤
@BhabaniBehera-qn2ht
@BhabaniBehera-qn2ht 20 күн бұрын
Right 👍
@ajitsahu502
@ajitsahu502 29 күн бұрын
ଓଡିଶା ବାସୀ ଙ୍କ ଭଲ ପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିଥିଲା ରହିଛି ଆଗକୁ ମଧ୍ୟ ଏହିଭଳି ରହିବ!
@CRICKETFOOTBALLBGMI
@CRICKETFOOTBALLBGMI Ай бұрын
JAY JAGANNATH 💚
@gatikrushnasarangi8062
@gatikrushnasarangi8062 21 күн бұрын
Jay jagannath 🙏
@user-ux2pc3cp1u
@user-ux2pc3cp1u 20 күн бұрын
Aou apanakn good wisher heuchhanti odisha basi🎉
@dillipjena8573
@dillipjena8573 Ай бұрын
You are grate vk pandiyan sir.tume hi next mukhya mantri haba darkar.tahale birodhi thik jabab miliba.
@geetanjalipradhan8712
@geetanjalipradhan8712 19 күн бұрын
Exactly election tourist
@ramnarayanmohanty1597
@ramnarayanmohanty1597 29 күн бұрын
Rupantarana pathe agei chalichi Odisha manyabara mukhyamantri nabin babu nko pai
@suhana13228
@suhana13228 Ай бұрын
ବିଜେପି କିଛିଦିନ ଜୋଟ ଅପେକ୍ଷାରେ ନିରବ ଥିଲେ. ଯେବେ ନବୀନବାବୁ ଗ୍ରହଣ କଲେନାହିଁ ଏଣିକି ବିରୁଦ୍ଧରେ ମୁହଁ ଖୋଲିବା ଆରମ୍ଭଛନ୍ତି l
@ilukumar579
@ilukumar579 25 күн бұрын
Jay Jagannath ❤️❤️❤️❤️❤️❤️❤️❤️❤️
@wakeupcall926
@wakeupcall926 24 күн бұрын
ଚାଷୀ ହୁଡ଼ିଲେ ବରଷେ , ଭୋଟର ହୁଡ଼ିଲେ ପାଞ୍ଚ ବର୍ଷ . ତେଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତରାଧିକାରୀ ଭାବେ ବବି ଦାସ ଙ୍କୁ ଘୋଷଣା କରିଥିଲେ ଆମ ବିଶ୍ୱାସ ଓ ଭରସା ବଜାୟ ରହିଥାନ୍ତା . ଆମେ ଭୋଟ ଦେଇ , ପାଞ୍ଚ ବର୍ଷ ଶାନ୍ତି ରେ ରହିଥାନ୍ତୁ .
@kumarbapimalik110
@kumarbapimalik110 19 күн бұрын
@RAMAKANTABARIK-ce4vq
@RAMAKANTABARIK-ce4vq Ай бұрын
ଶାନ୍ତିପ୍ର୍ରିୟ ରାଜ୍ୟ ଓଡ଼ିଶା, ଯାହାର ନେତୃତ୍ୱ ନେଉଛନ୍ତି ନବୀନ । ତେଣୁ ଏଠାରେ ବିଜେପି ନେତାଙ୍କ ଦଙ୍ଗା କରିବା ଉଦ୍ଦେଶ୍ୟ କେବେ ଚରିତାର୍ଥ ହେବନି ।
@raghunathdas-mb7yr
@raghunathdas-mb7yr Ай бұрын
କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଆସି ପ୍ରହସନ କରୁଛନ୍ତି |କହୁଛନ୍ତି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିଦେବେ |ସେମାନେ ଯେଉଁ ରାଜ୍ୟ କୁ ଯାଉଛନ୍ତି ଏ କଥା କହୁଛନ୍ତି ତାହେଲେ ବିଜେପି ଶାସିତ ରାଜ୍ୟ ମାନେ ଏବେ ପର୍ଯ୍ୟନ୍ତ କାହିଁକି ହୋଇନି ! ଉତ୍ତର ଦେବେକି ପ୍ରଧାନମନ୍ତ୍ରୀ ମହାଶୟ |
@ramnarayanmohanty1597
@ramnarayanmohanty1597 29 күн бұрын
Bajuchi sankha badaluchi Odisha
@JhilliraniPatra-wl9im
@JhilliraniPatra-wl9im 29 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର । ଜନଜୀବନରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର ।
@TitiRa15
@TitiRa15 Ай бұрын
ବିଜେଡି ପୂର୍ବପେକ୍ଷା ଓଡିଶାର ଲୋକଙ୍କ ହୃଦୟକୁ ଜିଣି ପାରିଛି.ଲୋକେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ଚାହାଁନ୍ତି l
@narayanbehera1373
@narayanbehera1373 Ай бұрын
ଓଡ଼ିଶାରେ ବିଜେପି ଅବା ସେ ଦଳର ନୀତି ଆଦର୍ଶ ଗ୍ରହଣୀୟ ହୋଇ ପାରୁ ନାହିଁ।ସେଇଥିପାଇଁ କିଛି ପ୍ରଭାବ ପକାଇବା ଆଶାରେ ଅନ୍ୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକରା ଦେଇଛନ୍ତି ଆମ ପଦ୍ମ ଦଳିଆ।
@ramnarayanmohanty1597
@ramnarayanmohanty1597 29 күн бұрын
Manyabara mukhyamantri nabin babu nko luka priyata ati uchare rahichi
@Togetherwecan111
@Togetherwecan111 Ай бұрын
Bjp କୁ ଜିତେଇବୁ ଆମେ ଓଡ଼ିଶାବାସୀ, ୨୪ ବର୍ଷ ଶାସକ କୁ ବାହାର କରି bjp କୁ ୫ ବର୍ଷ ଦେବୁ ଆମେ ସମସ୍ତେ
@balaramsahoo4850
@balaramsahoo4850 Ай бұрын
Really v k Pandian ବହୁତ୍ ଭଲ ଲୋକ ସେ rourkela ରେ ADM ଥିଲେ, ବହୁତ ଭଲ କାମ କରି ଯାଇଛନ୍ତି ROURKELA, ଯିଏ ROURKELA ରେ ରୁହନ୍ତି ବା ବୁଲିବାକୁ ଆସି ଛନ୍ତି ସେମାନେ କହିବେ
@pabitra586
@pabitra586 Ай бұрын
But janmata ebe paribarathan chahuchanti
@Utkarsh8823
@Utkarsh8823 29 күн бұрын
@@balaramsahoo4850correctly Said. VK Pandian is a talented and hard working person who is working dedicatedly for our state. Aware Odia people support BJD and Naveen babu for Peace and development of Odisha.
@alokkumardas1494
@alokkumardas1494 16 күн бұрын
ବିଜେପି ବୋଉ ଵିଆ
@ramnarayanmohanty1597
@ramnarayanmohanty1597 29 күн бұрын
Manyabara mukhyamantri nabin babu amo garba au gaouraba
@ramnarayanmohanty1597
@ramnarayanmohanty1597 29 күн бұрын
Sankha bajuchi ghare ghare Nabin sarkar puni thare
@JhilliraniPatra-wl9im
@JhilliraniPatra-wl9im 29 күн бұрын
ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ କୁ ଦେଖି ଭୟଭୀତ ହୋଇ ପଡିଛି ରାଜ୍ୟ ବିଜେପି ଦଳ, ତେଣୁ ଏ ପ୍ରକାର ମିଥ୍ୟା ବୟାନ ବାଜି କରି ଲୋକଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଛି।
@lagnajeetsamantaray8017
@lagnajeetsamantaray8017 24 күн бұрын
Mr pandian by any means if BJP acquires 50 seats you know the consequences and i assure you will be behind the bars.. Just say about jammu and kashmir mr pandian..
@swarnalataMohanty-jj1of
@swarnalataMohanty-jj1of 29 күн бұрын
ଜୟ ବିଜେଡି , ଜୟ ନବୀନ ସରକାର l
@JhilliraniPatra-wl9im
@JhilliraniPatra-wl9im 29 күн бұрын
ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର ନବୀନ ନାଁ ହିଁ ଯଥେଷ୍ଟ l
@ramnarayanmohanty1597
@ramnarayanmohanty1597 29 күн бұрын
Sashtha thara mukhyamantri huie biswa Etihas re nutana adhya rachibaku jauchanti Nabin babu
@ajitsahu502
@ajitsahu502 29 күн бұрын
5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି।
@ramnarayanmohanty1597
@ramnarayanmohanty1597 29 күн бұрын
Odisha ra unati sambhab huie parichi manyabara mukhyamantri nabin babu nko pai
@ramnarayanmohanty1597
@ramnarayanmohanty1597 29 күн бұрын
Manyabara mukhyamantri nabin babu nko drudha netrutwa falare Odisha aji sarbagina khetra re bikas sambhab huie parichi
@raghunathdas-mb7yr
@raghunathdas-mb7yr Ай бұрын
ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ତାଙ୍କ ସମକକ୍ଷ କେହି ନାହାନ୍ତି |
@KalapanaJena-jz9ir
@KalapanaJena-jz9ir 29 күн бұрын
ଓଡିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡରେ ଛାତ, ସ୍ୱାସ୍ଥ୍ୟ ସୁରକ୍ଷ୍ୟା ପାଇଁ bsky ନବୀନ କାର୍ଡ ଇତ୍ୟାଦି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ ନବୀନ ପଟ୍ଟନାୟକ ମହୋଦୟ
@anmayeedas4839
@anmayeedas4839 29 күн бұрын
ଭିକେ ପାଣ୍ଡିଆନ ପ୍ରଥମ ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନିଜର ଅଇଡ଼ାଲୋଜି ଏବଂ ଗୁରୁ ରୂପେ ମାନିଆସୁଛନ୍ତି |
@JhilliraniPatra-wl9im
@JhilliraniPatra-wl9im 29 күн бұрын
ନିର୍ବାଚନ ଆସିଗଲେ ବିଜେପି ଲୋକଙ୍କୁ ବିଭିନ୍ନ ମିଥ୍ୟା କଥା କହି ବିଭ୍ରାନ୍ତି ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟା କରିଚାଲିଛନ୍ତି l
@sushree0527
@sushree0527 20 күн бұрын
ଯେତେବଳେ ନବୀନ ବାବୁ ଙ୍କ ଦେହାନ୍ତ ସେତେବେଳେ ଜାଣିପାରିବେ ନବୀନ ବାବୁ କଣ ଥିଲେ ।ନବୀନ ବାବୁ ଙ୍କ ଆରି ଭବିଷ୍ୟତ ରେ କିଏ ହେଇପଆରିବେନି😢
@sushitkumarparida7388
@sushitkumarparida7388 Ай бұрын
Jadi jagannath nku biswas achhi kye kouthi achhi,4 dwar kebe kholiba, Ratna bhandar saarba janina kebe heba ta answer debe ki
@trinathsingh3965
@trinathsingh3965 Ай бұрын
E kemiti Patrakarita ? Ask some tough question.
@bijaytripathy2119
@bijaytripathy2119 Ай бұрын
Manyavar mukhya mantri Navin Pattnaik nka popularity height re achi asirbada miliba tanku
@JhilliraniPatra-wl9im
@JhilliraniPatra-wl9im 29 күн бұрын
ଲୋକେ ବିଜେପିର ଧୋକାବାଜୀ ଏବଂ ବିଜେଡିର ପ୍ରଗତି ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି. କିଏ ଜନ ଦରଦୀ ଏବଂ କିଏ ଜନତାଙ୍କ ପାଇଁ ବିଶ୍ୱାସ ଘାତକ l
@JhilliraniPatra-wl9im
@JhilliraniPatra-wl9im 29 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।
@user-rp9dz1mw7c
@user-rp9dz1mw7c 29 күн бұрын
ଜୁନ ନଅ ତାରିଖରେ ଆମ ପ୍ରିୟ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ସେହିଦିନ ତାଙ୍କ ଦ୍ୱାରା ଲୋକଙ୍କୁ ଦିଆଯାଇଥିବା 100 ୟୁନିଟ ମାଗଣା ବିଜୁଳି ଉପରେ ଦସ୍ତଖତ କରିବେ |
@swarnalataMohanty-jj1of
@swarnalataMohanty-jj1of 29 күн бұрын
ଲୋକେ ବିକାଶ ସହିତ ଅଛନ୍ତି, ନବୀନ ବାବୁ ହିଁ ବାଜିମାତ କରିବେ ।
@user-cb1to9ow2n
@user-cb1to9ow2n 21 күн бұрын
Kanak news real news😂
@manasranjansahoo5951
@manasranjansahoo5951 Ай бұрын
ଆଉ ତୋର ବାପା maa🌹କଣ ତୋତେ ନବୀନା ଜନ୍ମ କରିଥିଲା
@swarnalataMohanty-jj1of
@swarnalataMohanty-jj1of 29 күн бұрын
ଶଙ୍ଖ ବାଜୁଛି ଘରେ ଘରେ ନବୀନ ବାବୁଙ୍କ ଶାସନ ପୁଣି ଥରେ ।
@user-rp9dz1mw7c
@user-rp9dz1mw7c 29 күн бұрын
ଓଡିଶାବାସୀଙ୍କ ଆଶୀର୍ବାଦ ବିଯୁଜନତା ଦଳ ଉପରେ ରହିଛି ତେଣୁ ନିର୍ବାଚନ ରେ ବିଜେଡି ହିଁ ବାଜିମାତ କରିବ |
@user-rp9dz1mw7c
@user-rp9dz1mw7c 29 күн бұрын
ବିଜେପି ତାର ସମସ୍ତ ଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରତିହତ କରିବା ପାଇଁ ଲଗାଇ ଦେଇଛି ଏପରିକି ତାଙ୍କୁ ଖରାପ ଭାଷାରେ ଗାଳି ଦେବାକୁ ମଧ୍ୟ ପଛାଉନାହାନ୍ତି |
@bijaytripathy2119
@bijaytripathy2119 Ай бұрын
Manyavar mukhya mantri Navin Pattnaik marathon campaign karuchanti
@dhananjayaswain3369
@dhananjayaswain3369 Ай бұрын
Pandian nkara bahut sahayata ra hata achi ate odisha ku agaku badheibare .
@jaydebmajhi236
@jaydebmajhi236 17 күн бұрын
Like video 🥳🥳🥳🥳
@user-rp9dz1mw7c
@user-rp9dz1mw7c 29 күн бұрын
ବିଜେପି ଶାସିତ ରାଜ୍ୟ ମାନଙ୍କ ରୁ ମୁଖ୍ୟମନ୍ତ୍ରୀ ମାନେ ଓଡ଼ିଶା ଆସି ଆଈ ମା ଗୋପ କହିବାରେ ଲାଗିଛନ୍ତି |
@sushitkumarparida7388
@sushitkumarparida7388 Ай бұрын
Jadi jagannath nku biswas achhi Ratna bhandar kye kouthi achhi,4 dwar kebe kholiba, Ratna bhandar saarba janina kebe heba ta answer debe ki mancha upare nahele media samnare answer diantu
@narayanbehera1373
@narayanbehera1373 Ай бұрын
ବିଜୟର ଅନିଶ୍ଚିତତା ଘାରିଛି ବିରୋଧୀ ବିଜେପି କୁ।ସେଇଥିପାଇଁ ଏତେ ପ୍ରୟାସ କରୁଛନ୍ତି।
@niranjanparida8112
@niranjanparida8112 21 күн бұрын
Pandian sir very good people
@dhananjayaswain3369
@dhananjayaswain3369 Ай бұрын
Janata nku sabu Jana jauchi Janata madhya uchit bichar karibe jaha bharasa rakha jaeichi
@afsheenchoudhry0123
@afsheenchoudhry0123 29 күн бұрын
ବିଜେଡି it ସେଲ in କମେଣ୍ଟ୍ ସେକ୍ସନ Rocks🎉🎉 ଜୟ ତାମିଲ 🦶🏼😛
@narayanbehera1373
@narayanbehera1373 Ай бұрын
କଥାରେ ନୁହେଁ କାର୍ଯ୍ୟରେ ବିଶ୍ବାସ ରଖନ୍ତି ଆମ ନବୀନ ସରକାର।ସେଇଥିପାଇଁ ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆଉ ରହିବେ ମଧ୍ୟ ଆମ ନବୀନ ସରକାର।
@SinghMamata
@SinghMamata 21 күн бұрын
Pandian na thile sankha aamara
@SinghMamata
@SinghMamata 21 күн бұрын
Mbj re bjp
@SinghMamata
@SinghMamata 21 күн бұрын
1 ରେ ଆମ ଭୋଟ
@tanmayeenayak803
@tanmayeenayak803 19 күн бұрын
God bless you. Kartik pandian. Tamil hei odisa pain ete kamo karucha.
@ArchanaPattnayak-ww9be
@ArchanaPattnayak-ww9be 29 күн бұрын
ଯିଏ ଯାହା କରନ୍ତୁ ନା କାହିଁକି,ଆଗାମୀ ନିର୍ବଚନ ରେ ନବୀନ ପଟ୍ଟନାୟକ ନିଶ୍ଚିତ ସବୁଠୁ ଅଧିକ ଭୋଟ ପାଇବେ ଓ ସରକାର ଗଢିବେ।
@narayanbehera1373
@narayanbehera1373 Ай бұрын
ରାଜ୍ୟ ସରକାରଙ୍କ ପରିକଳ୍ପନା କୁ ବାସ୍ତବ ରୂପ ଦେବା ପାଇଁ ବିଶେଷ ଗୁରୁତ୍ବ ନିର୍ବାହ କରିଛନ୍ତି ବାବୁ ପାଣ୍ଡିଆନ ।ତାହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଆମ ପଦ୍ମ ଦଳିଆ।
@Lalagiswain-nb3bx
@Lalagiswain-nb3bx 17 күн бұрын
ଯଦି ନବୀନ ପଟ୍ଟନାୟକ ଏତେ ଭଲ ଛୋଡୁଛନ୍ତି ତାହେଲେ କୋଉ ଭୟରେ ଙ୍ଗ ଙ୍ଗାରେ ବିଜେଡି ନେତା ଟଙ୍କା ବାନଟୁଛନ୍ତି ଏ କଥା ବି ପାଣ୍ଡିଆ ମାଘିଆ କୁ ପଚରାଯାଉ
Они убрались очень быстро!
00:40
Аришнев
Рет қаралды 3,2 МЛН
IS THIS REAL FOOD OR NOT?🤔 PIKACHU AND SONIC CONFUSE THE CAT! 😺🍫
00:41
🔵 SUPER EXCLUSIVE Interview With BJD Leader VK Pandian
33:37
Kanak News
Рет қаралды 298 М.
Modi & Naveen In Bhubaneswar: Food Security Act
7:10
Kanak News
Рет қаралды 2,2 МЛН
🔵 Exclusive With VK Pandian | Dharmendra Pradhan Vs VK Pandian
11:12
Они убрались очень быстро!
00:40
Аришнев
Рет қаралды 3,2 МЛН