News Fuse 13 SEPT 2024

  Рет қаралды 132,223

OTV

OTV

Күн бұрын

Пікірлер: 83
@nareshachandrapal4849
@nareshachandrapal4849 Ай бұрын
ନାରଣ ବାବୁ ଏ ଯାତ୍ରା ରେ ହିନ୍ଦୁ ଧର୍ମ ପ୍ରତି ଅହେତୁକର କଥା କୁହାଯିବାରୁ ଏମିତି ହେଲା ସବୁବେଳେ ହିନ୍ଦୁ ଧର୍ମ ଙ୍କୁ ଟାର୍ଗେଟ କାହିଁକି କରୁଛନ୍ତି
@MyakashNaik
@MyakashNaik Ай бұрын
P
@tapanbarik779com4
@tapanbarik779com4 Ай бұрын
ବହୁତ୍ ସୁନ୍ଦର୍ ଲାଗିଲା❤❤❤
@aswinikumar357
@aswinikumar357 Ай бұрын
ଲୋକଙ୍କ ର ମଦ ପ୍ରତି ମମତା ଦେଖି ପେଟେ ହସିଲୁ, ଧନ୍ଯବାଦ ଟିମ୍ ଙ୍କୁ, ଜୟ ଜଗନ୍ନାଥ
@dhirenkumarkhuntia4241
@dhirenkumarkhuntia4241 Ай бұрын
ସବୁ ସାର୍ ମାନଙ୍କ ପରିକ୍ଷା ହେବା ଦରକାର
@Shortsbreak676
@Shortsbreak676 Ай бұрын
Right
@KanchanDas-n2d
@KanchanDas-n2d Ай бұрын
🎉 Jay Jagannath Rd kendrapara talchua odisha 🎉
@vectorphysics123
@vectorphysics123 Ай бұрын
News fues never getting old 🎉
@Manas_panigrahi
@Manas_panigrahi Ай бұрын
ଏବେ ପିଲା ବି ବୁଝି ଗଲେଣି ଯେତେ ପାଠ ପଢିଲେ ବି ଚାକିରୀ ପାଇଁ ସୁରାଟ ଯିବେ। ପାଠ ଛାଡି ରିଲ୍ସ କଲେ ଲୋକ ଦେଖିବେ ଆଉ କିଛି ଭିୟୁ ମିଳିବ ସେଥିପାଇଁ ଆଜିକାଲି ପିଲା ପାଠରେ 0 ଥିଲେ ବି ରିଲ୍ସ ରେ no -1
@skrahim7629
@skrahim7629 Ай бұрын
❤😊❤😊❤
@geetanjaliacharya6079
@geetanjaliacharya6079 Ай бұрын
God bless you to your family sir 🙏
@ramachandrarana1738
@ramachandrarana1738 Ай бұрын
ବହୁତ ସୁନ୍ଦରବହୁତ ସୁନ୍ଦର
@sadanandamalik3569
@sadanandamalik3569 Ай бұрын
ଏଭଳି ଜିଲ୍ଲାପାଳ ସାରା ଭାରତ ରେ ରହିବ ଦରକାର
@soumyaranjanbarik4734
@soumyaranjanbarik4734 Ай бұрын
ଆଜିକାଲି ଏ ଯେଉଁ ଧର୍ମବିରୋଧୀ ସଂଳାପ ଯାତ୍ରା ର ମାନ ହ୍ରାସ କରୁଛି ଯାତ୍ରାମାଲିକ ମାନେ ଏଥିପ୍ରତି ସଜାଗ ରୁହନ୍ତୁ
@SaibaniPurty
@SaibaniPurty Ай бұрын
ଵ ହୁ ତ ଭ ଲ ଲାଗିଲା😊😊😊😊😊😊😊
@soumyaranjanbarik4734
@soumyaranjanbarik4734 Ай бұрын
ଜିଲ୍ଲାପାଳ ମହୋଦୟ ଆଗ ଶିକ୍ଷକ ମାନଙ୍କୁ ପାଠ ପଚାରନ୍ତୁ ତା ପରେ ଯାଇ ପିଲାଙ୍କୁ ପଚାରିବେ
@prasantapattanaik862
@prasantapattanaik862 Ай бұрын
ସମ୍ବିତ ବାବୁଙ୍କ ତୀର୍ଯ୍ୟକ ବାଣ ଆମେ ଵୁଝୁଛୁ।
@LinkuAyus
@LinkuAyus Ай бұрын
Jay jaganath
@tophankhati9674
@tophankhati9674 Ай бұрын
ଓଟିଭି ବିଜେପି ର
@GuburuNaik
@GuburuNaik Ай бұрын
Good job
@rajkishoreghadei3056
@rajkishoreghadei3056 Ай бұрын
ଭାଇ ଯା କରିଛି ଠିକି କରିଛି ସେ ଯୋଉ କଥା କହୁଛି କଣ ଠିକି
@arunamohanty2986
@arunamohanty2986 Ай бұрын
Sir aap ke presentation best🙏🌹👌❤️ 21:51
@deepakpuja7316
@deepakpuja7316 Ай бұрын
ଶେଷ ବହୁତ ବଢିଆ ଲାଗିଲା
@rajkishoreghadei3056
@rajkishoreghadei3056 Ай бұрын
ଯଦି ଆମ ଏଠିବି ଏମିତି ଯାତ୍ରା ହବ ମୁଁ ଵି ମାରିବି ଯିଏ ଆମ ଦେଶ ବିରୋଧୀ କଥା କହିବ ମାରିବୁ
@pramodkumarsabat4074
@pramodkumarsabat4074 Ай бұрын
ଏ ସବୁ alajuk କଥା କହୁଛନ୍ତି bjd ନେତା
@prasantapanda1703
@prasantapanda1703 Ай бұрын
Sp ଙ୍କୁ କିଏ କ୍ଷମତା ଦେଲା ସ୍କୁଲ ଭିତରେ ପଶି ପିଲାଙ୍କୁ ପାଠ ପଢ଼େଇବା ପାଇଁ
@SripatiRout-qh9so
@SripatiRout-qh9so Ай бұрын
Athi Sundar video🎉❤😂😢😮😅😊🐯🦁🐮🐻🦊🐰🐹🐭🐱🐶🐼🐽🐸🐵🙈🙉🙉🙊🐒🐒🦆🍳🥚🥞🥖🌶🥞🌽
@raimohanbiswalproduction1445
@raimohanbiswalproduction1445 Ай бұрын
Otv kahiba kemiti sarakar chaliba
@143Susanta
@143Susanta Ай бұрын
ଯାହା ହଉ ଇଏତ magic ଏଠି ଯେମିତି ହଉଛନ୍ତି ମତେ ଲାଗୁଛି ମାଆ ଆଗରେ ନିଜର ପିଲାଙ୍କୁ ଦଣ୍ଡ ଦେଲେ ମାଆର ଅବସ୍ଥା ଯେମିତିକା ହୁଏ ସେମିତିକା ଅବସ୍ଥା ଏଇ ମଦୁଆଙ୍କର ଧନ୍ୟ ହେ ମଦୁଆ ସମାଜ ଏଵେ ସବୁ ସୁଧୁରି ଯାଅ time ଅଛି 🤣😂🤣
@kilogram382
@kilogram382 Ай бұрын
Real yatra 😂❤❤
@Khamania02
@Khamania02 Ай бұрын
ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଯାତ୍ରା ପାଇଁ..🗣️🚩
@lokanathpatra704
@lokanathpatra704 Ай бұрын
24 sal mein Shamil bhai ka bahut packet garm hua
@srikantajena5135
@srikantajena5135 Ай бұрын
ଇଏ କିଭଲକହୁଛ ନାରଣଭାଇ ଇଏ ଆମ ହିଁନ୍ଦୁମାନକୁ କଣପାଇଁକହୁ ଥୀଲାଶିଏ ମୁସଲ ମାନକରିବ ବୋଲୀକି ଏମୁସଲ୍ ମାନକୁହିନ୍ ଦୂମାନେ ଘୋସାରିକିପିଟି ମୁଁ ସିଏଷ୍ଟେ ଜହୋଉ କି ରାସ୍ତାରେହଉ ଏ ମୀତୀଧର୍ମବି ରୋଧି କଥାକହିବଟ ଶଳା ମିଆ
@samirsahoo7225
@samirsahoo7225 Ай бұрын
Chanda mundia mausa Mora dukha paile lo 16:38 16:39 😅😅😢
@ashokkumarpal596
@ashokkumarpal596 Ай бұрын
ମଲା ମଲା 24 ବର୍ଷ କ୍ଷୀର ଗରମ କରି କରି ବହୁତ ମଲେଇ ଖାଉଥିଲେ ତ ଏବେ ଆଉ ନାହିଁ ତ ସେଥିପାଇଁ ମୁଣ୍ଡ ଆଉ କାମକରୁନି .
@kapilashmajhi5106
@kapilashmajhi5106 Ай бұрын
ଭାଇ ଜଗା ରକା ରେ ଅବ ହେଳା କରିଦେଲେ ବଲି କ୍ଷୀର ଉତରୀ ଗଲା ଏବେ ଆପେକ୍ଷେରେ ଅଛି 2029 @
@SKCRICKET1432
@SKCRICKET1432 Ай бұрын
ପିଲା ଆଉ ଆଜି କାଲି ଯାହା ପାଠ ପଢୁଛନ୍ତି 😂😂
@sarojinibagh1990
@sarojinibagh1990 Ай бұрын
Sabu zila pala mane majhire majhire school visit kale bhala huanta samaste tartib mutabaka kama karante
@Mslover-ãq
@Mslover-ãq Ай бұрын
Pandiyan pain apanaka mata kn
@RanjanBehera-pq5qu
@RanjanBehera-pq5qu Ай бұрын
Good morning Sare ❤😂❤❤
@soumyaranjanbarik4734
@soumyaranjanbarik4734 Ай бұрын
ସମ୍ବିତ ଭାଇ ଠିକ୍ କଥା କହିଲେ ଯେ ହେଲେ କଣ ହେବ ପାଣ୍ଡିଆନ୍ ନାମକ ଅଗ୍ନିରେ ସରକାର ରୂପକ କ୍ଷୀର ଉତୁରିପଡିଲା
@143Susanta
@143Susanta Ай бұрын
ଯାହା ହଉ ଏବେବି ଲୋକେ ଯାତ୍ରା ପ୍ରେମୀ ଅଛନ୍ତି 🤣😂🤣 ଦର୍ଶକ ପୁରା ଦେହକୁ ନେଇଯାଇଛନ୍ତି ବହୁତ ବଢିଆ ହାଇଲାଇଟି ହେଇଗଲା ସ୍ଵାମୀ ପାଇଁ ନର୍କ କୁ ଯାଅ 🤣🤣😂
@hitanjansahu4407
@hitanjansahu4407 Ай бұрын
😂😂😂😂😅😅😅ଯାତ୍ରା ବହୁତ ଭଲ ଲାଗିଲା 😂😂
@Santoshsahu-143
@Santoshsahu-143 Ай бұрын
ସମ୍ବିତ୍ କୁ ଲାଜ ନାହିଁ ..ବେହିଆ ସଳା
@143Susanta
@143Susanta Ай бұрын
କଲେଟର ସାରଙ୍କର ଖାଇବା ଅଭ୍ୟାସ ଅଛି ହେଲେ ଏସପି ସାରଙ୍କର ଖୁମ୍ପିବ ଅଭ୍ୟାସ ଅଛି କାରଣ ସେ ପୋଲିସ ଵାଲା ତ ସେଥିପାଇଁ 🤣😂🤣
@devdilwale6166
@devdilwale6166 Ай бұрын
ସମ୍ବିତ ବାବୁ.. ଆଉଟୁ ପାଉଟୁ ହୋଉଛନ୍ତି.... ଆଉ ଅଛି ଯେ ଖାଇବ ସୁନୁପଂପୁଡି
@ajitmallick2877
@ajitmallick2877 Ай бұрын
Laza nahi sambhit Bhai ku
@kpsinghadv9798
@kpsinghadv9798 Ай бұрын
Ebe medical develop kalani, jibana chaligale puni feriba boli biswas heichaichhi bodhe maduankar kintu mada sarigale aau milibani. Jadi bisa bottle thanta kan loka emiti neithante.
@satyaranjan784
@satyaranjan784 Ай бұрын
କଣ କରିବା ରେ ନାରଣ।। ଏଇଟା ମଦ ନୁହଁ, ଏ ଗୁଡ଼ିକ ସୋମ ରସ🤣🤣। ମର୍ତ୍ତ୍ୟ ମଣ୍ଡଳରେ ଦେବତା ମାନେ ପାନ ନ କଲେ ତାଙ୍କର ଝାଡ଼ା ପରିଷ୍କାର ହୁଏ ନାହିଁ ରେ ନାରଣ।।😂😂😂
@Manas_panigrahi
@Manas_panigrahi Ай бұрын
ଦାରୁ ପାଇଁ କୁଛବି କରେଗା!😅😅
@rameshchandramohapatra4169
@rameshchandramohapatra4169 Ай бұрын
ନିର୍ଲଜ ମୁହଁ ରେ ଖଡା ଗଛ !
@bunumuduli4519
@bunumuduli4519 Ай бұрын
Jatra re sata abhinaya karanti janithili kintu ete kasta au sata abhinaya karanti fast time pain dekhili😂😂😂😂😂😂😅😅😅😅😅😅😅😅😅
@learntocompete.5242
@learntocompete.5242 Ай бұрын
ହଇରେ ନାରଣ ତୋର କଣ୍ ଆଦୌ knowledge ନାହିଁ , ଏ ଇ ଟା ଧଳା ପଟା @ 9:24 ନୁହେଁ ରେ ସ୍ମାର୍ଟ ବୋର୍ଡ. ତୁ ବୁଝିଲୁ ନା ଆଦୌ ସୁଧୁରିବୁ ନାହିଁ ଦେଖୁଛୁ ସରକାର୍ ସବୁଜ ରୁ ଯାଇ ନାରଙ୍ଗୀ ହେଲାଣି କିନ୍ତୁ ତୁ ଯେଇ କଳା କୁ ସେଇ କଳା 😂😂
@haraprasadsahoo5907
@haraprasadsahoo5907 Ай бұрын
Odisha’s biggest news channel your pronunciation is mistake. Tumkur not a andrapradesh district that is a Karnataka district.
@bbsinghbbsingh5614
@bbsinghbbsingh5614 Ай бұрын
Odisha janta janu najanu Kalia dekhuchhi re
@143Susanta
@143Susanta Ай бұрын
ସମ୍ବିତ ଭାଇ ଆମର ରେଡି ସେଥିପାଇଁ ଟିକେ ଟିକେ ଚା ଆଉ କ୍ଷୀର କଥା କହୁଛନ୍ତି ହଁ ଭାଇ କ୍ଷୀର ଯଗିକି ଥିଲେ ହେଲେ କ୍ଷୀର ଉତୁରି ଗଲା କଣ କରିବା ଏଵେ 2029 ରେ ପୁଣି କ୍ଷୀର ଆସିବ
@srikantajena5135
@srikantajena5135 Ай бұрын
ସମ୍ବିଦିଭାଇ ତୁମେ ୨୪ବରଷ ଖିର, ସର, ଛେନା, ପନିରି,ଦହି, ବାଣ୍ଟି ଥୀଲ ଶାସନରେର ହିକି ଏବେଆଉ ୫ ବରଷ ବିନା ସାଶନରେ ରହିକି ବାଣ୍ଟୁନାହଖାଲି ଖିର ?
@vectorphysics123
@vectorphysics123 Ай бұрын
Jie jatra sence dekhiba ku aaicha dekhidia 17:22 pare like Kariba mo comment ku
@SanjatNayak
@SanjatNayak Ай бұрын
Khira garama hela
@SantanuDas-y9b
@SantanuDas-y9b Ай бұрын
Last seen very nice 😂😂😂😂😂😂😂😂😂😂😂😂😂😂😂😂
@rubisethia6839
@rubisethia6839 Ай бұрын
Mada pai shabu nata 😅
@nababkhan7590
@nababkhan7590 Ай бұрын
Se jau darsaka pila ta actors Ku marila sei pila ta parama Mg ta karana se jatra dekhibaku asichi ticket 🎫 katiki atiki ta jana achina se Mg ta ku 😂 gote vairal habaku 😡 bahaba nabaku stage uparaku chaliasila au kn Sethi Kehi Hindu nathile ki 😂😂ame ta Sabu hindustani aaa mg ta kn adhika dekheihauchi😂😂😂
@learnersacademy8044
@learnersacademy8044 Ай бұрын
ଆଜ୍ଞା କଲେକ୍ଟର ବାବୁ କି ଶିକ୍ଷାଧିକାରୀ ତ ଆସିଲେ ଭଲ ହେଲେ ଗାଁ ୱାର୍ଡ ମେମ୍ବର, ସରପଞ୍ଚ, ମଦୁଆ ଆଦି ସବୁ କ୍ଲାସ ନେଉଛନ୍ତି.. ଆଉ ଗୋଟେ ଫୋଟୋ ଉଠେଇ ନିଜର ପ୍ରଚାର କରୁଛନ୍ତି ଯାହା ଶିକ୍ଷକ ଆଉ ଶିକ୍ଷା ବ୍ୟବସ୍ଥା କୁ କୁତ୍ସିତ ଆଉ କାଦାକାର କରୁଛି..🙏 ଏ ସବୁ କୁ ପ୍ରଶ୍ରୟ ଦିଆ ନଯାଉ
@SaileshDehuri
@SaileshDehuri Ай бұрын
Bala ta karu thilu
@Preetilifestyle143
@Preetilifestyle143 Ай бұрын
BJD ta eka karuthile pandian dyara 😂😂😂😂😂😂😂
@swetaparnatripathy4422
@swetaparnatripathy4422 Ай бұрын
Kichiii kahibiniii gariba opree atyatharrrr ethiii live kalakara gariba au movies Bala Paisa Bala. Sethipaiii kataaa pauniii......yee darsakaku bhitaree puraoo
@swetaparnatripathy4422
@swetaparnatripathy4422 Ай бұрын
Jattraa Bala ra kan bhulllll
@143Susanta
@143Susanta Ай бұрын
ଏଇ ଟିଚର ଭାରି ସ୍ମାର୍ଟ ସେଥିପାଇଁ ପିଲାଙ୍କୁ ନିଜେ ହାତ ଧରିକି ପଢ଼ାଉଛନ୍ତି ଏମିତିକା ଯଦି ଆମ ସାର ମାନେ ପଢ଼େଇଥାନ୍ତେ ଆମେ ସବୁ ଆଜି ବଡ ବଡ ପଦବୀରେ ବସିଥାନ୍ତୁ 🤣😂🤣
@balarammallick9372
@balarammallick9372 Ай бұрын
ନାରଣ ତୁ ଦିହକୁ ନେଇଗଲୁରେ ବାଇଆଟା
@fastcarrs
@fastcarrs Ай бұрын
Where is that tender mafia pandu 😂😂😂😂
@bijayraul8917
@bijayraul8917 Ай бұрын
Sambit babu kahile bjd ra mantree mane Katha nanhi kama karanti, """Hele Dama babu nku dekhantu,please remind
@GuburuNaik
@GuburuNaik Ай бұрын
Amiti jatra dharmku neini karina bhal nuhe
@munadalbehera
@munadalbehera Ай бұрын
Bjp be like 😄😄😄
@MALAYA60
@MALAYA60 Ай бұрын
🙏🙍🥺
@RanjitMohapatra-y8b
@RanjitMohapatra-y8b Ай бұрын
Bjd re sabu chor thile😅😅😅
@Bijaycaretions
@Bijaycaretions Ай бұрын
Bhai sia para hindu
@MalickKumarRanjan
@MalickKumarRanjan Ай бұрын
faltu news
@PriyankaSingh-bl3kb
@PriyankaSingh-bl3kb Ай бұрын
😮😮😮😮🧐🧐🧐😁😁😁😁🤔🤔🥺
@MAHESHDORA-zu5vk
@MAHESHDORA-zu5vk Ай бұрын
😂😂😂😂😂😂😂😂😂😂😂😂😂😂
@LMRP-d7p
@LMRP-d7p Ай бұрын
😂😂😂
News Fuse 04 NOV 2024
22:29
OTV
Рет қаралды 43 М.
News Fuse 16 SEPT 2024
21:59
OTV
Рет қаралды 92 М.
2 MAGIC SECRETS @denismagicshow @roman_magic
00:32
MasomkaMagic
Рет қаралды 29 МЛН
Sigma baby, you've conquered soap! 😲😮‍💨 LeoNata family #shorts
00:37
Random Emoji Beatbox Challenge #beatbox #tiktok
00:47
BeatboxJCOP
Рет қаралды 52 МЛН
Yay, My Dad Is a Vending Machine! 🛍️😆 #funny #prank #comedy
00:17
Cyclone Dana Impact: Loka Nakali Katha Asali | Kanak News
20:36
Kanak News
Рет қаралды 100 М.
News Fuse 30 SEPT 2024
21:01
OTV
Рет қаралды 100 М.
News Fuse 09 SEPT 2024
21:27
OTV
Рет қаралды 198 М.
News Fuse 28 Oct 2024
21:43
OTV
Рет қаралды 65 М.
News Fuse 20 SEPT 2024
18:57
OTV
Рет қаралды 437 М.
News Fuse 25 SEPT 2024
22:35
OTV
Рет қаралды 82 М.
2 MAGIC SECRETS @denismagicshow @roman_magic
00:32
MasomkaMagic
Рет қаралды 29 МЛН