Former CM Naveen Patnaik meets President Droupadi Murmu and CM Majhi at Rath Yatra || Kalinga TV

  Рет қаралды 732,152

Kalinga TV

Kalinga TV

9 күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 767
@chinmayadhal7082
@chinmayadhal7082 8 күн бұрын
ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ସମସ୍ତ ଙ୍କ ❤💕💖 ରେ ବିରାଜମାନ
@sunilkumarpal9766
@sunilkumarpal9766 8 күн бұрын
Nabin patnaik kebe Hari nahanti
@sankarsanbarik8501
@sankarsanbarik8501 8 күн бұрын
Kya baat Bhai
@SoumyaRanjan250
@SoumyaRanjan250 8 күн бұрын
Mu Jane bjp supporter but Navin sir nka big fan bcz se bahut kichi devlopment odisha pai karichanti.Navin sir Jane great leader,Bjp ra Navin sir nka prati e bhali respect dekhi bahut khusi lagila,aku hi kahanti good politics,kichi Jana chamcha manaka pai bjd budila
@deviballavmallick3014
@deviballavmallick3014 8 күн бұрын
Bhai mu BJP supporter hele nabina nabina 🙏🙏🙏❤️❤️​@@SoumyaRanjan250
@SesadebDalai-nn9pw
@SesadebDalai-nn9pw 8 күн бұрын
ତମେ ଜଣେ ଭଲ ମଣିଷ ନିଶ୍ଚିତ ହେଲେ ଏ ବର୍ଷ ନବୀନ ପଟ୍ଟନାୟକ କଂ ମୁହଁ କୁ ଦେଖୀ ଭୋଟ ଦେଈ ଦେଈଥୀଲେ ଭଲ ହେଈଥାଂତା କାରଣ ତାଂକ ହେଲ୍ପ କଂଡିସନ ଯେମିତି ପୁଣି ୫ ବରଷ ଯାଏ ତାଂକ ଦେହ ସୁସ୍ଥ ରହୁ ଏତିକି ଜଗନ୍ନାଥ କଂ ପାଖରେ ପାର୍ଥନା
@SKJ-vh8kv6rp9l
@SKJ-vh8kv6rp9l 8 күн бұрын
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
@shobhankumarsahu5024
@shobhankumarsahu5024 7 күн бұрын
ଆମ ନବୀନ ବାବୁ ପୁରା ଫିଟ୍ ଖାଲି ପାଣ୍ଡୁ ତାଙ୍କୁ ଦୁର୍ବଳ କରି ଦେଇ ଥିଲା
@SKJ-vh8kv6rp9l
@SKJ-vh8kv6rp9l 7 күн бұрын
@@shobhankumarsahu5024 ଏବେବି ପାଣ୍ଡୁ ନବୀନ ନିବାସରେ ରହି ଗୋଟି ଚଲାଉଛି ସିଏମ୍ ହେବା ପାଇଁ ସେ ସଳାକୁ ନବୀନ ନିବାସରୁ ତଡାଯାଉ
@learnwithbini6060
@learnwithbini6060 7 күн бұрын
​@@SKJ-vh8kv6rp9lbekar katha chada....Abe b Naveen pattnaik 💚 samstnkr favourite cm
@SKJ-vh8kv6rp9l
@SKJ-vh8kv6rp9l 7 күн бұрын
@@learnwithbini6060 ଏଇତ ସମୟ ହାତରେ ଡୋରି କାହାର କେତେବେଳେ ଚେର କଟିଯିବ କେହିପାରିବେନି ଜାଣି।ଅପ୍ରତିଦ୍ୱନ୍ଦି ନେତା ସିଏ ଆଜି ପରାଜିତ ସବୁ ସେଇ କାଳିଆର ନୀଳା କାହାକୁ ଗାଦିରେ ବସେଇବ ତାକୁ ହିଁ ଜଣା।ଜୟ ଜଗନ୍ନାଥ🙏🌷
@learnwithbini6060
@learnwithbini6060 7 күн бұрын
@@SKJ-vh8kv6rp9l hammm seta bi....sabu kchi purba ru hi mention achi... jagannath nka echha...
@Binodkumarpanigrahi2187
@Binodkumarpanigrahi2187 8 күн бұрын
ନବୀନ ବାବୁ ଦି ଗ୍ରେଟ ,ପୁଣିଥରେ ପ୍ରମାଣିତ
@durgabehera474
@durgabehera474 8 күн бұрын
Mana re garbaa nanhi ki ahankara Sethi pain anyatama Jay Jagannath
@YouthTalkSibaram
@YouthTalkSibaram 8 күн бұрын
​@@durgabehera474Jaganath Navin Pattnaik nka kuta niti Jani dele sethi pain Navin Pattnaik nku election re bida kale
@swarnapravagiri6953
@swarnapravagiri6953 7 күн бұрын
Nabinaakusama
@swarnapravagiri6953
@swarnapravagiri6953 7 күн бұрын
No
@sagarpandit7029
@sagarpandit7029 7 күн бұрын
ଆରେ ପାଗଳ ନବିନ ମଉସା କୋଉ ଟାଇପ୍ ରେ great ହେଲେ ତାଙ୍କୁ respect ଦେଉଥିବା ଲୋକ ବହୁତ ବଡ଼ ବଡ଼ ପୋଷ୍ଟ ରେ ଅଛନ୍ତି କିନ୍ତୁ ତାଙ୍କ ମାନକର ମନ ବହୁତ ଭଲ ଯାହା ଯୋଗୁ ନବିନ ମଉସା କୁ ଡାକି ପାଖରେ ବସାଇଲେ କିନ୍ତୁ BJD party' ର ସରକାର ଯଦି ଓଡିଶା ରେ ଥାଆନ୍ତା ଆଜି BJP ର ଯଦି କୋଉ ନେତା ଏମିତି ଯାଇଥାନ୍ତା ତାକୁ ନ ଜାଣିଲା ପରି ବ୍ୟବହାର କରିଥାନ୍ତେ
@rituraj8535
@rituraj8535 8 күн бұрын
ପୁଣି ଥରେ ମାନବିକତାର ପରିଚୟ ଦେଇ ଧର୍ମେନ୍ଦ୍ର ପ୍ରଧାନ sir ନବୀନ sir ଙ୍କୁ ମଞ୍ଚକୁ ନେଲେ
@sanghamitradas371
@sanghamitradas371 8 күн бұрын
Bjd heithile pacharinathanta
@badalkumarrout8520
@badalkumarrout8520 8 күн бұрын
Bro 😅😅Neet paper lik b karithile Dharmendra pradhan
@user-ce8cc9ve9b
@user-ce8cc9ve9b 8 күн бұрын
Cm mohan Majhi ta respect v dei janinahanti
@dailylife1956
@dailylife1956 8 күн бұрын
Manabikata kana.. Naveen patnayak ra right achi seithi basibara.. Bcz se jane ex CM and Opposition party leader... So se juade jibe respect paibe
@PrakashkumarPradhan-eb4fl
@PrakashkumarPradhan-eb4fl 8 күн бұрын
D pradhan kukura janichi nabin kei❤❤❤
@brajeswarisingh909
@brajeswarisingh909 8 күн бұрын
ଏହା ହେଉଛି ମାନବିକତା, ଏଇଠୁ କିଛି ଶିଖିବା 🙏
@sanghamitradas371
@sanghamitradas371 8 күн бұрын
Thik kahila bjd neta heithile kahaku pacharinathante
@Nilu_10
@Nilu_10 8 күн бұрын
Right bro
@RasmiJena-zb1yq
@RasmiJena-zb1yq 7 күн бұрын
Thik
@sanatansahu-zn9wx
@sanatansahu-zn9wx 7 күн бұрын
T̤h̤a̤n̤k̤s̤ b̤h̤a̤i̤
@SUBASHLOHAR-jd3xf
@SUBASHLOHAR-jd3xf 8 күн бұрын
ଆଜିର ଏଇ ଦୃଶ୍ୟ ମନରୁ ଲିଭୁନି ବହୁତ୍ ଆନନ୍ଦ ଲାଗିଲା ସବୁ ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଜୟ ଜଗନ୍ନାଥ
@kramsankarachary5718
@kramsankarachary5718 4 күн бұрын
𝓻𝓲𝓰𝓱𝓽 𝓽𝓱𝓪𝓷𝓴 𝔂𝓸𝓾 𝓳𝓪𝔂 𝓳𝓪𝓰𝓪𝓷𝓷𝓪𝓽𝓱❤🙏
@bapubarik959
@bapubarik959 8 күн бұрын
ପୁଣି ଥରେ ମନକିଣିଲେ b j p ନେତୃବୃନ୍ଦ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ, ଜୟ ଜଗନ୍ନାଥ
@sanjaysahoo9885
@sanjaysahoo9885 8 күн бұрын
ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଛା,,,l Jay Jagannath, Miss you sir my best cm ❤️🙏
@mmnewsodia
@mmnewsodia 8 күн бұрын
ନବୀନ ପଟ୍ଟନାୟକ BEST CM🙏🏻 ଜୟ ଜଗନ୍ନାଥ 🙏🏻
@dcsupport129
@dcsupport129 8 күн бұрын
ନବୀନ ପଟ୍ଟନାୟକ ଏବେବି ଲୋକଙ୍କର ହୃଦୟରେ ଅଛନ୍ତି, ରହିବେ ଓ ରହିଥିବେ।।। ଜୟ ଜଗନ୍ନାଥ
@anantakumardey8868
@anantakumardey8868 7 күн бұрын
Right
@santoshkumarmukhi1056
@santoshkumarmukhi1056 8 күн бұрын
ବିଜେପି ସପୋର୍ଟର ହେଲେ ମଧ୍ୟ୍ୟ ନବୀନ ବାବୁ ଙ୍କ ପାଇଁ ସବୁ ବେଳେ ସନ୍ନମାନ ଅଛି ଜୟ ଜଗନ୍ନାଥ ❤️💙🙏
@mukeshnaik2073
@mukeshnaik2073 7 күн бұрын
Dharmendra Pradhan katha kahucha na nija katha
@BKGajendra
@BKGajendra 7 күн бұрын
ଆମେ ବି ❤
@santoshkumarmukhi1056
@santoshkumarmukhi1056 6 күн бұрын
@@mukeshnaik2073 na bhai mo nija katha b kahuchi nabin babu ama savinkara cm thile
@adikandapradhan2299
@adikandapradhan2299 8 күн бұрын
ମହାବାହୁ ବଡ଼ଠାକୁରଙ୍କ କୃପାରୁ ମଞ୍ଚାସିନ ନେତୃବୃନ୍ଦଙ୍କ ଅତିଥି ସତ୍କାର ଖୁବ ଆନନ୍ଦ ଓ ଭାବବିହ୍ଵଳିତ ମୁହୁର୍ତ୍ତ । ଜୟ ଜଗନ୍ନାଥ ସ୍ୱାମୀ❤❤❤❤❤❤
@basicenglishgrammarwithpra128
@basicenglishgrammarwithpra128 8 күн бұрын
ସତରେ ଓଡ଼ିଆ, ଓଡ଼ିଶା, ଉତ୍କଳ,କଳିଙ୍ଗ , ଉଡ୍ର ଆଜି ଆମେ ଓଡ଼ିଆ ଗର୍ବିତ ❤❤❤❤ନବୀନ ବାବୁ, ଧର୍ମେନ୍ଦ୍ର ପ୍ରଧାନ
@user-uf3so2jf7r
@user-uf3so2jf7r 8 күн бұрын
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ 🙏🙏🙏
@chaitanyabariki810
@chaitanyabariki810 8 күн бұрын
ଏହା ହେଉଛି ମାନବିକତାର ବଳିଷ୍ଠ ପ୍ରମାଣ
@user-oq3iz5yg4c
@user-oq3iz5yg4c 8 күн бұрын
B j p ସନତନ ଧର୍ମର ପରମ୍ପରକୁ ମାନିଆସୁଛି ❤❤❤
@mdmubarakkhan8649
@mdmubarakkhan8649 8 күн бұрын
Naveen babu bajaya Rakhi asichhanti
@sandeeprout3324
@sandeeprout3324 7 күн бұрын
​Jaha hau apne jane muslim hei Madhya sanatan dharm ku sanman dele khusi lagila beauty of odia muslim jay jagannath 🙏​@@mdmubarakkhan8649
@bijayprakashpanda6583
@bijayprakashpanda6583 8 күн бұрын
ସବୁ ଦଳର କର୍ମୀମାନଙ୍କୁ ଏହି ଘଟଣାରୁ ବହୁତ୍ କିଛି ଶିଖିବାର ଅଛି। ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। ରାଜନୀତି ଠାରୁ ବହୁ ଉଚ୍ଚରେ ମଣିଷ ପଣିଆର ନୀତି। ଯାହା ଆଜି ଏଠାରେ ପ୍ରଭୁଙ୍କ କୃପାରୁ ଦେଖିବାକୁ ମିଳିଲା। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏
@anandaelectrical973
@anandaelectrical973 7 күн бұрын
Nirata satya katha kahile bhai....ଏହା ଜଗନ୍ନାଥ ମହାପ୍ରଭୁଙ୍କ ଲିଲା ଜୟ ଜଗନ୍ନାଥ
@bijayprakashpanda6583
@bijayprakashpanda6583 6 күн бұрын
​@@anandaelectrical973ଜୟ ଜଗନ୍ନାଥ 🙏
@ashiskumarbhanja2032
@ashiskumarbhanja2032 8 күн бұрын
ସମ୍ମାନ ପାଉଥିବା ବ୍ୟକ୍ତି ଯେତେ ସମ୍ମାନିତ ହେଲେ ମଧ୍ୟ । ବେଳେ ବେଳେ ତାଙ୍କୁ ସମ୍ମାନ ଦେଉଥିବା ଲୋକମାନେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି। ଧନ୍ୟବାଦ୍ ଧର୍ମେନ୍ଦ୍ର ପ୍ରଧାନ ଆପଣ ଦେଉଥିବା ସମ୍ମାନ ଆପଣ ଙ୍କ ବ୍ୟକ୍ତିତ୍ୟ କୁ ଆହୁରି ମହାନ୍ କରିଦେଲା।
@dushadusha2402
@dushadusha2402 8 күн бұрын
ନବୀନ ବାବୁ ନା ନୁହେଁ it is a brand ❤❤
@durgasorenentertainment2303
@durgasorenentertainment2303 8 күн бұрын
Brand nuhe bhai manabikata thila jagu
@dailylife1956
@dailylife1956 8 күн бұрын
​@@durgasorenentertainment2303ki manabikata.. Tankara kana adhikar nahi ki seithi basibara... Se EX CM and Opposition party leader, setiki respect se deserve karanti... Dharmendra pradhan b tanku namaskar karuthile jete bele se CM thile, ebe b tankara craze rahuchi.. Se juade jibe respect paibe like a king👑
@nigamroutray7306
@nigamroutray7306 8 күн бұрын
Tears in my eyes seeing Naveen Babu. His contribution towards our state unforgettable.
@sanjayabahuka238
@sanjayabahuka238 8 күн бұрын
basla contribute
@SahoojambeswarJambeswarsahoo
@SahoojambeswarJambeswarsahoo 8 күн бұрын
ନବୀନ ନବୀନ
@LochanMajhi-c9x
@LochanMajhi-c9x 8 күн бұрын
Very good Dharmendra sir
@ranjannath5200
@ranjannath5200 8 күн бұрын
ଏଇତ ହେଲା ସଂସ୍କାର ବହୁତ୍ ସୁନ୍ଦର୍ ଲାଗିଲା ❤❤❤
@ManojKumar-vj6mr
@ManojKumar-vj6mr 8 күн бұрын
ଏ ଅପରାଜୟ ନବୀନ କିଏ ମାନକି ନ ମନ ଏ ହେଉଛି ନବୀନ ଯେଉଁଠି କିଛି ନୂଆ କରି ଗଢି ତୋଳିଥିବା ଓଡିଶା ସେଥିପାଇଁ ଏ ନବୀନ ଓଡିଶା
@anantakumardey8868
@anantakumardey8868 7 күн бұрын
Thank you naveen sir ,india re aditya chief minister jai naveen,jai naveen orissa
@mukeshbahidar3841
@mukeshbahidar3841 8 күн бұрын
The most beautiful picture of healthy democracy.
@gobindachandranayak9576
@gobindachandranayak9576 8 күн бұрын
ପ୍ରକୃତ ଓଡିଆର ପରିଚୟ ଦେଲେ , ଧର୍ମେନ୍ଦ୍ର ବାବୁ,ବିରାଟ ହୃଦୟର ପରିଚୟ
@rashmiranjanmohanty8526
@rashmiranjanmohanty8526 8 күн бұрын
This is what our culture says...Again @dppradhan Sir shows an example by receiving Naveen Patnaik Sir 🙏🏻
@biswanathtripathyofficial8705
@biswanathtripathyofficial8705 8 күн бұрын
Lord Jagannath is above all politics. Such harmony between all political parties should be there in the land of Lord Jagannath 🙏 Proud to be an Odia Jay Jagannath 🙏
@krishnakhandagiri9887
@krishnakhandagiri9887 7 күн бұрын
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହାରିଲା ପରେ ଵି ସମସ୍ତ ଙ୍କ ହୃଦୟ ରେ ରହି ଯାଇଛନ୍ତି ତାଙ୍କ ପରି ସରଳ ନିଷ୍କପଟ ବ୍ୟକ୍ତି ଆଉ ମୁଖ୍ୟମନ୍ତ୍ରୀ ନେତା ନାହାଁନ୍ତି କେହି ଆଉ ଭଗବାନ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସବୁବେଳେ ଭଲରେ ଆଉ ସୁସ୍ଥ ସବଳ ରଖନ୍ତୁ ❤❤❤❤
@TelltalePD
@TelltalePD 8 күн бұрын
Such a noble gesture, especially of Dharmendra Pradhan. That's the beauty of democracy and all political leaders should follow
@aurobindadas8776
@aurobindadas8776 8 күн бұрын
ଆଜି ହିଁ ଗୋଟେ ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି ଦୁନିଆରେ କୌଣସି ଚିରସ୍ଥାୟୀ ନୁହେଁ, ଆମେ ଯେଉଁ ପଦବୀରେ ଥାଉନା କାହିଁକି କେବେ ନିଜକୁ ଗର୍ବ କରିବା ନାହିଁ. ଏହା କ୍ଷଣସ୍ଥାୟୀ ନିମିଷକେ..... ସେଥିପାଇଁ କଥାରେ ଅଛି -"କେହି ରହି ନାହିଁ ରହିବେ ନାହିଁ ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ କର୍ମ ସାରି ବାହୁଡ଼ିବେ କାଳ ବେଳେ " ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ସବୁ ହିଁ ତୁମେ
@sudhanshusekharrath7878
@sudhanshusekharrath7878 8 күн бұрын
Very nice. The team BJP always pays the proper respect to our honorable Ex CM Sj. Nabeen Pattanayak. So happy to see this culture.🎉
@Jay_Shri-Ram091
@Jay_Shri-Ram091 8 күн бұрын
Jay Jagarnath DP ମକୁ ଭାଇ ଓ np ନବୀନ ପଟ୍ଟନାୟକ କି ଜୟ ହୋ 😅
@ajayajena319
@ajayajena319 8 күн бұрын
ନବୀନ ବାବୁ 🙏
@biwajitviswajeet
@biwajitviswajeet 8 күн бұрын
ନବୀନ ❤❤ ହିଁ ପ୍ରକୃତ ଓଡ଼ିଆ ଅସ୍ମିତା
@SrikantaBehura
@SrikantaBehura 8 күн бұрын
ନବିନୀ ସାରେ the gret hero 🙏🙏🙏
@RameshYadav-ur6ws
@RameshYadav-ur6ws 8 күн бұрын
ଜୟ ନବୀନ sir 🎉
@dhaneswardas7823
@dhaneswardas7823 8 күн бұрын
ବନ୍ଦେ ଉତ୍କଳ ଜନନୀ ବନ୍ଦେ
@satyanarayanajena3939
@satyanarayanajena3939 8 күн бұрын
This is our odisha
@PritamPriyanshu-eu6fd
@PritamPriyanshu-eu6fd 8 күн бұрын
Aha ama odisha.. Andhra Pradesh nunhe
@Nayak4930
@Nayak4930 8 күн бұрын
ଧନ୍ୟବାଦ ଧର୍ମେନ୍ଦ୍ର ସାରେ, ଆପଣ ମଞ୍ଚତଳକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ପଛୁଡ଼ି ନେଲ...
@uhujhfhhgh8
@uhujhfhhgh8 8 күн бұрын
ଧନ୍ୟବାଦ ମୋହନ ବାବୁ ଆଉ ଧର୍ମେନ୍ଦ୍ର ବାବୁ ଙ୍କୁ.... ଉଭୟ ମହାନତା ର ପରିଚୟ ଦେଇଛନ୍ତି
@lksarap8779
@lksarap8779 7 күн бұрын
ଏହାହିଁ ହିନ୍ଦୁଧର୍ମ ର ମାନବିକତା ବହୁତ ବହୁତ ଧନ୍ୟବାଦ ଧର୍ମେନ୍ଦ୍ର ସାର ଆପଣ ନବୀନ ବାବୁଙ୍କୁ ମଞ୍ଚକୁ ପାଛୋଟି ନେବାରୁ ଜୟ ଶ୍ରୀ ଜଗନ୍ନାଥ 🙏
@bhagavadbaba6258
@bhagavadbaba6258 7 күн бұрын
जय हो
@PratapBaral-o5i
@PratapBaral-o5i 8 күн бұрын
Jay jagannath jay Navin 🙏
@sukruamanatya5607
@sukruamanatya5607 8 күн бұрын
Love you Naveen sir Jay Jagannath
@sagarsingh7523
@sagarsingh7523 8 күн бұрын
This mesmerizing scene shows the culture in people of MO Odisha ....UNITY & UNIQUE
@rajendrarajput8469
@rajendrarajput8469 8 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ
@sushantadevta9225
@sushantadevta9225 8 күн бұрын
ଏହା ହେଉଛି ଓଡ଼ିଶାର ସଂସ୍କୃତି ।
@banitasahoo3466
@banitasahoo3466 8 күн бұрын
Naveen.sir.jay.jagannath❤❤❤❤❤❤
@Ananyaavlogs
@Ananyaavlogs 8 күн бұрын
Dharmendra sir good person
@chittaranjansahu8113
@chittaranjansahu8113 8 күн бұрын
ନବିନ ବାବୁ ବାବୁଙ୍କୁ ସାମ୍ମାନ ଦେଲେ...ଏହା ଦେଖି ବହୁତ୍ ଆନନ୍ଦ ଲାଗିଲା ମୋତେ l ସମସ୍ତଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ନବୀନ ବାବୁ l ପ୍ରଭୁ ଜଗନ୍ନାଥ ତାଂକୁ ଭଲରେ ରଖନ୍ତୁ l
@kpradeepkumar4462
@kpradeepkumar4462 7 күн бұрын
Mohan majhi great... U showed the real leadership quality.. Naveen got respect because of you & he deserves to be respected.
@sahoo6113
@sahoo6113 8 күн бұрын
This is odisha ....🎉 glad to see this healthy democracy
@Jaysrikrishna00
@Jaysrikrishna00 7 күн бұрын
Very good Dharmendra sir really your thinking very good & Navin sir also good people
@tapasentertainment9135
@tapasentertainment9135 7 күн бұрын
It's no doubt Mr. Dharmendra Pradhan, done excellent job. If CM Mr. Mohan Majhi, came down to the stage and receive to Mr. Naveen Pattnaik, it will much more better respect to a former CM. In age and experience he is very Senior. Pray for good health Sir. Jay Jagannath
@diptiranjannayak4913
@diptiranjannayak4913 8 күн бұрын
ଏ ହେଉଛି ଓଡ଼ିଶାର ଅସ୍କିତା କଥା। ଆମେ ଓଡ଼ିଆ ଭାରି ବଢିଆ। ଜୟ ଜଗନ୍ନାଥ
@ktccreation9722
@ktccreation9722 7 күн бұрын
ଭଗବାନ ଆପଣ ପକ୍ଷରେ ଥିବାବେଳେ କିଛି ଅସମ୍ଭବ ନୁହେଁ | ❤❤
@Sudhakarmudhuli
@Sudhakarmudhuli 6 күн бұрын
A Never Before Scene.This is the Beauty of Odia and Jagannath Culture....💯💯💯👌👌👌JAI JAGANNATH....👍👍👍❤️❤️❤️❤️❤️🕉️🕉️🕉️🇮🇳🇮🇳🇮🇳🙏🙏🙏
@MamataMishra-rz1ez
@MamataMishra-rz1ez 8 күн бұрын
Hey Naveenbabu ame tama fan.... ❤
@santilatapanda1386
@santilatapanda1386 7 күн бұрын
Bahut bahut Kanda laguchi Mane podigale
@soumyaranjan_samal
@soumyaranjan_samal 7 күн бұрын
Dharmendra is a good person He respects & loves his opposition leader He had did the same thing on june 12
@anitamohanty6940
@anitamohanty6940 7 күн бұрын
Proud Moment 🙏🏻Jay Jagannath Mahapravu 🙏🏻 🙏🏻🙏🏻
@swarnapravasahoo1940
@swarnapravasahoo1940 8 күн бұрын
Jai Jagannath 🙏 He is the Great Man Mr.Naveen Patnaik
@RAKESH20249
@RAKESH20249 8 күн бұрын
The great person Navven Patnaik ❤️ Love' you sir INDIA No-1 CM Navven Patnaik 🙏
@amiyapriyabhoi7651
@amiyapriyabhoi7651 8 күн бұрын
Great x cm I love you sir
@ChandraShekhar-ne5fx
@ChandraShekhar-ne5fx 8 күн бұрын
Jai Jagganath Mahaprabhu 🇮🇳🚩🙏🙏🙏
@samarendrarout4341
@samarendrarout4341 7 күн бұрын
Jay Jagannath 🙏❤️
@bishalbishal.rocky.1214
@bishalbishal.rocky.1214 8 күн бұрын
Naveen patnaik sir No1 cm odisha 😢❤
@aloksamal6107
@aloksamal6107 8 күн бұрын
Dharmendra Pradhan good human being ❤❤❤
@soubhagyaranjanmohanty3667
@soubhagyaranjanmohanty3667 7 күн бұрын
ଯେତେ ହେଲେ ଵି.... ନବୀନ ନବୀନ... ହୃଦୟର ବ୍ୟକ୍ତିତ୍ୱ... 👍
@tapankumarpradhan-yr8uk
@tapankumarpradhan-yr8uk 7 күн бұрын
ଜୟ ଜଗନ୍ନାଥ 🙏🙏🙏 ସର୍ବେ ଭବନ୍ତୁ ସୁଖିନଃ.... 🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ସମସ୍ତଙ୍କୁ ହୃଦୟରୁ ମୋର ନମସ୍କାର ❤️🙏🙏🙏🙏🙏🙏🙏🙏🙏🙏🙏🙏🙏
@lopintirani1259
@lopintirani1259 8 күн бұрын
So nice jai jagannath
@RanajitKumar-p1b
@RanajitKumar-p1b 8 күн бұрын
Nobin sir is great ❤❤❤❤❤❤❤❤❤❤for
@dkraut9901
@dkraut9901 8 күн бұрын
Thanks to Mr Dharmendra Pradhan
@sibavlogs5029
@sibavlogs5029 8 күн бұрын
I love Dharmendra Pradhan but my heart ❤ nabin patnaik
@birakishorenayak1690
@birakishorenayak1690 7 күн бұрын
ଏଇତ ଜଗନ୍ନାଥ ସଂସ୍କୃତିର ମହାନତା । ଜୟ ଶ୍ରୀଜଗନ୍ନାଥ🙏
@Foodrecipes054
@Foodrecipes054 8 күн бұрын
Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
@suranjankindo3670
@suranjankindo3670 7 күн бұрын
Lord Jesus bless them and guide them to experience your love and care❤❤
@alinone4576
@alinone4576 7 күн бұрын
ନବୀନ ବାବୁ କଣ ପାଇଛନ୍ତି ଏଇଠୁ ଜଣା ପଡ଼ୁଛି Great
@santoshmahapatra4713
@santoshmahapatra4713 8 күн бұрын
Jay shree jagannath
@sangitamaharathi2876
@sangitamaharathi2876 8 күн бұрын
Best cm Naveen sir. Jay jagannath ❤❤
@user-yi8zw5uk2p
@user-yi8zw5uk2p 8 күн бұрын
Odisha ra legend bhai Naveen Patnaik
@sashikantpallai8071
@sashikantpallai8071 8 күн бұрын
Jay jagannath 🙏
@ajaysamal1195
@ajaysamal1195 8 күн бұрын
Jay jagannath🙏🙏🙏🙏🙏🙏
@rashmisahoo-qp8px
@rashmisahoo-qp8px 8 күн бұрын
Jay jagannath
@bipinbiharinayak5973
@bipinbiharinayak5973 6 күн бұрын
Odia parmpara jay Jagannath jay
@prameyaparida3929
@prameyaparida3929 8 күн бұрын
Love to see the respect of team bjp towards Naveen Sir.....BJP knows Naveen Sir has a CLEAN heart...,
@BikramKumar-dh4zu
@BikramKumar-dh4zu 7 күн бұрын
This is pure politics of odisha.
@shaswatsahu
@shaswatsahu 7 күн бұрын
Thank you .
@subratkumarpadhi8885
@subratkumarpadhi8885 8 күн бұрын
So Great Sir.
@umakantadas729
@umakantadas729 6 күн бұрын
This is the culture & pride of Odisha....Jay Jagannath
@dibakarsethi4802
@dibakarsethi4802 8 күн бұрын
Jay jagannath jay naveen sir jay Odisha
@ramakantasahoo7755
@ramakantasahoo7755 6 күн бұрын
Dil khus ho gya, Yes I am big big fan of Shri Nabin Patnaik.....
@jitenkumaar4786
@jitenkumaar4786 7 күн бұрын
Bahut khusi laguchi dekhiki....prabhu emit ama odisha basi nku shanti re rakha bass etiki manokamana🙏🐚 ଜୟ ଜଗନ୍ନାଥ 🙏🙏🙏
@kunmunmallick-oi4jx
@kunmunmallick-oi4jx 8 күн бұрын
Jay jaganatha
@Sandipsandip9413
@Sandipsandip9413 7 күн бұрын
ନବୀନ ପଟ୍ଟନାୟକ sir love you dharmendra pradhan love you ❤
@sibaprasadbehera4052
@sibaprasadbehera4052 8 күн бұрын
Jay Jagannath
@bishnuprasaddash1106
@bishnuprasaddash1106 7 күн бұрын
Wow Dharmendra Pradhan sir wow, great. Respect to elders is our culture you have proved it.
@ShivaBhai-gm9pz
@ShivaBhai-gm9pz 8 күн бұрын
Jay jagannath BABA 🙏🙏🙏🙏🙏💗💗💗
@snehalataparida5659
@snehalataparida5659 8 күн бұрын
ଜୟ ନବୀନ 🎉
@hrudayaragita7961
@hrudayaragita7961 7 күн бұрын
ସୁନ୍ଦର କଥା, ଦୃଶ୍ୟ
THEY made a RAINBOW M&M 🤩😳 LeoNata family #shorts
00:49
LeoNata Family
Рет қаралды 37 МЛН
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 35 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 62 МЛН
I Was Targeted To Be Killed: CM Mohan Majhi
3:57
Kanak News
Рет қаралды 358 М.
President Droupadi Murmu reaches Puri || KalingaTV
7:34
Kalinga TV
Рет қаралды 1,7 МЛН
THEY made a RAINBOW M&M 🤩😳 LeoNata family #shorts
00:49
LeoNata Family
Рет қаралды 37 МЛН