News Point: Ration Card And Rice Distribution Scam | Allegation Of Corruption On Former BJD Govt

  Рет қаралды 1,230,249

Kanak News

Kanak News

Күн бұрын

Пікірлер: 817
@karunakarmohanty89
@karunakarmohanty89 5 ай бұрын
ବହୁତ ସୁନ୍ଦର ପଦକ୍ଷେପ ବଡ଼ ଲୋକ ମାନେ ଚାଉଳ ନେଉଛନ୍ତି ତଦନ୍ତ ଆରମ୍ଭ ହେଉ ଜୟ ମହନ ସରକାର ଜୟ ଶ୍ରୀ ରାମ
@kkvlogs1819
@kkvlogs1819 5 ай бұрын
ନୂଆ ତ add ହିଁ କରୁ ନାହାନ୍ତି 3 ବର୍ଷ ହେଲା କେହି ଶୁଣୁ ନାହାନ୍ତି new member add ବି କରୁ ନାହାନ୍ତି କିମ୍ବା ଭୂତ୍ ଙ୍କୁ କାଟୁ ନାହାନ୍ତି ।।। ଆପଣ ଠିକ୍ କହିଛନ୍ତି।।।true news
@TechnicArjun
@TechnicArjun 5 ай бұрын
Yes 100% correct 100 100 Re correct
@brm143
@brm143 5 ай бұрын
Han satare
@sbswagatikasmiley753
@sbswagatikasmiley753 5 ай бұрын
Han thik katha
@madansahu6052
@madansahu6052 5 ай бұрын
Sat katha
@DillipBhoi-mu1dk
@DillipBhoi-mu1dk 5 ай бұрын
ନୂଆ ସରକାର ନୂଆ ସର୍ଭେ କରିବାର ଆବଶ୍ୟକତା ରହିଛି
@banamalisankha3333
@banamalisankha3333 5 ай бұрын
Yes
@PK-xf6ot
@PK-xf6ot 5 ай бұрын
Kana ku yes kahila ​@@banamalisankha3333
@banshiswain4908
@banshiswain4908 4 ай бұрын
Yes
@krushnaprasadmohanty3831
@krushnaprasadmohanty3831 5 ай бұрын
ଧନ୍ୟବାଦ କନକ ଟିଭି - ଧନ୍ୟବାଦ କୃଷ୍ଣ ପାତ୍ର ।
@disembarpatel6747
@disembarpatel6747 5 ай бұрын
Yes sir
@Prem-bz3tr
@Prem-bz3tr 5 ай бұрын
ସବୁ ତ ଧନୀ ଲୋକ ଙ୍କୁ ମିଳୁଛି ଗରିବ ଭୂମିହୀନ ଲୋକଙ୍କୁ ରାସନ କାର୍ଡ ମିଳି ନାହିଁ ଘର ଟିଏ କରିବା କୁ ଜାଗା ନାହିଁ ସରକାର ଏ ମାନଙ୍କୁ ଟିକେ ଧିଆନ ଦିଅନ୍ତୁ
@SumatiSumatiGhadei
@SumatiSumatiGhadei 5 ай бұрын
Rasana band karajau.puni chinhata kari prakuta gariba lokanku dianau.
@CopY_PaSt9
@CopY_PaSt9 5 ай бұрын
Sata kahila bhai tame BJD SARKAR maigha sarkar
@pritampolei7087
@pritampolei7087 5 ай бұрын
BJD chamach sabu dhani loka ration neuchhanti gariba loka nuhe
@asisranjan7787
@asisranjan7787 5 ай бұрын
Gariba loka b gaichhnti..bt sethire dhani loka misiki achhnti
@Pruseth_10
@Pruseth_10 5 ай бұрын
Garib kie aau garib nahi
@DibyashreeSwain-q7h
@DibyashreeSwain-q7h 5 ай бұрын
ଖାଲି ଚାଉଳ ନୁହେଁ, ପାଇଖାନା, ଆବାସ ଯୋଜନା ରେ ଗୋଟିଏ ଘରେ ୮ଟା ଲେଖା ପିଇଛନ୍ତି। ପ୍ରତି ଗାଁ ରେ ଏମିତି ଘଟଣା ପାଇବେ
@Bpatel152
@Bpatel152 5 ай бұрын
Am gare bi
@BiswanathNayak-rg8xe
@BiswanathNayak-rg8xe 5 ай бұрын
Y
@prasannakumarsamantaray1676
@prasannakumarsamantaray1676 5 ай бұрын
ନିରାଟ ସତ କଥା ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଏକାବେଳେ 3ରୁ 4 ଟି ଲାଟିନ ଆଉ ଯୋଗ୍ୟ ହିତାଧିକାରୀଙ୍କୁ ଶୂନ୍ୟ
@Sahu_Santanu_24
@Sahu_Santanu_24 5 ай бұрын
ତୁମେ କଣ କରୁଛ । ଜ ଆଉ ତୁମେ ବି ଲେଟିଂ ବନ। କିଏ କଣ କଳା କିଏ କଣ ନ କଲେ ସେଟା ଖାଲି ଦେଖୁଥ । 😂😂😂😂
@SudarsuanPradhun
@SudarsuanPradhun 5 ай бұрын
​@@Bpatel152Gy G
@Vibek5678
@Vibek5678 5 ай бұрын
ଯେଉଁମାନଙ୍କର ରହିବା ଛଡା ଆଉ କିଛି ବି ନାହିଁ ସେଇମାନଙ୍କୁ ରାସନ୍ card ଦିଆଯାଉ । ଯେଉଁମାନେ ଭୂମିହୀନ ସେଇ ମାନଙ୍କୁ ରାସନ୍ card ମିଳୁ ମୋର ଏତିକି ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ
@alokmohapatra6771
@alokmohapatra6771 5 ай бұрын
Correct
@mightypilu9640
@mightypilu9640 5 ай бұрын
moro kiche be nahi mu 5 years heli ration card pani lagiche kintu haune
@KEDARMALIK-o6o
@KEDARMALIK-o6o 5 ай бұрын
ଆମଗ୍ରାମରେ ଯାହାର ପାଞ୍ଚ ରୁ ଆଠ ଏକର ଜମି ଅଛି ସେମାନେ ଚାଉଳ ନଉ ଛନ୍ତି ଭୂମିହୀନ ଗରିବ ଲୋକ ମାନେ ପାଉନାହାନ୍ତି
@SabitaHota-l5o
@SabitaHota-l5o 5 ай бұрын
ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ। ଭତ୍ତା ବି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ
@DilipParida-o7r
@DilipParida-o7r 5 ай бұрын
Fonny time ରେ ଦଳିଅ ଲୋକଙ୍କ ଘର ଥାଇ ମଧ୍ୟ୍ୟ ସେମାନଙ୍କୁ fonny ର କ୍ଷୟ କ୍ଷତି ଦିଆ ଯାଇଛି, ଯାହା ଘରେ ବିଜେଡି ଭୋଟର ଅଧିକ ମେମ୍ବର ଅଛନ୍ତି, ସେମାନଙ୍କୁ ଦିଆଯାଇଛି
@SrimanMohanty-f9s
@SrimanMohanty-f9s 5 ай бұрын
ଯଉ ମାନେ ଟାକ୍ସ ଦେଉଛନ୍ତି, ସେମାନେ ବି ରାସନ ନେଉଛନ୍ତି, example - contrator, pvt jobe softwear company empoly, ଚାରିଚକିଆ ଯାନ ଥିବା ଲୋକ, ଜଣିକିଆ 6 ବଖରା ଘର ଥିବା ଲୋକ, ଜଣିକିଆ 8 ଏକର ଜମି ଥିବା ଲୋକ ପାଉଛନ୍ତି
@kartik-rb1mj
@kartik-rb1mj 5 ай бұрын
@pradeepkumarsinha803
@pradeepkumarsinha803 5 ай бұрын
💯 Right, No Doubt. NOT ONLY CORRUPTION IN RATION CARD BUT ALSO IN ALL DEPARTMENTS.
@KushaRaut-eg1yr
@KushaRaut-eg1yr 5 ай бұрын
ବହୁତ ଲୋକ ର ନାମ କାଟିବା ଦରକାର୍ ଜୀବିତ ଗରିବ କୁ ମିଳୁ ❤❤
@kumarmanas6913
@kumarmanas6913 5 ай бұрын
ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ରେସନ କାର୍ଡ ମିଳିନାହିଁ କିନ୍ତୁ ଯେଉଁମାନେ ଯୋଗ୍ୟନୁହ୍ନେ ସେମାନେ ପାଉଛନ୍ତି । ଏହା ଉପରେ କାଇଁ ତଦନ୍ତ ହେଉ ନାହିଁ ।। ବହୁତ୍ ଗରିବଶାଳୀ ଲୋକମାନେ ଏଥିରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି। ତେଣୁ ଏହା ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ 🙏🙏
@susantabaliarsingh8811
@susantabaliarsingh8811 5 ай бұрын
ସର୍ଭେ ନିହାତି ଦରକାର....
@IndrajitDas-jq5ul
@IndrajitDas-jq5ul 5 ай бұрын
Good decision 👍
@PradeepPradeep-ys8xi
@PradeepPradeep-ys8xi 5 ай бұрын
ସରକାର ଚିହ୍ନିପରୁନାଇ ଧନୀ କିଏ ଗରିବ କିଏ ସମସ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଧୋନୀ ଲୋକଙ୍କୁ ଅଧିକ ମିଳୁଛି
@sradhamihir5552
@sradhamihir5552 5 ай бұрын
ଲାଞ୍ଚର କମାଲ ଇଏ ସବୁ 😢 ଏଠି ଯାହା ପାଖରେ ଟଙ୍କା ଅଧିକ ସିଏ ସବୁ ସୁବିଧାର ଲାଭ ଉଠେଇବ ଆଉ ଯିଏ ବେରୋଜଗାରିଆ, ପଇସା ନାହିଁ ସେ କିଛି ପାଇବନି
@Ajay-bq1lx
@Ajay-bq1lx 5 ай бұрын
ବହୁତ ବଢିଅ| ...
@rabindrarouta2465
@rabindrarouta2465 5 ай бұрын
ରାସନ କାର୍ଡ ନଥିବା ଏକ ମଧ୍ୟବିତ୍ତ ପରିବାର ଆଜି ମେଡ଼ିକାଲ ରେ ଯେଉ ଭଳିଭାବେ ସ୍ବାସ୍ଥ୍ୟଗତ ସମସ୍ୟା କୁ ନେଇ ଆର୍ଥିକ ବୋଝ ର ବାଧକ ସାଜିଛି ଯଦି ଏହିଭଳି ସମସ୍ୟା ର ସମାଧାନ ପାଇଁ ଯଦି ସରକାର କିଛି ଉଚିତ୍ ପଦକ୍ଷେପ ନେଇ ଯୋଜନା ମାନ ପ୍ରସ୍ତୁତ କରନ୍ତେ ତେବେ ଯାଇ ମଧ୍ୟବିତ୍ତ ପରିବାର ଲୋକ ଟି ସ୍ବାସ୍ଥ୍ୟଗତ ସମସ୍ୟା ରୁ ଆଶ୍ୱସ୍ତି ପାଇପାରନ୍ତା !!! ❤ଜୟ ଶ୍ରୀ ଜଗନ୍ନାଥ ❤
@parsuramsahoo7509
@parsuramsahoo7509 5 ай бұрын
Su chintinta mata🎉🎉🎉🎉🎉
@The_one_and_onlyyyy
@The_one_and_onlyyyy 5 ай бұрын
Hn bhai amara ration card nahi boli, health card b miluni
@sudarsandash7557
@sudarsandash7557 5 ай бұрын
Right
@deepakmaity931
@deepakmaity931 5 ай бұрын
ସାଧାରଣ ଲୋକ ଚାଉଳ ଖାଇଗଲେ,ହେଲେ ନେତା ମନ୍ତ୍ରୀ ଓଡିଶା କୁ ଖାଇ ଗଲେ କିଛି ହେଉନାହିଁ କି କେହି ଅଭିଯୋଗ କରୁନାହାନ୍ତି
@prakashyoutube2138
@prakashyoutube2138 5 ай бұрын
❤❤
@StudyHelp2U
@StudyHelp2U 5 ай бұрын
@MourjaMoona
@MourjaMoona 5 ай бұрын
❤❤❤
@RakeshSahoo-l6o
@RakeshSahoo-l6o 5 ай бұрын
Right bro 👍👍👍👍🤣
@shekhmuna3348
@shekhmuna3348 5 ай бұрын
ସର୍ଭେର କରାଯଉ ନୂଅଏ ରାସନ କାର୍ଡ ହଉ
@MithunKumarofficial-oc8ig
@MithunKumarofficial-oc8ig 5 ай бұрын
ରାଇଟ କଥା
@lalitapradhan7199
@lalitapradhan7199 5 ай бұрын
Thik Katha
@lalitapradhan7199
@lalitapradhan7199 5 ай бұрын
Survey karajau
@sejalkallo1657
@sejalkallo1657 5 ай бұрын
Yes...right 💯
@BabukuamrMallick-ep7ko
@BabukuamrMallick-ep7ko 5 ай бұрын
ସତକଥା
@mr.sanjayinformationdiscov3282
@mr.sanjayinformationdiscov3282 5 ай бұрын
ଦୁଇ ମହଲା କୋଠା, ଘରେ ଏସି ଲାଗିଛି ତଥାପି ଚାଉଳ ମିଳୁଛି😂😂😂
@jugalsahu6560
@jugalsahu6560 5 ай бұрын
10:37
@kishorekumbhar2855
@kishorekumbhar2855 5 ай бұрын
କିଏ କଣ କଲା ଦୋଷାରୋପ ନ କରି ଅଯୋଗ୍ୟ ଲୋକଙ୍କୁ କାଟି ଯୋଗ୍ୟ ଲୋକ ଙ୍କୁ ରାସନ କାର୍ଡ଼ ଦେଲେ ଭଲ ହେବ
@chandrasennayak9352
@chandrasennayak9352 5 ай бұрын
Good 👍
@purusottamnayak7029
@purusottamnayak7029 5 ай бұрын
Full politics today government
@birajrout7432
@birajrout7432 5 ай бұрын
ଯାହା ହେଉ ଗୋଟେ ମାସେର 25ଲକ୍ଷ ଚିନ୍ହଟ କଲ ଭଲ ସେମାନଙ୍କ ର କାଟି ଗରିବକୁ ଦିଅ
@sarjagannath9
@sarjagannath9 5 ай бұрын
Mohan sir has taken the right decision. I thank Mohan Sir for this.
@TechnicArjun
@TechnicArjun 5 ай бұрын
ପ୍ରଥମେ ମରିଯାଇଥିବା ଲକଙ୍କର ରାସନ୍ କାର୍ଡ ରେ ନାମ କଟାଯାଉ
@chaturbhujabag5095
@chaturbhujabag5095 5 ай бұрын
କୋଟି କୋଟି ଟଙ୍କା ରାଜନେତା ମାନେ ଲୁଟିଛନ୍ତି କୋଉକିମାନ ଚାଉଳ ପାଇଲା କୋଟି କୋଟି ହିସାବ କରୁଛ ପିସି ବାଳେକୁ ପ୍ରଥମ ଜେଲ ରେ ଭର
@paramanandajena9280
@paramanandajena9280 5 ай бұрын
ବାସ୍ତବରେ ଭୂମିହୀନ ପରିବାର କୁ ଦିଆଯାଉ
@aarzoo4168
@aarzoo4168 5 ай бұрын
Sabu free karibaru Labour milu nahanti
@AlineOp
@AlineOp 5 ай бұрын
ମାଗଣା ଚାଉଳ ଟୋଟାଲ ରାଜ୍ୟରୁ ବଂଦ ହେଉ।ଅନ୍ୟ କିଛି ବିକଳ୍ପ ମାଗଣା ଦିଅନ୍ତୁ।ନହେଲେ ବିଜେପି କୁ ମହଗା ପଡିବ
@dinabandhudash5218
@dinabandhudash5218 5 ай бұрын
ସମସ୍ତ ଜିଲ୍ଲା ସବୁବ୍ଲକ ପଞ୍ଚାୟତ ରେ ସିସିଟିଭି ଲଗାଯାଉ ଓ ରାସନ କାର୍ଡ ଯାଞ୍ଚ କରା ଯାଉ . ଗରିବକୁ ଚାଉଳ ମିଳୁନାହିଁ ପରିବାରରେ 5.ଜଣା ରେ 3ପାଉଛନ୍ତି ଧନୀ ଲୋକ କାହାର ଟ୍ରାକ୍ଟର ତ କାହର କାର ଗାଡି ଅଛି ସେମାନେ ପାଉଛନ୍ତି ଏମାନଙ୍କ ସବୁ କଟାଯିବ ଦରକାର
@sanjeebkumarsahoo5132
@sanjeebkumarsahoo5132 5 ай бұрын
ନେତା ଆସିବେ ଯିବେ କିଛି ହବନି ଏମିତି ଚାଲିବ ଆଗକୁ ପଞ୍ଚାୟତ ଇଲେକ୍ସନ ଲୋକଙ୍କୂ କାଟିବା ଭୟ ଦେଖାଇ ଭୋଟ ନେବେ ( ରାଜନୀତି ବୁଧୀ 👌)#ମାଗଣାଖିଆ ଜନତା 😀
@PodmakishorMahara
@PodmakishorMahara 5 ай бұрын
ସତ କଥା ହାହୁଛନ୍ତି ମନ୍ତ୍ରୀ 10 ଏକର ଜମି ଗାଡ଼ି ମଟର ଥିବା ଲୋକ ପା ଉ ଛନ୍ତି
@manojsahu2039
@manojsahu2039 5 ай бұрын
ଯେଉଁ ବ୍ୟକ୍ତି ସରକାରୀ ରେଶମ କାର୍ଡ ପାଇବା ଉପଯୁକ୍ତ ତାଙ୍କୁ ହିଁ ଦିଆଯାଉ ତେଲିଆ ମୁଣ୍ଡରେ ତେଲ ନ ଦେଇ ରୁଖିଲା ମୁଣ୍ଡରେ ତେଲ ଦିଅନ୍ତୁ
@azharkkhan8822
@azharkkhan8822 5 ай бұрын
🙏 ଜାଗୃତ 🌹 ଓଡିଶା 🌹ଜାଗୃତ🙏
@aniketmishra5600
@aniketmishra5600 5 ай бұрын
ଆଗାମୀ ଦିନ ରେ ନିଟ୍ ସ୍କାମ କଥା ଦିଲ୍ଲୀ ନିୟୁଜ ଓ୍ୱାରଲଡ ନିୟୁଜ କନକ ଟିଭି କୁ ପଚାରିବ
@spacademysrinivaspatnaik4298
@spacademysrinivaspatnaik4298 5 ай бұрын
@maheshwardas310
@maheshwardas310 5 ай бұрын
ଆମ ଗାଁରେ ବଡ଼ ଲୋକ ପାଉଛନ୍ତି ଚାଉଳ. ଯାହାର ଚାଷ ଜମି ଅଛି 10 ଏକର୍ 20 ଏକର BJD ଦଳୀୟ ଲୋକ
@sanjuktabiswal1569
@sanjuktabiswal1569 5 ай бұрын
ସବୁ ଆଡେ ସେଇୟା, କୁଜି ନେତା 3000ଟଙ୍କା ଖାଇ କରେଇ ଦେଉଛନ୍ତି,
@DamdharDamodar
@DamdharDamodar 5 ай бұрын
ଭତ୍ତା line କୁ ବି ଟିକେ ଯାଆନ୍ତୁ ଯେଉଁ ମାନେ ଭତ୍ତା ପାଇବାର ଅଯୋଗ୍ୟ ସେମାନେ ବି ତୋ ଭତ୍ତା ପାଉଛନ୍ତି।
@santanuswain9482
@santanuswain9482 5 ай бұрын
ରାସନ କାର୍ଡ, ପାଇଖାନା ଆଉ ଵିଜୁ ପକା ଘର , ଇନ୍ଦିରା ଆବାସ ଯୋଜନା ଏ ସବୁ ଯାଞ୍ଚ ହେବା ଉଚିତ, ଉଚିତ ଲୋକ ପାଉ ନାହାନ୍ତି।
@trilochanmuna8345
@trilochanmuna8345 5 ай бұрын
ଯୋଉଁମାନ ଙ୍କ ର ବିଲ ବାଡ଼ି ଅଛି ସେସବୁ ଅନୁଧ୍ୟାନ କରି ସେମାନଙ୍କ ରାସନ କାର୍ଡ କାଟନ୍ତୁ ଏକର ଏକର ଜମି ଅଛି ନିଜ ନାଁରେ ନଥାଉ ବାପା ନାଁରେ ବିଲ ଅଛି ସେମାନେ ବି ପାଉଛନ୍ତି ଏକଥା ବିଚାର କୁ ନିଆ ଯିବା ଦରକାର
@Nandineebehera-u1j
@Nandineebehera-u1j 5 ай бұрын
Thanks sir pranam Dist Dhenkanal.💐🙏
@bipinamallik2803
@bipinamallik2803 5 ай бұрын
Sambadika Akhaya Sir Nirata Satya Katha Kahile Dhanyabad, Kanak Newsre Kahile Jahara Motor Caycale Thiba, Kothaghara Thiba Semanaku Milibanahi
@gobindamajhimedia1801
@gobindamajhimedia1801 5 ай бұрын
ନିଶ୍ଚିତ ଭାବରେ ନୂଆ ସରକାର ନୂଆ ସର୍ବେ କରିବା ଉଚିତ 🙏🙏🙏🙏
@DebabrataBehera-fq1gw
@DebabrataBehera-fq1gw 5 ай бұрын
Very good decission
@dibyapattnaik6640
@dibyapattnaik6640 5 ай бұрын
ଯାହାର ଦରକାର ପାଉ
@KailashDas-js7ji
@KailashDas-js7ji 5 ай бұрын
Nice ❤
@sapankumarmurmu7720
@sapankumarmurmu7720 5 ай бұрын
Powrfull Speech sir
@TripleKEmpire-br8tf
@TripleKEmpire-br8tf 5 ай бұрын
ଆରେ ଭାଇ ରାସନ୍ କାର୍ଡ ପଛରେ ଏତେ ତତ୍ପର କାହିଁକି ଏଠି ଶଳା ନେତା ମନ୍ତ୍ରୀ ସରକାରୀ କର୍ମଚାରୀ ବିଭିନ୍ନ ପ୍ରକାରର ସରକାରୀ କାମରେ ଏତେ ଦୁର୍ନୀତି ହେଇଛି। ଯେତେ murder rape ଅପରାଧ ହେଇଛି ତାହାର ତଦନ୍ତ ହେଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀ ମାନଙ୍କୁ ଦଣ୍ଡ ନ ଦେଇ ଏ କି ତାମସା ଲଗେଇଛ । ଚାଉଳ ଯିଏ ଖାଉଛି ତା ପେଟ ପାଇଁ ହିଁ ଖାଉଛି, ଗୋଟେ ଗରିବ ଲୋକ ସାମାନ୍ୟ ଗୋଟେ bike ଯାହାର ଥିବ ସେ କେତେ କଷ୍ଟ କରି ଗୋଟେ bike କିଣିଥିବ ତାକୁ list ru ନାଆଁ କାଟିଦେଲେ ତମର ଧର୍ମ ସହିବନି । ଭଲ ଭାବରେ ତଦନ୍ତ କରି କାମ ଆଗକୁ ନିଅନ୍ତୁ। ଆମ ଓଡ଼ିଶାରେ two wheeler ଗାଡ଼ି 60% ru 70% ଗରିବ family ପାଖରେ ଅଛି, ତାହାମାନେ ସମସ୍ତଙ୍କୁ list ରୁ ହଟେଇବ ନା କଣ, ଏଠି ସାମାନ୍ୟ GS GRS NREGS କାମ କରି ମାଲାମାଲ୍ ହୋଇଯାଉଛନ୍ତି, ଗୋଟେ ପାଇଖାନାକୁ ଦୁଇ ତିନି ଥର ବିଲ୍ କରି ଠିକାଦାର ମାଲାମାଲ୍, ଘର ବ୍ରିଜ୍ କୁ ନିମ୍ନ ମାନର କାମ କରି ଠିକାଦାର ମାଲାମାଲ୍ହୋଇଯାଇଛନ୍ତି ତାହାର ତଦନ୍ତ ନ କରି ଏ ଭାଡୁଆ ସରକାର ରାସନ୍ କାର୍ଡ ପଛରେ ପଡ଼ିଛି।
@spacademysrinivaspatnaik4298
@spacademysrinivaspatnaik4298 5 ай бұрын
4 wheeler. 2 son earning. 3. House rent 4 own land.
@manasranjanbarik9011
@manasranjanbarik9011 5 ай бұрын
Beautiful upasatapna kanak news
@mandakinimohanta9069
@mandakinimohanta9069 5 ай бұрын
Right katha hundred percent thik mayurbhanj
@dk...bankerschoice...4320
@dk...bankerschoice...4320 5 ай бұрын
Akhay babu bohut bhala analyse kale,,,,,
@debabratadas4307
@debabratadas4307 5 ай бұрын
ଆମ ଭୋଗରାଇ ଅଞ୍ଚଳରେ ଲୋକଙ୍କ ପର୍ଯ୍ୟାପ୍ତ ଜମିବାଡ଼ି, ବାଇକ, ଫ୍ରିଜ୍, ୱାସିଂ ମେସିନ୍,ac,ଚାରିଚକିଆ,ଟ୍ରାକ୍ଟର ଥାଇ ମଧ୍ୟ ରେସନ୍ ପାଉଛନ୍ତି ।
@pradeepkumarsinha803
@pradeepkumarsinha803 5 ай бұрын
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଯୋଗାଣ ବିଭାଗୀୟ ମନ୍ତ୍ରୀ 2022,ଫେବୃଆରୀ ମାସରୁ କ୍ରମାଗତ 5/6 ମାସର ପୁରୀ ଜିଲ୍ଲାର କୌଣସି ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଗହମ ପାଇ ନାହାନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। କନକ ନିଉଜ ଚ୍ୟାନେଲ ମାଧ୍ୟମରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@gandharbbaral
@gandharbbaral 5 ай бұрын
ବାଳ ନିୟୁଜ ବିନା ଆଧାର କାର୍ଡ ଓ biometric ରେ ରାସନ ଚାଉଳ ମିଳେ ନାହିଁ
@debasish8065
@debasish8065 5 ай бұрын
Right
@sukantatechodia8253
@sukantatechodia8253 5 ай бұрын
ଏଇଟା ସତ ମରିଯାଇଥିବ ଲୋକଙ୍କର ଏବେବି ଚାଉଳ ନେଉଛନ୍ତି
@_mr___rajput
@_mr___rajput 5 ай бұрын
😂😂 25 kg badal re 22kg chaula dauchhanti
@subhashreeswain2887
@subhashreeswain2887 5 ай бұрын
Akhya sir jaha be kahel sabu thik katha 👍👍👍
@dasharathaentertainment8886
@dasharathaentertainment8886 5 ай бұрын
ରାସନ୍ କାର୍ଡ ଘଟାଲ ସରକାର ଯଦି ଚାହିଁବେ କମ୍ ହେଇ ପାରିବ ସେଥିପାଇଁ ଆମକୁ ପ୍ରକୃତ ହିତାଧିକାରୀ ରାସନ୍ କାର୍ଡ ପାଉଛନ୍ତି କି ନାହିଁ ‌
@gangadharsatapathy316
@gangadharsatapathy316 5 ай бұрын
ସମ୍ପୂର୍ଣ୍ଣ ରୂପେ ସତ୍ୟ। କୋଠାଘର, ଗାଡ଼ି, ଚାକିରୀ,ପେନ୍ ସନ୍, ଚାଷ ଜମି ଥିବା ଲୋକମାନେ ନେଉଛନ୍ତି।👍👍
@bedasmitapatel914
@bedasmitapatel914 5 ай бұрын
Pm kisan 6000 ଧନବିକିବେ3000 ପୁଣି ଚାଉଳ ପାଇଲେ ହେଲେ। ଭୂମିହୀନ ମାନେ କଣ ପାଇଲେ ସରକାର ଚିନ୍ତା କରନ୍ତୁ
@AkshitrutiyaBharati
@AkshitrutiyaBharati 5 ай бұрын
Write, SIR
@sbpmoj7938
@sbpmoj7938 5 ай бұрын
Kanak news kahibu ta directly kaha ete kindorou6u kayeje
@kandarapapadhan9062
@kandarapapadhan9062 5 ай бұрын
ଜଣେ ମଣିଷ ଙ୍କ ଦେହାନ୍ତ ପରେ ପଞ୍ଚାୟତ ର ଯୋଗାଣ ସହାୟକ ଡାଇରେକ୍ଟ ଚାଉଳ ଖାଉଥିବ ତେଣୁ ଏହାର ତଦନ୍ତ କରାଯାଉ।
@aarzoo4168
@aarzoo4168 5 ай бұрын
Bike thilaa family ku Ration card bandh karajau
@mamalirout4416
@mamalirout4416 5 ай бұрын
Shighra sarve ka result❤
@KumarRaja-m1b
@KumarRaja-m1b 5 ай бұрын
Very nice👍👍👍👍👍👍
@disembarpatel6747
@disembarpatel6747 5 ай бұрын
ବହୁତ୍ ବଢିଆ
@gourangasahu-sy1jk
@gourangasahu-sy1jk 5 ай бұрын
Super news and Jay Jagannath
@manasranjanbarik9011
@manasranjanbarik9011 5 ай бұрын
Really true
@pabitranath5075
@pabitranath5075 5 ай бұрын
Very good decision ❤❤
@aarzoo4168
@aarzoo4168 5 ай бұрын
Vote bank pain Four wheeler crateria rakhile bhala hebani
@manojbarla3416
@manojbarla3416 5 ай бұрын
ଅଯୋଗ୍ୟ ର କଟା ଯାଉ ଓ ଯୋଗ୍ଯ ର ଯୋଡା ଯାଉ
@rev.rohitkumarbag6053
@rev.rohitkumarbag6053 5 ай бұрын
ଗରିବ ଲୋକଙ୍କ ଉପକାର ହୋଇଛି, ସରକାର ନିଜେ ଖାଈ ନାହାନ୍ତି, ଏଣୁ ଏହାକୁ ଘୋଟଲା କହିବା ଉଚିତ ନୁହେଁ।
@HimansuBehera-th8ph
@HimansuBehera-th8ph 5 ай бұрын
Bahut bhala
@KHERWAL_BAZAAR
@KHERWAL_BAZAAR 5 ай бұрын
ନବୀନ ସରକାର ପ୍ରଭୁ ଜଗନ୍ନାଥଙ୍କ ପରି ଟିକେ ଦୟାଳୁ । ସେ କାହାକୁ ମନା କରନ୍ତି ନାହିଁ। ସମସ୍ତଙ୍କୁ ଦେଇ ଦିଅନ୍ତି । ଜନସାଧାରଣ ଙ୍କ ଟଙ୍କା ଜନସାଧାରଣ ଙ୍କ ହିତରେ ଲାଗିଲା ଏଥିରେ ଭୁଲ କଣ ।
@subashsanta6319
@subashsanta6319 5 ай бұрын
Rotion card ପରେ ବିଚାର ଆଗ mobile ରିଚାର୍ଜ କାହିଁକି ଏତେ ବଡିଛି ସେଇଟା ଟିକେ କୁହନ୍ତୁ
@baibasutabhoi3439
@baibasutabhoi3439 5 ай бұрын
ଯାହାର 15 ଏକର ଜମି ଅଛି ପ୍ରଧାନ ମନ୍ତ୍ରୀ ଆବାସ ,ରାସନ୍ କାର୍ଡ କଳାହାଣ୍ଡି ରେ ଅନେକ ମିଳିବେ କିନ୍ତୁ ଭୂମିହୀନ ଲୋକ ରାସନ୍ card ପାଇନାହାନ୍ତି
@maheshkumarbag5464
@maheshkumarbag5464 5 ай бұрын
Subha Sakala Jay Jagarnath Suwami 💖💖💖💖💖💖🌹
@pradiptadas1726
@pradiptadas1726 5 ай бұрын
ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
@hadubandhupradhan4218
@hadubandhupradhan4218 5 ай бұрын
Really correct
@disembarpatel6747
@disembarpatel6747 5 ай бұрын
Yes
@jharansundardeep6583
@jharansundardeep6583 5 ай бұрын
25 lakh Vote minus heijiba BJP ra
@uttambaba6800
@uttambaba6800 5 ай бұрын
4 guno adhiko per gharu 4 hisab karo 😅😢😂
@pritampolei7087
@pritampolei7087 5 ай бұрын
Se 25lakh BJD vote BJP ra nuha
@pritampolei7087
@pritampolei7087 5 ай бұрын
@@jharansundardeep6583 amiti dam dekhouthila pandu kana abastha hela tara.kichhi nahi swachha sasan darkar jie paibar hakdar se pantu kintu chamcha dhani kujineta na pantu.bjp ra prati block panchayat re pratinidhi ahara tadarakh kari bhul lokanku chinhata karantu.
@BibekanandaDhal-xn4he
@BibekanandaDhal-xn4he 5 ай бұрын
😂😂😂​@@pritampolei7087
@anojdhir2889
@anojdhir2889 5 ай бұрын
25lakh x3 adhiko milibo..
@ShyamprasadDas-c7n
@ShyamprasadDas-c7n 5 ай бұрын
Nyaya milu garibanku❤❤❤❤❤🎉🎉🎉🎉🎉😢😢😢😢😢 sarila
@AgyantA-g6v
@AgyantA-g6v 5 ай бұрын
What about real estate mafia why property rate are so high in poor state called Odisha..why investigations not done by govt and news channels are you afraid
@aarzoo4168
@aarzoo4168 5 ай бұрын
Aji date re 90 percent Loka Gariba nahanti.jaha pocket ku dekha Rs 10,000 ra Mobile achhi with one bike
@deepakdhibar2109
@deepakdhibar2109 5 ай бұрын
Right sir action garment
@aarzoo4168
@aarzoo4168 5 ай бұрын
Jeu family ra bike,Mobile,TV,Freeze etc achhi se family ra Ration card bandh hebaa darkar.
@aarzoo4168
@aarzoo4168 5 ай бұрын
SC,ST mane Govt.job karuthile madhya Ration card pai chhanti
@durgasorenentertainment2303
@durgasorenentertainment2303 5 ай бұрын
Good dicision
@GuraSingh-j4j
@GuraSingh-j4j 5 ай бұрын
ବଡ ବଡ ବିଲିଡିଁ ଘର ଠିଆ ହେଇ ମଧ୍ୟ୍ୟ ଚାଉଳ ପାଉଛନ୍ତି
@pratapmohanty3926
@pratapmohanty3926 5 ай бұрын
Very good
@JogeswarPradhan-qr8rr
@JogeswarPradhan-qr8rr 5 ай бұрын
Kahiba Kariba taphat
@manoranjan647
@manoranjan647 5 ай бұрын
ଯାହାର ନାମରେ ଚାରି ଚକିଆ, ଛଅ ଚକିଆ ଯାନ ବାହାନ ଅଛି ସେମାନେ ମଧ୍ୟ ପାଇଛନ୍ତି। ଆଉ ଦୁଇ ଚକିଆ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଅଛି ।
@azharkkhan8822
@azharkkhan8822 5 ай бұрын
ବହୁତ୍ ଘୋଟଲା ହେଉଛି ଓଡ଼ିଶା ରେ ଭୋଲ ଭାବରେ ତଦନ୍ତ କୋରା ଯାଉ👍
@BrundabatiPatraBrundabatiPatra
@BrundabatiPatraBrundabatiPatra 5 ай бұрын
Chaula band hele Ama paribara Vikari hoijiba🙏🙏🙏🙏🙏🙏🙏⭕‼️⭕🙏🙏🙏🙏🙏🙏🙏.AmakuRakshya kara pravu.🪔🪔🪔🪔🪔🪔🪔🪔🪔
@MaminaRana-ee6dj
@MaminaRana-ee6dj 5 ай бұрын
Right sir
@annybhai3534
@annybhai3534 5 ай бұрын
Puruna popule mahila manju miliba
@magsirasahu2050
@magsirasahu2050 5 ай бұрын
Jay shree Jagannath good morning kanka news 📰🗞️💐💐💐💐💐💐💐💐⭕‼️⭕🙏🚩☸️🐚🛕🛞🔔👏👏👏👏👏👏👏👏👏
@SusantaPradhan-n6p
@SusantaPradhan-n6p 5 ай бұрын
ଭାରତୀୟ ଜନତା ପାର୍ଟି ଟିକିଏ ଭାବିଛିନ୍ତି ନିଷ୍ପତ୍ତି ନେବା ଦରକାର ମୁଁ କହିବାର କାରଣ ଯଦି ଧନୀଲୋକ କିମ୍ବା ଗରିବ ରାସନକାର୍ଡକୁ ଯଦି କାଟିବେ ଆଗାମୀ ଦିନରେ ଭୋଟ ହାର ପ୍ରତିଶତ କମିଯିବ
@anojdhir2889
@anojdhir2889 5 ай бұрын
Bhaire amoku swachhata darkar..amiti hele Jai deshoro unnati hebo..
@anojdhir2889
@anojdhir2889 5 ай бұрын
Vote sahito aharo sampark kn ..rajya ro development darkar
@PrakasMahapatra
@PrakasMahapatra 5 ай бұрын
Nice
@pabitramohansahoo2305
@pabitramohansahoo2305 5 ай бұрын
Jay jagannath.
@BiduutaravaSahoo
@BiduutaravaSahoo 5 ай бұрын
Rasan card samasta ku milu
@Chandan-l4t
@Chandan-l4t 5 ай бұрын
Good
@aarzoo4168
@aarzoo4168 5 ай бұрын
Pensioner mane Ration card paichhanti
@saratchandranayak2825
@saratchandranayak2825 5 ай бұрын
ରାସନ କାର୍ଡ ଥାଇ ମଧ୍ୟ ରାସନ ପାଉନାହାନ୍ତି ନୂଆକରି ସର୍ବେ କରାଯାଉ
@Nageswararao-gs9tq
@Nageswararao-gs9tq 5 ай бұрын
Very nice
@premsahu8302
@premsahu8302 5 ай бұрын
Jahaku 35kg miliba Katha Tahaku milu nahi... Jia gariba loka tahaku miluchi 5kg lekha a miluchi.. check Kariki dekha sar..
Сестра обхитрила!
00:17
Victoria Portfolio
Рет қаралды 958 М.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН
🔵 Unveiling The Truth With Politician Sura Routray || Kanak News
25:06
Сестра обхитрила!
00:17
Victoria Portfolio
Рет қаралды 958 М.