Full Exposed To Socialtalk // The Rolex Odia // ଆମ ଭାରତରେ ସବୁ ଧର୍ମ ସମାନ୍

  Рет қаралды 13,877

The Rolex Odia

The Rolex Odia

Күн бұрын

Пікірлер
@gobindakumar6476
@gobindakumar6476 3 күн бұрын
ଧନ୍ୟବାଦ୍ ଭାଇ ପ୍ରଭୁ ଆଶୀର୍ବାଦ କରନ୍ତୁ ତମକୁ blessed 👍🙏
@RupeshKradika
@RupeshKradika 21 сағат бұрын
ଲକ୍ଷ୍ୟ ଲକ୍ଷ୍ୟ ହିନ୍ଦୁମାନଙ୍କ ମଧ୍ୟରୁ ଆପଣ ଜଣେ ପ୍ରକୃତ ହିନ୍ଦୁ।
@tezazoom5175
@tezazoom5175 3 күн бұрын
ଆପଣଙ୍କ ଚିନ୍ତା ଧାରା ଭିନ୍ନ sir ଆପଣ ବହୁତ ଭଲ ପରମେଶ୍ୱର ତୁମକୁ ଆଉ ତୁମ ପରିବାରକୁ krupadrusti କରନ୍ତୁ (ଅମେନ)
@idmaraika8631
@idmaraika8631 3 күн бұрын
ଧନ୍ୟରେ ଭାଇ, ଭଗବାନ ତୁମକୁ ସଦ ବୁଦ୍ଧି ଦେଇଥିବାରୁ. ତୁମ ଭଗବାନ ତୁମକୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ.ଧନ୍ୟବାଦ.
@surabhisatmon4561
@surabhisatmon4561 2 күн бұрын
ଆପଣଙ୍କ ଚିନ୍ତାଧାରା ଅତି ସୁନ୍ଦର
@Dk_deogarh
@Dk_deogarh 4 күн бұрын
God bless you Bhai good jobs
@r.k.b.majhi.official9876
@r.k.b.majhi.official9876 2 күн бұрын
ଏମିତିକା ମୂର୍ଖ ମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣଙ୍କ ପରି ଉତ୍ତମ ବ୍ୟକ୍ତି ଦରକାର ଭାଇ
@RajendraPatamajhi-k2p
@RajendraPatamajhi-k2p 2 күн бұрын
ଭାଈ ଧନ୍ୟବାଦ ଭଲକହି ଥିବାରୁ
@RG_comedy688
@RG_comedy688 4 күн бұрын
Sabu ଧର୍ମ ସମ୍ମାନ କିନ୍ତୁ ରାଜନୀତି ପାଇଁ ଏମାନେ ଫାଟ ସୃଷ୍ଟି କରୁଛନ୍ତି
@SukantaMajhi-h3o
@SukantaMajhi-h3o 3 күн бұрын
ଠିକ ଭାଇ 💞💞💞
@suravibar1435
@suravibar1435 3 күн бұрын
ଭାଇ ଏଭଳି ଚିନ୍ତାଧାରା କେବଳ BJP ବାଲା ଲୋକଙ୍କ ଠାରେ ହଁ ମିଳେ, ଭଲ କି ଧୋଇ ଦିଅ 👍👍
@rajkumariranajit2054
@rajkumariranajit2054 3 күн бұрын
ବହୁତ ଭଲ କହିଲ ଭାଇ ❤❤❤🎉🎉 ପ୍ରଭୁ ତୁମର ମଙ୍ଗଳ କରନ୍ତୁ ନାଲି ଗାମୁଛା ଜଣେ ଅମଣିଷ ଓଡ଼ିଶା ଜାଣି ଛି
@rahuldigal7493
@rahuldigal7493 2 күн бұрын
ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 🙏
@JituDigal-d1f
@JituDigal-d1f 2 күн бұрын
ଧନ୍ୟବାଦ ଭାଇ ଆପଣ ଜଣେ ବୁଦ୍ଧିମାନ ଆଉ ଆପଣଙ୍କ ପରି ସବୁ ଧର୍ମକୁ ସନମାନ ଦେବା ଗର୍ଭର ବିଷୟ ଅଟେ i👍u👌
@surajkumanayakrr19old
@surajkumanayakrr19old 2 күн бұрын
God bless you brother 🙏 ତୁମ ଭଳି ଲୋକଙ୍କୁ କୋଟିଏରୁ ଗୋଟିଏ ଦେଖିବାକୁ ମିଳିଥାଏ 👌
@IsraelDigal-h5b
@IsraelDigal-h5b 3 күн бұрын
👌ଠିକ ତମେ କହି ଛ ଭାଇ
@07umesh
@07umesh 3 күн бұрын
ଭାଇ ସତ କହିବାକୁ ଗଲେ ତୁମ ଠାରୁ ବହୁତ କିଛି ଶିଖିବାକୁ ମେଳୁଛି thanku ଭାଇ ସବୁ ବେଳେ ଠିକ ଚିନ୍ତା ଧାରା ରହିବା ଦରକାର 🙏🙏🙏🙏
@The_rolex_odia
@The_rolex_odia 3 күн бұрын
Thank You Bro ♥️♥️♥️🙏
@Deepakkumar-g1d9j
@Deepakkumar-g1d9j 3 күн бұрын
Kn Tanka thu shikhibaku miluchhi . Hau re rolex tu aji gote video bana Jeun thire gote muslim boy kahibu Se sabu dharma ku sannman deba
@Deepakkumar-g1d9j
@Deepakkumar-g1d9j 3 күн бұрын
Tu thik karuchhu...kintu jana ku kanhiki kahuchhu...Anya dharma ra loka Mane madhya video banau chhanti tanku tike Tara gabhir Gyan pradan kar....nahe se kharap bhabibe
@AsishRaj-l5i
@AsishRaj-l5i 3 күн бұрын
Thanku bhai tomo video te mano ku chue nela press the Lord
@Jeevanjyotyjesus
@Jeevanjyotyjesus 3 күн бұрын
ମୋ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ସବୁବେଳେ ଆଶିର୍ବାଦ କରନ୍ତୁ ଭାଇ ❤❤
@AnilkumarKumar-q8h6s
@AnilkumarKumar-q8h6s 3 күн бұрын
Good 👍👍👍👍👍👍 bhai
@satyarthsingh9391
@satyarthsingh9391 23 сағат бұрын
ବହୁତ୍ ବହୁତ୍ ଧନ୍ୟବାଦ୍ । ସତ୍ୟ ସନାତନ ପରମେଶ୍ବରଙ୍କ ଆଶ୍ରିବାଦ୍ ହେଉ ତୁମର ।
@KrupadanHial
@KrupadanHial Күн бұрын
ଭାଇ ଆପଣ ଏକ ଶିକ୍ଷିତ ଯୁବକ ହେବା ହେତୁ ଯୁବପିଢୀ ମାନଙ୍କ ପାଇଁ ଏକ ଉତ୍ତମ ପରାମର୍ଶ ବା ଶିକ୍ଷା ଅଟେ ଧନ୍ୟବାଦ
@mikhaelraita5570
@mikhaelraita5570 3 күн бұрын
ଠିକ୍ କହିଲେ ଭାଇ ଧନ୍ୟବାଦ
@himanshunayak749
@himanshunayak749 3 күн бұрын
You are absolutely right 👍👍👍
@BenukumarHarijan
@BenukumarHarijan 17 сағат бұрын
ସତ କଥା bro କ୍ରିଷ୍ଠାନ କି ମୁସଲିମ ସମ୍ପ୍ରଦାୟର ଲୋକମାନେ କେବେବି କାହାକୁ ଜବରଦସ୍ତ କରନ୍ତି ନାହିଁ
@pratyushnayak9119
@pratyushnayak9119 3 күн бұрын
Bahut badhia video thank u Bhai I respect u❤❤🎉🎉salut ur thinking
@DavidBesra-y1d
@DavidBesra-y1d 2 күн бұрын
ବହୁତ ଭଲ ଚିନ୍ତାଧାରା ଭାଇ 👍👍
@suredra1350
@suredra1350 3 күн бұрын
ଠିକ୍ ଜବାବ୍ ଦେଇଛ ଭାଇ good
@JaduDisari
@JaduDisari 23 сағат бұрын
Is intresting video thanks brother. ଏହି ଭିଡ଼ିଓ ସେହିଭାଇ କୁ ଭଲ ବାବରେ ବୁଝାପଡ଼ିଛି। ଭିଡ଼ିଓ ବନାଇ ଜଣାଇ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟ ବାଦ। 👏👏👍🙏🙏
@odiaswchannel4562
@odiaswchannel4562 3 күн бұрын
ବହୁତ ବହୁତ ଧନ୍ୟବାଦ ଭାଇ, ପ୍ରଭୁ ଆପଣଙ୍କୁ ଆଶ୍ରିବାଦ କରନ୍ତୁ । ଧର୍ମ ଧର୍ମ ମଧ୍ୟରେ ଗଣ୍ଡଗୋଳ କରାଇବାକୁ ଯାଉଥିବା ଲୋକକୁ ଉଚିତ୍ ଜବାବ୍ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ।
@Mr.Sahoo123
@Mr.Sahoo123 3 күн бұрын
Bala jabab dela se 😂😂😂
@Mr.Sahoo123
@Mr.Sahoo123 3 күн бұрын
Duniare gotia dharma se heuchi sanatana
@marndi3221
@marndi3221 3 күн бұрын
​Bhai tame janina budhe duniya re population Christians managkara adhika...au Christians country b adhika Ta pare Muslim 😂😂 ... Ta pare ama Chhota Chhota Dharma 😂😂
@sibanayak9337
@sibanayak9337 3 күн бұрын
love you bhai ସବୁ ଧର୍ମ ସମାନ ❤🙏👍
@NageswarNayak-du1kr
@NageswarNayak-du1kr 3 күн бұрын
ଭଲ ଉତ୍ତର ତେଉଚ୍ଚ sir thakyou
@anilkarjee8503
@anilkarjee8503 3 күн бұрын
ଏହି ବ୍ୟକ୍ତି ଜଣକ ଖ୍ରୀଷ୍ଟିଆନ ଙ୍କୁ ଯେତେ ତୁଛ /ଘ୍ରୃଣା କରନ୍ତୁ ନା କାହିଁକି କିଛି ଫରକ ପଡିବ ନାହିଁ ତାଙ୍କୁ ଆଫେ ଫଳ ମିଳିବ ଖ୍ରୀଷ୍ଟ ତାଙ୍କୁ କ୍ଷମା କରନ୍ତୁ🎉🎉🎉
@juliyasjagaranga
@juliyasjagaranga 2 күн бұрын
ଠିକ କଥା କହିଛ ଭାଇ, ବହୁତ ବହୁତ ଧନ୍ୟବାଦ 🙏🙏
@ajaykumarbhuyan6857
@ajaykumarbhuyan6857 21 сағат бұрын
ଅତି ସୁନ୍ଦର ଚିନ୍ତା ଭାବନା ଧନ୍ୟବାଦ ଭାଇ
@KSTVIDEO-yl7uo
@KSTVIDEO-yl7uo 2 күн бұрын
ଭାଇ ଠିକ କହିଛନ୍ତି ଧନ୍ୟବାଦ
@AepsServices30
@AepsServices30 3 күн бұрын
Absolutely Right ✅💯 ଆପଣଙ୍କର ଭଳିଆ ଲୋକ ଦରକାର ଆମ ଓଡିଶା ପାଇଁ, ତେବେ ଯାଇ ସବୁ ଅସମାନତା ମଧ୍ୟ ସମାନତା ରେ ପରିଣତ ହେବ ।
@RsunanditaRsunandita
@RsunanditaRsunandita 3 күн бұрын
ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରୁ.....
@JISHAYAMALLICK-zk3xl
@JISHAYAMALLICK-zk3xl 3 күн бұрын
ନାଲି ଗାମୁଛା ସମାଜର ଜଣେ କଳଙ୍କି
@sushovinipradhan5957
@sushovinipradhan5957 2 күн бұрын
God bless you 🙏 ❤️ brother. You are absolutely right
@ShadrakSabar-bc8ly
@ShadrakSabar-bc8ly 3 күн бұрын
Right କହିଛ ଭାଇ, ନାଲି ଗାମୁଛା କୁ ଉଚିତ ଜବାବ ଦେବାରୁ, ଧନ୍ୟବାଦ ଭାଇ 👌👌
@AmitabhSodi
@AmitabhSodi 3 күн бұрын
Dhanyvad bhai
@SalaiSoren-g4u
@SalaiSoren-g4u 7 сағат бұрын
ଭାଇ ତୁମେ ପ୍ରକୁତ ହିନ୍ଦୁ good
@jsgmg758
@jsgmg758 3 күн бұрын
ଭାଇ ଆପଣ ଇଶ୍ଵର ଆଶୀର୍ବାଦ କରନ୍ତୁ
@kantasabar9117
@kantasabar9117 59 минут бұрын
ବହୁତ ସୁନ୍ଦର କଇଛ ଭାଇନା ✝️🛐👍🙏ଧନ୍ୟ ବାଦ
@AshiqroyMallick
@AshiqroyMallick 4 күн бұрын
ନାଲି ଗାମୁଛା ଭାଇ ପାଗଳ ହୋଇଗଲେ ସେଥିପାଇଁ ଏମିତି କହୁଛି।😅😅😅😅
@mindhunter6635
@mindhunter6635 3 күн бұрын
Tu Pandita bodhe
@Mr.Sahoo123
@Mr.Sahoo123 3 күн бұрын
Nija dharma pai kichhi kariba ta durara katha gita bhagabata tk padhi nathiba au asila comment box re criticize karibaku
@AmiyaSrichandan-z3m
@AmiyaSrichandan-z3m 2 күн бұрын
Bhai nuhe sala hinjida ta 😂😂😂
@NikhilkumarKar-s5r
@NikhilkumarKar-s5r 2 күн бұрын
Bala na tu hahi ti bu
@mr.entertainer5442
@mr.entertainer5442 2 күн бұрын
​@@mindhunter6635 Bhai Socialtalk jaha kala knn thik kala ki..
@Mantubhesra
@Mantubhesra 3 күн бұрын
Good speech bhai india is a secularism ❤
@Gajapatimelody697
@Gajapatimelody697 3 күн бұрын
❤️❤️❤️ଏମିତି ଚିନ୍ତାଧାରା ବହୁତ କମ ମିଳେ ❤️❤️❤️❤️
@pabitranandanayakofficial4721
@pabitranandanayakofficial4721 3 күн бұрын
100% right bhai bhala kahicha
@roanicreation6912
@roanicreation6912 3 күн бұрын
Right katha kaiila bhai ❤❤
@NanduKhara-z2o
@NanduKhara-z2o 3 күн бұрын
ଆପଣଙ୍କର ଭଲ ଚିନ୍ତା ଧାରା ପାଇଁ ମୁଁ ବହୁତ ଖୁସି କାରଣ ସମସ୍ତେ ଯଦି ଆପଣଙ୍କ ଭଳି ହେଇଥାନ୍ତେ ତାହେଲେ ଆମ ଦେଶ ବହୁତ ଶାନ୍ତି ଆଉ ସୁରକ୍ଷିତ ଭାବେ ରହିଥାନ୍ତା ଧନ୍ୟବାଦ ଭାଇ
@muralidharmajhi5548
@muralidharmajhi5548 3 күн бұрын
ଧନ୍ୟବାଦ ଭାଇ ଭଲ କହିଲ
@tapansemerlia400
@tapansemerlia400 3 күн бұрын
You Are Really Right Speaking Sir 💯💯👍👍 Jesus Christ Bless You Sir 🙏🙏❤❤
@johnvibes0
@johnvibes0 3 күн бұрын
Salute bhai, apananka bhaliya chinta dhara sabu bharatiya mananka pakhare rahu, dhanyawad keep it up
@biliyambaba8746
@biliyambaba8746 3 күн бұрын
Very good and defeating answer.......May God bless ନାଲି ଗାମୁଛା to understand the importance of Christmas and Jesus
@jabuljabul9309
@jabuljabul9309 3 күн бұрын
ଭାଇ ଭଲ ଉତ୍ତର ଦେଇଥିବା ରୁ ବହୁତ ବହୁତ ଧନ୍ୟବାଦ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର୍ ଏପି ଖ୍ରୀଷ୍ଟମାସ୍ ସାର୍ ଏହି ଭିଡିଓ ରେ ତମକୁ ଲାଇକ୍ subscribe କରିଲି
@BinsentNayak-rf2lu
@BinsentNayak-rf2lu 3 күн бұрын
❤❤❤ ମଣିଷ ହବତ ଏହିପରି ....❤❤❤
@d.mukesh2280
@d.mukesh2280 3 күн бұрын
Right Bhai ❤❤❤❤❤❤
@HariharaGomango-ck6cq
@HariharaGomango-ck6cq 3 күн бұрын
ଭାଇ ସତ କହିଛ ଦିଲ୍ ସେ ଧନ୍ୟବାଦ୍❤❤❤
@bhagbatpradhan2365
@bhagbatpradhan2365 4 күн бұрын
ଏ mg ନଲି ଗାମୁଛା ର ଜାତି ଗୋତ୍ର ନାଇ ଏ mg ଖାଲି ରାଜନୀତି
@Dhasarathi6959
@Dhasarathi6959 3 күн бұрын
Excellent word bro
@kirandigal2502
@kirandigal2502 4 күн бұрын
Bhai satare tame bahuta bhala tamar katha ku mu soort karuchi Ur great brother
@THESANAKASHVLOGGER
@THESANAKASHVLOGGER 3 күн бұрын
ଭାଇ ତମର ବୁଝେଇବା ଶୈଳୀଟା ବହୁତ ଭଲ, ସତରେ ଭାଇ ବର୍ତ୍ତମାନ ସମୟରେ ଧର୍ମକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଆଉ ଏକଥା ସମସ୍ତେ ଜାଣିଛନ୍ତି,ଯେ ଭାରତ ହେଉଛି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର, ଭାରତବର୍ଷରେ ପ୍ରତ୍ୟେକ ଧର୍ମର ଲୋକମାନେ ନିଜର ଧର୍ମର ପ୍ରଚାର ପ୍ରସାର କରିପାରିବେ। ଆଉ ପ୍ରତ୍ୟେକ ଭାଇ, ଭାଇ ହୋଇ ରହିବା ଆବଶ୍ୟକ। ଭାଇ ମୁଁ ଜଣେ ଖ୍ରୀଷ୍ଟିଆନ✝️✝️🛐ମୁଁ ଅନ୍ୟ ଧର୍ମକୁ ଏବଂ ଲୋକମାନଙ୍କୁ ସମ୍ମାନ କରେ, ମୋର କାହାର ଧର୍ମପ୍ରତି, ଲୋକମାନଙ୍କ ପ୍ରତି ହିଂସା, ବିଦ୍ଵେଷ ମନ ଭାବନ ନାହିଁ। କାହିଁକିନା ଆମ ଧର୍ମରେ ଅନ୍ୟକୁ ପ୍ରେମ କରିବା, ସମାଦାର କରିବା ଶିଖାଏ ।❤❤❤ଭାଇ ବର୍ତ୍ତମାନ ସମୟରେ ଆମେ ଯଦି ଦେଖିବା ତାହାହେଲେ, କଥାରେ ଅଛି ଭାଇ ନିଜ ବଞ୍ଚିଲେ ବାପର ନାଁ | ସେହିପରି ଆମେ ଯଦି କିଛି କଙ୍କଡ଼ା ଆଣି ଗୋଟେ ବାଲଟିରେ ରଖିଦେବା, ଆଉ ଦେଖିବା ସେମାନେ ଯେମିତି ବାଲଟିରୁ ବାହାରିବା ପାଇଁ ଚେଷ୍ଟାକରନ୍ତି ହେଲେ ଅନ୍ୟ କଙ୍କଡାମାନେ ତାକୁ ଟାଣି ତଳକୁ ଖସାନ୍ତି, ସେହିପରି ଭାଇ ବର୍ତ୍ତନମାନ ଆମ ଖ୍ରୀଷ୍ଟିୟାନ ଏବଂ ହିନ୍ଦୁଧର୍ମ ମଧ୍ୟରେ ଚାଲିଛି। ଏଇଟା ସମସ୍ତଙ୍କ ପକ୍ଷରେ ଭଲ ବିଷୟ ନୁହେଁ। ଧନ୍ୟବାଦ🙏🙏 ଭାଇ ଯଦି ଏହି comments ଟା ତମେ ପଡିବ, ତାହାହେଲେ ତମପଟୁ comments ମାଧ୍ୟମରେ ତମର ମତ reply ଦେବ। Thank you 👍 and praise the lord 🙏🙏
@The_rolex_odia
@The_rolex_odia 3 күн бұрын
Thank You Bro ♥️♥️♥️🙏🙏🙏
@laxmanbadamajhi168
@laxmanbadamajhi168 3 күн бұрын
ହିନ୍ଦୁ ଲୋକମାନେ ଏମିତି ପ୍ରେମର ବାର୍ତା, ଶାନ୍ତିର ବାର୍ତା କହିବା ଦରକାର, ଏଇଟା ହିଁ ପ୍ରକୃତରେ ହିନ୍ଦୁ
@Subash-m6e
@Subash-m6e 2 күн бұрын
Thanks bro I'm Christian
@nature.of_Kalahandi
@nature.of_Kalahandi 2 күн бұрын
Kete milila Chaula 😂
@suravibar1435
@suravibar1435 4 күн бұрын
Jay Jagannath bhai 👌💐
@manashsingh1923
@manashsingh1923 Күн бұрын
ସେ ଗାମୁଛା ଲୋକ ପାଇ ଓଡ଼ିଶା କାହିକିଁ କଷ୍ଟ ଭୋଗିବ ଭାଲ ହେବ ସେ ଗାମୁଛା ଲୋକ କୁ ମାରିଦେଲେ ଭଲ ଆମେ ହିନ୍ଦୁ, ଖ୍ରୀଷ୍ଟିଆନ, ମୂଷ୍ଲିମ୍ ଆମେ ସବୁ ଭାଇ ଭାଇ
@Dakeswar93
@Dakeswar93 Күн бұрын
ଗାମୁଛା ବାଲା ମାଟ୍ରିକ ଫେଲ
@amalmallickcreation8514
@amalmallickcreation8514 2 күн бұрын
ଭାଇ video ଭଲ ଲାଗିଲା ✅👏👏👏👏
@AbedanPadagandakhilundi
@AbedanPadagandakhilundi 3 күн бұрын
24.25ପାଳନ କରୁଛି ବହୁତ ଧନ୍ୟବାଦ ବାଦ୍ ଭାଇ❤❤❤
@RJesus-i4c
@RJesus-i4c 3 күн бұрын
ନାଲି ଗାମୁଛା ବାୟା ହୁଇଯାଇଛି ଦର୍ମ ଦର୍ମ କହିକି
@thenature2668
@thenature2668 4 күн бұрын
ଏହି ନାଲି ଗାମୁଛା ବାଲା ଚାହୁଛି ଯେ ବିଶ୍ଵ ଯୁଦ୍ଧ ହେଉ । ସେ କହୁଛି ଆମେ ଆମ ଧର୍ମ ରକ୍ଷା ପାଇଁ ଯୁଦ୍ଧ କରିବୁ। ହେଲେ ଭାରତ ବାହାରେ ଖ୍ରୀଷ୍ଟିଆନ୍ ମୁଶ୍ଳିମ୍ ବହୁ ସଂଖ୍ୟାକ ସେଠି ହିନ୍ଦୁ ଅଳ୍ପ ସଂଖ୍ୟକ ଆଉ ଏବେ ହିନ୍ଦୁ ଙ୍କ ପ୍ରଚାର ହେତୁ ଖ୍ରୀଷ୍ଟିଆନ୍, ମୂଷ୍ଲିମ୍ ମାନେ ହିନ୍ଦୁ ହେଉଛନ୍ତି ସେଠି ମୁଷ୍ଲିମ୍ ମାନେ ଓ ଖ୍ରୀଷ୍ଟିଆନ୍ ମାନେ ନିଜ ଧର୍ମ କୁ ରକ୍ଷା ପାଇଁ ଯୁଦ୍ଧ କଲେ ନିଶ୍ଚିତ ବିଶ୍ଵ ଯୁଦ୍ଧ ହେବ ଆଉ ଏହି ନାଲି ଗାମୁଛା ବାଲା ଓ ତାର bjp, ବଜରଙ୍ଗ ବାଲେ ଦାୟୀ ହେବେ। ❤ ଏହି ତୋପିକ ରେ ଭିଡ଼ିଓ ଟେ କରନ୍ତୁ। ବହୁତ ଆଦୃତ ହେବ
@BhaskaraoKanjaka-d7b
@BhaskaraoKanjaka-d7b 3 күн бұрын
ଭାଇ ଭଲ କହିଲ, ନାଲି ଗାମୁଛା ଜଣେ ଅନ୍ଧ ଭକ୍ତ
@parikhitanaik2173
@parikhitanaik2173 Күн бұрын
ଧର୍ମ ନାମରେ ଭାରତ ବୁଡ଼ି ଯିବ ସମୟକୁ ଅପେକ୍ଷା କର
@RehanDigal-tb5vn
@RehanDigal-tb5vn 15 сағат бұрын
You are right brother god bless u ❤️🙌👍
@rajeshbagh2021
@rajeshbagh2021 16 сағат бұрын
ଭାଈ ଆପଣଙ୍କ ଚିନ୍ତାଧାରା ଶୁଣି ଭଲ ଲାଗିଲା, ସମସ୍ତେ ସମସ୍ତ ଦର୍ ଧର୍ମ କୁ ସମ୍ମାନ ଦେବା ଦରକାର, ପରମେଶ୍ବର ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ପ୍ରଚୁର ରୂପେ ଆଶୀର୍ବାଦ କରନ୍ତୁ, ଆମେନ୍
@TrlnathMallick
@TrlnathMallick 2 күн бұрын
ମୁ ଜଦି, ମନ୍ତ୍ରୀ, ପଦରେ, ତାନ୍ତି, କ୍ରୀଷ୍ଠାନ, ର ପଦ, କଣ, ବିନ୍ଦୁ, ବି, ରହିନନ୍ତାନି,😮🤭😢👍🙏👍
@GTechAkash
@GTechAkash 2 күн бұрын
Balo Christian Mane To Bou Ku Geuchhanti Ki Na Tomo Ghore Magi Khaibaku Jauchhanti Bedhei Chhua Tu Lattin Sofa Koribaro Bi Jagya Nuho Mantri To Bodo Duroro Kotha Tomo Dharma Ku Kehi Kichhi Kohuni Ta Mane Tu Bi Kaha Dharmaku Kohibaro Adhikaaro Nahi Mone Rakh Bharata Gotie Dharma Nirioekhya Rastra
@upendraparichha7154
@upendraparichha7154 3 күн бұрын
ଏହି ଲୋକ ହିଁ ପ୍ରକୃତ ଶୟତାନ ଅତି ଶୀଘ୍ର ଏହି ଲୋକ ପତନ ହେବ
@birendragamanga250
@birendragamanga250 3 күн бұрын
ଭାଇ ଭଲ କଇଲ ଧନ୍ୟବାଦ
@IswardanKochhap
@IswardanKochhap 3 күн бұрын
Right bhai tq
@simanchaldora1699
@simanchaldora1699 3 күн бұрын
ଯେତେବେଳେ ହିନ୍ଦୁ ମାନଙ୍କ ଉପରେ କିଛି ଅସୁବିଧା ହୁଏ, ସେତେବେଳେ ହିନ୍ଦୁ ଜାଗ୍ରତ ହୁଅ ସମସ୍ତେ କୁହନ୍ତି, କିନ୍ତୁ ବର୍ତ୍ତମାନ ସେ ନାଲି ଗାମୁଛା କୁ କାହିଁ ଗାଳି କରୁଛ, ସେ ତ ସବୁବେଳେ ହିନ୍ଦୁ ମାନଙ୍କ କଥା କୁହନ୍ତି, ଏ ଭିଡ଼ିଓ ଯିଏ ପୋଷ୍ଟ କରିଛି, ସେ କୋଉ ଧର୍ମର ଲୋକ ମୁଁ ଜାଣିନି, କିନ୍ତୁ କିଛି ଦିନ ତଳେ ମୁନା ଖାଁ ଓଡ଼ିଶାର ଜଣେ କବି ଉପରେ କିଛି ଖରାପ ମନ୍ତବ୍ୟ ଦେଲେ ବୋଲି, ସେତେବେଳେ ସମସ୍ତେ ମୁନା ଖାଁ ଚଉଦ ପୁରୁଷ କୁ ଶୋଦୀଲେ.. ଗୋଟିଏ କଥା ଜାଣି ହଉନି, ଯୋଉଁମାନେ କମେଣ୍ଟ କରୁଛନ୍ତି, କେତେବେଳେ ହିନ୍ଦୁ ଭାଇ ଏକ ହୁଅ, କେତେବେଳେ ସମସ୍ତେ ଭାଇ ଭାଇ, ଏସବୁ କଣ ମୁଁ ଜାଣି ପାରୁନି.. ପାଣିପାଗ ବଦଳିଲା ପରି ଲୋକ ପରିବର୍ତ୍ତନ ହଉଛନ୍ତି ବୋଧେ...
@LogenMurmu-k4t
@LogenMurmu-k4t 3 күн бұрын
Bhai right 🎉🎉🎉 God bless you
@jagrasaunta6095
@jagrasaunta6095 14 сағат бұрын
ଠିକ୍ କହିଲ ଭାଇ ପ୍ରଭୁ ଆଶୀର୍ବାଦ କରନ୍ତୁ ❤❤
@MalekaGogerenga
@MalekaGogerenga Күн бұрын
ବହୁତ ଭଲ ଜବାବ ଦେଇଛନ୍ତି ସାର୍
@Kalundia436
@Kalundia436 3 күн бұрын
ଭାଇ ତମର ଭଲ କଥା ଶୁଣି ବହୁତ ଭଲ ଲାଗିଲା.
@kandhmaliatoka
@kandhmaliatoka 3 күн бұрын
God bless you brother u r all right
@prasantpradhan5902
@prasantpradhan5902 3 күн бұрын
Bahut bhala bhai...
@abhigemelvlog3323
@abhigemelvlog3323 3 күн бұрын
ବହୁତ୍ ବଢିଆ କହିଲା ବାଇ ଇଶ୍ଵର ଆପଣଙ୍କୁ ବିଲରେ ରକନ୍ତୁ❤❤❤❤❤
@arjunbag5441
@arjunbag5441 3 күн бұрын
ଆରେ ମୁର୍ଖ, ମୁସଲମାନ ମାନେ ପଥର ଫୋପାଡନ୍ତି ତୁ କ'ଣ କେବେ ଦେଖିନୁ?।
@muraliranasandha2710
@muraliranasandha2710 3 күн бұрын
God bless you Bro. 👍
@rahul-zm7mo
@rahul-zm7mo 2 күн бұрын
Nice bhai 👌👌👌👌 kichhi Manisha bujhu nahanti
@RanaPratapSingh-vx1rm
@RanaPratapSingh-vx1rm 3 күн бұрын
Thank you bro ❤❤ Nali gamucha ku bujaya
@NakulNayak-v6x
@NakulNayak-v6x 3 күн бұрын
ମୋ ଯୁଶୁ ତୁମଙ୍କୁ ସଦା ଅମର ରଖନ୍ତୁ ଭାଇ ♥️♥️
@NarendraNayak-y5o
@NarendraNayak-y5o 3 күн бұрын
ଗାମୁଛା ବାଲା କୁ ସାଇଜୀକି ଟିକେ ପେଲ ଭାଇ
@arpitamallik1659
@arpitamallik1659 2 күн бұрын
Mu bahut khushi BHAi tamo upore 100%right kahicho ❤
@Suser-gv1cw9fe8v
@Suser-gv1cw9fe8v 3 күн бұрын
ଯୀଶୁ ଖ୍ରୀଷ୍ଟ ସମସ୍ତ ପା‌ପି ଙ୍କ ପାଇଁ ଜିବନ ଦେଇଥିଲେ କିନ୍ତୁ ❤ସଳେ ଵୁଜିପାରିବେନି
@Youtuberabuja
@Youtuberabuja 17 сағат бұрын
ଧନ୍ୟବାଦ ଭାଇ ଗାମୁଛା ଭାଇକୁ ବାଦଲା ପରୀ କହିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
@ArjunSethy-jg9xd
@ArjunSethy-jg9xd 2 күн бұрын
Thank you bhai right katha kahila
@madhusudanlima6575
@madhusudanlima6575 3 күн бұрын
Thank u brother
@b.dhirendraprasad1074
@b.dhirendraprasad1074 2 күн бұрын
ଗାମୁଛା ଭାଇ ନିଜର ସ୍ୱାର୍ଥ ପାଇଁ ଏମିତି କଳି ର ବୀଜ ବୁଣୁଛନ୍ତି 😭ଲୋକଙ୍କ ମନ ଜିଣିବାକୁ.... MLA, MP ହେବାକୁ... ଭାଇଙ୍କର ହୀନ ପ୍ରୟାସ 😭
@dhirenneluru7312
@dhirenneluru7312 3 күн бұрын
Thank u Bhai ❤❤❤
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
Christmas day is being celebrated with great fanfare...
9:18
Sunstar TV
Рет қаралды 54 М.
Sanatani Film | Band Hebo
8:56
ଆତ୍ମିକ ଔଷଧ
Рет қаралды 18 М.
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 2,9 МЛН