ଗାଦୀ ଚାଲିଯିବାର ଭୟ ଘାରିଲାଣି ! shankar mada | khati

  Рет қаралды 179,480

Khati ( ଖଟି )

Khati ( ଖଟି )

Күн бұрын

ଗାଦୀ ଚାଲିଯିବାର ଭୟ ଘାରିଲାଣି ! shankar mada | khati
Your Queries
odia news
breaking news odia
viral news odia
shankar mada
shankar om sharan
otv khabar
otv news
kanak news
kanak news headlines
news 7 news odia
Kolkata news
Kolkata rape case
Kolkata doctor news
damdar khabar
khabar aaj tak
suprabhat odisha
odia news channel
odia breaking
odisha bhaskar
pratidin tv
news today odisha
shankar om sharan news
shankar mada new video
shankar om sharan new video
mohan majhi news
vk pandian news
naveen pattnaik news
argus news
argus breaking news
argus news odia
argus podcast
argus podcast videos
viral news odia
mohan majhi news
sura routray news
vk pandian news
naveen pattnaik news
Congress news Odia
odisha Congress
odisha BJP
Odisha BJD
election news
political news
political news odia
accident case Odisha
bangladesi news odia
#bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Пікірлер: 977
@davidpahad3
@davidpahad3 3 ай бұрын
ସତ କଥା। ଭୁଲ୍ କଲେ ଭୟ ଲାଗେ
@s.mohapatra-i1k
@s.mohapatra-i1k 3 ай бұрын
ଅନ୍ଧ ଭକ୍ତ ମାନେ ଆଉ it ସେଲ ର ଦିନ ମଜୁରିଆ ଗାଳି କରିବାକୁ ପହଞ୍ଚି ଯିବେ
@prakashchandramishraprakas5795
@prakashchandramishraprakas5795 3 ай бұрын
ଠିକ ଅଛି ଆଗକୁ ମାଡି ଚାଲ ।
@TapanRohidas-jf4sm
@TapanRohidas-jf4sm 3 ай бұрын
ଓଡ଼ିଶାରେ ବି ସେମିତି ହେଇଛି ସାର
@subashpatra8834
@subashpatra8834 2 ай бұрын
Right Brather
@rbndilkhooshpresents4866
@rbndilkhooshpresents4866 3 ай бұрын
ତୁଳସୀ ଗଛ ଉପାଡି ଦେଇ ବିଛୁଆତି ଗଛ ଲଗେଇ ଛନ୍ତି ଆମ ଓଡ଼ିଶା ବାସି, ଫଳ ତ ପାଇବେ
@qxztr
@qxztr 3 ай бұрын
ମୋଦିଙ୍କ ଅଭିନୟ ବହୁତ ଭଲ। ସେ ଜଣେ ଅଭିନେତା ହେବାକଥା। ଭୂଲରେ ନେତା ହୋଉଗଲେ ।
@jaydevgouda8682
@jaydevgouda8682 3 ай бұрын
Right Bhaina 👍👍👍
@bhizenkumardandpat8572
@bhizenkumardandpat8572 3 ай бұрын
ଭଲ ଲାଗିଲା କିନ୍ତୁ ଆଉଟିକେ ହେବାର ଥିଲା
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@bhizenkumardandpat8572 ଆଳୁ ପୁରେଇକି ସୁନା ବାହାର କରିବା କଥା ତ ଶଙ୍କର ବାବୁ କହୁନାହାନ୍ତି ତାହେଲେ ସେ ପ୍ରକୃତ କଂଗ୍ରେସ ଲୋକ ନୁହନ୍ତି
@biranchipatel4842
@biranchipatel4842 3 ай бұрын
ବହୁତ୍ ଜଲଦି Ministry ଭାଙ୍ଗିବ ଆଉ ପୁଣି Election ହବ Just Wait 1/1.5 Year
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@biranchipatel4842 ଚାନ୍ସ ନାହିଁ
@r.kpradhan695
@r.kpradhan695 3 ай бұрын
ବହୁତ୍ ଜଲଦି ministry ଭାଙ୍ଗିବ ଆଉ ପୁଣି Election ହବ ପୁଣି Narendra Modi ଜିତିବ ।
@srofficialbelpara6385
@srofficialbelpara6385 3 ай бұрын
Sara Bharat re congress 91 sit paichi BJP 242 sit pai chhi ethi ru Jana padu chhi j loka BJP ku choice karu chhanti.jadi sarkar Bhanji jae ta hele Congress sarkar gadhile bi six month vita re bhangi jiba 100%.
@debendrapattanayak9683
@debendrapattanayak9683 3 ай бұрын
ସରକାର ଭାଙ୍ଗିଲେ ଅମ୍ବୁଜା ସିମେଣ୍ଟ ଅଛି ଢଳାଇର ଜାନ ପୁଣି ବିଜେପି ସରକାର କରିବ
@srofficialbelpara6385
@srofficialbelpara6385 3 ай бұрын
@@debendrapattanayak9683 Right 💯
@babunudas3996
@babunudas3996 3 ай бұрын
ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରେ ଗୋଟିଏ କଥା ତଫାତ 5 kg ଚାଉଳ ପାଇଁ ମୋଦି 100kg ଭାଷଣ ଦିଅନ୍ତି ଓ ନବୀନ ପଟ୍ଟନାୟକ କିଛି ନ କହି ଦେଇଦିଅନ୍ତି |
@dibakarsethi4802
@dibakarsethi4802 3 ай бұрын
Naveen sir fast kama Kari dekhanti ta pore kuhanti appnamane khusita
@babulpriyamohanta4341
@babulpriyamohanta4341 2 ай бұрын
@@babunudas3996 ନବୀନ ସିଏ ଓଡ଼ିଆ ରେ ବଳଟା ଜାଣିଛି ଯେ କହିବ ଖାଲି ଏତିକି ଜାଣିଛି, ବାସି ପାଡ, ରାଣ୍ଡି ଖାଇବ,ଆଉ ଆପଣ ମାନେ କୁସି ତ, ଶଳା ମୋ ବାଳ ଟା ତ ଯିଏ ବାଳ ସମସ୍ତ ବର୍ଗ ର ଲୋକଙ୍କୁ ବୁଝିଲା ଭଳିଆ କଥା କହିପାରିବନି, ମୁଣ୍ଡା, ମାଝୀ, ସାନ୍ତାଳୀ, ଲୋକ ବାଳ english ବୁଝିବେ, ସବୁଠୁ ଅଧିକ ଆଦିବାସୀ ଅଛନ୍ତି ଓଡ଼ିଶାରେ, ତମେ 5kg ପାଉଛକି ଯିଏ ପାଉଛି ସିଏ ଜାଣୁଛି ଯିଏ ଦେଉଛି ମାନେ କହିବ ହିଁ କହିବ
@babunudas3996
@babunudas3996 3 ай бұрын
ବିଜେପି ଯଦି ପାଇଖାନା ତିଆରି କରିବ ତାକୁ ଏମିତିକା ପ୍ରଚାର ପ୍ରସାର କରିବ ଯେମିତି ରାଜପ୍ରାସାଦ କରଛି |
@soumyaranjansahoo6214
@soumyaranjansahoo6214 3 ай бұрын
Jemitiki Sri mandira vitare bjd kariki prachara kala😅😅😅
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@babunudas3996 ଆଉ ଆଳୁ ରୁ ସୁନା ବାହାର କରିବା କଥା 😂😂😂😂
@saswatiswain657
@saswatiswain657 3 ай бұрын
Bjd shri mandira re jaha karichi seita puri loka janichanti se modi bhali nuha ok modi ta Ram mandira kariba pain loka nka ghara bhangiki tanku jaga ki paesha delani aau naveen babu kn deichanti puri loka hin janichanti 😢 jaga jaha karichi kichi gote bhabiki karichi dina asiba odisha janiba gold & diamond bhitare farak kana 😢 time asu wait kara besi dina nuha
@babunudas3996
@babunudas3996 3 ай бұрын
@@ଓଡ଼ିଆପୁଅ-ଠ7ମ ମୋଦି ନର୍ଦମା ରୁ ଗ୍ୟାସ ବାହାର କରି ଚାହା ତିଆରି କରି ବିକୁଥିଲେ ଓ ବର୍ଷ ହେଲେ ରଡାର କାମ କରିବ ନାହିଁ ବୋଲି ସୈନ୍ୟ ବାହିନୀ କୁ ପରାମର୍ଶ ଦେଉଥିଲେ
@babunudas3996
@babunudas3996 3 ай бұрын
@@soumyaranjansahoo6214 bksy ବନ୍ଦ ହେଲେ ଆୟୁଷ୍ମାନ କାର୍ଡ ତୁମର କି ପ୍ରକାର ଉପକାର କରିବ ମେଡିକାଲ ରେ ଯମ ଦର୍ଶନ ସମୟରେ ନବୀନ ନବୀନ ଚିଲେଇବ
@ratansuna9395
@ratansuna9395 3 ай бұрын
ପୁରା ଠିକ କହୁଛ ଭାଇ.... ଆଗକୁ ଜାରି ରହୁ
@parsuramsahoo7509
@parsuramsahoo7509 3 ай бұрын
ଭାଇ ତୁମକୁ ଅଶେଷ ଧନ୍ୟବାଦ୍ ଭଗବାନ। ତୁମକୁ ନିର୍ଭୟ ଶକ୍ତି ସାହସ ଦିଅନ୍ତୁ ।ଜୟ ଜଗନ୍ନାଥ ❤🎉🎉🎉🎉🎉❤
@rajendraghadai7503
@rajendraghadai7503 3 ай бұрын
ଠିକ କଥା ଭାଇ ମାଡିଚାଲ
@bapimohanta4405
@bapimohanta4405 3 ай бұрын
ସତ୍ୟମେବ ଜୟତେ❤
@rameshchandranayak575
@rameshchandranayak575 3 ай бұрын
ବାରଣାସୀରେ ମୋଦିବାବୁ ଇ ଭି ଏମ ରେ ଖେଳ କରିଛନ୍ତି। ଏହା ଦିନେ ବାହାରକୁ ଆସିବ। ଅପାଠୁଆ ପ୍ରଧାନମନ୍ତ୍ରୀ ଦେଶ ଚାହେଁନାହିଁ। ଏଥିପାଇଁ ଆମପାଖରେ ରାହୁଲ ଗାନ୍ଧୀ ଜଣେ ଭଲ ଅର୍ଥନୀତିଜ୍ଞ ଅଛନ୍ତି। ଆମର ଏ ସ୍ୱାର୍ଥପର ଲୋକ ଦରକାର ନାହିଁ।
@User-s5i5r
@User-s5i5r 3 ай бұрын
ବାରଣାସୀରେ ନାହି ଭାରତର ସବୁ ରାଜ୍ୟରେ ଇ ଭି ଏମ ରେ ଖଳ କରିଛନ୍ତି ଏ ମାନେ।
@KumarBapi-eh7tg
@KumarBapi-eh7tg 3 ай бұрын
Rahul Gandhi desha ku bikidaba
@jackgourav1311
@jackgourav1311 3 ай бұрын
​@@KumarBapi-eh7tg Achha kie modi kahila
@MamanpapulMohanty
@MamanpapulMohanty 3 ай бұрын
​@@KumarBapi-eh7tgtume kiniba ki
@Shivbhole1433
@Shivbhole1433 3 ай бұрын
​@@KumarBapi-eh7tg modi Congress jh baneithila adani ambani ku biki delani😂 rahul desh biki deba😂 tm bhali andhbhakt nku au kahiba😂
@ranjeetjena3419
@ranjeetjena3419 3 ай бұрын
Naveen sir always best cm
@trilochanpradhan1033
@trilochanpradhan1033 3 ай бұрын
Murkha
@tapaskumarpujari5830
@tapaskumarpujari5830 3 ай бұрын
ଆମର ଓଡ଼ିଶା ର ରାଷ୍ଟ୍ରପତି ଓ ଆଦିବାସୀ ମହିଳା ହୋଇକି ବି ଆଦିବାସୀ ମାନଙ୍କ ଚିନ୍ତା କଲା ନାହିଁ ସେ ଆଉ କଣ ବା ପାୱାର ର ଅଛି ସେ ହେଉଛନ୍ତି ରିମଟ୍ କଣ୍ଟ୍ରୋଲ ରାଷ୍ଟ୍ରପତି ।
@jiyamishra7777
@jiyamishra7777 3 ай бұрын
ଜପ, ତପ, ତାଳି, ଥାଳି, ଟର୍ଚ୍ଚ ଲାଇଟ୍ ବାଲା ପ୍ରଧାନମନ୍ତ୍ରୀ
@chaturbhujadas7696
@chaturbhujadas7696 3 ай бұрын
ମାଡ଼ି ଚାଲ ବଞ୍ଚିରହୁ ଗଣତନ୍ତ୍ର ,ସମ୍ବିଧାନ, ବ୍ୟକ୍ତି ସ୍ଵାଧିନତା, ପ୍ରେସ ସ୍ବାଧିନତା, ପାର୍ଲିଆମେଣ୍ଟ ।
@kalpanaparidavlogchanel9693
@kalpanaparidavlogchanel9693 3 ай бұрын
Right sir
@babunudas3996
@babunudas3996 3 ай бұрын
ତୁଳସୀ ଗଛ ଓପାଡି ବିଛୁଆତି ଗଛ ଲଗାଇ ଛନ୍ତି| ଓଡିଶା ବାସି
@babulpriyamohanta4341
@babulpriyamohanta4341 3 ай бұрын
ମୋ ବାଳ ତୁଳସୀ ବାଳ ସତୀ ସାବିତ୍ରୀ ଦେଖଉଛି, media ଦେଖ news ଜାଣିବ କିଏ ତୁଳସୀ କିଏ ବିଛୁଆତି ବାଳ reels, ଆଉ shorts vedio ଦେଖିଲେ କି ଜାଣିବୁ
@Cricket_lover_96683
@Cricket_lover_96683 3 ай бұрын
Right
@Fokenpatra
@Fokenpatra 3 ай бұрын
ଦେଖ ଆଗକୁ କଣ ହେଉଛି ଦେଖ ବଜପି ଖାଇ ଯିବେ ଖଣି ଖାଦାନ ସବୁ
@babulpriyamohanta4341
@babulpriyamohanta4341 3 ай бұрын
@@Fokenpatra ଆଉ 24 ବର୍ଷ ହେଲା ବିଜେଡ଼ି ଖାଉଥିଲା, ଏଇ 5 ବର୍ଷ ଖାଇଥିଲେ ସରିଥାନ୍ତା, ତମର ଚିନ୍ତାଧାରା ଭାଇ, ରେ..... 🙄🙄🙄
@babunudas3996
@babunudas3996 3 ай бұрын
@@babulpriyamohanta4341 ଲୋକଙ୍କୁ ଦେଇକି ବିଜେଡ଼ି ଖାଉଥିଲା କିନ୍ତୁ ବିଜେପି ଲୋକଙ୍କୁ ଦେବନି କିନ୍ତୁ ଖାଇଯିବ
@BikashDas-dj8cm
@BikashDas-dj8cm 3 ай бұрын
Bjp ra chintadhara kebala hindu muslim
@JAGAROCKCOMEDY
@JAGAROCKCOMEDY 3 ай бұрын
Au INC ra speculation to becoming a good patriotism
@dmohanty5003
@dmohanty5003 3 ай бұрын
Odisha re caste based politics desha re sabuthu kam. Moro dara BJP seta chalu na kari dau.
@babulpriyamohanta4341
@babulpriyamohanta4341 3 ай бұрын
ଛାନିଆ କାଇଁ ହେଉଛ ରୁହ କେମିତି ପଠାଣ ରାଜ ଚାଲିବ, ତମ ମା ଭଉଣୀକୁ କେମିତି କରିବେ ରୁହ ବାଳ
@BikashDas-dj8cm
@BikashDas-dj8cm 3 ай бұрын
@@babulpriyamohanta4341 baleswar re ebe jou dangaa houchi seita gote udaaharana
@Cricket_lover_96683
@Cricket_lover_96683 3 ай бұрын
Maghia pathana tama bou gehuchanti sala maghia to bou bia ama odisha re samaste ek au to bou bia gote to bou dudha gote maghia
@amarcreation0655
@amarcreation0655 3 ай бұрын
ଜୟ କଂଗ୍ରେସ
@biswa119
@biswa119 3 ай бұрын
Bjp ଚକ୍ରାନ୍ତ ରେ ସମସ୍ତେ ପାଣ୍ଡିଆନ କୁ ଖରାବ ଭାବିଲେ କିନ୍ତୁ ସେମାନେ ବୁଝିପରିଲେନି କି ପାଣ୍ଡିଆନ ଙ୍କ ପାଇଁ 5t ବିଭିନ୍ନ ଯୋଜନା ହୋଇଛି । ଚାଲନ୍ତୁ ଉଦାହରଣ ରେ ଗୁଜରାଟ ଓ ଓଡ଼ିଶା ର ସ୍କୁଲ କୁ ଦେଖିବା l ଗୁଜରାଟ ର teacher ମାନେ କଳପଟା ରେ ଚକ୍ ଧରି ଲେଖୁଛନ୍ତି କିନ୍ତୁ ଓଡ଼ିଶା ର teacher ମାନେ smart bord ରେ ଲେଖୁଛନ୍ତି l କେବଳ school ନୁହେଁ ସବୁଠୁ ଆଗରେ ଅଛି ଆମ ଓଡ଼ିଶା । ଲୋକ ମାନେ ହୀରା ପାଇବା ଆଶା ରେ ସୁନା ହଜାଇଲେ ll ଜୟ ଜଗନ୍ନାଥ ll
@jyotsnaranipanda2613
@jyotsnaranipanda2613 3 ай бұрын
Right
@jeetanayak6628
@jeetanayak6628 3 ай бұрын
😢
@biswa119
@biswa119 3 ай бұрын
ଆଜି କାଲି ତ ନିଜ ପେଟର ଛୁଆ ନିଜ ମା ବାପା କୁ ପରକରୁଛି କିନ୍ତୁ ପାଣ୍ଡିଆନ ତ ସେମିତି କିଛି ଖରାବ କାମ କରିନଥିଲେ l ଥରେ ଗୋଟିଏ news viral ହୋଇଥିଲା ଯେ ପାଣ୍ଡିଆନ୍ ଗୋଡ଼ରେ ମୁଖ୍ୟମନ୍ତ୍ରୀ ଙ୍କୁ ମାଡୁଛନ୍ତି l କିନ୍ତୁ ଭଲରେ ଦେଖିଲେ ଜଣାପଡୁଛି ଯେ ସେ ଚେୟାର ତଳେ ଥିବା ଚପଳ ଟିକୁ ଗୋଡ଼ ରେ ଅଲଗା କରୁଥିଲେ l ସେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଚ୍ଛ ପରିବେଶ ରେ ରଖିବାକୁ ଚାହିଁଥିଲେ କିନ୍ତୁ ଏ ପଇସା ଖିଆ news ପାଇଁ ଛୋଟ କଥା ବଡ଼ହେଲା ମୁଖ୍ୟ ମନ୍ତ୍ରୀ ଏଥର ସବୁ ସ୍ଥାନ କୁ ଯାଇ ଯାଇ ପ୍ରଚାର କରିଥିଲେ ଅବଶ୍ୟ ତାଙ୍କ ବୟସ ହେଲାଣି ହାତ ଥରିବ ନିଶ୍ଚୟ l ପାଣ୍ଡିଆନ ଦେଖି ହାତ କୁ ଧରିଲେ l ଯେଉଁ ଅନ୍ଧ ଭକ୍ତ ମାନେ ତାକୁ ବିରୋଧ କଲେ ସେମାନେ ନିଜ ମା ବାପା ହାତ ଥରିଲେ ମଧ୍ୟ ଦେଖୁଥିବେ l ଚକା ଆଖି ସବୁ ଦେଖୁଛି ଜୟ ଜଗନ୍ନାଥ
@ranjitasahoo5577
@ranjitasahoo5577 3 ай бұрын
Bbsr bus stand,CTC bus stand pandian sir hi karichanti bjp sata janma bitigale b emti bus stand te kariparibana
@nprcreations6773
@nprcreations6773 3 ай бұрын
ଭାଇ ହୃଦୟ କୁ ଛୁଂଇଲା ❤❤❤❤❤❤
@kshetrabasibal9768
@kshetrabasibal9768 3 ай бұрын
Bhai ebe ta bjp ra nida Haji jibani
@RahulNayak-ob3yb
@RahulNayak-ob3yb 3 ай бұрын
ମୋଦୀଙ୍କ ଅହଙ୍କାର ମୋଦିଙ୍କୁ ପତନ କରିବ
@biranchipatel4842
@biranchipatel4842 3 ай бұрын
ମହାରାଷ୍ଟ୍ର Congress Ministry କରିବ it's Sure
@indian5407
@indian5407 3 ай бұрын
Au tame gote minister haba 😅😅
@dmohanty5003
@dmohanty5003 3 ай бұрын
@@indian5407 toh bhalia IT cell re biranchi patel ta gulami karu nahanti
@KabitaBiswal-c7t
@KabitaBiswal-c7t 3 ай бұрын
,I am Ambedkarwadi . So I like your all vedios. . You know everything but not perfectly. Ok proceed, I will meet you
@kartikchandrarout2976
@kartikchandrarout2976 3 ай бұрын
Matric fail pm what know about education
@TAPANKUMARSAHOO-w4z
@TAPANKUMARSAHOO-w4z 3 ай бұрын
Very Good News.
@biswaranjanbehera7692
@biswaranjanbehera7692 3 ай бұрын
E katha sabu andhabakt kichi bujhi paribeni even 💯 guarantee Indian constitution ra kama kn andhabakt jani nathibe😅😅
@Deva5577-i3c
@Deva5577-i3c 3 ай бұрын
ଏହା ସତ୍ୟ ଯେ ଭାରତ ଇତିହାସରେ ଏହା ପ୍ରଥମ ଯେ ଏଭଳି ଅସଭ୍ୟ ଅଶିକ୍ଷିତ ଲୋକ ଦେଶର ପ୍ରଧାନମନ୍ତ୍ରୀ ....ଆମ ଦେଶର ଦୁର୍ଭାଗ୍ୟ👎👎👎
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@biswaranjanbehera7692 ଆଉ ଆଖିଥିଲା ଭକ୍ତ ଗଣ ଟିକେ କହିବେ କି ଆଳୁ ପୁରେଇକି ସୁନା କେମିତି ବାହାର କରାଯାଏ
@soumyaranjansahoo6214
@soumyaranjansahoo6214 3 ай бұрын
Bhai Indian constitution kete thara amendment heichhi janichha na nahi
@soumyaranjansahoo6214
@soumyaranjansahoo6214 3 ай бұрын
Jadi bjp ku support karuthiba loka andhbhakt tame kn chamcha dala
@madpan2570
@madpan2570 3 ай бұрын
ଭାଇ ବହୁତ୍ ବଢିଆ ପ୍ରକାଶ କଲ 🎉🎉🎉 ଆଗକୁ ଏମିତି ଆମ ଓଡ଼ିଆ ମାନଙ୍କୁ ସଚେତନ କରାଅ
@LiLi-5h
@LiLi-5h 3 ай бұрын
ମାଟ୍ରିକ୍ ଫେଲ୍ ପ୍ରଧାନ ମନ୍ତ୍ରୀ କଣ ବା କାମ କରି ଥାନ୍ତl ?
@jullysamal6626
@jullysamal6626 3 ай бұрын
ସପ୍ତମ ପଢ଼ିଛି ମୋଦି
@Deshbhakt-hx9du
@Deshbhakt-hx9du 3 ай бұрын
Entire political science ❤😂🎉
@Mkcreation627
@Mkcreation627 3 ай бұрын
ତୁ ଶଳା କଣ ଉଖାଡିଛୁ
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
ଯାହା ହଉ ଏମାନେ ସବୁ ମୋଦି ର teacher ଥିଲେ ସେତେବେଳେ 😂😂
@akshay8774
@akshay8774 3 ай бұрын
Jaiki tike Narendrenda Modi Wikipedia profile dekha se kete padhichnti...PG Political science... tu kete padichhu??
@abhimanyusahoo8462
@abhimanyusahoo8462 3 ай бұрын
ଭଲ ମାଡ ହେଉଛି
@starmohapatra
@starmohapatra 3 ай бұрын
ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଏବଂ ନିଜକୁ ବଞ୍ଚାଅ।
@abhiramkadraka4324
@abhiramkadraka4324 3 ай бұрын
ବହୁତ ଗୁଡ଼ିକର୍ ବହୁତ ଭଲ ଲାଗିଲା ସାର. ମୋଦି ଙ୍କୁ ଚାହା ବିକିବାର ଲାଗି ରହିବ..ବହୁତ ଜଲ୍ଦି ତାଙ୍କ ଗାଁ କୁ ପଠାଇ ଦିଆଯାଉ.ରାହୁଲଙ୍କ ବହୁତ ଜଲ୍ଦି ଅଣାଜାଉ.❤❤❤❤❤
@pradeepbhoi949
@pradeepbhoi949 3 ай бұрын
ଶଙ୍କର୍ ଭାଇ ତମର ନିରପେକ୍ଷ ପ୍ରୟାସ ଜାରି ରଖ ।
@usharanisahoo8972
@usharanisahoo8972 3 ай бұрын
ଶଙ୍କର ଭାଇ you are great ❤❤go ahead
@ladukishorepadhy144
@ladukishorepadhy144 3 ай бұрын
ସଂବିଧାନ ତକହିବାର ଅଧିକାର ଦେଇଛି ନା , ହେ ଭଦ୍ରଲେ।କେ ସତିଆ ବାଲା ମନଗତ୍ଠା ମିଛ କହିବାକୁ ଠିକା ନେଇ ଛକି ?ତୁମକୁଶିଘ୍ର ପ୍ରଧାନମନ୍ତ୍ରୀ କରାଯିବ । ତୁମଠିକଣା ଠିକଣା ଯାଗାରେ ହେବ |କୁହାଳିଆଟେତ ବୁଝୁଛି ଆଉ ସବୁ ବୋକା । ସୁଧୁରିଯା ନ ହେଲେ ଗଉରୀ ମାଡ଼ବାଜିବ ଗଉରୀ ବେତରେ |
@hemantkumarroutray407
@hemantkumarroutray407 2 ай бұрын
Good,my dear
@usharanisahoo8972
@usharanisahoo8972 3 ай бұрын
ବହୁତ ବଢିଆ ଉପସ୍ଥାପନା ❤❤
@vivekhembram8805
@vivekhembram8805 3 ай бұрын
ବୋହୁତ ସୁନ୍ଦର ସତ କୋଠା କୋହିଲେ
@jagannathbehera3946
@jagannathbehera3946 3 ай бұрын
Bhai bahut badhia
@BanajabasinidaDas
@BanajabasinidaDas 3 ай бұрын
Many many thanks you beta🎉🎉🎉
@madhusudanparida4161
@madhusudanparida4161 3 ай бұрын
Shankar bhai.,Absolutely solid Shankar Mada. Keep it up. Thanks with best wishes ❤️🙏❤️
@Nabakishor-id2vr
@Nabakishor-id2vr 3 ай бұрын
ଜୟ ସମ୍ବିଧାନର ନାରା କୁ ବିରୋଧ କରିବା ହେଉଛି ଦେଶ ଦ୍ରୋହ , ଯାହା କି ମାନନୀୟ ସଂସଦ ର ବାଚସ୍ପତି କରିଛନ୍ତି।ଆମର ଗୈାରବ ସମ୍ବିଧାନ ଅଟେ ।ଜୟ ସମ୍ବିଧାନ ।
@soumyaranjansahoo6214
@soumyaranjansahoo6214 3 ай бұрын
Sambidhan konasi dharmika grantha nuha,ehaku change kara jai pariba aau aagaru bahut thara madhya change kara hoichhi,valaki tike research karibe
@ManojMohanty-e8o
@ManojMohanty-e8o 3 ай бұрын
Sankar babu. Apan correct and true news lokamanku janaucha. Than you
@babunudas3996
@babunudas3996 3 ай бұрын
ଆମ ଓଡିଶା ରେ 60%ମୂର୍ଖ ଭକ୍ତ ବୁଝି ପାରିଲେନି ବେପାରୀ ଚାଲ କେତଟି ଶବ୍ଦ କୁ ନେଇ ରାଜନୀତି କଲେ ଅସ୍ମିତା, ଦାଦନ, ରତ୍ନ ଭଣ୍ଡାର, ଚାରି ଦୁଆର ଆଦି କଥା |ତୁଳସୀ ଗଛ ଓପାଡି ବିଛୁଆତି ଗଛ ଲଗାଇ ଦେଲେ |ନବୀନ ବାବୁଙ୍କ ଠାରୁ ଯେତିକି ଫାଇଦା ପାଉଥିଲେ ଆଉ ଟିକେ ଅଧିକ ଫାଇଦା ପାଇବା ପାଇଁ (ମୋଦି ଠାରୁ )ବିଜେପି ଦେଲେ |ନବୀନ ପଟ୍ଟନାୟକ ସାରଙ୍କ ଫାଇଦା +ଟାଉଟର ମୋଦିର ଫାଇଦା =ଡବଲ ଇଞ୍ଜିନ ସରକାର ଫାଇଦା|ଏଇଟା ହେଲା 2024 ଇଲେକ୍ସନ ର ଫର୍ମୁଲା..
@dmohanty5003
@dmohanty5003 3 ай бұрын
Loka bujhi paarileni Naveen Babu jebe CM hele Odisha bharata ra sabuthu garib rajya thila kintu 24 barsha re 12 position upare jetebele ki doubke engine Sarkar hei bi uttarpradesh bharata ra Per capita re ebe bi 2nd sabuthu garib rajya.
@srofficialbelpara6385
@srofficialbelpara6385 3 ай бұрын
Ame murkha Odisha re tume 40% pandita laja lagu ni Tumaku.
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@babunudas3996 ହଁ ହଁ ବବି ଦାସ କଥା news ରେ ଦେଖୁନାହାନ୍ତି ବୋଧେ l ବାସ୍ତବରେ ଠିକ କହିଛ ପାଣ୍ଡୁ ଧରି ନବୀନ ପଟନାୟିକ ଭଲ ରାଜନୀତି କରୁଥିଲେ ଏମିତି ହେଲା ଯେ ଟୋଟାଲ ଧ୍ବଂସ ହେଇଗଲା 😂😂😂
@soumyaranjansahoo6214
@soumyaranjansahoo6214 3 ай бұрын
24 barsa sasan kala pare bi 60% murkha jadi ki Bala sasan karuthile ho
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@soumyaranjansahoo6214 right ଭାଇ
@debendrapattanayak9683
@debendrapattanayak9683 3 ай бұрын
😂😂😂😂😂ତମେ ମାନେ ଏମିତି ଗୋଟେ ଗୋଟେ web Chanel କରି ବକ ବକ ହେଲେ କିଛି. ବି ଉଖାଡି ପାରିବନି ମୁସଲମାନ ମାନଙ୍କୁ ସବୁ ସୁବିଧା ଦେଲା ପରେ ବି ସେମାନେ ମୋଦି ର ହେଲେନି କାରଣ ସେମାନଙ୍କର ଏକତା ଅଛି କିନ୍ତୁ ତମେ ହିନ୍ଦୁ ହୋଇବି ବୋକା ଚୋଦା କାରଣ ହିନ୍ଦୁମାନଙ୍କର ଆରାଦ୍ଧ୍ୟ ଦେବତା ରାମମନ୍ଦିର ପ୍ରତିଷ୍ଠା ରେ ତୁମମାନଙ୍କର ବହୁତ ଫ।ଟୁଛି ଗୋଟେ ସଛା ହିନ୍ଦୁ ହିସାବରେ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ
@nm02bhai
@nm02bhai 3 ай бұрын
Andabhakat BJP Wale
@nm02bhai
@nm02bhai 3 ай бұрын
BJP Wale char hai
@debendrapattanayak9683
@debendrapattanayak9683 3 ай бұрын
@@nm02bhai char English chada,🤣🤣🤣🤣
@Lipu-o1t
@Lipu-o1t 3 ай бұрын
ଜୟ ସମ୍ବିଧାନ । ଜୟ କଂଗ୍ରେସ୍
@ranjitkumarnayak9380
@ranjitkumarnayak9380 3 ай бұрын
Jay Congress
@Deva5577-i3c
@Deva5577-i3c 3 ай бұрын
Please🙏🙏🙏save INDIA from chaiwala
@thomaskor4406
@thomaskor4406 3 ай бұрын
ସଙ୍ଖର ଭାଇ ଯାହା କହୁଛନ୍ତି ନିରାଟ ସତ୍ୟ କଥା ହେଲେ,ଵାଧିବା ଲୋକ ଙ୍କୁ ନିଶ୍ଚୟ ବାଧୁ ଥିବ, ତଥାପି ଭାଇ ମାଡ଼ି ଚାଲ,
@pramodpradhan3395
@pramodpradhan3395 3 ай бұрын
Ethi bjp IT cooly bahut comments dauchanti,careful
@AshokKumarDigal-s4i
@AshokKumarDigal-s4i 3 ай бұрын
ମାଡ ପୂରା ଠିକ୍ ଯାଗାରେ ସାଜୁଛି 😅 ମାଡ଼ି ଛାଲ.........…..
@HarekrushnaDharua
@HarekrushnaDharua 3 ай бұрын
Good snkar bhai
@pprs58
@pprs58 3 ай бұрын
ଆଳୁରୁ ସୁନା ବାହାରିବ ବୋଲି କହୁଥିବା ଅଶିକ୍ଷିତ ନେତାଙ୍କୁ ରାହୁଲ ଗାନ୍ଧୀ ତାଚ୍ଛଲ୍ୟ କରି କହୁଥିବା ଏକ ଭିଡିଓକୁ କଟାକଟି କରି ରାହୁଲ ଏଭଳି କହୁଛନ୍ତି ବୋଲି ଉକ୍ତ ଭିଡିଓକୁ ଦେଶ ସାରା ପ୍ରଚାର କରୁଥିବା ଦଳ ପ୍ରତି ସାବଧାନ ରହିବା ଉଚିତ୍।
@debasishpatra1366
@debasishpatra1366 3 ай бұрын
This PM is a Player,for his interest.
@animananda2002
@animananda2002 3 ай бұрын
Very good news .🙏
@upendrasahu6296
@upendrasahu6296 3 ай бұрын
Sir u r the light of odisha,
@prabhatsahu4210
@prabhatsahu4210 3 ай бұрын
ଜୟ ସମ୍ଭିଧାନ
@sportsbiker2125
@sportsbiker2125 3 ай бұрын
No vote to Bjp only Congress to vote
@funofmagneticball8554
@funofmagneticball8554 3 ай бұрын
Anpadh Raja hata re desha.. odisha basi kana kale???? bjp jau State gala tara local party ku khatam kari dela au remote control chief minister baseila.. ex- mp, Rajasthan, chhatisgarh,odisha, Maharashtra, etc... all port,road contracts given to adani enterprises.... Petroleum and gas, telecom hand over to Ambani family..now gujrati lobby controlling our nation... Adani, Ambani, most of cabinet ministers, modi , sah, judges of High court.. IAS officer, ED, CBI, ECI
@pankajkumarmohanty9800
@pankajkumarmohanty9800 3 ай бұрын
Bhai badhia rost
@pitambarkirsanisocialworke1659
@pitambarkirsanisocialworke1659 3 ай бұрын
ଏମିତି ସବୁବେଳେ ନିରପେକ୍ଷ ଉପରେ ଆଲୋଚନା କରନ୍ତୁ ଓଡିଶାବାସୀ ଆପଣଙ୍କ ପ୍ରତି ଅଛନ୍ତି l ଏମିତି ମଜଭୁତ strong ଆହୁରି କରନ୍ତୁ
@tapanpradhan3498
@tapanpradhan3498 3 ай бұрын
Very good news
@kamalpati5401
@kamalpati5401 3 ай бұрын
ସ୍ୱାଧୀନତା ପୂର୍ବରୁ ଭାରତ ବାସୀ ସବୁ ହିନ୍ଦୁସ୍ତାନୀ ଥିଲେ । ସ୍ୱାଧୀନତା ପରେ ହିନ୍ଦୁ ମୁସଲିମ ହୋଇଗଲେ । ପରେ ପ୍ରାୟ ସବୁ ଠିକ୍ ୭୦ ବର୍ଷ ଥିଲା । ୨୦୧୪ ପରେ ପୁଣି ହିନ୍ଦୁ ମୁସଲିମ ହୋଇଗଲେ । ଏବେ ହିନ୍ଦୁ ମୁସଲିମ ଭିତରେ ସମ୍ପଦାୟିକ ହିଂସାତ୍ମକ ଭିଡିଓ ଓ କଥା ସବୁ ବିଜେପି କର୍ମୀ କରୁଛନ୍ତି
@santoshdash7235
@santoshdash7235 3 ай бұрын
ଜୟ ଜଗନ୍ନାଥ ଭାଇ ❤🎉
@SonuRana-o1m
@SonuRana-o1m 3 ай бұрын
ଚା ବାଲା ☕☕☕
@urmilanayak1633
@urmilanayak1633 3 ай бұрын
Jai Rahul Gandhi Jai Sambidhan
@snigdhasorenofficial863
@snigdhasorenofficial863 3 ай бұрын
ଓଡ଼ିଆ ଅସ୍ମିତା ଉପରେ କିଛି କୁହନ୍ତୁ ନୂଆ ସରକାର ର ବିଜେପିର ,ମୁଖ୍ୟ ଶାସନ ସଚିବ ଆହୁଜା ଙ୍କ ବିଷୟରେ ,ଆରମ୍ଭ ରୁ ଅଣ ଓଡ଼ିଆ ରାଜ୍
@yunushmahammad3787
@yunushmahammad3787 3 ай бұрын
Super 👌👌👌👌
@surathaswain9356
@surathaswain9356 3 ай бұрын
ପାର୍ଲ୍ୟି।ମେଣ୍ଟ ରେ ବ୍ୟଙ୍ଗ, ତାଛଲ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଙ୍କ ବ୍ୟକ୍ତିତ୍ଵ ଫଳାଫଳରୁ ଜଣାପଡ଼ିଲା। ହିନ୍ଦୁ ଅସ୍ମିତା ଖେଳ ସରିଲା, ଓଡିଆ ଅସ୍ମିତା ଖେଳ ଏକବର୍ଷରେ ସରିବ ‌। ବିଭିନ୍ନତା ରେ ଏକତା ପାଇଁ ଅସ୍ମିତାବାଦୀ ମାନେ ଏକ ବଡ଼ ଶତୃ। ସେଥିପାଇଁ ଅଖଣ୍ଡ ଭାରତ ଧାରଣାର ଜନକ RSS ଲୁଚିବା ଆରମ୍ଭ କଲାଣି।
@krupasindhumishra3135
@krupasindhumishra3135 3 ай бұрын
ବହୁତ ସୁନ୍ଦର ଧନ୍ୟବାଦ୍ ।
@gopabandhudas8493
@gopabandhudas8493 3 ай бұрын
, ତୁ ଏଡେ ମାଆଗିଆଟା । କୁକୁର , ଵେଧ ଛୁଆଟାରେ,ଗା,ଦ୍ଧୀ ବଂଶ ର ଚାଟୁକାରୀତା। ଅନେଇଥା ପପୁ ପ୍ରଧାନମନ୍ତ୍ରୀ ହେବ (274 - 99)=175 ,2050ମସିହା ପରେ ଚିନ୍ତା କରିବା।ଚା ଵାଲା ପରେ ଗାଈ ଵାଲା ଅଛି ନା।
@SatsangBiharSumandala
@SatsangBiharSumandala 3 ай бұрын
ତୁ ପ୍ରଧାନ ମନ୍ତ୍ରୀ ହେବୁ, ରେ ସଙ୍କରା
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@SatsangBiharSumandala ଭାଇ ଏଇ ଶଙ୍କର କେତେ ଥର ଭିଡ଼ିଓ ବେକାର ବେକାର ଭିଡ଼ିଓ କରିକି ଫସିଛି ତଥାପି ସୁଧୁରୁନି
@Simpleboyalex
@Simpleboyalex 3 ай бұрын
​@@ଓଡ଼ିଆପୁଅ-ଠ7ମsata kahuchi boli tmra fatuchi modi vakta 😂
@prabodhapanda5184
@prabodhapanda5184 3 ай бұрын
ମୋଦି EVM ରେ କିଛି କରିଛି ନିଶ୍ଚିତ. ଓଡିଶା ରେ ଯେଉଁମାନେ bjp ର ଜିତିଛନ୍ତି, ସେମାନେ ନିଜେ ଜାଣିନାହାନ୍ତି ଜିତିବେ ବୋଲି. ଅବଶ୍ୟ ପାଣ୍ଡିଆନ factor କାମ କଲା. ବେଈମାନ ପାଣ୍ଡିଆନ bjp ରୁ ଟଙ୍କା ଖାଇ bjd କୁ ହରେଇଲା. ଝାରସୁଗୁଡା ଭୋଟ ଗଣତି ରୁ କିଛି ଜଣା ପଡ଼ି ପାରେ.
@chaitanyachaitanya8651
@chaitanyachaitanya8651 3 ай бұрын
Thank you so much this video sir. We support you sir from kandhamal.
@bichitrananda6436
@bichitrananda6436 3 ай бұрын
ତୁ ମହାଘିଆ ଗୋଟେ ଦେଶଦ୍ରୋହୀ ତୁ ଖଲିଆପେକ୍ଷ୍ୟକର ତୋ ନଳିରେ କେଉଁଦିନ ପଶିବ !
@PriyabrataDas-uk8gh
@PriyabrataDas-uk8gh 3 ай бұрын
Right
@debeshkumarpati9338
@debeshkumarpati9338 3 ай бұрын
ସଂସଦ ଭବନ କାହା ଦ୍ଵାରା ଚାଲେ,,,, ଶଙ୍କର ବାବୁ,,, ନିଜ ଘର କରିକି ଯେବେ ଘର ପ୍ରତିଷ୍ଠା କଲା ବେଳେ ତମ ବାପା କର୍ତ୍ତା ନହେଇକି କଣ ତମ ଗାଁ ସରପଞ୍ଚ ଆସିକି କର୍ତ୍ତା ହୁଏକି,,,,
@subashpatra6528
@subashpatra6528 3 ай бұрын
BJP hatao desh bachao
@chinku835
@chinku835 3 ай бұрын
ରାଷ୍ଟ୍ରପତି ହେଉଛନ୍ତି ସଂସଦ ର ମୁଖ୍ୟ।
@chinku835
@chinku835 3 ай бұрын
ରାଷ୍ଟ୍ରପତି ହେଉଛନ୍ତି ସଂସଦ ର ମୁଖ୍ୟ
@lionpk58
@lionpk58 3 ай бұрын
​​@@chinku835and above person ତା ମାନେ ରାଷ୍ଟ୍ରପତି ଶେରଶାହ ଅମଳର ଜହ୍ନମାମୁଁ ଗପ କହିବ।
@nirakar5757
@nirakar5757 3 ай бұрын
Bhai tk kuha om birla nka daughter modelling karu karu 1st attempt re ias clear kemiti hela .
@manasranjansahoo1499
@manasranjansahoo1499 3 ай бұрын
Bhai good afternoon
@bauribandhusahoo2167
@bauribandhusahoo2167 3 ай бұрын
ଆରେ ବୋକା ତୋତେ ଜଣାନହିଁ ଯେ ମୋଦିଜୀ ଇସ୍ତଫା ଦେଇସାରିଲାଣି. ରାହୁଲଗାନ୍ଧୀଙ୍କର ଲୋକସଭାରୁ ବିଡହେବାର ସମୟ ଖୁବ ନିକଟରେ. ମୋଦିଙ୍କର ଶିକ୍ଷାକେଟ ସେକଥା କେଜାରିବଲ କୁ ପଚାରେ ସେ 25000ଟଙ୍କା ଜୋରିମାନା ଦେଇଛନ୍ତି. ଏସବୁ ବଡ଼କଥା ତୋ ପରି ମୂର୍ଖ କେମିତି ଜାଣିବା
@ramachandrasahoo7067
@ramachandrasahoo7067 3 ай бұрын
ଜଗନ୍ନାଥଙ୍କ କୃପାରୁ ବିଜେପି କେବେ ଭାଙ୍ଗିବ ଆମେ ଅପେକ୍ଷାରେ ପ୍ରଭୂ ,ଏ ଅନ୍ୟାୟ ଆଉ ସହିହେଉନି ପ୍ରଭୁ ,ଏଡେ ମିଛୁଆ ଦଳ ବିଶ୍ୱାସ ଘାତକ ଦଳ ଆମେ ଦେଖିନଥିଲୁ ।
@PrasantaKumarMohanta-x9h
@PrasantaKumarMohanta-x9h 3 ай бұрын
Bhai you are the Odia Druv Rathee , pls continue ,besi deri heba agaru loko nku soto dekhei chalo , amo media to sabu bikri hei sarichhi , jadi amo bharat maa ro pani , pobono ,prakruti ku kie bonchei paribo ,tahle ,apono manko bhalia youtuber mane , ❤❤❤ Pls bhai apono , Andaman re jou 1.5 lakh tress kata hebo ,for tourism pn ,jouel oram taku review karibe boli kahichhan ,pls sei bisay re news loko nku jonantu , Andam Nikobaar ro 1.5 lakh tress kati sofa kari debe , alpo dino votore kamo arambha kari debe , pls bhai ❤❤❤❤ news coverage karantu ,loko nku soto jonatu , loko news dekhi dekhi Andhabhakt hei sarileni , Jay Hind ❤ Jay Jagannath ❤
@Bharat-u2q
@Bharat-u2q 3 ай бұрын
ଆବେ ତତେ କଥା କହି ଆସେ... ତୁ ଶଳା ପ୍ରଧାନମନ୍ତ୍ରୀ ନା ରେ କମେଣ୍ଟ କଣ କରୁଛୁ
@Simpleboyalex
@Simpleboyalex 3 ай бұрын
Tu mga chhot loka ta bujhibu kn
@Bharat-u2q
@Bharat-u2q 3 ай бұрын
@@Simpleboyalexତୋ ବୋଉ ମତେ ଜନ୍ମ କରିଥିଲା ନା ସେଥିପାଇଁ ତୁ ମତେ ବ୍ୟକ୍ତି ଗତ ଭାବେ ଜାଣିଛୁ ନା..... ଶଙ୍କରା କଣ ତୋ ଏଇରେ ଶଳା... ତୋ ଗାଣ୍ଡି ଗଲୁ ହଉଛି ମୋ ସାଙ୍ଗରେ ଲାଗୁଛୁ.. ମୁଁ ତ ତାକୁ କମେଣ୍ଟ ଦେଲି ତୋ ଗାଣ୍ଡି କାଇଁ ପୋଡୁଛି
@Bharat-u2q
@Bharat-u2q 3 ай бұрын
@@Simpleboyalex same 2 u
@SwadeenMohapatra
@SwadeenMohapatra 3 ай бұрын
ମିଡ଼ିଆ ବାଲା ନିରପେକ୍ଷ ହୋଇ ପରିବେଷଣ କରନ୍ତୁ ଠିକ୍ କଥା ସମାଜ କୁ ଅନାନ୍ତୁ
@PradiptaKuanar
@PradiptaKuanar 3 ай бұрын
Good
@soumyaranjansahoo6214
@soumyaranjansahoo6214 3 ай бұрын
Sankar babu tike check karantu congress rule re bi opposition party loka jail ku jauthile
@tanmayeenayak803
@tanmayeenayak803 3 ай бұрын
Right.
@dumbipurty1987
@dumbipurty1987 3 ай бұрын
ଚାହା ବିକିବା ପାଇଁ ଯୋଗ୍ୟ ଲୋକ PM ପଦ ପାଇଁ କେତେ ଯୋଗ୍ୟ
@JogeswarMajhi-lt7hj
@JogeswarMajhi-lt7hj 3 ай бұрын
ଯେବେ କଂଗ୍ରେସ ସରକାର ଗଢ଼ିଥନ୍ତା,,,ଏମିତି ନିରପେକ୍ଷ ଭାବେ ତାଙ୍କର ଦୋଷ, ଦୁର୍ବଳତା ସାଧାରଣ ଜନତା ଙ୍କୁ ସୂଚନା ଦେଇଥାନ୍ତ ନା ଏକ ପାଖିୟା ଭାବେ,,ବିଜେପି କୁ ସବୁ କଥା ରେ ଟାର୍ଗେଟ କରୁଛ,,,
@Chandinia-qn4hh
@Chandinia-qn4hh 3 ай бұрын
ଜୟ ସମ୍ବିଧାନ ଜୟେ ଭିମିରାଓ ଅବେଦକର କି ଜୟ ଭାରତୀୟ ସମ୍ଭିଧାନ କି ଜୟ
@saktimaan5565
@saktimaan5565 3 ай бұрын
ସଙ୍କରଙ୍କର ଅଜା ରେ ବାଜି ଯାଇଛି। ସେଇଥୀ ପାଇଁ ଜଳୁଛି।
@Simpleboyalex
@Simpleboyalex 3 ай бұрын
Modi ra b jaluchi 😅😅
@BasantaMutmu
@BasantaMutmu 3 ай бұрын
ୟାକୁ ହିଁ କହନ୍ତି ପ୍ରକୃତ ମାଡ, ବାଜିବ ନାହିଁ ସିନା,କାଟିବ ବହୁତ, ହେଲେ ଅନ୍ଧ ଭକ୍ତ ଗଣ ବୁଝେଲେ ତ 🤗
@rakeshhll201
@rakeshhll201 3 ай бұрын
Rightttttt
@bairagibehera6011
@bairagibehera6011 3 ай бұрын
bjp ବୁଏ 5 ଥର ଜିତିବ ରାପିସ୍ଟି କଂଗ୍ରେସ, kolkata hindu ମୁସଲିମ ବର, 1981 ଇନ୍ଦରା ଗାଣ୍ଡୀ କଣ କରୁଥିଲା ମାଘିଏଅ
@duryodhanjayapuria1604
@duryodhanjayapuria1604 3 ай бұрын
Tue ma giha kana janichu sala balad
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
ଶଙ୍କର ଭାଇ ଆପଣ ଆଳୁ ପୁରେଇକି ସୁନା ବାହାର କରିପାରିବେ କି?? ଯଦି ବାହାର କରିପାରିବେ ତାହେଲେ ପ୍ରକୃତରେ ଆପଣ ଜଣେ କଂଗ୍ରେସ କୁ ଭଲ ପାଉଥିବା ଲୋକ ନହେଲେ ଆପଣଙ୍କ ଜ୍ଞାନ କମ l ରାହୁଲ ଗାନ୍ଧୀ ଙ୍କ ଠାରୁ ଜ୍ଞାନ ନିଅନ୍ତୁ l କାରଣ ତାଙ୍କର ସେ ଜ୍ଞାନ ଅଛି
@banchhanidhisethy3768
@banchhanidhisethy3768 3 ай бұрын
Aluru Suna haba katha jahakahuchanti, apana bodhua andha bhakta karana BJP IT cell ra adha adhura news suni nijaku gyani bharichhanti .
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@banchhanidhisethy3768 ଠିକ ଅଛି ଭାଇ ଆପଣ ମତେ ସମ୍ପୂର୍ଣ ଭିଡ଼ିଓ ର news ଟା ଲିଙ୍କ ଦିଅନ୍ତୁ ମୁ ଟିକେ ଦେଖିବାକୁ ଚାଁହୁଛି l ମୋ ଆଖି ଖୋଲିଯିବ ଆପଣଙ୍କ ଦୟାରୁ l ଅନ୍ଧ ଭକ୍ତ ଆଉ ହେଇ ରହିବି ନାହିଁ l😂😂😂😂
@Lucky-ov3ki
@Lucky-ov3ki 3 ай бұрын
Ye katha modi ra thiala
@reetap4008
@reetap4008 3 ай бұрын
ଅନ୍ଧ ଭକ୍ତ ଆମେ ବୁଝିଲୁ
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 3 ай бұрын
@@reetap4008 ହୋଉ ଠିକ ଅଛି ଆପଣ ତ ଆଖି ଖୋଲା ଭକ୍ତ l ଆପଣ କହୁନାହାନ୍ତି କେମିତି ବାହାର କରା ଯିବ ଆଳୁ ପୁରେଇକି ସୁନା l ମୁ ଆପଣଙ୍କ ଭଳି ଜ୍ଞାନ ର ଅଧିକାରୀ ହବାକୁ ଚାହେଁ l 😂
@mamatabhuyan-j9o
@mamatabhuyan-j9o 3 ай бұрын
Rahul Gandhi gote educated person
How To Get Married:   #short
00:22
Jin and Hattie
Рет қаралды 22 МЛН
Шок. Никокадо Авокадо похудел на 110 кг
00:44
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 21 МЛН