‘ଗଣିତ’ରେ ଦୁର୍ବଳ ଶିକ୍ଷକ ||Teacher Fails To Answer Elementary Question In Dhenkanal ||Odisha Reporter

  Рет қаралды 1,070,265

Odisha Reporter

Odisha Reporter

Күн бұрын

Пікірлер: 3 100
@amulyakumarsahoo3896
@amulyakumarsahoo3896 2 жыл бұрын
ଟୁଙ୍ଗୁରୁ ଭୋଳ ପଛରେ ନପଡି ଏହିପରି ତଥ୍ୟ ସଂଗ୍ରହ କରି ଲୋକଲୋଚନାକୁ ଆଣିଲେ ଗଣମାଧ୍ୟମର ଗାରିମା ବଢ଼ିବ । Good Job 👍
@shanak.marandi9642
@shanak.marandi9642 2 жыл бұрын
Absolutely right
@lipun8223
@lipun8223 2 жыл бұрын
kzbin.info/www/bejne/qJmnZWB8gtCSiJo
@sanjeebsahuGabbar
@sanjeebsahuGabbar 2 жыл бұрын
Grt Msg Bro
@sasmitanayak4043
@sasmitanayak4043 2 жыл бұрын
Right
@amitkabi1205
@amitkabi1205 2 жыл бұрын
Right
@sasmitamaharana1382
@sasmitamaharana1382 2 жыл бұрын
ଅଯୋଗ୍ୟ ଙ୍କୁ ମନ୍ତ୍ରୀ ଆଉ ମୂର୍ଖ ଙ୍କୁ ଶିକ୍ଷକ କଲେ ରାଜ୍ୟ ର ଏଇ ଅବସ୍ଥା ହୁଏ,,
@mrutyunjaysubudhi1908
@mrutyunjaysubudhi1908 2 жыл бұрын
Right
@soumyaranjansahoo838
@soumyaranjansahoo838 2 жыл бұрын
Right
@rojalinbehera349
@rojalinbehera349 2 жыл бұрын
Right
@madhusudanmallick6628
@madhusudanmallick6628 2 жыл бұрын
Right bro
@anshumanmandal4968
@anshumanmandal4968 2 жыл бұрын
Right
@SuchitraNandaShorts
@SuchitraNandaShorts 2 жыл бұрын
କୋଟା ରେ ଚାକିରୀ ମିଳିଲେ ଦେଶ ର ଅବସ୍ଥା ଏଇଆ ହିଁ ହବ
@JAYASENGUNTHA1439
@JAYASENGUNTHA1439 2 жыл бұрын
ଖାଲି ଢେଙ୍କାନାଳ ଜିଲ୍ଲା ରେ ନୁହେଁ ଆମର ଓଡ଼ିଶାରେ 30 ଟି ଜିଲ୍ଲାରେ ଏମିତିକା ଶିକ୍ଷକ ମାନଙ୍କୁ ଯାଞ୍ଚ କରି ଚାକରି ରୁ ବିଦାୟ ଦିଅନ୍ତୁ......
@Djloveyourajaremix
@Djloveyourajaremix 2 жыл бұрын
ମୋତେ ପଚାର
@ramcharannm4637
@ramcharannm4637 2 жыл бұрын
Emiti Teacher Kie kale
@Khadiya12
@Khadiya12 2 жыл бұрын
30 district re checking heba Katha
@SoumyaRMohanty2003
@SoumyaRMohanty2003 2 жыл бұрын
ସବୁ ଲାଂଚ ଦିଆ ସାରେ।
@soudaminikhuntia8393
@soudaminikhuntia8393 2 жыл бұрын
Right
@dharmendrasahoo2301
@dharmendrasahoo2301 2 жыл бұрын
ଜଣେ ଶିକ୍ଷକ କୁ 60000 ଟଙ୍କା ଦରମା ଦେବା ପ୍ରତି ବଦଳରେ ମେଧାବୀ ଶିକ୍ଷକ 20000 ଟଙ୍କା ଦେଇ ରଖିଲେ ଆମ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଆନ୍ତା
@celebritylive7667
@celebritylive7667 2 жыл бұрын
ମେଧାବୀ କେମିତି ରଖିବେ.... ଏଠି ବି ଆମର Reservation.... Reservation ପାଇଁ ଭଲ ମେଧାବୀ ଶିକ୍ଷକ ବାଦ ପଡୁଛନ୍ତି
@sanjayakrkousalya3475
@sanjayakrkousalya3475 2 жыл бұрын
right bhai 20000 nuha 15000 deantu dekhibe Kemiti sikhya bikash haba
@rashmiswain1522
@rashmiswain1522 2 жыл бұрын
Bhai teacher 60k paunahanti 22/23k kehi kehi senior 60k/ 80k rcv karuchanti
@Kunal._.Editor
@Kunal._.Editor 2 жыл бұрын
Right
@sashmitabiswal1485
@sashmitabiswal1485 2 жыл бұрын
Mote rakhidiantu
@satyabratananda4815
@satyabratananda4815 2 жыл бұрын
ବହୁତ୍ ବଢିଆ , ଏ ସବୁ ଓଡ଼ିଶା ଲୋକ ଜାଣିବା ଦରକାର।
@jaganaik2703
@jaganaik2703 2 жыл бұрын
ସବୁ ସ୍କୁଲ ରେ ମାଷ୍ଟର ମାନଙ୍କୁ ପରୀକ୍ଷା କରାଯାଉ, ଫେଲ୍ ହେଲେ କାଢି ଦିଆଯାଉ
@dillipkumarsahu5314
@dillipkumarsahu5314 2 жыл бұрын
Right khatha kahele
@smrutiranjanmalla7415
@smrutiranjanmalla7415 2 жыл бұрын
Emiti hele 90 percent teacher bida hei jibe🤣🤣🤣🤣
@ranjanpanigrahi5334
@ranjanpanigrahi5334 2 жыл бұрын
Bhai a sarakari chakiri thare pai gale mala pare jai jiba. Se patha padhau ki ghare sui thau taku darama miliba.
@OKagril
@OKagril 2 жыл бұрын
କଣ ପରୀକ୍ଷା କରିବ ଭାଇ, ଆମ ଓଡିଶା ରେ ତୋ ଫେଲ ହେବା ପିଲା ବି ଟପର ପାଉଛି, ଯୋଉ ପିଲା ମାନେ ତାଙ୍କ ନା ଲେଖିବା ଭଲ ସେ ଆସୁନି. 400+ରଖୁ ଛନ୍ତି
@ratnimanikisku266
@ratnimanikisku266 2 жыл бұрын
10 ଲକ୍ଷ ନେଇକି ଯଦି govt job ଦବ ଏମିତି ହବନି ତ ଆଉ କ'ଣ ହବ
@dillipkumarsahu5314
@dillipkumarsahu5314 2 жыл бұрын
Thik kahichanti
@amulyajena2996
@amulyajena2996 2 жыл бұрын
Thanks
@kamalrana5087
@kamalrana5087 2 жыл бұрын
ଆଜି ପ୍ରଥମ ଥର ଦେଖିବାକୁ ମିଳିଲା ସତ କଥା କୁ ଲୋକଲୋଚନକୁ ଆଣିବାର ଗଣମାଧ୍ୟମର ଏହା ହେଉଛି ପ୍ରକୃତ ଧର୍ମ। ସାରା ଓଡ଼ିଶାରେ ଏମିତି ଶିକ୍ଷକ ଅଛନ୍ତି।କେବଳ ବିଦ୍ୟାଳୟକୁ 10:20 ରେ ଆସନ୍ତି ଓ 4ଟା ରେ ଛୁଟି । ବସି ବସି ଦରମା ପାଉଛନ୍ତି ସେଥି ପାଇଁ ହିଁ ଛାତ୍ରଛାତ୍ରୀମାନେ ପାଠ ଜାଣୁ ନାହାନ୍ତି।
@malayaranjansahoo6758
@malayaranjansahoo6758 2 жыл бұрын
AC , ST ପିଲା ମାର୍କ କମ ରଖି ଶିକ୍ଷକ ହେଲେ କିନ୍ତୁ JENERAL ପିଲା ଅଧିକ ମାର୍କ ରଖି ବେକାର ହେଲେ। ଶିକ୍ଷକ ମାନଙ୍କୁ ପାଠ ଆସନ୍ତା କେମିତି।
@pareshmurmu6386
@pareshmurmu6386 2 жыл бұрын
Tote SC, GENERAL spelling ase na tor ago thik kor
@Geeta07-
@Geeta07- 2 жыл бұрын
Sc/St nuho be selection process fair heba darkar...
@bhagirathibiswal715
@bhagirathibiswal715 2 жыл бұрын
ଆପଣ ବେସ୍ତ ହୁଅ ନ୍ତୁନି ଆମ ପିଲା ଦଶମାରେ ୯୮/ ପ୍ରତିଶତ ରଖିବେ ।ବା ରେ ଶିକ୍ଷକ
@tusharkantamishra2712
@tusharkantamishra2712 2 жыл бұрын
Odisha ର ଏହି ଗୋଟେ ସରକାରୀ ବିଦ୍ୟାଳୟ ନାହିଁ 99% ବିଦ୍ୟାଳୟ ଏମିତିକା ।
@satyasankar1
@satyasankar1 2 жыл бұрын
ଯେଉଁ ରାଜ୍ୟରେ ମନ୍ତ୍ରୀ ମାନଙ୍କ କଥା ଓ କାମ ଉଭୟ ନିମ୍ନ ମାନର, ସେଠାରେ ଶିକ୍ଷା ଓ ଶିକ୍ଷକ ଉଚ୍ଚମାନର ହେବା ଆଶାକରିବା ନିରର୍ଥକ।
@shydollpriti8691
@shydollpriti8691 2 жыл бұрын
ସବୁ ଶିକ୍ଷକଙ୍କର ବାର୍ଷିକ ପରିକ୍ଷା କରାଯାଉ ଯେମିତି ପିଲାଙ୍କର ପରିକ୍ଷା ହଉଛି ଯେଉମାନେ ପରିକ୍ଷାରେ ଫେଲ ହେବେ ସେମାନଙ୍କୁ ଚାକିରିରୁ ବାହାର କରାଯାଉ
@rajubabusahu6341
@rajubabusahu6341 2 жыл бұрын
ମୋର ସମର୍ଥନ
@odiatech9191
@odiatech9191 2 жыл бұрын
Right
@prasantakumargauda2217
@prasantakumargauda2217 2 жыл бұрын
Yes parixya Karina think heba
@baikuntha_behera
@baikuntha_behera 2 жыл бұрын
Khali ଶିକ୍ଷକଙ୍କୁ ଆଉ ଯାହାକୁ ଭୋଟ ଦୋଉଚ ତାକୁ କହିବାକୁ ତ ଦମ୍ ନାହିଁ। ସେ କେତେ ଶିକ୍ଷିତ ଜାଣିଚ ତ 😂😂😂 ତମ ଗାଁ ସରପଞ୍ଚ କେତେ ପଢ଼ିଚି ମୋ ତାକୁ exam କରିକି ସରପଞ୍ଚ କରିଥିଲ କି 😂😂kya baat karte ho 😂😂 ଯଦି ଗୋଟେ ଶିକ୍ଷକ ପାଈଁ ଏଇ rule ତାହେଲେ minister ମାନଙ୍କ ପାଇଁ କାହିଁକି ନୁହଁ 🙏🏻🙏🏻 ଗୋଟେ ମୁର୍ଖ ku ame vote douche au taku 5 year pain ନେତା, ପ୍ରକୃତରେ ମୂର୍ଖ ତ ଆମେ ନିଜେ 🤦🏻‍♂️
@ritaraneeofficial8797
@ritaraneeofficial8797 2 жыл бұрын
Right
@smrutiranjanbarikmanas6331
@smrutiranjanbarikmanas6331 2 жыл бұрын
ସମୀର ରଞ୍ଜନ ଦାସ ସପ୍ତମ ପଢ଼ିଛନ୍ତି ହେଲେ ସପ୍ତମ ଲେଖି ପାରିବେନି 🙏🙏🙏ଵା ଵା ରେ ମନ୍ତ୍ରୀ 🙏🙏
@harinag6530
@harinag6530 2 жыл бұрын
ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ଜଣା ନାହିଁ ସେ ରାଜ୍ୟ ସ୍କୁଲ ମାଷ୍ଟର ବା କଣ ଜଣା ଥିବ
@surajc5264
@surajc5264 2 жыл бұрын
Ama rajya ra CM English fluently janichanti tebe kn sabu teacher English fluently janichanti ki ? ଅଯଥା କଥା କୁହନି। ଚାଲି ନଜାଣି ଵାଟ ର ଦୋଷ।
@ndr51
@ndr51 2 жыл бұрын
ସଲା ଗଜ ମୂର୍ଖ ମାନଙ୍କୁ ଶିକ୍ଷକ କରୁଛନ୍ତି ସେଇଥିପାଇଁ ପିଲା ଛୁଆ ଆଜି ମହା ଗଜ ମୂର୍ଖ । ସବୁ ସରକାରୀ ପଇସା ବର୍ବାଦ କରୁଛ ।
@nilunahak301
@nilunahak301 2 жыл бұрын
Right
@s....pcreation...7483
@s....pcreation...7483 2 жыл бұрын
😂hnnn
@manashkumarpradhan9349
@manashkumarpradhan9349 2 жыл бұрын
ଆଜ୍ଞା ପିଲା ପଢ଼ିଲେ କେତେ ନ ପଢ଼ିଲେ କେତେ ଏଇମାନେ କେତେବେଳେ ଘରକୁ ଯାଇ ବାଡ଼ିବଗିଚା କାମ କରିବାରେ, ନିଜ ଜମି ଚାଷ କରିବାରେ ବ୍ୟସ୍ତ ତ ଆଉ କିଏ ଦୋକାନରେ ବସିବାରେ ବ୍ୟସ୍ତ |ସେମାନଙ୍କର ଛୁଆ ସବୁ ତ ଇଂରାଜୀ ବିଦ୍ୟାଳୟରେ ପଢୁଥିବେ ନା ସେମାନଙ୍କର କଣ ଯାଉଚି...|ସ୍କୁଲ ଯିବେ 11/12ଟାରେ ଫେରିବେ 3/3.15 ରେ |
@madanmohanparida3873
@madanmohanparida3873 2 жыл бұрын
ଆରକ୍ଷଣରେ ଶିକ୍ଷକ ନିଯୁକ୍ତି ଦେଲେ ଏଇପରି ଫଳମିଳେ।ମେଧାଭିତ୍ତିରେ ନିଯୁକ୍ତି ଦିଆଯାଉ
@youtubeduniya2023
@youtubeduniya2023 2 жыл бұрын
ପ୍ରଥମେ ତ ଅଯୋଗ୍ୟ ଶିକ୍ଷକ ନିଯୁକ୍ତି ଦବ ପୁଣି ବେଯିତ୍ କରି ବାହାର କରିବ ।।। ବାବା ରେ ସରକାର୍ ।। ଏସବୁ ପାଇଁ ଦାୟୀ କିଏ??? କେବଳ ସରକାର୍ ।।। ନିଯୁକ୍ତି ପ୍ରକ୍ରିୟା ରେ ସୁଧାର ଆଣ ।।।
@jitendrakumaramaharana7201
@jitendrakumaramaharana7201 2 жыл бұрын
ଅନ୍ଧ ସରକାର କୁ କନ୍ଧ ମାଷ୍ଟର।
@Anil........
@Anil........ 2 жыл бұрын
Correct
@goutamjaypuria3391
@goutamjaypuria3391 2 жыл бұрын
ସରକାର ଶିକ୍ଷକ ମାନଙ୍କର ଦରମା ବଢ଼େଇ ଦିଅନ୍ତୁ ସରକାର ଟିକେ ସଜାଗ ହୁଅ ନହେଲେ ଓଡିଶା ଭାସିଯିବ
@dileswarsahoo6289
@dileswarsahoo6289 2 жыл бұрын
ଧନ୍ୟ ଗୁରୁଦେବ,ଧନ୍ୟ ତୁମ ବିଦ୍ୟା ଦାନ,ଏକା ଏକଲବ୍ୟ କରିଥିଲା ଗୁରୁଙ୍କ ପାଇଁ ନିଜ ଅଙ୍ଗଦାନ...
@jagabalia8481
@jagabalia8481 2 жыл бұрын
ଏମାନେ ଶିକ୍ଷକ ତ? ଏମାନଙ୍କୁ ଅତିଶିଘ୍ର ବାହାର କରନ୍ତୁ। ସମସ୍ତ ଶିକ୍ଷକ ଙ୍କୁ ପୁଣି ଥରେ ପରୀକ୍ଷା କରି ଯେଉଁ ମାନେ ଫେଲ ସେମାନଙ୍କୁ ଅତି ଶୀଘ୍ର ବିଦା କରାଯାଉ। ସେମାନେ ନେଇଥିବା ଦରମା ଫେରସ୍ତ କରନ୍ତୁ।। ଜୟ ଜଗନ୍ନାଥ।।
@gyanaranjanparida641
@gyanaranjanparida641 2 жыл бұрын
ମେଧାବୀ ଛାତ୍ର ମାନେ କୁଲୀ କରିବେ ଆଉ ସରକାର କୋଟା ବ୍ୟବସ୍ଥାରେ 10ଥର ପରେ ମାଟ୍ରିକ ପାସ ହେବା ପିଲା ଯଦି ଶିକ୍ଷକତା କରିବେ ଶିକ୍ଷା ବ୍ୟବସ୍ଥା ଏହିପରି ହିଁ ହେବ ଆଜ୍ଞା l
@goudarlo
@goudarlo 2 жыл бұрын
ଏହା ଶିକ୍ଷକଙ୍କ କୌଣସି ଭୁଲ ନୁହଁ... ଏହା କେବଳ ଶିକ୍ଷା ବ୍ୟବସ୍ଥା ର ବହୁତ ବଡ଼ ବିଭ୍ରାଟ . ଯଦି ରାଜନୀତି କରୁଥିବା ନେତା ମାନେ ଶିକ୍ଷିତ ହୁଅନ୍ତେ ଏବଂ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତେ ତାହାଲେ ହୁଏତ ଦୁର୍ଦ୍ଦଶା ଦେଖିବାକୁ ପଡ଼ନ୍ତା ନାହିଁ . ଏଥି ପାଇଁ କେବଳ କେବଳ ସରକାର ହିଁ ଦାୟି . ତେଣୁ ସରକାର ବଦଳାନ୍ତୁ ଶିକ୍ଷା ବ୍ୟବସ୍ଥା ମଜବୁତ କରାନ୍ତୁ .
@crpkmishra7484
@crpkmishra7484 2 жыл бұрын
ଏମାନେ ସବୁ କପି କରା ବାଳ ଶିକ୍ଷକ, ଏମାନଙ୍କୁ ଅତିଶୀଘ୍ର ପରୀକ୍ଷା କରି dismis କରାଯାଉ।
@jayjagannathbeautifulmomen7425
@jayjagannathbeautifulmomen7425 2 жыл бұрын
ଏଠି ଜଣେ 100 ମାର୍କ ରଖି job paibani 10 ମାର୍କ ରଖିଲେ ଚାକିରୀ ସରକାର ଜାଣିଶୁଣି ଏହା କରୁଛନ୍ତି
@rangilatoka7902
@rangilatoka7902 2 жыл бұрын
ଶିକ୍ଷକ ନିଯୁକ୍ତି ପୂର୍ବରୁ ଅନେକ ସ୍ତରରେ ଅନେକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ୍ ହେବାକୁ ପଡିଥାଏ ।ଏଇ ଦୃଷ୍ଟିରୁ ଭାବୁଚି ଶିକ୍ଷକ ଜଣକ ମୂର୍ଖ ହୋଇ ନ ଥିବ ଆଉ ୪୯ ରୁ ୧୨ ବିୟୋଗ କରି ପାରିବ ନାହିଁ । ସେ ଭୟ କିମ୍ବା ମିଡିଆ ବାଲାଙ୍କ ଅନୁପ୍ରବେଶ ହେତୁ ବା କ୍ୟାମେରା ଓ ମାଇକ ସାମ୍ନାରେ ନର୍ଭସ୍ ହୋଇଯାଇଥିବ । ପିଲାଙ୍କ ଜ୍ଞାନ ବାବଦରେ ଏତିକି କହି ହେବଯେ ୨ବର୍ଷ ହେଲା ସେମାନେ ପାଠ ପଢି ନାହାନ୍ତି ,ସବୁ ଭୁଲି ଯାଇଚନ୍ତି ସୁଧାରିବାକୁ ସମୟ ଲାଗିବ । ୧୫ ଦିନରେ ୧୫ କେ ଯାଏଁ ପଣକିଆ ପିଲା ଆୟତ୍ତକରି କହିପାରିବ ନାହିଁ । ଆଉଗୋଟିଏ ଦିଗ ଏ ପିଲାଙ୍କର ଦୈନିକ ଉପସ୍ଥାନ ଠିକ୍ ନଥିବ କିମ୍ବା ତାଙ୍କ ପିତାମାତା ପିଲାଙ୍କ ପାଠପଢା ପ୍ରତି ସଚେତନ ନୁହଁନ୍ତି ।ଗୋଟିଏ ସଚେତନ ମା ପରା ପାଠର ବଢିଆ ମୂଳଦୁଆ ପକାଇ ପିଲାକୁ ସ୍କୁଲ ପଠାଇ ପାରିବ । ପ୍ରକୃତରେ ଯଦି ଶିକ୍ଷକ ଟି ମୂର୍ଖ ହୋଇଥାଏ ,ଖୁବ୍ ଶିଘ୍ର ଗାଁ ଲୋକ ହିଁ ତାକୁ ସ୍କୁଲ୍ ରୁ ବିଦା କରି ଦେବେ ।
@RSOdiaVlogger
@RSOdiaVlogger 2 жыл бұрын
ଏମାନଙ୍କୁ ଚାକିରୀ କିପରି ମିଳିଛି ତାହା ଏକ ବଡ ପ୍ରଶ୍ନ 🤦‍♂️
@uttamkumarcreations217
@uttamkumarcreations217 2 жыл бұрын
ଶିକ୍ଷା ବିଭାଗରେ ଏମିତି ଶିକ୍ଷା ଦାନ ପାଇଁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର l 😭😭😭
@truptimayeepatra3040
@truptimayeepatra3040 2 жыл бұрын
It's cause of SC/st Kota , bahut Jana Kam mark Rakhi Kota pain teacher heuchanti seithi pain emiti abastha similarly in DOCTOR LINE ALSO IT HAS BEEN SEEN 🙄😡
@skpro1238
@skpro1238 2 жыл бұрын
there must be no quota system in education and medical recruitments...
@KainaPradhan-cq1vo
@KainaPradhan-cq1vo Жыл бұрын
Sir ଏମିତି ଆମ ଓଡ଼ିଶାରେ ଅନେକ ସ୍କୁଲ ଅଛି,, ସାର ଆପଣମାନେ news ମାଧ୍ୟମରେ ସବୁ ସ୍କୁଲ ଯାଇ ଏପରି school sir ମାନଙ୍କୁ ଚାକିରୀରୁ ଇସ୍ତପା ଦିଅନ୍ତୁ କାହିଁକି ଆମ ପିଲା ମାନେ ମୂର୍କ ହେଇଯିବେ,,,, thank you odisha reporter
@jitendrakumar-ip5yb
@jitendrakumar-ip5yb 2 жыл бұрын
ଅଯୋଗ୍ୟ ଶିକ୍ଷକ କୋଟା ହିସାବରେ ହୋଇଥାଇପାରନ୍ତି , ଯୋଗ୍ୟ ଶିକ୍ଷକ ଏଠି ଚାକିରୀ ପାଉନି, ଦୁର୍ଭାଗ୍ୟ ର ବିଷୟ ଏମିତି ଖବର ଦେଖି ଏଠି ଆମ ସରକାର ଦାଈ
@debiprasadbehera9120
@debiprasadbehera9120 2 жыл бұрын
Apanaku khali kota dekhajauchi mahasaya vlre tarjama karantu se sc /st na sadharana barga
@debiprasadbehera9120
@debiprasadbehera9120 2 жыл бұрын
Kounasi sc/st bina jogyatate job pai nahanti
@raghumaninayak9593
@raghumaninayak9593 2 жыл бұрын
ଏ ହେଉଛି ଶିକ୍ଷା କ୍ଷେତ୍ରରେ କଳଙ୍କ ।
@dailylife1956
@dailylife1956 2 жыл бұрын
ଅଳିଆ, ଠକ, ଗଧ ମାଷ୍ଟର l ପିଲାଙ୍କୁ ବର୍ବାଦ କରି ଛାଡ଼ିବେ l
@biswajitjena9543
@biswajitjena9543 2 жыл бұрын
ବାଳ ସରକାର ପେଳ ଶିକ୍ଷକ🤣🤣🤣
@malaykumarmbj1824
@malaykumarmbj1824 2 жыл бұрын
ଧନ୍ୟବାଦ ସରକାର ଆପଣଙ୍କ ମଙ୍ଗଳ ହେଉ
@mybabykrithika7700
@mybabykrithika7700 2 жыл бұрын
Tumara kan kichhi kama nahni khali sarakar dusa deuchha
@Excavatormyself
@Excavatormyself 2 жыл бұрын
ସବୁ ଭୁଲ୍ ମନ୍ତ୍ରୀଙ୍କର କାରଣ ଅଯୋଗ୍ୟ ମନ୍ତ୍ରୀ
@akshayakumarbhol4132
@akshayakumarbhol4132 2 жыл бұрын
ଓଡ଼ିଶାର ଅଧିକାଂଶ ପ୍ରାଥମିକ ଶିକ୍ଷକଙ୍କର ଓଡ଼ିଆ ବର୍ଣ୍ଣମାଳା ସମ୍ବନ୍ଧ ରେ ଆଦୌ ଧାରଣା ନାହିଁ ।
@maheswarrana1966
@maheswarrana1966 2 жыл бұрын
A report card must be far teacher test every year
@sasmitamaharana1382
@sasmitamaharana1382 2 жыл бұрын
ହଁ ତା ପରେ ବି ଚାକିରୀ ପାଉଛନ୍ତି
@susantakumarbiswal3764
@susantakumarbiswal3764 2 жыл бұрын
Right kath
@SurajKumar-sk4gx
@SurajKumar-sk4gx 2 жыл бұрын
Kn London re study karichhanti ki
@liveforever6998
@liveforever6998 2 жыл бұрын
ସବୁ ସୁଲରେ ଏମିତି ପିଲା ଓ ଶିକ୍ଷକମାନଙ୍କୁ ପରୀକ୍ଷା କର।।
@chandan1853
@chandan1853 2 жыл бұрын
ସ୍କୁଲ୍
@worldnatureandmusic286
@worldnatureandmusic286 2 жыл бұрын
School mistake achi
@forgetforget8557
@forgetforget8557 2 жыл бұрын
Where is Ministers are Uneducated and CM also there is no Justice
@monaminikitchen4499
@monaminikitchen4499 2 жыл бұрын
ଏବେ ଦେଖା ଯାଉନି govt କୁ 😠ଅଯଥା ଅଯୋଗ୍ୟ ଲୋକଙ୍କୁ ମିଳୁଛି ଚାକିରୀ ଟଙ୍କା ନେଇ ବିକୁଛନ୍ତି ଚାକିରି 😠ଯୋଗ୍ୟ ଲୋକଙ୍କୁ ମିଳୁଛି କାଇଁ 🤦‍♀️
@CSwainblogs
@CSwainblogs 2 жыл бұрын
ସରକାର ଚାହୁଁଛି ଏମିତି ହଉ , ସମସ୍ତେ ମୁର୍ଖ ହୋଇକି ରୁହନ୍ତୁ କାରଣ devlopememt ପାଇଁ ପ୍ରଶ୍ନ ଉଠେଇବା ପାଇଁ ବି କିଛି basic knowledge ବି ଦରକାର ନା, ସେତିକି ବି ନ ମିଳୁ.....
@mahaveercuttackkumar204
@mahaveercuttackkumar204 2 жыл бұрын
Bhai eita para budhia sarakar
@mood7653
@mood7653 2 жыл бұрын
ଭାଇ ଆପଣଙ୍କର ମୂର୍ଖ (ମୁର୍ଖ) ଏବଂ development (devlopememt) ବନାନ ଭୁଲ ଅଛି 😂😂
@abinashdastheattitude7941
@abinashdastheattitude7941 2 жыл бұрын
ଟଙ୍କା ପଇସା ଦେଇ ଚାକିରୀ ପାଉଛନ୍ତି । ଆମେ ମାନେ ଘରେ ବସିଛୁ ସାବାସ ସମୀର ଦାସ
@sashikantamalik15
@sashikantamalik15 2 жыл бұрын
ସରକାରୀ ବିଦ୍ୟାଳୟ ର ଏଭଳି ଶିକ୍ଷକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ tution ହେବା ଦରକାର
@jharanapradhan7836
@jharanapradhan7836 2 жыл бұрын
ଶିକ୍ଷା ବିଭାଗରେ ଏମିତି ଲୋକମାନେ ନିଯୁକ୍ତି ପାଇଲେ ଭବିଷ୍ୟତ କେବଳ ଅନ୍ଧକାର ହେବ। ଯେଉଁଠି ଶିକ୍ଷକଙ୍କୁ କିଛି ଜଣା ନାହିଁ , ସେଠି ପିଲାମାନଙ୍କ ଠାରୁ ଆଉ କଣ ବା ଆଶା କରାଯିବ। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଅନ୍ତୁ।
@aswinirout1
@aswinirout1 2 жыл бұрын
Sarakara Bhai sabu janichanti,semane ta 10 lakh janaka nei 8000 pilanku high school re posting debe.....ethire teacher manakara kichi dosa nahi....sabu ee corrupted sarakara ra dosa.....
@RITU-43
@RITU-43 2 жыл бұрын
Padhiki Kan karibu job kichhi nhi Odisha re😆😆😆
@darkuser94
@darkuser94 2 жыл бұрын
Teacher kahila se maths padhayeni ta reporters maths qstn kana payi pacharila. Au teacher gote subject padhaiba payi na kahi odiya eng geography history gote teacher ra etiki subject ra qualification achi ki je gote teacher 4 ta subject padhyeba. Ethi teacher ra v bhul nahi bhul system ra. Je gote teacher ko 4ta subject padhyeba payi badhya karuchi. Teacher pakhare jo subject ra qualification achi se sie subject padhyeba na 20 subject padhyeba. Nije bichara karantu . Reporter jai ki education system jiye chalunchti tanku reporting na kari . Sadharana teacher ku dharile kana heba. Odisha government dayi.
@bikashbarik230
@bikashbarik230 2 жыл бұрын
ସବୁ ପ୍ରଶ୍ନ ର ଉତ୍ତର ସେଇ ଗୋଟାଏ .….ଆସେନି , ଧନ୍ୟ ସେ ଆମ ଶିକ୍ଷା ବ୍ୟବସ୍ଥା
@MPV69PUPS
@MPV69PUPS 2 жыл бұрын
ବିଜେଡି ସରକାର ଙ୍କୁ ଧନ୍ୟବାଦ ଦିଅନ୍ତୁ
@nilupanda3153
@nilupanda3153 2 жыл бұрын
Good
@jharanapradhan7836
@jharanapradhan7836 2 жыл бұрын
ଶିକ୍ଷକମାନଙ୍କୁ ତ କିଛି ଆସୁନି। ସେଥିପାଇଁ ପିଲାମାନଙ୍କୁ କେବଳ ଗୋଟିଏ ଉତ୍ତର ଶିକ୍ଷା ଦେଇଛନ୍ତି " ଆସୁନି " ।
@bikashbarik230
@bikashbarik230 2 жыл бұрын
@@jharanapradhan7836 ଠିକ୍ କହୁଛ 👍👍
@dhanimarandi1967
@dhanimarandi1967 2 жыл бұрын
🤣🤣🤣🤣
@ritupriya352
@ritupriya352 2 жыл бұрын
SC st OBC ଏଗୁରା ଶିକ୍ଷକ ଙ୍କ ନିଯୁକ୍ତି ପାଇଁ ଉଠାଯାଉ ସେମାନେ ୩୦% ରଖି ଶିକ୍ଷକ ହେବେ ତେବେ ଛୁଆ ଆଉ କଣ ପାଠ ପଢ଼ିବେ ଜାଣିପାରିଥିବ 👍
@tikeswarbhoi3750
@tikeswarbhoi3750 2 жыл бұрын
ଶିକ୍ଷକ ଙ୍କୁ ବାହାର କରି ଭଲ ଶିକ୍ଷକ ସ୍କୁଲରେ ଆଣିବାକୁ latter ଦିଅନ୍ତୁ, ପିଲା ମାନେ ଗଧ ହେଇ ଯିବେ ନହେଲେ
@bikashbehera6438
@bikashbehera6438 2 жыл бұрын
Latter nuhe letter
@gbcreation8190
@gbcreation8190 2 жыл бұрын
ଆରେ ଭାଇ ଗୋଟିଏ ସ୍କୁଲରୁ ଜଣଙ୍କୁ ବାହାର କଲେ କଣ ହେବ, ପୁରା education system ର ଦୋଷ |ଆଜିକା ଯୁବ ପିଢିଙ୍କୁ ଅଧିକ chance ମିଳିଲେ ସିନା ହେବ, ପୁରୁଣା ଲୋକଙ୍କୁ ରଖି ଖାଲି ଯାହା ପଇସା ସରୁଛନ୍ତି |ଭାଇ ବିଶ୍ୱାସ କର ମୋର ଉଭୟ govt ଓ private ସ୍କୁଲରେ ଅଭିଜ୍ଞାତା ରହିଛି, govt ସ୍କୁଲରେ 45 auto bala teacher ହେଉଛି ସ୍କୁଲ ଛାଡି auto ଚଳେଇ ପଳାଉଛି, ଦିଦିମାନେ ତ ଶାଶୁ ଶଶୁର କଥା ଗପି ଗପି ସମୟ ବିତି ଯାଉଛି
@iamtheadr
@iamtheadr 2 жыл бұрын
@@bikashbehera6438 that's why I'm here.🤣
@chandanpati6810
@chandanpati6810 2 жыл бұрын
ମନ୍ତ୍ରୀ କୁ ଏହି ଭିଡିଓ କୁ ଦେଖାନ୍ତି ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ଏହି ହେଲା ରାଜ୍ୟର ବିକାଶ
@somyajena9813
@somyajena9813 2 жыл бұрын
Bhai tamaku bhi manibaku padiba, se ba nije chakiri deichanti, se kana karibe puni, je parjayanta e government e rajaya re achi, ahuri paristhiti kharap haba
@deepikadash1649
@deepikadash1649 2 жыл бұрын
Mantri guda t murkha just like mankada hatare salagram t dosa deba kahaku
@OKagril
@OKagril 2 жыл бұрын
ପିଲା ମାନେ ତ ମାଟ୍ରିକ ରେ ଟପର ରଖୁଛନ୍ତି. କଣ ପାଇଁ ଚିନ୍ତା
@lilupatro7092
@lilupatro7092 2 жыл бұрын
ଓଡ଼ିଶା ର ଯେତିକି ସ୍କୁଲରେ ଶିକ୍ଷକ ଅଛନ୍ତି ସମସ୍ତ ଙ୍କ ର ବାର୍ଷିକ Exm ହବା ବାଧ୍ୟତାମୂଳକ କରାଜିବା ଉଚିତ ,,,ଯେଉଁମାନେ Exam ରେ ଫେଲ ହେବେ ସେମାନେ ଚାକିରି ରୁ ବହିସ୍କାର ହେବେ,ଓଡ଼ିଶା ରେ ଶିକ୍ଷିତ ପିଲା,ବେକାରୀ ସମସ୍ୟା ବହୁତ ଅଛନ୍ତି ସେମାଙ୍କୁ ନିଯୁକ୍ତି ଦିଆଯାଉ
@umakantanaik1345
@umakantanaik1345 2 жыл бұрын
ଓଡିଶା ସରକାର ଜିନ୍ଦାବାଦ । ଦରମା 100000 ରୁ ଆଉ ଅଧିକ ଦେଲେ ଭଲ ପାଠ ହେବ।
@volgs79
@volgs79 2 жыл бұрын
ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଏମାନେ ଚାକିରୀ କଲେ ପାଠପଢା ଆଶିବ କୁଆଡ଼େ
@shipakkumarmandal2183
@shipakkumarmandal2183 2 жыл бұрын
ଯେମିତି ସରକାର ,ଯେମିତି ତାଙ୍କ ମନ୍ତ୍ରୀ ମାନେ, ସେମିତି ତାଙ୍କ ଶିକ୍ଷକ , ନବୀନ ସରକାର ଜିନ୍ଦାବାଦ୍
@dhaneswarpatra1921
@dhaneswarpatra1921 2 жыл бұрын
Bjd muradabad
@priya.priya95
@priya.priya95 2 жыл бұрын
Vote for BJD
@ritaraneeofficial8797
@ritaraneeofficial8797 2 жыл бұрын
Right
@mrsarojentertainment
@mrsarojentertainment 2 жыл бұрын
Reservation quota total ଉଠେଇ ଦିଅ ... ତାହାଲେ ସବୁ ଠିକ୍ ଶିକ୍ଷକ ହିଁ posting ହେବେ
@bhanupratapdwibedy4260
@bhanupratapdwibedy4260 2 жыл бұрын
ସରକାର ଯଦି କୋଟା ବ୍ୟବସ୍ଥା ଉଠେଇ ଉଚିତ୍ ପିଲାଙ୍କୁ ନିଯୁକ୍ତି ଦିଅନ୍ତା ଏ ପରିସ୍ଥିତି ଦେଖିବାକୁ ପଡ଼ିବନି।
@manojdeheri3138
@manojdeheri3138 2 жыл бұрын
ଶିକ୍ଷକ ଙ୍କ ପାଠପଢ଼ାଇବାରେ ଅବହେଳା ଓ ଦୁର୍ବଳତା ଯୋଗୁଁ । ଛାତ୍ର ଛାତ୍ରୀ ଙ୍କ ଅବସ୍ଥା ଆଜି ଦୁର୍ବଳ ।
@sidharth3423
@sidharth3423 2 жыл бұрын
Odisha ରେ ଯେତେ school ସବୁ ଏମିତି ଅବସ୍ଥା Master ମନେ ଘରେ ବସି ଦରମା ପାଇବେ ପିଲା ଯିବେ ସୁରଟ
@rakeshroshanmohanty7595
@rakeshroshanmohanty7595 2 жыл бұрын
Right
@prashantabehera4087
@prashantabehera4087 2 жыл бұрын
right
@oneodisha87
@oneodisha87 2 жыл бұрын
U are right brother 👍
@BK-so9tv
@BK-so9tv 2 жыл бұрын
Bhai , emiti hoijiba, agaku ahuri 8000/9000 qualified High school teacher Posting Hebe, joumane ki 10 Lacks money dei Posting Hebe.
@aswinirout1
@aswinirout1 2 жыл бұрын
Ethire teacher manakara doso kichi bhi nahi sabu ee sarakara ra doso.....emiti ahuri 8000 high school teacher posting hebaku jauchi jau mane 10 lakh dei question ama sarakara thu kini chanti au semane may be 2022 December purbaru join karibe.....bhabantu education system kana heba....emiti teacher mane join kale
@SBM2687
@SBM2687 2 жыл бұрын
ମୁଁ ପାଗଳ ହେଇଯିବି ।ଏଠି କଣ ଚାଲିଛି ,ହେ ଭଗବାନ ରକ୍ଷା କର ମୋ ରାଜ୍ୟକୁ⭕‼️⭕🙏🙏🙏
@gurucharansahoo9577
@gurucharansahoo9577 2 жыл бұрын
ଏମିତି ଅନେକ ଶିକ୍ଷକ ଅଛନ୍ତି 😠😠 ଯେଉଁ ମାନେ ଆଙ୍ଗୁଠା ଛାପ ମଧ୍ୟ ଦେଇ ପାରିବେ ନାହିଁ 😀😀 ପାଠ କଣ ପଢାଇବେ 😭😭
@prasannakumarrout6340
@prasannakumarrout6340 2 жыл бұрын
କେତେ ଲାଞ୍ଚ ଦେଈ ଚାକିରି କରିଛି ପଚାର ଧନ୍ୟ ଆମ ଶିକ୍ଷ୍ୟା ବ୍ୟବସ୍ଥା 🙏🏿
@artioram6836
@artioram6836 2 жыл бұрын
ଏମିତି ନ ପଢ଼ି ମଧ୍ୟ ଛୁଆ ୮୦%ମର୍କ ରଖୁଛନ୍ତି ଧନ୍ୟ ହେ ତାହା କେମିତି ସମ୍ଭବ ହେଲା
@ratnakarghatual1078
@ratnakarghatual1078 2 жыл бұрын
ଏମାନଙ୍କୁ private teacher କରାଯାଉ. Govt ରୁ ହଟାଯାଇ private କରାଯାଉ. ଆଉ ୟାଙ୍କୁ ଚଲେରୀରୁ ବାହାର କରାଯାଉ.
@jeetendrap2
@jeetendrap2 2 жыл бұрын
No reservations in Sikshya ,surakshya & swasthya ( teaching, defence & medical ) department ... ...
@sanjeebpadhan6755
@sanjeebpadhan6755 2 жыл бұрын
True,
@skpro1238
@skpro1238 2 жыл бұрын
great reply
@kumarmallik4292
@kumarmallik4292 2 жыл бұрын
ପିଲାଙ୍କୁ ଏବଂ ଶିକ୍ଷମାନଙ୍କୁ ପ୍ରଶ୍ନ ପଚାରି ମିଡିଆ କଣ ପ୍ରମାଣ କରିବାକୁ ଚାହୁଁଛି, ଦୟାକରି ଏହି ପ୍ରଶ୍ନ ସମୀର ଦାସ ଙ୍କୁ ପଚାର
@crpkmishra7484
@crpkmishra7484 2 жыл бұрын
ପ୍ରତିବର୍ଷ ସବୁ ମାଷ୍ଟ୍ର ମାନଙ୍କୁ ପରୀକ୍ଷା କରାଯାଉ।ନଚେତ ଗାଣ୍ଡିରେ ଲାତ ମାରି ବାହାର କରାଯାଉ।
@nilupanda3153
@nilupanda3153 2 жыл бұрын
SC/ST ମନକୁ ପୋସ୍ସିଟିଙ୍ଗ ଦେଲେ ଓଡିଶା ଶରକାର ଆଗକୁ ଯିବ.
@sunakarsethy6921
@sunakarsethy6921 2 жыл бұрын
ଦୟା କରି ସବୁ ସରକାରୀ ଓ ବେସରକାରୀ ସ୍କୁଲ ମାନଙ୍କୁ ଯାଇକି ଟିଚର ମାନଙ୍କୁ ଯାଞ୍ଚ କରାଯିବ ଉଚିତ୍ ଓ ଏ ଭଳି କୁଳାଙ୍ଗାର ଟିଚର ମାନଙ୍କୁ ବେକରେ ଜୋତା ମାଳ ପକେଇକି ବହିସ୍କାର କରନ୍ତୁ ନ ହେଲେ ଏ ନିରୀହ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ
@EFG_Army07
@EFG_Army07 2 жыл бұрын
*ଆଗ ମୁଖ୍ୟମନ୍ତ୍ରୀ ଙ୍କୁ ପାଠ ପଢ଼ା ତାଙ୍କୁ ଓଡ଼ିଆ ସିଖାଅ ତାପରେ ଆଗ କଥା ଚିନ୍ତା କରିବା*
@bajisingh4924
@bajisingh4924 2 жыл бұрын
ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଘୋରୋଇକରଣ ଦ୍ବାରା ଧ୍ବସ୍ତ କରିଥିବା ଏବଂ ଗାଁ ଗାଁରେ ମଦ ଦୋକାନ ଖୋଲି ଯୁବସମାଜକୁ ପଥଭ୍ରଷ୍ଟ କରି ଓଡିଶାକୁ ବେକାରୀରେ ଏବଂ ନାରୀ ନିର୍ଯାତନାରେ ନମ୍ବର ୧ କରିଥିବା BJD ସରକାରକୁ ରାଜ୍ୟବାସୀ ଗାଦିଚ୍ୟୁତ କରିବା ହିଁ ଏକ ମାତ୍ର ବିକଳ୍ପ I
@gyanaranjansahoo6927
@gyanaranjansahoo6927 2 жыл бұрын
Please media ଭାଇ ମାନଙ୍କୁ ଅନୁରୋଧ କି ଏପରି ପିଲା ମାନଙ୍କୁ ପ୍ରଶ୍ନ ପଚାରି ନିନ୍ଦା କରନ୍ତୁ ନାହଁ କାରଣ ଏହା ଦ୍ଵାରା ପିଲା କୁ ସମସ୍ତେ ଲୋକ ହସା କରିବେ ଯାହା ଫଳରେ ପିଲା ଉପରେ ପ୍ରଭାବ ପଡ଼ିବ। Please request to our social media
@RjsCreation143
@RjsCreation143 2 жыл бұрын
There are many educated teachers but why such people have been kept 🤣❤️
@SantoshKumar7-w6c
@SantoshKumar7-w6c 2 жыл бұрын
Best Example Of Caste System 💯 In Exam.. 😂😂😂 Ek General catagory Teacher ko puchke dekho 😂 Intrigation derivatives 10 min ke andar khatam... 💯
@durgamadhabjani8722
@durgamadhabjani8722 2 жыл бұрын
Bhai I also belongs to sc category but I pursuing my degree from IIT Bombay not all categories students are same..I also do integration derivatives with in a minute..
@tusharkantamishra2712
@tusharkantamishra2712 2 жыл бұрын
ମୂର୍ଖ ଲୋକ ଙ୍କୁ ଶିକ୍ଷକ କଲେ ଏମିତିକା ହିଁ ହବ । general ଙ୍କୁ ଶିକ୍ଷକ ହବା ଙ୍କୁ ଦିଆ ଯାଉନି ।
@santoshmohanty2419
@santoshmohanty2419 2 жыл бұрын
49-12=Bala apana mane khusita amebi bahuta khusi
@mrunikeandheartkiller9399
@mrunikeandheartkiller9399 2 жыл бұрын
Answer 37
@simapradhan6437
@simapradhan6437 2 жыл бұрын
Ticher କୁ darmaa ଦିଅ ଦିନ ଯାଉ ବର୍ଷ ଗଡୁ ପିଲା କଣ ହେଲେ ଅସୁବିଧା ନାଇ ବା ।
@ratnimanikisku266
@ratnimanikisku266 2 жыл бұрын
ଆପଣ ବି teacher spelling ଭୁଲ type korichonti🤣🤣🤣🤣
@sunil2954
@sunil2954 2 жыл бұрын
ମଁ ଭାବୁଛି ଏଥିପାଇଁ ପ୍ରାଇମେରୀ ଶିକ୍ଷକ ଦାୟୀ । ସେମାନେ ପାଠ ନ ପଢାଇ ପିଲାଙ୍କ ପ୍ରୋମସନ କରାଉଛନ୍ତି
@celebritylive7667
@celebritylive7667 2 жыл бұрын
ଧନ୍ୟବାଦ ସାମ୍ବାଦିକ ଭାଇ....🙏🏻🙏🏻🙏🏻🙏🏻 ଆମେ ଏମିତି ନିୟୁଜ ଦେଖିବାକୁ ଚାଁହୁଛୁ..... ଶିକ୍ଷା ବଦଳିଲେ ଦେଶ ବଦଳିବ
@sarbeswaransuayushmilu7479
@sarbeswaransuayushmilu7479 2 жыл бұрын
ଦେଖରେ ଆମ ଓଡ଼ିଶା ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଅନ୍ଧ ଭଳି ଭଲ ପାଉଥିବା ସରକାର ଙ୍କୁ tk ଭଲସେ ଦେଖ ଖାଲି ରାଜନୀତି କର କିନ୍ତୁ ପିଲାମାନଙ୍କ ଭବିଷ୍ୟତ ଦେଖାଯାଉ ନାହି। 22 ବର୍ଷ ଶାସନର ଏହି ହଉଚି ବ୍ୟବସ୍ଥା
@panchanannayakpanchanannay7944
@panchanannayakpanchanannay7944 2 жыл бұрын
Odessa reportar Ku dhanyabad
@pravassahoo5946
@pravassahoo5946 2 жыл бұрын
Mantri ku 20000000 tanka dei service karithiba teacher mane. Ea sabu Nabin baba nka krupa
@mamata7291
@mamata7291 2 жыл бұрын
Kuch jyda hogaya😂
@pravassahoo5946
@pravassahoo5946 2 жыл бұрын
@@mamata7291 22000 teachers paid 20000000 rupees
@goodman4620
@goodman4620 2 жыл бұрын
ସବୁ ସ୍କୁଲ ଯାଇ ପଚାରନ୍ତୁ ପ୍ଲିଜ଼
@GurutarKhabar
@GurutarKhabar Жыл бұрын
କୋଟା ବନ୍ଦ କରାଯାଉ କୋଟା ପାଇଁ ମୁର୍ଖ ସବୁ ଉଚ୍ଚ ପଦ ରେ ଆଉ ଶିକ୍ଷିତ ଲୋକେ ବେକାରି ହୋଇଛନ୍ତି
@biranchinarayanjena1250
@biranchinarayanjena1250 2 жыл бұрын
Thanks news channel for such types of initiative step
@smrutiprajnadash9069
@smrutiprajnadash9069 2 жыл бұрын
🙏 ବିଜେଡି ସରକାର ଜିନ୍ଦାବାଦ 🙏 ଆମ ଶିକ୍ଷା, ଶିକ୍ଷକ ଏବଂ ଶିକ୍ଷା ପଦ୍ଧତି ଜିନ୍ଦାବାଦ 🙏
@hadianayak9098
@hadianayak9098 2 жыл бұрын
Mvbf!! . d
@mixupdd...
@mixupdd... 2 жыл бұрын
😀😀😀😀
@umeshchandrasahoo6211
@umeshchandrasahoo6211 2 жыл бұрын
Right
@ramsabat5431
@ramsabat5431 2 жыл бұрын
C.m.nku.odiaasuni.kiche.kahibki.
@ramsabat5431
@ramsabat5431 2 жыл бұрын
Good reply
@RudradevSahu567
@RudradevSahu567 2 жыл бұрын
ହଟାତ ଶିକ୍ଷା ମନ୍ତ୍ରୀ ସାମ୍ନା ରେ ଆସିଲେ ଯାହାର ହେଲେ ଭୁଲ ହେଇ ଯିବ
@priyankabiswal8116
@priyankabiswal8116 2 жыл бұрын
ଏମିତି ଆମ ଶିକ୍ଷା ବ୍ୟବସ୍ଥା 🙏ସରକାର ସ୍କୁଲ ର ଉର୍ନ୍ନତି କରୁଛନ୍ତି ଘର ନିର୍ମାଣ କରୁଛନ୍ତି କିନ୍ତୁ କଣ କଲେ ଆମ ଶିକ୍ଷା ର ଉର୍ନ୍ନତି ହେବ ସେଥିପାଇଁ ସରକାରଙ୍କ ନଜର ନାହିଁ
@ramakantabehera3242
@ramakantabehera3242 2 жыл бұрын
ଏପରି ଶଳା ମୁର୍ଖ ମାଷ୍ଟର ମାନଙ୍କୁ ଆହୁରି ଦରମା ବଢେଇକି ଦିଏ। ଧନ୍ୟ ଆପଣଙ୍କର ମାଷ୍ଟର ଓ ମାଷ୍ଟରାଣୀ ମାନେ। ଅଣ୍ଡା କେତେ ଆସିଲା ସ୍କୁଲରେ ହିସାବ କର।
@rasmiranjanmishrs8393
@rasmiranjanmishrs8393 2 жыл бұрын
ବୋରିକିନା ର ସ୍କୁଲ କୁ ଗଲେ ସେଠାର teacher ଏ ଠାରୁ ବୋବାଲ ଉତ୍ତର ଦେବେ
@advancedalok7270
@advancedalok7270 2 жыл бұрын
Don't worry. The 5T High schools of odisha will also face same situation after completion of ongoing recruitment.😡😡😡😇😇😇
@manashkumarpradhan9349
@manashkumarpradhan9349 2 жыл бұрын
I'm agree with you 👍👍It's Coming soon 🌹🌹🌹
@RM-vp7rb
@RM-vp7rb 2 жыл бұрын
samira ସାମିଲ
@tarakchandra_malkangiri098
@tarakchandra_malkangiri098 2 жыл бұрын
Athoro to pray illigal teacher posting Hebe CHT re semane au ki pathho podheibe ..se puni High school re
@lipun8223
@lipun8223 2 жыл бұрын
kzbin.info/www/bejne/qJmnZWB8gtCSiJo
@jyotsnamayeesahoo6329
@jyotsnamayeesahoo6329 2 жыл бұрын
Paisa nadele chakiri nahi
@pabitramohannanda9165
@pabitramohannanda9165 2 жыл бұрын
Award winning teacher's 👏 🙌 👌 👍 😎
@SM-fd5yb
@SM-fd5yb 2 жыл бұрын
ଶଳା ମୁର୍ଖ ମାନଙ୍କ ହାତରେ ଶାସନ ଭାର ରହିଲେ ଏ ସବୁ ଅବସ୍ତା ହିଁ ହବ ଲାଞ୍ଚ ଖିଆ ଘୁସପେଟିଆ ମନ୍ତ୍ରୀ ଆଉ ଚେଲା ଛି ସଲେ କଣ ଚଲେଇଛ ଓଡ଼ିଶା ଶଳା ଲାଜ ଲାଗୁଚି news ଶୁଣିଲେ ଛି ଶଳା ଅଯୋଗ୍ୟ ମାନେ ତମ ମାନଙ୍କୁ ଯେତେ ଗାଳି ଦେଲେବି କମ thanks odisha reporter
@tunarout964
@tunarout964 2 жыл бұрын
Sc and st reservation 100% କରିଦିଆଯାଉ. ଶିକ୍ଷା ର ମାନ ହୁତ ହୁତ ହେଇ ବଢ଼ିଯିବ. 😄
@sonianayak9280
@sonianayak9280 2 жыл бұрын
ଆପଣ ଜାଣିଲେ କେମିତି ସସ ଆଉ st boli
@sonianayak9280
@sonianayak9280 2 жыл бұрын
କିଏ ଅନୁମତି ଦେଲା ପିଲାମାନଙ୍କର interview ନେବା ପାଇଁ...sir ଙ୍କୁ ପ୍ରଶ୍ନ ପଚାରିବାର ତୁମର ଅଧିକାର ନାହି.....ମିଡ଼ିଆ ପାଖରେ ପହଁଚିଲା ଜଣେ ଏମିତି ବାଉଳି ଚାଉଳି ହେବା ସ୍ୱାଭାବିକ...
@jibannayak8124
@jibannayak8124 2 жыл бұрын
The teacher is from general category.
@munabarla6156
@munabarla6156 2 жыл бұрын
This is called quality news...🔥🔥
@chakradharmaharana2778
@chakradharmaharana2778 2 жыл бұрын
ଶ୍ରୀ ରାଧେରାଧେ ଶ୍ରୀ ଘ ବାହାରକରାଜାଉ
@paramitavlogs3115
@paramitavlogs3115 2 жыл бұрын
ଶ୍ରେଷ୍ଠ ଶିକ୍ଷକଙ୍କର ମାନ୍ୟତା ଏହି ଶିକ୍ଷକ ଙ୍କୁ ଦିଆ ଯାଉ 😂 । ଆଉ ବହୁତ୍ ବହୁତ୍ ଧନ୍ୟବାଦ୍ Sameer sir ଙ୍କୁ 🙏 ।ତାଙ୍କ ପାଇଁ ଆଜି ଏତେ ବଡ଼ ଗୁମର ଖୋଲୁଛି
@darkuser94
@darkuser94 2 жыл бұрын
Teacher kahila se maths padhayeni ta reporters maths qstn kana payi pacharila. Au teacher gote subject padhaiba payi na kahi odiya eng geography history gote teacher ra etiki subject ra qualification achi ki je gote teacher 4 ta subject padhyeba. Ethi teacher ra v bhul nahi bhul system ra. Je gote teacher ko 4ta subject padhyeba payi badhya karuchi. Teacher pakhare jo subject ra qualification achi se sie subject padhyeba na 20 subject padhyeba. Nije bichara karantu . Reporter jai ki education system jiye chalunchti tanku reporting na kari . Sadharana teacher ku dharile kana heba. Odisha government dayi.
@paramitavlogs3115
@paramitavlogs3115 2 жыл бұрын
@@darkuser94 hmm je but jone teacher heba pain tankara bi kichhi knowledge rahiba darkar .nuhe je moro gote subject mane mu ta bisayare hin janiba darkar . Semiti hele ta jea sea teacher hei jiba . teacher hebaku hele sabuthire knowledg rahiba darakara . Because jane sikhyaka hatare hin pila nkara bhabisyata rahithaae.
@darkuser94
@darkuser94 2 жыл бұрын
@@paramitavlogs3115 true magr aise teacher ko select kon kiya h ye dekho na. Selection committee me fault h.
@paramitavlogs3115
@paramitavlogs3115 2 жыл бұрын
@@darkuser94 hmm ei sir mananku select karuchhanti but jou manaka pakhare talent ochhi semane bekar hei buluchhanti .
@darkuser94
@darkuser94 2 жыл бұрын
@@paramitavlogs3115 right 👍
@krushs1139
@krushs1139 2 жыл бұрын
Graduate Pilanka Paein B Entrance Rakha .....tapare 6 months training pare dekhiba kemiti patha padha haba..
@chandrapratapnaik9094
@chandrapratapnaik9094 2 жыл бұрын
କେବଳ ଏହି ବିଦ୍ୟାଳୟ ରେ ନୁହେଁ ଓଡ଼ିଶାରେ ଯେତିକି ବିଦ୍ୟାଳୟ ଅଛି ଅଧିକାଂଶ ବିଦ୍ୟାଳୟ ରେ ଏହି ଅବସ୍ଥା l କେବଳ ମୋଟା ଦରମା ପାଇଁ..... ଆନ୍ଦୋଳନ ଛଡା ଏମାନଙ୍କୁ କିଛି ଜାଣ ନାହିଁ l 49 ରୁ 12 ଗଲେ କେତେ ନ ପଚାରି ଦରମା କେତେବେଳେ ପଚାରନ୍ତୁ ସବୁ ଠିକ ଉତ୍ତର ମିଳିବ l
@youtubeduniya2023
@youtubeduniya2023 2 жыл бұрын
ସବୁ ଶିକ୍ଷକଙ୍କୁ ବେଯିତ୍ କରି ବାହାର କର ତାପରେ ୧୮ ମାର୍କ ରଖିଥିବା ବ୍ୟକ୍ତି ଙ୍କୁ ନିଯୁକ୍ତି ଦିଅ ।। ବାବା ରେ ଶିକ୍ଷା ବ୍ୟବସ୍ଥା ।।।।👏👏👏😂😂😂😂
@ratnakarbarik7186
@ratnakarbarik7186 2 жыл бұрын
ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ପାଇଁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ବଦଳିଥିବା ପାଠ୍ୟ ପୁସ୍ତକ ଅଦ୍ୟାବଧି ଆସିପାରିନାହିଁ ll
@aswinirout1
@aswinirout1 2 жыл бұрын
Au asiba bhi nahi....book print hela.....mantri tankara commission pai jai thibe....pila bahi paile Kate na paile Kate .....tankara kana jae au ase ho
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 41 МЛН
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,7 МЛН
To Brawl AND BEYOND!
00:51
Brawl Stars
Рет қаралды 16 МЛН
Exclusive Interview With Padma Shri Baba Sibananda | 129 Years Old | OR
24:10
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 41 МЛН