Рет қаралды 86,780
ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ସିଂ, ଏପ୍ରିଲ ୨୮ରେ ଜେ.ପି. ନଡ୍ଡା ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା। କାହିଁକି ୨୪ ନିର୍ବାଚନ ମହାସମରରେ ଘନ ଘନ ଗଂଜାମ ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃବୃନ୍ଦ? ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଏଥର ବିଜୟ ବାନା ଉଡ଼ାଇବାକୁ ପଣ କରିଛି କି ପଦ୍ମ ଦଳ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter#bjp #ganjam #heavywait #Odisha #OdishaPolitics #OdishaNews #OdishaReporter