ଗଭର୍ଣ୍ଣର ପୁଅ କଣ ଓଡ଼ିଶାର ଗେହୁ

  Рет қаралды 68,219

VIJAY SEMBALI

VIJAY SEMBALI

Күн бұрын

ଗଭର୍ଣ୍ଣର ପୁଅ କଣ ଓଡ଼ିଶାର ଗେହୁ
#raghubardas
#vijaysembali
#bjp
DISCLAIMER
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.

Пікірлер: 314
@Sandipsandip9413
@Sandipsandip9413 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜିର ଭିଡ଼ିଓ ଟି ସମସ୍ତ ଅନ୍ଧ ପୁଟୁଳି ଖୋଲି ଦେଲ ନିୟମ ସମସ୍ତ ଙ୍କ ପାଇଁ ସମାନ ପ୍ରଥମେ ଏମିତି ଭିଡ଼ିଓ ଆଣିଥିବାରୁ ହୃଦୟରୁ ସଲାମ
@ShambaPalaka
@ShambaPalaka 2 ай бұрын
Very good ଜୟନ୍ତି madam ଆଜିର ଭିଡିଓ ବହୁତ ଭଲ ଲାଗିଲା ଧନ୍ୟବାଦ୍
@apartimoharana2763
@apartimoharana2763 2 ай бұрын
ଏବେ ଠିକ କଥା କହିଲ. କୌଣସି ପାଟି ସମର୍ଥନ କରନ୍ତୁ ନାହିଁ. ନିର୍ଭୟରେ କହି ଚାଲନ୍ତୁ
@RamaARTWORK
@RamaARTWORK 2 ай бұрын
ଏତେ ଦିନ ପରେ ବୁଝିଲ ଦିଦି ଧନ୍ୟବାଦ
@ସୁବାସଵଳଵନ୍ତରାୟ
@ସୁବାସଵଳଵନ୍ତରାୟ 2 ай бұрын
ଏହି ଘଟଣାକୁ ଏକ ଚିଠି, ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ, ଆଉ ଗୋଟିଏ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଓ ଅନ୍ୟଟି ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଙ୍କ ନିକଟକୁ ପଠାଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିହାତି ଆବଶ୍ୟକ ।
@chakradharsahoo4367
@chakradharsahoo4367 2 ай бұрын
ଆଜିର ଭିଡିଓ ପାଇଁ ବହୁତ ବହୁତ ଅନ୍ୟବାଦ
@bhizenkumardandpat8572
@bhizenkumardandpat8572 2 ай бұрын
ଏତେ ଦିନ ପରେ ଆଜି ବୁଝିପାରିଲ ....ଧନ୍ୟବାଦ
@madhurihembram8234
@madhurihembram8234 2 ай бұрын
😂😂😂😂😂😂
@madhurihembram8234
@madhurihembram8234 2 ай бұрын
1 month lagigola bujhibaku ahi maikina ku . Kanikina ahi houchhi bjp dalala maikina. 1month pare Tara reaction rakhuchhi. ASO ku kebe nyaya miliba nahi.
@Karankumar-k7j8p
@Karankumar-k7j8p 2 ай бұрын
​@@madhurihembram8234au tu Pandu ro dalal
@husenpradhan7171
@husenpradhan7171 2 ай бұрын
ଏହି ଭିଡିଓ ଦେଖିଲା ପରେ ମୋତେ ଲାଗିଲା କୌଣସି ପ୍ରକାର ଦଳ ବଳ ଏବଂ ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତଙ୍କୁ ସମାନ ଦେଖିଲା ଭଳିଆ ଲାଗିଲା। ତେଣୁ ମୋ ତରଫରୁ 🎉❤you Thank you very much.
@sarojkumarbehera6697
@sarojkumarbehera6697 2 ай бұрын
ରାଜ୍ଯପାଳ ଓଡ଼ିଶା ବିଜେପି କୁ ବୁଡ଼ାଇ ଦେବ
@nakulnaik1423
@nakulnaik1423 2 ай бұрын
ମୋହନ ମାଝୀ ଙ୍କର ନିଜସ୍ୱ କିଛି ନାହିଁ, ସ୍ଵ ଇଛା ରେ ଇସ୍ତଫା ଦିଅନ୍ତୁ ଇଜ୍ଜତ ରହିବ!
@Karankumar-k7j8p
@Karankumar-k7j8p 2 ай бұрын
Pandu ro nijoswa achhi to
@sankarsansahoo47
@sankarsansahoo47 2 ай бұрын
Are maghia bjp ku odishabasi vote deichhanti
@sharatkumar7381
@sharatkumar7381 2 ай бұрын
@@Karankumar-k7j8p ete tale achha Mohan Majhinku Pandu sahita tulana karanahi , Mohan Majhi CM Odisha , aau aama CM
@santalientertainment903
@santalientertainment903 2 ай бұрын
ଓଡିଶା ରେ ଶାସନ ବେବସ୍ତା ହୁଗୁଡି ଗଲା ।
@krushnamohantripathy3785
@krushnamohantripathy3785 2 ай бұрын
ଗିରଫ ଆଉ କରିବେ କେବେ , ଧନ୍ୟବାଦ
@madhurihembram8234
@madhurihembram8234 2 ай бұрын
Girapha kebebi karajiba nahi governor puku.
@KunjaNaik-jb4oc
@KunjaNaik-jb4oc 2 ай бұрын
ମେଡ଼ମ୍ ଆପଣଙ୍କୁ ମୋର ପ୍ରଣାମ🙏🏼
@bijaypatra9105
@bijaypatra9105 2 ай бұрын
ଗେହୁଁ ମାନେ କଣ
@sidheswarsethi5655
@sidheswarsethi5655 2 ай бұрын
ଗେହୁ ର ଅଭିଧାନିକ ଅର୍ଥ ନାହିଁ. ଏହାର marmarth ଵା ଭାବାର୍ଥ ହେଲା ବଡ. ଅବଶ୍ୟ ଏହା ତାଚ୍ଛଲ୍ୟ ଅର୍ଥ ରେ କୁହାଯାଇଛି। ସବୁ କଥାରେ ଅକ୍ଷରିକ ଅର୍ଥ ଖୋଜା ଯିବାର ଆବଶ୍ୟକ ନାହିଁ.
@user-nl1gy6uw8p
@user-nl1gy6uw8p 2 ай бұрын
ପୋଲିସ ବର୍ଦି ଖୋଲିବାକୁ ଆରମ୍ଭ ହେବ
@dhedubehera5988
@dhedubehera5988 2 ай бұрын
Madam aji tam video bhal lagila thank bhauni
@umeshgadtia7810
@umeshgadtia7810 2 ай бұрын
ଆଜି ର ଭିଡିଓ କହାର ସପକ୍ଷରେ ଯାଉନାହିଁ। Very good madam ବହୁତ୍ ଭଲ କହିଲେ।
@sarojkumarbehera6697
@sarojkumarbehera6697 2 ай бұрын
ଠିକ୍... ରାଜ୍ଯପାଳ ପୁଅକୁ ବାଡେଇ ବାଡେଇ ବାଡେଇ ବାଡେଇ ତା ଗାଂଡି ଫଟେଇ ଦିଅ
@LaxmanMohapatra-ys7cn
@LaxmanMohapatra-ys7cn 2 ай бұрын
ମୋଦୀଜୀ ମହାଶୟ ଦୟା କରି ହସ୍ତ କ୍ଷେପ କରନୣ
@madhurihembram8234
@madhurihembram8234 2 ай бұрын
😂😂😂😂😂😂😂😂😂
@madhurihembram8234
@madhurihembram8234 2 ай бұрын
Munda kharap heijauchhhi tumara Manipur mahila nku jeye nyaya deiparilani ta tu asha Kariba ......😂😂😂😂😂😂😂😂
@anandamohakuda4943
@anandamohakuda4943 2 ай бұрын
Seita bada choro😅😅
@prakashkishorepradhan418
@prakashkishorepradhan418 2 ай бұрын
ଲଙ୍କା ରେ ହରି ଶବ୍ଦ
@pruthirajkuanr6838
@pruthirajkuanr6838 2 ай бұрын
Very.good bhauni
@sukrutapradhan6893
@sukrutapradhan6893 2 ай бұрын
ଅନ୍ଧ ଲୋକ ପାଇଁ ଆଖିର ମୁଲ୍ୟ କଣ???? ସେମାନେ ଚିରକାଳ ପାଇଁ ଅନ୍ଧ ଅଟନ୍ତି, ତାଙ୍କର ବିଚାର ଧାରା ହିଁ ସେୟା।
@debendrarout1573
@debendrarout1573 2 ай бұрын
Good news 🎉🎉🎉
@MohanDas-g7p
@MohanDas-g7p 2 ай бұрын
Realy thank you madam
@NarayanSend
@NarayanSend 2 ай бұрын
Ajira video bahut bhala
@hemantakantaNaik-u8x
@hemantakantaNaik-u8x 2 ай бұрын
Thanks Jayanti sister 🎉🎉🎉🎉🎉
@chaitanyasahoo8971
@chaitanyasahoo8971 2 ай бұрын
Very good bhauni,
@mitunadas7052
@mitunadas7052 2 ай бұрын
Super mo geli bhauni 🙏🙏🙏🙏
@TanujaMishra-gf5cj
@TanujaMishra-gf5cj 2 ай бұрын
Good ...bjp ku vote deithiba andhavakta mananka madhya ru pasteiba arambha
@sradhamihir5552
@sradhamihir5552 2 ай бұрын
😅😅
@PrakashBehera-n5m
@PrakashBehera-n5m 2 ай бұрын
Aji video ti vala lagila dil se salute
@jaminikanta1617
@jaminikanta1617 2 ай бұрын
ଏହି ପରି ଚିନ୍ତାଧାରା ରଖ, କୌଣସି ପାର୍ଟି କୁ ସମର୍ଥନ କରନାହିଁ। ସମସ୍ତେ ତୁମକୁ ଭଲ ପାଇବେ ।
@HappyNayak-dx5qm
@HappyNayak-dx5qm 2 ай бұрын
Aji tama katha suni khushi lagila thanks
@AyushPattnaik-u8x
@AyushPattnaik-u8x 2 ай бұрын
BJP ro life kom time nice vedio medam 😂😂
@apartimoharana2763
@apartimoharana2763 2 ай бұрын
ଜାଲ କଥା ଠିକ ମୁ ମଧ୍ୟ ବହୁ ପୂର୍ବରୁ କହିଛି ଅପମାନିତ କରିବା ସକାଶେ ମୋହନ ସାର ଙ୍କୁ ଗାଦିରେ ବସାଇ ଛନ୍ତି. ପ୍ରମାଣ ମୁଖ୍ୟ ମନ୍ତ୍ରୀ ଜାନୁ ନାହାନ୍ତି ଅନ୍ୟ ମନ୍ତ୍ରୀ ମାନେ ଘୋଷଣା କରୁଛନ୍ତି. ତେବେ କୁହନ୍ତୁ ମନ୍ତ୍ରୀ😅 ମାନେ କଣ ମୁଖ୍ୟ ମନ୍ତ୍ରୀଙ୍କ ଉପରେ?
@kalpalataprusty4963
@kalpalataprusty4963 2 ай бұрын
Many many thanks Jayanti Madam
@lakshmidharnayak3328
@lakshmidharnayak3328 2 ай бұрын
Thank u for your daring speech. God bless you madam
@DevendraGaya
@DevendraGaya 2 ай бұрын
Jay jaganath ❤❤❤❤❤❤❤❤❤
@sharatkumar7381
@sharatkumar7381 2 ай бұрын
bahut bahut bhala lagila VDO, kathara nirvikata kahibara saili sabu kichhi thik thak achhi
@sibajisahu2294
@sibajisahu2294 2 ай бұрын
Veri good Nani
@Suresh_Asst_Teacher
@Suresh_Asst_Teacher 2 ай бұрын
ଗେହୁ ଶବ୍ଦ ର ଅର୍ଥ କେଉଁ ଅଭିଧାନ ରେ ମିଳିବ ଟିକେ କହିବେ।।।। ଭଉଣୀ।।
@madhurihembram8234
@madhurihembram8234 2 ай бұрын
She is a professor in odia.
@ChandanKumar-gh6lr
@ChandanKumar-gh6lr 2 ай бұрын
Amo ade bhai aso...chhoto pila ku chideila pore....next word genhu hi baharibo😂😂
@dewansoren8426
@dewansoren8426 2 ай бұрын
Madam, salute apana Rajanitiru urdhare rahi nirapexya news anantu odisha basi apananka pachhare rahiba. 👌🏼
@sayedfaruquealictc1255
@sayedfaruquealictc1255 2 ай бұрын
ଭାଜପା ସରକାର ଙ୍କ ଡବଲ ଇଞ୍ଜିନ ଶାସନ କାଳରେ ଏପରି ଦଶା ପ୍ରାୟ ସବୁ ରାଜ୍ୟ ରେ ଦେଖିବାକୁ ମିଳୁଛି। ପରିବର୍ତ୍ତନ କଲେ କିଛି ଲାଭ ହେବ ନାହିଁ। ସେଥିପାଇଁ ସଠିକ ପରିବର୍ତ୍ତନ କରିବା ଦରକାର।
@jitendrabeura9584
@jitendrabeura9584 2 ай бұрын
Very good jayanti.... Tumaku dhanyavaad ebe deuchhi.. Ebe khusi laguchhi .iswar Tumara mangal karantu
@sanjaynath6217
@sanjaynath6217 2 ай бұрын
ଏବେ ଜାଣିଲେ କି ମୋହନ ମାଝି ସରକାର ରେ ଏତେ ସବୁ ଘଟଣା ପରେ ଯେଉଁ କେସ ଥାନା ବାଲା ବୁଝି ବା କଥା ସେ କେସ ଜିଲ୍ଲାପାଳ ବୁଝିବ
@PrapadGandh
@PrapadGandh 2 ай бұрын
A ମି ଛୁ ଆ ସରକାର ଲାଛ କାଇଛି ସେ ତ ତେ କେତେଲାଛ ଦେଇଲେ ବି ଜେ ପି ବାଲାପାଡ଼ୁ ବିଡିଅ କରିବାକୁ ସେତେବେଲେ ପାଡ଼ୁ ପାଡ଼ୁ ଅଉତିଲୁ ତୁ ସପ ଟ ନକରି ସବୁକୁ ଜେବି ବୁଲକଲା ତାକୁବିଡିଅ କର ଜେ ତତେ ପଇସା ଦଉଛି ତା ସପ୍ଟ କଉଛ ଆ ମେ ତବିଡ଼ିଅ କୁ ସପ୍ ଟ କରୁତିଲୁ ଲାଇକ ବିକରୁଛୁ ଗରର୍ବ କରୁଛୁ ଧନ୍ୟବାଦ
@jaduhembram3201
@jaduhembram3201 2 ай бұрын
ଆଜି ଠିକ୍ କଥା କହିଲ କିନ୍ତୁ ଅନ୍ୟ ଦିନ BJD against ରେ କହୁଥିଲ😂😂
@sarojallinone9634
@sarojallinone9634 2 ай бұрын
Hats up jayanti mem👍
@friend9449
@friend9449 2 ай бұрын
ଧନ୍ୟବାଦ
@GeetajiBehera
@GeetajiBehera 2 ай бұрын
Right❤🎉
@saratkumarsahoo1595
@saratkumarsahoo1595 2 ай бұрын
ହଁ ସତକଥା କହିଲ ଭଉଣୀ କିନ୍ତୁ ଆମ ସରକାର ଅନ୍ଧ ଆଖି ଫୁଟିଯାଇଛି କାହିଁକି ନା ରାଜ୍ୟପାଳ ପୁଅ ଏମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକେଇଦେଇ ଝାଡ଼ଖଣ୍ଡ ପଳେଇଲା ତାକୁ ସରକାର ନିଜେ ବିଦା କରିଦେଲେ ଇଏ ହଉଛି ଅତି ଅନ୍ୟାୟ
@rupaymarandi8326
@rupaymarandi8326 2 ай бұрын
Very good medom I hurtly supported you ❤❤❤
@PradiptaDas-sy4jn
@PradiptaDas-sy4jn 2 ай бұрын
ନୁତନ ଶରକାର ମୋହନମାଝି ଗୋଟେମାଇଚିଆଟା ଶେକିଛି ଛୋଡିପାରିଵନି
@arjunmohanta233
@arjunmohanta233 2 ай бұрын
ତୁମର ନୂଆ ସରକାର ରବର ଷ୍ଟାମ୍ପ😮😮😅😊
@gourangapattanayak
@gourangapattanayak Ай бұрын
ବିଜେପି ର ରାଜ୍ଯପଳ ହେଉଛି ହାତବାରିସି ଈଭିଏମ ଟେମ୍ପେରିଙ୍ଗିରେ ହାତ ଅଛୀ
@mamatakumari3338
@mamatakumari3338 2 ай бұрын
ଠିକ୍ କଥା ତ ଡରୁଛନ୍ତି ଆମ ରାଜ୍ୟର ର ନୂଆ ମୁଖ୍ୟ ମନ୍ତ୍ରୀ
@kumarbhoi9516
@kumarbhoi9516 2 ай бұрын
ଭବିସତ୍ ବାଣୀ କହୁଥିଲ ସର୍ କାର ମାନଙ୍କୁ ନେଇକରି ଏବେ କୁହ ଗୁଣ୍ଡାରାଜ୍ ର ଭବିସତ ଭାଉଜ❤❤❤❤❤
@adamchandrapanda4540
@adamchandrapanda4540 2 ай бұрын
Really this bravy lady is real odiya as per odiya ashmita. Iam always with you.
@ArunGaud-ov9gh
@ArunGaud-ov9gh 2 ай бұрын
Very good message
@RadhanathSingh-wc8rj
@RadhanathSingh-wc8rj 2 ай бұрын
Jai jagannath odisha mayurbhanj badasahi dukura
@gyanaranjannayak7648
@gyanaranjannayak7648 2 ай бұрын
Sister jete chilaile kan heba.kahinkina se Governor nka pua.
@PitamberSahoo-cl3el
@PitamberSahoo-cl3el 2 ай бұрын
U r right Madam, many many thanks
@ManashMalik-in1fj
@ManashMalik-in1fj 2 ай бұрын
ଏବେଟିକ୍ ବାଟକୁ ଆସିଲଧନ୍ୟ ବାଦ୍
@tusardas3006
@tusardas3006 2 ай бұрын
Salute to you mam. Raise your voice.
@UpendraBag-fs5nl
@UpendraBag-fs5nl 2 ай бұрын
ଆଦିବାସୀ ଓଡିଶା ବାସି ମରେଇ ହୁଅ
@gadadharbehera2520
@gadadharbehera2520 2 ай бұрын
ବଡ ଘର ଲୋକ, ରାଜ୍ୟ ପାଳ ପୁଅ ‌ତାଙ୍କୁ ହାତ କଡି ଲଗାଇବ କେମିତି
@alokrout2918
@alokrout2918 2 ай бұрын
Good madichalantu 👍🙏
@hemanandkujur9877
@hemanandkujur9877 2 ай бұрын
Very nice Thanks but what is gehu ?
@ranjankumarmahanta984
@ranjankumarmahanta984 2 ай бұрын
Jayanତି ଭାଉଜ ସେଥୀ ପାଇଁ ତମକୁ ବି ପଲିଶ ଥାନା କୁ ନେଇ ଯାଇ ଥିଲେ 😢😢😢😢। 😂😂😂😂
@ganeshbaboo6067
@ganeshbaboo6067 2 ай бұрын
Dhanyabad
@samirpattanaik7789
@samirpattanaik7789 2 ай бұрын
EXTRAORDINARY STATEMENT. WELCOME
@PradeepKumarBehera-or9ee
@PradeepKumarBehera-or9ee 2 ай бұрын
Very good madam 🙏🙏🙏👍👍👍
@pratapkumarsahu1505
@pratapkumarsahu1505 2 ай бұрын
କିଛି ପଦକ୍ଷେପ ନ ନେଲେ, ସମସ୍ତେ ଅନ୍ୟାୟ କରିବେ
@mrutyunjayarout1107
@mrutyunjayarout1107 2 ай бұрын
Best my odia lady 👍 really best
@rameshmohanty-fw7jf
@rameshmohanty-fw7jf 2 ай бұрын
Very gud
@damupatra-e2y
@damupatra-e2y 2 ай бұрын
ଏ ହେଉଛି ଡିଜିଟାଲ ଓଡିଶା ବଡ଼ବଡିଆ କାଗଜ ଜଲଜଲ ଦେଖାଯିବ ଭଉଣୀ, ଆମ ଧୂଳିମୁଣ୍ଡିଆକୁ କାଗଜ କୁ ସ୍କାନ ନକରିଲେ କେମିତି ହବ ଭଉଣୀ ଏ ହେଉଛି ଡିଜିଟାଲ ଇଣ୍ଡିଆ
@BasantaBehera-gl3li
@BasantaBehera-gl3li 2 ай бұрын
ଆଗକୁ ଆହୁରି ହବ ପରିବର୍ତ୍ତନ ଛୋଡ଼ିଚୁ ବା ଏବେ କଣ ଫାତୁଚି
@jagannathmarandi2051
@jagannathmarandi2051 2 ай бұрын
ମାଡାମ ଗେହୁ ମାନେ ବୁଝି ପାରିଲି ନାହିଁ ଟିକେ ଜଣେଇବେ କି?
@Babaphakiryoutube
@Babaphakiryoutube 2 ай бұрын
ତୁମେ ବହୁତ୍ ଭଲ ଖବର ଛାଡ଼ କିନ୍ତୁ ଖରାପ ଭାଷା ଲେଖିଲ ହୃଦୟକୁ ବାଧିଲା ତୁମେ କିଛି ଜାଣି ସାରୀ ଭିଡ଼ିଓ କଲେ ଭଲ ଏ ଅଫିସର ପାଣ୍ଡୁ ର ପାଦ ଚଟା କୁକୁର ପରୀ ବୁଡ ପାଇଁ କାମ କରୁଥିଲା ରାଜ ଭବନ ଖବର ଦେଉଥିଲା ତାଙ୍କୁ କଣ ଦରକାର୍ କୁହ ତୁମେ
@bibhuprasadsenapati1848
@bibhuprasadsenapati1848 2 ай бұрын
Tume kahuchh Aame bahar loknk tharu maada khai ghare basiba .
@Babaphakiryoutube
@Babaphakiryoutube 2 ай бұрын
@@bibhuprasadsenapati1848 ଯିଏ ଭୁଲ୍ କଲା ସେ ମାଡ଼ ଖାଇଲା ଗୋଟେ ଅଫିସର ମାଡ଼ ଖାଇଲା ଏତେ ହୋ ହାଲା ଓଡ଼ିଶା ବାହାରେ କେତେ ଦାଦନ ଶ୍ରମିକ ମାଡ଼ ଖାଉଛନ୍ତି ତାଙ୍କ ପାଇଁ କହିବା କେହି ନାହିଁ
@Babaphakiryoutube
@Babaphakiryoutube 2 ай бұрын
@@bibhuprasadsenapati1848 ଗାନ୍ଧୀ କହିଥିଲେ ମାଡ଼ ଖାଅ ଗୁଲାମ ଗିରି କର ନାହିଁ ତାମିଲ୍ କଥାରେ ଗୁଲାମ୍ ଗିରି କରିଲେ ମାଡ଼ ଖାଇବ
@SatyaramBarla
@SatyaramBarla 2 ай бұрын
Very good
@LaxmanLaxman-mq3pp
@LaxmanLaxman-mq3pp 2 ай бұрын
❤ very good madam
@mdsamiwalaansari2878
@mdsamiwalaansari2878 2 ай бұрын
Argus news kon karuchi
@Socialawrenes
@Socialawrenes 2 ай бұрын
ସ୍ୱର ଉତୋଳନ ମହିୟସୀ ଙ୍କ ଲକ୍ଷଣ
@kalpatarugauntia2942
@kalpatarugauntia2942 2 ай бұрын
ହାଣ୍ଡିଆ ବିକିବାକୁ ଯାଇଥିଲେ ପୁଣି ଆସିଲେ କଥା କହିବାକୁ ତତେ କିଏ ଗେହୁ
@umakantabehera7734
@umakantabehera7734 2 ай бұрын
Very good madam
@CANdYK9._.47K
@CANdYK9._.47K 2 ай бұрын
Good 👍 suggest
@dhanurjabesan276
@dhanurjabesan276 2 ай бұрын
ମୋହନ ମାଝୀ ସରକାର ଭୟାଲୁ ଡରୁଆ ଅଟେ ସେଥି ପାଇଁ ତାଙ୍କ ସାମନାରେ ସମ୍ପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ,
@santaliofficial3333
@santaliofficial3333 2 ай бұрын
Thanks
@LaxmanMohapatra-ys7cn
@LaxmanMohapatra-ys7cn 2 ай бұрын
Thanks madam.
@NARENDRAJena-rp4ky
@NARENDRAJena-rp4ky 2 ай бұрын
Very very thank you
@hiralalofficial5003
@hiralalofficial5003 2 ай бұрын
ଆଜି ମାନିଗଲି ରେ । ମାଡ଼ି ଚାଲ ।।।।।।।
@duryodhanbarik4824
@duryodhanbarik4824 2 ай бұрын
Very very good decisions didi
@mralingi2082
@mralingi2082 2 ай бұрын
କଳାକାର ଧଳାକାର ସବୁ ଜାକ ଏକାକାର।
@MinantaMajhi-nl2pe
@MinantaMajhi-nl2pe 2 ай бұрын
ଆମ୍ବ ଗଛର ଆମ୍ବ ନାହିଁ ଟେକା କାହିଁକୀ ମାରିବ ଓଡିଶା ବାସିଙ୍କୁ BJP ସରକାର ପ୍ରେମ ନାହିଁ ଆଇନ କରିବ କେମିତି . ତେଣୁ ଜୟନ୍ତି ତମର କହିବା ବହୁତ ବଲ ଲାଗିଲା କହିଚାଲ ବିଡିଓ ବନାଅ ବାସଣ ଦିଅ
@sudarsanmallick6250
@sudarsanmallick6250 2 ай бұрын
ଧନ୍ୟ ବାଦ ଭଉଣି
@surajmohakud-pd8fw
@surajmohakud-pd8fw 2 ай бұрын
Very nice madam
@Bismaya491
@Bismaya491 2 ай бұрын
ଗେହୁ ଶବ୍ଦ ର ମାନେ ଗିହା ଳିଆ
@PRAKASHBISOI2003
@PRAKASHBISOI2003 2 ай бұрын
2nd view of your video ❤
@surajmistri206
@surajmistri206 2 ай бұрын
Nice 👍👍👍👍👍
@naratampradhan4440
@naratampradhan4440 2 ай бұрын
Thank you Madam
@sarojnayak9283
@sarojnayak9283 2 ай бұрын
Jai ho u r right
My Daughter's Dumplings Are Filled With Coins #funny #cute #comedy
00:18
Funny daughter's daily life
Рет қаралды 30 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 31 МЛН
Every parent is like this ❤️💚💚💜💙
00:10
Like Asiya
Рет қаралды 26 МЛН
BJD, Congress Target BJP Govt Over Subhadra Scheme
7:39
Odisha Sambad
Рет қаралды 466 М.
My Daughter's Dumplings Are Filled With Coins #funny #cute #comedy
00:18
Funny daughter's daily life
Рет қаралды 30 МЛН