ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କେତେଦିନ ଶାସନ || How long will Odisha Chief Minister | new odisha cm

  Рет қаралды 612,391

mahima vastu seva

mahima vastu seva

Күн бұрын

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କେତେଦିନ ଶାସନ ||How long will Odisha Chief Minister ||new odisha cm
#naveenpatnaik
#HowlongwillOdishaChiefMinister
#narendramodi
#mohanmajhi
#odishacm
#newgovernment
Join this channel to get access to perks:
/ @mahimavastuseva

Пікірлер: 350
@kailashrana5820
@kailashrana5820 3 ай бұрын
ବହୁତ ଗୁଡିଏ ତଥ୍ୟ ସଙ୍ଗ୍ରହ କରିଥିବାରୁ ଧନ୍ୟବାଦ ।କିନ୍ତୁ ଏ ଯେଉଁ ଭବିଷ୍ୟତ କଥା କହୁଛନ୍ତି ,ସେଥିରୁ ନିବୃତ୍ତ ରହିଲେ ଭଲ ।ଆପଣ ନିଜର ଭବିଷ୍ୟତ କଣ ଏବଂ ଅତୀତ କଣ ଥିଲା ଜଣାନ୍ତୁ ।
@Jagannath989
@Jagannath989 3 ай бұрын
ଜୟ ଜୟ ଗୁରୁ ମହିମା ଅଲେଖ ଶରଣ
@mahimavastuseva
@mahimavastuseva 3 ай бұрын
ଶ୍ରୀଗୁରୁ ମହିମା ଅଲେଖ ଶରଣ ଶରଣ
@PrasanDash-sz9gu
@PrasanDash-sz9gu 3 ай бұрын
​@@mahimavastuseva😅
@sunakarpradhan2466
@sunakarpradhan2466 3 ай бұрын
ମୁଁ ଜାତିବାଦରୁ ଉର୍ଦ୍ଧରେ ମଣିଷ ଏକ 🎉🎉🎉
@babunamallick5594
@babunamallick5594 3 ай бұрын
ଶ୍ରୀ ଗୁରୁ ମହିମା ଅଲେଖ ଶରଣ , 🙏
@mahimavastuseva
@mahimavastuseva 3 ай бұрын
ଅଲେଖ ମହିମା ଶରଣ ଶରଣ ଶରଣ
@KEONJHAR-MSWBABU
@KEONJHAR-MSWBABU 3 ай бұрын
ଜୟ ମହିମା 🙏🙏🙏🙏
@pravakaramalik2215
@pravakaramalik2215 3 ай бұрын
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ଭବିଷବାଣୀ ପ୍ରଚାର କରିଥିଲେ ଭଲ hoithanta
@mahimavastuseva
@mahimavastuseva 3 ай бұрын
ତାହା ତାଙ୍କ ଜାତକ କିମ୍ବା ଜନ୍ମ ସମୟ ମିଳି ଥିଲେ କହି ହୋଇଥାନ୍ତା ଉଚକୁ ଯିବେ ବୋଲି
@tankadharmishra1870
@tankadharmishra1870 3 ай бұрын
Mahima alekh
@mahimavastuseva
@mahimavastuseva 3 ай бұрын
@tankadharmishra1870 ଅଲେଖ ଶରଣ
@padlamkhorra
@padlamkhorra 2 ай бұрын
🙏🙏🙏ଅଲେଖ ମହିମା ଶରଣ 🙏🙏🙏🌹
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@GopabandhuPradhan-ud4ph
@GopabandhuPradhan-ud4ph 23 күн бұрын
Jay jagannath❤
@GopabandhuPradhan-ud4ph
@GopabandhuPradhan-ud4ph 23 күн бұрын
Jay jagannath❤
@papukabi9781
@papukabi9781 3 ай бұрын
ଯାହା ଭାଗ୍ୟରେ ଥିବ ସେଇଆ ହେବ,, ଉପର ଵାଲା ସବୁ ଜାଣିଛନ୍ତି,, ଆଉ ସବୁ ବେକାର କଥା,,,
@mahimavastuseva
@mahimavastuseva 3 ай бұрын
ସବୁ ବେକାର କଥା ନୁହେଁ ଯାହା ବୁଝିଛନ୍ତି ତାହାହିଁ ଠିକ୍ ଆମେ ଯାହା କରିବା ଆମରି କର୍ମ ଫଳ ଆମକୁ ଭଗବାନ ଦେବେ ।ଭଗବାନ କିଛି ନିଅନ୍ତି ନାହିଁ କିଛି ଦିଅନ୍ତି ନାହିଁ ଆମ ଫଳ ଆମେ ଭୋଗିବା
@saratchandramohapatra122
@saratchandramohapatra122 2 ай бұрын
Thanks for collection of such information
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@apartimoharana2763
@apartimoharana2763 3 ай бұрын
ମହିମା ଅଲେଖ ଶରଣ 🙏🙏🙏
@Kamalakanta37
@Kamalakanta37 3 ай бұрын
ମହୋନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଓଡ଼ିଶାବାସୀଙ୍କର ଇଛା ନଥିଲା | ତାଙ୍କୁ ନିଜର ସ୍ୱାର୍ଥ ହାସଲ କରିବାପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ମନ୍ତ୍ରୀ କରିଛନ୍ତି ।
@mahimavastuseva
@mahimavastuseva 3 ай бұрын
ଏହା ଠିକ୍ ହୋଇପାରେ ନଚେତ୍ କେତେ କେତେ ଟାଣୁଆ ନେତା ଥାଇ ଏ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ କିପରି ।ତାଙ୍କର ଗ୍ରହ ଚକ୍ର କହିଛି ହେବ କିନ୍ତୁ ବହୁ ଯନ୍ତ୍ରଣା
@sanjayachandrasahoo169
@sanjayachandrasahoo169 2 ай бұрын
Right Bhai
@JitendraMajhi-wo2ex
@JitendraMajhi-wo2ex 2 ай бұрын
Are batra tu kn bhabisya data je comment koruchhu
@laxmidharabarik5248
@laxmidharabarik5248 2 ай бұрын
Governor's pua ta Ghara kale b kichhi xati habani. Jaha kale se jati shrestha. Epican pratha. Avijoga sunuchhi. ha..........dandikari machha
@mahimavastuseva
@mahimavastuseva 2 ай бұрын
ସମୟକୁ ଅପେକ୍ଷା
@gopalkrishnapattnaik5313
@gopalkrishnapattnaik5313 2 ай бұрын
Mr Mohan Majhi will continue.for five years or more in Odisha.
@mahimavastuseva
@mahimavastuseva 2 ай бұрын
ପ୍ରଭୁ ତାହାହିଁ କରନ୍ତୁ ମାୟା ଜାଲରେ ନ ପକାନ୍ତୁ
@nalinikanatmalik3004
@nalinikanatmalik3004 3 ай бұрын
ମହିମା ଅଲେଖ ଶରଣ ବାବା 🙏🙏🙏🙏🙏❤️❤️❤️
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@gajendranayak3919
@gajendranayak3919 3 ай бұрын
ସମସ୍ତଙ୍କ କଥା ଏବଂ ମନ୍ତବ୍ୟ କୁ ମୋର ହାର୍ଦିକ ଶୁଭେଚ୍ଛା. ଧନ୍ୟବାଦ. ଜୟ ଜଗନ୍ନାଥ.
@mahimavastuseva
@mahimavastuseva 3 ай бұрын
ଆପଣଙ୍କ କମେଣ୍ଟ କୁ ସାଧୁ ବାଦ
@subhashchandrapadhi7177
@subhashchandrapadhi7177 3 ай бұрын
TRUTH,LOVE, CLEAN MOTIVE WILL WIN FOR EVER.NOTHING TO SUSPECT
@AntaryamiMohanty-pu9sb
@AntaryamiMohanty-pu9sb Ай бұрын
Befre Assembly election of Odisha Apana kouthi thile,Primary teachers hei app perhaps,
@niranjangopal2497
@niranjangopal2497 Ай бұрын
ଆପଣ ଭିଡିଓ ର ସ୍କ୍ରିପ୍ଟ ଠିକ୍ ନାହିଁ ଆଜ୍ଞା କାହିଁକି ଲେଖିଲେ ଅଲଗା କହିଲେ ଅଲଗା ଆପଣ ଙ୍କ ଭିଡିଓ ରେ ଲେଖି ଥାଆନ୍ତା ଓଡିଶାରେ ମୁଖ୍ୟ ମନ୍ତ୍ରୀ ଙ୍କ ରାଶି ଅନୁସାରେ କିଏ କେତେ ଦିନ ଶାସନ କରି ଛନ୍ତି ଲେଖି ବାର ଥିଲା ଏଭଳି script ଭୁଲ କରିବେ ନାହିଁ ଆଜ୍ଞା
@s.mohapatra-i1k
@s.mohapatra-i1k 2 ай бұрын
😂😂😂😂😂 ଆଦ୍ରା- ମିଥୁନ ରାଶି ମୋର ମଧ୍ୟ
@mahimavastuseva
@mahimavastuseva 2 ай бұрын
ଆପଣଙ୍କର ଏକା ନୁହେଁ କୋଟି କୋଟି ଲୋକଙ୍କର ଅଛି
@RajkishoreJena-y2q
@RajkishoreJena-y2q 2 ай бұрын
ଦେଖାଯାଉ ଆଗକୁ କଣ ହେଉଛି
@AmitSingh-cf4jj
@AmitSingh-cf4jj 3 ай бұрын
ଜୟ ଗୁରୁ ମହିମା ଅଲେଖ ଶରଣ🙏🙏🙏
@SatyabrataRout-z1u
@SatyabrataRout-z1u 3 ай бұрын
Tu mo janmatarokha ne mu to gandi marebi
@krushnajani3224
@krushnajani3224 3 ай бұрын
ଅଲେକ ମହିମା ସରଣମ୍ ❤
@pranatisamantaray144
@pranatisamantaray144 3 ай бұрын
Only 2months
@Reenabehera0
@Reenabehera0 3 ай бұрын
Guru mahima alekha nku koti koti pranam Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@subashsamal3730
@subashsamal3730 2 ай бұрын
Nabin Babu jindabad
@rushinayak5830
@rushinayak5830 3 ай бұрын
ମହିମା ଅଲେଖ ବାବା ଆଗରୁ କେଉଁଠି ଥିଲା? Like share କଥା କରୁଚ।
@naraharisahoo4484
@naraharisahoo4484 3 ай бұрын
Katha.kuadu.asila
@KarunakarNayak-xz1is
@KarunakarNayak-xz1is 16 күн бұрын
Jay sri ram
@AkhayaKumarDas-v7z
@AkhayaKumarDas-v7z 11 күн бұрын
Mohan sarakara kete Dina rahibe kahiparibaki mausa
@mahimavastuseva
@mahimavastuseva 10 күн бұрын
Mohan sarakar jete din rahithaantu ସେଥିରେ ଆମର କଣ ଯାଏ ଆସେ ।ଆମେ କର୍ମ କରିବା ।କର୍ମ ବ୍ୟତୀତ କିଛି ନାହିଁ ।ଆମର କୌଣସି କର୍ତ୍ତବ୍ୟ ନାହିଁ ।ଆମେ ସବୁ ସରକାର ସମୟରେ ଖାଲି ଶୋଷଣ ହେବା ।ସୁଭଦ୍ରା ଆସିଲା ତେଲରେ ୨୦ ବଢିଲା ।କ୍ଷୀର ପ୍ୟାକେଟ ୫୦ ମିଳି କମିଲା ୨ ଟଙ୍କା ବଢିଲା ।ଲୋକ ମାନେ ପ୍ୟାକେଟ କିଣିଲେ କିନ୍ତୁପରିମାଣ ଦେଖିଲେ ନାହିଁ ।ମୋହନ ରହିଲେ କେତେ ନ ରହିଲେ କେତେ ?
@sarojkumar.panda493
@sarojkumar.panda493 17 күн бұрын
Mohan Majhi kebe Jae rahibe kahilani ta? Titel gote katha kahuchi au tame au gote katha kahucha
@RenukaNanda-w3r
@RenukaNanda-w3r 12 күн бұрын
Kalakarvata kyonahimila 2o22me verificationhua certificat.
@mahimavastuseva
@mahimavastuseva 12 күн бұрын
କିଛି ବୁଝି ହେଲା ନାହିଁ
@Brajarajmadala
@Brajarajmadala 3 ай бұрын
ଫାଲତୁ ସମୟ ନଷ୍ଟ
@kshyamanandakhandai7372
@kshyamanandakhandai7372 23 күн бұрын
Mohanbabu sabu badaleideuchha mora gotiye nibedan rakha cabinetre pass karidiantuna MLA MP manankara minimum qualification tike stira karantu. Murka jadi mukshyamantri hebe tebe desha kemiti chaliba.
@mahimavastuseva
@mahimavastuseva 23 күн бұрын
ଆମେ କୁକୁରକୁ ନେଇ ବେଡ଼ରେ ଶୁଆଇ ଦେଲେ ସେ କଣ ମନା କରିବ?
@kalandicharanpati9785
@kalandicharanpati9785 10 күн бұрын
Speak about CM Mohan Majhi. Don't waste time of all.
@birendrarana1239
@birendrarana1239 2 ай бұрын
Alekha mahima
@hemantajena8112
@hemantajena8112 3 ай бұрын
🎉
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@gita_sara
@gita_sara 2 ай бұрын
Jay baba
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@ramanikantamishra783
@ramanikantamishra783 3 ай бұрын
Please direct indicated the how long he will be continued as chiefminister not to report any faltu news
@gobindnayak7219
@gobindnayak7219 3 ай бұрын
Jay Guru Saranam.🌹🌹🙏
@indianeducation3402
@indianeducation3402 3 ай бұрын
କେତେଦିନ ନୂଆ ମୁଖ୍ୟମନ୍ତ୍ରୀ କହିଲ ନାହିଁ।ଭଣ୍ଡ ଜ୍ୟୋତିଷ
@girijaprasadmohanty4977
@girijaprasadmohanty4977 3 ай бұрын
ୟେ ଜଣେ ବାହାରିଲେ ଠକ
@harashchandraswain
@harashchandraswain 2 ай бұрын
Jay Sri Ram Jai Rahul Gandhi ❤❤
@kartiknath3162
@kartiknath3162 Ай бұрын
Baba a katha jane highschool chhua mobile re sarch kari kahideba. Ethire nua kathakana achhi.
@mahimavastuseva
@mahimavastuseva Ай бұрын
ଯାହା କହିଲେ ପୁରା ପୁରି ଠିକ୍ ଜଣେ ଚତୁର୍ଥ ଶ୍ରେଣୀ ପିଲା ମଧ୍ୟ net ସର୍ଚ୍ଚ କରି ବାହାର କରିପାରିବ ।ଆପଣଙ୍କ ମତାମତକୁ ସ୍ବାଗତ ।
@niranjanmaharana368
@niranjanmaharana368 3 ай бұрын
Mahima alekh saranam.. 🙏🙏🙏🙏🙏
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@AshokPatra-yz3vp
@AshokPatra-yz3vp 2 ай бұрын
Partam Muky mantri master Tila ki Nahi BAL ✅❎🙏🏼🪔 SAHi hai kimti chabo Bo the minstari Toh I will be Happy and prosperous life 🧬🧬🧬🧬 I will be 🧬🪔🙏🏼🪔🪔🙏🏼🪔🪔❎🧬🪔🙏🏼🧬🪔🙏🏼🧬🪔🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@bibhutibhusanmajhi7091
@bibhutibhusanmajhi7091 3 ай бұрын
Topic gote, alochana alaga.
@SurprisedBackpacker-sd6lg
@SurprisedBackpacker-sd6lg 3 ай бұрын
Jay Sri Ram
@BiranchiMaharana-u8r
@BiranchiMaharana-u8r 3 ай бұрын
Mor name anusare rasi kuhantu please
@BasantKumarMishra-ik8tb
@BasantKumarMishra-ik8tb 3 ай бұрын
Apananka ଗଣନା ଅନୁଯାୟୀ ନୂଆ ମୁଖ୍ୟ ମନ୍ତ୍ରୀ କେତେଦିନ ଶାସନ ରେ ରହିବେ।ତେବେ ଆପଣଙ୍କର ଗଣନା ସମ୍ପର୍କରେ ଓଡ଼ିଶା ବାସୀ ଜାଣି ପାରିବେ।
@mahimavastuseva
@mahimavastuseva 3 ай бұрын
ଅଳ୍ପ ଦିନ ପରେ ଦିଆଯିବ ।ପୂର୍ବରୁ ମଧ୍ୟ ଆଭାସ ଦିଆ ଯାଇଛି
@ashwininayak3285
@ashwininayak3285 3 ай бұрын
Max 1 year.
@mahimavastuseva
@mahimavastuseva 3 ай бұрын
ଅନୁମାନ ଭୁଲ ହେଲା ଅଳ୍ପ ଦିନ
@ashwininayak3285
@ashwininayak3285 3 ай бұрын
Mane minimum 6 months.
@sonakshisethi3328
@sonakshisethi3328 2 ай бұрын
BJD man
@ranjankumarsahoo4421
@ranjankumarsahoo4421 2 ай бұрын
ହଇରେ ଭାଡୁଆ ଆମେ କଣ ଜାଣିନୁ କିଏ କେବେ ମୁଖ୍ୟମନ୍ତ୍ରୀ ଥିଲା, ତୁ କଣ ସାଧାରଣ ଜ୍ଞାନ ଦେଉଛୁ ।
@mahimavastuseva
@mahimavastuseva 2 ай бұрын
ଧନ୍ୟବାଦ ବାପା ।
@jayantadas3734
@jayantadas3734 2 ай бұрын
Gk janiba darkar nahi. Exact point discussion karantu
@mahimavastuseva
@mahimavastuseva 2 ай бұрын
ଅପେକ୍ଷା କରନ୍ତୁ ସବୁ ଜଣାଯିବ ଏହା gk ନୁହେଁ ଇତିହାସ
@BabunBabun-h9j
@BabunBabun-h9j 2 ай бұрын
ରାଜ୍ୟପାଳଙ୍କ ପୁଆକିଏ ଓଡ଼ିଶା ରାଜଭବନରେ ରହିବାକୁ କିଏ ଦେଲା ଅଧିକାର ଏଇ ମୋହନ ମଝି
@mahimavastuseva
@mahimavastuseva 2 ай бұрын
Right
@MargasingGadaba
@MargasingGadaba 3 ай бұрын
Mahima alekh saranam
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@AntaryamiSutar-ns8pp
@AntaryamiSutar-ns8pp 3 ай бұрын
Antaryami sutar
@bkdikshit4912
@bkdikshit4912 3 ай бұрын
Baba kan dui thara Nabakrushna Chowdhury CM hele boli kahile !
@mahimavastuseva
@mahimavastuseva 3 ай бұрын
ଦୁଇ ଦୁଇ ଥର କେତେ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକା ନବକୃଷ୍ଣ ଚୌଧୁରୀ ନୁହନ୍ତି
@bijaykumarsamal2185
@bijaykumarsamal2185 3 ай бұрын
Great
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@Subash_Murmu
@Subash_Murmu 3 ай бұрын
କାହାର ଇଛା ହିଁ ନଥିଲା ଜଣେ ମାଂଝି ଲୋକ ମୁଖ୍ୟ ମନ୍ତ୍ରୀ ହେଉ ବୋଲି |କିନ୍ତୁ ଆମେ ମାଂଝି ସାନ୍ତାଳ ସବୁ କରିପାରିବା |
@mahimavastuseva
@mahimavastuseva 3 ай бұрын
ମାଝୀ ସାନ୍ତାଳ କଣ ମନୁଷ୍ୟ ନୁହନ୍ତି ସେମାନେ କଣ ଭଗବାନଙ୍କ ସୃଷ୍ଟିରେ ନାହାନ୍ତି ? କିନ୍ତୁ ମୁଖୟମନ୍ତ୍ରୀଙ୍କ ସମ୍ମାନ ବଞ୍ଚିରହିବାକୁ ଦେବା ଆମର କର୍ତ୍ତବ୍ୟ
@krushnajani3224
@krushnajani3224 3 ай бұрын
ସନ୍ଥ କବି ଭିମଭୋଈ ବି କନ୍ଧ ପରିବାର ରୁ ଆସି ଦୁନିଆଁ କୁ ଈଶ୍ୱରଙ୍କ ଅସ୍ତିତ୍ବ ଉପରେ ମହିମା ଧର୍ମ ଗ୍ରନ୍ଥ ମାନ ରଚନା କରି ଯାଇଛନ୍ତି, ଏହା ମଧ୍ୟ ଅନେକ ଲୋକଙ୍କୁ ଗ୍ରହଣ ଯୋଗ୍ୟ ନଥିଲା। ବ୍ୟକ୍ତିଙ୍କ ପାଖରେ ମାନବିକତା ଓ ଭାଇଚାରା ମହଜୁଦ ଥିବା ଆବଶ୍ୟକ
@priyabratamallik3277
@priyabratamallik3277 3 ай бұрын
Are vai semiti vabani ame semiti vabinu jia vi hau vala sasana karu sia st sc ki general jia kehi hau seba vala kariba darkar 9:08
@anojdhir2889
@anojdhir2889 3 ай бұрын
System ku Jodi thik rokhibe majhi babu... asubidha kichhi nahin.. system bhul kole adua
@naraharisahoo4484
@naraharisahoo4484 3 ай бұрын
Jayajagannatha..
@DibakarPrusty-rb7ry
@DibakarPrusty-rb7ry 3 ай бұрын
ସେହି ସେହି ତାରିଖ ମାସ ମସିହାରେ ଅନ୍ୟ କେହି ବୋଧେ ଜନ୍ମ ହୋଇ ନଥିଲେ
@mahimavastuseva
@mahimavastuseva 3 ай бұрын
ନିଶ୍ଚିନ୍ତ ଜନ୍ମ ହୋଇଥିବେ କିନ୍ତୁ ଲଗ୍ନ ର ଫଳ ଅଲଗା ହେବ ।ରାଜା ରଜକ ମନ୍ତ୍ରୀ ପୁଅ ମାନେ ରଜ ଯୋଗ ଭୋଗିବେ ମନ୍ତ୍ରୀ ପୁଅ ପାଟ ମନ୍ତ୍ରୀ ହେବ ରଜକ ପୁଅ ରାଜା ଘର ରଜକ ହେବ ସମସ୍ତେ ଉଚ୍ଚ ରେ ରହିବେ
@DibakarPrusty-rb7ry
@DibakarPrusty-rb7ry 3 ай бұрын
@@mahimavastuseva ତା ହେଲେ କହି ପାରିବେକି 9/11/1970 ଭୋର୍ 3=15 ମିନିଟ ରେ ମୋର ଜନ୍ମ ସମସ୍ତ ଭଲ ଯୋଗ ଥାଇ ମୁଁ କାହିଁକି ଏତେ କଷ୍ଟ ଭୋଗୁଛି
@chunuramhansdah2525
@chunuramhansdah2525 3 ай бұрын
Khali gandi tankoro joluchhi
@sibasibanandabehera
@sibasibanandabehera 3 ай бұрын
Jay guru mahima 🙏🙏🙏
@mahimavastuseva
@mahimavastuseva 3 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@JyotsnaraniSamal-sy1qk
@JyotsnaraniSamal-sy1qk 3 ай бұрын
Nandine satpathi kuade gale
@mahimavastuseva
@mahimavastuseva 3 ай бұрын
ଆପଣ ବୋଧେ ଶୁଣି ନାହାଁନ୍ତି ।ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୁଇଥର ହୋଇଛନ୍ତି ।
@nirupamapanda8653
@nirupamapanda8653 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🌷 ପ୍ରଭୁ ଙ୍କ ଇଚ୍ଛା ଯାହା ତାହାହିଁ ହେଉଛି ହେବ ଆଗକୁ।
@Vijaykumarmaharana-g4f
@Vijaykumarmaharana-g4f 13 күн бұрын
औम्जयംअलेखमहीमा
@mahimavastuseva
@mahimavastuseva 13 күн бұрын
Alekha mahima saranm
@BinayaMohanty-yq3zb
@BinayaMohanty-yq3zb 3 ай бұрын
ଏ ସିମ ଓଡିଶା ପାଁଇ ଫିଟ ନୁହେଁ ଖୁବ କମ ଦିନ ରହିବେ ଇଡ଼ିଶା ରେ
@mahimavastuseva
@mahimavastuseva 3 ай бұрын
Right
@ChaturbhujaDeheri-sz4fw
@ChaturbhujaDeheri-sz4fw 3 ай бұрын
Mor rashi kuhantusar nam chaturbhuja
@mahimavastuseva
@mahimavastuseva 3 ай бұрын
Nam rasi min heb puni mes ମଧ୍ୟ ହେବ
@chunuramhansdah2525
@chunuramhansdah2525 3 ай бұрын
Hirla marangburu M .C Majhi jitkar
@mahimavastuseva
@mahimavastuseva 3 ай бұрын
କିଛି ଜଣା ପଡ଼ିଲା ନାହିଁ
@iswarchandranaik
@iswarchandranaik 3 ай бұрын
I ❤ adivasi, alekha Mahima saranom
@soumyakishorebarik6605
@soumyakishorebarik6605 3 ай бұрын
🙏🙏🙏
@mahimavastuseva
@mahimavastuseva 3 ай бұрын
ଅଲେଖ ଶରଣ ଶରଣ ଶରଣ
@Himansumajhi-qy3xc
@Himansumajhi-qy3xc 3 ай бұрын
50 eyar sasanakariba tume ji a jahakahile bi sasanakariba eta mo gerenti
@MangalMurmu-gt4wb
@MangalMurmu-gt4wb 3 ай бұрын
Guru alekkha mahima rakha
@saubhagyabiswal4401
@saubhagyabiswal4401 3 ай бұрын
Jay. Jaganath.prabhunkara.echha.
@ravindradas9920
@ravindradas9920 2 ай бұрын
He is very very childish.He should be matured.
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@ashokdash3149
@ashokdash3149 3 ай бұрын
Swagatam mahimababa
@khajurisingh2398
@khajurisingh2398 3 ай бұрын
ମାଘଳ କାଇ lokha ତଥା ବିକ୍ଷା news ଚାନେଲ
@sadanandapadhan7580
@sadanandapadhan7580 3 ай бұрын
Adivasi Desh ku lootanti nahi .
@mahimavastuseva
@mahimavastuseva 3 ай бұрын
କିଏ କହିଲା ଲୁଟନ୍ତି ସେମାନେ ସଚ୍ଚୋଟ
@JyoshnamayeeMishra
@JyoshnamayeeMishra 3 ай бұрын
A. Baba. Jita. Kichi. Janine.
@mahimavastuseva
@mahimavastuseva 3 ай бұрын
ଧନ୍ୟବାଦ
@LaxmikantaMishra-db3mh
@LaxmikantaMishra-db3mh 14 күн бұрын
T̤ṳ m̤a̤g̤i̤h̤a̤
@pramodpradhan4009
@pramodpradhan4009 2 ай бұрын
ପୁରାଣ ଦର୍କାର ନାହିଁ
@mahimavastuseva
@mahimavastuseva 2 ай бұрын
ଇତିହାସ ପୁରାଣ ନୁହେଁ
@mr.subratodiachannel8084
@mr.subratodiachannel8084 3 ай бұрын
Eita ta sabihe janichan tui kana kahuchu
@manojakumarsamal1575
@manojakumarsamal1575 3 ай бұрын
Mahima alekha saranam
@PSV_GAMERZ_77
@PSV_GAMERZ_77 3 ай бұрын
Sate kie
@narendrarout3552
@narendrarout3552 3 ай бұрын
Manhima gosei ka nana nei ebhali udvat Katha kahi mahnima alekhanka namare kalanka na lagaibaku binamra nibedana.Alekha sarana.
@mahimavastuseva
@mahimavastuseva 3 ай бұрын
ଆପଣ ଦୟାକରି କହିବେ କେଉଁଟା ଉଦ୍ଧ୍ ତ କଥା ହେଲା ମୁ ଆପଣଙ୍କୁ ଓ ମହିମା ସ୍ବାମୀଙ୍କ ସମ୍ମାନରେ ଆଞ୍ଚ ଆଣିବାକୁ ଦେବିଁ ନାହିଁ
@AntaryamiSutar-ns8pp
@AntaryamiSutar-ns8pp 3 ай бұрын
Guru.manhima.alekha saran.chifminister.mohan sirnaku.m9 hrudaru.verry.countrulation
@toxicdemongaming3291
@toxicdemongaming3291 2 ай бұрын
tama katha thik rahu nahi
@RameshchandraPrusti
@RameshchandraPrusti 2 ай бұрын
5 sal ke liye mukhymantri rahega Mohan o Baba jhooth Baba hai
@mahimavastuseva
@mahimavastuseva 2 ай бұрын
କେଉଁଠି କୁହା ଯାଇଛି ମୋହନ ମାଝୀ ରହିବେ ନାହିଁ ବୋଲି ? କିଛି ବ୍ୟକ୍ତି ଏହିପରି କହି ତାଙ୍କୁ ଅପମାନିତ କରିଛନ୍ତି
@dwarikanathsutar9583
@dwarikanathsutar9583 3 ай бұрын
He will rule over orissa for ever right is might no right no sit take care your work and words
@rohitinformation6260
@rohitinformation6260 3 ай бұрын
Au karena au
@jagadishchandradas3589
@jagadishchandradas3589 3 ай бұрын
ତମେ କହିବାକୁ କଣ ଆରମ୍ଭ କରି ଥିଲ କୋଉଠି ସରିଲା ଏ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ କାଳ କେତ ବର୍ଷ କିନ୍ତୁ ସେକଥା ନ କହି ୟାଡୁ ସ୍ୟାଦୁ ପୁଲିଏ ଗପିଲେ
@mahimavastuseva
@mahimavastuseva 3 ай бұрын
ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କହିଛି ସମୟ ଆସିଲେ ପୁଣି ଆଲୋଚନା କରିବା ପ୍ରାୟତ ୨୦୨୬ ଶେଷ ବେଳକୁ
@mahimavastuseva
@mahimavastuseva 3 ай бұрын
କହିବାର ଥିଲା ମୁଖ୍ୟ ମନ୍ତ୍ରୀଙ୍କ ଶାସନ କାଳ କେତେ ୧୯୪୬ ଠାରୁ ଆରମ୍ଭ କଲି ୧୯ ମୁଖ୍ୟମନ୍ତ୍ରୀଙ୍କ ଶାସନ କେତେ ଦିନ ଥିଲା
@starssedu5935
@starssedu5935 3 ай бұрын
Ki gyanm
@krishnaengineersconsultant1751
@krishnaengineersconsultant1751 3 ай бұрын
ବେକାର କଥା
@ManaranjanjenaManaranjan-di8rs
@ManaranjanjenaManaranjan-di8rs 3 ай бұрын
K G N RAM G U P I will I love
@mahimavastuseva
@mahimavastuseva 3 ай бұрын
ଧନ୍ୟ ବାଦ
@umeshnayak6698
@umeshnayak6698 2 ай бұрын
କୋଉ ଭାଷାରେ କହିଲେ କେଜାଣି ବିଷୟ ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକାଳ ଜଣାପଡ଼ିଲା ନାହିଁ। କାହିଁକି ଏ ଭକୁଆ title ରଖୁଛନ୍ତି
@mahimavastuseva
@mahimavastuseva 2 ай бұрын
ମୋହନ ମାଝୀଙ୍କ ବିଷୟରେ ଆପଣ ଭାବୁଛନ୍ତି । ଆମ ଓଡ଼ିଶାରେ କିଏ କେତେ ଦିନ ଶାସନ କରିଥିଲେ ଏହା କୁହା ଯାଇଛି ।ମୋହନ ମାଝି ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ଶାସନ କାଳ କହିଲେ ରାଜନୀତି ହୋଇଯିବ ।
@surekhasahu9454
@surekhasahu9454 3 ай бұрын
Jay Alekhmahima
@KabitaBiswal-c7t
@KabitaBiswal-c7t 3 ай бұрын
Baba e sabu Apana ghosiki karibe kan ? Ki faltu katha basi gapuchhanti .
@DusmantaKumar-e7j
@DusmantaKumar-e7j 3 ай бұрын
Jati ki nadekhi kaam ku dekha bakwaas karanahi
@mahimavastuseva
@mahimavastuseva 3 ай бұрын
ଆପଣ ଜାତି ଦେଖନ୍ତୁ ନାହିଁ । ମଣିଷର ବ୍ୟବହାର ଦେଖନ୍ତୁ
@sarbeswarpanda1504
@sarbeswarpanda1504 2 ай бұрын
ତୁ ଗୋଟିଏ ପରମ ଭଣ୍ଡ ଠକ।ବିଷୟ ଲେଖିଲୁ କଣ କହିଲୁ କଣ
@mahimavastuseva
@mahimavastuseva 2 ай бұрын
ମୁଁ ଲେଖିଲି କେତେ ଦିନ ଶାସନ ।କଣ କିଛି ଭୁଲ ଲେଖିଲିକି ? କିଏ କେତେ ଦିନ ଶାସନ ଲେଖା ଅଛି ।କାହାରି ବିଷୟରେ ସମାଲୋଚନା କରିବା ଅର୍ଥ ନିଜ ଉପରକୁ କାଦୁଅ ଫିଙ୍ଗିବା ।ଓଡ଼ିଶାରେ କିଏ କେତେଦିନ ଶାସନ କରିଛନ୍ତି ତାହା କୁହାଯାଇଛି
@jayantadas3734
@jayantadas3734 2 ай бұрын
Loke Tautar kahiba
@mahimavastuseva
@mahimavastuseva 2 ай бұрын
Bhal ku କହିବେ ମନ୍ଦକୁ ମଧ୍ୟ କହିବେ ଏହା ତାଙ୍କର ଜନ୍ମ ଗତ ପ୍ରକୃତି
@dulalmayaproduction3916
@dulalmayaproduction3916 3 ай бұрын
mohan charan majhi ro rajastoh kal kete
@babupatel5249
@babupatel5249 Ай бұрын
Bahut bewafa😅😅😅😅😂😂😂😂
@mahimavastuseva
@mahimavastuseva Ай бұрын
ଅଲେଖ ମହିମା ଶରଣ ଶରଣ ଶରଣ
@padmanavsahoo8432
@padmanavsahoo8432 3 ай бұрын
ଭାଣ୍ଡାମି କୋଉଠିକାର
@pradeepkumaragrawalla8696
@pradeepkumaragrawalla8696 3 ай бұрын
ଇଏ ଗୋଟିଏ ଚୋର ଭଣ୍ଡ ବାବା ଭଣ୍ଡାମୀ କରିବାରେ ଧୁରନ୍ଧର ବିଜେଡି ପାଟି ର ଗୋଟେ ଚମଚା. ସେଥିପାଇଁ ମୋହନ ମାଝୀ କୁଂ ଭ୍ରମ କରୁଚି କିଛି ହେବନାହିଁ ସରକାର ପାଞ୍ଚ ବର୍ଷ ସୁରୁଖୁରୁରେ ଜନତାଙ୍କ ସେବାକରୀବ ଆଗକୁ ଚାଲିବ ମାଡି ଚାଲିବ ଏଥିରେ ତିଳେମାତ୍ର ସନ୍ଦେହନାହିଁ.
@mahimavastuseva
@mahimavastuseva 3 ай бұрын
ମୋହନ ମାଝି ଆମର ମୁଖ୍ୟ ମନ୍ତ୍ରୀ। ତାଙ୍କୁ ଭ୍ରମିତ୍ ଆପଣ ମାନେ କରୁଛନ୍ତି. ,ସେ କିନ୍ତୁ ଭ୍ରମି ତ ହେବ ବ୍ୟକ୍ତି ନୁହନ୍ତି ।ଶାନ୍ତ ସରଳ ପରିବାରରୁ ଆସିଛନ୍ତି ସିଂହ ପରି ଲଢ଼ିବେ ।
Стойкость Фёдора поразила всех!
00:58
МИНУС БАЛЛ
Рет қаралды 2,7 МЛН
Bike Vs Tricycle Fast Challenge
00:43
Russo
Рет қаралды 97 МЛН
Malika About Naveen Patnaik | @SatyaBhanja
5:49
Satya Bhanja
Рет қаралды 347 М.
Conspiracy Against Mohan Within The Party!
25:22
Nirbhay
Рет қаралды 149 М.
Стойкость Фёдора поразила всех!
00:58
МИНУС БАЛЛ
Рет қаралды 2,7 МЛН