Gadei nebu Mo Sansara Ratha ||Real story of a cancer Patient || Dhrubananda Das || Jayashree Dhal ||

  Рет қаралды 699,736

Survibration

Survibration

3 жыл бұрын

ଏ କାହାଣୀ ନୁହେଁ ।।ସତ ଘଟଣା। ଜଣେ ରକ୍ତ କର୍କଟ ରୋଗୀ ଯିଏ କି ଜଣେ କଳାକାରର ନିଜ କଥା। ହ|ରିବାକୁ ଦେବନି ଏ କଳା କାର ଟିକୁ ।ଡକ୍ଟର ଙ୍କ ଚେଷ୍ଠା ଥିଲା କିନ୍ତୁ ଯେଉଁଠି ସେ ବି ହାର ମାନି ଯାଇଥିଲେ ସେଇ ଜଗତର ନାଥ ଜଗନ୍ନାଥ ଆଜି ଆଉ କିଛି ସମୟ ଗଡେଇ ଦେଇଛନ୍ତି ତାଙ୍କ ସୁ ମଧୁର କଣ୍ଠ ରୁ ଭଜନ ଟିଏ ଶୁଣିବାକୁ।।ଅଶାର ଦିଶା faundation ଯାହାର ସହଯୋଗ ରେ ଆଜି ପର୍ଯ୍ୟନ୍ତ ଟାଣି ହୋଇ ଚାଲି ପାରିଛନ୍ତି ଏଇ ଧ୍ରୁବନନ୍ଦ ।ଅତ୍ୟନ୍ତ ଗରିବୀ ରେ ଏ ପରିବାର କୁ ଜଗନ୍ନାଥ ସାହାସ ଶକ୍ତି ଦିୟନ୍ତୁ।।ଆପଣ ମାନଂକ ସହଯୋଗ ଆଶା କରୁଛୁ
♫ CREDITS ♫
♫ Song Name - Gadeinebu Mo Sansara Ratha
♫ Singer - Dhrubananda Das
♫ Lyrics - Rabi Kumar
♫ Music - Jayashree Dhal
♫ Insists by - Narayana Ojha ( Bapu Bhai )
♫ Special Thanks by - Disha Foundation
♫ Recording & Mixing - Survibration (BBSR)
for recording new song call 7008940396
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#GadeinebuMoSansaraRatha
#DhrubanandaDas
#JayashreeDhal
#RabiKumar
#NewJagannathBhajan
#HariliKeteMunJitiliKete
#BapuOjha
#DishaFoundation
#cancerpatient
#hariliketemujitilikete
#harili_kete_mu
#viral odia bhajan
#viral song
#blood_cancer _ patient
#chandikhola singer
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
ହାରିଲି କେତେ ମୁଁ ଜିତିଲି କେତେ
ସବୁର ହିସାବ ଅଛି ତୋ ହାତେ
ଶେଷ ଅନୁରୋଧ ରଖିବୁ କାଳିଆ
ଦୁଃଖି ଜୀବନର କଥା ଦି ପଦ
ମୁଁ ଯେବେ ନ ଥିବି ଏଇ ଦୁନିଆରେ
ଗଡେଇ ନବୁ ମୋ ସଂସାର ରଥ ...
ହେ...ଜଗନ୍ନାଥ ହେ...ଜଗନ୍ନାଥ
***********
କାହିଁକି ଦେଲୁ ଏ ମଣିଷ ଜନମ
ଯନ୍ତ୍ରଣା ରେ ଖାଲି ଜଳିବାକୁ
ମୃତ୍ୟୁକୁ ଆଗରୁ ଦେଖିଦେଲା ପରେ
ନିତି ମରି ହୁଏ ଜିଇଁବାକୁ ...
ହସିଲି କେତେ ମୁଁ କାନ୍ଦିଲି କେତେ
ସବୁର ହିସାବ ଅଛି ତୋ ହାତେ
ଶେଷ ନିବେଦନ ରଖିବୁ କାଳିଆ
ଦେଖେଇ ଦେରେ ପୂଣ୍ୟ ର ପଥ...
ମୁଁ ଯେବେ ନ ଥିବି ଏଇ ଦୁନିଆରେ
ଗଡେଇ ନବୁ ମୋ ସଂସାର ରଥ ..
ହେ...ଜଗନ୍ନାଥ ହେ...ଜଗନ୍ନାଥ
***********
ସଂସାର ମାୟାରେ ଛନ୍ଦିଲୁ ତୁ ଯେବେ
ଲେଖିଲୁ କାହିଁକି ଅଧା ଜୀବନ
ମାୟା ମୋହ ଛାଡି ଯାଇ ପାରୁନି ରେ
କେମିତି ସହୁଚୁ ଚକାନୟନ
ଚାଲିଲି କେତେ ମୁଁ ଝୁଣ୍ଟିଲି କେତେ
ମୋ ଘର ସଂସାର ଲାଗିଲା ତତେ
ଶେଷ ଇଛା ମୋର ତୋ ସ୍ବର୍ଗ ଦୁଆର
ଖୋଲିବୁ ମୋ ପାଇଁ କଳାସାଆନ୍ତ
ମୁଁ ଯେବେ ନ ଥିବି ଏଇ ଦୁନିଆରେ
ଗଡେଇ ନବୁ ମୋ ସଂସାର ରଥ ...
ହେ...ଜଗନ୍ନାଥ ହେ....ଜଗନ୍ନାଥ
***********
✽ Subscribe our Official KZbin Channel -
kzbin.info/door/T_S....
✽ Like us on Facebook -
h​ / drjayashreed. .
/ sur-vibratio​​​. .
LIKE ◆ COMMENT ◆ SHARE ◆ SUBSCRIBE

Пікірлер: 2 100
@deepakkumarsamantaray9933
@deepakkumarsamantaray9933 3 жыл бұрын
ଭଜନ ଶୁଣିବା ଭିତରେ ଆଖି ରୁ ଦୁଇ ଟୋପା ଲୁହ ଆସିଗଲା ବାସ୍ତବ ଜୀବନ କୁ ନେଇ ଜଗନ୍ନାଥ ଉପରେ ଭଜନ ଟି ପ୍ରସ୍ତୁତ କରାଯାଇଛି ତାହା ଶବ୍ଦ ରେ କହିବା ବୋଧେ କମ ହେଇଯିବ ପ୍ରଭୁ ଜଗନ୍ନାଥେ କୃପା କରନ୍ତୁ ଏ ଭାଇ ଙ୍କୁ ଜୟଶ୍ରୀ Madam ଙ୍କୁ ବହୁତ ବହୁତ ଧନ୍ୟବାଦ ଏଇ କିଛି ଦିନ ଖୁବ ସୁନ୍ଦର ହୃଦୟ ଛୁଇଁବା ଭଳି ଜଗନ୍ନାଥ ଙ୍କ ଭଜନ ଉପହାର ଦେଉଛନ୍ତି ଜୟ ପ୍ରଭୁ ଜଗନ୍ନାଥ
@kanhasahu180
@kanhasahu180 3 жыл бұрын
Yes ..Bhai
@maitygoutam2255
@maitygoutam2255 3 жыл бұрын
Hnn Bhai
@anandabehera6180
@anandabehera6180 3 жыл бұрын
Luha rakhi hauni vai
@charuhatei6590
@charuhatei6590 3 жыл бұрын
ଯେତିକି dislikes କରିଛନ୍ତି ସେଇ ଲୋକମାନଙ୍କୁ ମଣିଷପୋଣିଆ ଙ୍କୁ ନମସ୍କାର 🙏
@bilasinimishra650
@bilasinimishra650 3 жыл бұрын
କିଛି ଲୋକ ଙ୍କର କାମ ଅନ୍ୟ କୁ ଇର୍ଷା କରିବା... ସେ ସବୁ କୁ ଦେଖିଲେ ଚଳିବନି...
@The.last.seen.
@The.last.seen. 3 жыл бұрын
Emiti paristitire kehi kebe dislike karibeni kie na janithiba loka like bhabi bhulre emiti heithiba tanka dukha dekhile chhati fati jauchi emiti dukha mu nije paechi au kastata munhi janichi
@prakasparida3184
@prakasparida3184 3 жыл бұрын
Bhai tankara kichi bhul nanhi Ae ta bhagabannkar.bhul. semananku Ahi pari prakruti deichanti.
@ranjankumarsahoo8922
@ranjankumarsahoo8922 3 жыл бұрын
Thik kahile bhai
@laxmipriyabhoi2432
@laxmipriyabhoi2432 3 жыл бұрын
Heart touching song 🎵🎵🎵🎵bhai bhala hoi jibe prabhu samastankara daka suni be🙏🙏🙏🙏🙏
@binapaniacharya3451
@binapaniacharya3451 3 жыл бұрын
Hi
@pabitrachampati5239
@pabitrachampati5239 3 жыл бұрын
ହୃଦୟ କୁ ଛୁଇଁଲା,ଏ ସୁନ୍ଦର ଭଜନ, ଈଶ୍ୱର ସଦା ସୁଖି ରଖନ୍ତୁ ଓ ଆଶିର୍ବାଦ କରିଥାନ୍ତୁ ,ସେ କଣ୍ଠଦାନ କରିଥିବା ଭାଇ ଙ୍କୁ ।ଜୟ ଜଗନ୍ନାଥ ,
@prahalladdeo2724
@prahalladdeo2724 3 жыл бұрын
ଧୁର୍ବନନ୍ଦ ଭାଇଙ୍କ ଅପୁରଣୀୟ ସ୍ୱପ୍ନ କୁ ପୁରଣ କରିଥିବାରୁ ବୋହୁତ ବୋହୁତ କୃତଜ୍ଞତା ଜଣାଉଛି ଜୟଶ୍ରୀ ଅପା🙏🙏
@bkranjanbhai
@bkranjanbhai 3 жыл бұрын
ମୁଗ୍ଧ ହେଲି..ଜୟଶ୍ରୀ ମ୍ୟାଡ଼ମଙ୍କ ପ୍ରୟାସ ଏବଂ ଦିଶା ଫାଉଣ୍ଡେସନ ସହଯୋଗରେ ଆଜି ଜଣେ ଭାଇଙ୍କ ଇଛା ପୂରଣ ହେଇପାରିଛି। ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ🙏
@kshirodbehura3028
@kshirodbehura3028 3 жыл бұрын
As like as suresh wadker voice.god bless you
@subratsenapati6646
@subratsenapati6646 3 жыл бұрын
ଏହି foundetion କୁ କୋଟି କୋଟି ପ୍ରଣାମ🙏🏿❤️❤️❤️👍
@jagannathmahima2023
@jagannathmahima2023 3 жыл бұрын
ମହା ପ୍ରଭୁ ଜଗନ୍ନାଥ କରୁଣାମୟ, ସେ ନିଶ୍ଚୟ କିଛି ଚମତ୍କାର କରିବେ ଆଉ ଆପଣ ଠିକ୍ ହୋଇ ଯିବେ❤️❤️😭 ଜୟ ଜଗନ୍ନାଥ ❤️
@msrsipu2300
@msrsipu2300 3 жыл бұрын
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଆମ ସମସ୍ତ ଙ୍କ ଆୟୁଷ ରୁ ନେଇ ତାଙ୍କୁ ବଞ୍ଚେଇ ରଖନ୍ତୁ 🙏🙏🙏
@aratidas4923
@aratidas4923 3 жыл бұрын
🙏🙏🙏 jagannath tanku bhala karidio.tankara ayeswas badheidio🙏🙏
@rajibgochhayat1011
@rajibgochhayat1011 3 жыл бұрын
Right
@deepaknilam5882
@deepaknilam5882 3 жыл бұрын
👍👍
@deepaknilam5882
@deepaknilam5882 3 жыл бұрын
He Prabhu tanka deho thik karidiantu Tanka song pura feelings ochi 😭😭
@malayaranjanpuhan5118
@malayaranjanpuhan5118 3 жыл бұрын
Nichanta
@Gopitubes
@Gopitubes 3 жыл бұрын
ବହୁତ ସୁନ୍ଦର ଗୀତ।।ହୃଦୟକୁ ଛୁଇଁ ଗଲା।।।🙏🙏🙏😍😍😍ଧନ୍ୟବାଦ ଜୟଶ୍ରୀ madam
@siludas319
@siludas319 3 жыл бұрын
Bahut bhala song so sweet voice tamaku prabhu Jagannath bahut valare rakhantu au khusire rakhantu tame khub jaldi valaheijiba prabhu Jagannath nka upare varasa rakha au samastanka asree bad achhi khub sighra valaheijiba au nua nua song nei puni asiba mo maa bapa Tama gita sunava pare se kandi pakauchhanti au barm bar apanaka gita sunuchhanti mo bapa maa nka asree bad bi achhi mo bapa kahuchhanti apana bahut sighra vala heijibe Au bahut sara gita bolibe apana kandantuni please 🙏🏼🙏🏼 sabubele hasuthantu smil please 😀😀😀😀😁😁😁
@ramakantasahoo169
@ramakantasahoo169 2 жыл бұрын
ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ କରିଦିଅନ୍ତୁ,, ଏତିକି ପ୍ରଭୁଙ୍କ ଶ୍ରୀଚରଣ ରେ ଭକ୍ତିପୂର୍ଣ୍ଣ ନିଦେଦନ,, ଜୟ ଜଗନ୍ନାଥ 🙏
@JayHanuman143.
@JayHanuman143. 3 жыл бұрын
Surbhibration studio ରେ ଯେତେ ଗୀତ ଆସିଛି ସବୁ ହୃଦୟ କୁ ଛୁଇଁ ଯାଉଚି , Jayasree Mam ଆପଣଙ୍କୁ ଧନ୍ଯବାଦ୍, ସେଇ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଆପଣ ଙ୍କ studio ବହୁତ ଆଗକୁ ଯାଉ
@rajibgochhayat1011
@rajibgochhayat1011 3 жыл бұрын
Right
@promodjena7988
@promodjena7988 3 жыл бұрын
Bhala song
@neeladrimedicinestore1379
@neeladrimedicinestore1379 3 жыл бұрын
ସୁଯୋଗ ଦିଆଯାଉ ଏହି ଭଳି ପ୍ରତିଭା ଙ୍କୁ 👍👍👍👍👍👍👍👍👍tq mam... 🙏
@nishikantabirabar1385
@nishikantabirabar1385 3 жыл бұрын
କେତେ ସୁନ୍ଦର ଗୀତ ର ଲେଖା,ପ୍ରତି ପଦ କୁ ଶୁଣିଲେ ଅନ୍ତର ଭିତରୁ ଭାବରେ କାନ୍ଦ ଆସି ଯାଉଛି,ହେ ଜଗନ୍ନାଥ ଟିକେ ଦୁଃଖି ମଣିଷ କୁ କୃପା କର ।ଜୟ ଜଗନ୍ନାଥ 🙏
@litu60
@litu60 3 жыл бұрын
ହୂର୍ଦୟ ସ୍ପର୍ଶି ଗୀତ। ଆପଣଙ୍କ ଶରୀର ଅତି ଶୀଘ୍ର ଭଲ ହେଇଯାଉ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପର୍ଥାନା କରୁଛି।
@Bhaktialaka
@Bhaktialaka 3 жыл бұрын
ଗୀତ,ସଙ୍ଗୀତ ଓ କଣ୍ଠସ୍ୱର ସବୁ ସୁନ୍ଦର ହୋଇପାରିଛି। ସବୁଠୁ ବଡ଼କଥା ହେଉଛି ଏ କଣ୍ଠଶିଳ୍ପୀ ଭାଇଙ୍କ ପାଇଁ ଧଳ ମାଡାମ୍ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସବୁଠାରୁ ପ୍ରଶଂସନୀୟ । -ରଂଜନ ରମାମଣି କ୍ରିଏସନ୍, (ଝାଡ଼ପଡା)ରଣପୁର, ନୟାଗଡ଼
@ramachandrasahoo1356
@ramachandrasahoo1356 3 жыл бұрын
Bhai ranpur ra jhadpada kouthi
@Bhaktialaka
@Bhaktialaka 3 жыл бұрын
Near Tangi- Chandpur
@abinashnmiet
@abinashnmiet 3 жыл бұрын
ଏଥିରେ ବି ଆତ୍ମପ୍ରଚାର !!
@durgamadhab9125
@durgamadhab9125 3 жыл бұрын
ଏ ସ୍ୱର ଶୁଣିଲେ ସତରେ ବହୁତ ଭଲ ଲାଗୁଛି.... ତାଙ୍କୁ ନେଇ ଆଉ 2/4 ଟି ଗୀତ କରନ୍ତୁ 🙏🙏
@Mr-Chintu
@Mr-Chintu 7 ай бұрын
Btw se aau a dunia re nahnati....
@Mr-Chintu
@Mr-Chintu 7 ай бұрын
Tanka life ra aeita last song
@deepakranjancreations1020
@deepakranjancreations1020 3 жыл бұрын
ବହୁତ ବଢିଆ ହେଇଛି ଗୀତଟି... 🙏 ଆମେମାନେ ଠାକୁରଙ୍କ ପାଖରେ ପ୍ରାଥନା କରୁଛୁ କିଛି ଅଲୌକିକ ହେଉ, ଆପଣଙ୍କ ଦେହ ଭଲ ହେଇଯାଉ 🙏 ଜୟଶ୍ରୀ ମାଡାମଙ୍କୁ ମଧ୍ୟ ଅନୁରୋଧ ଏ ଗୀତରୁ ବାହାରୁଥିବା Revenue ସେ ଲୋକଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉ 🙏
@aaentertainment9228
@aaentertainment9228 3 жыл бұрын
ଗୀତ ପୁରା ହୃଦୟସ୍ପର୍ଶୀ ଭାଇଙ୍କ କଣ୍ଠ ଅବିକଳ ସୌରଭ ନାୟକଙ୍କର ଅତିସୁନ୍ଦର 👌 ସୁଯୋଗ ଦେଇଥିବା ବ୍ୟକ୍ତିଙ୍କୁ ଶହେ 🙏 ଭଗବାନ ତମକୁ ଭଲ କରିଦିଅନ୍ତୁ🙏🙏🙏
@arabindabiswal1808
@arabindabiswal1808 3 жыл бұрын
ହୃଦୟକୁ ଆନ୍ଦୋଳିତ କଲାଭଳି ଭାଜନଟିଏ । ବହୁତ ସୁନ୍ଦର ଗୀତ ସଂଗୀତ ଓ କଣ୍ଠସ୍ୱର ମଧ୍ୟ । ସଭିଙ୍କୁ ଶୁଭକାମନା
@swadhinsahoo5736
@swadhinsahoo5736 3 жыл бұрын
Plz Prabhu.. ଏମିତି ବୟସର ଦୁଇପହର ରେ କଣ ପାଇଁ କାହାର ଦିନ ସରେଇ ଦୋଉଚ୍ଚ 😑😑.... ଭାଇ ଙ୍କ ପାଇଁ ସମସ୍ତେ ଜଗନ୍ନାଥଙ୍କ ପାଖରେ ଟିକେ ପ୍ରାର୍ଥନା କରନ୍ତୁ❤️#JAY JAGANNATH 🙇
@debiprasaddas1576
@debiprasaddas1576 2 жыл бұрын
ଭକ୍ତ ଭଗବାନ ଙ୍କ ଭିତରେ ଭାବର ଭଜନ । 😭😭😭⭕‼️⭕🙏🙏
@bipinikumarmuduli958
@bipinikumarmuduli958 3 жыл бұрын
ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶରେ ଏତେ ସୁନ୍ଦର ଗୀତଟିଏ ଶୁଣିବାର ସୁଯୋଗ ଦେଇଥିବାରୁ ଯୟଶ୍ରୀ ଅପା,ଧ୍ରୁବ ଭାଈ, ଆଉ ସମସ୍ତଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ ।ସୁନ୍ଦର ପ୍ରୟାସ ।ଜଗନ୍ନାଥ ଭାଈ ଙ୍କୁ ଆରୋଗ୍ୟ କରନ୍ତୁ ।
@ommkarmohanty8
@ommkarmohanty8 3 жыл бұрын
ସତରେ ଏଗୀତ ଆଖିରୁ ଲୁହ ଝରାଇ ଦେଉଛି l ଭଗବାନ ଧ୍ରୁବଭାଇଙ୍କୁ ଆୟୁଷ ଦିଅନ୍ତୁ l 🙏🙏
@shankarji1991
@shankarji1991 3 жыл бұрын
Sata katha bhai
@shankarji1991
@shankarji1991 3 жыл бұрын
Ape ape akhiru luha asuchi
@rakeshgraphics1914
@rakeshgraphics1914 2 жыл бұрын
Thik katha
@Prasant11
@Prasant11 2 жыл бұрын
Jay Jagannath 🙏
@Abhi-panda
@Abhi-panda 2 жыл бұрын
Se aau nahanti
@Pkm373
@Pkm373 3 жыл бұрын
ଜଗା ଅଛି, ବ୍ଯସ୍ତ ହୁଅନ୍ତୁନି....ସେ ସବୁ ଠିକ୍ କରିଦେବ....ଜୟ ଜଗନ୍ନାଥ 🙏😢🥺❤😘
@srikantapaikaray5016
@srikantapaikaray5016 3 жыл бұрын
ଅତି ସୁନ୍ଦର ସୋର ଆଉ ହୃଦୟ ସ୍ପର୍ଶୀ ମଧ୍ଯ।ଜୟ ଜଗନ୍ନାଥ ସଂସ୍କୃତି
@santoshdash870
@santoshdash870 3 жыл бұрын
ବହୁତ ସୁନ୍ଦର, କଣ୍ଠଶିଳ୍ପୀ ଭଲ ହୋଇଯାଆନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ.ମୋର ପ୍ରାର୍ଥନା. ଗୀତିକାରଙ୍କ ଚମତ୍କାର ସୃଷ୍ଟି, ତାଙ୍କୁ ଧନ୍ୟବାଦ ଆଉ ଶୁଭକାମନା. 🙏🙏🙏ଜୟ ଜଗନ୍ନାଥ 🙏🙏🙏
@gopabandhubariha9783
@gopabandhubariha9783 3 жыл бұрын
ଭଗବାନ ଉପରେ ମୋର ବିଶ୍ୱାସ ଅଛି ସବୁ ଠିକ ହୋଇ ଯିବ 🙏🙏🙏🙏🙏
@sunitaskitchen8629
@sunitaskitchen8629 3 жыл бұрын
ପ୍ରଭୁ ତୁମକୁ ଖୁସି ରେ ରଖନ୍ତୁ। ଜୟ ଜଗନ୍ନାଥ 🙏🏻🙏🏻
@santanusahoo6511
@santanusahoo6511 3 жыл бұрын
Those who are under the shade of lord Jagannath they are immortal..nice voice
@jibanbehera9781
@jibanbehera9781 2 жыл бұрын
ଜୟ ଜଗନ୍ନାଥ 🌅🙏🙏🙏ଅତି ସୁନ୍ଦର ଭଜନ
@BLOGbySAROJ
@BLOGbySAROJ 3 жыл бұрын
great work survibration team🙏🙏🙏🙏🙏🙏🙏🙏ଯେତେବେଳେ ଏ ଦୁନିଆ ଆଧୁନିକ ନାଁ ରେ କୂପଥଗାମୀ ହେଉଛି ଆପଣଙ୍କର ଏହି ଆଧ୍ୟାତ୍ମିକ ପ୍ରୟାସ ଖୁବ ପ୍ରଶଂସା ଯୋଗ୍ୟ🙏🙏🙏🙏🙏ଧନ୍ୟବାଦ
@manoj_mahala_143
@manoj_mahala_143 3 жыл бұрын
ଆପଣଙ୍କର କିଛିବି ହବନି ଭାଇ , ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ରଖନ୍ତୁ ସେ ସବୁ ଠିକ କରିଦେବେ ଆଉ ଆପଣ ଆଗ ଭଳି ବହୁତ ଭଲ ଗୀତ ଗାଇବେ....🙏🙏🙏🙏
@lebogouda4338
@lebogouda4338 3 жыл бұрын
Parbu tumnku sirga bhalkaruntu
@mrsai9575
@mrsai9575 2 жыл бұрын
Right ♥️♥️
@sarmisthaworld4342
@sarmisthaworld4342 2 жыл бұрын
Rip 🙏
@durlavsaha133
@durlavsaha133 2 жыл бұрын
Bhai au kintu se bhakta nka daka bhagaban sunileni😔😔😔...
@prabircreation2230
@prabircreation2230 2 жыл бұрын
Se au nahanti bhai 😑,😭😭😭😭😭
@prasantsahoo3796
@prasantsahoo3796 3 жыл бұрын
ବହୁତ ସୁନ୍ଦର ଭଜନ.. ମନକୁ ଛୁଇ ଗଲା
@narasinghbehera7915
@narasinghbehera7915 3 жыл бұрын
Heart touching Jagannath bhajan. God bless you bro..
@prustyjewellers6275
@prustyjewellers6275 3 жыл бұрын
ପ୍ରଭୁ ନିଶ୍ଚିତ ଠିକ୍ କରିବେ ମୋର ବିଶ୍ବାସ 🙏
@balarambehera7637
@balarambehera7637 3 жыл бұрын
ମନ ମୁଗ୍ଧ ହୋଇଗଲା। ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ମମସ୍ପସୀ ଗୀତଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଉଦ୍ଧେଶ୍ୟରେ।
@AlekhaBihari
@AlekhaBihari 3 жыл бұрын
This voice is so adorable & very nice voice.kindly make more Bhajans by this Brother. Jai jagannath....cure him.
@girijanandanmalick6215
@girijanandanmalick6215 3 жыл бұрын
ଅତି ସୁନ୍ଦର ଗୀତ, ହୃଦୟକୁ ଛୁଇଁଗଲା 🙏 👍 l
@prustyjewellers6275
@prustyjewellers6275 3 жыл бұрын
Jayshree madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।🙏🙏🙏❤️
@gajendrakumar7023
@gajendrakumar7023 3 жыл бұрын
ବହୁତ ବହୁତ ସୁନ୍ଦର ଗୀତ,ସଙ୍ଗୀତ ଓ କଣ୍ଠ । ଦୃଢ଼ତାର ସହ ଆଗକୁ ବଢ଼ନ୍ତୁ -ଜଗନ୍ନାଥ କେବେବି ନିରାଶ କରିବେନି । ନିଶ୍ଚୟ ଚମତ୍କାର ଘଟିବ । ଆଶୁ ଆରୋଗ୍ୟ କାମନା କରୁଛି ।
@arunbarik747
@arunbarik747 2 жыл бұрын
ସୁନ୍ଦର ଏବଂ ହ୍ରୁଦୟ ସ୍ପର୍ଶି ଭଜନ
@shashadhartripathy7387
@shashadhartripathy7387 3 жыл бұрын
ହୃଦୟ ସ୍ପର୍ଶୀ କଣ୍ଠ।। ହେ ଜଗନ୍ନାଥ ଭାଇଟିକୁ ଭଲ କରିଦେ, ଏହାହ୍ନି ପ୍ରାର୍ଥନା ତୋ ଚରଣରେ।
@durgamadhab9125
@durgamadhab9125 3 жыл бұрын
ମାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏 ଭଗବାନ ଆପଣଙ୍କୁ ବହୁତ ବାଟ ଆଗେଇ ନିଅନ୍ତୁ..... ଜୟ ଜଗନ୍ନାଥ 🙏🙏
@dr.bidhubhusanpanda7533
@dr.bidhubhusanpanda7533 3 жыл бұрын
Beautiful song Thanks Disha foundation Nicely sung by Dhruba my younger brother Stay blessed Jay jagannath
@prasannajitkar7417
@prasannajitkar7417 2 жыл бұрын
ବହୁତ ହୃଦୟ ସ୍ପର୍ଶି ଗୀତ ଏଇତ ପ୍ରତିଟି ମଣିଷ ହୃଦୟ ର ଦୁଃଖ ଭରା ସତ
@mithunrauta4597
@mithunrauta4597 3 жыл бұрын
Heart touching line..... Mu jebe nathibi ehi duniare gadei nabu mo sansara Ratha hee jagannath hee jaganatha..... May God bless u...
@Amiyakol
@Amiyakol 3 жыл бұрын
ବହୁତ୍ ବଢିଆ କଣ୍ଠ ରଖିଛନ୍ତି ଆପଣ । ଆଗକୁ ଭି ଏଭଳି ଗୀତ ଆପଣଙ୍କ ପାଖରୁ ଶୁଣିବାକୁ ଆଶା ରଖୁଛୁ 👍👍👍
@sidheswarsahoo274
@sidheswarsahoo274 2 жыл бұрын
😭😭😭 ହେ ଜଗନ୍ନାଥ
@gitanjalisahoo7302
@gitanjalisahoo7302 2 жыл бұрын
Rip sir 🙏
@tikishotsvideo3610
@tikishotsvideo3610 3 жыл бұрын
ଅତି ସୁନ୍ଦର ଗୀତ ହୋଇଛି....ଜୟ ଜଗନ୍ନାଥ.
@PB12309
@PB12309 11 ай бұрын
ଏ ଭଜନ ଟି ଆତ୍ମା ଛୁଇଁ ଗଲାଭଳି 🙏🙏🙏
@prasadkumarpatro5427
@prasadkumarpatro5427 3 жыл бұрын
Everything is favoulou,like lyrics,music..
@pareshsethy7775
@pareshsethy7775 3 жыл бұрын
ବେଳେ ବେଳେ ନୀୟତିର ନିଷ୍ଠୁରତା ବହୁତ କଷ୍ଟ ଦିଏ 😭😭😭
@sunandasahoo8809
@sunandasahoo8809 3 жыл бұрын
U r absolutely correct
@mrsina3880
@mrsina3880 3 жыл бұрын
ସୁନ୍ଦର ଅତି ସୁନ୍ଦର ସ୍ବର କୋହ ଭରା ସଙ୍ଗୀତ ମନମୁଗ୍ଧକର ଅଟେ ଜୟ ଜଗନ୍ନାଥ 🙏
@AlekhaBihari
@AlekhaBihari 3 жыл бұрын
Very sweet voice.....I like so much. Hey Basudev.....long lives him.
@alokkumarbehera2555
@alokkumarbehera2555 3 жыл бұрын
ଗୀତ ସୁନ୍ଦର ଭାବରେ ଧୂର୍ବ ଭାଇ ଉପସ୍ଥାପନ କରିଛନ୍ତି।
@subasrout4360
@subasrout4360 3 жыл бұрын
Nice song & heart' touching singing.best of luck jayashree mam
@jagamohanful
@jagamohanful 3 жыл бұрын
I wonder how people dislike this kind of song!!!!!
@abhishekjena3893
@abhishekjena3893 3 жыл бұрын
Binash kale biparita budhi
@dyutiranjandeo8355
@dyutiranjandeo8355 3 жыл бұрын
Bhai gote gote aliea thanti sabuthi haganti
@sarojinisahoo2739
@sarojinisahoo2739 3 жыл бұрын
Ajikali bahut pila mobile use karuchhanti Jeumane symbol ra meaning janinahanti .Tanka dislike kariba ra artha song ku dislike kariba nuhen.
@basantakumarbhuyan2558
@basantakumarbhuyan2558 3 жыл бұрын
Heart Touching....God bless you 🙏🙏
@chjaganpraharaj2981
@chjaganpraharaj2981 2 жыл бұрын
ଅତି ସୁନ୍ଦର ଗୀତ ଓ ମଧୁର କଣ୍ଠ ।
@pradoshdash9093
@pradoshdash9093 3 жыл бұрын
Really it's very heart touching voice..
@Ranjitkumar66516
@Ranjitkumar66516 3 жыл бұрын
Real it's heart touching...God Jagannath bless you
@sangramsekharpanda6301
@sangramsekharpanda6301 3 жыл бұрын
ସତରେ ଗୀତ ଶୁଣି ଆଖି ରେ ଲୁହ ପଳାଇ ଆସିଲା🥺🥺 ଜୟ ଜଗନ୍ନାଥ 🙏🙏
@sunitarani09
@sunitarani09 3 жыл бұрын
Hrudayaru dhanyabad entire team ku 🙏 ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ନିଶ୍ଚୟ ଭଲ ହେଇଯିବେ 🙏🙏 ସଙ୍ଗୀତ ଟି ହୃଦୟକୁ ଛୁଇଁ ଗଲା 🥲❤️...
@sradhanjalidash6907
@sradhanjalidash6907 3 жыл бұрын
Heart touching❤🙏🙏
@ritukrishna6874
@ritukrishna6874 3 жыл бұрын
A heart touching song with heart touching feelings ❤❤❤
@krishnavision2023
@krishnavision2023 2 жыл бұрын
ଅତି ସୁନ୍ଦର ଗାଉଛନ୍ତି ଆପଣ ❤❤❤❤ ଅତି ସୁନ୍ଦର ଲେଖା ଜୟ ଜଗନ୍ନାଥ
@atanukhuntiaatanukhuntia4792
@atanukhuntiaatanukhuntia4792 3 жыл бұрын
ଜୟ ଜଗନ୍ନାଥ ପ୍ରଭୁ ଧ୍ରୁବ ଭାଇଙ୍କ ଏହି ଗୀତ ରେ ମୋ ଦେହକୁ ଶିତାଇ ଓ କନ୍ଦାଇ ଦେଇଛି ମହା ପ୍ରଭୁ ଜଗନ୍ନାଥ ଙ୍କୁ ଏତିକି ବିନତୀ ଭାଇଙ୍କୁ ତୁମ ଆଶ୍ରିବଦ୍ ରୁ ଭଲକରି ଦିୟନ୍ତୁ । ଓଡିଆ ର ମାନ , ପ୍ରତେକ୍ ଓଡ଼ିଆ ଙ୍କ ହୃଦୟର କଳା ଠାକୁର କର କିଛି ଗୋଟେ ଚମତ୍କାର 🙏🙏🙏🙏🙏🙏🙏🙏🙏🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@ayusmaanpradhan2632
@ayusmaanpradhan2632 3 жыл бұрын
Really heart touching.... beautiful song 🙏🏻🙏🏻
@PINKUFILMsProduction
@PINKUFILMsProduction 3 жыл бұрын
Voice Is Speechless 😊❤️🤗. Directly Touch To Heart. Special Thanks To Jayshree Mam🙏🙌🙏
@user-sh5yf8rj8j
@user-sh5yf8rj8j 2 жыл бұрын
Bada bada singer bi kichhi nuhanti
@PINKUFILMsProduction
@PINKUFILMsProduction 2 жыл бұрын
@@user-sh5yf8rj8j Yes, Sir🙏
@pravatbehera6660
@pravatbehera6660 3 жыл бұрын
ଏହି ଗୀତଟି ପ୍ରତିଟି ଲୋକଙ୍କ ହୃଦୟକୁ ଛୁଇଁଚି ଭଗବାନଙ୍କୁ ମୋର ଏତିକି ଗୁହାରି🙏🙏🙏🙏 ତାଙ୍କୁ ଭଲ କିରିଦିଆନ୍ତୁ 😭😭😭😭😭 ଜୟଶ୍ରୀ ମାଡାମ ଆପଣକୁ ବହୁତୁ ବହୁତୁ ଦାନ୍ୟବାଦ 🙏🙏🙏 ଆପଣ ସେ ଭାଙ୍କୁ ସୁଯୋଗ ଦେଇଥିବାରୁ
@erossevaans7665
@erossevaans7665 3 жыл бұрын
Really heart touching and mesmerising voice
@tripatibaghariayoutubechan9632
@tripatibaghariayoutubechan9632 3 жыл бұрын
ହେ ଜଗନ୍ନାଥ ତୁମେଇଁ ସା ବରସା ତୁମୋ ଗୀତ ମୋ ନକୁ ଛୁଇଁଲା ଭାଇ
@surajprakashbehera564
@surajprakashbehera564 3 жыл бұрын
Unbelievable awesome voice. May God will show him some mercy. God bless you bhaina
@odiatoka6464
@odiatoka6464 8 күн бұрын
😢😢ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ତମ ଚରଣରେ କୋଟି କୋଟି ପ୍ରଣାମ 🙏🙏
@malayakumar8502
@malayakumar8502 3 жыл бұрын
Very beautiful voice....plz give more opportunity to him.
@jharashreeleanka7616
@jharashreeleanka7616 3 жыл бұрын
Jay Jagannath 🙏🙏. May the rest of his life be with lord Jagannath. The almighty God bless him.
@k.k.biswalkrushnakantabisw2072
@k.k.biswalkrushnakantabisw2072 3 жыл бұрын
Superb song🙏🙏🙏🙏
@dingarmajhi7545
@dingarmajhi7545 3 жыл бұрын
After watching this tears came out from my eyes..nothing will happen of yrs sir..may god bless u...and recover u from that disease..keep faith in god..........may u live long sir...ur song touched my heart not only me but also all d human being whoever listened. .....
@kjrremixboy8041
@kjrremixboy8041 3 жыл бұрын
ଏହି ଗୀତ ଟି ଶୁଣିବା ମାତ୍ରେ ଆଖିରୁ ଲୁହ ବାହାରି ପଡ଼ିଲା । ଜୟ ଜଗନ୍ନାଥ
@SubhaSPOV
@SubhaSPOV 3 жыл бұрын
Very beautiful song and cause!! Hope he gets well!! May be miracle but our kalia has the power.. this song for sure will get tears in every Jagannatha lover eyes, writing as few rolling down from my eyes.. 🙏🙏
@sunilmishra3100
@sunilmishra3100 3 жыл бұрын
I am deeply sorrow for him may God heal speedly our dear .🙏🙏🙏
@birendrarana1239
@birendrarana1239 2 жыл бұрын
When I have seen this emotional song, I can't control my tear...Jai Jaganath ...
@binaybhusandash7215
@binaybhusandash7215 3 жыл бұрын
Beautiful & Heart touching voice,, Special thanks to Jayshree mam for her help & support..
@nirupamapradhan9183
@nirupamapradhan9183 2 ай бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ , ଏଭଳି ମହାନ ପଦକ୍ଷେପ ନେଉଥିବାରୁ 🙏🙏
@prasantasahoo6236
@prasantasahoo6236 3 жыл бұрын
ଧ୍ରୁବ ଭାଇ ଆପଣ ଙ୍କୁ ପ୍ରଭୁ ଜଗନ୍ନାଥ ନିଶ୍ଚିନ୍ତ ଆରୋଗ୍ୟ କରାଇବେ 🙏ପ୍ରଭୁ ଜଗନ୍ନାଥ ମହାପ୍ରଭୁ କି ଜୟ 🙏🙏
@acharyaabhimanyu6285
@acharyaabhimanyu6285 3 жыл бұрын
Special thanks to Bapu bhai and Jayashree ma'am for a good job. Excellent voice like Suresh Wadkar Saheb.
@puspasharma5170
@puspasharma5170 3 жыл бұрын
Soul soothing voice. The art you are having is the biggest weapon to fight against the disease.So use this to win. We r waiting to listen more songs from your voice.God bless you.
@amareshpradhan4805
@amareshpradhan4805 3 жыл бұрын
Cc x n cc nbt . Cc eb e
@ManojKumar-gp1td
@ManojKumar-gp1td 3 жыл бұрын
@@amareshpradhan4805 verey nice
@bailochanpatra26
@bailochanpatra26 3 жыл бұрын
No word for this voice & song really really good... jagannath bless you
@lipakchoudhury3287
@lipakchoudhury3287 3 жыл бұрын
ଅତି ସୁନ୍ଦର ଗୀତ। ବହୁତ ଭଲ ଲାଗିଲା
@ramakantabehera7292
@ramakantabehera7292 3 жыл бұрын
Soulful song ❤️❤️❤️beautiful lyrics 👍
@satyajitsahoo30
@satyajitsahoo30 3 жыл бұрын
Woooow.... Such a mindblowing composition...... Great superb singing style and music composition👌👌👌
@snehasissamal2220
@snehasissamal2220 3 жыл бұрын
ମୁଁ ବୁଝିପାରୁନାହିଁ ଯେଉଁମାନେ dislike କରୁଛନ୍ତି ସେମାନେ କଣ ଭାବିକି ଏମିତି କରୁଛନ୍ତି...
@namitameher2696
@namitameher2696 3 жыл бұрын
Best song........ Well sang🙏🙏
@Haridas-vy5ku
@Haridas-vy5ku 3 жыл бұрын
super Nice music composing nice singing... super help nature
@BINAYAK45
@BINAYAK45 3 жыл бұрын
🙏🏻JAY.JAGANNATH 🙏🏻GOD BLESS YOU DHURV NA 🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭🙏🏻🙏🏻🙏🏻🙏🏻
@sisirpanda9356
@sisirpanda9356 3 жыл бұрын
ହୃଦୟଛୁଆଁ ହୋଇଛି ସତରେ । ଲେଖା ଖୁବ୍ ଚମତ୍କାର
@adarshrath692
@adarshrath692 3 жыл бұрын
Really heart touching. May Lord Jagannath bless him and his family🙏
@laxminarayanapanda284
@laxminarayanapanda284 3 жыл бұрын
Heart touching voice and song...Thanks a lot Jayshree Maa'm for ur tremendous work...Atleast his voice will keep him alive in our heart for ever....
@Shiba750
@Shiba750 3 жыл бұрын
Bhai nka voice bahut soul touching. We need more such songs from him. Jay Jagannath 🙏🙏🙏
@gworldeducation2316
@gworldeducation2316 3 жыл бұрын
Excellent voice , God bless ur family
@dailylife3027
@dailylife3027 3 жыл бұрын
Heart touching song 😭😭😭😭saha hua prabhu 🙏🙏🙏bhala karidia tanku 🙏🙏🙏😭😭😭
Swarthapara Ethi Manisha Kehi Nuhe Kahara
11:22
Pragnyashree Nayak - Topic
Рет қаралды 3,9 М.
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН
Red❤️+Green💚=
00:38
ISSEI / いっせい
Рет қаралды 81 МЛН
Aahe Jagata Bandhaba//Odia Bhajan//JAGANNATH BHAJAN//
6:17
BR Songs Bhajan
Рет қаралды 14 М.
In Conversation - BIKASH DAS
1:29:18
FLARES
Рет қаралды 15 М.
akimmmich (feat. Turar) - UMYTTYŃ BA?| official lyric video
2:54
akimmmich
Рет қаралды 4,2 МЛН
Doston Ergashev - Kambag'alga (Official Music Video)
5:32
Doston Ergashev
Рет қаралды 5 МЛН
BABYMONSTER - ‘FOREVER’ M/V
3:54
BABYMONSTER
Рет қаралды 99 МЛН
Malohat
3:35
Xamdam Sobirov - Topic
Рет қаралды 1,1 МЛН
Jakone, Kiliana - Асфальт (Mood Video)
2:51
GOLDEN SOUND
Рет қаралды 11 МЛН