ଗରୀବ ର ଦୁନିଆରେ କେହି ନାହିଁ। ଜଣେ ଉଚ୍ଚ ଶିକ୍ଷିତା ଝିଅ ର କରୁଣ କାହାଣୀ।

  Рет қаралды 4,249

AP KNOWLEDGE ODIA

AP KNOWLEDGE ODIA

Күн бұрын

Пікірлер: 36
@trinathatandi6269
@trinathatandi6269 Жыл бұрын
ମୋ ସରକାର କରିଛନ୍ତି ନବୀନ ବାବୁ ଏବଂ vk pandian 5t ଅଧକ୍ଷ ଅଛନ୍ତି ଆପଣ ଜଣେ ଓକିଲ ସାର ଆପଣଙ୍କ ର ଓକିଲାତି ବୁଧି ବଳ ରେ ରାଜ୍ୟପାଳ ମହାଶୟ ଙ୍କୁ ଜଣାନ୍ତୁ ସାର ଭଗବାନ ଆପଣଙ୍କର ମଙ୍ଗଳ କରିବେ 🙏🙏🙏
@pranatipatra23
@pranatipatra23 7 ай бұрын
ଭଉଣୀ ର ଦୁଃଖ ଦୂର ହେଉ। ପୋଲିସ ଆଉ ପ୍ରଶାସନ ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ନିଅନ୍ତୁ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଏ ଦିଗରେ ସାହାଯ୍ୟ କରିପାରେ।
@MrSachidananda1
@MrSachidananda1 Жыл бұрын
ଯଦି କୌଣସି ସରକାରୀ ଅଧିକାରୀ କୌଣସି ଜାଲିଆତି କରିଛନ୍ତି ତେବେ ତାଙ୍କ ବିରୁଦ୍ଧରେ ପ୍ରମାଣ ସହିତ ଆପଣ ଲୋକାୟୁକ୍ତ ରେ Case କରିପାରିବେ ।ଏଥିପାଇଁ ଓକିଲ ଦରକାର ନାହିଁ ଆପଣ ନିଜେ Case ଲଢ଼ିବେ ।ଜାଲିଆତି ର ସବୁ କାଗଜ ର certified କପି ବାହାର କରି ସାରିବା ପରେ case କରିବେ ।୨ ଜଣ judge ଶୁଣାଣି କରିବେ ତେଣୁ Case ଫାଇଲେ କରିବା ଆଗରୁ ୨ ଟା ସେଟ କରଥିବେ । case ଫାଇଲ ହେବା ର ମାସେ ଭିତରେ ସରକାରୀ ଅଧିକାରୀ ଙ୍କୁ ନୋଟିସ ପଳେଇବ ।ତାପରେ ଆପଣ ଙ୍କ ତାରିଖ ଆସିବ ।ଆପଣଙ୍କୁ ନିଜେ Prove କରିବାକୁ ପଡିବ ଯେ ଅଧିକାରୀ କେମିତି ଜାଲିଆତି କରିଛି ।ଯଦି କୋର୍ଟ ସନ୍ତୁଷ୍ଟ ହେଲା ତାହାଲେ ସରକାର କୁ ନୋଟିସ ଜାରିକରି ଜବାବ ମାଗିବ ।ଲୋକଯୁକ୍ତ ର ଅର୍ଡର ଉପରେ ସରକାର ସରକାରୀ ଅଧିକାରୀ ଉପରେ ଆକ୍ସନ ନେଇଯିବ।ମୁଁ ୨ ଜଣ ସୁବ ରେଜିଷ୍ଟାର ଓ ଜଣେ R.I ବିରୁଦ୍ଧରେ case କରିଛି ।ଜଣେ ବିଲଡର କେମିତି ତହସିଲ କୁ ପଇସା ଦେଇ ଜାଲିଆତି କରିଛି ଏହି ବିଷୟରେ case ହୋଇଛି ।ଲୋକାୟୁକ୍ତ ରେ Case ଜଲ୍ଦି ଫଇସଲା ହୁଏ ବେଶୀ ଦିନ ଲାଗେନି କିନ୍ତୁ ବହୁତ ଫଳପ୍ରଦ ।ଯୋଉ ଯୋଉ ଅଧିକାରୀ ଜାଲିଆତି କରିଛନ୍ତି ତାଙ୍କ ନାଁ ଲେଖିବାକୁ ପଡିବ ଓ କଣ କଣ କରିଛନ୍ତି ସବୁ ଦେବାକୁ ପଡିବ ନଚେତ ଲୋକାୟୁକ୍ତ case ନବନି ।ଯଦି କୌଣସି ପ୍ରାଇଭେଟ ଲୋକ ସରକାରୀ ଅଧିକାରୀଙ୍କୁ ପଇସା ଦେଇ ଜାଲିଆତି କରିଛି ତେବେ ତାର ପ୍ରମାଣ ଦେଲେ ,ସେ ପ୍ରାଇଭେଟ ଲୋକ ବି ପଡିଯିବ ।ଓଡିଶା ଲୋକାୟୁକ୍ତ ୱେବ୍ସାଇଟ ରେ form ମିଳୁଛି ।ଭୁବନେଶ୍ୱର ସତ୍ୟନଗର ତୋଷାଳୀ ପ୍ଳାଜ଼ା ରେ ଅଫିସ ଅଛି ।
@Pabitrasahoo167
@Pabitrasahoo167 10 ай бұрын
Right sir ame bi bohut asubidha re achu apanku bhagaban bhala re rakhantu
@PintuNayak-kl3mg
@PintuNayak-kl3mg 9 ай бұрын
collector nku dekha kale nischita samadhan heijiba. Collector nka power agare emane kichhi nuha.
@Gamer234Boy
@Gamer234Boy Жыл бұрын
Police ethi chora ku help karuchhi tanka khaichhi
@kmnbhr1169
@kmnbhr1169 Жыл бұрын
😢
@adityasatapathy3390
@adityasatapathy3390 Жыл бұрын
ଆପଣ ଓକିଲାତି ବୁଦ୍ଧି ପ୍ରୟୋଗ କରି ଏହି ସ୍ତ୍ରୀ ଲୋକ କୁ ନିଶ୍ଚୟ ସାହାଯ୍ୟ କରିପାରିବେ। ଏହି କଥାକୁ ଯେତେ ଅଧିକ ପ୍ରଚାର କରିବେ ଏହା ବିରୋଧୀ ଙ୍କ ମନୋବଳ କୁ ସେତେ ଦୁର୍ବଳ କରିବ। ଧୈର୍ଯ୍ୟ ଧରି ପରିସ୍ଥିତି କୁ ମୁକାବିଲା କରିବାକୁ ହେବ। ସତ୍ୟର ନିଶ୍ଚୟ ଯୟ ହେବ। ଏମିତି କେତେ ବାହୁବଳୀ ଲୋପ ପାଇଯାଇଛନ୍ତି।
@Surubali...
@Surubali... Жыл бұрын
ବ୍ରିଟିଶ ବନେଇ ଥିବା ଆଇନ ଦ୍ବାରା କୌଣସି ଭାରତୀୟ ଉପକୃତ ହେଇ ପାରିବେ ନାହିଁ।
@rajkishoretripathy7325
@rajkishoretripathy7325 Жыл бұрын
Sir, you file a complaint case in the court if the police does not help. Police is complicit with the accused.
@plabanrout2036
@plabanrout2036 Жыл бұрын
I cant believe this is still happening in Odisha even after 76 years of independence. I would encourage people of odisha come in large number, support this lady and force the local IIC to register an FIR first.
@SureshSriya143
@SureshSriya143 Жыл бұрын
Prabhu Jagannatha nka pakhare Prathana karuchhi madam nkara sabu samashya Samadhan heijau....
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
@sadhudas2758
@sadhudas2758 Жыл бұрын
You Advocate file a case in the court
@SasmitaVarietyEating
@SasmitaVarietyEating 6 ай бұрын
କଟ ବିବାହ ବିଷୟ ରେ ଭିଡିଓ ବନାଅ
@durgacharanabehera
@durgacharanabehera Жыл бұрын
BHOUT DIA ANDHAR RARE RUHA
@kalyanmeher9495
@kalyanmeher9495 Жыл бұрын
ଭଗବାନ ତମକୁ ସାହାଯ୍ୟ କରିବେ ମା ସାର ଆପଣଙ୍କୁ ମୋର ଅନୁରୋଧ ଆପଣ ପୋଲିସ୍ ନେଇ କି ସେ ଜାଗା କବଜା ଦିଅନ୍ତୁ ସାର
@jharanapattanayak7760
@jharanapattanayak7760 Жыл бұрын
Polic pura bjd ra gunda
@sabitajena1271
@sabitajena1271 Жыл бұрын
Sarakar piditamanku thaithn kariba uchit
@gobindanerntement2031
@gobindanerntement2031 Жыл бұрын
God bless you sister
@renubalasamal792
@renubalasamal792 Жыл бұрын
Tahasildar sir o IIC sir nka sahayata re jhia tiku nyaaya milipariba
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Ethi police aau Tahasildar chora
@renubalasamal792
@renubalasamal792 Жыл бұрын
Tahasildar sir and iic sir chahile jhia ti banchi jai pariba
@SrinivasTadingi
@SrinivasTadingi 8 ай бұрын
Land r supreme heuchanti tahasil,
@akruranaik8123
@akruranaik8123 Жыл бұрын
Sir, I have the same case. I am a poor man with M.A. B.Ed. from Angul . From the time of my grandfather i.e. 1942 we have been living on a plot which was considered to be a government land. But now the same plot is demarcated as other person's estate. By his name hundred acres of land is registered in different villages in Angul district. I was constructing a small house on that plot ,but the descendants of that person have stopped my construction now. As I fear the court affairs regarding my prospective service I am approaching the concerned authorities regarding it. Sir please guide me in this regard.
@radhagobindasahu7515
@radhagobindasahu7515 Жыл бұрын
Mu dukhita apanka a/c deithiba no re money pathai parunahi . but. madam ku kuhantu se tanka dukha katha collecter ku kuhantu🙏
@narayanpanda4011
@narayanpanda4011 Жыл бұрын
ଆପଣ ତଙ୍କୁ justic ଦେଇପାରିବେ
@archananayak7599
@archananayak7599 Жыл бұрын
Give her justice police aau tahasildar misiki Paisa khaichhanti bodhe
@ErDebashisMohakud
@ErDebashisMohakud Жыл бұрын
Madam aapan place change karibare kichhi asubidha achhi ki, plz change the place.
@JogeshwarMahanta-ut3fe
@JogeshwarMahanta-ut3fe Жыл бұрын
Please sir help sister
@bhagabanbehera4972
@bhagabanbehera4972 Жыл бұрын
Sir BjD ra gunda
@BIDYADHARnag-p7c
@BIDYADHARnag-p7c Жыл бұрын
Okil babu apana dei diantu paisaa taa
@ashishkumarjena2345
@ashishkumarjena2345 Жыл бұрын
#vkpandian Justice karantu
@KrushnaPradhan-oq8fs
@KrushnaPradhan-oq8fs Жыл бұрын
Pradhan sir please archana sister nka contact number dijiye.pradhan sir apana subjection sister nku dijiye.sister nku boliye sister appne block office me grievance metting hua.appne metting me ja kar directly collector sir ko appne problem boliye.appne problem solve ho jayegi.belive me.jay hind
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН