KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
କେତେ ଦୂରରେ ଶୌଚାଳୟ କଲେ ଗୃହକୁ ବିପଦ ପଡିନଥାଏ ? Homeଶାନ୍ତି | Vastu Shastra | Vastu Tips | NandighoshaTV
26:20
#kitchen room vastu shastra remedies
12:14
ВЛОГ ДИАНА В ТУРЦИИ
1:31:22
Scary night games with Megan | Megan robot doll scared me #shorts
0:28
ҚАДІР ТҮНІ БЕЛГІЛЕРІ | Нұрлан имам | #қадіртүні
38:33
I'VE MADE A CUTE FLYING LOLLIPOP FOR MY KID #SHORTS
0:48
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
Рет қаралды 445,234
Facebook
Twitter
Жүктеу
1
Жазылу 28 М.
VASTU SACHETANATA
Күн бұрын
Пікірлер: 718
@ganapatidas4887
2 жыл бұрын
ବହୁତ ଖୁସି ଲାଗିଲା, ଏହି ପ୍ରଶ୍ନ ପାଇଁ ମୁଁ ଦ୍ୱନ୍ଦ୍ୱ ରେ ଥିଲି |🙏
@samarendrapradhan2997
Жыл бұрын
😊q
@PrakashMohapatra-fz9eu
Жыл бұрын
1:12 😊 1:12 😅😂😅😂😮❤🎉 1:12 😊😂🎉😮😊🎉😊😢😂😢😅😮😊😮😅 1:12 ❤😢🎉😊❤🎉😅 1:19 😅😢😊🎉🎉 1:25 😢🎉😅❤😊❤😅😊😮😂❤🎉😮😢😅😊
@PrakashMohapatra-fz9eu
Жыл бұрын
@@samarendrapradhan2997😮🎉😅 1:33 😊😢😅 1:33
@snehashreepradhan8398
9 ай бұрын
@@samarendrapradhan2997❤❤❤❤
@sciencegurulalit9736
8 ай бұрын
ସାର୍ ପ୍ରଣାମ ଆପଣ ଙ୍କ ପ୍ରତିକାର ପାଇଁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ..ସାର୍ ଆପଣଙ୍କ ଯୋଗାଯୋଗ ନମ୍ବର କେମିତି ପାଇ ପାରିବି ସାର୍..
@vastusachetanata9394
8 ай бұрын
9337664861
@deviprasadmohapatra3031
3 жыл бұрын
ପ୍ରତିକାର ପାଇଁ ଆପଣ ଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍
@vastusachetanata9394
3 жыл бұрын
Dhanyabad.
@subratakumarmishra876
3 жыл бұрын
ଅତି ସୁନ୍ଦର ଆଲୋଚନା. ଧନ୍ୟବାଦ
@vastusachetanata9394
3 жыл бұрын
Apananku madhya dhanyabad.
@sukantadash5868
Жыл бұрын
@@vastusachetanata9394 sir mo sashu ghare bahuta deha kharap hauchhi .bada bada roga hauchhi .plz apana nku kipari dekha karibu .phone number
@vastusachetanata9394
Жыл бұрын
9337664861.
@graghab4073
3 жыл бұрын
Bahut badhia
@vastusachetanata9394
3 жыл бұрын
Bahut bahut dhanyawad.
@Art_by_Bapuni_from_Dhenkanal
8 ай бұрын
ସାର୍ ପ୍ରଣାମ 🙏 ଯଦି ଘରର ମୁଖ ପୂର୍ବ ଦିଗକୁ ଥିବ ଏବଂ ସିଡି ଟି ଅଗ୍ନି ୟସନ୍ୟ ଠିକ୍ ମଧ୍ୟ ରହିଛି ଆଉ ସିଡି ତଳେ ମୁଖ୍ୟ ଦ୍ଵାର ଅଛି ତେବେ ଏଇଟା ଠିକ୍ ନା ଭୁଲ୍ । ସିଡି ଆରମ୍ଭ ପୂର୍ବ ଦିଗକୁ ମୁଖକରି ବାମ ଦିଗକୁ ବୁଲି ପଶ୍ଚିମ ଦିଗକୁ ଛାତ କୁ ଯାଉଛୁ ତ ଏଥିରେ ବସ୍ତୁ ଦୋଷ ଅଛିକି ଯଦି ଅଛି ଏହାର ପ୍ରତିକାର କଣ କରାଯିବ ।
@Sridharbehera-j4f
3 ай бұрын
Super
@vastusachetanata9394
3 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ । ଦୁର୍ଗା ପୂଜାର ଶୁଭ ଅଭିନନ୍ଦନ ।
@pradeepsahoo1724
Жыл бұрын
ବହୁତ ସୁନ୍ଦର ଭାବରେ ବୁଝାଇଦେଲେ
@vastusachetanata9394
Жыл бұрын
Dhanyabad. Jay Jagannath.
@bikrammallick5523
6 ай бұрын
ସାର୍ ଦକ୍ଷିଣ ମୁଖା ଘର ସିଡି କେଉଁଠି ଆରମ୍ଭ ହେଵ 🙏🙏🙏
@vastusachetanata9394
6 ай бұрын
ଦକ୍ଷିଣମୁଖା ଘର ସିଡ଼ି ସେ ଯାଗାକୁ ଦେଖି, ଦକ୍ଷିଣ କେତେ ଡିଗ୍ରୀ ବାମକୁ କିମ୍ବା ଡାହାଣକୁ ଅଛି ତାହା ଜାଣି ନିର୍ଣ୍ଣୟ କରାଯାଇଥାଏ । ତଥାପି ତୁମେ SW, WEST କିମ୍ବା NW ରେ ସୁବିଧା ଦେଖି ସିଡ଼ି କରିପାର ।
@anilscreation882
3 жыл бұрын
ସାର ପ୍ରଣାମ,ଦକ୍ଷିଣ ମୁହଁ ଘର, କେଉଁ କୋଣରେ ସିଡି ଘର, ରୋଷେଇ ଘର, ଗାଧୁଆ ଘର ହେବା ଆବଶ୍ୟକ।
@vastusachetanata9394
3 жыл бұрын
Sidighara Dakhina kimba paschima re, kitchen agnire souchalaya WNW re karibe.,
@subashbehera5652
3 жыл бұрын
@@vastusachetanata9394 sir bahut pajetive ansara deuchhanti 🙏
@sureshswain9855
23 күн бұрын
ପ୍ରଣାମ ଗୁରୁଜୀ ମୋର ଉତ୍ତର ରେ ରାସ୍ତା ଏବଂ ଉତ୍ତର ମୁଖି ଘର ତେଣୁ ସିଡ଼ି ଓ ପୂଜା ଘର କେଉଁ ଦିଗରେ ରହିବ ଟିକେ ଜଣେଇବେ
@vastusachetanata9394
23 күн бұрын
ସିଡ଼ି NNW ରୁ ଆରମ୍ଭ କରି NW ଦେଇ କରନ୍ତୁ ଓ ପୂଜାଘର NE ରେ କରନ୍ତୁ ଓ ଠାକୁରଙ୍କୁ West facing ରଖନ୍ତୁ ।
@ajaysamal1537
3 жыл бұрын
ସିଡ଼ି ଘର ଦକ୍ଷିଣ ପୁର୍ବ କୋଣରୁ ଟିକେ ଛାଡ଼ି ଆରମ୍ଭ ହୋଇ ଳ୍ୟୟାଁଡିଂ ପୁର୍ବ and ଉତ୍ତର କୋଣରେ ହୋଇ ଦକ୍ଷିଣକୁ ଉଠିବ , ଏହା ହୋଇପାରିବ କିମ୍ବା ଏହାର ପ୍ରତିକାର କଣ, (ବିଦ୍ର୍ର - ଏହା ବ୍ୟତିତ ଅନ୍ୟ କୌଣସି ଯାଗା ନାହିଁ) ନିଶ୍ଚୟ କହିବେ
@vastusachetanata9394
3 жыл бұрын
Dakhina-purba kona chhadi epari kariparibe.
@ajaysamal1537
3 жыл бұрын
@@vastusachetanata9394 ଦକ୍ଷିଣ ପୁର୍ବ କୋଣ ରୁ ଟିକେ 2 ଫୁଟ ଆଗକୁ ଆରମ୍ଭ ହେବ, ଅନ୍ୟ କେଉଁଠି ଯାଗା ନାହିଁ, କଅଣ କରିହେବ
@vastusachetanata9394
3 жыл бұрын
122 degree ru 142 degree SE . Ehaku chhadi kariparibe.
@Balaram9915
2 ай бұрын
ସାର୍ ଘରର ମୁଖ୍ୟ ଦ୍ବାରର ଗ୍ରିଲ୍ ବାହାରକୁ ନ ଭିତରକୁ ଖୋଲା ଯିବା ଆବଶ୍ୟକ
@vastusachetanata9394
2 ай бұрын
ମୁଖ୍ୟ ଗେଟର ଗ୍ରୀଲ ଭିତରକୁ ଓ ମୁଖ୍ୟ ଦ୍ୱାରର ଗ୍ରୀଲ ବାହାରକୁ ଖୋଲାଯିବ । ତାପରେ କାଠ କବାଟ ଥିଲେ ତାହା ଭିତରକୁ ଖୋଲାଯିବ ।
@anilkumarsamal30
Жыл бұрын
Nice information
@anilkumarsamal30
Жыл бұрын
Sir mu Cuttack jagatpur Area re ghara 3 month bhitare karibi tike bastu home plan bisayare janibaku chahuthili
@vastusachetanata9394
Жыл бұрын
ଅନ୍ୟବାଦ. ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଗୁଡିକ ଦେଖନ୍ତୁ ଓ ମୂଲ୍ୟବାନ ମତାମତ ଦେବକୁ ଭୁଲନ୍ତୁନାହିଁ ।
@vastusachetanata9394
Жыл бұрын
9337664861
@bhujamanasabar796
2 жыл бұрын
Thank you for vastu tips
@vastusachetanata9394
2 жыл бұрын
Dhanyabad.
@pallavisahoo3724
2 жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ all the sir ଙ୍କୁ ମୋର ପ୍ରଣାମ 🙏 🌹
@vastusachetanata9394
2 жыл бұрын
Jaya Jaya Jagannath.
@kunamaharana554
Жыл бұрын
ଦକ୍ଷିଣ ପଶ୍ଚିମ କୋଣରେ ଶିବି ରହିଲେ ଅସୁବିଧା କଣ ଜଣାଇବେ ବୋଲି ଅନୁରୋଧ
@vastusachetanata9394
Жыл бұрын
Gharara pratyek Kona soft O sensitive ate. Tenu sidi arambha kariba uchit nuhe.
@radhanathbarik780
2 жыл бұрын
ବହୁତ, ସୁନ୍ଦର ଭାବରେ ବୁଝାଇ ଦେଲେ.
@vastusachetanata9394
2 жыл бұрын
Dhanyabad.
@manoranjannath1969
Ай бұрын
ଆପଣ କହୁଛନ୍ତି ପଶ୍ଚିମ ଦଯଣ ଦିଗରେ ସିଡି ଘର ପାଇଖାନା ରହିବ ତାହାହେଲେ ଶୋଇବାଘର କେଉଁ ଦିଗରେ ହେବ।
@vastusachetanata9394
Ай бұрын
ଭୂମିର ଆକାର, ଅବସ୍ଥିତି ଓ ଆବଶ୍ୟକତାକୁ ଦେଖି ସ୍ଥିର କରାଯାଏ ଯେ କ'ଣ କରିହେବ ।
@rameshkumarpati5843
3 жыл бұрын
ବାରଣ୍ଡା ରେ ଅଗ୍ନିକୋନ ବଢିଛି ପ୍ରତିକାର
@vastusachetanata9394
3 жыл бұрын
Agnikona badhi thibaru jadi kounasi asubidha heuthai tebe copper strip re cut karidiyantu.
@prabhakarsatapathy3833
2 жыл бұрын
Very good
@vastusachetanata9394
2 жыл бұрын
Dhanyabad.
@chaitanyatudu3722
3 жыл бұрын
L
@anilpanigrahi1030
Жыл бұрын
Best👍
@vastusachetanata9394
Жыл бұрын
ଧନ୍ୟବାଦ, ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଗୁଡିକୁ ଦେଖି ଆପଣଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ |
@santoshkumardoravelur9572
3 жыл бұрын
Super vastu tip Sir
@vastusachetanata9394
3 жыл бұрын
Dhanyabad
@sanjulatadas3352
2 жыл бұрын
Very nice. Thanks.
@vastusachetanata9394
2 жыл бұрын
Dhanyabad.
@sudeepsamartha4962
3 жыл бұрын
Thank you sir for your needful advice 🙏🙏🙏🙏🙏
@subashchandrabehera5269
2 жыл бұрын
Lp
@skumarnayak116
Ай бұрын
Sir pranam, vayu cone re sidhi ghara kale chalib ki
@vastusachetanata9394
Ай бұрын
ବାୟୁ କୋଣରେ ସିଡ଼ି ଘର କରିହେବ, କିନ୍ତୁ exact ବାୟୁ କୋଣରୁ ସିଡ଼ି step ଆରମ୍ଭ ହେବ ନାହିଁ । ସିଡ଼ି ଚଢ଼ିଲା ବେଳେ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ଚ଼ଢିବ ।
@KanchanJena-ce5yd
Жыл бұрын
ଆଜ୍ଞା ମୋର ପଶ୍ଚିମ ଦିଗ କାନ୍ଥ ମଝିରେ ଅର୍ଥାତ ଦକ୍ଷିଣ ଦିଗ ରୁମ ଉତ୍ତର ଦିଗ ରୁମ ମଝିରେ ଡାଇନିଂ ରୁମରୁ ସିଡ଼ି ହୋଇଛି ମୋର ପୂର୍ବ ମୁହାଁ ଘର l ତେଣୁ କଣ ସୁବିଧା ଅସୁବିଧା ଜାଣିବାକୁ ଚାହୁଁଛି ଓ ଯଦି ଏହା ଠିକ ତାହେଲେ କେଉଁ ରଙ୍ଗ ଦେବଦରକାର ଟିକେ ଜଣାଇବେ l
@vastusachetanata9394
Жыл бұрын
Kichhi asubidha nahi. Colour off-white, Ivory kimba white karibe.
@Bijaypanda159
7 ай бұрын
ସାର୍ ଘର ବାହାରେ ବାହାରେ କେଉଁ କୋଣରେ ସିଡି ଘର ହୋଇ ପାରିବ
@vastusachetanata9394
7 ай бұрын
ଆପଣଙ୍କର କେଉଁ ଦିଗରେ ସୁବିଧା ଅଛି ପ୍ରଥମେ ଜଣାନ୍ତୁ ।
@geetapattanaik4437
3 жыл бұрын
ପ୍ରଣାମ। ଅତ୍ୟନ୍ତ ଉପାଦେୟ ପୂର୍ଣ୍ଣ ଭିଡିଓଟିଏ।
@vastusachetanata9394
3 жыл бұрын
Dhanyabad.
@bapibiswal1003
3 жыл бұрын
Bahut sundar 🙏
@vastusachetanata9394
3 жыл бұрын
Dhanyabad.
@odiamotivator8996
2 жыл бұрын
Nice explain sir.
@vastusachetanata9394
2 жыл бұрын
Dhanyabad. Anya video gudika dekhi matamata diyantu.
@odiamotivator8996
2 жыл бұрын
@@vastusachetanata9394 sir mu new home baneibaku jauchhi aapanka sahita tike contact karibi.
@narayanrout9754
2 жыл бұрын
Thank you so much for your valuable information and advice about in which manner you will have to make ladder.
@vastusachetanata9394
2 жыл бұрын
Dhanyabad.
@babajibehera5158
3 жыл бұрын
Very nice
@vastusachetanata9394
3 жыл бұрын
Dhanyabad.
@laxmidharrout5694
Жыл бұрын
ମହାଶୟ, ଆମର ଦକ୍ଷିଣ ପୂର୍ବ ଦିଗରେ ଘରର ଗେଟ୍ କରିଛୁ, କାରଣ ଅନ୍ୟ ଦିଗରେ ସୁବିଧା ନାହିଁ।କିନ୍ତୁ ସିଡି ଘରର ଭିତରେ ରହିଛି,କିଛି ପରାମର୍ଶ ଦେବାକୁ ନିବେଦନ।
@vastusachetanata9394
Жыл бұрын
Kan paramarsha chahunchhanti?
@laxmidharrout5694
Жыл бұрын
@@vastusachetanata9394 ଆମର ଦକ୍ଷିଣ ପୂର୍ବ ଦିଗରେ ଗେଟ୍,କିଛି problem ଅଛିକି? ସେଥିଲାଗି ଆପଣଙ୍କ ପରାମର୍ଶ ଚାହୁଁଥିଲି, ଆପଣଙ୍କ ପରାମର୍ଶ ଏହି ଚାନେଲ ଦ୍ଵାରା ଶୁଣି ବହୁତ୍ ଭଲ ଲାଗିଲା। ସେଥିଲାଗି ପରାମର୍ଶ ଚାହୁଁଥିଲି।
@vastusachetanata9394
Жыл бұрын
Apananka kundali re Sukra ghraha subha thile Agni Kona Gate kounasi asubidha debanahi, kintu asubha thile kupravaba ketebele na ketebele
@barikmamata9328
5 ай бұрын
Thanks sir 🙏🙏🙏🙏🙏
@amiyasarangi3519
3 жыл бұрын
Nice
@vastusachetanata9394
3 жыл бұрын
Dhanyabad.
@swarnapravadas4511
Жыл бұрын
Thanku sir. Mo problem samadhan heigala 🙏
@vastusachetanata9394
Жыл бұрын
ଧନ୍ୟବାଦ, ଜୟ ଜଗନ୍ନାଥ । ଅନ୍ୟ ଭିଡିଓ ଗୁଡ଼ିକ ଦେଖି ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ I
@worldanimals651
2 жыл бұрын
Right,, 👏👏
@RUDRAODISHA
Жыл бұрын
Sir ପ୍ରଣାମ। East side sedi ghara achi। Sedi ghara colour upare yellow colour gendu Fula colour pari dia jaichi । ଦିଆଯାଇଛି।
@vastusachetanata9394
Жыл бұрын
Purba paschima lamba thile yellow colour chaliba, kintu lamba nathile green colour deba uchit.
@RUDRAODISHA
Жыл бұрын
Sir ସେଡି South face achi ।। Middle of kithen and pujarooom ।
@rajkishorpadhan9584
11 ай бұрын
ବହୁତ ଭଲ ଲାଗିଲା SIR ବହୁତ କିଛି ଜାଣିପାରିଲୁ SIR ନମସ୍କାର 🙏
@vastusachetanata9394
11 ай бұрын
ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ।
@rakeshrosanpatra
Жыл бұрын
ସାର ନମସ୍କାର 🙏 ଆମର ସେଢ଼ି ଘର ପୂର୍ବ ଆଉ ଉତ୍ତର କୋଣରେ ସେଢ଼ି ଘର ଥିଲା. ଆଉ ସେଢ଼ି ଘର ତଳେ ଲାଟିନ ବାଥ ରୁମ ଅଛି . ଏବେ ସେଇ ସେଢ଼ି କୁ ଭାଂଗିକି ଉତ୍ତର ଦିଗରେ କରୁଛୁ . ଆଉ ଲାଟିନ ବାଥରୁମ ଦକ୍ଷିଣ ରେ କରୁଛୁ l ଠିକ ଅଛି ନା ସେବୁ 🙏🙏
@vastusachetanata9394
Жыл бұрын
Aisanya O Uttara re anticlockwise sidi kounasi asubidha deinathai. Dakhina nuhe dakhina O dakhina-paschima ra majhire SSW L/B pain thik sthana ate.
@bimaljena9245
3 жыл бұрын
Ft O
@iralinsahoo2856
Жыл бұрын
Good suggestion.
@vastusachetanata9394
Жыл бұрын
Dhanyabad.
@baikunthabarik6424
3 жыл бұрын
pramod.barik
@narayandalai8414
3 жыл бұрын
Mahabhag bahut dhanyabad
@vastusachetanata9394
10 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@kalyaniswain2971
2 ай бұрын
Sir mo gharara sidi dakhina purba kanthaku lagi anti clockwise re hoi paschim ba dakhina ku sariba taha thik achi ki please janantu
@vastusachetanata9394
2 ай бұрын
ବ୍ୟସ୍ତ ହେବାର କିଛିନାହିଁ, ପ୍ରଥମେ ଦେଖନ୍ତୁ ଅସୁବିଧା କିଛି ହେଉଛି କି? ଯଦି ସମସ୍ୟା ଆସୁଥାଏ ତେବେ ପ୍ରତିକାର କରିବ ନହେଲେ ନାହିଁ ।
@kalyaniswain2971
2 ай бұрын
Dhanyabada sir
@vastusachetanata9394
2 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@trinathsahu1232
Ай бұрын
Agya utara diga re dakhina ku muha hoi sidi achhi kichhi kharab haba ki , ???
@vastusachetanata9394
Ай бұрын
ଉତ୍ତର ଦିଗରୁ ସିଡ଼ି ଆରମ୍ଭ ହୋଇଥିଲେ anticlockwise ଚଢିବା ଉତ୍ତମ ଅଟେ । Clockwise ଥିଲେ ସମସ୍ୟା ଆସିପାରେ । ସମସ୍ୟା ଦୂର ପାଇଁ anticlockwise alluminium spring ନଅଟି ସିଡ଼ିର ପ୍ରଥମ ପାହାଚରେ ପୋତିଦେବେ, ଯାହାବି ସମସ୍ୟା ଥିବ ଦୂର ହୋଇଯିବ । ଦକ୍ଷିଣ ଦିଗରେ ସିଡ଼ି ଘର ଠାରୁ ସାମାନ୍ୟ ଉଚ୍ଚା କରି ଏକ Room କରି ଦିଅନ୍ତୁ ।
@somyannayak2913
5 ай бұрын
ସାର୍ ନମସ୍କାର ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଛି କେମିତି କରିବି
@vastusachetanata9394
5 ай бұрын
M-9337664861
@Jyanaranjansahu
21 күн бұрын
ସାର୍ ପ୍ରଣାମ ମୋ ଘର ପୂର୍ବ ମୁଖା ଚୌଡା 19.11 ଲମ୍ବା 43.6 ହେଇଛି ଉତ୍ତର ପଚିମ ରେ ଶିଡ ହୋଇଛି anticlock wise au red colour dia hoichi
@Jyanaranjansahu
21 күн бұрын
Plz sir reply debe kn karibi
@vastusachetanata9394
20 күн бұрын
ଠିକ୍ ପଶ୍ଚିମ ରୁ ଆରମ୍ଭ ହେଇଥିଲେ ଅଣ୍ଟିକ୍ଳକ୍ୱାଇଜ୍ ସିଡ଼ି ଠିକ୍ ଅଛି, କିନ୍ତୁ ଲାଲ ରଙ୍ଗ ଠିକ୍ ନୁହେଁ । ଲମ୍ବ ଅଧିକ ଥିବାରୁ ଅଫ ହ୍ୱାଇଟ୍, ଗ୍ରେ କିମ୍ବା ବ୍ଲୁ ରଙ୍ଗ ଦେଲେ ଠିକ୍ ହେବ l
@MRMCREATION-oc6tz
Жыл бұрын
ଉପାଦେୟ 🙏🙏🙏
@vastusachetanata9394
Жыл бұрын
Dhanyabad. Jay Jagannath.
@soldier-manas6378
5 ай бұрын
ସାର୍ ରୋଷେଇ ଘର ପାଖରେ ଲାଗିକି ଦକ୍ଷିଣ ରେ ସିଡି ଘର କରିଲେ ଠିକ ହେବ ତ
@vastusachetanata9394
5 ай бұрын
ଆଉ କିଛି ସୁବିଧା ନଥିଲେ ରୋଷେଇ ଘରକୁ ଲାଗି ଦକ୍ଷିଣରେ ସିଡ଼ି କରାଯାଇ ପାରିବ, କିନ୍ତୁ ଦେଖିବାକୁ ପଡ଼ିବ ଚ଼ଢ଼ିଲା ବେଳେ ମୁହଁ ପଶ୍ଚିମ କିମ୍ବା ଦକ୍ଷିଣକୁ ହେଉଥିବ ଓ ଓହ୍ଲାଇଲାବେଳେ ମୁହଁ ପୂର୍ବ କିମ୍ବା ଉତ୍ତରକୁ ହେଉଥିବ |
@Pujamajhi5172
3 жыл бұрын
Sir ama ghara West facing house stair north sideand anti clockwise re kara haichhi kichi upaya batantu
@vastusachetanata9394
3 жыл бұрын
Kichhi asubidha heuchi ki?
@Pujamajhi5172
3 жыл бұрын
@@vastusachetanata9394 sir job related and financial problem heuchi
@KD-tc8bj
3 жыл бұрын
ଘର ର କେଉଁ ଦିଗରେ ପରିବାର ସଦସ୍ୟ ଫଟୋ ଲଗାଇବା ଉଚିତ୍ । ମୃତ ବ୍ୟକ୍ତି ଙ୍କ ଫଟୋ କେଉ ଦିଗରେ ଲଗାଇବା ଠିକ୍ ହେବ କୁହନ୍ତୁ।
@vastusachetanata9394
3 жыл бұрын
ପରିବାର ର ଫଟୋ South-West ର west ଆଡକୁ ଏବଂ ପିତୃ ପୁରୁଷ ଙ୍କ ଫଟୋ SW ର South ଆଡକୁ ଲଗାଇବା ଉଚିତ୍
@ssenterprises1409
Жыл бұрын
Sir mo ghara NE facingStair NW corner re stair room grren color inside karibi or outside karibu
@vastusachetanata9394
Жыл бұрын
Off-white colour karibe.
@khageswarmaharana
Жыл бұрын
ଜୟ ଜଗନ୍ନାଥ Sir🙏🙏
@vastusachetanata9394
Жыл бұрын
ନମସ୍କାର, ଜୟ ଜଗନ୍ନାଥ ।
@santoshvs6795
Жыл бұрын
sir ama ghara dhakhina pahima diga moda rahuhe sir kihe asubidha ke sir tara pateka kuha tu sir
@kaibalyaroul8276
2 ай бұрын
ସିର 🙏 ଆମର ଐସାନ୍ୟ କଣ ରେ ସିଢି ଘର ହେଇ ଯାଇଛି କଣ କିଛି ପ୍ରତିକାର କୁହନ୍ତୁ plz
@vastusachetanata9394
2 ай бұрын
ଲୋକଙ୍କ ଘରେ ବହୁତ ବାସ୍ତୁ ଦୋଷ ଥାଇ ମଧ୍ୟ ସେମାନେ ଆରାମରେ ଚଳୁଛନ୍ତି । କୌଣସି ସମସ୍ୟା ଆସୁନଥିଲେ ଅଯଥାରେ ଘରେ ଛେଡ୍ ଛାଡ୍ କରିବା ଉଚ଼ିତ ନୁହେଁ ବରଂ ଏହା ଦ୍ୱାରା ସମସ୍ୟା ଆସିଥାଏ ।
@HimansuSahoo-ej7rq
2 ай бұрын
ପ୍ରଣାମ ସାର୍, ମୋର ଅଗ୍ନି କୋଣରେ ସିଡ଼ି ହୋଇଛି। ମୋର ଅସୁବିଧା ହେଉଛି। ଦୟାକରି ମୋର ସମସ୍ୟା ଦୂର କରନ୍ତୁ।
@HimansuSahoo-ej7rq
2 ай бұрын
Please
@UgresenaBastia.
6 ай бұрын
Vastu.
@santoshineebarik3192
Жыл бұрын
ଦକ୍ଷିଣ ଦିଗରେ ସିଡି ଘର ତଳେ ଦ୍ୱିତୀୟ ଦ୍ୱାର କରି ହେବକି
@vastusachetanata9394
Жыл бұрын
ଯଦି ତାହା ଦକ୍ଷିଣ ଦିଗର 3/4ର୍ଥ ଭାଗରେ ପଡ଼ୁଥାଏ ତେବେ ସେଠାରେ ଦ୍ଵିତୀୟ ଦ୍ୱାର କରିପାରିବେ। କୌଣସି ଅସୁବିଧା ନାହିଁ l
@santoshineebarik3192
Жыл бұрын
@@vastusachetanata9394 ଧନ୍ୟବାଦ ଆଜ୍ଞା 🙏
@kaluraiguru6532
3 жыл бұрын
ଆପଣଙ୍କ ସହିତ ଅଳ୍ପ ସମୟ କଥା ହେଇ ପାରିବି ? ମୁଁ ରାଉରକେଲା ରୁ ପଚାରୁଛି। ଆପଣଙ୍କ ଭିଡିଓ ବହୁତ ଭଲ ଲାଗିଲା।
@vastusachetanata9394
3 жыл бұрын
9337664861
@baikunthabiharisahu8074
5 ай бұрын
ସାର୍ ପ୍ରଣାମ ଉତ୍ତର ପଶ୍ଚିମ କୋଣରେ ସିଡି କଲେ ଅସୁବିଧା ହେବ କି
@vastusachetanata9394
5 ай бұрын
ହଁ ଉତ୍ତର-ପଶ୍ଚିମ ରେ ସିଡ଼ି କରିପାରିବେ କିନ୍ତୁ ଠିକ୍ କୋଣ ଅର୍ଥାତ୍ 310 ଡିଗ୍ରୀ ରୁ 320 ଡିଗ୍ରୀ ମଧ୍ୟରେ ସିଡ଼ି ଆରମ୍ଭ କରିବେ ନାହିଁ।
@purnamahapatra5422
4 ай бұрын
Uter ru dakhina,13put re85 put,dakhina digare,duara achhi,duara sesaruu paschimakantha dei uparepurba ku muhan Kari uthichi,kichi bhul achhi ki
@anuragsahoo7181
7 ай бұрын
Sir Namaskar.Apananka saha kipari sakhyata kariparibu.
@vastusachetanata9394
7 ай бұрын
9337664861 ରେ ଫୋନ୍ କରନ୍ତୁ ।
@RohitaRaul-bo1vv
8 ай бұрын
Agni konare sidi achhi sabubele deha kharap heuji pratikar kn kuhantu sir please
@vastusachetanata9394
8 ай бұрын
ସବୁବେଳେ ଦେହ ଖରାପ ରହୁଥିଲେ ତା ପାଇଁ ଅନେକ କାରଣ ଥାଇପାରେ । ଅଶୁଭ ମୁଖ୍ୟ ଦ୍ଵାର, ଅଶୁଭ ଯାଗାରେ ଶୋଉଥିଲେ, ଘର କାନ୍ଥରେ ଠିକ୍ ରଙ୍ଗ ନଥିଲେ , ଘରେ ସ୍ୱାସ୍ଥ୍ୟର ଦିଗ ଖରାପ ଥିଲେ, କୁଣ୍ଡଳୀରେ ଅଶୁଭ ଗ୍ରହର ମହାଦଶା ଚାଲୁଥିଲେ, ଇତ୍ୟାଦି ଇତ୍ୟାଦି । ତା ସହିତ ସିଡ଼ି ଘର ଦୋଷ ଥାଇ ପାରେ, ଭୂମିର ଉର୍ଜା କମ୍ ଥାଇପାରେ । ସେଥିପାଇଁ କୌଣସି ଅଭିଜ୍ଞି ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।
@rohitaraul5124
8 ай бұрын
Thankyou sir
@chitaranjankara7226
3 жыл бұрын
🙏🙏
@vastusachetanata9394
3 жыл бұрын
Dhanyabad.
@jayshreekrishna-bs5gp
Жыл бұрын
Jay jagannath
@vastusachetanata9394
Жыл бұрын
Jay Jagannath.
@satyabhamabaral2391
2 жыл бұрын
Sir pranam aam ghar ra North pate 2nd floor ra upare gote single room heichi tenu South pata khali achi kan problem hebani ta? Please tike kahibe
@vastusachetanata9394
2 жыл бұрын
Problem heba ki nahi samaya kahiba. South pate gote room karidele bhala huanta.
@ArtistDipu123
11 күн бұрын
Sir ପ୍ରଣାମ ଆମ ଘର ଦକ୍ଷିଣମୁଖୀ, ଗୃହ ଭିତରକୁ ପ୍ରବେଶ କଲାବେଳକୁ ଡାହାଣ ପଟେ ସିଡ଼ି ଘର କରିବାକୁ ଚାହୁଁଚି, ସିଡ଼ିଟି ପୂର୍ବ କୁ ଯାଇ ପଶ୍ଚିମ ଆଡକୁ ଆସିବ ଏମିତି ସିଡ଼ି ଘର କଲେ କିଛି ଅସୁବିଧା ହେବ କି ? ଦୟାକରି ଟିକେ ଜଣାଇବେ, ଆପଣଙ୍କ ଉତ୍ତର ଅପେକ୍ଷାରେ ରହିଲି.....
@vastusachetanata9394
11 күн бұрын
ତଳୁ ଉଠିଲା ବେଳକୁ ପଶ୍ଚିମକୁ ମୁହଁ କରି ଉଠିଲେ ଭଲ ।
@mbiswajit_7
11 ай бұрын
ଧନ୍ୟବାଦ୍ ଆଜ୍ଞା🙏🙏 ଆମର ଘର କାମ ସରିବା ଉପରେ କିନ୍ତୁ ଆମେ ଘର ଭିତରେ ସିଡି କରିବାର ଯୋଜନା କରିନଥିଲୁ ଏବଂ ଏବେ ଆମେ ଦକ୍ଷିଣ-ପୂର୍ବ ଦିଗରେ ସିଡି କରିବାର ଯୋଜନା କରିଛୁ ଓ ସେଥିପାଇଁ ଜାଗା ମଧ୍ୟ ଛାଡ଼ିଛୁ। ଆମେ ସେଠି ସିଡି ଘର କଲେ ହେବ କି ଆଜ୍ଞା?🙏
@vastusachetanata9394
11 ай бұрын
ଅଗ୍ନିକୋଣ ବୃଦ୍ଧି ଦୋଷ ଲାଗିବ । ଅମିକୋଣର ଅଧିପତି ଗ୍ରହ ଶୁକ୍ର I ଶୁକ୍ର ଯଦି ଜାତକରେ ଅଶୁଭ ଥାନ୍ତି ତେବେ ସିଡ଼ି ହେଲେ ଅଶୁଭଫଳ ମିଳିବାର ସମ୍ଭାବନା ଅଛି ।
@jinurvf8373
3 жыл бұрын
Sir sidhi re kete ti pahachan haba.... Even number or odd
@vastusachetanata9394
3 жыл бұрын
Sidi ra even odd number upare mu gote video karichi KZbin playlists re dekhantu
@rajendramoharana7211
Жыл бұрын
Sir ନମସ୍କାର ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ । "ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।
@vastusachetanata9394
Жыл бұрын
Kounasi asubidha nahi, kintu sidi gharara upari bhaga ku green colour karidebe.
@jayakrushnabarik2844
3 жыл бұрын
Sir ame uter purba konare sidhi ghar kari deichu ama ghare samatanka deha sabu bele kharap rahuchi please sir aar upaya kichi kuhantu🙏🙏
@vastusachetanata9394
3 жыл бұрын
Kounasi uttam vastubitnku daki ghara dekhantu O paramarsha niyantu.
@santoshkumarsingh9965
3 жыл бұрын
Mahasaya, namaskar. Mor sidhi ghar uttar-paschim kanare hoichi.(Bayu Disha). Bartman , tini mahala hoijaichi, bhangiba sambhab nuhan. Ebe janili je eha thik nuhna. Dayakari protikar batantu. Apekhyare rahili. Namaskar.
@vastusachetanata9394
3 жыл бұрын
NW madhya dei sidi jaipariba kintu NW ru.arambha heba uchit nuhe. Tuma sidighara kipari tiari hoichi?
@sujitkumarnayak5041
Ай бұрын
Sir purba mukhi ghare vayukona re sidhi ghara kari heba ki
@vastusachetanata9394
Ай бұрын
ହଁ କରିହେବ, କିନ୍ତୁ ଠିକ୍ ବାୟୁ କୋଣରୁ ସିଡ଼ି ଆରମ୍ଭ ହେବନାହିଁ । ଉତ୍ତରରୁ ଆରମ୍ଭ ହୋଇ ବାୟୁ କୋଣ ଦେଇ ସିଡ଼ି ଯାଇପାରିବ । ଚଢ଼ିଲା ବେଳେ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ଚଢ଼ିବେ ।
@anshumannayak8499
2 жыл бұрын
Sir 🙏 ama ghara sidi bama ku dakhina digaku tun karuchhi kharap na bhala
@vastusachetanata9394
2 жыл бұрын
Sidi keun digare achhi?
@dharitrimohanta7150
7 ай бұрын
ଧନ୍ୟବାଦ୍ ସାର 🙏
@vastusachetanata9394
7 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@bhaktapriyajena4697
11 ай бұрын
Uttara dakhina cidi ghara pratikara kuhantu sir please
@sukadevpangi409
Жыл бұрын
ସାର 🙏ମୋ ଘର ଦକ୍ଷିଣ କୁ ମୁଖ୍ୟ ଦୁହାର ଅଛି l ସିଡିଟି ନଈରୁତ କୋଣରେ ଅଛି l ସିଡ଼ି ଠାରୁ 1ପୁଟ ଦକ୍ଷିଣ କୁ ଛାତ ବଡିଛି ଏତିରେ କୌଣସି ଅସୁବିଧା ଅଛି କି? ଜଣେ ବାସ୍ତୁ ବିତ କହିଲେ ବହୁତ ଅସୁବିଧା ଅଛି l 🙏please reply
@vastusachetanata9394
Жыл бұрын
Semiti kichhi asubidha nahi. Jeun manankara kundalire Rahu kimba Mangal asubha thibe seimane pratikara Kariba uchit. Pratikara pain Brass strip re badhithiba jagaku cut karidiyantu.
@rajeebsahoo1854
3 жыл бұрын
ସାର ଆମର ପଶ୍ଚିମ ମୁଖ ଦ୍ଵାର ସିଡି ଘର ଶୌଚାଳୟ ରୋଷେଇ ଘର କେଉଁଠି ରହିବ
@vastusachetanata9394
3 жыл бұрын
ସିଡି- ଦକ୍ଷିଣ, ରୋଷେଇ- ଅଗ୍ନି କୋଣ ଶୌଚାଳୟ:- ସିଡି ତଳେ କିମ୍ଵା ପୂର୍ବ ଓ ଅଗ୍ନି କୋଣ ମଝିରେ କରିବେ।
@sudhirakumarpradhan6284
3 жыл бұрын
@@vastusachetanata9394 ଗୁରୁଜୀ 🙏ପଶ୍ଚିମ ମୁଖି ଘର ରେ ପାଇଖାନା ଓ ଗାଧୁଆ ଘର କୋଉଠି ହେବ, ପାଇଖାନା ର ଟାଙ୍କି କୋଉଠି ହେଇପାରିବ l ଦୟାକରି କୁହନ୍ତୁ 🙏🙏ଜୟ ଜଗନ୍ନାଥ
@sunandabarik8777
2 жыл бұрын
I am very glad after got this vastu sachtaneta.
@vastusachetanata9394
2 жыл бұрын
Dhanyabad
@lifeislove771
6 ай бұрын
Sir ପୂର୍ବ ମୁଖ ଘରର ବାହାରେ ସିଡି କରି ହେବକି।ଯଦି ହେବ କେମିତି ହେବ କେଉଁ ଦିଗକୁ ମୁଁହ କରି ଉଠିବା।please ଜଣନ୍ତୁ
@girijaprasadpadhi6686
2 жыл бұрын
ଆଜ୍ଞା ମୋର. ପୂର୍ବ ମୂଖା ଘର I ମୁଁ ଅଗ୍ନି କୋଣ ରେ ଶିଢ଼ି କରିଛି Iଉତ୍ତରରୁ ଦକ୍ଷିଣ ଲ୍ୟାଣ୍ଡିଙ୍ଗ ତାପରେ ଦକ୍ଷିଣ ରୁ ଉତ୍ତର ହେଇ ଛତା କୁ ଯିବା I
@girijaprasadpadhi6686
2 жыл бұрын
କିଛି ଅସୁବିଧା ଅଛିକି?
@vastusachetanata9394
2 жыл бұрын
Na.
@girijaprasadpadhi6686
2 жыл бұрын
@@vastusachetanata9394 ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ମୁଁ କୃତଜ୍ଞ
@vastusachetanata9394
2 жыл бұрын
Dhanyabad.
@rajeshkumardas9539
Жыл бұрын
Clock wise or anticlockwise
@srikantarath5868
2 жыл бұрын
Good advice
@vastusachetanata9394
2 жыл бұрын
Dhanyabad.
@santilatabhue8470
3 жыл бұрын
Amar aesanya kona re sidi ghara achhi pratikar Kan karibu... please reply 🙏🙏
@vastusachetanata9394
2 жыл бұрын
Asubidha ba samasya kan heuchi?
@ashupradhan7380
Жыл бұрын
Sir ama ghara vitare uttra digare kanthaku lagi eka anti clock wise sidi achhi. Kan karibi dayakari message debe ki?
@vastusachetanata9394
Жыл бұрын
Uttara digare anticlockwise sidi thick achhi. Kounasi pratikara abasyaka nahi. Sidighara vitara colour sky-blue hele bhala.
@sagarrout7066
Жыл бұрын
Sir Amara Agni konare sidhi ghara hei jaichi pratikar kn kuhantu
@vastusachetanata9394
Жыл бұрын
ସମସ୍ୟା ବା ଅସୁବିଧା ନଥିଲେ କୌଣସି ପ୍ରତିକାର ର ଆବଶ୍ୟକତା ଆବଶ୍ୟକ ନାହିଁ ବରଂ ପ୍ରତିକାର କଲେ ସମସ୍ୟା ଦେଖା ଦେଇପାରେ ।
@sadhunabakishordas7297
2 жыл бұрын
ବାନାର୍ଜୀଙ୍କ ଶାସ୍ତ୍ର କେଉଁ ସ୍ଥାନରେ ମିଳିଥାଏ
@vastusachetanata9394
2 жыл бұрын
Bada bada bahi dokanare dekhantu.
@jitendrakumarsasmal6913
2 жыл бұрын
Namaskar sir , jadi uttara digare sidighara thiba tebe ,sabuj colour sidi ghara ra bahara pate dia haba na bahar,vitara sabu adee.please kuhantu
@vastusachetanata9394
2 жыл бұрын
Bhitara O bahara ubhaya patare.
@narendraherna1737
11 ай бұрын
Thank you sir for this advice
@vastusachetanata9394
11 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@manojkumarsamal.902
11 ай бұрын
ସାର୍, ନମସ୍କାର 🙏🙏 ମୋର ସିଂହ ରାଶି ୧୧/୫ ପୂର୍ବାଫାଲ୍ଗୁନୀ ମୁଁ ମୋର ଘରଟିଏ ପ୍ରତିଷ୍ଠା କରିବା ପାଇଁ ଚାହୁଁଚି ଦ଼ୟାକରି ଶୁଭ ଦିନଟିଏ କହିଲେ ଉପକୃତ ହେବି।
@Nabinkumarkarmi
6 ай бұрын
Chari kantha ku lagi c. D kale kemiti heba sir
@vastusachetanata9394
6 ай бұрын
ଭଲହେବ, କଥା ହେଉଛି ଆପଣ କେଉଁ ଦିଗରୁ ସିଡ଼ିର ପ୍ରଥମ ପାହାଚ ଆରମ୍ଭ କରୁଛନ୍ତି । Clockwise ନAnticlockwise କରୁଛନ୍ତି । ପ୍ରଥମେ କେଉଁ କାନ୍ଥ ଦେଇ ସିଡ଼ି ନେବେ?
@navkumar8330
10 ай бұрын
ନମସ୍କାର ସାର୍ ଆପଣ ଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଚାହୁଁଛି ଦୟାକରି ଠିକଣା ଦେବେ ବୋଲି ଆଶା କରେ।
@vastusachetanata9394
10 ай бұрын
M-9337664861
@ajayakusethi3019
3 жыл бұрын
Thanku sir jay jagannath swami
@vastusachetanata9394
10 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@manasbehera3653
2 жыл бұрын
Nice advises, Jay Jagannath 🙏
@vastusachetanata9394
2 жыл бұрын
Jay jay Jagannath.
@devil.chittaranjan894
2 жыл бұрын
👏👏👏👏👏
@kailashbadatya5004
Жыл бұрын
ସାର ଉତ୍ତର - ପଶ୍ଚିମ ରେ ସିଡ଼ି କରିହେବ
@vastusachetanata9394
Жыл бұрын
Han, uttara-paschima dei sidi jaipariba.
@ipilipurty8064
Жыл бұрын
Ghara bhitare paschima diga kantha re sidi purba muha landing kete subha?
@vastusachetanata9394
Жыл бұрын
Clockwise sidi chaliba, kintu anticlockwise sidi bahut subha.
@deepakadhya
3 жыл бұрын
Sir moro EAST FACING PLOT. KOUTHRRE SIDI KORAGAIPARIBO.
@vastusachetanata9394
3 жыл бұрын
Jagara abasthaku dekhi je kounasi mykhya digare subidha anusare cd kariparibe.
@adweetbehera1615
3 жыл бұрын
ସର୍, ରୋଷେଇ ଘର ଓ ଗାଧୁଆଘରର ଭିଡିଓ କରନ୍ତୁ
@vastusachetanata9394
3 жыл бұрын
Agaku a bisayare video hebara achhi.
26:20
କେତେ ଦୂରରେ ଶୌଚାଳୟ କଲେ ଗୃହକୁ ବିପଦ ପଡିନଥାଏ ? Homeଶାନ୍ତି | Vastu Shastra | Vastu Tips | NandighoshaTV
Nandighosha TV
Рет қаралды 120 М.
12:14
#kitchen room vastu shastra remedies
Jyotish Sudhir
Рет қаралды 8 М.
1:31:22
ВЛОГ ДИАНА В ТУРЦИИ
Lady Diana VLOG
Рет қаралды 1,2 МЛН
0:28
Scary night games with Megan | Megan robot doll scared me #shorts
One More
Рет қаралды 33 МЛН
38:33
ҚАДІР ТҮНІ БЕЛГІЛЕРІ | Нұрлан имам | #қадіртүні
Talim TV online
Рет қаралды 321 М.
0:48
I'VE MADE A CUTE FLYING LOLLIPOP FOR MY KID #SHORTS
A Plus School
Рет қаралды 20 МЛН
11:25
ଆମ ଘରର ସିଡ଼ି ଠିକ୍ ଅଛି କି ଭୁଲ ଅଛି ଆମେ ନିଜେ ନିଜେ କେମିତି ଜାଣିବା#vastu #vastutips #vastushastra
Bastu katha
Рет қаралды 209 М.
21:09
ଏଭଳି ଘର ବିନାଶର କାରଣ .. | Homeଶାନ୍ତି | VastuShastra | VastuTips | NandighoshaTV
Nandighosha TV
Рет қаралды 109 М.
23:42
ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??
VASTU SACHETANATA
Рет қаралды 216 М.
16:35
ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବ ରୁ ଏହି ୧୦ଟି କଥା କୁ ନିଶ୍ଚିତ ଜାଣନ୍ତୁ
VASTU SACHETANATA
Рет қаралды 122 М.
8:01
ବାସ୍ତୁରେ ପୂର୍ବ ପୁରୁଷ ଙ୍କ ଫୋଟୋ || Ancestor's photo in Vastu || InfraVastu || Er Pradeep Kumar|| Bbsr
InfraVastu
Рет қаралды 27 М.
24:55
ଏହି କୋଣରେ ସିଡି ବଢେଇବ ସୁଖ ସମୃଦ୍ଧି ..| Homeଶାନ୍ତି | Vastu | VastuTips | NandighoshaTV
Nandighosha TV
Рет қаралды 120 М.
14:42
ଘରେ ଯଦି ପଇସା ରହୁ ନାହିଁ ତେବେ କରନ୍ତୁ ଏହି ଉପାୟ/ vastu tips/ best motivational video/ ajira rashifal
Guddy motivational life
Рет қаралды 257 М.
9:22
#ତୁଳସୀ_ଗଛ_ଏହି_ଦିନ_ଲଗାଇଲେ_ଦରିଦ୍ରତା_ଦୂର_ହୋଇଥାଏ #ତୁଳସୀଗଛ_କେଉଁ_ଦିନ_ଲଗାଇବେ #ଗୋଟିଏ_ତୁଳସୀଗଛ_ଦୂରକରିବ_ସମସ୍ଯା
Astro Paradise
Рет қаралды 402 М.
8:25
bastu bichar :ସିଡ଼ି ଘରର ବାସ୍ତୁ : stare case bastu : odia bastu tips
ପ୍ରତିକାର Remedie
Рет қаралды 438 М.
13:22
ଶିଢ଼ି ଘର ର ଶୁଭାଶୁଭ | ଏପରି ସ୍ଥାନ ରେ କରନ୍ତୁନାହିଁ ଶିଢ଼ି | Full Vaastu of Staircase direction
Astro Prakash Das
Рет қаралды 166 М.
1:31:22
ВЛОГ ДИАНА В ТУРЦИИ
Lady Diana VLOG
Рет қаралды 1,2 МЛН