ଗାଁ ଲୋକେ ଲୁଟି ନେଲେ ଆଇସ୍ କ୍ରିମ୍ ପେଟି ଓ ଚକୋଲେଟ୍ l Gouranga Nayak Odia Vlogs

  Рет қаралды 52,713

Gouranga Nayak Odia Vlogs

Gouranga Nayak Odia Vlogs

Күн бұрын

Пікірлер: 176
@gobindasahoo3222
@gobindasahoo3222 6 ай бұрын
ଭାଇ ଭିଡିଓ ବହୁତ ବଢିଆ ଲାଗିଲା କିନ୍ତୁ ତା ଠାରୁ ଆହୁରି ବଢ଼ିଆ ଲାଗିଲା ଯୋଉ ଭାଇ ଆଇସକ୍ରିମ ଦେଲେ ଛୋଟ ଛୋଟ ପିଲାଙ୍କୁ ବାଣ୍ଟିବା ମନ୍ କିଣି ନେଇ ଗଲେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
@sejalmishra5227
@sejalmishra5227 6 ай бұрын
ଆରେ ବାଃ ବଢିଆ ମଜା ହେଉଛି ..ପ୍ରକୃତରେ ଭାଇ ଭାଇ ଗାଁ ପରମ୍ପରା ଭାରି ନିଆରା ,।ବହୁତ୍ ବଢିଆ ଲାଗିଲା .. ତା ସହିତ ଆଇସିକ୍ରିମ୍ ଭାଇ ଙ୍କର ପେଟି ଖାଲି ..ପୁରା ବେଢ଼ି ଗଲେ ..😄😄👌🥰
@santoshkumarpradhan4539
@santoshkumarpradhan4539 6 ай бұрын
ଭଜି ଭଜି ତୋ ନାମ ଚକାନୟନ , ମୋର ଯାଉ ଜୀବନ , ପ୍ରଭୁ , ଦିନେ ନ ଦେଖିଲେ ତୋ କଳlବଦନ ମୋର ସରେନା ଦିନ ।।।
@riteshrout1974
@riteshrout1974 6 ай бұрын
Au se swara suniba ku Miliba ni
@satamanyunayak7577
@satamanyunayak7577 6 ай бұрын
ଚକଲେଟ୍ ଫିଙ୍ଗିବା ଓ ଛୋଟ ପିଲାମାନେ ଦୌଡିକି ଯାଇ ଛଡା ଛଡି ହେବା ପରମ୍ପରା ଦେଖିକି ବହୁତ ଭଲ ଲାଗିଲା l ଗାଁ ଗହଳି ର ଏହି ସବୁ ସଂସ୍କୃତି ଓ ପରମ୍ପରା ବଞ୍ଚିରହିଥାଉ l ଜୟ ଜଗନ୍ନାଥ 🙏
@kunaprasad5058
@kunaprasad5058 6 ай бұрын
ଏଗୁଡ଼ିକ ଅଷ୍ଟ ପ୍ରହରୀ ପର ଦିନ ଆମ ଗାଁ ରେ ସବୁବେଳେ ହୁଏ।
@rajeshmohantyindia
@rajeshmohantyindia 6 ай бұрын
କୀର୍ତ୍ତନ ର ଅସଲି ମଜା ନଗର କୀର୍ତ୍ତନ ରେ ଥାଏ... ବଢିଆ ଗୀତ ସାଙ୍ଗକୁ ଚକଲେଟ, ପଇସା, biscuit... ଆଜି ମନେ ପଡୁଛି ନଗର ର ଦଧି ହାଣ୍ଡି ଭଙ୍ଗା, ରଙ୍ଗ ଖେଳ ଆଉ ଗୋପ ଦାଣ୍ଡେ ଧୂଳି ଉଡିଲା ଦେଖ ରାଧା ସଜାଇ ହେଲା ଗୀତ... ଛୋଟ ବେଳ ଏମିତି ବିତିଛି
@ramsankartripathy
@ramsankartripathy 6 ай бұрын
ଏମିତି କେବେ ଦେଖି ନଥିଲି ସମସ୍ତେ ଏଠି ପିଲା ଚକ୍ଲେଟ ଗୋଟାଇବା ରେ ତା ସହ ଝିଅ ମାନେ ଭି ଅଂଶଗ୍ରହଣ କରୁ ଛନ୍ତି ଅତି ସୁନ୍ଦର, କେଉଁ ଜିଲ୍ଲା ର କୋଉ ଗ୍ରାମ ର କି ପରମ୍ପରା ଆଜି ଏଇ ଭିଡିଓ ମାଧ୍ୟମ ରେ ଜାଣି ହେଲା ଜୟ ଜଗନ୍ନାଥ
@artistchiku1153
@artistchiku1153 6 ай бұрын
ଭାଇ ହରେ କୃଷ୍ଣ 🙏🙌🙏 ଆପଣଙ୍କର ଯେଉଁ କୀର୍ତ୍ତନିଆ ଟିମ୍ ଆପଣଙ୍କ ର କୀର୍ତ୍ତନ କରୁଛନ୍ତି ଆମର ଗ୍ରାମ ଅଷ୍ଟମପ୍ରହର ରେ ମଧ୍ୟ ସେ ଆସି କୀର୍ତ୍ତନ କରନ୍ତି ଆମର ମଧ୍ୟ ଭାଇ ଚକୋଲେଟ୍ ଓ ବିସ୍କୁଟ୍ ପକାଇବା ର ପରମ୍ପରା ଅଛି ହରେ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🙏🙏🙏🙏🙏🙏
@muralidhardash-o3e
@muralidhardash-o3e 6 ай бұрын
ଗୌରାଙ୍ଗ sir, ଆମ ଗାଁ ରେ ଆଜି ନାମ୍ ସଙ୍କୀର୍ତନ ବଢୁଚି, ହରେ ରାମ ହରେ ରାମ ରାମ ରାମ ହରେ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ନ ହରେ ହରେ
@pradipkumarswain6590
@pradipkumarswain6590 6 ай бұрын
ଜୟ ପ୍ରଭୁ ଚୈତନ୍ୟ ଗୋସାଇଁ, ଆଜ୍ଞା ଯେଉଁ ଭଜନ ଟି ପରିବେଷିଣ କଲେ, ବୋହୁତ ଭଲ ଲାଗିଲା, ତା ସହିତ, ଚକଲେଟ,କରୁକୁରି, ଆଇସିକ୍ରିମ,‌ ସର୍ବତ, ଓ ଅନାନ୍ୟ ସବୁ, ଭଲ ହୋଇଛି, ଜୟ ଜଗନ୍ନାଥ 🙏🙏
@Amiyabalafamilyvlogs
@Amiyabalafamilyvlogs 6 ай бұрын
ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର video ମନକୁ ମୁଗ୍ଧ କରିନଉଛି ଏହି ସବୁ video ସବୁ ଜାଗାରେ ଦେଖିବାକୁ ମିଳୁନାହିଁ video ଟି ଦେଖେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ
@minatirout7523
@minatirout7523 6 ай бұрын
Sir ଆମ ରାଜନଗର ରେ ମଧ୍ୟଏମିତି ଚକଲେଟ ପକାହୁଏ ହୁଏ 👍👍👍
@manugaming6110
@manugaming6110 6 ай бұрын
Tamar khali hua au kahara paka huani chocolate
@laxminarayanbehera4336
@laxminarayanbehera4336 6 ай бұрын
😄😄😄​@@manugaming6110
@biswajeet3603
@biswajeet3603 6 ай бұрын
Ama pattamundai re bhi pade
@SangitaMamuni-x5y
@SangitaMamuni-x5y 6 ай бұрын
Rajnagar kau gann re ghara apankara
@minatirout7523
@minatirout7523 6 ай бұрын
@@SangitaMamuni-x5y ମୁଁ କହିଲେ ଆପଣ ଜାଣିପାରିବେ
@soumenmandal3417
@soumenmandal3417 6 ай бұрын
ଗାଁ ହେଉ ଅବା ସହର ବିଶ୍ଵ ନିୟନ୍ତା ଙ୍କ ନାମ ସଙ୍କୀର୍ତ୍ତନ ଟିକେ ହେଲେ ଏକ ଶୁଦ୍ଧ ପବିତ୍ର ପରିବେଶ ସୃଷ୍ଟି ହୁଏ । ଏହି ଭଳି ପ୍ରତ୍ୟେକ ଅଞ୍ଚଳ ରେ ଲୋକ ମାନଙ୍କ ଦ୍ବାରା ଏହିଭଳି କାର୍ଯକ୍ରମ ର ଆୟୋଜନ କରାଗଲେ ପରସ୍ପର ମଧ୍ୟରେ ଭାଇଚାରା ବଢିବା ସହିତ ପ୍ରଭୁ ଙ୍କ କୃପା ପ୍ରାପ୍ତ ହେବା । ହରେ କୃଷ୍ଣ 🪔🙏🏻
@Gouranganayakodiavlogs
@Gouranganayakodiavlogs 6 ай бұрын
Jay Jagannath
@baburajnahakbaburajnahak8425
@baburajnahakbaburajnahak8425 6 ай бұрын
ରାଧେ ରାଧେ କୃଷ୍ଣ ମା ଲକ୍ଷ୍ମୀ ନାରାୟଣ ହନୁମାନ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ମା ଆଦିଯୋଗୋମାୟା ଭରଷା ଅନାଥର ନାଥ 😅❤
@sangrammalik1155
@sangrammalik1155 6 ай бұрын
ଆମ ଭଦ୍ରକ ରେ ମଧ୍ୟ ଏଭଳି ପରମ୍ପରା ରହିଛି ❤
@Debasish-0007
@Debasish-0007 6 ай бұрын
ଭାଇ chocolate ପରମ୍ପରା ସବୁ ଆଡେ ଅଛି ମୋ ଘର ଆଳୀ, କଳସ୍ପୂର୍ ଆମ ଆଡେ ବି ହୁଏ ❤
@learningrace2066
@learningrace2066 6 ай бұрын
Chocolate parampara Anya jagare vi achi...nice video
@Cheecy_chic
@Cheecy_chic 6 ай бұрын
ଭଲ ଆଉ vlogs ସହିତ ପିଲାଙ୍କ ପାଇଁ collection କରି ଦେଇଛ 😅
@kirtansarathi3083
@kirtansarathi3083 6 ай бұрын
ଜୟ ଜଗନ୍ନାଥ....ଆପଣଙ୍କ ଭିଡିଓ ଦେଖିବା ପାଇଁ ବହୁତ ଭଲ ଲାଗେ
@Panka-459
@Panka-459 6 ай бұрын
12.00 gauranga bhai best cameraman😅😅
@narayantripathynarayantrip2865
@narayantripathynarayantrip2865 6 ай бұрын
Beautiful Nagar kirtan palana Jay Jagannath Swami nayana Patha gami bhaba tume God bless you
@debasishsahoo4214
@debasishsahoo4214 6 ай бұрын
ଆମ ଗାଁ ରେ ଏମିତି ହୁଏ।। ବହୁତ୍ ମଜା ଲାଗେ ସେ ସମୟ
@ଫୁଲମତି
@ଫୁଲମତି 6 ай бұрын
ଗୌରାଙ୍ଗ ସାର୍ No 1 blogger 👍
@sujatamohanty6713
@sujatamohanty6713 6 ай бұрын
ଜୟ ଜଗନ୍ନାଥ ବହୁତ୍ ବଢିଆ ଅତି ସୁନ୍ଦର video
@PradeepkumarMohanty-gk7ss
@PradeepkumarMohanty-gk7ss 6 ай бұрын
ଭାଇ ଆମ ଏରିଆ ରେ ବି ଏମିତି tradition ଅଛି ❤
@moharanasaroj6671
@moharanasaroj6671 6 ай бұрын
ବହୁତ ସୁନ୍ଦର ଆଜିର ଅଧ୍ୟାୟଃ 😊😊 ଜୟ ଜଗନ୍ନାଥ 🙏💐
@P.-Malay
@P.-Malay 6 ай бұрын
ବହୁତ ବହୁତ ଆନନ୍ଦ ଭାଇ ହରିବୋଲ 🙏
@Sonu-mohapatra
@Sonu-mohapatra 6 ай бұрын
କାଜଲ ସବୁଠୁ ଅଧିକା ଚକଲେଟ ଆଉ ପେପ୍ସି ପାଇଛି ତାକୁ କୁହ ମୋ ପାଇଁ କିଛି ପଠାଉ 🤣😂
@smurtisikhaswain6295
@smurtisikhaswain6295 6 ай бұрын
Beautiful Video, Very Nice🙏👍❤️❤️Good Night
@manassahu2175
@manassahu2175 6 ай бұрын
ଚକୋଲେଟ ପରମ୍ପରା ଆମ ବାଲେଶ୍ୱର ଜିଲ୍ଲା ସୋର ରେ ବି ଅଛି😊ଆଉ ରାଧେ ରାଧା ଗୋବିନ୍ଦ ଜୟ କୀର୍ତ୍ତନ ଟି ଆମର ଏଠି କୀର୍ତ୍ତନ ମଣ୍ଡଳୀ ବି ଗାଆନ୍ତି❤
@M.Bhoi3087
@M.Bhoi3087 6 ай бұрын
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ ସମ୍ବଲପୁର ରେଙ୍ଗାଲି ଶ୍ରୀ ରାଧେ
@geetanjaliacharya6079
@geetanjaliacharya6079 6 ай бұрын
Very beautiful village festival programme 🙏 God bless you to your family bhai 🙏 And all 🙏
@sumantshoo8524
@sumantshoo8524 6 ай бұрын
ଜୟ ଜଗନ୍ନାଥ ଭାଇ 🙏🏽🙏🏽
@abhisekswain1011
@abhisekswain1011 6 ай бұрын
It's a nostalgic. This video gives me a flashback of memories. In my childhood times I used to go for Nagarkirtan with my friends. We rushed altogether for collecting chocolates. In some instances I was injured while collecting chocolates 😅😅. My village is also in kendrapara district, Derabish block
@sanatanbehera7768
@sanatanbehera7768 6 ай бұрын
Bhai Jai Jagannath Bhai bahut bhala lagila ajira Blog ti mo pila Dina Katha Mane padi jauchi. Bahut khushi laguchi Bhai.. thank you bro
@jagabandhubehera1885
@jagabandhubehera1885 6 ай бұрын
Bhaja nitai gaura radhe shyam japa hare Krishna hare rama👏👏
@krushnapriya55437
@krushnapriya55437 6 ай бұрын
Sir 🙏. Video bhut bhala heichi
@lifeismiracle9678
@lifeismiracle9678 6 ай бұрын
Really it's a beautiful culture......stay blessed every one.
@susantabehera2902
@susantabehera2902 6 ай бұрын
Jay jagannath. Sir apankar ajira video very nice thila. Apankar grama re puruna culture ku jivita Kari rakhi chanti bahut bada Katha.
@Tanveerbisoi
@Tanveerbisoi 6 ай бұрын
Jay Jagannath ❤️ sir ❤ love from koraput ❤
@DeepakranjanSahoo-dp2ee
@DeepakranjanSahoo-dp2ee 6 ай бұрын
Jai jagannath gaorang babu, ajira blogsre pilamane bahut khusi thile icecream au chocolate khai khusi heuchhanti.aji majara dina.hare krushna hate ram.
@SucharitaDas-kr9bz
@SucharitaDas-kr9bz 6 ай бұрын
ସାର୍ ଆମ ଜଗତସିଂହପୁର ପଟରେ ବି ନଗର କିରତନ ଦିନ ଚକୋଲେଟ, ବିସ୍କୁଟ ପକାଯାଏ,ଏଇଟା ଅତି ଆନନ୍ଦର ଦିନ,
@Degreeclass_odisha
@Degreeclass_odisha 6 ай бұрын
ରାଧେ ରାଧେ ❤
@Allhiddenknoladge
@Allhiddenknoladge 6 ай бұрын
Radha Krishna Nanda josoda kas se Sundar dina feri asanta ama dharma mahan
@bibekrout5973
@bibekrout5973 6 ай бұрын
Ama gaonre sir achi bohut choklet pade
@bijaysamal9024
@bijaysamal9024 6 ай бұрын
Very nice video, Jai jagannath
@DebidattaMohanty-fh4pr
@DebidattaMohanty-fh4pr 6 ай бұрын
ଭାଇ ଏତେବଡ଼ ଭଲ କାମରେ ଵୁଧୀଆ ଭାଇ କୁଆଡେ ଗଲେ ତାଙ୍କର କଣ ହେଇଛି ଜଲଦି କିଛି ଅସୁବିଧା ହୋଉଛି ଗୋଟିଏ ତାଙ୍କ ପାଇଁ ହରିବୋଲ ପକାଇବେହୁଳହୁଳି ଶବ୍ଦରେ ପ୍ରକମ୍ପିତ (ସବୁବେଳେ ମନେରଖନ୍ତୁ old is gold)ଜୟ ଜଗନ୍ନାଥ ନାନପୁର ଵାଲିଚନ୍ଦ୍ରପୂର୍(debidatta mohanty)
@anirudhaghadai2171
@anirudhaghadai2171 6 ай бұрын
ଜୟ ଜଗନ୍ନାଥ 🙏
@manaspatra279
@manaspatra279 6 ай бұрын
Bahut ❤❤❤❤sundar
@DebarajBisoyi-gm6lj
@DebarajBisoyi-gm6lj 6 ай бұрын
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ ରାଧେ ରାଧେ 🙏🙏😍❤️💖🧡💛🥰
@sarojinipatra3945
@sarojinipatra3945 6 ай бұрын
Jay shree jagannath 🙏🙏
@suvendukumarpradhan6517
@suvendukumarpradhan6517 6 ай бұрын
ଭାଇ, ଝିଅର ଦାନ୍ତ ସବୁ ପୋକଡା ହେଇଯାଇଛି, ତାର ଟିକେ ଯତନ କରନ୍ତୁ କାହିଁକି ନା ଲିଟଲ ମୋର ସବୁଠୁ ପ୍ରିୟ ।😊😊😊😊😊😊😊😊😊
@saneedhyajibandash9628
@saneedhyajibandash9628 6 ай бұрын
Bahut bhala video..gouranga sir
@ajitbahira4949
@ajitbahira4949 6 ай бұрын
Excellent Picture 🖼️🖼️🖼️...
@gnyanendrasamal223
@gnyanendrasamal223 6 ай бұрын
Gouranga bhai great
@BijyalaxmiMohanty-yf5ql
@BijyalaxmiMohanty-yf5ql 6 ай бұрын
Vlogti bahut Vala lagila.pravu adana samastanksara mangalakarantu.
@manojnayak9804
@manojnayak9804 6 ай бұрын
Vala lage tumara gaon parampara . Prabhu kripa var pur tuma upare. Jay jagganath
@kunaldiptibiswal3421
@kunaldiptibiswal3421 6 ай бұрын
Vari majaa laguchi dekhibaku
@debashisray8693
@debashisray8693 6 ай бұрын
Ati sunder o mahan ama ei sanskruti o parampara...Apanamane ehaku jibanta kari rakhiparichhanti..jete prasansha kale kam haba...ati sunder vlog
@Gouranganayakodiavlogs
@Gouranganayakodiavlogs 6 ай бұрын
Jay Jagannath
@bibekrout5973
@bibekrout5973 6 ай бұрын
Sir ama gaonre pratek gharu 500 tanka lekhae dianti
@biswambarnayak361
@biswambarnayak361 6 ай бұрын
Jay Shree Jagannath 👏🙌
@slipu5597
@slipu5597 6 ай бұрын
Jay jagannath sir gaon re ahi parampara bahut bhala au khusi lage anya gaon re dekhibaku miluni
@Dk4293
@Dk4293 6 ай бұрын
ଶୁଭ ସନ୍ଧ୍ୟା sir I
@rebelrubul6451
@rebelrubul6451 6 ай бұрын
Bhai a sabu bahut maja lage am gna re 24 prhari ra last dina nagar parikrama re amiti gna re pila nku dianti babut maja lage buliba ku pada tati jauthiba maja lge
@Amaresh690
@Amaresh690 6 ай бұрын
Ama Jagatsinghpur re bi Amiti hue
@pritiranjansethi5493
@pritiranjansethi5493 6 ай бұрын
Radhe krishna
@bamanchandra7788
@bamanchandra7788 6 ай бұрын
Very nice vlog jai shree krishna
@rocksiba6427
@rocksiba6427 6 ай бұрын
Jay jaganath gouranga Bhai super
@subashrout6328
@subashrout6328 6 ай бұрын
Avoid plastic glass. Jai jagannath. JaiRadha Gobindraam. ❤❤❤❤❤❤❤❤❤❤❤❤❤❤
@mquotesgouranga9802
@mquotesgouranga9802 6 ай бұрын
Bhala se video Edit karantu
@shantilatajena7122
@shantilatajena7122 6 ай бұрын
Nice episode gournga Babu
@nageswarraobaga3140
@nageswarraobaga3140 6 ай бұрын
Nice Bhai enjoy 🎉
@ajitmana9531
@ajitmana9531 6 ай бұрын
Bahuta Sundar laguchi Radhe Radhe
@sahil6959
@sahil6959 6 ай бұрын
Jay jaganath 🙏❤❤🙏
@dugulutulia7750
@dugulutulia7750 6 ай бұрын
Bahut bahut sundar
@ranjanpradhan3446
@ranjanpradhan3446 6 ай бұрын
ଜୟ ଜଗନ୍ନାଥ ସାର 🙏🙏🙏🙏🙏❤️❤️❤️❤️
@rasmiranjanmohanty5272
@rasmiranjanmohanty5272 6 ай бұрын
Jay jagannath sir 🙏
@pravatmohapatra9889
@pravatmohapatra9889 6 ай бұрын
Radhe Radhe
@GorachandSamal
@GorachandSamal 6 ай бұрын
Jay jagannath happy nagara kritan
@SleepyArcade-eu2ly
@SleepyArcade-eu2ly 6 ай бұрын
Jai Jagannath gauranga ji bahut badhiya hai panjab sey apke har program dekh kar mujhe Khushi hai ki AP mere gaon ki bandha kat ra kuchh video banao God bless bahut AP aagey jaoge 🙋🏽👍🏼👍👍👍🖐️🖐️
@Gouranganayakodiavlogs
@Gouranganayakodiavlogs 6 ай бұрын
Jay Jagannath
@SleepyArcade-eu2ly
@SleepyArcade-eu2ly 6 ай бұрын
Thank you love you Bachpan ki yaadein apney tazakardia purani baat hai kuchh or thi abhi osab dekhne ko logaku nahi milta aisey hi program dekhti rahi ho thank you 👍🙋🏽🖐️🖐️
@leninpradhan9219
@leninpradhan9219 6 ай бұрын
Jai Jagannath 🙏
@MANOJKUMARGHADEI-qq6mz
@MANOJKUMARGHADEI-qq6mz 6 ай бұрын
ରାଧେ ରାଧେ ❤❤❤
@skumardalbehera917
@skumardalbehera917 6 ай бұрын
Jay shree Jagannath bhai
@SabitriAcharya-k1y
@SabitriAcharya-k1y 6 ай бұрын
Jay jagannath Bhai namaskar God bless you ❤❤❤❤❤❤❤
@jdnayak3792
@jdnayak3792 6 ай бұрын
Chocolate ama gann re bi pade😂🎉
@kunaprasad5058
@kunaprasad5058 6 ай бұрын
ବଙ୍ଗୀୟ ପରମ୍ପରା ଓ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ଧାରା ର ଅଂଶ ବିଶେଷ ହେଉଛି ନାମ ଯଜ୍ଞ। ତେଣୁ ବଙ୍ଗ ପ୍ରଦେଶ ରେ ହେଉଥିବା ପ୍ରତ୍ୟେକ ନାମ ଯଜ୍ଞ ପଦ୍ଧତି ର ପାଳନ ଓଡ଼ିଶା ରେ କରାଯାଏ। ଗୌର ହରି ନଗର ଭ୍ରମଣ ରେ ଗଲେ ଲୋକେ ଖୁସି ରେ ମିଠା ବାଣ୍ଟନ୍ତି।
@basudebasamantaray3413
@basudebasamantaray3413 6 ай бұрын
ଜୟ ଜଗନ୍ନାଥ ସାର
@adikandaroutodiachannel609
@adikandaroutodiachannel609 6 ай бұрын
Jay jaganntha sir 🙏🙏
@rajeshnayak2695
@rajeshnayak2695 6 ай бұрын
Gobinda bhai ❌ kachaa badam✅
@Rakesh48486
@Rakesh48486 6 ай бұрын
Wonderful vlog bhai
@debasishsahoo4214
@debasishsahoo4214 6 ай бұрын
ଯାଜପୁର, ପାଣିକୋଇଲି
@gopalbhanja6991
@gopalbhanja6991 6 ай бұрын
Jai Jagannatg❤🎉❤
@niranjanpatra254
@niranjanpatra254 6 ай бұрын
Jay jagannath 🙏🙏🙏 Jay jagannath
@cricketstudio5125
@cricketstudio5125 6 ай бұрын
ଆମ ସାଲେପୁର ରେ ବି ଚକୋଲେଟ ପକା ହୁଏ
@smrutiranjanmohapatra6988
@smrutiranjanmohapatra6988 6 ай бұрын
Jay Jagannath sir ❤️🙏
@riteshrout1974
@riteshrout1974 6 ай бұрын
Jay shree Krishna sir subha Sandhya
@jasimenebachan9807
@jasimenebachan9807 6 ай бұрын
Jay jagannath 🙏🙏🙏🙏🙏bhai❤❤❤❤❤
@pknayak6921
@pknayak6921 6 ай бұрын
ଆପଣ ଙ୍କ ଭିଡିଓ ସବୁ ହୃଦୟ ଷ୍ଫଶ୍ରୀ
@soumyabehera2066
@soumyabehera2066 6 ай бұрын
Jai jagannath Bhai
@pabitrasenapati5732
@pabitrasenapati5732 6 ай бұрын
Bahut sundar ❤❤❤❤❤
@balaramrout8380
@balaramrout8380 6 ай бұрын
Jay jagannath sir
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН
бабл ти гель для душа // Eva mash
01:00
EVA mash
Рет қаралды 8 МЛН
When u fight over the armrest
00:41
Adam W
Рет қаралды 23 МЛН
I Turned My Mom into Anxiety Mode! 😆💥 #prank #familyfun #funny
00:32
ସହରରେ ଝିଅ ଦେଖା ଭୋଜି 😋 l Gouranga Nayak Odia Vlogs
17:02
ଗାଁ ରାତି ଡ୍ୟୁଟିରେ ନଟ l Gouranga Nayak Odia Vlogs
15:34
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН