ଗୁରୁବାର ଦିନ ଭାଗବତ ପଢନ୍ତି ନାହିଁ କାହିଁକି?Gurubara Dina Bhagabat Padhanti Nahi Kahiki

  Рет қаралды 965,325

PRANAM ODIA TV

PRANAM ODIA TV

Күн бұрын

✽II Devotional Odia Kuni Prabachana II✽
✽II On Pranam Odia TV
Welcome to Pranam Odia ✽II Devotional Odia Kuni Prabachana II✽
✽II On Pranam Odia TV
Welcome to Pranam Odia TV Channel, your search ends here for Odia Devotional & culture based entertainment content like Odia Prabachan,Odia Bhajan, Odia Purana,Odia Gitinatya,Odia Pala,Odia Daskathia,Oddisi,Champu,Chhanda,Ghoda Nacha.Please encourage our team for development of this youtube channel. Bless us. Like,share & Subscribe Now. Thank you
#pranam odia tv #
#kuni prabachaka
#dutikrushna
#kaliyuga
#HANUMAN KEUN PRAKAR BHAKTA
#KESABADAS
DWITIKRUSHNA
#Agya Malare Kan Kan Thae
#pranam odia tv #
#kuni prabachaka
#dutikrushna
#kaliyuga
#HANUMAN KEUN PRAKAR BHAKTA
#KESABADAS
DWITIKRUSHNA
#Gurubara Dina Bhagabat Padhanti Nahi Kahiki

Пікірлер: 755
@tejaswinikar6220
@tejaswinikar6220 Жыл бұрын
ଗୋଟେ କଥା ପଚାରିବି ଯଦି କେହି ଜାଣିଥିବେ କହିବେ ମଣିଷ ର ମୁତ୍କ୍ତି ପାଇଁ ଭାଗବତ ପଠନ ଆଉ ଶ୍ରାବଣ କରିବା କିନ୍ତୁ ପଶୁ ପକ୍ଷୀ ଜୀବ ଜଗତ କୁ ଏଇ ମଣିଷ କେବଳ ରୁ କିପରି ମୁତ୍କି ମିଳିବ । ତାହା ଟିକେ କହିବେ
@Mokshya_Dhara
@Mokshya_Dhara Жыл бұрын
ସବୁ କର୍ମ ର ଫଳ 🙏ସେ ବି ଆଗ ଜନ୍ମ ରେ କାହାକୁ ହଇରାଣ ଓ ମାରି ଥିବେ 🙏
@PRIYAPAIKARAY
@PRIYAPAIKARAY 6 ай бұрын
mukti kebala prabhunka bhakti bhaba katha re au niswarthapara karma kariba dwara
@SilipravapradhanSilipravapradh
@SilipravapradhanSilipravapradh 5 ай бұрын
Bhagavata ku anusarana Kari jiba hatya na kale
@sumankumarrout8513
@sumankumarrout8513 5 ай бұрын
Suna bh bhala karma kale tume punachha janma naba nichhaya au janma Mane kasta bhagaban manisa janma deithanti kn jua kheliba ku na chhori karibaku so karma jagata re karma madhyama re ame amaku nichha Joni ru uchha Joni ku neipariba hele mukti ra artha atma Saha param atma ra Milan jauta kebala hin kebal Prabhunka nama rasare hni heba jauta "hare Krishna hare Krishna Krishna Krishna hare hare hare rama hare rama rama hare hare " atika ku anabarata japa kale Tamara karma jagatara papa dhire dhire punya re parinata haba kebala ta nuhne manisa jagatare nijara karma bidhan ru tamaku mukti miliba jauta ku atama Saha paramatma ra Milan kuha jai .Jay jagannath
@rohanswain4429
@rohanswain4429 5 ай бұрын
​@@Mokshya_Dharaxx
@rabindranathpatra431
@rabindranathpatra431 Жыл бұрын
ଭକ୍ତବତ୍ସଳ ବାସୁଦେବ ଏ କୁନି ଭକ୍ତପ୍ରବଙ୍କୁ ଅଶେଷ ଆଶିଷ ପ୍ରଦାନ କରନ୍ତୁ । ଜୟ ଶ୍ରୀକୃଷ୍ଣ
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@sushamapanda863
@sushamapanda863 Жыл бұрын
Omm namah bhagabate vasudevaya ❤❤❤🎉
@sushamapanda863
@sushamapanda863 Жыл бұрын
Very nice 👍❤ god bless you beta
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ ଧନ୍ୟବାଦ
@arunkumarmishra9212
@arunkumarmishra9212 Жыл бұрын
ଭଗବାନ ଆଶୀର୍ବାଦ କରନ୍ତୁ, ଏଭଳି ଜ୍ଞାନର ଅଧିକାରୀ କୋଟିଏ ରୁ ଗୋଟିଏ ଅଛନ୍ତି
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@narayandalai9799
@narayandalai9799 Жыл бұрын
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@sukantadash3545
@sukantadash3545 Жыл бұрын
ଆପଣ ବରଗଡ଼ ସମୟେ ଦେଇ ପାରିବେ କି?
@rajalaxmimohapatra5995
@rajalaxmimohapatra5995 Жыл бұрын
ଶ୍ରୀ କୃଷ୍ଣ ଙ୍କର ଜୟ ହେଉ🙏❤️🙏
@gourabacharya3569
@gourabacharya3569 Жыл бұрын
ହେ ପ୍ରଭୁ ଆପଣ ଙ୍କ ଏ କୁନି ଭକ୍ତ ଙ୍କୁ କୋଟି ପ୍ରଣାମ 🙏🙏🙏🙏
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@namita-creation
@namita-creation Жыл бұрын
Jay Jagannath 🙏🙏 a Prabhu kuni ପୁଅଙ୍କୁ କୋଟି ପ୍ରଣାମ🙏🙏🙏
@laxmipriyamohapatra1270
@laxmipriyamohapatra1270 Жыл бұрын
କେତେ ସୁମଧୁର ସ୍ୱର 🙏🏻କେତେ ସୁନ୍ଦର କଥା 🙏🏻ଜୟଗୁରୁ 🙏🏻🌺♥️🌺🙏🏻ରାଧେକ୍ରୀଷ୍ଣା 🙏🏻🌺♥️🌺🙏🏻
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@pranamodiatv2639
@pranamodiatv2639 4 ай бұрын
Sri Radhe krishna
@PrajaSenapati
@PrajaSenapati 4 ай бұрын
Jay jagannath❤
@rashmikalamohanty3220
@rashmikalamohanty3220 Жыл бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ ବହୁତ ଆଗକୁ ଯାଅ ଜୟ ଜଗନ୍ନାଥ
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@kaminibhanja2057
@kaminibhanja2057 2 ай бұрын
Gurujinka saha kemiti contact kariheba .
@anandarana9731
@anandarana9731 Жыл бұрын
ଗୁରୁବାର ଦିନ ରାମାୟଣ ନାଟକ ମଧ୍ୟ କ'ଣ ପାଇଁ ହୋଇନଥାଏ। ମୁଁ ଜାଣିପାରେ କି?
@sukantadash3545
@sukantadash3545 Жыл бұрын
ଆପଣଂକ ଫୋନ ନଂବର କେତେ
@brajamohanpatra3279
@brajamohanpatra3279 Жыл бұрын
ଆମ programme କରିବା ପାଇଁ, କଣ process ଅଛି
@basantamanjarisahoo6673
@basantamanjarisahoo6673 Жыл бұрын
ଶ୍ରୀ ଜଗନ୍ନାଥଙ୍କର ଜୟ ହେଉ 💐🙏🏻💐🙏💐🙏🏾💐 କିଶୋର ବାବାଙ୍କର ଭାଗବତ ପାଠ ଓ ଆଲୋଚନା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ🙏🏻🙏🏻।
@satchidanandapradhan4968
@satchidanandapradhan4968 Жыл бұрын
Beautiful description at a tender age,babanku pranam
@MoSanskriti
@MoSanskriti 10 ай бұрын
youtube.com/@MoSanskriti?si=Jt6tMAuapEIF-Pw3
@krishnacreation5285
@krishnacreation5285 Жыл бұрын
ବହୁତ ଭଲ ଲାଗେ କୁନି ପ୍ରବଚକ ଙ୍କ ପ୍ରବଚନ 🙏🏼🙏🏼🙏🏼ଈଶ୍ୱର ତୁମର ମଂଗଳ କରନ୍ତୁ ସଦା ସୁଖୀ ହୁଅ
@pranamodiatv2639
@pranamodiatv2639 Жыл бұрын
ଆପଣଙ୍କୁ ସାଧୁବାଦ୍
@dhaneswardas548
@dhaneswardas548 Жыл бұрын
ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଏ କୁନି ପ୍ରବଚକ ଙ୍କୁ ମୋର ଭକ୍ତି ଭରା ନମସ୍କାର... ପ୍ରଭୁ ଜଗନ୍ନାଥ ତାଙ୍କର ମନ ସ୍କାମନା ପୂର୍ଣ୍ଣ କରନ୍ତୁ...
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@sonubarad6523
@sonubarad6523 Жыл бұрын
Jay jagannath Swami
@sandhyaranibhoi3598
@sandhyaranibhoi3598 Жыл бұрын
ଜୟ ଜଗନ୍ନାଥ
@satishsatya6661
@satishsatya6661 Жыл бұрын
ଧନ୍ୟବାଦ ଆପଣଙ୍କ ପିତା ମାତା ଙ୍କୁ କୋଟି ଦଣ୍ଡବତ 🙏🙏🙏🙏💞💞💞💞🌹🌹🌹🌹ଏ ଅଧମ ଦାସ ଜଣାଉଛୁ
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@9768523336
@9768523336 Жыл бұрын
👏
@Sristi-the_creater
@Sristi-the_creater 7 ай бұрын
ମୁଁ ତ ଜାଣିନି ଏତେ କଥା, ଗୁରୁବାର ଦିନ ହିଁ ଭାଗବତ ମହାପୁରାଣ ର ଗୋଟିଏ ଗୋଟିଏ ଅଧ୍ୟାୟ ପଢେ l
@pranamodiatv2639
@pranamodiatv2639 7 ай бұрын
Jay jagannath
@dillipkumarbehera8078
@dillipkumarbehera8078 Жыл бұрын
56କୋଟି ଜୀବଜନ୍ତୁ ସୃଷ୍ଟି କଲେ.
@khulanapradhan387
@khulanapradhan387 Жыл бұрын
ଆମିଷ ଖାଇଲେ ଭାଗବତ ପଢିବ କି
@Mokshya_Dhara
@Mokshya_Dhara Жыл бұрын
ଏ ପୂର୍ବ ଜନ୍ମର ଫଳ 🙏ଯେଉଁଠୁ ହରି ନାମ ଶେଷ କରି ଛାଡ଼ି ଥିଲେ ଏ ଜନ୍ମରେ ସେଇଠୁ ଆରମ୍ଭ କରୁଛନ୍ତି 👍ଜୟ ଜଗନ୍ନାଥ
@dipakrishna4939
@dipakrishna4939 Жыл бұрын
Right 👍
@urmibalapani
@urmibalapani Жыл бұрын
L
@akshayakumarrout564
@akshayakumarrout564 Жыл бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@binapanimallik4628
@binapanimallik4628 Жыл бұрын
💯 right
@AjayPani-du4xr
@AjayPani-du4xr 10 ай бұрын
​@@dipakrishna4939🎉i 😢😂😂😂😂🎉🎉😂😂🎉😢😅😢😢b Dr,
@PujaSingh-qc8te
@PujaSingh-qc8te Жыл бұрын
Radhe Radhe ❤ guru ji ❤🇮🇳🙏🚩 very very Nice ❤❤️❤️❤️❤️❤️❤️❤️❤️❤️💯💯💯💯💯💯💯💯❤️🇮🇳🚩🙏 Live 🙏🚩
@narayandalai9799
@narayandalai9799 Жыл бұрын
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@A.Dlifestyle536
@A.Dlifestyle536 Жыл бұрын
ଛପନ କୋଟି ଜୀଵ।
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@henaranibehera4658
@henaranibehera4658 Жыл бұрын
ଧନ୍ୟ ତୁମ ବାପା ମାଆ ଙ୍କୁ ❤❤❤
@sunandamishra7534
@sunandamishra7534 Жыл бұрын
🙏🙏🙏
@kanakapravarout
@kanakapravarout Жыл бұрын
@@sunandamishra7534 by
@ritaraniswain9078
@ritaraniswain9078 6 ай бұрын
​@@sunandamishra7534000000
@narayandalai9799
@narayandalai9799 Жыл бұрын
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଓ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@SubashPalai-u2x
@SubashPalai-u2x Жыл бұрын
ଗୁରୁଦେବଙ୍କ ସହିତ ଜୋଗାଜୋଗହେବାର ମାର୍ଗ ଜଣାନ୍ତୁ ଜୟ ଜଗନାଥ
@khusirajalaxmidiptiexpress5041
@khusirajalaxmidiptiexpress5041 Жыл бұрын
🙌ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 👏
@sudarsannayak5565
@sudarsannayak5565 Жыл бұрын
ଜଳଜା ନଵଲକ୍ଷାଣି ସ୍ଥାବରା ଲକ୍ଷବିଂଶତି | କୃମୟୋ ରୂଦ୍ରସଂଖ୍ୟକ ପକ୍ଷିଣାଂ ଦଶଲକ୍ଷକଂ | ତ୍ରିଂଶତ୍ ଲକ୍ଷାଧିକ ପଶଵଃ ଚତୁର୍ଲକ୍ଷାଣି ମାନବାଃ || ( ପଦ୍ମପୁରାଣ ରେ ଏହି ଶ୍ଳୋକ ବର୍ଣ୍ଣନା ଅଛି ମାନବ ନା କି ବାନର) ବ୍ରହ୍ମାଙ୍କର ପୁତ୍ର ମନୁ ମହାରାଜାଙ୍କ ଠାରୁ ମନୁଷ୍ୟ ର ଜନ୍ମ , କ୍ଷମା କରିବେ 🙏
@sudarsannayak5565
@sudarsannayak5565 Жыл бұрын
ତ୍ରିଂଶତ୍ ଲକ୍ଷାଣି ପଶଵଃ
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@jn4339
@jn4339 2 ай бұрын
ତୋର କଣ ନିଜସ୍ବ ଗୁଣ ଅଛି
@shibaprasadbehera2516
@shibaprasadbehera2516 Жыл бұрын
Tame jou prabachana deucha paisa neuha na free re prabachana deucha sehi katha tike kahibe
@sakuntalaray1577
@sakuntalaray1577 Жыл бұрын
Bapa re a age re study re attention kore.probochono pore old age re dobu
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@bharatibhoi5730
@bharatibhoi5730 Жыл бұрын
ହେପ୍ରଭୁ, ଆପଣଙ୍କର ଏଇ କୁନି ଭକ୍ତ ଟିକୁ କୋଟି କୋଟି ପ୍ରଣାମ...🌸🙏🙏🙏🌸 ସେମୋର, ମନ ସ୍କାମନା ପୂର୍ଣ୍ଣ କରନ୍ତୁ।
@BinapaniMohanty-f8j
@BinapaniMohanty-f8j Жыл бұрын
ଭଗବାନ ଏହି କୁନି ଭକ୍ତଙ୍କୁ ଭଲରେ ରଖନ୍ତୁ ❤🙏🕉️
@pranamodiatv2639
@pranamodiatv2639 7 ай бұрын
ଜୟ ଜୟ ଜଗନ୍ନାଥ ଧନ୍ୟବାଦ
@jayjagannath3856
@jayjagannath3856 Жыл бұрын
ଭାଗବତ ସକାଳେ ପଢ଼ି ପାରିବି କି ଆଜ୍ଞା ମୋତେ କୁହନ୍ତୁ।
@pranamodiatv2639
@pranamodiatv2639 Жыл бұрын
ନିଶ୍ଚୟ ପଢନ୍ତୁ ଜୟ ଜଗନ୍ନାଥ ଧନ୍ୟବାଦ
@rabinarayanmishra4451
@rabinarayanmishra4451 Жыл бұрын
ଋଷି ପରମ୍ପରାର ଶେଷ ମହାନ୍ ଆଧ୍ୟାତ୍ମିକ ଜ୍ଞାନଗୁରୁ କ୍ରାନ୍ତିକାରୀ ବେଦୋଦ୍ଧାରକ ଆର୍ଯ୍ୟସମାଜ ପୁନଃ ପ୍ରତିଷ୍ଠାତା ସମାଜ ସଂସ୍କାରକ ପବିତ୍ର ଆତ୍ମା ଯୋଗଜନ୍ମା ମାର୍ଗ ଦର୍ଶକ ଆଜନ୍ମ ବ୍ରହ୍ମଚାରୀ ଦର୍ଶନାଚାର୍ଯ୍ୟ ଅମର୍ ସଂନ୍ୟାସୀ ମହର୍ଷି ଦୟାନନ୍ଦ ସରସ୍ୱତୀଜୀଙ୍କର ସେହି ବେଦ ଓ ବେଦାଙ୍ଗ ରୁ ଉଦ୍ଧୁତ ଶାଂରାସ ସତ୍ୟ ଜ୍ଞାନ ଓ ବେଦ ଜ୍ଞାନର ଅମର୍ ଅମ୍ଳାନ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶରେ ସ୍ପଟ୍ ଉଲ୍ଲେଖ ରହିଛି ବର୍ତ୍ତମାନର ରାମାୟଣ ମହାଭାରତ ଭାଗବତ୍ ଭଳି ଅସଂଖ୍ୟ ଗଳ୍ପ ଭେଜାଲ୍ ଉପନ୍ୟାସ ପୁସ୍ତକକୁ ଅନାର୍ଶ ପୁସ୍ତକ ବୋଲି ତର୍କ ପ୍ରମାଣ ଏବଂ ବିଜ୍ଞାନ ଭିତ୍ତିକ ପ୍ରମାଣ ଦେଇସାରିଛନ୍ତି। ଦୟାକରି ସମସ୍ତେ ଅଧ୍ୟୟନ କରି ଏହି ପାଖଣ୍ଡ ଧୂର୍ତ୍ତ ଅବିଦ୍ବାନ ଭଣ୍ଡ ମାନଙ୍କ ଦ୍ଵାରା ପରିଚାଳିତ ବେଦ ବେଦାଙ୍ଗ ବିରୋଧି ଗଳ୍ପ ଉପନ୍ୟାସ ଠାରୁ ଦୂରରେ ରୁହନ୍ତୁ,ଏହାର ଓଡ଼ିଆ ଅନୁବାଦ ଧର୍ମଗ୍ରନ୍ଥ ଷ୍ଟୋର କିମ୍ବା ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ବାମୀ ସୁଧାନନ୍ଦ ସରସ୍ବତୀଜୀ ଙ୍କ ଠାରୁ ସଂଗ୍ରହ କରନ୍ତୁ ଏବଂ ଈଶ୍ଵରଙ୍କର ପଞ୍ଚମହାଯଜ୍ଞ ଯଥା-ସ୍ୱାଧ୍ୟାୟ ଅଗ୍ନିହୋତ୍ର ଦାନ ସେବା ପରୋପକାର ବୃକ୍ଷରୋପଣ ଗୋଶାଳା ସ୍ଥାପନା ବା ସେବା ପିତା-ମାତା ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କ ସେବା ପ୍ରାଣୀ ମାନଙ୍କର ସୁରକ୍ଷା ଯୋଗାଇ ଦେଇ ଆଗାମୀ ଜନ୍ମ ଉଚ୍ଚକୂଳରେ କିମ୍ବା ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରଯତ୍ନ କରନ୍ତୁ, କାରଣ ଈଶ୍ଵରଙ୍କର କୌଣସି ଋପ ଲିଙ୍ଗ ଏବଂ ଆକୃତି ନଥିବା ସ୍ଥଳେ କିଛି ସନାତନ ବୈଦିକ ବିରୋଧୀ ଧର୍ମାବଲମ୍ବୀ ମାନଙ୍କର ପ୍ରାଶ୍ଚାତ୍ ସଂମ୍ପ୍ରଦାୟ ମାନଙ୍କ ଦ୍ଵାରା ହିନ୍ଦୁ ଧର୍ମର ପତନ ଦିଗରୁ ଉତ୍ଥାନ ସକାଶେ ପ୍ରୟାସ କରନ୍ତୁ, ଏବଂ ଈଶ୍ଵରଙ୍କର ମୂଖ୍ୟ ନାମ ଓ୩ମ୍ ଏବଂ ଚାରି ବେଦର ମନ୍ତ୍ର ସଂଖ୍ୟା କୋଡ଼ିଏ ହଜାର ତିନିଶହ ଅଣାଅଶୀ ମଧ୍ୟରୁ ଏକ ମାତ୍ର‌ ମନ୍ତ୍ର ଗୁରୁ ମନ୍ତ୍ର ତାହା ହେଉଛି ଗାୟତ୍ରୀ ମନ୍ତ୍ର ଜପ ତପ ଏବଂ ଧ୍ୟାନ କରି ଈଶ୍ଵର ଙ୍କର ସାନିଧ୍ୟ ଲାଭ କରନ୍ତୁ। ଧନ୍ୟବାଦ୍ ନମସ୍ତେ 🙏🙏
@sashikantadas7309
@sashikantadas7309 5 ай бұрын
🎉 very nice ❤❤❤❤
@pabitrasahoo8632
@pabitrasahoo8632 Жыл бұрын
Babu,Apanka Mobile No Dayakari Diantu,Jaha Phalare Apanka Sahita Joga joga Heipariba.
@pranamodiatv2639
@pranamodiatv2639 Жыл бұрын
Ok
@bishnuprasadbehera4177
@bishnuprasadbehera4177 Жыл бұрын
Chup
@sitaaram_Creations_1982
@sitaaram_Creations_1982 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@pranatipadhal8941
@pranatipadhal8941 17 күн бұрын
ଭଗବାନ ଆପଣ ଙ୍କୁ କୋଟି କୃପା ବୃଷ୍ଟି କରିଛନ୍ତି, ଏ ସଂସାର ରେ ଅନ୍ୟାୟ ର ମାତ୍ରା ଅଧିକ ହେବାରୁ, ଭଗବାନ ଆପଣ ଙ୍କୁ ଏ ଧରା ପୃଷ୍ଠରେ ଜନ୍ମ ଦେଇଛନ୍ତି, ମା ସରସ୍ବତୀ ମଧ୍ୟ ଆପଣଙ୍କ କଣ୍ଠ ରେ ରେ ବିଦ୍ୟମାନ, ଧନ୍ୟ ଆପଣଙ୍କ ମାତା ପିତା, କୋଟି ଜନ୍ମ ର ତପସ୍ୟା ବଳ ରେ ସ୍ୱୟଂ ଭଗବାନ ଙ୍କୁ ପୁତ୍ର ରୂପେ ଜନ୍ମ ଦେଇଛନ୍ତି
@SagarMalik-or7iy
@SagarMalik-or7iy 9 ай бұрын
ଭାଈ ମାଗଣା ରେ ଜ୍ଞାନ ଦଉନ ଗୋଟେ ପ୍ରୋଗ୍ରାମ କୁ ପନ୍ଧର ହଜାର କାହିଁକି ନଉଛୁ ଶଳା ସବୁ ପାଇସା ଲୋଭରେ କରୁଛ ଖେଳ
@padmanavasahu7731
@padmanavasahu7731 Жыл бұрын
ତୁମେ ଶାସ୍ତ୍ର ଅନୁଯାୟୀ କୁହ। କାହିଁକି ମନରୁ ବାହାର କରି କହୁଛ। ପ୍ରତେକ କଥା କେଉଁ ଶାସ୍ତ୍ରରେ କେଉଁ ସ୍ଥାନରେ ଅଛି, ନିର୍ଦ୍ଦିଷ୍ଟ ସେହି ସ୍ଥାନ କୁହ।
@priyacharandas653
@priyacharandas653 11 ай бұрын
ଜୟ ଶ୍ରୀ ଜଗନ୍ନାଥ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ । ହରେ ରାମ ହରେ ରାମ ରାମ ରାମ ହରେ ହରେ ।। ଜୟ ଶ୍ରୀ ଚୈତନ୍ୟ ମହାପ୍ରଭୁ
@kulamaniprusty4640
@kulamaniprusty4640 4 ай бұрын
A ବୟସରେ ଗୀତା ଭଗବତ ଅଧ୍ୟୟନ କରି ଗାଇବା କହିବା ଭଗବାନଙ୍କ ଆଶିର୍ବଦ।
@madhusudansunani9134
@madhusudansunani9134 Жыл бұрын
Faltu
@bhaskarailobira668
@bhaskarailobira668 7 ай бұрын
ଯୀଶୁ ହିଁ ସତ୍ୟ (ଜଗତର ଏକ ମାତ୍ର ପରମେଶ୍ୱର ପୃଥିବୀ ର ସୃଷ୍ଟି କର୍ତ୍ତା )
@HareKrushna-f3d
@HareKrushna-f3d 8 ай бұрын
ଆଃହା - - --
@HareKrushna-f3d
@HareKrushna-f3d 8 ай бұрын
ଆଃହା,ପ୍ରଭୁଙ୍କୁ ମୋର କୋଟୀ କୋଟୀ ପ୍ରଣାମ ଜଣାଉଛି ।
@kalpanaraj6821
@kalpanaraj6821 9 ай бұрын
ଜୟ ଜଗନ୍ନାଥ 🙏🙏🙏
@sanjuktabiswal1569
@sanjuktabiswal1569 Жыл бұрын
Baba re. Ramayana gurubar padhahuenahi. Name ti jepari karmati mandy separi. Prabhunk kruparu ahuri ahuri agaku 2 niantu
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@jyotiprakashmishra7853
@jyotiprakashmishra7853 Жыл бұрын
Jete mana kale lobhi bapa maa ea pilatiku kharapa karidebe. Bhagagabata Ku nei eapari tathya nanhi
@diptimayeedas4226
@diptimayeedas4226 Жыл бұрын
ଜୟ ଜଗନ୍ନାଥ 🥰🙏
@creatorapupun123
@creatorapupun123 3 ай бұрын
ଓମ୍ ନମ୍ଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻🚩 ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🚩
@smitabiswal8173
@smitabiswal8173 7 ай бұрын
ତୁମ ମାତୃ ଗର୍ଭକୁ ଧନ୍ୟ କରିଛ କୁନି ପ୍ରବଚକ କୋଟି ପ୍ରଣାମ ତୁମ ଜ୍ଞାନକୁ
@CBVlogs1143
@CBVlogs1143 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏 ଏ କଳିଯୁଗରୁ ତରିବା ପାଇଁ ତମ ପ୍ରବଚନ ହି ସାହା
@pranamodiatv2639
@pranamodiatv2639 Жыл бұрын
ଜୟ ଜୟ ଜଗନ୍ନାଥ ଧନ୍ୟବାଦ
@chaitanyanaik3510
@chaitanyanaik3510 6 ай бұрын
ଧନ୍ୟ ତୁମ ବାପା ମାଆଙ୍କୁ ❤❤❤
@padmeswarmahanta7512
@padmeswarmahanta7512 Жыл бұрын
ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏
@susamabalakamila7163
@susamabalakamila7163 Жыл бұрын
Ll
@shivjyotshna2111
@shivjyotshna2111 Жыл бұрын
Jay Jagannath Swami Nayan patha gami bhaba tume🙏🙏🙏🙏🙏🙏
@kcppanigrahi2143
@kcppanigrahi2143 Жыл бұрын
ଏତେସୁନ୍ଦର କଉଟୁ ଶିଖିଲେ ବାବା
@mangulurammohanta6434
@mangulurammohanta6434 4 ай бұрын
ଯୋଗ୍ୟ ମାତା ପିତାଙ୍କ ସୁଯୋଗ୍ୟ ସନ୍ତାନ....... ଅନେକ ଅନେକ ଶୁଭେଚ୍ଛା ସହ ଅନନ୍ତ ଶୁଭ ଅଭିନନ୍ଦନ ଓ ଅସୁମାରୀ ଶୁଭ କାମନା....... ଜୟ ଜୟ ଶ୍ରୀ ଜଗନ୍ନାଥ
@pranamodiatv2639
@pranamodiatv2639 4 ай бұрын
Sri Radhe krishna
@arunswain2701
@arunswain2701 5 ай бұрын
ଜୟ ଜଗନ୍ନାଥ ପ୍ରଭୁ କୋଟି କୋଟି ପ୍ରଣାମ 🙏🏿🙏🏿🙏🏿
@Lakshmikanta-kz6ct
@Lakshmikanta-kz6ct Жыл бұрын
ଜଣେ ଯଦି ସଂକଳ୍ପିତ କରି ଦୈନିକ ପଢ଼ୁଥିବ ଯଦି କଣ କରାଯିବ
@saratjit9704
@saratjit9704 Жыл бұрын
କେଉଁ ଖାଦ୍ୟ ଖାଇବେ କେଉଁ ଖାଦ୍ୟ ।ଖାଇବେ ନାହି
@sabitanjalimohapatra6707
@sabitanjalimohapatra6707 Жыл бұрын
😅
@BTRHBijaytherealhero
@BTRHBijaytherealhero Жыл бұрын
ତୁ ଗୋଟେ ପାଗଳ
@TechnicalLikun
@TechnicalLikun Жыл бұрын
ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏🙏🙏🙏
@SusantaRout-ji5uj
@SusantaRout-ji5uj 2 ай бұрын
ଜୟ ଜଗନ୍ନାଥ କେତେ ସୁମଧୁର ଶ୍ବୋର କେତେ ଆନନ୍ଦ
@sanjayjena7147
@sanjayjena7147 Жыл бұрын
କେତେ ସୁନ୍ଦର କଥା ❤
@krushnachandrabehera314
@krushnachandrabehera314 10 ай бұрын
🙏ଜୟ ଜଗନ୍ନାଥ ଧନ୍ୟ ଧନ୍ୟ ତୁମେ
@priyaprasadmishra7759
@priyaprasadmishra7759 Ай бұрын
ଗୁରୁବାର ଦିନ ଭାଗବତ ପଢିବାରେ କିଛି ଅସୁବିଧା ନାହିଁ
@badalchampati493
@badalchampati493 Жыл бұрын
Jay Shri Ram ❤️🙏
@lathaporida4292
@lathaporida4292 Жыл бұрын
Kn pai podebar nai mu janineto
@pranamodiatv2639
@pranamodiatv2639 Жыл бұрын
ପ୍ରତ୍ୟେକ ଦିନ ଭାଗବତ ପଢାଯାଏ
@Adityafoodandvlogs
@Adityafoodandvlogs 7 ай бұрын
ଏଇ ଜନ୍ମ ମୃତ୍ୟୁ ଚକ୍ର ରୁ ମୁକ୍ତି ଦିଅ ପ୍ରଭୁ 🙏🙏
@narayandalai9799
@narayandalai9799 Жыл бұрын
jay🚩🌿 matajee🌿🚩🌻🌻🌲🌴🌱🍀🌲☘️🌿🚩🌴🌲🌻🌱🍀☘️🚩🌿omm☘️🌿🌱🚩 namaha🚩🌿🌱🍀 sibaya🍀🌿🌱🚩🌲🍀🌿
@Gopabandhu91
@Gopabandhu91 Жыл бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻
@Pratapkumarmaharana2518
@Pratapkumarmaharana2518 7 ай бұрын
ତୁମେ ରାମ ନାରାୟଣ ତୁମେ କୃଷ୍ଣ ନୀଳାଦ୍ରିଶ ତୁମେ ମୋକ୍ଷ ପରମାତ୍ମା ପରମ ଅମୃତ ରସ 🙏
@pranamodiatv2639
@pranamodiatv2639 7 ай бұрын
ଜୟ ଜଗନ୍ନାଥ ଧନ୍ୟବାଦ
@lilimachhatar9706
@lilimachhatar9706 4 ай бұрын
Good bay🤡♥️🤡
@MyTemplesTourandTravel
@MyTemplesTourandTravel Жыл бұрын
ବହୁତ ବଢିଆ, ଜୟ ଜଗନ୍ନାଥ,👌👌
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@ashishmahapatra5478
@ashishmahapatra5478 Жыл бұрын
Guruvaar bhagabat kiye mana karuchi?? Ramayan padhibaku mana karanti padhibaku guruvar dina. Se upare bolo
@AshokkumarSingh-u3q
@AshokkumarSingh-u3q Жыл бұрын
ଜୟ ଜଗନ୍ନାଥ
@mamatasahoo7489
@mamatasahoo7489 Жыл бұрын
ତୁମ ପରି ପୁଅକୁ ଜନ୍ମଦେଇ ଥିବା ବାପା ମାଆ ଙ୍କୁ ମୋ'ର କୋଟି,🙏🙏🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ କୋଟି ପରମାୟୁ ଦିଅନ୍ତୁ ଜୀବନରେ ଥରେ ମାତ୍ର ତୁମ ସହିତ ମୋ'ର ଦେଖାକରିବାକୁ ପ୍ରଭୁ ଙ୍କୁ ନିବେଦନ କରୁଛି 🙏 ମୋ'ର ଜଗା ବଳିଆ ଦୁଇଟି ପୁତ୍ର ଅଛନ୍ତି ତୁମେ ମୋ'ର ଆଉ ଗୋଟିଏ ପୁଅ ♥️♥️♥️
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@gobindachandranayak9576
@gobindachandranayak9576 Жыл бұрын
ସୁନ୍ଦର
@OdiaDarpanm
@OdiaDarpanm Ай бұрын
ଗୁରୁବାର ଦିନ ରାମାୟଣ ପଢ଼ନ୍ତିନି......
@SAIPRITYLAGNAROUT
@SAIPRITYLAGNAROUT 6 ай бұрын
Tuma bapa bou ku koti namasakara
@santoshidandia880
@santoshidandia880 Жыл бұрын
Om namah bhagabate basudebaya namah Om Shanti Om Shanti Om Shanti aapanankara mangala heu mara etiki bhagabana nka pakhare guhari janauchhu jay jagannath Jay Panchasakha Jay shree Krishna Jay shree Ram 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ⭕‼️⭕ ⭕‼️⭕💕💕💕❤️❤️♥️♥️♥️🥰🥰🦜🦜🦜🦜
@gangadhardas7558
@gangadhardas7558 9 ай бұрын
Radhe Radhe here Krishna ❤❤❤❤❤
@jaganaik3736
@jaganaik3736 Жыл бұрын
Bhai apanana school jaantu patha padhantu karana bidya sangare abidya madhya ati abasyaka
@surjyamani4369
@surjyamani4369 Жыл бұрын
ଭଗବାନ ତୁମ୍ଭଙ୍କୁ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ଜୟ ଓମ୍ ନମ୍ଃ ଭଗବତେ ବାସୁଦେବାୟ ।
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
@sumantbehera5066
@sumantbehera5066 5 ай бұрын
ସୁନ୍ଦର ଓ ମଧୁର କଣ୍ଠସ୍ବର ରେ ଭଗବତ୍ କଥା ର ଉପସ୍ଥାପନ କରି ଥିବା ରୁ ବହୁତ ବହୁତ ସାଧୁବାଦ୍।
@pranamodiatv2639
@pranamodiatv2639 5 ай бұрын
ଜୟ ଜଗନ୍ନାଥ ଧନ୍ୟବାଦ ଆପଣଙ୍କ ମତାମତ ପାଇଁ
@narayandalai9799
@narayandalai9799 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@PratapkumarDash-mj5fx
@PratapkumarDash-mj5fx 9 ай бұрын
ଜୟ ଜଗନ୍ନାଥ 🌷🙏🌷
@bhagyalatapradhan4061
@bhagyalatapradhan4061 Жыл бұрын
କନଠ ସୋର ଓ ଗାୟନ ଶଇଳୀ ଖୁବ ସୁନ୍ଦର ।
@TheShuryansh
@TheShuryansh Жыл бұрын
Bekar Katha... Veda re semiti kichi nahi.. You can read scriptures anyday
@subhabratamishra4465
@subhabratamishra4465 Жыл бұрын
Namabalee ODIAA Re Lekha Hoithile Bhala Hoithanta.
@SampurnaMishra-vq6hu
@SampurnaMishra-vq6hu Жыл бұрын
Apana keun mahapuruso nkara abatar apananku pranam
@satyasanatan-u6g
@satyasanatan-u6g 7 ай бұрын
Payang mane sri payara re .koti pranam .Na ki ame smste misi pranam kariba🙏
@Radhe6371
@Radhe6371 Ай бұрын
आप की माता पिता का चरणों में मेरा कोटि कोटि नमन जो आपको इस मार्ग में भेजें
@priyankarout1881
@priyankarout1881 Жыл бұрын
Bhagawat sehi Bhagwad Geeta na alaga kichhi
@mamatadash8888
@mamatadash8888 Жыл бұрын
Bhagawan tumaku koti parmaya diantu dhana, tumaku mor koti koti asirbad.bahut sundar.
@pratimabiswal3801
@pratimabiswal3801 Жыл бұрын
Gurubare Ramayan padha jae nanhi kanhiki kuhantu please
@alexp1140
@alexp1140 Жыл бұрын
I A S banbu pravachan dele patha padha re
@girijashankarmishra7131
@girijashankarmishra7131 Жыл бұрын
Jay jagannath, Very sweetest, bow my head to your outstanding performance. 🙏 🙏
@pranamodiatv2639
@pranamodiatv2639 Жыл бұрын
ଜୟ ଜଗନ୍ନାଥ
Brawl Stars Edit😈📕
00:15
Kan Andrey
Рет қаралды 59 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН
Worst flight ever
00:55
Adam W
Рет қаралды 29 МЛН
Giri Gobardhana Lila |  Very Intresting | Charana Ram Das Sidharth Bhakti
2:01:53
Brawl Stars Edit😈📕
00:15
Kan Andrey
Рет қаралды 59 МЛН