Purana Ganthi - EP - 87 | ଶିବଙ୍କୁ କାହିଁକି ଲିଙ୍ଗ ରୂପରେ ପୂଜା କରାଯାଏ ? | Prabachaka Rabindra Mohanty

  Рет қаралды 105,465

Sidharth Bhakti Channel

Sidharth Bhakti Channel

Күн бұрын

Also watch this Programme on SIDHARTH BHAKTI CHANNEL.
Sidharth Bhakti : Dish TV-1395, Airtel-616,Sun-491,D2H-1395,Tata Play-1796
Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658,D2H-1333,Tata Play-1766
Jay Jagannath : Dish-1397,Airtel-615,Sun Direct-490,Videocon D2H-1397,Tata Play-1799
SUBSCRIBE us for new shows every day:
KZbin : / sidharthbhakti
Instagram : / sidharthbhakti
Facebook : / sidharthbhaktiodia
Subscribe our other Television Channels :
Sidharth TV : / sidharthtv
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath

Пікірлер: 78
@astroscience-ku7bc
@astroscience-ku7bc Ай бұрын
Au sehi brahamana nahanti
@bhaktabastalbarma
@bhaktabastalbarma Ай бұрын
Tamaku mada darkar
@bksarojkumartripathy3675
@bksarojkumartripathy3675 3 ай бұрын
ଆମ ହିନ୍ଦୁ ଧର୍ମକୁ ଘୋର ଅପମାନ କରୁଛନ୍ତି ୟେ ମହାଶୟ.... ଶିବ ଶବ୍ଦର ଅର୍ଥ ହେଉଛି କଲ୍ୟାଣକାରୀ, ଶିବ ଜ୍ୟୋତିର୍ଲିଙ୍ଗ ରୂପରେ ପୂଜା ପାଉଥିବା ଶିବ ପରମାତ୍ମା ଙ୍କ ନାମରେ ହି ତାଙ୍କ ରୁପ ସମାହିତ ଅଛି.. ନାମ ଶିବ ରୂପ ହେଉଛି ଜ୍ୟୋତି ସ୍ୱରୂପ ନା ସେ ପୂର୍ଲିଙ୍ଗ ନା ସେ ସ୍ତ୍ରିଲିଙ୍ଗ ସେ ଜ୍ୟୋତି ସ୍ୱରୂପ. ସେ ସ୍ଵୟଂମ୍ଭୁ, ସେ ଅଜନ୍ମା, ସେ ନିରାକାର, ସେ ସର୍ବଶକ୍ତିମାନ.... ଶିବ ପରମ ପବିତ୍ର, ପରମଧାମ ନିବାସି, ତାଙ୍କର ଶରୀର ନାହିଁ.... ସେ ପବିତ୍ରତାର ସାଗର, ଜ୍ଞାନର ସାଗର, ପତିତ ପାବନ. ଶ୍ରୀମଦ୍ ଭଗବତ ଗୀତାରେ କାମ ବିକରକୁ ମଣିଷର ପରମ ଶତ୍ରୁ ବୋଲି କହିଛନ୍ତି ନିଜେ ପରମ ପିତା ପରମାତ୍ମା... ୟେ ମହାତ୍ମାଙ୍କର ବୁଦ୍ଧି ଯେମିତି, ସେମିତି ଆଡ଼ୁ ସାଡୁ ଗପୁଛନ୍ତି.....
@bksarojkumartripathy3675
@bksarojkumartripathy3675 3 ай бұрын
@subashmishra5290
@subashmishra5290 4 ай бұрын
Kathata thik nuhen
@bhaktabastalbarma
@bhaktabastalbarma Ай бұрын
Gapa bahi padhi emiti kahuchha... Shiva linga ra artha purana padha janiba
@jitendrakumarpradhan6371
@jitendrakumarpradhan6371 Ай бұрын
Aita bhandami ta kichi jana nahi
@sheshadevabehera7888
@sheshadevabehera7888 3 ай бұрын
Bakbas story.
@muraliseth8631
@muraliseth8631 5 ай бұрын
କଲି ଯୋଗ ଯେତେବେଳେ ତମୋପ୍ରଧନ ହେଲା ମଣିଷ କାମ ବିକାର୍ ରେ ବଶୀଭୂତ ହେଲା ନିଜେ ତ ଭୁଲ୍ କଳା ଭଗବାନ୍ ଙ୍କ ନାମ ରେ ଭୁଲ୍ କଥା ଲଖିବାରେ ଲାଗି ପଡିଲା ତା ପରେ ଆମ ଭାରତ ରେ ବହୁତ୍ ନିଜକୁ ଜ୍ଞାନୀ ଭାବି ବିସ୍ତାର ସହିତ ବୁଝାଉଛନ୍ତି ଆମେ ବିଚାର କରିବା କଥା ଯେ ଜଣେ ଯଦି ସଚ୍ ଚା ମନରେ ଯଦି ଭଗବାନ୍ ଶିବ ପରମାତ୍ମା ଙ୍କୟାତ୍ ରେ ଲିନ ହେବ ତା ଭିତରେ ଯାହା ବିକର୍ ଥିବା କାମ କ୍ରୋଧ୍ ନଷ୍ଟ ହେଇଯିବ ସେ ଶିବ ବାବା କେତେ ପବିତ୍ର ଥିବେ ଭାବି ଦେଖୁନ ସେ ତ ପବିତ୍ରତା ର ସାଗର ପ୍ରେମ୍ ର ସାଗର ଶାନ୍ତି ସ୍ୱରୂପ ଜ୍ଞାନ ର ଭଣ୍ଡାର ସେ ନିରାକାର ବୋଲି ତାଙ୍କୁ ଜ୍ୟେତିର ଲିଙ୍ଗ ରେ ପୂଜା କରା ଜା ଏ ସେ ଜନ୍ମ ମରଣ ଚକ୍ର ରେ ଆସନ୍ତି ନାହିଁ ସେ ପରମ୍ ଧାମ ନିବାସୀ ଏବେ କଳିୟୋଗ ଲାଷ୍ଟ୍ ସମୟ ଚାଲିଛି ଭଗବାନ୍ ଧରତୀ କେ ଆସି ସାରି ଲେନି ଆପଣ ମାନେ ଜାଗ୍ରତ ହୁଅନ୍ତୁ ଏବେ ନୁହେତ କେବେ ନୁହେଁ
@MANASKUMARSAHOO-tl9kn
@MANASKUMARSAHOO-tl9kn 5 ай бұрын
Bahut bhut dhanyawad bhai tamaku
@muraliseth8631
@muraliseth8631 5 ай бұрын
ଆପଣଙ୍କୁ ବି ବହୁତ ଧନ୍ୟବାଦ
@ApurbabarihaBariha
@ApurbabarihaBariha 5 ай бұрын
ରାଇଟ କଥା ଭାଇ
@MANASKUMARSAHOO-tl9kn
@MANASKUMARSAHOO-tl9kn 5 ай бұрын
@@muraliseth8631 amane salanku sashtra gyan kichhi nahni bujhila sale parampita paramatma shiva nku sadharana manisha boli bhabuchhanti seithipai emiti chinta dhara salankara
@debendraherna5728
@debendraherna5728 4 ай бұрын
⁰⁰⁰
@rsbindranayak
@rsbindranayak 4 ай бұрын
These are the vondami kahanis.
@srisaiatman
@srisaiatman 5 ай бұрын
ଏହି channel ର owner ସୀତାରାମ ଅଗ୍ରୱାଲା ସାର୍ ଙ୍କୁ ଅନୁରୋଧ ଏଭଳି ଲୋକଙ୍କୁ ଡାକି ନିଜର channel ର ମର୍ଯ୍ୟାଦା ହାନି କରନ୍ତୁ ନାହିଁ
@jagannathdhall3073
@jagannathdhall3073 4 ай бұрын
Shiva purana re eha barnan nahi. Dekhya yangy samare shib jee ko tanka sasu mankar abhisap mithila Ki tumar linga Puja heu Ahuri bhi kichhi barna na achhi.
@srisaiatman
@srisaiatman 5 ай бұрын
ହଇହୋ ପ୍ରବକ୍ତା ମହାଶୟ , ତମକୁ ଏ ଅବାନ୍ତର କପୋଳ କଳ୍ପିତ କଥା ଗୁଡ଼ିକ କିଏ କହିଲା ? ପ୍ରଥମେ ପାଠ ପଢ଼, ଶାସ୍ତ୍ର ପଢ଼, ତାପରେ ପ୍ରବଚନ ଦେବାକୁ ବାହାରିବ । ମନେରଖ, କୌଣସି ପୁରାଣ ପ୍ରାମାଣିକ ଗ୍ରନ୍ଥ ନୁହେଁ । ଏଭଳି ପାଗଳ ପ୍ରଳାପ ଷ୍ଟୁଡିଓ ଭିତରେ ଚଳି ଯାଉଚି । ଥରେ ମଞ୍ଚକୁ ଆସ, ତାପରେ public ସବୁ ବତେଇ ଦେବେ ଶାସ୍ତ୍ରୀୟ ପ୍ରମାଣ ସହ face to face
@samarendrasi2577
@samarendrasi2577 4 ай бұрын
ମକହାଶୟ ଏତେ ପ୍ରବଚନ କଣ ପାଇଁ ଦଉ ଛନ୍ତି ସିଧା ସିଧା ଲିଙ୍ଗ ର ଅର୍ଥ ବୁଝାନ୍ତୁ ସଂସ୍କୃତ ରେ ଲିଙ୍ଗ ର ଅର୍ଥ ପ୍ରତିକ
@muraliseth8631
@muraliseth8631 5 ай бұрын
ପୁରାଣ ରେ ଯାହା ବର୍ଣ୍ଣନା କରା ହେଇଛି ମଣିଷ ଏତେ ବିଶ୍ଵାସ କରୁଛି ଯେ ସତେ ଯେମିତି ଭଗବାନ ପୁରାଣ ଶାସ୍ତ୍ର ଲେଖିଛି ପ୍ରଥମେ ଆମେ ବିଚାର କରିବା କଥା ଯେ ଶିବ ଆଉ ଶଙ୍କର ମଧ୍ୟରେ ପାର୍ଥକ୍ୟ ଅଛି ଶିବ ପରମ୍ ପିତା ପରମାତ୍ମା ନିରାକାର ଏବଂ ଶଙ୍କର ଆକାରୀ ଦେବତା ଶିବ ହେଉଛନ୍ତି କଲ୍ୟାଣ କାରି ଆଉ ଶଙ୍କର ବିନାଶ କାରି ଦେବତା
@kailashpatra6567
@kailashpatra6567 4 ай бұрын
Jay sambhu Bhagaban...Jay jaganath Prabachika Moharajnkau Anantakoti Pranam ❤❤❤❤Jay Jaganath Jay Bhagabata Jay Bharat
@SUDHIRDASH-g8w
@SUDHIRDASH-g8w 3 ай бұрын
Thik
@laxmandwibedy2694
@laxmandwibedy2694 5 ай бұрын
ଭୁଲ ତଥ୍ୟ ପରିବେଷଣ କରି ବିଭ୍ରାନ୍ତ କର ନାହିଁ ।ଶିବ ପୁରାଣ ପଢ଼,ଲିଙ୍ଗ ପୂଜାର ସଠିକ୍ କାରଣ ଜାଣି ପାରିବ । ଓଁ ନମଃ ଶିବାୟ
@satyadash6122
@satyadash6122 5 ай бұрын
Misleading information
@PratapSahu-uv5qv
@PratapSahu-uv5qv 4 ай бұрын
ତୋ ଏମାନଙ୍କ ମଧ୍ୟରୁ କେଉଠା ଠିକ୍ ରେ ମୂର୍ଖ ପଣ୍ଡିତ କ୍ଷମା ପ୍ରାର୍ଥନା, ଭଗଵାନ ଇଶ୍ଵର ହେଉଛନ୍ତି ପରମବ୍ରହ୍ମ ପୁରୁଷୋତ୍ତମ ଦେବ ଙ୍କ ଦେବ ମହାଦେବ କାହାର ସାହସ ଅଛି ଯେ ସାମାନ୍ୟ ଅଭିଶାପ ଦ୍ଵାରା ପରମାତ୍ମା ସ୍ୱରୂପ ସଦାଶିବ ଙ୍କ ଲିଙ୍ଗ ଖଣ୍ଡନ କରିଦେବ ❤ ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ କିମ୍ବା ରଚକ ତଥ୍ୟ କିମ୍ବା କିମ୍ବଦନ୍ତୀ ଅନୁସାରେ ଲେଖା ଅଛି ❤ ଜୟ ଜଗନ୍ନାଥ ହର ହର ମହାଦେବ ❤ ଭୁଲ ଥିଲେ କ୍ଷମା କରି ବ୍ରହ୍ମାଣ୍ଡ ରଚନା ଶିବ ମହା ପୁରାଣ ବର୍ଣ୍ଣନା ଅନୁସାରେ ଯାହା ଲେଖା ଅଛି ତାହା ପଢ଼ ❤
@BabuliSahoo-yq7ei
@BabuliSahoo-yq7ei 5 ай бұрын
Jay bhulesankar baba ki jay ho 🌺🌺🌺🌺🌺🌺🪔🪔🔱🔱🔱🔱 x🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@prabhasmohapatra7527
@prabhasmohapatra7527 4 ай бұрын
କାହିଁକି ବାବୁ ପୁରାଣ କଥା ନ ଜାଣି ପ୍ରବଚନ ଦେଉଚ୍ଚ ।
@sadasivasahoo4572
@sadasivasahoo4572 4 ай бұрын
Om Namah sibaya 🙏🙏🙏🙏💐💐🌹🙋❤️💐
@saisibsunil.sunita....3948
@saisibsunil.sunita....3948 4 ай бұрын
ଦକ୍ଷଙ୍କ ଗଣ୍ଡିରେ ଛେଳି ମୁଣ୍ଡ ଲାଗିଲା ତ ପୁଣି ମୁଣ୍ଡରେ କ'ଣ ଲାଗିଲା ?
@baidyanarayanbhoi4614
@baidyanarayanbhoi4614 5 ай бұрын
Ekatha michha. Jaha siba parbatinka bisaysre lekha achhi.
@anjaanenews4458
@anjaanenews4458 5 ай бұрын
ଆଦିବାସୀଙ୍କ ପଥର ପୂଜା ଫଲୋ କରି ଲିଙ୍ଗ ରୂପେ ପୂଜା କଲେ ।
@DusmantaSahu-yk1vu
@DusmantaSahu-yk1vu 5 ай бұрын
Radhe radhe radhe
@asitrout7659
@asitrout7659 5 ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@santharammajhi4576
@santharammajhi4576 5 ай бұрын
ଏହା ମନ୍ମୁ ବଦ ଅଟେ
@debendranathpal813
@debendranathpal813 4 ай бұрын
କେଡ଼େ ଗାଲୁ ମାଲୁ କଥା କି ହୋ? କହି ନ ଜାଣି କୁହଳିଆ ଗଦି ପାଇଛ!
@SurprisedBackpacker-sd6lg
@SurprisedBackpacker-sd6lg 5 ай бұрын
Jay Sri Ram
@dibakarmishra1706
@dibakarmishra1706 5 ай бұрын
ଆଉ ଶାଳିଗ୍ରାମ ପୂଜା କାହାର ପୂଜା ?
@bharatising205
@bharatising205 4 ай бұрын
Manisa , ମଣିଷ ନିଜେ ପାପ କଲୁ ତାକୁ ଭାଗ ବନମ୍କ୍ ନାମରେ କଳଙ୍କ ଲଗୈଲୁ ତତେ ଉଦ୍ଧାର କରି ବ କିଏ ତୋ ପ୍ରବ ଚନ୍ ରେ ନିଆଁ ଲାଗୁ
@sushantakumar847
@sushantakumar847 5 ай бұрын
ପାଗଳ କଥା..
@tapeswarsahoo3468
@tapeswarsahoo3468 3 ай бұрын
Jay Shiv Shakti🙏❤
@raghunathmasanta7367
@raghunathmasanta7367 4 ай бұрын
ସବୁକଥାରେ ବ୍ରାମହନ ମାନଙ୍କୁ ଟେକୁଛ
@raghunathmasanta7367
@raghunathmasanta7367 4 ай бұрын
ସେଇ ଲିଙ୍ଗ ଟା ପଥର ହେଲା କେମିତି
@KulamaniBehera-y7h
@KulamaniBehera-y7h 4 ай бұрын
Shiva प्रतिका rupare puja pauchhanti लिंगा rupare nuhan nuhan.
@manoranjanpradhan15
@manoranjanpradhan15 4 ай бұрын
All absurd things are associated with Shiva .Being a son how he married to mother Jogomaya.So Shiva is uncivilized
@mahindrarout9996
@mahindrarout9996 4 ай бұрын
ଭଲ ଲାଗିଲା। ସମସ୍ତ ଦେବତାମାନେ ଉଚ୍ଚାରଣ କ'ଣ ଠିକ୍?
@bishnuprasadnayak8469
@bishnuprasadnayak8469 4 ай бұрын
ଜୟ ଜଗନ୍ନାଥ 🙏🙏ବହୁତ ସୁନ୍ଦର 👍👍ଧନ୍ୟବାଦ 👍🌹
@raghunathmasanta7367
@raghunathmasanta7367 4 ай бұрын
କଥା ଅଲଗା କାହିଁକି।ତାହେଲେ କୋଉ ଟା ଠିକ
@PradeepPradhan-t2x
@PradeepPradhan-t2x 4 ай бұрын
ତାରକ୍ ଶରୁ ମାରିବ କିଏ
@saradamohapatra2556
@saradamohapatra2556 4 ай бұрын
ଅବାସ୍ତବିକ ପରିଚର୍ଚ୍ଚା.
@prasantabag7551
@prasantabag7551 5 ай бұрын
ଭଗବାନ୍ ଠାନୁ ବଡ୍ ମା ବାପା,, ଇ ବାଭନ୍ ମାନେ ରାମାୟଣ ରେ ଆଶୁର୍ ଥିଲେ ବାଭନ୍ ମାନେ ପୁଜାରେ କଦେଲ୍ ଖଣେଭି ନାଇଛାଡତ୍ ଚୋର୍ ମାନେ ଲାଜ୍ ସରମ୍ ଭି ଟିକେ ନାଇନ ବିନ୍ ରକତ୍ତିଆ ମାନେ ,ମଦ୍ ମାଛ ସିକାର୍ ବିଡ଼ି, ଶବୁ ଧାରନ୍ କରୁଛନ୍ ଇ ଜେନ୍ କହୁଛେ ପୁଓକ୍ ହେଇ କରି ମର୍ ବା ଭଲ୍ ଜଦିନାଇଜାନି ଖରାପ୍ ନାଇ କହ
@PratapSahu-uv5qv
@PratapSahu-uv5qv 4 ай бұрын
❤ଓମ୍ ନମଃ ଶିବାୟ ନମଃ ଶିବାୟ ❤
@gobindabhoi1188
@gobindabhoi1188 5 ай бұрын
Om namah shivay
@PapuSahu-m8t
@PapuSahu-m8t 5 ай бұрын
Har har mahadev
@hariharamaharana1989
@hariharamaharana1989 5 ай бұрын
ଦେଶ, ସଂସ୍କୃତି ଦ୍ରୋହୀ.......
@AnilKumar-o3r5o
@AnilKumar-o3r5o 4 ай бұрын
Om namah shivay
@SibaMishra-ex3el
@SibaMishra-ex3el 5 ай бұрын
Jay bholababa ki jay🙏🪔🔱🛕🙏
@SibaMishra-ex3el
@SibaMishra-ex3el 5 ай бұрын
Jay parbati pati ki jay🙏
@srout4172
@srout4172 4 ай бұрын
Om namo namah 🙏🙏🙏🌺🌸🌼🏵️🪷
@sanjaykumarbhuyan710
@sanjaykumarbhuyan710 4 ай бұрын
ଓଁ ନମଃ ଶିବାୟ 🙏🙏
@__satyabrata__jena4091
@__satyabrata__jena4091 4 ай бұрын
🙏🪔Har har Mahadev 🪔🙏
@santharammajhi4576
@santharammajhi4576 5 ай бұрын
ଏହି ପୁରାଣ କିଏ ଲେଖି ଛନ୍ତି ଓ ବ୍ରାହ୍ମନ ଭଗବାନ ଙ୍କଠାରୁ ବଡ ତାହେଲେ ବ୍ରାହ୍ମଣ ମନ୍ଦିର କେଉଁଠି ଅଛି ଏ ଗୁଡ଼ିକ ମନୁବ।ଦ ।
@chinmayanath943
@chinmayanath943 4 ай бұрын
Bapa Sambhu sarnaam prabhu tuma icha
@manoranjanpradhan15
@manoranjanpradhan15 4 ай бұрын
Jai Radhe Krishna,Jai Jagannath
@AbheyNayak
@AbheyNayak 4 ай бұрын
Har har mahadev🙏🙏🙏🙏💐
@sudhirkar5034
@sudhirkar5034 4 ай бұрын
Omm Nammo Shivaya
@RajendraDas-w2b
@RajendraDas-w2b 4 ай бұрын
Har har Mahadev
@kunaswain6677
@kunaswain6677 5 ай бұрын
ମହାଶୟ, ଖାଲି ପୁରାଣ ପଠନ କରିଛନ୍ତି ନା କିଛି ଶାସ୍ତ୍ର ଅଧ୍ୟାୟନ କରିଛନ୍ତି,ଶାସ୍ତ୍ର ମୂଳ ଅର୍ଥ ନ ଜାଣି,କଦର୍ଥ କରି ପ୍ରତିପାଦନ କରି ନିଜକୁ ପଣ୍ଡିତ କୁହନ୍ତୁନି,ଏହା ମୂର୍ଖ ର ପରିଚୟ।ଏଇଥିପାଇଁ ପ୍ରବକ୍ତା ଅଧାରୁ ଯାଉଛନ୍ତି।କିଛି ଜ୍ଞାନ ଆହରଣ କରନ୍ତୁ,ସମାଜ କୁ କିଛି ପରିବର୍ତନ କରନ୍ତୁ ନିଜର ବି କଲ୍ୟାଣ ହେବ।
@sampadsahoo6286
@sampadsahoo6286 5 ай бұрын
🙏🙏🙏🙏🙏🙏🙏
@SahebaPadhan-ph9np
@SahebaPadhan-ph9np 4 ай бұрын
6কসন
@asishpattnayak3164
@asishpattnayak3164 5 ай бұрын
Har har mahadev 🙏 MAA 🙏
@raghunathmasanta7367
@raghunathmasanta7367 4 ай бұрын
ସବୁ ଗାଲୁଆ କଥା
@Sukantamaharana-yb6sc
@Sukantamaharana-yb6sc 5 ай бұрын
Jay jagannath 🙏🙏🙏
@narendrameher2089
@narendrameher2089 3 ай бұрын
Om Jay shree Sai Ram Thakur Krishna Keshaba Chandra Brahma Bisnu Maheswar Jagannath Swamy Om Jay shree Sai Ram Jay Guru GURUSWYAMY Namah Shivaya Jagannath Swamy Om Jay shree Sai Ram Maha Mahima Alekh Saranam