ଆହାର | ବଫେ ଖାଇବାକୁ ଦେଉଥିଲେ ବା ଯାଉଥିଲେ ନିଶ୍ଚିତ ଦେଖନ୍ତୁ | Odia Motivation | Shakti Shankar Mishra

  Рет қаралды 107,335

ODISHA 365

ODISHA 365

Жыл бұрын

ଯେମିତି ଭୋଜନ ପ୍ରଦାନ କରିବ, ସେମିତି ଫଳ ପ୍ରାପ୍ତି ହେବ।
ଯେମିତି ଭୋଜନ ଗ୍ରହଣ କରିବ, ସେମିତି ବିଚାର ସୃଷ୍ଟି ହେବ।
ବସିକି ଖାଇବାକୁ ଦେଲେ ପୂର୍ଣ୍ଣତା ଲାଭ ହୋଇଥାଏ।
ଆପଣ ଦେଉଥିବେ ସେ ମନା କରୁଥିବେ କିନ୍ତୁ ବଫେରେ ଆପଣ ମାଗୁଥିବେ ଦବା ବାଲା କୁଣ୍ଠା ବୋଧ କରୁଥିବେ।
#food #buffet #odiamotivation #shaktishankarmishra #odisha365 #odiamotivationalvideo

Пікірлер: 184
@ODISHA365
@ODISHA365 Жыл бұрын
ବ - ବନ୍ଧୁ ଫେ - ଫେରିଯାଅ ---------- ବ - ବସିବାକୁ ସ୍ଥାନ ନାହିଁ ଫେ - ଫେରିଗଲେ ମନା ନାହିଁ ---------- ଯଦି ବଫେରେ ଖାଇବାକୁ ଦେଉଛନ୍ତି ବା ଖାଇବାକୁ ଯାଇଥାନ୍ତି ତେବେ ଏହି ଭିଡ଼ିଓଟି ନିଶ୍ଚିତ ଦେଖନ୍ତୁ ସେୟାର କରିବାକୁ ଭୁଲିବେନି। କେବଳ ଓଡ଼ିଶା୩୬୫ ୟୁଟ୍ୟୁବ ଚ୍ୟାନେଲରେ
@kailashchandrajena5890
@kailashchandrajena5890 Жыл бұрын
ଜୟ ଜଗନ୍ନାଥ ! ହୃଦୟ ସ୍ପର୍ରୀ ଆଲୋଚନା l ପ୍ରତେକ ପରିବାର ରେ ଏ ବାର୍ତ୍ତା ପଂହଁଚିବାର ଆବଶ୍ୟକତା ରହିଛି l
@kailashchandrabarik2078
@kailashchandrabarik2078 Жыл бұрын
((K((((((((((((((((((((((((((((kkk(kk(kl?. LmL l@ ) 9 ),) 00lm ?? M? M).????? @m lmk aA.
@aratinanda6639
@aratinanda6639 Жыл бұрын
ବଫେ ରେ ଲୋକ କିନ୍ତୁ କମ ନଷ୍ଟ କରନ୍ତି..
@gudultukul5066
@gudultukul5066 9 ай бұрын
Jai jagannath 🙏🙏🙏bahut sundar katha🙏🙏🙏
@jharanapradhan7836
@jharanapradhan7836 Жыл бұрын
ଆଜିର ଏ ପ୍ରସଙ୍ଗଟି ବହୁତ୍ ମନମୁଗ୍ଧକର। ଆଜିର ମନୁଷ୍ୟ ଆଧୁନିକ ନାମରେ ନିଜ ପରମ୍ପରା , ସଂସ୍କୃତି , ସଭ୍ୟତାକୁ ଭୁଲି ଏଭଳି ବ୍ୟବସ୍ଥାକୁ ଆପଣେଇ ନେଉଛନ୍ତି। ଭିକାରୀ ଯେମିତି ଭିକ୍ଷା ଗ୍ରହଣ କରିଥାଏ, ଠିକ୍ ସେମିତି ବଫେ ବ୍ୟବସ୍ଥାରେ ନିମନ୍ତ୍ରିତ ହୋଇଥିବା ଅତିଥିମାନେ ଆହାର ଗ୍ରହଣ କରିଥାନ୍ତି। ଆମ ସମାଜରେ ଯିଏ ଯେତେ ଅଧିକ ଧନୀ ସେମାନେ ହିଁ ବଫେ ବ୍ୟବସ୍ଥାକୁ ଅଧିକ ଗ୍ରହଣ କରୁଛନ୍ତି। ମାଗିକି ଖାଇବାଠୁ ବଳି ଲଜ୍ୟାର କଥା ଆଉ କଣ ବା ଅଛି। ତେଣୁ ଏଥିପ୍ରତି ସମସ୍ତେ ସଚେତନ ହୋଇ ବଫେ ବ୍ୟବସ୍ଥା (ମାଗି ଖାଇବାଠୁ) ଦୂରେଇ ରୁହନ୍ତୁ।
@susamabalakamila7163
@susamabalakamila7163 Жыл бұрын
Qqqqq1qqqqqqqqqqh ok
@laxminarayanpanda1427
@laxminarayanpanda1427 Жыл бұрын
Bafe କୁ ବର୍ଜନ କରିବା ସଂକଳ୍ପ କରନ୍ତୁ, କିଏ କିଏ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ ଏଠି ପ୍ରକାଶ କରିବା, ଏକ ହେବା ସଂସ୍କୃତି ବଞ୍ଚାଇବା
@dillipbhuyan9620
@dillipbhuyan9620 Жыл бұрын
ପରମ୍ପରା କୁ ବଜାୟ ରଖିବା ଆମର ଦାଇତ୍ୱ. ଆଜିର କୁପଥଗାମୀ ସମାଜକୁ ସଜାଡ଼ିବାପାଇଁ ଏହିଭଳି ପ୍ରୟାସ ପ୍ରଶଂସନୀୟ. ଆପଣ ଚାଳିଶି ବର୍ଷର ସ୍ମୃତି କୁ ସ୍ମରଣ କରାଇ ଥିବାରୁ ଧନ୍ୟବାଦ.
@karismabehera9108
@karismabehera9108 Жыл бұрын
ସମାଜ ପାଇଁ ଖୁବ୍ ସୁନ୍ଦର ବାର୍ତ୍ତା 🙏🏻
@RanajitSahoo
@RanajitSahoo Жыл бұрын
ଓଃ ବହୁତ୍ ସୁନ୍ଦର ଉପସ୍ଥାପନା ୧୦୦ ରୁ ୧୦୦ ସତ କଥା କହିଲେ ଆଜ୍ଞା ସମସ୍ତେ ଏଥିରୁ କିଛି ଶିଖନ୍ତୁ ଓ ଏହି ଭିଡ଼ିଓ କୁ ନିଜ ସାଙ୍ଗ ସାଥୀ ପରିବାର ଙ୍କ ସହ share କରନ୍ତୁ ଆହୁରି ଅଧିକ ଲୋକ ଏଥିରୁ କିଛି ଶିଖନ୍ତୁ
@Radhakantabehera-ml1ew
@Radhakantabehera-ml1ew 2 ай бұрын
Bhalakah.,
@aniteshpati3053
@aniteshpati3053 Жыл бұрын
ଅଟଳ ସତ୍ୟ କଥାଟେ , ଏଇଟାକୁ ଖାଲି ଦେଖିକି ଶୁଣିକି ଏଡାଇଦେଲେ କିଛି ଲାଭହବନି, ପ୍ରତିଟି କଥାକୁ ବୁଝି ଶୁଣି କାର୍ଯ୍ୟରେ ଲଗେଇଲେ ଆମ ସନାତନ ଧର୍ମ, ଓଡ଼ିଆ ସଂସ୍କୃତି, ପରମ୍ପରା ଆଗକୁ ବଢିବ ସହ ରୁଦ୍ଧିମନ୍ତ ହେବ। ଜୟ ଜଗନ୍ନାଥ🙏🙏🙏
@balabhadrabaral8095
@balabhadrabaral8095 Жыл бұрын
ଏ କଥା ଜ୍ଞାନି ମାନେ କେଵଳ ବୁଝିପାରି ବଫେ ବ୍ୟବସ୍ଥା ଠାରୁ ଦୂରେଇ ରହି, ଅଯଥା ଖାଦ୍ୟ ନଷ୍ଟ କୁ ରୋକି ପାରିବେ, ଯେତିକି ଖାଦ୍ୟ ନଷ୍ଟ ଆମେ କରୁଛି ସେହି ଖାଦ୍ୟ ଗରିବ ଲୋକଙ୍କୁ ବାଣ୍ଟିନ୍ତୁ,ଏହି ସଂସ୍କାର କୁ ଅନ୍ୟମାନେ ଆପଣଙ୍କ ଠାରୁ ଶିକ୍ଷା କରିବେ,ଏହି ପରିବର୍ତ୍ତନ କରି, ଆପଣ ଗର୍ଵ ଅନୁଭବ କରନ୍ତୁ
@kebalanandabehera5621
@kebalanandabehera5621 Жыл бұрын
l
@jhunuray8045
@jhunuray8045 Жыл бұрын
ବହୁତ ସୁନ୍ଦର ଆଲୋଚନା
@basantrath6684
@basantrath6684 Жыл бұрын
ଭାଇନା ନମସ୍କାର ମୋର ମନର ବଫେକୁ ନେଇ ଥିବା ବ୍ୟଥା ଟିକିଏ ଲାଘବ ହେଲା I ଆପଣଙ୍କ ଭଳି ଉଚ ମେଧାସମ୍ପର୍ଣ ବ୍ୟକ୍ତିମାନଙ୍କଠାରୁ ଶୁଣିଲାପରେ ସମାଜରେ ସଂସ୍କାର ଆସିଯିବ ବୋଲି ବିଶ୍ୱାସ I ବଫେ ପ୍ରଥାକୁ ଉଛେଦ କରିବାରେ ଆପଣଙ୍କ ପ୍ରୟାସ ନିଶ୍ଚୟ ସଫଳ ହେବ I
@kunasahu1126
@kunasahu1126 Жыл бұрын
ସନାତନ ଧର୍ମରେ motton ଖାଇବା କେତେଦୁର ଯୁକ୍ତିଯୁକ୍ତ । ଯଦି ନୁହେଁ ଭାବୁଛନ୍ତି ତାହାହେଲେ ଲୋକ କିପରି ନଖାଇବେ ।ସେଥିପାଇଁ ଲୋକଙ୍କୁ ସଚେତନ କରନ୍ତୁ ।ଏତିକି ଆପଣଙ୍କ ପାଖରେ ବିନତି। ଧନ୍ୟବାଦ।
@sheshadev1720
@sheshadev1720 Жыл бұрын
ବହୁତ୍ ସୁନ୍ଦର ଲାଗିଲା ଆପଣଙ୍କ ମତାମତ
@banashreemuduli5020
@banashreemuduli5020 Жыл бұрын
ବଫେ ଭୋଜନ କେବେ ଗ୍ରହଣୀୟ ନୁହେଁ। ସମସ୍ତେ ବିରୋଧ କରିବା ଉଚିତ୍।ବସି କରି ଖାଇବାର ଆନନ୍ଦ କେଉଁଠି ନଥାଏ।ଧନ୍ୟବାଦ୍ ସାର୍।
@gourishankarmishra929
@gourishankarmishra929 Жыл бұрын
ବହୁତ ସୁନ୍ଦର ଆଲୋଚନା ଯୁଗପଯୋଗୀ ଓ ଉପାଦେୟ ପରାମର୍ଶ। ଧନ୍ୟବାଦ ଏବଂ ନମସ୍କାର।
@anandakumarbehera2027
@anandakumarbehera2027 Жыл бұрын
ଅତି ସୁନ୍ଦର ଜୟ ଶ୍ରୀ ରାମ,,,,..
@rashmiranjanpradhan8562
@rashmiranjanpradhan8562 Жыл бұрын
ବହୁତ ସୁନ୍ଦର କଥା ଟି କହିଲେ ।
@prasantabehura9071
@prasantabehura9071 2 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
@gitanjaliparidac4792
@gitanjaliparidac4792 Жыл бұрын
Apananka katha pura perfect
@biswaranjansahoo6573
@biswaranjansahoo6573 Жыл бұрын
ନମସ୍କାର ଆଜ୍ଞା...ଅପଣଂକ ଉପସ୍ଥାପନା ଅତି ଚମତ୍କାର,ଵିଧି ସମତ୍ତ ଓ ସମୟଉପଯୋଗୀ
@purnachandrabehera9045
@purnachandrabehera9045 2 ай бұрын
ଜାଗ ଜାଗ 🙏
@ajitkumarsahu2486
@ajitkumarsahu2486 Жыл бұрын
ଅନ୍ୟ ଏକ ସମାଲୋଚନା ର ଶବ୍ଦଟିଏ ବ ଫେ ବସିବାକୁ ସ୍ଥାନ ନାହିଁ ଫେରିଗଲେ ମନା ନାହିଁ ।
@debashishsahoo6248
@debashishsahoo6248 Жыл бұрын
Vry nice😀😀
@rashmitabhola7903
@rashmitabhola7903 Жыл бұрын
Mu aji jae kebe bafe ku jaini, I hate this type of system
@debashishsahoo6248
@debashishsahoo6248 Жыл бұрын
@@rashmitabhola7903 tame function attend nakari kemiti janucha sethi bafe heichi ki nahi?
@jayantakumarpanda2146
@jayantakumarpanda2146 Жыл бұрын
ଓ୩ମ୍ 🙏🏻💐🙏💛🧡🤍 ନମସ୍ତେ ବହୁତ ସୁନ୍ଦର ସନ୍ଦେଶ। କିନ୍ତୁ ଆଜ୍ଞା ଏଠାରେ " କାଳର" ଦୋଷ କାହିଁକି ଦେଉଛନ୍ତି ? ଆପଣ ଓ ଆମେ ସବୁ ଯଦି କୌଣସି ପୁଣ୍ୟ କରୁଛନ୍ତି ସେ କର୍ମ କାହାର ଏବଂ ଫଳ କ'ଣ କାଳ ଭୋଗିବ କି ? ନିଜ ବିଚାର ଓ ବିବେକ କୁ ଦୋଷ ନଦେଇ ଯୁଗ ଏବଂ କାଳର ଦୋଷ ଦେଇ ଆମେ ଖସି ଯାଇ ପାରିବା ନାହିଁ । ଆମେ ବୈଦିକ ସଂସ୍କୃତି ଓ ବେଦ ବିଦ୍ୟା କୁ ଭୂଲିବା ଦ୍ଵାରା ଆମର ଏବଂ ଆମ ସମାଜର ଅବକ୍ଷୟ ହୋଇଛି ଆମେ ପ୍ରାୟ ଭାଷଣ ପ୍ରିୟ କିନ୍ତୁ ଆଚରଣ ପ୍ରିୟ ନୁହନ୍ତି । ଏଥିପାଇଁ ଗୁରୁଜନ ମାନେ ପୂର୍ଣ୍ଣ ମାତ୍ରାରେ ଦାୟି । ପ୍ରାୟ ୯୮% ଗୁରୁଜନ ଧୃତରାଷ୍ଟ୍ର ହୋଇ ଆସୁଥିବାରୁ ଏ ଅବସ୍ଥା । କ୍ଷମା କରିବେ ଆଜ୍ଞା 🤍🙏🧡🇮🇳 ଆନ୍ତରିକ ଧନ୍ୟବାଦ୍।
@user-uk4pr3cq3j
@user-uk4pr3cq3j 2 ай бұрын
Bafe ଖାଇବା ହେଉଛି ଭିକାରୀ କୁ ଖାଇବାକୁ ଦେବାସହ ସମାନ ।ମୁ ଏହାକୁ ବିରୋଧ କରେ ❤ 5:53
@pradyumnanatua4356
@pradyumnanatua4356 4 ай бұрын
ବହୁତ ଶିକ୍ଷଣୀୟ ଏବଂ ସଂସ୍କାରିତ ଚିନ୍ତାଧାରା ଯାହା ସମାଜରେ ସୁଧାର ଆଣିପାରିବ
@shishirkumarpatel1771
@shishirkumarpatel1771 Жыл бұрын
Really a Phd category research for Bhojan, nicely explained about the aim and objectives. Thanks a lot Sir 🙏🙏
@SachidanadaNanda
@SachidanadaNanda 11 ай бұрын
ଖୁବ ସୁନ୍ଦର ଓ ଉପଦେଶ
@rabindranathpradhan4378
@rabindranathpradhan4378 8 ай бұрын
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏🙏
@ranjit6021
@ranjit6021 Жыл бұрын
ଦିବ୍ୟ ପ୍ରେରଣା ।🙏
@ManojKumar-dl5yd
@ManojKumar-dl5yd Жыл бұрын
ଜୟ ଶ୍ରୀ ରାମ
@kalpanapadhi8709
@kalpanapadhi8709 Жыл бұрын
ଖୁବ ସୁନ୍ଦର ମତାମତ,
@balinag3983
@balinag3983 Жыл бұрын
Sir ଆମେ ବହୁତ ଖୁସୀ ଆଜି ଆପଣଙ୍କ ଗୋଟେ ସୁନ୍ଦର ମେସେଜ 🙏
@parsuramnayak4093
@parsuramnayak4093 2 ай бұрын
A katha ku prasarana karithibaru bahut bahut dhanyabad .
@satyakimishra
@satyakimishra Жыл бұрын
Vaina pranaam 🙏
@asitrout7659
@asitrout7659 Жыл бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@prasannapani4788
@prasannapani4788 Жыл бұрын
True fact
@dasharathipratihari6768
@dasharathipratihari6768 Жыл бұрын
ଆଜ୍ଞା ଆଜି କାଲି ସମାଜ ବିକୃତ ହେଇଆସିଲାନି । ଯଦି କେଉ ବାହାଘରେ ବ୍ରତ ଘର ଯେ kaunsi କାର୍ଯ୍ୟ ହେଉ ସମାଜ ବହୁତ୍ ଜୀବ ହତ୍ୟା କରି ଲୋକଙ୍କୁ ଖାଇବାକୁ ଦିଆ ଯାଇଛି ।। ଟିକେ ଭାବିଲେ ଆଜ୍ଞା ଆମେ କାର୍ଯ୍ୟ କୁ ଲୋକ ଙ୍କୁ କଣ ପାଇଁ ଦାକୁ ? କର୍ତ୍ତା ଙ୍କୁ ଶୁଭ ଆଶିଷ ପ୍ରଦାନ ନିମନ୍ତେ କିନ୍ତୁ ଆମେ ଯେଉଁ ଜୀବ ହତ୍ୟା କଲେ ଆମକୁ ଭଗବାନ ଆଶିଷ ଦେବେ ତ ? ପ୍ରଭୁ ଙ୍କ ପାଇଁ ସମସ୍ତେ ସମ୍ମାନ ସେ ମଣିଷ ହେଉ ବା ପଶୁ ଆମେ ଏପଟେ ନିରୀହ ପଶୁ ଙ୍କୁ ନିଜ ଜିହା ଲାଳସା ପାଇଁ ଖାଇଦେଲେ ଏପଟେ ଶୁଭାଶିଷ ଖୋଜିଲେ । ଆମକୁ କଣ ମିଳିବ ? ଆମ ଜୀବନ କିପରି ସୁଖ ମୟ ହେବ ।। ବିଚାର ଆପନ ଙ୍କର
@depakkumarbehera1551
@depakkumarbehera1551 Жыл бұрын
Bahut sundar lagila
@debiprasadmohanty2715
@debiprasadmohanty2715 Жыл бұрын
ବହୁତ ସୁନ୍ଦର ବ୍ୟାଖ୍ୟା।
@TirthabasiDalai
@TirthabasiDalai Жыл бұрын
ବହୁତ୍ ସୁନ୍ଦର୍ ବିଷୟଟି, ସାର୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
@prakashdalai907
@prakashdalai907 Жыл бұрын
ହଁ ଭାଇ ଠିକ କହିଛ । ଭାଇ ତମକୁ କୋଉଠି ଦେଖିଲା ଭଳିଆ ଲାଗୁଛି । ଆମ ଗାଁ ପା ବରମୁଣ୍ଡୁଳି ।😂😂😂😂
@kendujharodiyabohutikichan3482
@kendujharodiyabohutikichan3482 Жыл бұрын
ଜୟ ଜଗନ୍ନାଥ
@satyabratamohapatra4872
@satyabratamohapatra4872 Жыл бұрын
Very good sakti bhaina
@pradeepmonthan9268
@pradeepmonthan9268 Жыл бұрын
Jai jaganatha atyanta sikhaniya katha...
@ajitnayak9504
@ajitnayak9504 Жыл бұрын
Aha ki sundar katha
@pradeshkumarsahoo1877
@pradeshkumarsahoo1877 Жыл бұрын
ସାମାଜକୁ ଖୁବ୍ ସୁନ୍ଦର ବାର୍ତ୍ତା 👌👌👌ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏
@9692225367
@9692225367 Жыл бұрын
ଅତି ସୁନ୍ଦର ଅଭିବ୍ୟକ୍ତି l ଜୟ ଜଗନ୍ନାଥ ସ୍ଵାମୀ l 🙏🙏🙏
@pramilabarik3626
@pramilabarik3626 Жыл бұрын
Jay shree Jagannath jay shree Jagannath
@biswambarnayak361
@biswambarnayak361 Жыл бұрын
Jay Jagannath 🙏🙌
@premanandsahoo9504
@premanandsahoo9504 Жыл бұрын
Sir,good teaching.Namaste.
@AlakaSingh-vg6ol
@AlakaSingh-vg6ol Ай бұрын
Jay jagannath
@pravakarpatra6144
@pravakarpatra6144 Жыл бұрын
True story
@pabitramohandas6943
@pabitramohandas6943 Жыл бұрын
ଆମ ସଂସ୍କୃତିରୁ ଆଧ୍ୟାତ୍ମିକ ଚେତନା ହଜି ଯିବାକୁ ବସିଲାଣି l ଦୁଃଖଦ !
@tapaskumarpradhan7375
@tapaskumarpradhan7375 Жыл бұрын
Jai Nirakar Param Brahma Jai Mahakaal Jai Mahakaali Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bolo Mahakaal ki Sri Ram Jai Ram Jai Jai Ram Jai Sri Krishna Radhe Radhe
@biswabhusanrath2814
@biswabhusanrath2814 Жыл бұрын
Ati sundar, saral ebam ebam nirata satakatha kahuthile Pandit mahashay. Purna bhojanaku nei Pandit mahashayanka upadesh bani ajira janasamaj pain atyanta shikshaniya ate. Pandit mahashayanku mora pranam o dhanyabad. Jay Jagannath. 🙏
@trinathmajhi3539
@trinathmajhi3539 Жыл бұрын
Prakrutare satya Jay jagannath
@prabodhadas3820
@prabodhadas3820 Жыл бұрын
ଏଭଳି ଭିଡିଓ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ ଆଉ ଧନ୍ୟବାଦ
@sangramkesharibarik4694
@sangramkesharibarik4694 Жыл бұрын
ବହୁତ ସୁନ୍ଦର ଉପାଖ୍ୟାନ।
@girijapattnaik3533
@girijapattnaik3533 Жыл бұрын
Sir.Jagannath.🙏🙏🙏🙏🙏🙏🙏🙏
@mahendrakumarsahu4395
@mahendrakumarsahu4395 Жыл бұрын
Bahut Badhia 🙏🙏🙏🙏🙏
@samratpradhan6013
@samratpradhan6013 Жыл бұрын
Om shanti Sina baba
@babughadei4849
@babughadei4849 Жыл бұрын
🙏
@pusparout333
@pusparout333 Жыл бұрын
Dhanaybad bahut bhala prasang
@user-qz8uo4zo6i
@user-qz8uo4zo6i 9 ай бұрын
Jay Jay shree jagannath 🙏🙏🙏🙏🙏
@ishansahu3527
@ishansahu3527 Жыл бұрын
Thika kahile mausa, Buffet system re prta bharti kariki shanti re khai huena kintu ame tale chakamali pakei bahut shanti re ghare peta bharti kariki khai thau✌️😁🙏🤗😍
@asmanraj2965
@asmanraj2965 Жыл бұрын
Asaram bapu Ahi kathaku 50 barasa agaru kahi ashichanti ,Sir apananku Dhanya bad
@debadattabarik1146
@debadattabarik1146 Жыл бұрын
Bahut vala katha
@tanusardar3219
@tanusardar3219 Жыл бұрын
Bohut sundar upostapona🌹🌹
@ratnapravasahoo7536
@ratnapravasahoo7536 Жыл бұрын
ବହୁତ ଧନ୍ଯବାଦ। ଭଲ କଥା।
@anjalidash1562
@anjalidash1562 Жыл бұрын
ଅତି ସୁନ୍ଦର ଉପସ୍ଥାପନା, ଭଗବାନ କରନ୍ତୁ ସମସ୍ତେ ଏହାକୁ ହୃଦୟଙ୍ଗମ କରି ଠିକ କଣ ଭୁଲ କଣ ବୁଝାନ୍ତୁ।ସମସ୍ତଙ୍କ ମନରେ ଅଛି କିନ୍ତୁ ପାଳନ କରନ୍ତି ନାହିଁ।ସମସ୍ତେ share କରନ୍ତୁ ଓ ସଚେତନ କରନ୍ତୁ। ଭୋଜି କରି ସମସ୍ତଙ୍କୁ ବାଢି ଖୁଆଏ ମଧ୍ୟ ପରସ୍ପର ଆତ୍ମୀୟତା ତଥା ସୁସମ୍ପର୍କ ବଢ଼ିଥାଏ।ଆଗରୁ ସାହି ବା ଗାଁ ରେ ଏ ସବୁ ଥିଲେ ଆଜିକାଲି କିନ୍ତୁ ଏହା କଲେ prestige ଚାଲିଯାଉଛି😃
@bijaymohanty2248
@bijaymohanty2248 Жыл бұрын
ସୁନ୍ଦର ଉପସ୍ଥାପନା ।
@hemantakantanaik9785
@hemantakantanaik9785 Жыл бұрын
Apananka ahi suchana deithibaru aneka dhanyabad.
@charitrakumarbai6301
@charitrakumarbai6301 Жыл бұрын
super 💝 idea
@manjulapadhi9075
@manjulapadhi9075 Жыл бұрын
ସୁନ୍ଦର ମତା ମତ
@2bkideology952
@2bkideology952 Жыл бұрын
Great 🙏
@prafulbhaina6257
@prafulbhaina6257 Жыл бұрын
Sunder upasthaana. Dhanyabad.
@rajeshbehera9244
@rajeshbehera9244 Жыл бұрын
Jay Jagannath Sir 🙏🌹❤️🌹🙏
@user-yc8ne1xd6g
@user-yc8ne1xd6g Ай бұрын
Ok.sar
@ajitkumarsahu2486
@ajitkumarsahu2486 Жыл бұрын
Nice presentation
@rkmohanty4891
@rkmohanty4891 Жыл бұрын
Thanks for your true statement . 👍
@satrughanasahoo1118
@satrughanasahoo1118 Жыл бұрын
Very good information for us we should realise it, thanks for your tips.
@pratapchandranayak4544
@pratapchandranayak4544 Жыл бұрын
Right speech Sir.Thank you Sir.
@muktapanigrahi5054
@muktapanigrahi5054 Жыл бұрын
Very nice sir 👌👌👌
@keshabcharanpanda396
@keshabcharanpanda396 Жыл бұрын
Thanks for the advice
@mamatabarik5973
@mamatabarik5973 Жыл бұрын
Jay mahaprabhu🙏🙏🙏
@duhkhishyamnayak9496
@duhkhishyamnayak9496 Жыл бұрын
Jay.jagannath.ji.tamaku.namaskar
@dhrumakshyagorai7750
@dhrumakshyagorai7750 Жыл бұрын
ଆଜ୍ଞା ଠିକ୍ ଅଛି, ତେବେ ଏ କଥା ସତ ଯେ ଆଜି 90 ପ୍ରତିଶତ ମନୁଷ୍ୟ ଆଧୁନିକ ବିଦେଶୀ ସଭ୍ୟତାର ବଶବର୍ତ୍ତୀ ହୋଇ ସାରିଛନ୍ତି । ଏମାନଙ୍କ ପରିପାଟୀ। ବେଶଭୂଷା ଜନିତ ରୋଗ ଭୂମିରେ ଆସନ ଅଳଙ୍କୃତ କରି ପ୍ରୀତି ଭୋଜନ କରିବା ବହୁତ କଷ୍ଟ ନୁହେଁ କି ?ତେବେ ବୋଫେ ଭୋଜନ ଏକ ଭାରତୀୟ ପରମ୍ପରାର ପରିପନ୍ଥୀ ନିଶ୍ଚୟ ।
@anandyoutuber886
@anandyoutuber886 Жыл бұрын
I like you sir
@prasanku.tripathy1574
@prasanku.tripathy1574 Жыл бұрын
100 % ଠିକ୍
@ekadashisahoo6785
@ekadashisahoo6785 Жыл бұрын
Yes sir the good updesha
@nilamanisethi1800
@nilamanisethi1800 Жыл бұрын
Thanks Sir
@basantakumarswain5199
@basantakumarswain5199 Жыл бұрын
Sir namaskar many many thanks. very important to society.
@prasannasahoo6605
@prasannasahoo6605 Жыл бұрын
Good advice
@binayakumarmohanty8486
@binayakumarmohanty8486 Жыл бұрын
You are right sir
@shrabankumarnayak3273
@shrabankumarnayak3273 Жыл бұрын
Good sir
@ranjanmishra9693
@ranjanmishra9693 Жыл бұрын
Nicethought
@mahadevpadhan56
@mahadevpadhan56 Жыл бұрын
Very good idea
@rnhotta18129
@rnhotta18129 Жыл бұрын
Wow..
@tnanda1432
@tnanda1432 Жыл бұрын
ସୁନ୍ଦର କଥା, ମନକୁ ପାଇଲାଭଳି ।ହେଲେ ଭୋଜି ର ବିଶାଳତା ଜଣାପଡେ ଆଇଟମ (ଠା)ଏବଂ ଅତିଥି ଙ୍କ ସଂକ୍ଷା ରୁ । ଏଇଥି ପାଇଁ ପ୍ରତିଷ୍ପର୍ଦ୍ଧା ଚାଲିଛି। ଯଦି ଶତାଧିକ ବ୍ୟଞ୍ଜନ ସୀମିତ ସ୍ଥାନରେ ବହୁ ଲୋକଙ୍କୁ ପରସଜାଏ , (ତଳେ ବସି) ତାହେଲେ ରାତି ନଅଟା ରେ ଖାଇବାକୁ ଆସିଥିବା ବ୍ୟକ୍ତି ରାତି ପାହିଲା belaku ଘରକୁ ଫେରିବା। ତେଣୁ ଆପଣଙ୍କ କଥାଟି ଆଲମାରୀ ରେ ସଜେଇବା ଭଳି,ବସ୍ତୁ ଯାହା ବ୍ୟବହାର ଉପଯୁକ୍ତ ହୋଇନଥାଏ ସେହିଭଳି
@chittaranjanmahanta4101
@chittaranjanmahanta4101 Жыл бұрын
200%Right.
@chittaranjanmahanta4101
@chittaranjanmahanta4101 Жыл бұрын
Correctly.
@gayatripradhan5145
@gayatripradhan5145 Жыл бұрын
Very very nice
@bishnupriyapattnaik8935
@bishnupriyapattnaik8935 Жыл бұрын
Right 👍
@janmejayadash9898
@janmejayadash9898 Жыл бұрын
ନଯସ୍କାର
50 YouTubers Fight For $1,000,000
41:27
MrBeast
Рет қаралды 205 МЛН
Amazing weight loss transformation !! 😱😱
00:24
Tibo InShape
Рет қаралды 60 МЛН
Задержи дыхание дольше всех!
00:42
Аришнев
Рет қаралды 3,6 МЛН
50 YouTubers Fight For $1,000,000
41:27
MrBeast
Рет қаралды 205 МЛН