Жазылу
ODISHA 365 ମନ ଖୋଜେ ଟିକେ ଶାନ୍ତି ****************** ନିଶ୍ଚିତତା -} ନିର୍ଭୟତା -} ନୀର୍ଦ୍ୱନ୍ଦତା -} ମହାପ୍ରଭୁ ଜଗନ୍ନାଥ ମହାପ୍ରଭୁ ତୁମେ ଅଛ ବୋଲି ଆମେ ଅଛୁ। ତମେହିଁ ଆମ ଶକ୍ତି, ଭକ୍ତି ଓ ମୁକ୍ତିର ପଥ ପ୍ରଦର୍ଶକ। ********************* 'ଭଲ ଲୋକଙ୍କ ଭଲ କଥା' କେବଳ ଯେ ଭଲ ଲାଗେ; ତାହା ନୁହେଁ, ଏକ ଭଲ ସମାଜ ଗଠନରେ ମଧ୍ୟ: ସାହାଯ୍ୟ କରେ। ********************* ଓଡ଼ିଶା ୩୬୫ ଓଡ଼ିଆ ଲୋକଙ୍କ ଜୀବନଧାରା ********************* ଅନେକ ଦର୍ଶକ ମନରେ ପ୍ରଶ୍ନ ଆସେ ଆଉ କେହି କେହି ପଚାରନ୍ତି ମଧ୍ୟ, ଏହି ଚ୍ୟାନେଲରେ ମହାପ୍ରଭୁ ଜଗନ୍ନାଥଙ୍କ କଥା'ତ ସବୁବେଳେ ଦେଖାଉଛନ୍ତି କିନ୍ତୁ ନାଁ କାହିଁକି ଓଡ଼ିଶା ୩୬୫ ଦେଇଛନ୍ତି ! ଯେମିତି ଗଣେଶ ବାପା ଶିବଙ୍କ ଚାରିପଟେ ବୁଲି ଆସି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଭ୍ରମଣ କରିଦେଇଥିଲେ, ସେହିପରି ସାରା ଓଡ଼ିଶାକୁ ଭ୍ରମଣ କରିବାକୁ ଯାଇ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଟକିଗଲୁ । ଆଉ ତାଙ୍କ ଚାରିପଟେ ବୁଲୁଛୁ ଯେ ବୁଲୁଛୁ, କେବଳ ଓଡ଼ିଶା କାହିଁକି ସାରା ପୃଥିବୀକୁ ତାଙ୍କରି ପାଖରେ ପାଇଛୁ। ********************** ସଂସାରରେ ଯେତେ ଧର୍ମ / ଜାତି ଅଛି ତନ୍ମଧ୍ୟରୁ ଶ୍ରେଷ୍ଠ ( ମାନବ ଧର୍ମ / ମଣିଷ ଜାତି / ମଣିଷ ପଣିଆ ) ଭାବେ ଓଡ଼ିଶା ୩୬୫ ବିଶ୍ୱାସ କରେ। ------------------ Thanks For your Love, Support & Joining ODISHA365 ------------------